OpenFOAM/C3/Using-Template-files-in-PyFoam/Oriya

From Script | Spoken-Tutorial
Revision as of 14:27, 4 November 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Using Template files in PyFoam ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ PyFoam Utilitiesର ଫଙ୍କଶନକୁ ବୁଝିବା
00:13 ଟେମ୍ପ୍ଲେଟ୍ ଫାଇଲଗୁଡିକୁ ସୃଷ୍ଟି ଓ ବ୍ୟବହାର କରିବା
00:17 supersonic flow over wedgeର ସମାଧାନ କରିବା ପାଇଁ PyFoamFromTemplate dot pyକୁ ବ୍ୟବହାର କରିବା
00:24 template ଫାଇଲଗୁଡିକୁ ବ୍ୟବହାର କରି ବିଭିନ୍ନ wedge angles ପାଇଁ ଏହାକୁ ରନ୍ କରିବା
00:29 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ Ubuntu Linux Operating System 14.04
00:36 OpenFOAM 2.3.0

PyFoam 0.6.5 ବ୍ୟବହାର କରୁଛି

00:42 ଏହି ଟ୍ୟୁଟୋରିଆଲର ଅଭ୍ୟାସ ପାଇଁ ୟୁଜରଙ୍କର Linux terminalର ବ୍ୟବହାର ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ
00:49 OpenFOAM କେସଗୁଡିକୁ ରନ୍ ଓ ବିଶ୍ଳେଷଣ କରିବାରେ ଅଭିଜ୍ଞତା ଥିବ
00:54 ଯଦି ନାହିଁ ତେବେ ଦୟାକରି Linux ଓ OpenFOAM ଉପରେ ଥିବା ଟ୍ୟୁଟୋରିଆଲ୍ ସିରିଜଗୁଡିକୁ ରେଫର୍ କରନ୍ତୁ
01:00 template ଫାଇଲଗୁଡିକ କ’ଣ?
01:03 Template ଫାଇଲଗୁଡିକ blockMeshDict or controlDict ଭଳି OpenFOAM ଫାଇଲଗୁଡିକୁ ସୃଷ୍ଟି କରିବାରେ ବ୍ୟବହୃତ ହୁଏ
01:10 Template ଫାଇଲଗୁଡିକୁ ପ୍ରୋଗ୍ରାମ୍ କରିହେବ ଯାହାଦ୍ଵାରା ଆମେ କ୍ରମାନୁସାରେ ଡେଟାକୁ ସୃଷ୍ଟି କରିପାରିବା
01:16 template ଫାଇଲ୍ ନିମ୍ନଲିଖିତ ସହିତ ଗୋଟିଏ OpenFOAM ଫାଇଲ୍ ହୋଇପାରେ -
01:22 $$ ଦ୍ଵାରା ଆରମ୍ଭ ହୋଇଥିବା ଯେକୌଣସି ଲାଇନ୍ ଗୋଟିଏ Python program ଲାଇନ୍ ଅଟେ
01:28 ଏହା Python ଦ୍ଵାରା ନିଷ୍ପାଦନ ହେବ
01:31 ଫାଇଲ୍ ମଧ୍ୟରେ ଥିବା ଯେକୌଣସି ଭେରିଏବଲକୁ ସିଣ୍ଟାକ୍ସ vertical pipe dash variable name dash vertical pipeକୁ ବ୍ୟବହାର କରି ପ୍ରତିସ୍ଥାପନ କରିପାରିବେ
01:42 ଗୋଟିଏ template ଫାଇଲକୁ ବ୍ୟବହାର କରିବା ପାଇଁ ନିମ୍ନଲିଖିତ ସୋପାନଗୁଡିକ ଅନୁକରଣୀୟ ଅଟେ:
01:47 ପ୍ରଥମେ ବିଦ୍ୟମାନ ଥିବା ଗୋଟିଏ ଫାଇଲକୁ କପୀ କରନ୍ତୁ
01:50 ଏହା ପରେ ଗୋଟିଏ template ଫାଇଲ୍ ସୃଷ୍ଟି କରନ୍ତୁ
01:54 ତା’ପରେ PyFoamFromTemplate ଡଟ୍ pyକୁ ରନ୍ କରନ୍ତୁ
01:58 Template ଫାଇଲ୍ blockMeshDict ପାଇଁ ସୃଷ୍ଟି ହେବ
02:02 ଗୋଟିଏ ଉଦାହରଣ କ୍ଷେତ୍ରରେ ଆମେ ଏକ wedge ଉପରେ supersonic flowକୁ ବ୍ୟବହାର କରିବା. କେସ୍ ଫାଇଲ୍ rhoCentralFoam solverରେ ଉପଲବ୍ଧ ଅଛି
02:12 terminalକୁ ଖୋଲନ୍ତୁ. rhoCentralFoam ପାଇଁ compressible solvers ମଧ୍ୟରେ path ଟାଇପ୍ କରନ୍ତୁ
02:22 ବର୍ତ୍ତମାନ Wedge15Ma5 case directoryକୁ cp ସ୍ପେସ୍ minus r ସ୍ପେସ୍ Wedge15Ma5 ସ୍ପେସ୍ ସହିତ OpenFOAM directoryର ପାଥକୁ ଟାଇପ୍ କରି OpenFOAM directory ମଧ୍ୟକୁ କପୀ କରିବା ସହିତ Enter ଦାବନ୍ତୁ
02:46 terminal ଉପରେ OpenFOAM directory ମଧ୍ୟରେ Wedge15Ma5 folder ପାଇଁ ପାଥକୁ ଟାଇପ୍ କରନ୍ତୁ
02:53 constant ମଧ୍ୟରେ ଥିବା polyMesh directoryସ୍ଥିତ blockMeshDict file ପାଇଁ ପାଥକୁ ଟାଇପ୍ କରନ୍ତୁ
03:00 ନିଜ ପସନ୍ଦର ଯେକୌଣସି ଏଡିଟରରେ blockMeshDict ଫାଇଲକୁ ଖୋଲନ୍ତୁ
03:06 vertices ବିଭାଗକୁ ଦେଖିପାରିବେ
03:09 slopeର ପ୍ରାନ୍ତ ବିନ୍ଦୁଗୁଡିକର co-ordinatesକୁ ଗଣନା କରିବା ଆବଶ୍ୟକ ଅଟେ
03:14 angleକୁ ଆଧାର କରି ନିମ୍ନଲିଖିତ ଲାଇନଗୁଡିକୁ ପରିବର୍ତ୍ତନ କରନ୍ତୁ
03:19 terminalକୁ ଫେରିଆସନ୍ତୁ
03:22 ଆପଣଙ୍କ blockMeshDict ଫାଇଲକୁ blockMeshDict dot template ବୋଲାଉଥିବା ଗୋଟିଏ ଫାଇଲ୍ ମଧ୍ୟକୁ କପୀ କରନ୍ତୁ
03:29 ନିମ୍ନଲିଖିତ ଟାଇପ୍ କରନ୍ତୁ- cp ସ୍ପେସ୍ minus r ସ୍ପେସ୍ blockMeshDict ସ୍ପେସ୍ blockMeshDict ଡଟ୍ template
03:40 geditକୁ ବ୍ୟବହାର କରି blockMeshDict dot template ଫାଇଲକୁ ଖୋଲନ୍ତୁ
03:46 convertToMeters ଉପରେ ନିମ୍ନଲିଖିତ ଲାଇନଗୁଡିକୁ ସଂଯୁକ୍ତ କରନ୍ତୁ
03:51 $$ (dollar dollar) ଦ୍ଵାରା ଆରମ୍ଭ ହେଉଥିବା ଯେକୌଣସି ଲାଇନ୍ ଗୋଟିଏ Python ଲାଇନ୍ ଅଟେ ଏବଂ Python ଦ୍ଵାରା ଅନୁବାଦିତ ଓ ନିଷ୍ପାଦିତ ହେବ
04:02 verticesର ଏଣ୍ଟ୍ରୀକୁ template ଫାଇଲ୍ ମଧ୍ୟରେ ଆସାଇନ୍ ହୋଇଥିବା
04:06 Python variables ଭଳି ରୂପାନ୍ତର କରିବା ସହିତ ଫାଇଲ୍ ମଧ୍ୟରେ ଯେକୌଣସି ସ୍ଥାନରେ ପ୍ରତିସ୍ଥାପିତ ହେବା ଆବଶ୍ୟକ
04:14 ଏହା କରିବା ପାଇଁ ଫାଇଲ୍ ମଧ୍ୟରେ vertical pipe dash variable name dash vertical pipeକୁ ବ୍ୟବହାର କରନ୍ତୁ
04:22 ଏହି ଫାଇଲ୍ ମଧ୍ୟରେ ହୋଇଥିବା ପରିବର୍ତ୍ତନକୁ ଦେଖିପାରିବେ
04:26 ବର୍ତ୍ତମାନ ଗୋଟିଏ ଶୁନ୍ୟ ଫାଇଲ୍ ସୃଷ୍ଟି କରନ୍ତୁ
04:30 terminalରେ gedit templateFileConst ଟାଇପ୍ କରିବା ସହିତ Enter ଦାବନ୍ତୁ
04:40 dummy space 1.0 semicolon ଟାଇପ୍ କରି ଏହା ମଧ୍ୟରେ ଗୋଟିଏ ଡମୀ ଏଣ୍ଟ୍ରୀ ସୃଷ୍ଟି କରନ୍ତୁ
04:48 ଗୋଟିଏ ଡମୀ ଏଣ୍ଟ୍ରୀ ବାଧ୍ୟତାମୁଳକ ଅଟେ
04:51 ଯେକୌଣସି constant ସହିତ ଗୋଟିଏ ଏକ୍ସଟରନାଲ୍ dict ଉପଲବ୍ଧ କରାଇବା ଆବଶ୍ୟକ ଯାହାକୁ template ଫାଇଲରେ ବ୍ୟବହାର କରାଯିବ
04:59 ଫାଇଲକୁ ସେଭ୍ କରିବା ସହିତ ବନ୍ଦ କରନ୍ତୁ
05:04 ବର୍ତ୍ତମାନ template କମାଣ୍ଡକୁ ରନ୍ କରିବାକୁ ହେବ
05:08 ଏହି କମାଣ୍ଡକୁ terminalରେ ଟାଇପ୍ କରିବା ସହିତ Enter ଦାବନ୍ତୁ
05:15 ଆମେ ଦେଖିପାରିବା ଯେ ଦୁଇଟି ନୁଆ ଫାଇଲ୍ blockMeshDictକୁ ସୃଷ୍ଟି କରିବା ସହିତ ଗୋଟିଏ Python ଫାଇଲ୍ ମଧ୍ୟ ସୃଷ୍ଟି ହୋଇଛି
05:24 Python ଫାଇଲକୁ ଏଡିଟ୍ କରନ୍ତୁ ନାହିଁ
05:27 gedit ସ୍ପେସ୍ blockMeshDictକୁ ଟାଇପ୍ କରି blockMeshDict ଫାଇଲକୁ ଖୋଲିବା ସହିତ Enter ଦାବନ୍ତୁ
05:36 ଆମେ wedge angleକୁ 15 degରୁ 10 degକୁ ପରିବର୍ତ୍ତନ କରିଛେ
05:41 slopeର ପ୍ରାନ୍ତ ବିନ୍ଦୁଗୁଡିକ ମଧ୍ୟ ପରିବର୍ତ୍ତନ ହୋଇଯାଇଛି
05:45 ବର୍ତ୍ତମାନ OpenFOAM commands, blockMesh, rhoCentralFoamକୁ ନିଷ୍ପାଦନ କରିବା ସହିତ case ଫାଇଲକୁ ରନ୍ କରନ୍ତୁ, Paraviewକୁ ବ୍ୟବହାର କରି ପରିଣାମକୁ ଅନୁମାନ କରନ୍ତୁ
05:57 ଗୋଟିଏ ଆସାଇଅନମେଣ୍ଟ ଭାବେ, ନିମ୍ନଲିଖିତ wedge anglesକୁ ବ୍ୟବହାର କରିବା ସହିତ template କମାଣ୍ଡଗୁଡିକୁ ରନ୍ କରନ୍ତୁ
06:03 ସଂକ୍ଷିପ୍ତରେ
06:05 ଏହି ଟ୍ୟୁଟୋରିଆଲରେ ଆମେ PyFoam Template Files ବିଷୟରେ ଶିଖିଲେ
06:10 PyFoamFromTemplate ଡଟ୍ py କମାଣ୍ଡକୁ ବ୍ୟବହାର କରି ଆମେ template ଫାଇଲଗୁଡିକୁ ସୃଷ୍ଟି ଓ ବ୍ୟବହାର କରି ମଧ୍ୟ ଶିଖିଛେ
06:19 ଏହି ଫୋରମରେ ସମୟାନୁସାରେ ଆପଣଙ୍କ କ୍ଵେରୀଗୁଡିକୁ ପୋଷ୍ଟ କରନ୍ତୁ
06:23 ଦୟାକରି ସାଧାରଣ କ୍ଵେରୀଗୁଡିକୁ ଏହି ଫୋରମର OpenFOAMରେ ପୋଷ୍ଟ କରନ୍ତୁ
06:28 FOSSEE ଟିମ୍ TBC ପ୍ରୋଜେକ୍ଟର ସଞ୍ଚାଳନ କରନ୍ତି
06:32 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ଅନୁଦାନ ପ୍ରାପ୍ତ. ଅଧିକ ବିବରଣୀ ପାଇଁ ଏହି ୱେବସାଇଟକୁ ଯା’ନ୍ତୁ
06:41 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep