Tux-Typing/C2/Learn-advanced-typing/Oriya

From Script | Spoken-Tutorial
Revision as of 13:57, 6 October 2015 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:00 ଟକ୍ସ ଟାଇପିଙ୍ଗର ପରିଚୟ ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲ୍‍ ରେ ଆପଣ ଶିଖିବେ, କିପରି
00:08 ବାକ୍ୟାଂଶ ଟାଇପ୍‍ କରିବେ ନିଜର ଶବ୍ଦଗୁଡ଼ିକର ତାଲିକା କ୍ରିଏଟ୍‍ କରିବେ
00:12 ଟାଇପିଙ୍ଗ୍‍ ପାଇଁ ଭାଷା ସେଟିଙ୍ଗ୍‍ ବିଷୟରେ ସୂଚନା ଜାଣିବେ
00:17 ଆମେ ଏଠାରେ ଉବୁଣ୍ଟୁ ଲିନକ୍ସ 11.10ରେ ଟକ୍ସ ଟାଇପିଙ୍ଗ୍‍ 1.8.0 ବ୍ୟବହାର କରୁଛୁ
00:26 ଟକ୍ସ ଟାଇପିଙ୍ଗ୍‍ ଖୋଲନ୍ତୁ
00:28 ଡାଶ୍‍ ହୋମ୍‍ ରେ କ୍ଲିକ୍‍ କରନ୍ତୁ
00:31 ସର୍ଚ ବକ୍ସରେ ଟକ୍ସ ଟାଇପିଙ୍ଗ୍‍ ଟାଇପ୍‍ କରନ୍ତୁ
00:36 ଟକ୍ସ ଟାଇପିଙ୍ଗ୍‍ ଆଇକନ୍‍ କ୍ଲିକ୍‍ କରନ୍ତୁ
00:38 ମେନ୍‍ ମେନୁରୁ ଅପ୍ସନ୍ସ କ୍ଲିକ୍‍ କରନ୍ତୁ
00:42 ଅପ୍ସନ୍ସ ମେନୁ ଦେଖାଦେଲା. ଏବେ ଚାଲନ୍ତୁ ବାକ୍ୟାଂଶ ଟାଇପିଙ୍ଗ୍‍ ଅଭ୍ୟାସ କରିବା
00:47 Phrase Typing କ୍ଲିକ୍‍ କରନ୍ତୁ
00:49 Teacher's Lineରେ ପ୍ରଦର୍ଶିତ ବାକ୍ୟକ୍ଲୁ ଟାଇପ୍‍ କରନ୍ତୁ
00:53 ଏହି ମାମଲାରେ ଏହା ହେଉଛି “The quick brown fox jumps over the lazy dog”
01:06 ଏବେ ଆମକୁ ପରବର୍ତ୍ତୀ ବାକ୍ୟ ଟାଇପ୍‍ କରିବାକୁ ପଡ଼ିବ, କରିବା ଦରକାର ନାହିଁ କି?
01:10 ଏଣ୍ଟର୍‍ ଦବାନ୍ତୁ. ପରବର୍ତ୍ତୀ ବାକ୍ୟ ଦେଖାଦେଲା
01:14 ଆମେ ଏବେ ବାକ୍ୟ ଟାଇପ୍‍ କରିବା ଶିଖିଲେ
01:17 ଆପଣ ବିଭିନ୍ନ ବାକ୍ୟ ସହିତ ଅଭ୍ୟାସ କରିପାରିବେ
01:21 ପୂର୍ବ ମେନୁକୁ ଫେରିବା ପାଇଁ Esc ଦାବନ୍ତୁ
01:26 ଅପ୍ସନ୍ସ ମେନୁ ଦେଖାଦେଲା
01:29 ଏବେ ଆମେ ନୂଆ ଶବ୍ଦ ଓ ବାକ୍ୟ ଯୋଗ କରିବା ବିଷୟରେ ଶିଖିବା
01:34 Edit Word Lists କ୍ଲିକ୍‍ କରନ୍ତୁ
01:37 Word List Editor ୱିଣ୍ଡୋ ଦେଖାଦେଲା
01:40 ଆମେ ଏକ ନୂଆ ଶବ୍ଦ ଏଣ୍ଟର୍‍ କରିବା କି?
01:42 Word List Editor ୱିଣ୍ଡୋରେ New କ୍ଲିକ୍‍ କରନ୍ତୁ
01:46 କ୍ରିଏଟ୍‍ ଏ ନ୍ୟୁ ୱର୍ଡ ଲିଷ୍ଟ ୱିଣ୍ଡୋ ଦେଖାଦେଲା
01:49 କ୍ରିଏଟ୍‍ ଏ ନ୍ୟୁ ୱର୍ଡ ଲିଷ୍ଟ ୱିଣ୍ଡୋରେ ଲର୍ନ ଟୁ ଟାଇପ୍‍ ଟାଇପ୍‍ କରି ଓକେ କ୍ଲିକ୍‍ କରନ୍ତୁ
02:01 ୱର୍ଡ ଲିଷ୍ଟ ଏଡିଟର୍‍ ୱିଣ୍ଡୋ ଦେଖାଦେଲା
02:04 ରିମୁଭ୍‍ କ୍ଲିକ୍‍ କରି ଆମେ ଟାଇପ୍‍ କରିଥିବା ଶବ୍ଦ କିମ୍ୱା ବାକ୍ୟକୁ କାଢ଼ିପାରିବା
02:10 ଶବ୍ଦ କିମ୍ୱା ବାକ୍ୟକୁ ସେଭ୍‍ କରିବା ପାଇଁ “ଡନ୍‍” କ୍ଲିକ୍‍ କରନ୍ତୁ ଓ ଇଣ୍ଟର୍ନାଲ୍‍ ମେନୁକୁ ଫେରିଆସନ୍ତୁ
02:17 ଅପ୍ସନ୍ସ ମେନୁ ଦେଖାଦେଲା
02:20 ଆପଣ, ଇଣ୍ଟର୍ନାଲ୍‍ ମେନୁରୁ ସେଟ୍ଅ“ପ୍‍ ଲାଙ୍ଗୁଏଜ୍‍ ଅପ୍ସନ୍‍ କ୍ଲିକ୍‍ କରି ଭାଷା ସେଟ୍ଅtପ୍‍ କରିପାରିବେ
02:26 ଆପଣ ଚୟନ କରିଥିବା ଭାଷାରେ ଟକ୍ସ ଟାଇପିଙ୍ଗ୍‍ ଇଣ୍ଟର୍ଫେସ୍‍ ଓ ଲେସନ୍ସ ପ୍ରଦର୍ଶିତ ହେବ
02:32 ଅବଶ୍ୟ, ବର୍ତ୍ତମାନ, ଅନ୍ୟ ଭାଷାରେ ଶିକ୍ଷାଗୁଡ଼ିକୁ ଟକ୍ସ ଟାଇପିଙ୍ଗ୍‍ ସପୋର୍ଟ କରୁନାହିଁ
02:38 ଏବେ ଚାଲନ୍ତୁ ଏକ ଗେମ୍‍ ଖେଳିବା
02:40 ମେନ୍‍ ମେନୁ କ୍ଲିକ୍‍ କରନ୍ତୁ
02:44 ଫିଶ୍‍ କ୍ୟାସ୍କେଡ୍‍ ବଟନ୍‍ କ୍ଲିକ୍‍ କରନ୍ତୁ
02:47 ଗେମ୍‍ ମେନୁ ଦେଖାଦେଲା
02:50 ଗେମ୍‍ ଆରମ୍ଭ କରିବା ପୂର୍ବରୁ, ଏହାକୁ କିପରି ଖେଳିବେ ତାହାର ନିର୍ଦ୍ଦେଶମାନ ପଢ଼ନ୍ତୁ. ଇନଷ୍ଟ୍ରକ୍ସନ୍ସ ଉପରେ କ୍ଲିକ୍‍ କରନ୍ତୁ
02:57 ଗେମ୍‍ ଖେଳିବା ପାଇଁ ନିର୍ଦ୍ଦେଶମାନ ପଢ଼ନ୍ତୁ
03:03 ଜାରି ରଖିବା ପାଇଁ “ସ୍ପେସ୍‍ ବାର” ଦାବନ୍ତୁ
03:07 ଏବେ, ଟାଇପିଙ୍ଗ୍‍ ଅଭ୍ୟାସ କରିବା ପାଇଁ ଏକ ସହଜ ଗେମ୍‍ ଚୟନ କରନ୍ତୁ. “ଇଜୀ” କ୍ଲ୍କିକ୍‍ କରନ୍ତୁ
03:13 ବିଭିନ୍ନ ବିକଳ୍ପଗୁଡ଼ିକ ଥିବା ୱିଣ୍ଡୋ ଦେଖାଦେଲା
03:18 ବିଭିନ୍ନ ବିକଳ୍ପଗୁଡ଼ିକରେ ରଙ୍ଗ, ଫଳ, ଗଛ ଓ ସେହିପରି ଅନେକ ନାମ ରହିଛି. “କଲର୍ସ” କ୍ଲିକ୍‍ କରନ୍ତୁ
03:26 ଆକାଶରୁ ମାଛ ଖସୁଛି. ପ୍ରତ୍ୟେକ ମାଛ ଉପରେ ଗୋଟିଏ ଅକ୍ଷର ମଧ୍ୟ ଅଛି.
03:32 ଯଦି ଆପଣ ସଠିକ୍‍ ଭାବରେ ଶବ୍ଦଗୁଡ଼ିକୁ ଟାଇପ୍‍ କରନ୍ତି, ଶବ୍ଦଗୁଡ଼ିକ ନାଲି ହୋଇଯାଇ ଉଭାନ୍‍ ହୋଇଯିବ
03:38 ତାହାପରେ, ମାଛ ପଡ଼ିବା କ୍ଷଣି, ପେଙ୍ଗୁଇନ୍‍ ସେଗୁଡ଼ିକ ଖାଇବାକୁ ଦୌଡ଼ିବ
03:42 ଏବେ ଚାଲନ୍ତୁ ଏପରି ଗୋଟିଏ ଅକ୍ଷର ଟାଇପ୍‍ କରିବା, ଯାହା ଖସୁଥିବା ମାଛର ଏକ ଅଂଶ ନୁହେଁ. କ’ଣ ହେଲା?
03:47 ଆପଣ ତାହାକୁ ସଠିକ୍‍ ଭାବରେ ଟାଇପ୍‍ କରିବା ଦରକାର ବୋଲି ସୂଚିତ କରି ଅକ୍ଷରଗୁଡ଼ିକ ଧଂଆ ହୋଇ ରହିଲା
03:52 ଆପଣ ଯେତେ ସମୟ ଚାହାନ୍ତି ଏହି ଗେମ୍‍ ଜାରି ରଖନ୍ତୁ
03:55 ଗେମ୍ସ ମେନୁକୁ ଫେରିବା ପାଇଁ ଏସ୍କେପ୍‍ ବଟନ୍‍ କୁ ଦୁଇଥର ଦାବନ୍ତୁ
04:00 ଏକ ଆସାନମେଣ୍ଟ ଭାବେ
04:02 କଷ୍ଟ ସ୍ତରକୁ ମଧ୍ୟମ କିମ୍ୱା କଠିନକୁ ପରିବର୍ତ୍ତନ କରି ଗେମ୍‍ ଖେଳନ୍ତୁ
04:09 ଏହା ଆମକୁ ଟକ୍ସ ଟାଇପିଙ୍ଗ୍‍ ଉପରେ ଏହି ଟ୍ୟୁଟୋରିଆଲ୍‍ ର ସମାପ୍ତିକୁ ଆଣେ
04:14 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ବାକ୍ୟାଂଶ ଟାଇପ୍‍ କରିବା, ନିଜସ୍ୱ ଶବ୍ଦଗୁଡ଼ିକୁ ଯୋଡ଼ିବା ଓ ଏକ ଗେମ୍‍ ଖେଳିବା ବିଷୟରେ ଶିଖିଲେ
04:21 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ (http://spoken-tutorial.org/What_is_a_Spoken_Tutorial)
04:24 ଏହା ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ
04:27 ଯଦି ଆପଣଙ୍କ ପାଖରେ ଭଲ ବ୍ୟାଣ୍ଡୱିଡଥ୍‍ ନାହିଁ, ଏହାକୁ ଡାଉନଲୋଡ୍‍ କରି ଦେଖିପାରିବେ
04:32 ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟ ଟିମ୍‍
04:34 ସ୍ପୋକନ୍‍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
04:36 ଅନଲାଇନ୍‍ ଟେଷ୍ଟ ପାସ୍‍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
04:41 ଅଧିକ ବିବରଣୀ ପାଇଁ ଦୟାକରି ଏହି ଇ-ମେଲ୍‍ କୁ ଲେଖନ୍ତୁ (contact@spoken-tutorial.org)
04:47 ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟ ଟକ୍‍ ଟୁ ଏ ଟିଚର୍‍ ପ୍ରୋଜେକ୍ଟର ଏକ ଅଂଶ
04:52 ଏହା ଭାରତ ସରକାରଙ୍କ ଏମ୍‍.ଏଚ୍‍.ଆର୍‍.ଡି.ର ଆଇ.ସି.ଟି. ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
04:59 ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ (spoken-tutorial.org/NMEICT-Intro)
05:11 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep