Scilab/C2/Matrix-Operations/Oriya

From Script | Spoken-Tutorial
Revision as of 13:31, 13 May 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
'Time Narration
00:02 ବନ୍ଧୁଗଣ, Matrix Operations ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲର ଶେଷରେ, ଆପଣ ସମର୍ଥ ହେବେ:
00:10 * ମେଟ୍ରିକ୍ସର ଏଲେମେଣ୍ଟଗୁଡିକୁ ଆକ୍ସେସ୍ କରିବା
00:13 * ଗୋଟିଏ ମେଟ୍ରିକ୍ସର ଡିଟରମିନାଣ୍ଟ, ଇନଭର୍ସ ଓ ଆଇଗେନ ଭାଲ୍ୟୁଗୁଡିକ ନିର୍ଦ୍ଧାରିତ କରିବା
00:18 * ସ୍ପେସିଆଲ ମେଟ୍ରିକ୍ସକୁ ପରିଭାଷିତ କରିବା
00:22 * ପ୍ରାଥମିକ ରୋ କାର୍ଯ୍ୟଗୁଡ଼ିକୁ କରିବା
00:25 * ସରଳ ସମୀକରଣ ସିଷ୍ଟମର ସମାଧାନ କରିବା
00:28 ପ୍ରାକ-ଆବଶ୍ୟକତା ହେଉଛି:
00:30 ଆପଣଙ୍କ କମ୍ପ୍ୟୁଟରରେ Scilab ଇନଷ୍ଟଲ ହୋଇଥିବା ଆବଶ୍ୟକ
00:34 ଆପଣ, Getting started with Scilab ଓ Vector Operations ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ଶୁଣିଥିବା ଆବଶ୍ୟକ
00:42 ପ୍ରଦର୍ଶନ ପାଇଁ ମୁଁ, Windows 7 OS ଓ Scilab 5.2.2 ବ୍ୟବହାର କରୁଅଛି
00:50 ଡେସ୍କଟପ୍ ଉପରେ ଥିବା Scilab ଆଇକନ ଉପରେ ଡବଲ୍ କ୍ଲିକ୍ କରି Scilab ଆରମ୍ଭ କରନ୍ତୁ
00:59 ୟୁଜର୍, ନିୟମିତ ସମୟ ବ୍ୟବଧାନରେ ଭିଡିଓକୁ ପଜ୍ କରି Scilab ଉପରେ ଏହି ଟ୍ୟୁଟୋରିଆଲ ଅଭ୍ୟାସ କରିବା ପାଇଁ ପରାମର୍ଶ ଦିଆଯାଉଅଛି
01:08 ମନେପକାନ୍ତୁ, ସ୍ପୋକନ୍ ଟ୍ୟୁଟୋରିଆଲରେ: Vector Operations,
01:12 ମେଟ୍ରିକ୍ସE, ଏହି ଅନୁସାରେ ପରିଭାଷିତ ହୁଏ - E ଇଜ ଇକ୍ୱାଲ ଟୁ ସ୍କୋୟାର ବ୍ରାକେଟ ଆରମ୍ଭ 5 ସ୍ପେସ୍ 19 ସ୍ପେସ୍ 15 ସେମିକୋଲନ୍ 8 ସ୍ପେସ୍ 22 ସ୍ପେସ୍ 36 ସ୍କୋୟାର ବ୍ରାକେଟ ଶେଷ, ଏବଂ Enter ଦାବନ୍ତୁ
01:37 ଏବେ ଆମେ ଦେଖିବା ଯେ, ମେଟ୍ରିକ୍ସରେ ଥିବା ପ୍ରତ୍ୟେକ ଏଲେମେଣ୍ଟଗୁଡ଼ିକୁ କିପରି ପୃଥକ୍ ଭାବେ ବ୍ୟାଖ୍ୟା କରାଯାଏ
01:42 ପ୍ରଥମ ରୋ ଓ ଦ୍ୱିତୀୟ କଲମରେ ଥିବା ଏଲେମେଣ୍ଟକୁ ଆକ୍ସେସ କରିବା ପାଇଁ, E ଗୁଣନ ବ୍ରାକେଟ ମଧ୍ୟରେ 1,2 ଟାଇପ କରି, Enter ଦାବନ୍ତୁ
01:56 Scilab ରେ ,ଗୋଟିଏ ମେଟ୍ରିକ୍ସରୁ, ଏକ ସମ୍ପୂର୍ଣ୍ଣ ରୋ କିମ୍ବା କଲମକୁ ବାହାର କରିବା ସହଜ
02:03 ଉଦାହରଣସ୍ୱରୂପ, ଏହି କମାଣ୍ଡ ବ୍ୟବହାର କରି Eର ପ୍ରଥମ ରୋ ପ୍ରାପ୍ତ କରିହେବ: E1=E ଗୁଣନ ବ୍ରାକେଟ ମଧ୍ୟରେ 1 କମା କୋଲନ୍ ଏବଂ Enter ଦାବନ୍ତୁ
02:23 ଏହି କମାଣ୍ଡ, ପ୍ରଥମ ରୋ ର ସମସ୍ତ ଏଲେମେଣ୍ଟଗୁଡିକୁ, ରୋ ମଧ୍ୟରେ ଥିବା ସେମାନଙ୍କ କ୍ରମାନୁସାରେ ଦେଖାଇବ
02:30 ଯେତେବେଳେ କେବଳ colonର ବ୍ୟବହାର କରାଯାଇଥାଏ, ତାହା ରୋ କିମ୍ବା କଲମର ସମସ୍ତ ଏଲିମେଣ୍ଟକୁ ସଂଦର୍ଭିତ କରେ, ଏହା ବ୍ରାକେଟ ଭିତରେ କ୍ରମାନ୍ୱୟରେ, ପ୍ରକଟ ହୋଇଥିବା ପ୍ରଥମ କିମ୍ୱା ଦ୍ୱିତୀୟ ଏଣ୍ଟ୍ରୀ ଉପରେ ନିର୍ଭର କରିଥାଏ
02:44 କୋଲନ୍ (“:”) ବ୍ୟବହାର କରି, ମେଟ୍ରିକ୍ସର କୌଣସି ଏକ ସବସେଟକୁ ମଧ୍ୟ କାଢିହେବ
02:49 ଉଦାହରଣସ୍ୱରୂପ, ନିମ୍ନ କମାଣ୍ଡକୁ ବ୍ୟବହାର କରି, Eର ଦ୍ୱିତୀୟ କଲମଠାରୁ ଆରମ୍ଭ କରି ତୃତୀୟ କଲମ ପର୍ଯ୍ୟନ୍ତ ଥିବା ଏଲିମେଣ୍ଟଗୁଡିକୁ ପ୍ରାପ୍ତ କରିହେବ:
03:00 E2= E of colon କମା 2 କୋଲନ୍ 3 ବ୍ରାକେଟ ବନ୍ଦ କରନ୍ତୁ ଏବଂ Enter ଦାବନ୍ତୁ
03:18 ଉପରେ ଦିଆଯାଇଥିବା, ବ୍ରାକେଟ ମଧ୍ୟରେ ଥିବା ଦ୍ୱିତୀୟ ଏଣ୍ଟ୍ରୀ, ଯାହା ହେଉଛି 2 colon 3, କଲମ 2 ଠାରୁ କଲମ 3 ରେ ଥିବା ଏଲିମେଣ୍ଟଗୁଡିକୁ ସନ୍ଦର୍ଭିତ କରିଥାଏ
03:28 ଯଦି ମେଟ୍ରିକ୍ସର ଆକାର ଜଣାନାହିଁ, ତେବେ ସେହି ମେଟ୍ରିକ୍ସର ଶେଷ ରୋ କିମ୍ୱା କଲମ୍ ବାହାର କରିବା ପାଇଁ $ (ଡଲାର୍) ଚିହ୍ନ ବ୍ୟବହାର କରାଯାଇପାରେ
03:38 ଉଦାହରଣସ୍ୱରୂପ, E ମେଟ୍ରିକ୍ସର, ଶେଷ କଲମର ସମସ୍ତ ରୋ କୁ ବାହାର କରିବା ପାଇଁ, ଟାଇପ କରନ୍ତୁ
03:46 Elastcol= E ଗୁଣନ ବ୍ରାକେଟ କୋଲନ୍ କମା ଡଲାର ଚିହ୍ନ, ବ୍ରାକେଟ ବନ୍ଦ କରନ୍ତୁ ଏବଂ Enter ଦାବନ୍ତୁ
04:06 ବର୍ତ୍ତମାନ, କମାଣ୍ଡ det ବ୍ୟବହାର କରି, କିପରି ଏକ ସ୍କୋୟାର ମେଟ୍ରିକ୍ସର ଡିଟରମିନାଣ୍ଟ ଗଣନା କରିହେବ, ଶିଖିବା
04:13 Vector Operations ସ୍ପୋକନ ଟ୍ୟୁଟୋରିଆଲ ମନେପକାନ୍ତୁ, ଯେଉଁଥିରେ ଆମେ Aକୁ ନିମ୍ନ ଭଳି ପରିଭାଷିତ କରିଥିଲେ
04:19 A= ସ୍କୋୟାର ବ୍ରାକେଟ ଆରମ୍ଭ 1 ସ୍ପେସ୍ 2 ସ୍ପେସ୍ ମାଇନସ 1 ସେମିକୋଲନ୍ -2 ସ୍ପେସ୍ -6 ସ୍ପେସ୍ 4 ସେମିକୋଲନ -1 ସ୍ପେସ୍ -3 ସ୍ପେସ୍ 3 ସ୍କୋୟାର ବ୍ରାକେଟ ଶେଷ . Enter ଦାବନ୍ତୁ
04:50 କମାଣ୍ଡ det of A ସାହାଯ୍ୟରେ, Aର ଡିଟରମିନାଣ୍ଟ ଗଣନା କରିବା. Enter ଦାବନ୍ତୁ
05:00 ଗୋଟିଏ ମେଟ୍ରିକ୍ସର inverse ଓ eigen valuesର ଗଣନା କରିବା ପାଇଁ, ଯଥାକ୍ରମେ inv ଓ spec କମାଣ୍ଡକୁ ବ୍ୟବହାର କରିହେବ
05:09 ଉଦାହରଣସ୍ୱରୂପ: inv of A, Aର ଇନଭର୍ସ ଏବଂ spec of A, ମେଟ୍ରିକ୍ସ Aର ଆଇଗେନ ଭାଲ୍ୟୁ ପ୍ରଦାନ କରେ
05:29 ଏହି କମାଣ୍ଡ ବ୍ୟବହାର କରି କିପରି eigen vectors ପ୍ରାପ୍ତ କରିହେବ, ତାହା ଦେଖିବା ପାଇଁ help spec ଦେଖନ୍ତୁ
05:35 ଗୋଟିଏ ସ୍କୋୟାର ମେଟ୍ରିକ୍ସ A ର ବର୍ଗ କିମ୍ବା ଘନ, ଯଥାକ୍ରମରେ A square କିମ୍ବା A cube, ଟାଇପ କରି ଗଣନା କରାଯାଇପାରିବ
05:52 କ୍ୟାରେଟ ଚିହ୍ନ, ସାଧାରଣ ଗାଣିତିକ ଅପରେସନ୍ସ ଭଳି, ମେଟ୍ରିକ୍ସର ଘାତ ବଢାଇବାରେ ବ୍ୟବହୃତ ହୋଇଥାଏ. କୀ ବୋର୍ଡରେ shift+6 ଦାବି ଏହାକୁ ପ୍ରାପ୍ତ କରାଯାଇପାରିବ
06:05 ବର୍ତ୍ତମାନ, ଟ୍ୟୁଟୋରିଆଲକୁ ପଜ୍ କରନ୍ତୁ ଏବଂ ଭିଡିଓରେ ଦିଆଯାଇଥିବା ପ୍ରଥମ ଅନୁଶୀଳନୀକୁ ଅଭ୍ୟାସ କରନ୍ତୁ
06:17 Scilabରେ, କିଛି ବିଶେଷ ମେଟ୍ରିକ୍ସ ମଧ୍ୟ ତିଆରି କରିହେବ
06:24 ଉଦାହରଣସ୍ୱରୂପ, zeros କମାଣ୍ଡ ବ୍ୟବହାର କରି, 3 ରୋ ଏବଂ 4 କଲମ ବିଶିଷ୍ଟ ଏକ ଯିରୋ ମେଟ୍ରିକ୍ସ ତିଆରି କରିହେବ
06:36 ଯିରୋ ଗୁଣନ ବ୍ରାକେଟ ମଧ୍ୟରେ 3, 4 ଏବଂ Enter ଦାବନ୍ତୁ
06:47 Ones କମାଣ୍ଡ ବ୍ୟବହାର କରି, ସମସ୍ତ ୱନ୍ ଥିବା ଏକ ମେଟ୍ରିକ୍ସ ନିମ୍ନ ଅନୁସାରେ ତିଆରି କରିହେବ:
06:53 ones ଗୁଣନ ବ୍ରାକେଟ ମଧ୍ୟରେ 2 କମା 4, ଯାହା ସମସ୍ତ ୱନ ଥିବା ଏକ ମେଟ୍ରିକ୍ସ ଦେବ
07:01 eye କମାଣ୍ଡ ବ୍ୟବହାର କରି ଏକ identity matrix ତିଆରି କରିବା ବହୁତ ସହଜ
07:07 e y e of 4 କମା 4, 4 ବାଏ 4ର ଏକ identity matrix ଦେଇଥାଏ
07:16 ୟୁଜରକୁ, ସୁଡୋ ଯାଦୃଚ୍ଛିକ ସଂଖ୍ୟା ବିଶିଷ୍ଟ ଏକ ମେଟ୍ରିକ୍ସ ଅବଶ୍ୟକ ହୋଇପାରେ. ଏହାକୁ, rand କମାଣ୍ଡ ବ୍ୟବହାର କରି ନିମ୍ନାନୁସାରେ ପ୍ରାପ୍ତ କରିହେବ:
07:25 p=rand ଗୁଣନ ବ୍ରାକେଟ ମଧ୍ୟରେ 2, 3 ଏବଂ Enter ଦାବନ୍ତୁ
07:39 ଲିନିୟର ସିଷ୍ଟମ୍ସରେ, ୟୁଜର ଦ୍ୱାରା ମେଟ୍ରିକ୍ସ ଉପରେ କରୁଥିବା ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକର ସେଟ୍ସ ମଧ୍ୟରୁ ଗୋଟିଏ ହେଉଛି, ମୌଳିକ ରୋ ଓ କଲମ୍ ଅପରେସନ୍ସ
07:55 ଏହି କାର୍ଯ୍ୟଗୁଡ଼ିକରେ ଅନ୍ତର୍ଭୁକ୍ତ ଅଛି, ଏକ ଅଣ ଶୂନ୍ୟ ସଂଖ୍ୟା, ଶୂନ୍ ତଳକୁ ଏଣ୍ଟ୍ରୀ କରିବା ପାଇଁ ଗୋଟିଏ ମେଟ୍ରିକ୍ସ ଉପରେ ରୋ କାର୍ଯ୍ୟ ନିଷ୍ପାଦନ. ଏହା Scilabରେ ସହଜରେ କରାଯାଇଥାଏ
08:07 Vector Operations ସ୍ପୋକନ ଟ୍ୟୁଟୋରିଆଲ ମନେପକାନ୍ତୁ, ଆମେ P ମେଟ୍ରିକ୍ସକୁ ଏହିଭଳି ପରିଭାଷିତ କରିଥିଲେ
08:17 p= ସ୍କୋୟାର ବ୍ରାକେଟ ଆରମ୍ଭ 1 ସ୍ପେସ୍ 2 ସ୍ପେସ୍ 3 ସେମିକୋଲନ 4 ସ୍ପେସ୍ 11 ସ୍ପେସ୍ 6 ସ୍କୋୟାର ବ୍ରାକେଟ ଶେଷ. Enter ଦାବନ୍ତୁ
08:33 ଏକ ଉଦାହରଣ ଦେଖିବା, ଯେଉଁଥିରେ ପ୍ରାଥମିକ ରୋ ଏବଂ କଲମ ଅପରେସନ ବ୍ୟବହାର କରି, ଦ୍ୱିତୀୟ ରୋ ଏବଂ ପ୍ରଥମ କଲମରେ ଥିବା ଏଲେମେଣ୍ଟକୁ ଯିରୋକୁ ବଦଳାଇବା
08:44 ନିମ୍ନ କମାଣ୍ଡ ଅନୁସାରେ, ପ୍ରଥମ ରୋ କୁ 4 ରେ ଗୁଣନ କରି ଏବଂ ଏହାକୁ ଦ୍ୱିତୀୟ ରୋ ରୁ ବିଯୋଗ କରି, କାର୍ଯ୍ୟକୁ ନିଷ୍ପାଦନ କରାଯାଇପାରେ:
08:56 P ଗୁଣନ ବ୍ରାକେଟ ମଧ୍ୟରେ 2 କମା କୋଲନ୍ ଇଜ ଇକ୍ୱାଲ ଟୁ P ଗୁଣନ ବ୍ରାକେଟ ମଧ୍ୟରେ 2 କମା କୋଲନ୍ ମାଇନସ୍ 4 ଗୁଣନ P ଗୁଣନ ବ୍ରାକେଟ ମଧ୍ୟରେ 1 କମା କୋଲନ ଏବଂ Enter ଦାବନ୍ତୁ
09:28 ଏହି ପ୍ରକ୍ରିୟାକୁ ବୃହତ୍ ସିଷ୍ଟମ ଏବଂ ପ୍ରାଥମିକ କଲମ କାର୍ଯ୍ୟର ଅନ୍ୟାନ୍ୟ ପ୍ରାରୂପକୁ ବିସ୍ତାରିତ କରାଯାଇପାରେ
09:35 ରୋ ଓ କଲମଗୁଡିକୁ ସହଜରେ ମେଟ୍ରିକ୍ସରେ ଯୋଡା ଯାଇପାରିବ
09:39 ଉଦାହରଣସ୍ୱରୂପ, [5 5 -2] to P ଏଲିମେଣ୍ଟ ଥିବା ଏକ ରୋ କୁ ଯୋଡିବା ପାଇଁ, କମାଣ୍ଡ ଏହିଭଳି ହେବ:
09:48 T= ଖୋଲା ସ୍କୋୟାର ବ୍ରାକେଟ P ସେମିକୋଲନ୍, ଆଉ ଏକ ଖୋଲା ସ୍କୋୟାର ବ୍ରାକେଟ, ଏଲେମେଣ୍ଟସ 5 5 -2 ଲେଖନ୍ତୁ, ଉଭୟ ସ୍କୋୟାର ବ୍ରାକେଟ ବନ୍ଦ କରନ୍ତୁ ଏବଂ Enter ଦାବନ୍ତୁ
10:14 P ପରେ ଥିବା ସେମିକୋଲନ୍ କୁହେ ଯେ, ଏହାପରେ ସବୁକିଛି ପରବର୍ତ୍ତୀ ଧାଡିକୁ ଯିବା ଦରକାର
10:20 ଏକ ମେଟ୍ରିକ୍ସକୁ ପରିଭାଷିତ କରିବା ମାର୍ଗରେ ଏହାକୁ ଆଶା କରାଯାଏ
10:24 ଏକ ଅନୁଶୀଳନୀ ଭାବେ, ଏଠାରେ ପଜ୍ କରନ୍ତୁ ଏବଂ ସଦ୍ୟ ନିଷ୍ପାଦିତ କମାଣ୍ଡରେ, ଏକ ନୁଆ ରୋ ଚାରିପଟେ ବ୍ରାକେଟର କେତେ ଆବଶ୍ୟକତା, ତାହା ଯାଞ୍ଚ କରନ୍ତୁ
10:34 ସମୀକରଣର ସମାଧନ ପାଇଁ, ମେଟ୍ରିକ୍ସ ସଙ୍କେତଗୁଡିକ ବ୍ୟବହାର କରାଯାଇଥାଏ
10:40 ଚାଲନ୍ତୁ, ଦିଆଯାଇଥିବା ସରଳ ସମୀକରଣ ସେଟର ସମାଧାନ କରିବା:
10:44 x1 ପ୍ଲସ୍ 2x2 ମାଇନସ୍ x3 =1
10:48 ମାଇନସ୍ 2x1 ମାଇନସ୍ 6x2 ପ୍ଲସ୍ 4x3= ମାଇନସ୍ 2
10:54 ଏବଂ ମାଇନସ୍ x1 ମାଇନସ୍ 3x2 ପ୍ଲସ୍ 3x3 = 1
11:00 ଉପରୋକ୍ତ, ସମୀକରଣର ସେଟକୁ, Ax = b ଆକାରରେ ଲେଖିହେବ
11:05 ତା’ହେଲେ ସମାଧାନ, ଇନଭର୍ସ ଅଫ A ଟାଇମ୍ସ b ହେବ
11:11 ସମୀକରଣ ସେଟର ସମାଧାନ କରିବା
11:15 A କୁ ଏହିଭଳି ପରିଭାଷିତ କରାଯାଇଛି, A= ସ୍କୋୟାର ବ୍ରାକେଟ ଆରମ୍ଭ 1 ସ୍ପେସ୍ 2 ସ୍ପେସ୍ ମାଇନସ 1 ସେମିକୋଲନ୍ -2 ସ୍ପେସ୍ -6 ସ୍ପେସ୍ 4 ସେମିକୋଲନ -1 ସ୍ପେସ୍ -3 ସ୍ପେସ୍ 3 ସ୍କୋୟାର ବ୍ରାକେଟ ଶେଷ. Enter ଦାବନ୍ତୁ,
11:46 Bକୁ ଏହିଭଳି ପରିଭାଷିତ କରାଯାଇପାରେ, b ଇଜ୍ ଇକ୍ୱାଲ ଟୁ ସ୍କୋୟାର ବ୍ରାକେଟ ଆରମ୍ଭ 1 ସେମିକୋଲନ -2 ସେମିକୋଲନ 1 ସ୍କୋୟାର ବ୍ରାକେଟ ଶେଷ. Enter ଦାବନ୍ତୁ
12:04 ସମାଧାନ, x = inv (ଇନଭର୍ସ) ଅଫ A ଗୁଣନ b ଦ୍ୱାରା x ପ୍ରାପ୍ତ କରାଯାଇପାରେ
12:19 ଏହା ଧ୍ୟାନଦେବା ଯୋଗ୍ୟ କି, inv କମାଣ୍ଡରେ, ଅକ୍ଷର i ହେଉଛି ଛୋଟ
12:26 ବିକଳ୍ପ ଭାବରେ, Scilabରେ ଗୋଟିଏ backslash operation ବ୍ୟବହାର କରି ସମାନ ଉତ୍ତର ପାଇପାରିବା
12:33 ଚାଲନ୍ତୁ, ଏହାକୁ Scilab ରେ କରିବା: x ଇଜ୍ ଇକ୍ୱାଲ ଟୁ A ବ୍ୟାକସ୍ଲାଶ୍ b. Enter ଦାବନ୍ତୁ
12:44 ଏହା ସମାନ ଉତ୍ତର ଦେବ. ପୃଥକ୍ ଉପକାରିତା ଓ ଅପକାରିତା ବିଷୟରେ ଅଧିକ ଜାଣିବା ପାଇଁ, Scilab ରେ help backslash ଓ help inv ଟାଇପ କରନ୍ତୁ
12:55 ସମାଧାନର ଐକ୍ୟତା, ବ୍ୟାକ ସବଷ୍ଟିଚ୍ୟୁସନ ଦ୍ୱାରା ଯାଞ୍ଚ କରିହେବ, ଯାହା Ax-bର ଗଣନା ଦ୍ୱାରା:
13:05 A ଗୁଣନ x ବିଯୋଗ b
13:10 ପୂର୍ବରୁ ପାଇଥିବା ଉତ୍ତରକୁ, ଉପରୋକ୍ତ ଅନୁଶୀଳନୀ ଯାଞ୍ଚ କରିବ
13:14 ସମ୍ଭବତଃ, କିଛି ସିଷ୍ଟମରେ, ଉପରୋକ୍ତ ଯାଞ୍ଚ ଅନୁଶୀଳନୀ, ମଧ୍ୟବର୍ତ୍ତୀ ଫ୍ଲୋଟିଙ୍ଗ ପଏଣ୍ଟ କାର୍ଯ୍ୟ ଯୋଗୁଁ, ଯିରୋ ଏଲେମେଣ୍ଟ ଥାଇ ଏକ ମେଟ୍ରିକ୍ସ ଦେଇନପାରେ
13:27 ହେଲେ ପ୍ରକୃତରେ, ସାଧାରଣତଃ 10 raised to -16 କ୍ରମର ଗୋଟିଏ ବହୁତ ଛୋଟ ସଂଖ୍ୟା ପ୍ରାପ୍ତ ହେବ
13:34 ବର୍ତ୍ତମାନ ଟ୍ୟୁଟୋରିଆଲକୁ ପଜ୍ କରନ୍ତୁ ଏବଂ ଭିଡିଓରେ ଦିଆଯାଇଥିବା ଦ୍ୱିତୀୟ ଅନୁଶୀଳନୀକୁ ଅଭ୍ୟାସ କରନ୍ତୁ
13:49 ଏହା ଆମକୁ, MatrixOperationର ସ୍ପୋକନ ଟ୍ୟୁଟୋରିଅଲର ସମାପ୍ତିକୁ ଆଣେ
13:53 Scilabରେ ଆହୁରି ଅନେକ ଫଙ୍କସନ୍ସ ଅଛି, ଯାହା ଅନ୍ୟ ଟ୍ୟୁଟୋରିଆଲଗୁଡିକରେ କଭର କରାଯିବ
13:59 Scilab ଲିଙ୍କ୍ସଗୁଡିକୁ ଦେଖୁଥାଆନ୍ତୁ
14:02 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ
14:04 * କୋଲନ୍ ଅପରେଟର୍ ବ୍ୟବହାର କରି, ମେଟ୍ରିକ୍ସର ଏଲେମେଣ୍ଟକୁ ଆକ୍ସେସ କରିବା
14:07 * inv କମାଣ୍ଡ କିମ୍ୱା ବ୍ୟାକସ୍ଲାଶ୍ ବ୍ୟବହାର କରି, ମେଟ୍ରିକ୍ସର ଇନଭର୍ସ ଗଣନା କରିବା
14:14 * det କମାଣ୍ଡ ବ୍ୟବହାର କରି, ମେଟ୍ରିକ୍ସର ଡିଟରମିନାଣ୍ଟ ଗଣନା କରିବା
14:18 * spec କମାଣ୍ଡ ବ୍ୟବହାର କରି, ମେଟ୍ରିକ୍ସର eigen values ଗଣନା କରିବା
14:23 ଯଥାକ୍ରମରେ, ones(), zeros(), eye(), rand() ଫଙ୍କସନ୍ ବ୍ୟବହର କରି, ୱନ, ନଲ୍ ମେଟ୍ରିକ୍ସ, ଆଇଡେଣ୍ଟିଟୀ ମେଟ୍ରିକ୍ସ ଓ ରାଣ୍ଡମ୍ ଏଲେମେଣ୍ଟ ଥିବା ମେଟ୍ରିକ୍ସକୁ ପରିଭାଷିତ କରିବା
14:39 ସରଳ ସମୀକରଣ ସିଷ୍ଟମର ସମାଧାନ କରିବା
14:42 ଏହି ସ୍ପୋକନ ଟ୍ୟୁଟୋରିଆଲ, ଫ୍ରୀ ଆଣ୍ଡ ଓପନ୍ ସୋର୍ସ ସଫୱେର୍ ଇନ୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଙ୍ଗ୍ ଏଜୁକେଶନ୍ (FOSSEE) ଦ୍ୱାରା ପ୍ରସ୍ତୁତ କରାଯାଇଛି
14:51 FOSSEE ପ୍ରୋଜେକ୍ଟ ଉପରେ ଅଧିକ ସୂଚନା, fossee.in କିମ୍ବା scilab.in ୱେବସାଇଟରେ ଉପଲବ୍ଧ ଅଛି
14:58 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
15:05 ଅଧିକ ସୂଚନା ପାଇଁ, ଦୟାକରି ସ୍ପୋକନ ହାଇଫେନ ଟ୍ୟୁଟୋରିଆଲ ଡଟ୍ org ସ୍ଲାଶ୍ NMEICT ହାଇଫେନ୍ introକୁ ଯା’ନ୍ତୁ. (spoken-tutorial.org/NMEICT-Intro)
15:14 ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ଆପଣଙ୍କଠାରୁ ବିଦାୟ ନେଉଛି
15:18 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep