Advanced-Cpp/C2/Exception-Handling/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, Exception Handling in C++ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:07 | ଏହି ଟ୍ୟୁଟୋରିଆଲରେ ଆମେ: |
| 00:09 | Exception Handling ଶିଖିବା |
| 00:11 | ଏହାକୁ ଗୋଟିଏ ଉଦାହରଣ ସାହାଯ୍ୟରେ କରନ୍ତୁ |
| 00:14 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି: |
| 00:16 | Ubuntu OS ଭର୍ସନ୍ 11.10 |
| 00:20 | g++ କମ୍ପାଇଲର୍ ଭର୍ସନ୍ 4.6.1 |
| 00:25 | ଚାଲନ୍ତୁ Exceptionର ଗୋଟିଏ ପରିଚୟରୁ ଆରମ୍ଭ କରିବା |
| 00:29 | exception ହେଉଛି ଗୋଟିଏ ସମସ୍ୟା ଯାହା ଏକ ପ୍ରୋଗ୍ରାମର ନିଷ୍ପାଦନ ସମୟରେ ଦେଖାଦେଇଥାଏ |
| 00:34 | ଏହା ଗୋଟିଏ run-time error ଅଟେ ଯାହାକୁ ଏକ ପ୍ରୋଗ୍ରାମ୍ ଖୋଜିପାରେ |
| 00:39 | ଚାଲନ୍ତୁ exception handlingକୁ ଆଲୋଚନା କରିବା |
| 00:42 | ଗୋଟିଏ ପ୍ରୋଗ୍ରାମର ନିଷ୍ପାଦନ ସମୟରେ ସୃଷ୍ଟି ହେଉଥିବା ସମସ୍ୟାର ସୁଚନା ପ୍ରଦାନର ପ୍ରକ୍ରିୟାକୁ exception handling କୁହାଯାଏ |
| 00:50 | Exception handling ନିଷ୍ପାଦନକୁ ଜାରିରଖିବା ପାଇଁ ଅନୁମତି ଦେଇଥାଏ |
| 00:55 | ଏହା ସମସ୍ୟାକୁ ଚିହ୍ନଟ କରିବାରେ ସାହାଯ୍ୟକରେ |
| 00:57 | ଏବଂ ଏହା ପ୍ରୋଗ୍ରାମକୁ ଶୃଙ୍ଖଳିତ ଭାବେ ବନ୍ଦ କରି ଦେଇଥାଏ |
| 01:02 | ଚାଲନ୍ତୁ Exceptionsର ପ୍ରକାରକୁ ଦେଖିବା- |
| 01:05 | Try, Catch ଓ |
| 01:07 | Throw |
| 01:09 | ଗୋଟିଏ try block ମଧ୍ୟରେ error ଥିବା codeକୁ ସ୍ଥାପନ କରନ୍ତୁ |
| 01:13 | ତା’ପରେ throwକୁ ବ୍ୟବହାର କରି ଏହାକୁ ନିୟନ୍ତ୍ରଣ କରନ୍ତୁ |
| 01:16 | ଏହାପରେ, catch ଷ୍ଟେଟମେଣ୍ଟକୁ ବ୍ୟବହାର କରି exceptionକୁ ଚିହ୍ନଟ କରନ୍ତୁ |
| 01:21 | ଏବଂ ତା’ପରେ ଏହା କାର୍ଯ୍ୟକାରୀ ହେବ |
| 01:23 | try, catch ଓ throw ପାଇଁ ସିଣ୍ଟାକ୍ସ ନିମ୍ନରେ ଅଛି: |
| 01:27 | throw ପାଇଁ: try block ଓ catch block |
| 01:32 | ଏଠାରେ ଆର୍ଗୁମେଣ୍ଟକୁ ପାସ୍ କରନ୍ତୁ |
| 01:35 | throw ଷ୍ଟେଟମେଣ୍ଟକୁ try blockରେ ମଧ୍ୟ ଲେଖାଯାଇ ପାରିବ |
| 01:40 | ଏକରୁ ଅଧିକ try, catch ବ୍ଲକଗୁଡିକ ରହିପାରେ |
| 01:44 | ବର୍ତ୍ତମାନ, ଚାଲନ୍ତୁ exception handling ଉପରେ ଗୋଟିଏ ଉଦାହରଣକୁ ଦେଖିବା |
| 01:48 | ଏଠାରେ କୋଡ୍ ଅଛି,ଏହାକୁ ଖୋଲନ୍ତୁ |
| 01:51 | ଧ୍ୟାନଦିଅନ୍ତୁ ଯେ ଫାଇଲ୍ ନାମ exception.cpp ଅଟେ |
| 01:55 | ଏହି ପ୍ରୋଗ୍ରାମରେ, exception handlingକୁ ବ୍ୟବହାର କରି divide by zero ଏରରକୁ ସମାଧାନ କରନ୍ତୁ |
| 02:02 | codeକୁ ଚାଲନ୍ତୁ ଦେଖିବା |
| 02:04 | iostream, ଏହା ହେଡର୍ ଫାଇଲ୍ ଅଟେ |
| 02:07 | ଏଠାରେ std namespaceକୁ ବ୍ୟବହାର କରନ୍ତୁ |
| 02:11 | ଏଠାରେ ଆର୍ଗୁମେଣ୍ଟ ଭାବେ ଥିବା int a ଓ int b ସହିତ ଫଙ୍କଶନ୍ division() ଅଛି |
| 02:18 | ତାପରେ b ==0 କି ନୁହେଁ, ଯାଞ୍ଚ କରନ୍ତୁ |
| 02:22 | ଯଦି True ହୁଏ ତେବେ Division by zero condition! ନାମକ ଗୋଟିଏ exceptionକୁ throw କରନ୍ତୁ |
| 02:27 | ଫଙ୍କଶନ୍ a ଓ bର ଭାଗଫଳ ପ୍ରଦାନ କରିବ |
| 02:32 | ଏହା main() ଫଙ୍କଶନ୍ ଅଟେ |
| 02:34 | ଏଥିରେ, x, yକୁ integer ଭେରିଏବଲ୍ ଭାବେ ଏବଂ zକୁ ଗୋଟିଏ double ଭେରିଏବଲ୍ ଭାବେ ଘୋଷଣା କରାଯାଇଛି |
| 02:42 | ଏଠାରେ x ଓ yର ଭାଲ୍ୟୁକୁ ଗ୍ରହଣ କରନ୍ତୁ |
| 02:46 | ଏହା try block ଅଟେ |
| 02:48 | ଏଠାରେ, division() ଫଙ୍କଶନକୁ କଲ୍ କରନ୍ତୁ |
| 02:51 | ଏବଂ zରେ ପରିଣାମକୁ ଷ୍ଟୋର୍ କରନ୍ତୁ |
| 02:54 | ତା’ପରେ zର ଭାଲ୍ୟୁକୁ ପ୍ରିଣ୍ଟ କରନ୍ତୁ |
| 02:57 | ଏହା catch block ଅଟେ |
| 02:59 | ଏଥିରେ, ଆର୍ଗୁମେଣ୍ଟ msgକୁ ଗୋଟିଏ character constant ଭାବେ ପାସ୍ କରନ୍ତୁ |
| 03:06 | ତା’ପରେ msgକୁ ପ୍ରିଣ୍ଟ କରନ୍ତୁ |
| 03:08 | ଏବଂ ଏହା return ଷ୍ଟେଟମେଣ୍ଟ ଅଟେ |
| 03:11 | ବର୍ତ୍ତମାନ ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ |
| 03:13 | କୀବୋର୍ଡ ଉପରେ Ctrl, Alt ଓ T କୀକୁ ଏକ ସଙ୍ଗେ ଦାବି ଟର୍ମିନଲ୍ ୱିଣ୍ଡୋକୁ ଖୋଲନ୍ତୁ |
| 03:21 | କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ: g++ ସ୍ପେସ୍ exception ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ ex. Enter ଦାବନ୍ତୁ |
| 03:32 | ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ ex, Enter ଦାବନ୍ତୁ |
| 03:36 | x ଓ yର ଭାଲ୍ୟୁକୁ ପ୍ରବେଶ କରନ୍ତୁ |
| 03:38 | 3 ଓ 0 ଭାବେ ପ୍ରଦାନ କରନ୍ତୁ |
| 03:42 | ଆଉଟପୁଟ୍ ପ୍ରଦର୍ଶନ ହେବ: Division by zero condition! |
| 03:46 | ଚାଲନ୍ତୁ ପୁନର୍ବାର କମ୍ପାଇଲ୍ କରନ୍ତୁ |
| 03:48 | ଅପ୍-ଆରୋ କୀକୁ ଦୁଇଥର ଦାବନ୍ତୁ |
| 03:51 | Enter ଦାବନ୍ତୁ. ପୁନର୍ବାର ଅପ୍-ଆରୋ କୀକୁ ଦୁଇଥର ଦାବନ୍ତୁ |
| 03:55 | x ଓ yର ଭାଲ୍ୟୁକୁ ପ୍ରବେଶ କରନ୍ତୁ |
| 03:57 | 8 ଓ 2 ଭାବେ ପ୍ରଦାନ କରନ୍ତୁ |
| 04:01 | ଆଉଟପୁଟ୍ 4 ହେବ |
| 04:04 | ଏହିପରି try, catch ଓ throw block କାର୍ଯ୍ୟ କରିଥାଏ |
| 04:08 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 04:11 | slidesକୁ ଫେରିଆସନ୍ତୁ |
| 04:14 | ସଂକ୍ଷିପ୍ତରେ |
| 04:16 | ଏହି ଟ୍ୟୁଟୋରିଆଲରେ ଆମେ-Exception Handling, try, catch ଓ throw blocks ବିଷୟରେ ଶିଖିଲେ |
| 04:23 | ଗୋଟିଏ ଆସାଇନମେଣ୍ଟ ଭାବେ- employeeମାନଙ୍କର ବୟସକୁ ପ୍ରଦର୍ଶନ କରନ୍ତୁ |
| 04:26 | ବୟସ 15ରୁ କମ୍ ନୁହେଁ ବୋଲି ଯାଞ୍ଚ କରିବା ପାଇଁ ଗୋଟିଏ exceptionକୁ Throw କରନ୍ତୁ |
| 04:31 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ |
| 04:34 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 04:38 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 04:42 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 04:48 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 04:52 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 04:59 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 05:04 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 05:11 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
| 05:16 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |