BASH/C3/Basics-of-Redirection-(error-handling)/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Basics of redirection ଉପରେ ସ୍ପୋକେନ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା
00:10 Bash ରେ input ଓ output
00:12 Redirection ଓ file descriptors
00:15 ଷ୍ଟାଣ୍ଡାର୍ଡ ଇନପୁଟ, ଷ୍ଟାଣ୍ଡାର୍ଡ ଆଉଟପୁଟ
00:18 ଷ୍ଟାଣ୍ଡାର୍ଡ ଏରର, କେତେକ ଉଦାହରଣ ସାହାଯ୍ୟରେ
00:22 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Bash ରେ Shell Scripting ଉପରେ ଜ୍ଞାନ ଥିବା ଦରକାର
00:28 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ ଦେଖନ୍ତୁ
00:34 ଏହି ଟ୍ୟୁଟୋରିଆଲ ପାଇଁ ମୁଁ ବ୍ୟବହାର କରୁଛି
00:36 ଉବୁଣ୍ଟୁ ଲିନକ୍ସ 12.04 OS ଓ
00:40 GNU BASH ଭର୍ସନ 4.2
00:43 ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ବା ଊର୍ଦ୍ଧ୍ଵର ସୁପାରିଶ କରାଯାଉଛି
00:50 GNU/Linuxରେ ଆମେ ଗୋଟିଏ ଫାଇଲକୁ output ପଠାଇପାରିବା କିମ୍ବା ଏକ ଫାଇଲରୁ inputକୁ ପଢିପାରିବା
00:58 ପ୍ରତ୍ୟେକ shell କମାଣ୍ଡର ନିଜସ୍ୱ ଇନପୁଟ ଓ ଆଉଟପୁଟ ଅଛି
01:03 ଇନପୁଟ ଓ ଆଉଟପୁଟ, shell ଦ୍ୱାରା ବର୍ଣ୍ଣିତ ହୋଇଥିବା ଏକ ବିଶିଷ୍ଟ ସଂକେତ ବ୍ୟବହାରକରି ରିଡାଇରେକ୍ଟ ହୋଇଥାଏ
01:11 ଇନପୁଟ ଓ ଆଉଟପୁଟର ଡିଫଲ୍ଟ ପାଥର ପରିବର୍ତ୍ତନକୁ redirection କୁହାଯାଏ
01:18 GNU/Linuxରେ, ହାର୍ଡୱେର୍ ସମେତ ସବୁକିଛି ଏକ ଫାଇଲ ଅଟେ,
01:24 ସାଧାରଣ ରିଟର୍ନ ଭାଲ୍ୟୁଗୁଡିକ ହେଉଛି:
01:27 Input ପାଇଁ ଯିରୋ, ଅର୍ଥାତ୍ କୀ-ବୋର୍ଡ
01:31 Output ପାଇଁ 1, ଅର୍ଥାତ୍ ସ୍କ୍ରୀନ୍
01:34 ଏରର ପାଇଁ 2, ଅର୍ଥାତ୍ ସ୍କ୍ରୀନ୍
01:38 0,1,2 ହେଉଛନ୍ତି, POSIX ସଂଖ୍ୟା ଏବଂ file descriptors (FD) ଭାବେ ମଧ୍ୟ ଜଣାଶୁଣା
01:46 Re-director, ଗୋଟିଏ ୟୁଜର କିମ୍ବା ଅନ୍ୟ ପ୍ରୋଗ୍ରାମ୍ ସହିତ କଥା ହେବା ପାଇଁ POSIX ସଂଖ୍ୟାର ବ୍ୟବହାର କରେ
01:54 Standard input: ଷ୍ଟାଣ୍ଡାର୍ଡ ଇନପୁଟ ହେଉଛି ଡିଫଲ୍ଟ ଇନପୁଟ ପ୍ରଣାଳୀ
02:00 ଇନପୁଟକୁ ପଢିବା ପାଇଁ, ଏହା ସମସ୍ତ କମାଣ୍ଡ୍ ଦ୍ୱାରା ବ୍ୟବହୃତ ହୁଏ
02:04 ଏହା ଯିରୋ(୦) ଦ୍ୱାରା ନିରୂପିତ ହୋଇଥାଏ
02:07 ଏହା Stdin(Standard input) ଭାବେ ମଧ୍ୟ ଜଣାଶୁଣା
02:13 ଡିଫଲ୍ଟ standard input ହେଉଛି କୀବୋର୍ଡ
02:17 Less than ଚିହ୍ନ ହେଉଛି, ଇନପୁଟ ରିଡାଇରେକ୍ସନର ଚିହ୍ନ
02:22 ସିଣ୍ଟାକ୍ସ ହେଉଛି-command ସ୍ପେସ୍ ଲେସ୍ ଦ୍ୟାନ୍ ଚିହ୍ନ ସ୍ପେସ୍ filename
02:30 Redirection ଡଟ୍ sh ଫାଇଲ ଖୋଲନ୍ତୁ
02:34 ମୁଁ ଫାଇଲରେ କିଛି କୋଡ୍ ଟାଇପ୍ କରିଛି
02:37 ଏହା ହେଉଛି shebang ଲାଇନ୍
02:41 ଟାଇପ୍ କରନ୍ତୁ: sort ସ୍ପେସ୍ ଲେସ୍ ଦ୍ୟାନ୍ ଚିହ୍ନ ସ୍ପେସ୍ file ଡଟ୍ txt
02:48 ଏହା, input redirectionର ଏକ ଉଦାହରଣ ଅଟେ
02:52 File ଡଟ୍ txt ଫାଇଲରୁ ଇନପୁଟକୁ ନିଆଯାଇଛି
02:57 Sort କମାଣ୍ଡ୍, File ଡଟ୍ txtରେ ଥିବା ସଂଖ୍ୟାଗୁଡ଼ିକୁ କ୍ରମବଦ୍ଧ କରିଥାଏ
03:04 Save ଉପରେ କ୍ଲିକ୍ କରନ୍ତୁ
03:06 Redirection ଡଟ୍ sh ଫାଇଲକୁ ରନ୍ କରନ୍ତୁ
03:10 ନିଜ କୀବୋର୍ଡରେ ଏକାସଙ୍ଗରେ Ctrl+Alt+T ଦାବି ଟର୍ମିନଲ ଖୋଲନ୍ତୁ
03:18 ତାହା ପୂର୍ବରୁ, file ଡଟ୍ txtରେ ଥିବା କଣ୍ଟେଣ୍ଟଗୁଡିକୁ ଦେଖନ୍ତୁ
03:23 ଟାଇପ୍ କରନ୍ତୁ: cat ସ୍ପେସ୍ file ଡଟ୍ txt
03:27 ଏଣ୍ଟର୍ ଦାବନ୍ତୁ
03:30 ଫାଇଲରେ ସଂଖ୍ୟାଗୁଡିକର ଶୃଙ୍ଖଳା ଥିବାର, ଆପଣ ଦେଖିପାରିବେ
03:35 ଟାଇପ୍ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ redirection ଡଟ୍ sh
03:43 ଏଣ୍ଟର୍ ଦାବନ୍ତୁ
03:45 ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ redirection ଡଟ୍ sh
03:48 ଏଣ୍ଟର୍ ଦାବନ୍ତୁ
03:51 କ୍ରମବଦ୍ଧ ହେବାପରେ, ଟର୍ମିନଲରେ ଆଉଟପୁଟକୁ ଦେଖନ୍ତୁ
03:56 ସଂଖ୍ୟାଗୁଡିକ ବର୍ଦ୍ଧିତ କ୍ରମରେ କ୍ରମବଦ୍ଧ ହୋଇଛନ୍ତି
04:00 ଏବେ, slidesକୁ ଫେରିଆସନ୍ତୁ
04:03 Standard output: ଆଉଟପୁଟର ପ୍ରଦର୍ଶନ ପାଇଁ, ସମସ୍ତ କମାଣ୍ଡ୍ ଦ୍ୱାରା ଷ୍ଟାଣ୍ଡାର୍ଡ ଆଉଟପୁଟ ବ୍ୟବହୃତ ହୋଇଥାଏ
04:10 ସ୍କ୍ରୀନ୍ ଉପରେ ଡିଫଲ୍ଟ ଆଉଟପୁଟ୍ ପ୍ରଦର୍ଶିତ ହୋଇଛି
04:14 ଏହା ସଂଖ୍ୟା one(1) ଭାବେ ନିରୁପିତ ହୋଇଥାଏ
04:17 ଏହା, Stdout(Standard output) ଭାବେ ମଧ୍ୟ ଜଣାଶୁଣା
04:23 (>) ଗ୍ରେଟର୍ ଦ୍ୟାନ୍ ଚିହ୍ନ ହେଉଛି ଆଉଟପୁଟ୍ ରିଡାଇରେକ୍ସନର ଚିହ୍ନ
04:28 ସିଣ୍ଟାକ୍ସ ହେଉଛି, command ସ୍ପେସ୍ ଗ୍ରେଟର୍ ଦ୍ୟାନ୍ ଚିହ୍ନ ସ୍ପେସ୍ filename
04:35 Redirection ଡଟ୍ sh ଫାଇଲକୁ ଫେରିଆସନ୍ତୁ
04:41 ପୂର୍ବ ଲାଇନ, sortକୁ କମେଣ୍ଟ କରନ୍ତୁ
04:45 ତା’ତଳେ ଟାଇପ୍ କରନ୍ତୁ: ls ସ୍ପେସ୍ ଗ୍ରେଟର୍ ଦ୍ୟାନ୍ ଚିହ୍ନ ସ୍ପେସ୍ ls ଅଣ୍ଡରସ୍କୋର file ଡଟ୍ txt
04:55 ଏହା, output redirectonର ଏକ ଉଦାହରଣ ଅଟେ
04:59 lsର ଆଉଟପୁଟ୍, ls_file ଡଟ୍ txtରେ ଷ୍ଟୋର୍ ହେବ
05:06 ls କମାଣ୍ଡ୍, ଫାଇଲଗୁଡିକର ସମସ୍ତ ସୂଚନାକୁ ସେହି ନିର୍ଦ୍ଦିଷ୍ଟ ଡାଇରେକ୍ଟୋରୀରେ ତାଲିକାଭୁକ୍ତ କରେ
05:14 ଏବେ, ଫାଇଲକୁ save କରି ଟର୍ମିନଲକୁ ଫେରିଚାଲନ୍ତୁ
05:19 Prompt ଖାଲି କରିଦିଅନ୍ତୁ. ପ୍ରଥମେ ls ଟାଇପ୍ କରି ଆଉଟପୁଟ୍ ଦେଖନ୍ତୁ
05:28 ବର୍ତ୍ତମାନ, ତିନିଥର ଅପ୍-ଆରୋ କୀ ଦାବନ୍ତୁ
05:33 ପୂର୍ବ କମାଣ୍ଡ୍, ଡଟ୍ ସ୍ଲାଶ୍ redirection ଡଟ୍ shକୁ ମନେପକାନ୍ତୁ
05:38 ଓ ଏଣ୍ଟର ଦାବନ୍ତୁ
05:41 ଏବେ, ଆଉଟପୁଟ ଠିକଭାବେ ରିଡାଇରେକ୍ଟ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ
05:46 ଟାଇପ୍ କରନ୍ତୁ: gedit ସ୍ପେସ୍ ls ଅଣ୍ଡରସ୍କୋର୍ file ଡଟ୍ txt ଏବଂ ଏଣ୍ଟର୍ ଦାବନ୍ତୁ
05:56 ବର୍ତ୍ତମାନ, ଏହି ଫାଇଲରେ ଆମେ ଆଉଟପୁଟ ଦେଖିପାରିବା. ତେବେ, ଆମ redirect ସଫଳ ହେଲା
06:03 ଏବେ, slidesକୁ ଫେରିଆସନ୍ତୁ
06:06 Standard error: ଷ୍ଟାଣ୍ଡାର୍ଡ ଏରର ହେଉଛି ଡିଫଲ୍ଟ ଆଉଟପୁଟ ଏରର
06:12 ସମସ୍ତ ସିଷ୍ଟମ ଏରର ଲେଖିବା ପାଇଁ ଏହା ବ୍ୟବହୃତ ହୁଏ
06:16 ଏହା, ସଂଖ୍ୟା ଦୁଇ (2) ଭାବେ ନିରୁପିତ ହୋଇଥାଏ
06:20 Stderr (Standard error) ଭାବେ ମଧ୍ୟ ଏହା ଜଣାଶୁଣା
06:25 ଡିଫଲ୍ଟ ଷ୍ଟାଣ୍ଡାର୍ଡ ଏରର ଆଉଟପୁଟ୍, ସ୍କ୍ରୀନ୍ ବା ମନିଟରରେ ଦୃଶ୍ୟମାନ ହୋଇଥାଏ
06:32 ଟୁ ଗ୍ରେଟର୍ ଦ୍ୟାନ୍ ଚିହ୍ନ(2>) ହେଉଛି ଏରର ରିଡାଇରେକ୍ସନ୍ ର ଚିହ୍ନ
06:36 ସିଣ୍ଟାକ୍ସ ହେଉଛି, କମାଣ୍ଡ୍ ସ୍ପେସ୍ 2 ଗ୍ରେଟର୍ ଦ୍ୟାନ୍ ଚିହ୍ନ ସ୍ପେସ୍ error ଡଟ୍ txt
06:44 redirection dot sh ଫାଇଲକୁ ଫେରିଚାଲନ୍ତୁ
06:49 ପୂର୍ବ ଲାଇନକୁ କମେଣ୍ଟ୍ କରନ୍ତୁ, ଯାହା ହେଉଛି ls
06:54 ତା’ତଳେ ଟାଇପ୍ କରନ୍ତୁ: rm ସ୍ପେସ୍ backslash tmp backslash 4815 ଡଟ୍ txt ସ୍ପେସ୍ 2 ଗ୍ରେଟର୍ ଦ୍ୟାନ୍ ଚିହ୍ନ ସ୍ପେସ୍ error ଡଟ୍ txt
07:11 ଏରର ଆଉଟପୁଟ, error dot txt fileକୁ ରିଡାଇରେକ୍ଟ ହୋଇଗଲା
07:17 ଏବେ, Save ଉପରେ କ୍ଲିକ କରନ୍ତୁ ଏବଂ ଟର୍ମିନଲକୁ ଫେରିଯାଆନ୍ତୁ
07:22 ପ୍ରଥମେ, ଏରରକୁ ଦେଖିବା ପାଇଁ ଗୋଟିଏ କମାଣ୍ଡ୍ ଟାଇପ୍ କରନ୍ତୁ
07:26 ଟାଇପ୍ କରନ୍ତୁ: rm ସ୍ପେସ୍ ବ୍ୟାକ୍ ସ୍ଲାଶ୍ tmp ବ୍ୟାକ୍ ସ୍ଲାଶ୍ 4815 ଡଟ୍ txt
07:36 ଏଣ୍ଟର୍ ଦାବନ୍ତୁ
07:38 ନିମ୍ନାନୁସାରେ ଏରର ପ୍ରଦର୍ଶିତ ହେଲା-
07:40 rm: cannot remove slash tmp slash 4815 dot txt: No such file or directory
07:49 ବର୍ତ୍ତମାନ, ଆମର ଫାଇଲକୁ ନିଷ୍ପାଦନ କରିବା
07:53 ଅପ୍-ଆରୋ କୀ ଦାବନ୍ତୁ
07:55 ଏବଂ ପୂର୍ବ କମାଣ୍ଡ୍, dot ସ୍ଲାଶ୍ redirection ଡଟ୍ shକୁ ମନେପକାନ୍ତୁ
08:01 ଏଣ୍ଟର୍ ଦାବନ୍ତୁ
08:03 ଏରର ରିଡାଇରେକ୍ଟ ହେଲା କି ନାହିଁ ଯାଞ୍ଚ କରିବା
08:07 ଟାଇପ୍ କରନ୍ତୁ: gedit ସ୍ପେସ୍ error ଡଟ୍ txt ଏବଂ ଏଣ୍ଟର୍ ଦାବନ୍ତୁ
08:15 ଏରର, error ଡଟ୍ txt ଫାଇଲକୁ ରିଡାଇରେକ୍ଟ ହୋଇଥିବାର ଆମେ ଦେଖିପାରିବା
08:22 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
08:26 ସଂକ୍ଷିପ୍ତରେ
08:28 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ
08:31 Bashରେ ଇନପୁଟ ଓ ଆଉଟପୁଟ
08:35 Redirection ଓ file descriptors
08:38 '<' ( ଲେସ୍ ଦ୍ୟାନ୍ ) ଚିହ୍ନ ବ୍ୟବହାର କରି standard input
08:42 '>' ( ଗ୍ରେଟର୍ ଦ୍ୟାନ୍ ) ଚିହ୍ନ ବ୍ୟବହାର କରି standard output
08:47 '2>' ( ଟୁ ଗ୍ରେଟର୍ ଦ୍ୟାନ୍ ) ଚିହ୍ନ ବ୍ୟବହାର କରି standard error
08:52 ଏକ ଆସାଇନମେଣ୍ଟ ଭାବେ
08:54 ଯେକୌଣସି ଭାଷା, ଯେପରି C, C++, Java ବ୍ୟବହାର କରି ଏକ ପ୍ରୋଗ୍ରାମ୍ ଲେଖନ୍ତୁ
08:59 ଏବଂ ଆଉଟପୁଟ କିମ୍ବା ଏରରକୁ ଗୋଟିଏ ନୂଆ ଫାଇଲକୁ redirect କରନ୍ତୁ
09:04 କିମ୍ବା କିଛି କଣ୍ଟେଣ୍ଟ, ଯେପରି ଆପଣଙ୍କର ନାମ, ଠିକଣା ଥିବା ଗୋଟିଏ text file ତିଆରି କରନ୍ତୁ
09:11 କଣ୍ଟେଣ୍ଟଗୁଡ଼ିକୁ ଗୋଟିଏ ନୂଆ ଫାଇଲକୁ redirect କରନ୍ତୁ
09:15 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ
09:19 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:23 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
09:28 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
09:30 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:34 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
09:38 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
09:46 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:50 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:58 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro
10:04 ଆଇଆଇଟି ବମ୍ୱେ ତରଫରୁ
10:10 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep