BASH/C2/String-and-File-attributes/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, Bashରେ String ଓ File Attributes Comparison ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:10 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, |
00:13 | * String କମ୍ପାରିଜନ୍ ଓ File Attributes କମ୍ପାରିଜନ୍ |
00:18 | କେତେକ ଉଦାହରଣ ବ୍ୟବହାର କରି ଆମେ ଏହାକୁ କରିବା |
00:22 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି |
00:25 | ଉବୁଣ୍ଟୁ ଲିନକ୍ସ 12.04 OS ଓ |
00:30 | GNU Bash ଭର୍ସନ୍ 4.1.10 |
00:34 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି |
00:42 | ଚାଲନ୍ତୁ, ପରିଚୟରୁ ଆରମ୍ଭ କରିବା |
00:45 | Bashରେ ଏକ Stringକୁ ତୁଳନା କରିବା ପାଇଁ ଦୁଇଟି ମାର୍ଗ ଅଛି |
00:49 | 1) ପ୍ରଥମ: == (ଇକ୍ୱାଲ୍ ଟୁ ଇକ୍ୱାଲ୍ ଟୁ) ଅପରେଟର୍ ବ୍ୟବହାର କରି |
00:53 | ଦୁଇଟି Equal Strings ତୁଳନା କରିବା ପାଇଁ |
00:56 | 2) ଦ୍ୱିତୀୟ: != (ନଟ୍ ଇକ୍ୱାଲ୍ ଟୁ) ଅପରେଟର୍ |
00:59 | ଦୁଇଟି Not Equal Strings ତୁଳନା କରିବା ପାଇଁ |
01:03 | ଚାଲନ୍ତୁ, ଏବେ ଏକ ଉଦାହରଣ ଦେଖିବା. |
01:06 | ଏଠାରେ, ମୋ ପାଖରେ ଏକ ସରଳ ପ୍ରୋଗ୍ରାମ୍ ଅଛି, ଯାହା User ID ଯାଞ୍ଚ କରେ |
01:11 | ଆପଣଙ୍କ ଏଡିଟର୍ ରେ ଏକ ଫାଇଲ୍ ଖୋଲି ତାକୁ strcompare ଡଟ୍ sh ଭାବରେ ସେଭ୍ କରନ୍ତୁ |
01:19 | ଏବେ ଆପଣଙ୍କର strcompare.sh ଫାଇଲରେ, ଏଠାରେ ପ୍ରଦର୍ଶିତ Code ଟାଇପ୍ କରନ୍ତୁ |
01:26 | ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି |
01:28 | ଏହା ହେଉଛି shebang ଲାଇନ୍ |
01:31 | whoami କମାଣ୍ଡ, ସାମ୍ପ୍ରତିକ ୟୁଜର୍ ର username ପ୍ରଦାନ କରିଥାଏ |
01:36 | if ଷ୍ଟେଟମେଣ୍ଟ, ଷ୍ଟ୍ରିଙ୍ଗ୍ root ବିପକ୍ଷରେ ଭେରିଏବଲ୍ whoamiର ଆଉଟପୁଟ୍ ଯାଞ୍ଚ କରେ |
01:44 | ଷ୍ଟ୍ରିଙ୍ଗଗୁଡ଼ିକ ତୁଳନା କରିବାକୁ ଆମେ ଏଠାରେ not-equal to ଅପରେଟର୍ ବ୍ୟବହାର କରିଛେ |
01:50 | ଯଦି ସାମ୍ପ୍ରତିକ ୟୁଜର୍ root user ନୁହେଁ, ତେବେ ଏହା, ଏହି ଷ୍ଟେଟମେଣ୍ଟକୁ echo କରିବ - |
01:57 | You have no permission to run 'strcompare dot sh' as non-root user |
02:05 | ଏଠାରେ, $0 (ଡଲାର୍ ଯିରୋ) ହେଉଛି ଯିରୋଏଥ୍ ଆର୍ଗୁମେଣ୍ଟ, ଯାହା ନିଜେ ହିଁ ଏକ File Name ଅଟେ |
02:13 | ଯଦି ୟୁଜର୍, root user ହୋଇଥିବ, ତେବେ ତାହା Welcome root ଇକୋ କରିବ |
02:18 | ତାହାପରେ, ପ୍ରୋଗ୍ରାମ୍ ପାଇଁ ଆମ ପାଖରେ exit ଷ୍ଟେଟମେଣ୍ଟ ଅଛି |
02:23 | ଆଉ ଏଠାରେ ଆମେ, fi ସହିତ if ଷ୍ଟେଟମେଣ୍ଟକୁ ସମାପ୍ତ କରୁ |
02:28 | exit ଷ୍ଟେଟମେଣ୍ଟ ବିଷୟରେ ଅଧିକ ଜାଣିବା ପାଇଁ ଆମ ସ୍ଲାଇଡ୍ସକୁ ଫେରିଚାଲନ୍ତୁ |
02:34 | ପ୍ରତ୍ୟେକ ପ୍ରୋଗ୍ରାମ୍ ଏକ Exit Status ରିଟର୍ନ କରେ |
02:38 | ଏକ ସଫଳ କମାଣ୍ଡ 0 (ଯିରୋ) ରିଟର୍ନ କରେ |
02:42 | ଏକ ଭୁଲ୍ କମାଣ୍ଡ ଗୋଟିଏ ନନ୍-ଯିରୋ ଭାଲ୍ୟୁ ରିଟର୍ନ କରିଥାଏ |
02:47 | ଏହାକୁ, ଏକ Error Code କୁହାଯାଇପାରେ |
02:51 | ଆମେ, Exit ଷ୍ଟେଟମେଣ୍ଟର ରିଟର୍ନ ଭାଲ୍ୟୁ କଷ୍ଟମାଇଜ୍ କରିପାରିବା |
02:56 | ଏବେ ଚାଲନ୍ତୁ, ପ୍ରୋଗ୍ରାମକୁ ନିଷ୍ପାଦନ କରିବା |
02:58 | ନିଜ କୀବୋର୍ଡରେ ଏକାସଙ୍ଗରେ Ctrl+Alt+T ଦାବି Terminal Window ଖୋଲନ୍ତୁ |
03:08 | ପ୍ରଥମେ, ସିଷ୍ଟମର ସାମ୍ପ୍ରତିକ ୟୁଜର୍ ଯାଞ୍ଚ କରିବା |
03:12 | ଟାଇପ୍ କରନ୍ତୁ: whoami |
03:15 | ଏଣ୍ଟର୍ ଦାବନ୍ତୁ |
03:17 | ଏହା, ସାମ୍ପ୍ରତିକ ୟୁଜରର ନାମ ପ୍ରଦର୍ଶିତ କରିବ |
03:21 | ବର୍ତ୍ତମାନ, ଆମର ସ୍କ୍ରିପ୍ଟକୁ ନିଷ୍ପାଦନଯୋଗ୍ୟ କରିବା |
03:25 | ଟାଇପ୍ କରନ୍ତୁ: chmod ପ୍ଲସ୍ x strcompare ଡଟ୍ sh |
03:32 | ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ strcompare ଡଟ୍ sh |
03:37 | ନିମ୍ନ ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେଲା: |
03:39 | You have no permission to run dot slash strcompare dot sh as non-root user |
03:47 | ଏବେ ଚାଲନ୍ତୁ, ସେହି ପ୍ରୋଗ୍ରାମକୁ root user ଭାବରେ ନିଷ୍ପାଦନ କରିବା |
03:52 | ଟାଇପ୍ କରନ୍ତୁ: sudo ଡଟ୍ ସ୍ଲାଶ୍ strcompare ଡଟ୍ sh |
03:58 | ଏହା, ଗୋଟିଏ ପାସୱର୍ଡ ପାଇଁ କହିବ |
04:01 | ଏଠାରେ ଆପଣଙ୍କର ପାସୱର୍ଡ ଦିଅନ୍ତୁ |
04:04 | ନିମ୍ନ ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେଲା: Welcome root! |
04:08 | ଏବେ ଆସନ୍ତୁ, File Attributes କମ୍ପାରିଜନ୍ ବିଷୟରେ ଶିଖିବା |
04:13 | ମୋ ପାଖରେ ପୂର୍ବରୁ କୋଡ୍ ର ଏକ କାର୍ଯ୍ୟକାରୀ ଉଦାହରଣ ଅଛି |
04:17 | ଏହି ପ୍ରୋଗ୍ରାମରେ, ପ୍ରଦତ୍ତ ଫାଇଲଟି ବିଦ୍ୟମାନ ଅଛି କି ନାହିଁ, ତାହା ଆମେ ଦେଖିବା |
04:23 | file1 ହେଉଛି ସେହି ଭେରିଏବଲ୍, ଯେଉଁଥିରେ ଆମେ, ଫାଇଲର path ସେଭ୍ କରୁ |
04:29 | - (ହାଇଫେନ୍) f କମାଣ୍ଡ, ଫାଇଲ ବିଦ୍ୟମାନ ଅଛି କି ନାହିଁ |
04:33 | ଆଉ ତାହା ଏକ ସାଧାରଣ ଫାଇଲ୍ କି ନୁହେଁ ଯାଞ୍ଚ କରେ |
04:37 | ଯଦି କଣ୍ଡିଶନ୍ True ହୋଇଥାଏ, ତେବେ ଏହା File exists and is a normal file ବୋଲି ଇକୋ କରିବ |
04:44 | ଅନ୍ୟଥା, ଏହା File does not exist ଇକୋ କରିବ |
04:48 | Terminalକୁ ଫେରିଆସି ଫାଇଲକୁ ନିଷ୍ପାଦନ କରନ୍ତୁ |
04:53 | ଟାଇପ୍ କରନ୍ତୁ: chmod ପ୍ଲସ୍ x fileattrib ଡଟ୍ sh |
05:00 | ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ fileattrib ଡଟ୍ sh |
05:05 | ନିମ୍ନ ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେଲା: |
05:07 | File exists and is a normal file |
05:11 | ଏବେ, ଫାଇଲଟି ଖାଲି ଅଛି କି ନାହିଁ, ତାହା ଆମେ ଦେଖିବା |
05:16 | ଆମର ପ୍ରୋଗ୍ରାମକୁ ନିଷ୍ପାଦନ କରିବା ପୂର୍ବରୁ ମୁଁ, empty dot sh ନାମରେ ଗୋଟିଏ ଖାଲି ଫାଇଲ୍ କ୍ରିଏଟ୍ କରିବି |
05:24 | ଟାଇପ୍ କରନ୍ତୁ: gedit empty ଡଟ୍ sh ଆମ୍ପର୍ସାଣ୍ଡ ଚିହ୍ନ |
05:31 | Save ଉପରେ କ୍ଲିକ୍ କରନ୍ତୁ, ଫାଇଲକୁ ବନ୍ଦ କରନ୍ତୁ |
05:35 | - (ହାଇଫେନ୍) s ଆଟ୍ରିବ୍ୟୁଟ୍ କୁ ବଦଳାଇ - (ହାଇଫେନ୍) f ଆଟ୍ରିବ୍ୟୁଟ୍ କରନ୍ତୁ |
05:41 | ଏଠାରେ ଫାଇଲ୍ ନାମକୁ ମଧ୍ୟ ବଦଳାନ୍ତୁ |
05:45 | ଟାଇପ୍ କରନ୍ତୁ empty ଡଟ୍ sh |
05:47 | ବର୍ତ୍ତମାନ, ନିମ୍ନ ସହିତ ପ୍ରଥମ Echo ଷ୍ଟେଟମେଣ୍ଟକୁ ବଦଳାନ୍ତୁ: |
05:51 | File exists and is not empty |
05:54 | ଆଉ, ନିମ୍ନ ସହିତ ଦ୍ୱିତୀୟ Echo ଷ୍ଟେଟମେଣ୍ଟକୁ ବଦଳାନ୍ତୁ: |
05:57 | File is empty |
05:59 | Save କ୍ଲିକ୍ କରନ୍ତୁ |
06:01 | Terminalକୁ ଫେରିଆସନ୍ତୁ |
06:03 | Promptକୁ ଖାଲି କରିଦିଅନ୍ତୁ |
06:06 | ନିଷ୍ପାଦନ କରନ୍ତୁ |
06:08 | ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ fileattrib ଡଟ୍ sh, ଏଣ୍ଟର୍ ଦାବନ୍ତୁ |
06:13 | ଆଉଟପୁଟ୍ ହେଉଛି File is empty |
06:17 | ଏବେ ଚାଲନ୍ତୁ, ଆଉ ଗୋଟିଏ ଫାଇଲ୍ ଆଟ୍ରିବ୍ୟୁଟ୍ ଦେଖିବା, ଯାହା ଯେକୌଣସି ଫାଇଲର Write Permission ଯାଞ୍ଚ କରିବ |
06:24 | ଆମ ପ୍ରୋଗ୍ରାମକୁ ଫେରିଆସନ୍ତୁ. |
06:26 | - (ହାଇଫେନ୍) s ଆଟ୍ରିବ୍ୟୁଟ୍ କୁ ବଦଳାଇ - (ହାଇଫେନ୍) w କରନ୍ତୁ |
06:32 | ବର୍ତ୍ତମାନ, ନିମ୍ନ ସହିତ ପ୍ରଥମ Echo ଷ୍ଟେଟମେଣ୍ଟକୁ ବଦଳାନ୍ତୁ: |
06:36 | User has write permission to this file |
06:40 | ଆଉ, ନିମ୍ନ ସହିତ ଦ୍ୱିତୀୟ Echo ଷ୍ଟେଟମେଣ୍ଟକୁ ବଦଳାନ୍ତୁ: |
06:43 | User doesn't have write permission to this file |
06:47 | Save କ୍ଲିକ୍ କରନ୍ତୁ |
06:49 | ଏହି ଉଦାହରଣ ପାଇଁ ମୁଁ ଏକ ଭିନ୍ନ ଫାଇଲ୍ ବ୍ୟବହାର କରିବି |
06:53 | ମୁଁ ଏପରି ଏକ ଫାଇଲର ଚୟନ କରିବି ଯାହା ପଠନଯୋଗ୍ୟ ହୋଇନଥିବ କିମ୍ୱା ଯାହାର Write Permission ନଥିବ |
07:01 | ମୁଁ ଏବେ ଫାଇଲ୍ ପାଥ୍ ବଦଳାଉଛି |
07:04 | ସ୍ଲାଶ୍ etc ସ୍ଲାଶ୍ mysql ସ୍ଲାଶ୍ debian ଡଟ୍ cnf |
07:10 | Save କ୍ଲିକ୍ କରନ୍ତୁ |
07:12 | ଚାଲନ୍ତୁ, ପ୍ରୋଗ୍ରାମକୁ ନିଷ୍ପାଦନ କରିବା |
07:15 | ଅପ୍-ଆରୋ କୀ ଦାବନ୍ତୁ. ଏଣ୍ଟର୍ ଦାବନ୍ତୁ |
07:19 | ଦେଖନ୍ତୁ, ଆଉଟପୁଟ୍ ନିମ୍ନ ଭାବରେ ପ୍ରଦର୍ଶିତ ହେଲା: |
07:21 | User doesn't have write permission to this file |
07:26 | ଏବେ, File Attributes ଉପରେ ଆଧାରିତ ଆଉଏକ ଉଦାହରଣ ଦେଖିବା |
07:31 | ଏହି ଉଦାହରଣରେ ଆମେ, File1, File2ଠାରୁ ନୂଆ କି ନୁହେଁ ଯାଞ୍ଚ କରିବା |
07:38 | ଆସନ୍ତୁ, ପ୍ରୋଗ୍ରାମକୁ ଦେଖିବା |
07:40 | ଧ୍ୟାନଦିଅନ୍ତୁ ଯେ, ଆମର ଫାଇଲ୍ ନାମ ହେଉଛି Fileattrib2 ଡଟ୍ sh |
07:46 | କୋଡ୍ ମଧ୍ୟଦେଇ ଯିବା |
07:48 | ଏଠାରେ, ଆମ ପାଖରେ ଦୁଇଟି ଭେରିଏବଲ୍ସ ଅଛି - File1 ଓ File2 |
07:53 | ଦୁଇଟିଯାକ ଫାଇଲ୍ସକୁ ଆଗରୁ ତିଆରି କରାଯାଇସାରିଛି ଓ ଖାଲି ଅଛି |
07:58 | ଏଠାରେ ଆମେ, File1, File2ଠାରୁ ନୂଆ କି ନୁହେଁ ଯାଞ୍ଚ କରିବା |
08:04 | ଯଦି କଣ୍ଡିଶନ୍ True ହୋଇଥିବ, ତେବେ ଆମେ File1 is newer than File2 |
08:09 | ଅନ୍ୟଥା, file2 is newer than file1 ପ୍ରିଣ୍ଟ କରିବା |
08:14 | ଏହା ହେଉଛି ଆଉ ଗୋଟିଏ if ଷ୍ଟେଟମେଣ୍ଟ |
08:16 | ଏଠାରେ ଆମେ, File1, File2ଠାରୁ ପୁରୁଣା କି ନୁହେଁ ଯାଞ୍ଚ କରିବା |
08:21 | ଯଦି କଣ୍ଡିଶନ୍ True ହୋଇଥିବ, ତେବେ ଆମେ File1 is older than File2 ପ୍ରିଣ୍ଟ କରିବା |
08:27 | ଅନ୍ୟଥା, file2 is older than file1 ପ୍ରିଣ୍ଟ କରିବା |
08:32 | Terminalକୁ ଫେରିଆସନ୍ତୁ |
08:35 | ପ୍ରଥମେ ଆମେ, empty1 ଡଟ୍ sh ଫାଇଲକୁ ଏଡିଟ୍ କରିବା |
08:39 | ମୁଁ କେବଳ ଏଥିରେ ଏକ echo ଷ୍ଟେଟମେଣ୍ଟ ଯୋଡ଼ିବି |
08:42 | ଟାଇପ୍ କରନ୍ତୁ: echo ଡବଲ୍ କ୍ୱୋଟ୍ସ ମଧ୍ୟରେ hiii ଡବଲ୍ କ୍ୱୋଟ୍ସ ପରେ ଗ୍ରେଟର୍ ଦ୍ୟାନ୍ ଚିହ୍ନ empty one ଡଟ୍ sh. ଏଣ୍ଟର୍ ଦାବନ୍ତୁ |
08:53 | ବର୍ତ୍ତମାନ ଆମର ସ୍କ୍ରିପ୍ଟକୁ ନିଷ୍ପାଦନଯୋଗ୍ୟ କରିବା |
08:57 | ଟାଇପ୍ କରନ୍ତୁ: chmod ପ୍ଲସ୍ x fileattrib2 ଡଟ୍ sh |
09:03 | ଏବେ ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ fileattrib2 ଡଟ୍ sh |
09:09 | ଆମେ, ନିମ୍ନ ଆଉଟପୁଟ୍ ପାଇଲେ: |
09:11 | file1 is newer than file2 |
09:15 | file2 is older than file1 |
09:19 | ଏବେ ଚାଲନ୍ତୁ, empty2 ଡଟ୍ sh ଫାଇଲ୍ ଏଡିଟ୍ କରିବା |
09:23 | ଏଠାରେ ମଧ୍ୟ ମୁଁ ଏକ echo ଷ୍ଟେଟମେଣ୍ଟ ଯୋଡ଼ିବି |
09:27 | ଟାଇପ୍ କରନ୍ତୁ: echo ଡବଲ୍ କ୍ୱୋଟ୍ସ ମଧ୍ୟରେ “How are you” ଡବଲ୍ କ୍ୱୋଟ୍ସ ପରେ ଗ୍ରେଟର୍ ଦ୍ୟାନ୍ ଚିହ୍ନ (>) empty2 ଡଟ୍ sh |
09:38 | Promptକୁ ଖାଲି କରିଦିଅନ୍ତୁ |
09:41 | ଏବେ ଚାଲନ୍ତୁ, ପୁଣିଥରେ ସ୍କ୍ରିପ୍ଟକୁ ନିଷ୍ପାଦନ କରିବା |
09:45 | ଅପ୍-ଆରୋ କୀ ଦାବନ୍ତୁ |
09:47 | ଡଟ୍ ସ୍ଲାଶ୍ fileattrib2 ଡଟ୍ shକୁ ଯାଆନ୍ତୁ, ଏଣ୍ଟର୍ ଦାବନ୍ତୁ |
09:53 | ନିମ୍ନ ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେଲା: |
09:55 | file2 is newer than file1 |
09:59 | ଓ file1 is older than file2 |
10:03 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
10:06 | ସଂକ୍ଷିପ୍ତରେ, |
10:08 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: |
10:11 | * String କମ୍ପାରିଜନ୍, ଫାଇଲ୍ ଆଟ୍ରିବ୍ୟୁଟ୍ସ |
10:14 | * == (ଇକ୍ୱାଲ୍ ଟୁ ଇକ୍ୱାଲ୍ ଟୁ) |
10:16 | * != (ନଟ୍ ଇକ୍ୱାଲ୍ ଟୁ) * - (ହାଇଫେନ୍) f |
10:18 | * - (ହାଇଫେନ୍) s - (ହାଇଫେନ୍) w |
10:21 | * - (ହାଇଫେନ୍) nt ଓ - (ହାଇଫେନ୍) ot ଆଟ୍ରିବ୍ୟୁଟ୍ସ |
10:25 | ଏକ ଆସାଇନମେଣ୍ଟ ଭାବେ - କିଛି ଅଧିକ ଆଟ୍ରିବ୍ୟୁଟ୍ସ ବାହାର କରନ୍ତୁ |
10:29 | ଉଦାହରଣସ୍ୱରୂପ: -r, -x, ଓ -o |
10:33 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
10:36 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
10:40 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
10:45 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
10:47 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
10:51 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
10:55 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
11:02 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
11:06 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
11:14 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନଲିଙ୍କରେ (spoken-tutorial.org/NMEICT-Intro) ଉପଲବ୍ଧ |
11:19 | ଆଇଆଇଟି ବମ୍ୱେ ତରଫରୁ |
11:25 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. |
11:29 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |