PHP-and-MySQL/C2/XAMPP-in-Windows/Oriya

From Script | Spoken-Tutorial
Revision as of 17:03, 13 July 2018 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, PHP Academyକୁ ସ୍ଵାଗତ
00:04 Alexଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଏହି ମୌଳିକ ଟ୍ୟୁଟୋରିଆଲରେ ଆପଣଙ୍କୁ web serverକୁ ଇନଷ୍ଟଲ୍ କରାଯିବା ବର୍ଣ୍ଣନା କରାଯିବ. PHPକୁ ଇନଷ୍ଟଲ୍ କରିବା ଅର୍ଥ ଯାହାକୁ ଆମେ ବ୍ୟବହାର କରିବାକୁ ଯାଉଛେ ତଥା mysql ଯାହା ଏହି ପ୍ୟାକେଜ୍ ସହିତ ଆସିଥାଏ ଏବଂ ବର୍ତ୍ତମାନ ଆମେ ଯାହାକୁ ବ୍ୟବହାର କରିବା
00:22 ଆମେ XAMPP ନାମକ କିଛି ବ୍ୟବହାର କରିବାକୁ ଯାଉଛେ. ଆପଣ ଏହାକୁ ZAMP ମଧ୍ୟ କହିପାରନ୍ତି ଯାହାକୁ ଏହି ପରି ଉଚ୍ଚାରଣ କରାଯାଇଥାଏ, ଯାହାହେଉ ମୁଁ ଏହାକୁ XAMPP ଭଳି ରେଫର୍ କରିବି
00:34 ଆପଣଙ୍କ ସର୍ଭରକୁ ଅଦ୍ୟତନ ତଥା PHPର ଇନଷ୍ଟଲେଶନ୍ ସମୟରେ ଏହା ରନ୍ କରିବା ଏବଂ ଆପଣଙ୍କ mysql ଡେଟାବେସ୍ ପାଇଁ ଏଠାରେ ପ୍ରଦତ୍ତ ଥିବା ୱେବସାଇଟକୁ ଯିବା ଆବଶ୍ୟକ ଅଟେ
00:46 apachefriends.orgକୁ ଯା’ନ୍ତୁ କିମ୍ବା ଗୁଗଲରେ XAMPP ପାଇଁ ସର୍ଚ କରନ୍ତୁ
00:52 ଏଠାରେ ଦିଆଯାଇଥିବା ଭଳି ଏହା ଏହିପରି ଉଚାରିତ ହୋଇଥାଏ: X-A-M ଓ ଡବଲ୍ P
00:58 ଏବଂ ବର୍ତ୍ତମାନ ଏହାକୁ Windows ପାଇଁ କିପରି ଇନଷ୍ଟଲ୍ କରାଯାଏ, କିପରି ସବୁକୁ ଅଦ୍ୟତନ ତଥା ୱିଣ୍ଡୋ ଇନଷ୍ଟଲେଶନ୍ ପାଇଁ ରନ୍ କରାଯିବ ମୁଁ ପ୍ରଦର୍ଶନ କରିବି
01:06 ଯଦି ଆପଣ ଅନ୍ୟ କିଛି ସାହାଯ୍ୟ ଆବଶ୍ୟକ କରନ୍ତି ଯେପରି Linux କିମ୍ବା ଅନ୍ୟ ଅପରେଟିଙ୍ଗ ସିଷ୍ଟମ୍ ତେବେ ମୋତେ ଜଣାନ୍ତୁ, ମୁଁ ଖୁସିରେ ଗୋଟିଏ ଟ୍ୟୁଟୋରିଆଲର ନିର୍ମାଣ କରିବି
01:15 ତେଣୁ, ଏହି ୱେବସାଇଟକୁ ଆସିବା ସହିତ ଏଠାରେ ଏହି Installerକୁ ଚୟନ କରିବା ଆବଶ୍ୟକ
01:19 ବର୍ତ୍ତମାନ ଏହି ପେଜ୍ ଦୃଶ୍ୟମାନ ହେବ ଏବଂ ଗୋଟିଏ ଭର୍ସନ୍ ନମ୍ବର୍ ସହିତ ଏହି ଭଳି ଗୋଟିଏ ଫାଇଲ୍ ଡାଉନଲୋଡ୍ ହେବା ସହିତ ଏହା ସମାପ୍ତ ହେବ
01:29 ପ୍ରଥମେ ଏଥି ପାଇଁ Installerକୁ ଚୟନ କରନ୍ତୁ
01:32 ଇନଷ୍ଟଲ୍ କରିବା ପାଇଁ କେବଳ ଡବଲ୍ କ୍ଲିକ୍ ଓ ରନ୍ କରିବା ସହିତ ଆପଣଙ୍କ ଭାଷା ଚୟନ କରନ୍ତୁ
01:37 ଆପଣ ଏହି ବାର୍ତ୍ତା ପ୍ରାପ୍ତ କରିପାରନ୍ତି, ମୁଁ Windows Vista ବ୍ୟବହାର କରୁଛି ତେଣୁ ଏହା Windows Vista Account is deactivated on your system, ବୋଲି କହିବ
01:46 ଆମେ ବ୍ୟବହାର କରୁଛେ ସେଥିପାଇଁ ଏହାର ଅବଶ୍ୟକତା ନାହିଁ. ତେଣୁ ଏହାକୁ ପ୍ରାପ୍ତ କରିଥିବା ସ୍ଥଳେ ଏଡାଇଦିଅନ୍ତୁ
01:52 ଏବଂ ଏଠାରେ ଆପଣ ଇନଷ୍ଟଲେଶନ୍ ସହିତ ଆଗକୁ ବଢିପାରନ୍ତି
01:56 କାର୍ଯ୍ୟକୁ ସରଳ କରିବା ସକାଶେ ଆପଣ ଆପଣଙ୍କ ନିଜ local driveରେ ଗୋଟିଏ ଫୋଲ୍ଡରକୁ ଚୟନ କରିଥିବା ସୁନିଶ୍ଚିତ କରନ୍ତୁ. ଏହାକୁ Program Filesରେ ରଖିବା ସହିତ ଅସୁବିଧାରେ ପଡନ୍ତୁ ନାହିଁ
02:04 ଏହି ବିକଳ୍ପଗୁଡିକ ପ୍ରକୃତରେ ଆପଣଙ୍କ ଉପରେ ନିର୍ଭର କରେ. ମୁଁ ବିକଳ୍ପ Create a XAMPP desktopକୁ ଚେକ୍ କରିବି. କିନ୍ତୁ ମୁଁ ଏହାକୁ ଚୟନ କରିବି ନାହିଁ
02:16 ବର୍ତ୍ତମାନ ଆପଣ Install Apache as service ଏବଂ Install MySQL as serviceକୁ ଚୟନ କରିବା ଆବଶ୍ୟକ
02:24 ଏହା ଏହାକୁ ଗୋଟିଏ Systems Service ଭାବେ ସଂଯୁକ୍ତ କରିଦେବ ଏବଂ ଆପଣଙ୍କ କମ୍ପ୍ୟୁଟର୍ ରନ୍ ହେବାର ପ୍ରତ୍ୟେକ ସମୟରେ ଏହା ରନ୍ କରିବ
02:31 ଏଗୁଡିକୁ ଅନଚେକ୍ ରଖିବା ସ୍ଵାଗତଯୋଗ୍ୟ ଅଟେ; ସହଜ ବ୍ୟବହାର ପାଇଁ ମୁଁ ସେଗୁଡିକୁ ଚେକ୍ କରି ରଖିବି
02:36 ଏବଂ ବର୍ତ୍ତମାନ ଏହା ଇନଷ୍ଟଲ୍ ହେବା ପାଇଁ ପ୍ରସ୍ତୁତ ଅଟେ. ବର୍ତ୍ତମାନ ମୁଁ ତାହାକୁ ପୂର୍ବାବସ୍ଥାରେ ଛାଡିଦେବି, ଭିଡିଓକୁ ପଜ୍ କରିବା ସହିତ ଯେତେବେଳେ ସମସ୍ତ ଇନଷ୍ଟଲ୍ ହୋଇଯିବ ମୁଁ ଫେରିଆସିବି
02:47 ତା’ପରେ ଆପଣଙ୍କ PHP ଇନଷ୍ଟଲେଶନ୍ ପାଇଁ ବାକି ଥିବା ସେଟିଙ୍ଗକୁ ମୁଁ ବର୍ଣ୍ଣନା କରିବି
02:53 ଦୟାକରି ଧ୍ୟାନଦିଅନ୍ତୁ ଯେ ଏହାକୁ ଇନଷ୍ଟଲ୍ କରିବା ପୂର୍ବରୁ ଯଦି ଏଠାରେ ଗୋଟିଏ ଶୁନ୍ୟ ବ୍ରାଉଜର୍ ଥାଏ ଏବଂ ଲୋକାଲହୋଷ୍ଟକୁ ଆକ୍ସେସ୍ କରିବାକୁ ଚେଷ୍ଟା କରନ୍ତି...
03:00 ତେବେ ଏହା ଲୋକାଲ୍ ୱେବ୍ ସର୍ଭରର ହୋଷ୍ଟ ଅଟେ
03:05 ସାଧାରଣତଃ ଅମ ପାଖରେ google dot com ଭଳି ଗୋଟିଏ ୱେବ୍ ଆଡ୍ରେସ୍ ଥାଏ କିନ୍ତୁ ଆମେ ଏହାକୁ localhost ଭାବେ ଆଡ୍ରେସ୍ କରିବା
03:12 ଏଠାରେ Failed to connect ନାମକ ଗୋଟିଏ ତୃଟି ବାର୍ତ୍ତାକୁ ଆପଣ ଦେଖିପାରିବେ
03:17 କିନ୍ତୁ ଯେତେବେଳେ ଆମେ XAMPPକୁ ଇନଷ୍ଟଲ୍ କରିଛନ୍ତି ଏବଂ ବିକଳ୍ପ localhostକୁ ପୁନର୍ବାର ଚୟନ କରିବା ଦ୍ଵାରା, ପ୍ରକୃତରେ ସିଧାସଳଖ ଆମ ସର୍ଭର୍ ସହିତ ସଂଯୋଗ ହୋଇଯାଇଛି
03:26 Apache ଯାହା http webserver ଅଟେ, ଏହାକୁ ଇନଷ୍ଟଲ୍ କରିବା ଆମ ପାଇଁ XAMPP ସହଜ କରିଦେଇଥାଏ ଏବଂ ଏହା ଉପରେ php moduleକୁ ଏବଂ ତା’ପରେ ସର୍ଭରରେ mysql databaseକୁ ଇନଷ୍ଟଲ୍ କରିବ
03:40 ତେଣୁ, ଇନଷ୍ଟଲ୍ କରିସାରିବା ପରେ ଯେତେବେଳେ ଆମେ ଏହି ସ୍ଥାନକୁ ଫେରିଆସିବା, ରନ୍ କରିବା ଦ୍ଵାରା localhost ନିଶ୍ଚିତରୂପେ କାର୍ଯ୍ୟ କରିବ
03:46 ଏବଂ ଆପଣଙ୍କ localhost directoryରେ କିପରି ଫାଇଲଗୁଡିକୁ ସ୍ଥାପିତ କରିବେ ତାହା ମଧ୍ୟ ମୁଁ ପ୍ରଦର୍ଶନ କରିବି
03:52 ଏହାକୁ localhost କୁହାଯାଏ ନାହିଁ କିନ୍ତୁ ଆମେ ୱେବ ସର୍ଭରରେ ଏହିପରି ଆମର root serverକୁ ସମ୍ବୋଧିତ କରିପାରିବା
04:01 ତେଣୁ ଯେତେବେଳେ ତାହାର ଇନଷ୍ଟଲ୍ ସମାପ୍ତ ହେବ, ଭିଡିଓକୁ ଫେରିଆସିବା ସହିତ ଆଗକୁ ବଢନ୍ତୁ
04:06 ଠିକ୍ ଅଛି, ଆମର ଇନଷ୍ଟଲ୍ ପ୍ରକ୍ରିୟା ସମାପ୍ତ ହୋଇଛି ଏବଂ ବର୍ତ୍ତମାନ ଦୃଶ୍ୟମାନ ହେଉଥିବା କିଛି ବାର୍ତ୍ତା ଅଛି
04:11 ଆଗକୁ ବଢିବା ସହିତ Finishରେ କ୍ଲିକ୍ କରନ୍ତୁ
04:14 ଆପଣ ଏଠାରେ ଦେଖିପାରିବେ ଯେ ଆମେ ଏଠାରେ ଦରକାରୀ ports ପାଇଁ ଯାଞ୍ଚ କରୁଛୁ
04:23 ଏହାର ଅର୍ଥ ହେଉଛି ଯେ ଏହା port 80କୁ ଯାଞ୍ଚ କରୁଛି ଯାହା ମୁଁ ଭାବୁଛି mysql ଅଟେ
04:27 ଯାହାହେଉ ଯେତେବେଳ ପର୍ଯ୍ୟନ୍ତ ଆପଣ ଏଠାରେ ତୃଟି ପ୍ରାପ୍ତ କରିବେ ନାହିଁ ଆପଣ ନିରାପଦ ଅଟନ୍ତି
04:32 ଆପଣ ଦେଖିପାରିବେ ଯେ ଏଠାରେ Apache 2.2 ସହିତ ସେଟ୍ ଅପ୍ ହୋଇଛି
04:36 ଏବଂ ସେବା ଆରମ୍ଭ ହେବା ଭଳି ଏବଂ mysql ସେବା ମଧ୍ୟ ଆରମ୍ଭ ହେବା ଭଳି ଦୃଶ୍ୟମାନ ହେବ
04:42 ଏବଂ ଆମ ଇନଷ୍ଟଲେଶନର ସମାପ୍ତିକୁ ସୂଚାଉଥିବା ଗୋଟିଏ ବାର୍ତ୍ତା ପ୍ରାପ୍ତ ହେବ
04:46 ବର୍ତ୍ତମାନ ଆପଣ XAMPPର କଣ୍ଟ୍ରୋଲ୍ ପ୍ୟାନେଲକୁ ଆରମ୍ଭ କରିପାରିବେ. Yesରେ କ୍ଲିକ୍ କରିବା ସହିତ ଆମେ ତାହାକୁ ଏଠାକୁ ଆଣିପାରିବା
04:52 Apache ସର୍ଭର୍ ତଥା Mysql ସର୍ଭର୍ ରନ୍ ହେଉଥିବା ଆପଣ ଦେଖିପାରିବେ
04:58 ଏଠାରେ PHPକୁ ଦେଖିପାରିବେ ନାହିଁ କାରଣ PHP ଆମ ୱେବ ସର୍ଭରର ଏକ ଅଂଶ ଅଟେ ଏବଂ Apacheର ମଧ୍ୟ. ଏହା ଗୋଟିଏ ଅଲଗା ମୋଡ୍ୟୁଲ୍ ଭାବେ ଇନଷ୍ଟଲ୍ ହୋଇଛି, ଗୋଟିଏ ସେବା ଭାବେ ନୁହେଁ. ଆମ ୱେବ୍ ସର୍ଭରରେ ଅଧିକ ଗୋଟିଏ ମୋଡ୍ୟୁଲର ସଂଯୁକ୍ତୀକରଣ ଅଟେ
05:14 ତେଣୁ, ଚାଲନ୍ତୁ ପୁନର୍ବାର ଏଠାରେ ଆମ ପେଜକୁ ଲୋଡ୍ କରିବା
05:17 ଏବଂ ଆପଣ ଦେଖିପାରିବେ ଯେ ପୁନର୍ବାର localhostରେ Enterକୁ ଦାବିବା ଦ୍ଵାରା ଆଶା କରାଯିବା ଭଳି XAMPP ସହିତ ସଂଯୁକ୍ତ ହୋଇଯାଇଛି
05:25 ସାଧାରଣ ଭାବେ କରିବା ଭଳି ଆମ ୱେବସର୍ଭର୍ ମଧ୍ୟରେ ଆମେ ଗୋଟିଏ ନିର୍ଦ୍ଦିଷ୍ଟ ଡାଇରେକ୍ଟୋରୀକୁ ଦେଖିପାରିବା
05:30 ବର୍ତ୍ତମାନ ପାଇଁ ଆଗକୁ ବଢିବା ସହିତ Englishରେ କ୍ଲିକ୍ କରନ୍ତୁ
05:33 ଏବଂ ଏଠାରେ XAMPPର ସେଟ୍ ଅପ୍ ଥିବା ଆପଣ ଦେଖିପାରିବେ
05:37 ଠିକ୍ ଅଛି ବର୍ତ୍ତମାନ ମୁଁ ଏଠାରେ ମୋ’ର C ଡ୍ରାଇଭକୁ ଖୋଲିବାକୁ ଯାଉଛି ଏବଂ ଏଠାରେ ଏହା ମଧ୍ୟରେ ଆପଣ ଦେଖିପାରିବେ
05:42 ଏବଂ ଆମେ ଇନଷ୍ଟଲ୍ କରିଥିବା XAMPPରେ କ୍ଲିକ୍ କରନ୍ତୁ ଯାହା installation directory ଅଟେ
05:49 ଆମେ ଏଠାରେ କିଛି ଫାଇଲ୍ ପ୍ରାପ୍ତ କରିବା କିନ୍ତୁ ମୁଖ୍ୟ ଫାଇଲ୍ htdocsକୁ ଲକ୍ଷ୍ୟ କରନ୍ତୁ. phpରେ ପ୍ରୋସେସ୍ ହୋଇଥିବା ତଥା ଆପଣଙ୍କ ୱେବସର୍ଭରରେ ରନ୍ କରିବାକୁ ଚାହୁଁଥିବା ଫାଇଲଗୁଡିକୁ ଏଠାରେ ରଖନ୍ତୁ
06:02 ତେଣୁ, ଯଦି ଆପଣ ଏହା ଉପରେ ଡବଲ୍ କ୍ଲିକ୍ କରନ୍ତି ତେବେ ଏଠାରେ ବିଭିନ୍ନ ପ୍ରକାରର ଫାଇଲଗୁଡିକୁ ଦେଖିପାରିବେ
06:07 ଏବଂ ଏଠାରେ ଆପଣ ଏହି index.html ନାମକ ଫାଇଲକୁ ଦେଖିପାରିବେ. ବର୍ତ୍ତମାନ ପାଇଁ ଏହା ଏଠାରେ ଥିବା index.php ଅଟେ
06:15 ଏବଂ index dot ଫାଇଲରେ ଥିବା ଯେକୌଣସି ଜିନିଷ ଅଟୋମାଟିକାଲୀ ଷ୍ଟାର୍ଟ ଅପ୍ ହୋଇଯିବ
06:20 ଆପଣ ଏହାକୁ ପରିବର୍ତ୍ତନ କରିପାରିବେ କିନ୍ତୁ ବର୍ତ୍ତମାନ ପାଇଁ ଏହାକୁ ଏହିପରି ଛାଡିଦିଅନ୍ତୁ
06:25 ଏବଂ ଏଠାରେ phpacademy ନାମକ ଗୋଟିଏ ଫୋଲ୍ଡର୍ ପ୍ରାପ୍ତ ହେବ
06:29 ଗୋଟିଏ ନୂତନ ଟେକ୍ସଟ ଡକୁମେଣ୍ଟ ସୃଷ୍ଟି କରନ୍ତୁ. ପ୍ରକୃତରେ ମୁଁ ଏହାକୁ ମୋ’ର କଣ୍ଟେକ୍ସଟ ଏଡିଟରରେ କରିବି ଯେହେତୁ ଏହା ସୁବିଧାଜନକ ଅଟେ
06:38 ଏହାକୁ ଛାଡି ଆଗକୁ ବଢନ୍ତୁ. ଠିକ୍ ଅଛି ଗୋଟିଏ ନୂତନ ଫାଇଲ୍ ସୃଷ୍ଟି କରନ୍ତୁ
06:44 ମୁଁ ତାହାକୁ ଏଠାରେ ଥିବା ମୋ’ର htdocs ଫୋଲ୍ଡର୍ ମଧ୍ୟରେ ସେଭ୍ କରିବି ଏବଂ ଏହାକୁ phpinfo ଓ dot php ଭାବେ ସେଭ୍ କରନ୍ତୁ
06:53 ଏବଂ ଏହା ମଧ୍ୟରେ ମୁଁ କିଛି php କୋଡକୁ ଟାଇପ୍ କରିବି
06:59 ଏବଂ ଏହା php underscore info ହେବ ଏବଂ ଦୁଇଟି ବ୍ରାକେଟ୍ ଆବଶ୍ୟକ କରିବ, ତା’ପରେ ଗୋଟିଏ line terminator ଆବଶ୍ୟକ ହେବ
07:06 ଯଦି ଆପଣ ଏହାକୁ ବୁଝିପାରୁ ନାହାଁନ୍ତି ତେବେ ଏହା ଶିଖିବାର ଆବଶ୍ୟକତା ନାହିଁ. ଦୈନନ୍ଦିନ ବ୍ୟବହାର ପାଇଁ ଏହା ଏକ ସାଧାରଣ ଜିନିଷ ନୁହେଁ ଯାହା ଆପଣ ଜାଣିବା ଆବଶ୍ୟକ
07:14 ଏହା କେବଳ ଆମ PHP server କିମ୍ବା ଆମ ୱେବ ସର୍ଭରର php ଇନଷ୍ଟଲେଶନ୍ ପାଇଁ କିଛି ତଥ୍ୟ ପ୍ରଦାନ କରିଥାଏ
07:20 ତେଣୁ ଏଠାକୁ ଫେରିଆସିବା ସହିତ ଏଠାରେ ଏହାକୁ ଆଡ୍ରେସ୍ କରନ୍ତୁ; ତେଣୁ localhost ଆବଶ୍ୟକ
07:26 ଏବଂ htdocs କିମ୍ବା ଏହା ଭଳି ଆଉକିଛି ଟାଇପ୍ କରିବାର ଆବଶ୍ୟକତା ନାହିଁ
07:29 ଆମର କେବଳ localhost ଏବଂ ଟାଇପ୍ କରିବା ଆବଶ୍ୟକ, ଆମ ଫାଇଲକୁ କ’ଣ କୁହାଯାଏ ଚାଲନ୍ତୁ ଦେଖିବା: phpinfo dot php. Enter ଦାବନ୍ତୁ
07:42 underscoreର ଆବଶ୍ୟକତା ନାହିଁ. ତେଣୁ ସେଇଟିକୁ ବାହାର କରିବା ସହିତ ରିଫ୍ରେଶ୍ କରନ୍ତୁ
07:50 ଏଠାରେ ଦେଖିପାରିବେ ଯେ ଅନେକ ଡେଟା ସହିତ ଆପଣଙ୍କର php information file ଅଛି
07:55 ତେଣୁ, ଏଠାରେ ଆମର htdocs ଫାଇଲ୍ ମଧ୍ୟରେ ଗୋଟିଏ php script ରନ୍ କରୁଛି
08:01 ତେଣୁ ଯଦି favicon dot icoକୁ ଆଡ୍ରେସ୍ କରାଯାଏ ତେବେ ଆମେ ତାହା ପ୍ରାପ୍ତ କରିବା ଦେଖିପାରିବା
08:10 htdocs ମଧ୍ୟରେ ଯେକୌଣସି ଫାଇଲକୁ ରଖିବା ଦ୍ଵାରା ସେଗୁଡିକ php ମାଧ୍ୟମରେ ଆପଣଙ୍କ web-server ଦ୍ଵାରା ପ୍ରୋସେସ୍ ହେବ
08:18 ଏଠାରେ ମୁଁ ସୃଷ୍ଟି କରିଥିବା ଟ୍ୟୁଟୋରିଅଲଗୁଡିକରେ ଆପଣ ଲେଖିଥିବା ଯେକୌଣସି ଫାଇଲକୁ କେବଳ htdocs ମଧ୍ୟରେ ରଖନ୍ତୁ ଯାହା c : \ xampp and htdocs ମଧ୍ୟରେ ଥିବା ଗୋଟିଏ ଫୋଲ୍ଡର୍ ଅଟେ ଏବଂ ତାହା ମଧ୍ୟରେ ଥିବା ଯେକୌଣସି ଜିନିଷ ପ୍ରୋସେସ୍ ହୋଇଯିବ
08:34 ଏବଂ ଆପଣ ଏହାକୁ localhost କିମ୍ବା 127.0.0.1 ମାଧ୍ୟମରେ ଆଡ୍ରେସ୍ କରିପାରିବେ. Enter ଦାବିବା ଦ୍ଵାରା କିଛି ପରିବର୍ତ୍ତନ ହେଉ ନଥିବା ଆପଣ ଦେଖିପାରିବେ. ଏହା ଆପଣଙ୍କର ସେହି ଲୋକାଲ୍ ୱେବ-ସର୍ଭର୍ ଅଟେ
08:50 ଆମେ XAMPPକୁ ଇନଷ୍ଟଲ୍ କରିସାରିଛେ ଯାହା ଗୋଟିଏ ସହଜ ମାର୍ଗ ଅଟେ; ଆପଣଙ୍କର Apache ସେବା ଓ mysql ସେବାକୁ ଇନଷ୍ଟଲ୍ କରିବା ପାଇଁ ଏହା ସର୍ଟକଟ୍ ମାର୍ଗ ଅଟେ ଯାହା ପରବର୍ତ୍ତୀ ସମୟରେ ବ୍ୟବହାର ହେବାକୁ ଥିବା ଆପଣଙ୍କର ଡେଟାବେସ୍ ସେବା ଅଟେ ଏବଂ php ଫାଇଲଗୁଡିକୁ ପ୍ରୋସେସ୍ କରିବା ସକାଶେ Apache ପାଇଁ php module ମଧ୍ୟ ଅଟେ; ନିଶ୍ଚିତରୂପେ ତାହା ଅତି ଦରକାରୀ ଅଟେ
09:10 ଆମେ XAMPPକୁ ଡାଉନଲୋଡ୍ କରିବା ସହିତ ଇନଷ୍ଟଲ୍ କରିସାରିଛେ ଏବଂ ଏହାକୁ ଆପଣଙ୍କ ୱେବ୍-ସର୍ଭର୍ ମାଧ୍ୟମରେ କିପରି ଗୋଟିଏ ଫାଇଲକୁ create ତଥା run କରାଯାଏ ମୁଁ ପ୍ରଦର୍ଶନ କରିଛି
09:16 ତେଣୁ ଆଶାକରୁଛି ଟ୍ୟୁଟୋରିଆଲଗୁଡିକ ବ୍ୟବହାର କରି ଆରମ୍ଭ କରିପାରିବେ. ଯଦି କିଛି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ମୋତେ ଯୋଗାଯୋଗ କରିବା ପାଇଁ ସଂକୋଚ କରନ୍ତୁ ନାହିଁ
09:23 ଦୟାକରି ସବସ୍କ୍ରାଇବ୍ କରନ୍ତୁ ଏବଂ ଆଗାମୀ ଟ୍ୟୁଟୋରିଆଲରେ ସାକ୍ଷ୍ୟାତ ହେବ
09:26 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.ଧନ୍ୟବାଦ

Contributors and Content Editors

Pradeep