Arduino/C2/Overview-of-Arduino/Oriya
From Script | Spoken-Tutorial
Time | Narration |
00:01 | Overview of Arduino ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନ ବିଷୟରେ ଶିଖିବା:
ବିଭିନ୍ନ ଇଲେକ୍ଟ୍ରୋନିକ୍ ଉପକରଣ ଓ ସେଗୁଡ଼ିକର ସଂଯୋଗ ଏବଂ ଏହି ଶୃଙ୍ଖଳାରେ ଥିବା ବିଭିନ୍ନ ଟ୍ୟୁଟୋରିଆଲରେ ଉପଲବ୍ଧ ବିଷୟବସ୍ତୁ |
00:19 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି: Ubuntu Linux 14.04 ଅପରେଟିଙ୍ଗ୍ ସିଷ୍ଟମ୍ |
00:26 | ଏହି ଶୃଙ୍ଖଳାରେ ଆମ ପାଖରେ “ମୌଳିକ” ଓ "ମାଧ୍ୟମିକ” ସ୍ତରର ଟ୍ୟୁଟୋରିଆଲଗୁଡ଼ିକ ରହିଛି |
00:32 | “ମୌଳିକ” ସ୍ତର ଶୃଙ୍ଖଳାକୁ ଅନୁସରଣ କରିବା ପାଇଁ ଆପଣଙ୍କର ଇଲେକ୍ଟ୍ରୋନିକ୍ ଓ ସର୍କିଟ୍ର ଜ୍ଞାନ ଥିବା ଉଚିତ |
00:38 | “ମାଧ୍ୟମିକ” ସ୍ତର ପାଇଁ ଆପଣଙ୍କର “ଆସେମ୍ୱଲୀ” ଓ “C ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜେସ୍” ଉପରେ ଜ୍ଞାନ ଥିବା ଉଚିତ |
00:45 | ଇଲେକ୍ଟ୍ରୋନିକ୍ ଉପକରଣ ସହିତ ପ୍ରୟୋଗ କରିବାରେ ଆଗ୍ରହ ରଖୁଥିବା ଯେକୌଣସି ବ୍ୟକ୍ତି Arduino ବ୍ୟବହାର କରିପାରିବେ |
00:54 | ଉଦାହରଣସ୍ୱରୂପ: କଲେଜ୍ ବିଦ୍ୟାର୍ଥୀ କିମ୍ୱା ଯେକୌଣସି ହାର୍ଡୱେର୍ ପ୍ରଫେଶନଲ୍ କିମ୍ୱା ସୃଜନଶୀଳତାରେ ଆଗ୍ରହ ରଖୁଥିବା ଯେକୌଣସି ବ୍ୟକ୍ତିବିଶେଷ |
01:06 | ଏବେ, ଏହି ଶୃଙ୍ଖଳାରେ ସଂକ୍ଷିପ୍ତ ଭାବେ ପୃଥକ୍ ଟ୍ୟୁଟୋରିଆଲ୍ ଦେଇ ଯିବା |
01:12 | ଏହି ଶୃଙ୍ଖଳାର ପ୍ରଥମ ଟ୍ୟୁଟୋରିଆଲରେ, ବିଭିନ୍ନ “ଇଲେକ୍ଟ୍ରୋନିକ୍ ଉପକରଣ ଓ ସଂଯୋଗ” ବିଷୟରେ ବର୍ଣ୍ଣନା କରାଯାଇଛି |
01:19 | ଆମେ ନିମ୍ନଲିଖିତ ବ୍ୟବହାର କରିବା ବିଷୟରେ ଶିଖିବା: Breadboard ଓ ତାହାର ଆଭ୍ୟନ୍ତର ସଂଯୋଗ |
01:24 | Beardboardରେ LED
PushButton ଓ Beardboardରେ ଥିବା Seven Segment Display |
01:33 | ସଂଯୋଗ କରିବା ପାଇଁ Breadboard, LED ଓ PushButton ବ୍ୟବହାର କରିବାବେଳେ ଲୋକମାନେ କରୁଥିବା ସାଧାରଣ ଭୁଲ ବିଷୟରେ ମଧ୍ୟ ଆମେ ଜାଣିବା |
01:43 | ଏହି ଟ୍ୟୁଟୋରିଆଲର ଏକ ଝଲକ ଏଠାରେ ଦିଆଗଲା |
________@01:47, add audio of tutorial Electronic components and connections from 00:23 to 00:46 ________ | |
02:11 | ଏହି ଶୃଙ୍ଖଳାର ପରବର୍ତ୍ତୀ ଟ୍ୟୁଟୋରିଆଲରେ ନିମ୍ନ ବିଷୟରେ ବର୍ଣ୍ଣନା କରାଯାଇଛି:
Arduino ଡିଭାଇସ୍ |
02:17 | Arduinoର ଫିଚର୍ସ
Arduino Boardର ଉପକରଣ |
02:22 | Microcontrollers ଓ
Ubuntu Linux Operating Systemରେ Arduino IDEର ଇନଷ୍ଟଲେଶନ୍ |
02:29 | ଏହି ଟ୍ୟୁଟୋରିଆଲର ଏକ ଝଲକ ଏଠାରେ ଦିଆଗଲା |
________@02:33, add audio of tutorial Introduction of Arduino from 02:35 to 02:59 __________ | |
02:58 | ପରବର୍ତ୍ତୀ ଟ୍ୟୁଟୋରିଆଲ୍ ହେଉଛି Arduino Components and IDE |
03:03 | ଏହା ଆମକୁ ନିମ୍ନଲିଖିତକୁ ବୁଝିବାରେ ସାହାଯ୍ୟ କରିବ:
Arduino ଓ ଗୋଟିଏ କମ୍ପ୍ୟୁଟର୍ ମଧ୍ୟରେ ଏକ ଭୌତିକ ସଂଯୋଗ କିପରି ସ୍ଥାପନ କରିବେ |
03:10 | Arduino Board ଓ Arduino ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ରେ ଉପଲବ୍ଧ ଥିବା ବିଭିନ୍ନ ପିନ୍ସ |
03:17 | ଚାଲନ୍ତୁ, ଏହି ଟ୍ୟୁଟୋରିଆଲ୍ ଉପରେ ଏକ ନଜର ପକାଇବା |
_________@03:20, add audio of tutorial Arduino Components and IDE from 00:59 to 01:28 _________ | |
03:50 | ପରବର୍ତ୍ତୀ ଟ୍ୟୁଟୋରିଆଲ୍ ହେଉଛି First Arduino Program “ |
03:54 | ଏଠାରେ ଆମେ ଶିଖିବା: ଏକ ସରଳ Arduino ପ୍ରୋଗ୍ରାମ୍ ଲେଖିବା |
03:59 | “ପ୍ରୋଗ୍ରାମ୍”କୁ କମ୍ପାଇଲ୍ ଓ ଅପଲୋଡ୍ କରିବା ଏବଂ |
04:02 | ଗୋଟିଏ LEDକୁ ଧପ୍ ଧପ୍ କରିବା ପାଇଁ ଗୋଟିଏ “ପ୍ରୋଗ୍ରାମ୍” ଲେଖିବା ବିଷୟରେ |
04:06 | ଏହି ଟ୍ୟୁଟୋରିଆଲର ଏକ ଝଲକ ଏଠାରେ ଦିଆଗଲା |
__________@04:09, Add audio of First Arduino Program tutorial from 04:04 to 04:26 ___________ | |
04:33 | ପରବର୍ତ୍ତୀ ଟ୍ୟୁଟୋରିଆଲ୍ ହେଉଛି Arduino with Tricolor LED and Pushbutton |
04:38 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: Arduino Boardରେ ଏକ Tricolor LED ଲଗାଇବା, |
04:45 | Tricolor LEDକୁ ଧପ୍ ଧପ୍ କରିବା ପାଇଁ ଗୋଟିଏ “ପ୍ରୋଗ୍ରାମ୍” ଲେଖିବା |
04:48 | ଧପ୍ ଧପ୍କୁ ନିୟନ୍ତ୍ରଣ କରିବା ପାଇଁ PushButton ବ୍ୟବହାର କରିବା ବିଷୟରେ |
04:53 | ଏହି ଟ୍ୟୁଟୋରିଆଲକୁ ମୁଁ ଚଲାଉଛି |
____________@04:56, add audio of Arduino with Tricolor LED and Push button from 05:56 to 06:08 ________ | |
05:10 | ପରବର୍ତ୍ତୀ ଟ୍ୟୁଟୋରିଆଲ୍ ହେଉଛି Interfacing Arduino with LCD |
05:15 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: Arduino Boardରେ ଏକ LED ଲଗାଇବା,
ଏବଂ LCDରେ ଟେକ୍ସଟ୍ ମେସେଜ୍ ପ୍ରଦର୍ଶିତ କରିବା ପାଇଁ ଏକ “ପ୍ରୋଗ୍ରାମ୍” ଲେଖିବା ବିଷୟରେ |
05:27 | ଏହି ଟ୍ୟୁଟୋରିଆଲର ଏକ ଝଲକ ଏଠାରେ ଦିଆଗଲା |
_________@05:30 add audio of Arduino with LCD tutorial from 01:09 to 01:28 __________ | |
05:50 | ପରବର୍ତ୍ତୀ ଟ୍ୟୁଟୋରିଆଲ୍ ହେଉଛି Display counter using Arduino |
05:56 | ଏଠାରେ ଆମେ ଶିଖିବା: Arduino Boardରେ ଥିବା LCD ଓ ଗୋଟିଏ PushButton ସଂଯୋଗ କରିବା ଏବଂ |
06:04 | PushButtonକୁ ଦବାଗଲେ ଗଣନା ବୃଦ୍ଧି କରିବା ପାଇଁ ଗୋଟିଏ “ପ୍ରୋଗ୍ରାମ୍” ଲେଖିବା ବିଷୟରେ |
06:10 | ଚାଲନ୍ତୁ, ଏହି ଟ୍ୟୁଟୋରିଆଲ୍ ଉପରେ ଏକ ନଜର ପକାଇବା |
________@06:13, Add audio of Display counter using Arduino tutorial from 00:47 to 01:05_____ | |
06:32 | ପରବର୍ତ୍ତୀ ଟ୍ୟୁଟୋରିଆଲ୍ Seven Segment Display ବିଷୟରେ ଅଟେ |
06:36 | Arduino Boardରେ ଏକ Seven Segment Display କିପରି ସଂଯୋଗ କରାଯାଏ ଏବଂ |
06:42 | Seven Segment Displayରେ 0 ରୁ 4 ପର୍ଯ୍ୟନ୍ତ ଅଙ୍କ ଦେଖାଇବା ପାଇଁ ଏକ “ପ୍ରୋଗ୍ରାମ୍” ଲେଖିବା ବିଷୟରେ ଏହା ବର୍ଣ୍ଣନା କରିଥାଏ |
06:50 | ଏହି ଟ୍ୟୁଟୋରିଆଲର ଏକ ଝଲକ ଏଠାରେ ଦିଆଗଲା |
__________@06:53, Add audio of Seven Segment Display tutorial from 01:08 to 01:26_________ | |
07:12 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ - |
07:17 | ଏହି ଟ୍ୟୁଟୋରିଆଲରେ ଆମେ, ବିଭିନ୍ନ ଇଲେକ୍ଟ୍ରୋନିକ୍ ଉପକରଣ ଓ ସେଗୁଡ଼ିକର ସଂଯୋଗ ଏବଂ ଏହି ଶୃଙ୍ଖଳାରେ ଥିବା ବିଭିନ୍ନ ଟ୍ୟୁଟୋରିଆଲରେ ଉପଲବ୍ଧ ବିଷୟବସ୍ତୁ ମଧ୍ୟ ଦେଇ ଗଲେ |
07:29 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
07:37 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
07:46 | ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି?
ଦୟାକରି ସାଇଟ୍କୁ ଯାଆନ୍ତୁ. |
07:53 | ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ.
ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ. |
08:00 | ଆମ ଟିମ୍ରୁ କେହିଜଣେ ତାହାର ଉତ୍ତର ଦେବେ. |
08:04 | ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନୋତ୍ତର ପାଇଁ Spoken Tutorial Forum ରହିଛି. |
08:08 | ଦୟାକରି ସେଥିରେ କୌଣସି ଅସମ୍ପର୍କିତ ଓ ସାଧାରଣ ପ୍ରଶ୍ନ ପଚାରନ୍ତୁ ନାହିଁ |
08:13 | ଏହା, କ୍ଲଟର୍ ହ୍ରାସ କରିବାରେ ସାହାଯ୍ୟ କରିବ. କମ କ୍ଲଟର୍ ସାହାଯ୍ୟରେ ଆମେ, ଏହିସବୁ ଆଲୋଚନାକୁ ଶିକ୍ଷଣୀୟ ସାମଗ୍ରୀ ଭାବରେ ବ୍ୟବହାର କରିପାରିବା. |
08:21 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
08:34 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |