Scilab/C4/Calling-User-Defined-Functions-in-XCOS/Oriya

From Script | Spoken-Tutorial
Revision as of 12:20, 27 May 2017 by Pradeep (Talk | contribs)

Jump to: navigation, search
Time Narration
00:01 ବନ୍ଧୁଗଣ, Calling user-defined functions in Xcos ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
00:09 * Scilabରେ ଗୋଟିଏ squaring ଫଙ୍କଶନ୍ ଲେଖିବା
00:12 * Xcosରେ scifunc ବ୍ଲକର ବ୍ୟବହାର
00:15 * ମଲ୍ଟିପଲ୍ ପ୍ଲଟ୍ ଅଙ୍କନ ପାଇଁ MUX ବ୍ଲକର ବ୍ୟବହାର
00:19 * ମଲ୍ଟିପଲ୍ ଇନପୁଟ୍ ଓ ଆଉଟପୁଟ୍ ଥିବା ଫଙ୍କଶନଗୁଡିକୁ କଲ୍ କରିବା
00:24 Ubuntu 12.04 OS ସହିତ, ଇନଷ୍ଟଲ ହୋଇଥିବା Scilab version 5.3.3 ବ୍ୟବହୃତ ହେଉଛି
00:32 ଆପଣଙ୍କର Scilab ଓ Xcos ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ,
00:38 ଯଦି ନାହିଁ, ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ, ଦୟାକରି spoken hyphen tutorial dot org କୁ ଯା’ନ୍ତୁ
00:44 ଆପଣଙ୍କ କମ୍ପ୍ୟୁଟରରେ Scilab ଆରମ୍ଭ କରନ୍ତୁ
00:47 Scilab କନସୋଲରେ editor ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
00:53 ତା’ପରେ ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ:
00:55 ଫଙ୍କଶନ୍ ସ୍ପେସ୍ y ଇଜ୍ ଇକ୍ଵାଲ୍ ଟୁ squareit ବ୍ରାକେଟ୍ ଆରମ୍ଭ a ବ୍ରାକେଟ୍ ଶେଷ
01:07 Enter କୀ ଦାବନ୍ତୁ ଏବଂ ଟାଇପ୍ କରନ୍ତୁ:
01:10 y ଇଜ୍ ଇକ୍ଵାଲ୍ ଟୁ a raise to 2
01:14 ଶେଷରେ ଗୋଟିଏ ସେମିକୋଲନ୍ ଦିଅନ୍ତୁ
01:17 ଏହି ଫଙ୍କଶନର ଗୋଟିଏ ଇନପୁଟ୍ ଭେରିଏବଲ୍ a ଏବଂ ଗୋଟିଏ ଆଉଟପୁଟ୍ ଭେରିଏବଲ୍ y ଅଛି
01:24 squareit ହେଉଛି ଫଙ୍କଶନର ନାମ
01:27 ଏହି ଫଙ୍କଶନ୍ ଭେରିଏବଲ୍ a ର ବର୍ଗ ନିରୂପଣ କାର୍ଯ୍ୟ କରିବ
01:31 ଏହା ପରିଣାମକୁ yରେ ଷ୍ଟୋର୍ କରିବ
01:34 ଚାଲନ୍ତୁ ଏହି ଫାଇଲକୁ ଅଭିଳଷିତ ଡାଇରେକ୍ଟୋରୀରେ ସେଭ୍ କରିବା
01:38 ଏହି ଫାଇଲକୁ, squareit ନାମ ଏବଂ .sci ଏକ୍ସଟେନଶନ୍ ସହିତ ସେଭ୍ କରନ୍ତୁ
01:44 ଏଠାରେ ଆମେ, .sci ଫର୍ମାଟରେ ଫଙ୍କଶନକୁ ସେଭ୍ କରିବା ପ୍ରଥାର ଅନୁସରଣ କରୁଛୁ
01:50 Scilab କନସୋଲକୁ ଫେରିଆସନ୍ତୁ
01:53 ବର୍ତ୍ତମାନ Xcos ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
01:57 ଦୁଇଟି ୱିଣ୍ଡୋ ଖୋଲିବ,
01:59 ଗୋଟିଏ Palette browser ଏବଂ ଅନ୍ୟଟି Untitled Xcos ୱିଣ୍ଡୋ
02:04 ବର୍ତ୍ତମାନ, Xcosର ଡାୟେଗ୍ରାମ୍ ତିଆରି କରନ୍ତୁ
02:06 ଏହା ସଦ୍ୟ ସୃଷ୍ଟି ହୋଇଥିବା squareit ଫଙ୍କଶନକୁ ଆକ୍ସେସ୍ କରିବ
02:10 ଏହାକୁ scifunc ବ୍ଲକ୍ ବ୍ୟବହାର କରି କରାଯାଇପାରିବ
02:14 Palette browser ୱିଣ୍ଡୋକୁ ଫେରିଆସନ୍ତୁ
02:17 ପ୍ୟାଲେଟ୍ ବ୍ରାଉଜରରେ ଥିବା User-Defined ଫଙ୍କଶନ୍ ଉପରେ କ୍ଲିକ୍ କରନ୍ତୁ
02:21 ଏହି ବିଭାଗରେ scifunc_block_m ବ୍ଲକକୁ ଲୋକେଟ୍ କରନ୍ତୁ
02:27 ଏହାକୁ untitled Xcos ୱିଣ୍ଡୋରେ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
02:32 ଭଲଭାବେ ଦେଖିବା ପାଇଁ untitled Xcos ୱିଣ୍ଡୋକୁ ଯୂମ୍ କରନ୍ତୁ
02:36 ଦେଖିପାରୁଥିବା Zoom ବଟନ୍ ବ୍ୟବହାର କରନ୍ତୁ
02:40 ଏହାକୁ କନଫିଗୋର୍ କରିବା ପାଇଁ scifunc ବ୍ଲକ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
02:44 Scilab Multiple Values Request ନାମକ ଗୋଟିଏ ୱିଣ୍ଡୋ ଖୋଲିବ
02:49 ଏହି ୱିଣ୍ଡୋ scifunc ବ୍ଲକର ଇନପୁଟ୍ ଓ ଆଉଟପୁଟ୍ ପୋର୍ଟ ସଂଖ୍ୟା ପରିବର୍ତ୍ତନ କରିବା ପାଇଁ ଅନୁମତି ଦେଇଥାଏ
02:56 ଆମ squareit ଫଙ୍କଶନର କେବଳ ଗୋଟିଏ ଇନପୁଟ୍ ଓ ଆଉଟପୁଟ୍ ଭେରିଏବଲ୍ ଅଛି
03:00 ତେଣୁ, ଆମେ ସେଟିଙ୍ଗସକୁ ଅପରିବର୍ତ୍ତିତ ରଖିବା
03:03 OK ଉପରେ କ୍ଲିକ୍ କରନ୍ତୁ
03:05 ଗୋଟିଏ ନୂତନ Scilab Input Value Request ୱିଣ୍ଡୋ ଖୋଲିବ
03:09 ଟେକ୍ସଟ ବକ୍ସରେ, ଇନପୁଟ୍ ଓ ଆଉଟପୁଟ୍ ଭେରିଏବଲଗୁଡିକ ସହିତ ଫଙ୍କଶନର ନାମକୁ ଟାଇପ୍ କରନ୍ତୁ
03:14 ଏହି ଫଙ୍କଶନ୍ scifunc ବ୍ଲକ୍ ଦ୍ଵାରା କଲ୍ କରାଯିବ
03:18 ଉପଲବ୍ଧ ଟେକ୍ସଟ ବକ୍ସରେ,
03:20 ଡିଫଲ୍ଟ ଫଙ୍କଶନ୍ ନାମକୁ ଏଡିଟ୍ କରନ୍ତୁ
03:22 ଟାଇପ୍ କରନ୍ତୁ: y1 ଇକ୍ଵାଲ୍ ଟୁ squareit ବ୍ରାକେଟ୍ ଆରମ୍ଭ u1 ବ୍ରାକେଟ୍ ଶେଷ
03:31 ଧ୍ୟାନଦିଅନ୍ତୁ, ଏଠାରେ u1 ଓ y1 ଯଥାକ୍ରମେ ଇନପୁଟ୍ ଓ ଆଉଟପୁଟ୍ ଭେରିଏବଲ୍
03:37 ଏହିଗୁଡିକ ଦୃଢ ଭାବରେ u ଓ y ଆକାରରେ ରହିବା ଉଚିତ, ପ୍ରକୃତ ଫଙ୍କଶନରେ ବ୍ୟବହୃତ ଭେରିଏବଲ ନାମଗୁଡିକ ଅନୁସାରେ ନୁହେଁ
03:45 OK ଉପରେ କ୍ଲିକ୍ କରନ୍ତୁ
03:47 ଅନ୍ୟ ଏକ Scilab Input Value Request ୱିଣ୍ଡୋ ଖୋଲିବ
03:51 ପ୍ରଦର୍ଶିତ ହେଉଥିବା ଯଥାକ୍ରମେ ତିନୋଟି ୱିଣ୍ଡୋ ଉପରେ OK କ୍ଲିକ୍ କରନ୍ତୁ
03:56 ବର୍ତ୍ତମାନ scifunc ବ୍ଲକ୍ କନଫିଗୋର୍ ହେବ
04:00 ତା’ପରେ ଗୋଟିଏ sinusoid ଜେନେରେଟର୍ ବ୍ଲକକୁ ଅନ୍ତର୍ଭୁକ୍ତ କରନ୍ତୁ
04:04 Palette browser ୱିଣ୍ଡୋରେ, Sources ବିଭାଗ ଉପରେ କ୍ଲିକ୍ କରନ୍ତୁ
04:08 Untitled Xcos ୱିଣ୍ଡୋରେ Sinusoid ଜେନେରେଟର୍ ବ୍ଲକକୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
04:14 ସୁବିଧା ପାଇଁ scifunc ବ୍ଲକର ବାମ ପଟକୁ, ବ୍ଲକଟିକୁ ରଖନ୍ତୁ
04:20 ବର୍ତ୍ତମାନ ଆଉଟପୁଟ୍ ଭେରିଏବଲକୁ ପ୍ଲଟ୍ କରିବା ପାଇଁ ଗୋଟିଏ ବ୍ଲକ ଆବଶ୍ୟକ ହେଉଛି
04:23 Palette browser ୱିଣ୍ଡୋରେ, Sinks ବିଭାଗ ଉପରେ କ୍ଲିକ୍ କରନ୍ତୁ
04:29 Untitled Xcos ୱିଣ୍ଡୋରେ CScope ବ୍ଲକକୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
04:34 scifunc ବ୍ଲକର ଡାହାଣପଟକୁ, ବ୍ଲକଟିକୁ ରଖନ୍ତୁ
04:38 ସୁବିଧା ପାଇଁ ଏହାକୁ scifunc ବ୍ଲକ୍ ଠାରୁ ଟିକେ ଦୁରରେ ରଖନ୍ତୁ
04:43 ଧ୍ୟାନ ଦିଅନ୍ତୁ, CScope ବ୍ଲକର ଗୋଟିଏ ରେଡ୍ ଇନପୁଟ୍ ପୋର୍ଟ ଅଛି
04:47 ଏହା ଗୋଟିଏ ଇଭେଣ୍ଟ୍ ଇନପୁଟ୍ ଅଟେ
04:49 ଆମର ଗୋଟିଏ ଇଭେଣ୍ଟ୍ ଜେନେରେଟର୍ ବ୍ଲକ୍ ଆବଶ୍ୟକ
04:52 Palette browser ୱିଣ୍ଡୋରେ, Sources ବିଭାଗ ଉପରେ କ୍ଲିକ୍ କରନ୍ତୁ
04:57 Untitled Xcos ୱିଣ୍ଡୋରେ CLOCK ଅଣ୍ଡରସ୍କୋର୍ c ବ୍ଲକକୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
05:05 ଏହାକୁ Cscope ବ୍ଲକ୍ ଉପରେ ସ୍ଥାପିତ କରନ୍ତୁ
05:08 ଧ୍ୟାନ ଦିଅନ୍ତୁ, Cscope ବ୍ଲକର କେବଳ ଗୋଟିଏ ଇନପୁଟ୍ ପୋର୍ଟ୍ ଅଛି
05:13 କିନ୍ତୁ ଆମେ, ଗୋଟିଏ ସିଙ୍ଗଲ୍ ପ୍ଲଟ୍ ୱିଣ୍ଡୋ ଉପରେ ଉଭୟ ଇନପୁଟ୍ ଓ ଆଉଟପୁଟ୍ ଭେରିଏବଲକୁ ପ୍ଲଟ୍ କରିବାକୁ ଚାହୁଁଛୁ
05:18 ତେଣୁ, ଗୋଟିଏ multiplexer ବ୍ଲକ୍ ଆବଶ୍ୟକ
05:22 ଏହି ବ୍ଲକ୍ ଦୁଇଟି ଇନପୁଟକୁ ଗୁଣନ କରିବ ଏବଂ ଗୋଟିଏ ଆଉଟପୁଟ୍ ପୋର୍ଟରେ, ଆଉଟପୁଟ୍ ଜେନେରେଟ୍ କରିବ
05:28 Palette browser ୱିଣ୍ଡୋରେ, Signal Routing ବିଭାଗ ଉପରେ କ୍ଲିକ୍ କରନ୍ତୁ
05:33 Untitled Xcos ୱିଣ୍ଡୋରେ MUX ବ୍ଲକକୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
05:39 scifunc ବ୍ଲକ୍ ଓ Cscope ବ୍ଲକ୍ ମଧ୍ୟରେ ବ୍ଲକଟିକୁ ରଖନ୍ତୁ
05:43 ଚାଲନ୍ତୁ Mux ବ୍ଲକକୁ ରିସାଇଜ୍ ଓ ରିଏଲାଇନ୍ କରିବା
05:47 ବର୍ତ୍ତମାନ, ବ୍ଲକଗୁଡିକୁ ଏକସଙ୍ଗେ ଯୋଡିବା
05:51 Sinusoid generator ବ୍ଲକର ଆଉଟପୁଟ୍ ପୋର୍ଟକୁ scifunc ବ୍ଲକର ଇନପୁଟ୍ ପୋର୍ଟକୁ ସଞ୍ଜୋଗ କରନ୍ତୁ
05:57 ବର୍ତ୍ତମାନ scifunc ବ୍ଲକର ଆଉଟପୁଟ୍ ପୋର୍ଟକୁ MUX ବ୍ଲକର ନିମ୍ନତମ ଇନପୁଟ୍ ପୋର୍ଟକୁ ସଞ୍ଜୋଗ କରନ୍ତୁ
06:04 MUX ବ୍ଲକର ଆଉଟପୁଟ୍ ପୋର୍ଟକୁ CScope ବ୍ଲକର ଇନପୁଟ୍ ପୋର୍ଟକୁ ସଞ୍ଜୋଗ କରନ୍ତୁ
06:10 CLOCK ଅଣ୍ଡରସ୍କୋର୍ c ବ୍ଲକର ଆଉଟପୁଟ୍ ପୋର୍ଟକୁ CScope ବ୍ଲକର ଇଭେଣ୍ଟ୍ ଇନପୁଟ୍ ପୋର୍ଟକୁ ସଞ୍ଜୋଗ କରନ୍ତୁ
06:19 sine ଇନପୁଟକୁ ମଧ୍ୟ ପ୍ଲଟ୍ କରିବାକୁ ହେବ
06:22 MUX ସହିତ Sinusoid ଜେନେରେଟର୍ ବ୍ଲକକୁ ସଞ୍ଜୋଗ କରିବାକୁହେବ
06:26 MUX ବ୍ଲକର ଊର୍ଦ୍ଧ୍ଵତମ ଇନପୁଟ୍ ପୋର୍ଟ ଉପରେ କ୍ଲିକ୍ କରନ୍ତୁ
06:30 ତା’ପରେ କ୍ଲିକ୍ ବଟନକୁ ନଛାଡି, ମାଉସ୍ ପଏଣ୍ଟରକୁ Sinusoid generator ବ୍ଲକ୍ ଓ scifunc ବ୍ଲକ୍ ମଧ୍ୟରେ ଥିବା ଲିଙ୍କ୍ ଆଡକୁ ଗତିଶୀଳ କରାନ୍ତୁ
06:39 ଲିଙ୍କକୁ ବେଣ୍ଡ୍ କରିବା ପାଇଁ ମାଉସ୍ ବଟନକୁ ଛାଡିଦିଅନ୍ତୁ କିମ୍ବା ଅନ୍ୟ ସ୍ଥାନରେ କ୍ଲିକ୍ କରନ୍ତୁ
06:44 ଆପଣ ଯେତେବେଳେ ପଏଣ୍ଟରକୁ ଲିଙ୍କ୍ ଉପରେ ରଖିବେ, ଏହା ଗ୍ରୀନ୍ ହୋଇଯିବ
06:49 ଏହି ଦୁଇ ବ୍ଲକ୍ ମଧ୍ୟରେ ଗୋଟିଏ ଲିଙ୍କ୍ ସୃଷ୍ଟି କରିବା ପାଇଁ ମାଉସ୍ ବଟନକୁ ଛାଡିଦିଅନ୍ତୁ କିମ୍ବା ଥରେ କ୍ଲିକ୍ କରନ୍ତୁ
06:55 ବର୍ତ୍ତମାନ, ଅନ୍ୟ ବ୍ଲକଗୁଡିକର କନଫିଗୁରେଶନ୍ ଦେଖିବା
06:59 ଆମେ sinusoid ଜେନେରେଟର୍ ବ୍ଲକର frequency, magnitude ଓ phaseକୁ ବଦଳାଇପାରିବା
07:04 ଏଥି ପାଇଁ Sinusoid ଜେନେରେଟର୍ ବ୍ଲକ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
07:09 କନଫିଗୁରେଶନ୍ ୱିଣ୍ଡୋ ଖୋଲିବ
07:11 Magnitude ଓ Frequencyକୁ 1 ଭାବେ ଏବଂ Phaseକୁ 0 ଭାବେ ରଖନ୍ତୁ
07:18 କନଫିଗୁରେଶନ୍ ୱିଣ୍ଡୋକୁ ବନ୍ଦ କରିବା ପାଇଁ OK ଉପରେ କ୍ଲିକ୍ କରନ୍ତୁ.
07:21 ବର୍ତ୍ତମାନ Cscope ବ୍ଲକକୁ କନଫିଗୋର୍ କରନ୍ତୁ
07:25 ଏହାର କନଫିଗୁରେଶନ୍ ୱିଣ୍ଡୋ ଖୋଲିବା ପାଇଁ CScope ବ୍ଲକ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
07:30 Yminର ପାରାମିଟରକୁ ମାଇନସ୍ 2 ଏବଂ Ymaxର ପାରାମିଟରକୁ 2କୁ ବଦଳାଇ ଦିଅନ୍ତୁ
07:37 Refresh periodର ଭାଲ୍ୟୁକୁ 10କୁ ବଦଳାଇ ଦିଅନ୍ତୁ
07:41 ଏହି ଭାଲ୍ୟୁକୁ ମନେରଖନ୍ତୁ
07:44 Buffer sizeର ଭାଲ୍ୟୁକୁ 2କୁ ବଦଳାଇ ଦିଅନ୍ତୁ
07:47 OK ଉପରେ କ୍ଲିକ୍ କରନ୍ତୁ
07:50 ବର୍ତ୍ତମାନ CLOCK_c ବ୍ଲକକୁ କନଫିଗୋର୍ କରନ୍ତୁ
07:54 ଏହାର କନଫିଗୁରେଶନ୍ ୱିଣ୍ଡୋ ଖୋଲିବା ପାଇଁ ବ୍ଲକ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
07:58 Periodର ଭାଲ୍ୟୁକୁ 0.1 ଭାବେ ରଖନ୍ତୁ
08:02 Initialisation Timeକୁ 0କୁ ବଦଳାନ୍ତୁ
08:06 OK ଉପରେ କ୍ଲିକ୍ କରନ୍ତୁ
08:08 ବର୍ତ୍ତମାନ, Simulation ପାରାମିଟରଗୁଡିକୁ ପରିବର୍ତ୍ତନ କରନ୍ତୁ
08:12 Untitled Xcos ୱିଣ୍ଡୋର ମେନୁ ବାର୍ ଉପରେ ଥିବା Simulation ଟାବରେ କ୍ଲିକ୍ କରନ୍ତୁ
08:17 ବର୍ତ୍ତମାନ, ଡ୍ରପ୍ ଡାଉନ୍ ମେନୁରେ ଥିବା Setup ଉପରେ କ୍ଲିକ୍ କରନ୍ତୁ
08:22 Cscope ବ୍ଲକର Refresh periodକୁ ମେଳ କରିବା ପାଇଁ Final Integration timeକୁ ପରିବର୍ତ୍ତନ କରନ୍ତୁ
08:28 Refresh periodର ଭାଲ୍ୟୁ 10 ଥିଲା
08:32 ତେଣୁ Final integrationର ଟାଇମକୁ 10 କରନ୍ତୁ
08:36 OK ଉପରେ କ୍ଲିକ୍ କରନ୍ତୁ
08:38 ବର୍ତ୍ତମାନ File ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ Xcos ଡାୟେଗ୍ରାମକୁ ସେଭ୍ କରିବା ପାଇଁ Save ଉପରେ କ୍ଲିକ୍ କରନ୍ତୁ
08:44 Xcos ଡାୟେଗ୍ରାମକୁ ସେଭ୍ କରିବା ପାଇଁ ଗୋଟିଏ ଅଭିଳଷିତ ଡାଇରେକ୍ଟୋରୀର ଚୟନ କରନ୍ତୁ.
08:48 ଯାହାହେଉ, ଫାଇଲ୍ squareit.sci ସେଭ୍ ହୋଇଥିବା ଫୋଲ୍ଡରରେ ଏହାକୁ ସେଭ୍ କରିବା ପାଇଁ ପରାମର୍ଶ ଦିଆଯାଉଛି
08:56 OK ଉପରେ କ୍ଲିକ୍ କରନ୍ତୁ
08:58 ଧ୍ୟାନ ଦିଅନ୍ତୁ scifunc ବ୍ଲକ୍, squareit ଫଙ୍କଶନକୁ କଲ୍ କରିବ
09:02 ଏହାର ଅର୍ଥ, Xcos diagramକୁ ନିଷ୍ପାଦନ କରିବା ପୂର୍ବରୁ, ଆମକୁ ପ୍ରଥମେ squareit ଫଙ୍କଶନକୁ ଲୋଡ୍ କରିବାକୁ ହେବ
09:09 Scilab ଏଡିଟର୍ ୱିଣ୍ଡୋକୁ ଫେରିଆସନ୍ତୁ, ଯେଉଁଠି squareit.sci ଫାଇଲ୍ ଖୋଲା ଅଛି
09:16 ଏଡିଟର୍ ମେନୁ ବାର୍ ଉପରେ ଉପଲବ୍ଧ ଥିବା Execute ବଟନ୍ ଉପରେ କ୍ଲିକ୍ କରନ୍ତୁ
09:21 ଏହା squareit ଫଙ୍କଶନକୁ ଲୋଡ୍ କରିବ
09:24 ବର୍ତ୍ତମାନ ଆମେ Xcos ଡାୟେଗ୍ରାମକୁ ନିଷ୍ପାଦନ କରିପାରିବା
09:28 Xcos ଡାୟେଗ୍ରାମ୍ ଫାଇଲକୁ ଖୋଲନ୍ତୁ
09:31 Xcos ୱିଣ୍ଡୋର ମେନୁ ବାର୍ ଉପରେ ଉପଲବ୍ଧ ଥିବା Start ବଟନ୍ ଉପରେ କ୍ଲିକ୍ କରନ୍ତୁ
09:37 ଗୋଟିଏ ଗ୍ରାଫିକ୍ ୱିଣ୍ଡୋ ଦେଖାଦେବ
09:39 ଏହି ୱିଣ୍ଡୋର ଦୁଇଟି ପ୍ଲଟ୍ ଅଛି
09:42 ଇନପୁଟ୍ sine waveର ରଙ୍ଗ ହେଉଛି ବ୍ଲାକ୍ ଏବଂ ଆଉଟପୁଟ୍ sine waveର ରଙ୍ଗ ହେଉଛି ଗ୍ରୀନ୍
09:47 ଧ୍ୟାନ ଦିଅନ୍ତୁ ଯେ, squareit ଫଙ୍କଶନରେ ଉପଯୋଗ ହୋଇଥିବା squaring ଫଙ୍କଶନ, ଇନପୁଟ୍ sine waveରେ squared ହୋଇସାରିଛି
09:55 ତେଣୁ, sine ୱେଭର ଆଉଟପୁଟ୍ ପୋଜିଟିଭ୍ ଆକ୍ସିସ୍ ଆଡକୁ ସ୍ଥାନାନ୍ତର ହୋଇସାରିଛି
10:00 plot ୱିଣ୍ଡୋକୁ ବନ୍ଦ କରନ୍ତୁ
10:02 ବର୍ତ୍ତମାନ ଚାଲନ୍ତୁ ଦେଖିବା, କିପରି scifunc ବ୍ଲକକୁ ଏଡିଟ୍ କରିବା ଯଦ୍ଵାରା ଏହା ଗୋଟିଏ ଫଙ୍କଶନକୁ କଲ୍ କରିବ ଯାହାର ଏକରୁ ଅଧିକ ଇନପୁଟ୍ ଓ ଆଉଟପୁଟ୍ ଭେରିଏବଲ୍ ଥିବ
10:10 scilab ଏଡିଟର୍ ୱିଣ୍ଡୋକୁ ଫେରିଆସନ୍ତୁ
10:13 ଦୁଇଟି ଇନପୁଟ୍ ଓ ଆଉଟପୁଟ୍ ଭେରିଏବଲକୁ ଧାରଣ କରିପାରିବା ଭଳି squareit ଫଙ୍କଶନକୁ ଏଡିଟ୍ କରନ୍ତୁ
10:19 ସ୍କୋୟାର୍ ବ୍ରାକେଟ୍ ଆରମ୍ଭ y କମା z ସ୍କୋୟାର୍ ବ୍ରାକେଟ୍ ଶେଷ ଭାବେ ଆଉଟପୁଟ୍ ଭେରିଏବଲକୁ ଏଡିଟ୍ କରନ୍ତୁ
10:28 ସ୍କୋୟାର୍ ବ୍ରାକେଟ୍ ଆରମ୍ଭ a କମା b ସ୍କୋୟାର୍ ବ୍ରାକେଟ୍ ଶେଷ ଭାବେ ଇନପୁଟ୍ ଭେରିଏବଲକୁ ଏଡିଟ୍ କରନ୍ତୁ
10:36 ସ୍କୋୟାର୍ଡ ଆଉଟପୁଟକୁ 1 unit ସହ ସ୍ଥାନାନ୍ତର କରିବା ପାଇଁ ଫଙ୍କଶନକୁ ପରିବର୍ତ୍ତନ କରନ୍ତୁ
10:41 ମୂଖ୍ୟ ଫଙ୍କଶନକୁ ନିମ୍ନ ଭାବେ ଏଡିଟ୍ କରନ୍ତୁ:
10:44 y ଇଜ୍ ଇକ୍ଵାଲ୍ ଟୁ b ପ୍ଲସ୍ a raise to two, ଶେଷରେ ସେମିକୋଲନ୍ ଦିଅନ୍ତୁ
10:51 ଗୋଟିଏ ଆଉଟପୁଟ୍ ମଧ୍ୟ ଜେନେରେଟ୍ କରନ୍ତୁ ଯାହାର ଆମ୍ପ୍ଲିଚ୍ୟୁଡ୍ ଇନପୁଟର ଅଧା ହେବ
10:56 Enter କୀ କୁ ଦାବି ପରବର୍ତ୍ତି ଲାଇନକୁ ଯା’ନ୍ତୁ ଏବଂ ଟାଇପ୍ କରନ୍ତୁ:
11:01 z ଇଜ୍ ଇକ୍ଵାଲ୍ ଟୁ 0.5 ଗୁଣନ a, ଶେଷରେ ସେମିକୋଲନ୍ ଦିଅନ୍ତୁ
11:10 ବର୍ତ୍ତମାନ ଫାଇଲକୁ ସେଭ୍ କରନ୍ତୁ
11:12 Xcos ୱିଣ୍ଡୋକୁ ଫେରିଆସନ୍ତୁ
11:15 scifunc କନଫିଗୋର୍ କରିବା ପାଇଁ, ଏହା ଉପରେ ଡବଲ୍ କ୍ଲିକ୍ ଅରନ୍ତୁ
11:19 input port size ଫିଲ୍ଡରେ, 1 କମା 1 ପରେ ଗୋଟିଏ ସେମିକୋଲନ୍ ଦିଅନ୍ତୁ ଏବଂ ପୁନର୍ବାର 1 କମା 1 ଟାଇପ୍ କରନ୍ତୁ
11:27 ସେହିପରି, output port size ଫିଲ୍ଡରେ, 1 କମା 1 ପରେ ଗୋଟିଏ ସେମିକୋଲନ୍ ଦିଅନ୍ତୁ ଏବଂ ପୁନର୍ବାର 1 କମା 1 ଟାଇପ୍ କରନ୍ତୁ
11:36 OK ଉପରେ କ୍ଲିକ୍ କରନ୍ତୁ
11:38 ଗୋଟିଏ ନୂତନ Scilab Input Value Request ୱିଣ୍ଡୋ ଖୋଲିବ
11:41 ଟେକ୍ସଟ ବକ୍ସରେ,
11:43 y1 ପରେ ଗୋଟିଏ କମା ଦିଅନ୍ତୁ ଏବଂ y2 ଟାଇପ୍ କରନ୍ତୁ
11:48 y1 ଓ y2କୁ ସ୍କୋୟାର୍ ବ୍ରାକେଟ୍ ମଧ୍ୟରେ ରଖନ୍ତୁ
11:52 ବର୍ତ୍ତମାନ, u1 ପରେ ଗୋଟିଏ କମା ଦିଅନ୍ତୁ ଏବଂ u2 ଟାଇପ୍ କରନ୍ତୁ
11:57 OK ଉପରେ କ୍ଲିକ୍ କରନ୍ତୁ
11:59 ଅନ୍ୟ ଏକ Scilab Input Value Request ୱିଣ୍ଡୋ ଖୋଲିବ
12:03 ପ୍ରଦର୍ଶିତ ହେଉଥିବା ଯଥାକ୍ରମେ ତିନୋଟି ୱିଣ୍ଡୋ ଉପରେ OK କ୍ଲିକ୍ କରନ୍ତୁ
12:08 ବର୍ତ୍ତମାନ scifunc ବ୍ଲକ୍ କନଫିଗର୍ ହେଲା
12:11 ଚାଲନ୍ତୁ, scifunc ବ୍ଲକକୁ ରିଏଲାଇନ୍ କରିବା
12:14 Palette browser ୱିଣ୍ଡୋକୁ ଫେରିଆସନ୍ତୁ
12:17 Sources ବିଭାଗରେ, Xcos ୱିଣ୍ଡୋରେ Constant ଅଣ୍ଡରସ୍କୋର୍ m ବ୍ଲକକୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
12:24 ଏହାକୁ Sinusoid ଜେନେରେଟର୍ ତଳେ ସ୍ଥାପନ କରନ୍ତୁ
12:28 Constant ଅଣ୍ଡରସ୍କୋର୍ m ବ୍ଲକକୁ, scifunc ବ୍ଲକର ନିମ୍ନତମ ଇନପୁଟ୍ ସହିତ ସଞ୍ଜୋଗ କରନ୍ତୁ
12:36 ଏହି ବ୍ଲକର ଡିଫଲ୍ଟ ଭାଲ୍ୟୁ 1 ଅଟେ
12:39 ଏହାକୁ ଅପରିବର୍ତ୍ତିତ ରଖନ୍ତୁ
12:41 MUX ବ୍ଲକ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
12:44 input port size, 3କୁ ପରିବର୍ତ୍ତନ କରନ୍ତୁ
12:47 OK ଉପରେ କ୍ଲିକ୍ କରନ୍ତୁ
12:48 ଚାଲନ୍ତୁ, MUX ବ୍ଲକକୁ ରିସାଇଜ୍ କରିବା ଏବଂ MUX ଓ CSCOPE ବ୍ଲକକୁ ଠିକ୍ ଭାବେ ସଞ୍ଜୋଗ କରନ୍ତୁ
12:59 scifunc ବ୍ଲକର ନିମ୍ନତମ ଆଉଟପୁଟ୍ ପୋର୍ଟକୁ, MUX ବ୍ଲକର ନିମ୍ନତମ ଇନପୁଟ୍ ପୋର୍ଟକୁ ସଞ୍ଜୋଗ କରନ୍ତୁ
13:07 File ଉପରେ କ୍ଲିକ୍ କରନ୍ତୁ ଏବଂ xcos ଫାଇଲକୁ ସେଭ୍ କରିବା ପାଇଁ, Save ଚୟନ କରନ୍ତୁ
13:12 Scilab ଏଡିଟରକୁ ଫେରିଆସନ୍ତୁ, ଯେଉଁଥିରେ squareit.sci ଫାଇଲ୍ ଖୋଲା ଅଛି
13:18 ଏଡିଟର ଉପରେ ଥିବା ମେନୁ ବାରରେ ଉପଲବ୍ଧ ଥିବା Execute ବଟନ୍ ଉପରେ କ୍ଲିକ୍ କରନ୍ତୁ
13:23 ଏହା, squareit ଫଙ୍କଶନକୁ ଲୋଡ୍ କରିବ
13:26 ବର୍ତ୍ତମାନ ଆମେ, Xcos ଡାୟେଗ୍ରାମକୁ ନିଷ୍ପାଦନ କରିପାରିବା
13:30 Xcos ୱିଣ୍ଡୋ ଉପରେ ଥିବା ମେନୁ ବାରରେ ଉପଲବ୍ଧ ଥିବା Start ବଟନ୍ ଉପରେ କ୍ଲିକ୍ କରନ୍ତୁ
13:35 ଗୋଟିଏ ଗ୍ରାଫିକ୍ ୱିଣ୍ଡୋ ଦେଖାଦେବ
13:38 ଏହି ୱିଣ୍ଡୋର ତିନୋଟି ପ୍ଲଟ୍ ଅଛି
13:40 ଇନପୁଟର sine waveର ରଙ୍ଗ ହେଉଛି ବ୍ଲାକ୍
13:43 ଆଉଟପୁଟ୍ sine waveର ରଙ୍ଗ ହେଉଛି ଗ୍ରୀନ୍ ଏବଂ
13:45 ଆମ୍ପ୍ଲିଚ୍ୟୁଡ୍ scaled ଇନପୁଟର ରଙ୍ଗ ରେଡ୍ ଅଟେ
13:49 ଧ୍ୟାନଦିଅନ୍ତୁ ଯେ, ଇନପୁଟ୍, sine waveର ବର୍ଗ ନିରୂପଣ କରିସାରିଛି ଏବଂ ଏହାକୁ 1 unit ପଛକୁ ସ୍ଥାନାନ୍ତର କରିଛି, ଯାହା ଆଶା କରାଯାଇଥିଲା
13:59 ଆଶାନୁରୂପ ଭାବେ, ଆମେ ଇନପୁଟ୍ sine waveର ଆମ୍ପ୍ଲିଚ୍ୟୁଡକୁ ମାପ କରିପାରିବା
14:05 ପ୍ଲଟ୍ ୱିଣ୍ଡୋକୁ ବନ୍ଦ କରନ୍ତୁ
14:08 ସଂକ୍ଷିପ୍ତରେ
14:10 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
14:12 * Scilabରେ ଗୋଟିଏ ସ୍କୋୟାରିଙ୍ଗ୍ ଫଙ୍କଶନ୍ ଲେଖିବା
14:15 * Xcosରେ scifunc ବ୍ଲକର ବ୍ୟବହାର
14:19 * ମଲ୍ଟିପଲ ପ୍ଲଟ୍ ଆଙ୍କିବା ପାଇଁ MUX ବ୍ଲକର ବ୍ୟବହାର
14:22 * ମଲ୍ଟିପଲ୍ ଇନପୁଟ୍ ଓ ଆଉଟପୁଟ୍ ଥିବା ଫଙ୍କଶନକୁ କଲ୍ କରିବା
14:26 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
14:29 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
14:33 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
14:37 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
14:40 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,
14:43 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
14:47 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
14:53 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
14:57 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
15:05 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
15:15 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.
15:19 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep