Arduino/C2/Overview-of-Arduino/Oriya

From Script | Spoken-Tutorial
Jump to: navigation, search
Time Narration
00:01 Overview of Arduino ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନ ବିଷୟରେ ଶିଖିବା:

ବିଭିନ୍ନ ଇଲେକ୍ଟ୍ରୋନିକ୍ ଉପକରଣ ଓ ସେଗୁଡ଼ିକର ସଂଯୋଗ ଏବଂ ଏହି ଶୃଙ୍ଖଳାରେ ଥିବା ବିଭିନ୍ନ ଟ୍ୟୁଟୋରିଆଲରେ ଉପଲବ୍ଧ ବିଷୟବସ୍ତୁ

00:19 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି: Ubuntu Linux 14.04 ଅପରେଟିଙ୍ଗ୍ ସିଷ୍ଟମ୍
00:26 ଏହି ଶୃଙ୍ଖଳାରେ ଆମ ପାଖରେ “ମୌଳିକ” ଓ "ମାଧ୍ୟମିକ” ସ୍ତରର ଟ୍ୟୁଟୋରିଆଲଗୁଡ଼ିକ ରହିଛି
00:32 “ମୌଳିକ” ସ୍ତର ଶୃଙ୍ଖଳାକୁ ଅନୁସରଣ କରିବା ପାଇଁ ଆପଣଙ୍କର ଇଲେକ୍ଟ୍ରୋନିକ୍ ଓ ସର୍କିଟ୍‌ର ଜ୍ଞାନ ଥିବା ଉଚିତ
00:38 “ମାଧ୍ୟମିକ” ସ୍ତର ପାଇଁ ଆପଣଙ୍କର “ଆସେମ୍ୱଲୀ” ଓ “C ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜେସ୍” ଉପରେ ଜ୍ଞାନ ଥିବା ଉଚିତ
00:45 ଇଲେକ୍ଟ୍ରୋନିକ୍ ଉପକରଣ ସହିତ ପ୍ରୟୋଗ କରିବାରେ ଆଗ୍ରହ ରଖୁଥିବା ଯେକୌଣସି ବ୍ୟକ୍ତି Arduino ବ୍ୟବହାର କରିପାରିବେ
00:54 ଉଦାହରଣସ୍ୱରୂପ: କଲେଜ୍ ବିଦ୍ୟାର୍ଥୀ କିମ୍ୱା ଯେକୌଣସି ହାର୍ଡୱେର୍ ପ୍ରଫେଶନଲ୍ କିମ୍ୱା ସୃଜନଶୀଳତାରେ ଆଗ୍ରହ ରଖୁଥିବା ଯେକୌଣସି ବ୍ୟକ୍ତିବିଶେଷ
01:06 ଏବେ, ଏହି ଶୃଙ୍ଖଳାରେ ସଂକ୍ଷିପ୍ତ ଭାବେ ପୃଥକ୍ ଟ୍ୟୁଟୋରିଆଲ୍ ଦେଇ ଯିବା
01:12 ଏହି ଶୃଙ୍ଖଳାର ପ୍ରଥମ ଟ୍ୟୁଟୋରିଆଲରେ, ବିଭିନ୍ନ “ଇଲେକ୍ଟ୍ରୋନିକ୍ ଉପକରଣ ଓ ସଂଯୋଗ” ବିଷୟରେ ବର୍ଣ୍ଣନା କରାଯାଇଛି
01:19 ଆମେ ନିମ୍ନଲିଖିତ ବ୍ୟବହାର କରିବା ବିଷୟରେ ଶିଖିବା: Breadboard ଓ ତାହାର ଆଭ୍ୟନ୍ତର ସଂଯୋଗ
01:24 Beardboardରେ LED

PushButton ଓ Beardboardରେ ଥିବା Seven Segment Display

01:33 ସଂଯୋଗ କରିବା ପାଇଁ Breadboard, LED ଓ PushButton ବ୍ୟବହାର କରିବାବେଳେ ଲୋକମାନେ କରୁଥିବା ସାଧାରଣ ଭୁଲ ବିଷୟରେ ମଧ୍ୟ ଆମେ ଜାଣିବା
01:43 ଏହି ଟ୍ୟୁଟୋରିଆଲର ଏକ ଝଲକ ଏଠାରେ ଦିଆଗଲା
________@01:47, add audio of tutorial Electronic components and connections from 00:23 to 00:46 ________
02:11 ଏହି ଶୃଙ୍ଖଳାର ପରବର୍ତ୍ତୀ ଟ୍ୟୁଟୋରିଆଲରେ ନିମ୍ନ ବିଷୟରେ ବର୍ଣ୍ଣନା କରାଯାଇଛି:

Arduino ଡିଭାଇସ୍

02:17 Arduinoର ଫିଚର୍ସ

Arduino Boardର ଉପକରଣ

02:22 Microcontrollers ଓ

Ubuntu Linux Operating Systemରେ Arduino IDEର ଇନଷ୍ଟଲେଶନ୍

02:29 ଏହି ଟ୍ୟୁଟୋରିଆଲର ଏକ ଝଲକ ଏଠାରେ ଦିଆଗଲା
________@02:33, add audio of tutorial Introduction of Arduino from 02:35 to 02:59 __________
02:58 ପରବର୍ତ୍ତୀ ଟ୍ୟୁଟୋରିଆଲ୍ ହେଉଛି Arduino Components and IDE
03:03 ଏହା ଆମକୁ ନିମ୍ନଲିଖିତକୁ ବୁଝିବାରେ ସାହାଯ୍ୟ କରିବ:

Arduino ଓ ଗୋଟିଏ କମ୍ପ୍ୟୁଟର୍ ମଧ୍ୟରେ ଏକ ଭୌତିକ ସଂଯୋଗ କିପରି ସ୍ଥାପନ କରିବେ

03:10 Arduino Board ଓ Arduino ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍‌ରେ ଉପଲବ୍ଧ ଥିବା ବିଭିନ୍ନ ପିନ୍ସ
03:17 ଚାଲନ୍ତୁ, ଏହି ଟ୍ୟୁଟୋରିଆଲ୍ ଉପରେ ଏକ ନଜର ପକାଇବା
_________@03:20, add audio of tutorial Arduino Components and IDE from 00:59 to 01:28 _________
03:50 ପରବର୍ତ୍ତୀ ଟ୍ୟୁଟୋରିଆଲ୍ ହେଉଛି First Arduino Program “
03:54 ଏଠାରେ ଆମେ ଶିଖିବା: ଏକ ସରଳ Arduino ପ୍ରୋଗ୍ରାମ୍ ଲେଖିବା
03:59 “ପ୍ରୋଗ୍ରାମ୍”କୁ କମ୍ପାଇଲ୍ ଓ ଅପଲୋଡ୍ କରିବା ଏବଂ
04:02 ଗୋଟିଏ LEDକୁ ଧପ୍ ଧପ୍ କରିବା ପାଇଁ ଗୋଟିଏ “ପ୍ରୋଗ୍ରାମ୍” ଲେଖିବା ବିଷୟରେ
04:06 ଏହି ଟ୍ୟୁଟୋରିଆଲର ଏକ ଝଲକ ଏଠାରେ ଦିଆଗଲା
__________@04:09, Add audio of First Arduino Program tutorial from 04:04 to 04:26 ___________
04:33 ପରବର୍ତ୍ତୀ ଟ୍ୟୁଟୋରିଆଲ୍ ହେଉଛି Arduino with Tricolor LED and Pushbutton
04:38 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: Arduino Boardରେ ଏକ Tricolor LED ଲଗାଇବା,
04:45 Tricolor LEDକୁ ଧପ୍ ଧପ୍ କରିବା ପାଇଁ ଗୋଟିଏ “ପ୍ରୋଗ୍ରାମ୍” ଲେଖିବା
04:48 ଧପ୍ ଧପ୍‌କୁ ନିୟନ୍ତ୍ରଣ କରିବା ପାଇଁ PushButton ବ୍ୟବହାର କରିବା ବିଷୟରେ
04:53 ଏହି ଟ୍ୟୁଟୋରିଆଲକୁ ମୁଁ ଚଲାଉଛି
____________@04:56, add audio of Arduino with Tricolor LED and Push button from 05:56 to 06:08 ________
05:10 ପରବର୍ତ୍ତୀ ଟ୍ୟୁଟୋରିଆଲ୍ ହେଉଛି Interfacing Arduino with LCD
05:15 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: Arduino Boardରେ ଏକ LED ଲଗାଇବା,

ଏବଂ LCDରେ ଟେକ୍ସଟ୍ ମେସେଜ୍ ପ୍ରଦର୍ଶିତ କରିବା ପାଇଁ ଏକ “ପ୍ରୋଗ୍ରାମ୍” ଲେଖିବା ବିଷୟରେ

05:27 ଏହି ଟ୍ୟୁଟୋରିଆଲର ଏକ ଝଲକ ଏଠାରେ ଦିଆଗଲା
_________@05:30 add audio of Arduino with LCD tutorial from 01:09 to 01:28 __________
05:50 ପରବର୍ତ୍ତୀ ଟ୍ୟୁଟୋରିଆଲ୍ ହେଉଛି Display counter using Arduino
05:56 ଏଠାରେ ଆମେ ଶିଖିବା: Arduino Boardରେ ଥିବା LCD ଓ ଗୋଟିଏ PushButton ସଂଯୋଗ କରିବା ଏବଂ
06:04 PushButtonକୁ ଦବାଗଲେ ଗଣନା ବୃଦ୍ଧି କରିବା ପାଇଁ ଗୋଟିଏ “ପ୍ରୋଗ୍ରାମ୍” ଲେଖିବା ବିଷୟରେ
06:10 ଚାଲନ୍ତୁ, ଏହି ଟ୍ୟୁଟୋରିଆଲ୍ ଉପରେ ଏକ ନଜର ପକାଇବା
________@06:13, Add audio of Display counter using Arduino tutorial from 00:47 to 01:05_____
06:32 ପରବର୍ତ୍ତୀ ଟ୍ୟୁଟୋରିଆଲ୍ Seven Segment Display ବିଷୟରେ ଅଟେ
06:36 Arduino Boardରେ ଏକ Seven Segment Display କିପରି ସଂଯୋଗ କରାଯାଏ ଏବଂ
06:42 Seven Segment Displayରେ 0 ରୁ 4 ପର୍ଯ୍ୟନ୍ତ ଅଙ୍କ ଦେଖାଇବା ପାଇଁ ଏକ “ପ୍ରୋଗ୍ରାମ୍” ଲେଖିବା ବିଷୟରେ ଏହା ବର୍ଣ୍ଣନା କରିଥାଏ
06:50 ଏହି ଟ୍ୟୁଟୋରିଆଲର ଏକ ଝଲକ ଏଠାରେ ଦିଆଗଲା
__________@06:53, Add audio of Seven Segment Display tutorial from 01:08 to 01:26_________
07:12 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ -
07:17 ଏହି ଟ୍ୟୁଟୋରିଆଲରେ ଆମେ, ବିଭିନ୍ନ ଇଲେକ୍ଟ୍ରୋନିକ୍ ଉପକରଣ ଓ ସେଗୁଡ଼ିକର ସଂଯୋଗ ଏବଂ ଏହି ଶୃଙ୍ଖଳାରେ ଥିବା ବିଭିନ୍ନ ଟ୍ୟୁଟୋରିଆଲରେ ଉପଲବ୍ଧ ବିଷୟବସ୍ତୁ ମଧ୍ୟ ଦେଇ ଗଲେ
07:29 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

07:37 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

07:46 ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି?

ଦୟାକରି ସାଇଟ୍‌କୁ ଯାଆନ୍ତୁ.

07:53 ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ.

ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ.

08:00 ଆମ ଟିମ୍‌ରୁ କେହିଜଣେ ତାହାର ଉତ୍ତର ଦେବେ.
08:04 ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନୋତ୍ତର ପାଇଁ Spoken Tutorial Forum ରହିଛି.
08:08 ଦୟାକରି ସେଥିରେ କୌଣସି ଅସମ୍ପର୍କିତ ଓ ସାଧାରଣ ପ୍ରଶ୍ନ ପଚାରନ୍ତୁ ନାହିଁ
08:13 ଏହା, କ୍ଲଟର୍ ହ୍ରାସ କରିବାରେ ସାହାଯ୍ୟ କରିବ. କମ କ୍ଲଟର୍ ସାହାଯ୍ୟରେ ଆମେ, ଏହିସବୁ ଆଲୋଚନାକୁ ଶିକ୍ଷଣୀୟ ସାମଗ୍ରୀ ଭାବରେ ବ୍ୟବହାର କରିପାରିବା.
08:21 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

08:34 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep