OpenFOAM/C3/Turbulent-Flow-in-a-Lid-driven-Cavity/Oriya

From Script | Spoken-Tutorial
Revision as of 12:52, 4 November 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, ମଡେଲିଙ୍ଗ Turbulent flow in a Lid Driven Cavity using openFoam ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:09 ଏହି ଟ୍ୟୁଟୋରିଆଲରେ ମୁଁ, OpenFOAMରେ turbulent କେସର ସମାଧାନ କରିବା, Paraviewରେ streamlineଗୁଡିକୁ ପ୍ଲଟ୍ କରିବା ପ୍ରଦର୍ଶନ କରିବି
00:20 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ Linux Operating System Ubuntu ଭର୍ସନ୍ 12.04, OpenFOAM ଭର୍ସନ୍ 2.1.1, ParaView ଭର୍ସନ୍ 3.12.0 ବ୍ୟବହାର କରୁଛି
00:33 ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣଙ୍କର Turbulence modelling ସହିତ ଗୋଟିଏ Lid driven cavityରେ ଫ୍ଲୋକୁ ସମାଧାନ ଉପରେ ମଧ୍ୟ ଜ୍ଞାନ ଥିବା ଆବଶ୍ୟକ ଅଟେ
00:43 ଯଦି ନାହିଁ ତେବେ ଦୟାକରି ଆମ ୱେବସାଇଟରେ ସମ୍ପର୍କୀତ ଟ୍ୟୁଟୋରିଆଲକୁ ରେଫର୍ କରନ୍ତୁ
00:50 ମୌଳିକ ସ୍ତରର ଟ୍ୟୁଟୋରିଆଲରେ ଆଲୋଚିତ ହୋଇଥିବା Lid Driven Cavityର ସମସ୍ୟା ସହିତ ଏହି geometry ଓ boundary conditionsର ସମସ୍ୟା ସମାନ ଅଟେ
00:59 ଦୟାକରି ଧ୍ୟାନଦିଅନ୍ତୁ ଯେ ଏହି ସମସ୍ୟା OpenFoam ଡାଇରେକ୍ଟୋରୀର pisoFoam solverରେ ସେଟ୍ ଅପ୍ ହୋଇସାରିଛି
01:07 boundary conditionଗୁଡିକ Lid velocity U =1 m/s ଅଟନ୍ତି. ଆମେ ଏହାକୁ ଗୋଟିଏ Reynolds number Re =10000 ସମସ୍ୟା ପାଇଁ ସମାଧାନ କରୁଛେ
01:20 ଆମେ Newtonian fluidର in-compressible, turbulent flow ପାଇଁ ଗୋଟିଏ ଟ୍ରାନଜିଏଣ୍ଟ ସଲଭର୍ ବ୍ୟବହାର କରୁଛେ ଯାହାକୁ pisoFoam କୁହାଯାଏ
01:29 ବର୍ତ୍ତମାନ Ctrl+Atl+t କୀକୁ ଏକ ସଙ୍ଗେ ଦାବି ଟର୍ମିନଲ୍ ୱିଣ୍ଡୋକୁ ଖୋଲନ୍ତୁ
01:37 ଟର୍ମିନଲ୍ ୱିଣ୍ଡରେ run ଟାଇପ୍ କରିବା ସହିତ Enter ଦାବନ୍ତୁ. ବର୍ତ୍ତମାନ cd ସ୍ପେସ୍ tutorials ଟାଇପ୍ କରିବା ସହିତ Enter ଦାବନ୍ତୁ ଏବଂ cd ସ୍ପେସ୍ incompressible ଟାଇପ୍ କରିବା ସହିତ Enter ଦାବନ୍ତୁ
01:59 ବର୍ତ୍ତମାନ cd ସ୍ପେସ୍ pisoFoam ଟାଇପ୍ କରିବା ସହିତ Enter ଦାବନ୍ତୁ (ଧ୍ୟାନଦିଅନ୍ତୁ ଯେ ଏଠାରେ F କ୍ୟାପିଟାଲରେ ରହିବ)
02:10 ବର୍ତ୍ତମାନ ls ଟାଇପ୍ କରିବା ସହିତ Enter ଦାବନ୍ତୁ. ଏଥିରେ ଆପଣ les ଓ ras ନାମକ ଦୁଇଟି ଫୋଲ୍ଡର୍ ଦେଖିବାକୁପାଇବେ.

ଆମ ସମସ୍ୟାର ସେଟ୍ ଅପ୍ ras ଫୋଲ୍ଡର୍ ମଧ୍ୟରେ ଅଛି ଯାହାକୁ reynolds average stress କୁହାଯାଏ

02:26 ଆମ ଫୋଲ୍ଡରର ନାମ cavity ଅଟେ. ବର୍ତ୍ତମାନ cd ସ୍ପେସ୍ ras ଟାଇପ୍ କରିବା ସହିତ Enter ଦାବନ୍ତୁ ଏବଂ ls ଟାଇପ୍ କରିବା ସହିତ Enter ଦାବନ୍ତୁ
02:39 ଆପଣ cavity ଫୋଲ୍ଡରକୁ ଦେଖିପାରିବେ. ଏହାକୁ କ୍ଲିୟର୍ କରନ୍ତୁ. ବର୍ତ୍ତମାନ cd ସ୍ପେସ୍ cavity ଟାଇପ୍ କରିବା ସହିତ Enter ଦାବନ୍ତୁ ଏବଂ ls ଟାଇପ୍ କରିବା ସହିତ Enter ଦାବନ୍ତୁ
02:57 ଆପଣ ତିନୋଟି ଫୋଲ୍ଡର୍ 0, constant ଓ systemକୁ ଦେଖିପାରିବେ. initial conditionଗୁଡିକ 0 (ଯିରୋ) ଡାଇରେକ୍ଟୋରୀରେ ଥିବା ଫାଇଲଗୁଡିକରେ ନିର୍ଦ୍ଦିଷ୍ଟ କରାଯାଇଛି
03:08 0 (ଯିରୋ) ଡାଇରେକ୍ଟୋରୀରେ ଥିବା ଫାଇଲଗୁଡିକୁ ଲକ୍ଷ୍ୟ କରନ୍ତୁ
03:12 ଏହା କରିବା ପାଇଁ, କମାଣ୍ଡ ଟର୍ମିନଲରେ cd ସ୍ପେସ୍ 0 ଟାଇପ୍ କରିବା ସହିତ Enter ଦାବନ୍ତୁ ଏବଂ ls ଟାଇପ୍ କରିବା ସହିତ Enter ଦାବନ୍ତୁ
03:22 ଆପଣ epsilon, k, nut, nutilda, p, R ଓ U ଭାବେ ନାମିତ ହୋଇଥିବା ଫାଇଲଗୁଡିକୁ ଦେଖିପାରିବେ
03:30 ଇନଲେଟ୍ ପାରାମିଟରଗୁଡିକ ପରିବର୍ତ୍ତନ ନହେବା ପର୍ଯ୍ୟନ୍ତ ଏହି ଫାଇଲଗୁଡିକୁ ଡିଫଲ୍ଟ ଭାବେ ରଖାଯାଇଥାଏ. ଯଦି କିଛି ପରିବର୍ତ୍ତନ କରିବାକୁ ଚାହାଁନ୍ତି ତେବେ ଏହି ଭେଲ୍ୟୁଗୁଡିକୁ ଗଣନା କରିବା ପାଇଁ
03:41 ଦୟାକରି Simulating flow in a channel using OpenFoam ଉପରେ ଥିବା ଟ୍ୟୁଟୋରିଆଲକୁ ରେଫର୍ କରନ୍ତୁ
03:47 ବର୍ତ୍ତମାନ cd ସ୍ପେସ୍ ଡଟ୍ ଡଟ୍ (..) ଟାଇପ୍ କରିବା ସହିତ Enter ଦାବନ୍ତୁ. ଏହାକୁ କ୍ଲିୟର୍ କରନ୍ତୁ. Constant ଫୋଲ୍ଡରକୁ ଖୋଲନ୍ତୁ. ଏହା କରିବା ପାଇଁ cd ସ୍ପେସ୍ constant ଟାଇପ୍ କରିବା ସହିତ Enter ଦାବନ୍ତୁ ଏବଂ ls ଟାଇପ୍ କରିବା ସହିତ Enter ଦାବନ୍ତୁ
04:08 ଏଥିରେ blockMeshDict ଓ fluid properties ମଧ୍ୟରେ କେସର ଜୋମେଟ୍ରୀକୁ ଧାରଣ କରିଥିବା polyMesh ଫୋଲ୍ଡରକୁ ଆପଣ ଦେଖିପାରିବେ
04:19 ଏହି କ୍ଷେତ୍ରରେ, ଆପଣ transportProperties ବ୍ୟତିତ RASProperties ଓ turbulenceProperties ନାମକ ଅଧିକ ଦୁଇଟି ଫାଇଲକୁ ଦେଖିପାରିବେ
04:29 ଏହି ଦୁଇଟି ଫାଇଲକୁ ଖୋଲନ୍ତୁ
04:32 ଟର୍ମିନଲରେ gedit (ସ୍ପେସ୍) RASProperties ଟାଇପ୍ କରିବା ସହିତ Enter ଦାବନ୍ତୁ. ଏହାକୁ କ୍ୟାପଚର୍ ଏରିଆ ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ
04:49 ତଲକୁ ସ୍କ୍ରୋଲ୍ କରନ୍ତୁ. RASProperties ଏହି କେସ୍ ପାଇଁ Reynolds average stress modelକୁ ଧାରଣ କରିଥାଏ ଯାହା kepsilon ଭାବେ ରହିଥାଏ, ଏହାକୁ ବନ୍ଦ କରନ୍ତୁ
05:03 ବର୍ତ୍ତମାନ କମାଣ୍ଡ ଟର୍ମିନଲରେ gedit (ସ୍ପେସ୍) turbulentproperties ଟାଇପ୍ କରିବା ସହିତ Enter ଦାବନ୍ତୁ
05:15 ତଳକୁ ସ୍କ୍ରୋଲ୍ କରନ୍ତୁ. ଏହି କେସ୍ ପାଇଁ simulation Type ମଡେଲ୍ RASModel ଭାବେ ରହିଥାଏ. ଏହାକୁ ବନ୍ଦ କରନ୍ତୁ
05:25 ବର୍ତ୍ତମାନ transportProperties ମଡେଲକୁ ଖୋଲନ୍ତୁ. ଏହା କରିବା ପାଇଁ ଟର୍ମିନଲରେ gedit ସ୍ପେସ୍ transportProperties ଟାଇପ୍ କରିବା ସହିତ Enter ଦାବନ୍ତୁ
05:36 ଏଠାରେ ବ୍ୟବହୃତ ହେଉଥିବା transportModel, Newtonian ଅଟେ ଏବଂ Viscosityକୁ 1 e raise to -4 ଭାବେ ରଖାଯାଇଥାଏ. ଏହାକୁ ବନ୍ଦ କରନ୍ତୁ
05:46 ଏହି କ୍ଷେତ୍ରରେ ଜୋମେଟ୍ରୀକୁ ପରିବର୍ତ୍ତନ କରାଯାଇନାହିଁ. ତେଣୁ polyMesh ଫୋଲ୍ଡର୍ ମଧ୍ୟକୁ ଯିବା ଆବଶ୍ୟକ ନାହିଁ ଏବଂ blockMeshDict ଫାଇଲକୁ ଦେଖନ୍ତୁ
05:54 ଏହାକୁ ଯାହା ଥିଲା ସେହିପରି ରଖନ୍ତୁ. ଟର୍ମିନଲରେ cd ସ୍ପେସ୍ (ଡଟ୍ ଡଟ୍) .. ଟାଇପ୍ କରିବା ସହିତ Enter ଦାବନ୍ତୁ. systemକୁ ଡିଫଲ୍ଟ ଫୋଲ୍ଡର୍ ଭାବେ ରଖନ୍ତୁ ଯେହେତୁ ଏହା ମଧ୍ୟରେ କିଛି ପରିବର୍ତ୍ତନ କରାଯାଇ ନାହିଁ
06:08 ବର୍ତ୍ତମାନ ସେଟ୍ ଅପ୍ ସମ୍ପୂର୍ଣ୍ଣ ହୋଇଛି. ଜୋମେଟ୍ରୀକୁ mesh କରିପାରିବେ. ଏହା କରିବା ପାଇଁ ଟର୍ମିନଲ୍ ୱିଣ୍ଡୋରେ blockMesh ଟାଇପ୍ କରିବା ସହିତ Enter ଦାବନ୍ତୁ. Meshing ସମ୍ପୂର୍ଣ୍ଣ ହୋଇଛି
06:22 ବର୍ତ୍ତମାନ ଆମେ solverକୁ ରନ୍ କରିପାରିବା. ଏହା କରିବା ପାଇଁ ଟର୍ମିନଲରେ pisoFoam ଟାଇପ୍ କରିବା ସହ Enter ଦାବନ୍ତୁ. ରନ୍ ହେଉଥିବା iterationଗୁଡିକୁ ଟର୍ମିନଲ୍ ୱିଣ୍ଡୋରେ ଦେଖାଯାଇପାରିବ
06:34 iterationଗୁଡିକ ବନ୍ଦ ହେବା ପାଇଁ କିଛି ସମୟ ନେଇପାରେ
06:40 ରନ୍ ହେଉଥିବା Iterationଗୁଡିକ ଟାଇମ୍ ଷ୍ଟେପର ଶେଷରେ ବନ୍ଦ ହୋଇଯିବେ. ପରିଣାମଗୁଡିକୁ କଳ୍ପନା କରିବା ପାଇଁ paraView ୱିଣ୍ଡୋକୁ ଖୋଲନ୍ତୁ. ଏହା କରିବା ପାଇଁ ଟର୍ମିନଲରେ paraFoam ଟାଇପ୍ କରିବା ସହିତ Enter ଦାବନ୍ତୁ. ଏହା paraView ୱିଣ୍ଡୋକୁ ଖୋଲିବ
06:57 Object Inspector ମେନୁର ବାମପଟେ ଥିବା Apply ଉପରେ କ୍ଲିକ୍ କରନ୍ତୁ. ଆପଣ lid driven cavity ଜୋମେଟ୍ରୀକୁ ଦେଖିପାରିବେ. surface plots ଏକ ସାଧାରଣ କଳ୍ପନା ଅଟେ
07:09 କଲମରେ displayକୁ Surfaceରେ ପରିବର୍ତ୍ତନ କରନ୍ତୁ ଏବଂ ଡ୍ରପ୍-ଡାଉନ୍ ମେନୁରେ solid colorକୁ Uରେ ପରିବର୍ତ୍ତନ କରନ୍ତୁ. ଆପଣ ଭେଲୋସିଟୀର ପ୍ରାରମ୍ଭିକ ଅବସ୍ଥାକୁ ଦେଖିପାରିବେ
07:22 ବର୍ତ୍ତମାନ ଆପଣ ପାରାଭ୍ୟୂ ୱିଣ୍ଡୋର ଉପରିଭାଗରେ VCR controlକୁ ଦେଖିପାରିବେ. Play ବଟନ୍ ଉପରେ କ୍ଲିକ୍ କରନ୍ତୁ. cavity ମଧ୍ୟରେ ଆପଣ ଫ୍ଲୁଇଡର ଗତିକୁ ଦେଖିପାରିବେ
07:34 ଆପଣ paraView ୱିଣ୍ଡୋର ଉପରିସ୍ଥ ବାମପଟେ ଥିବା active variable control ମେନୁସ୍ଥିତ color legend ଉପରେ ମଧ୍ୟ ଟୋଗଲ୍ କରିପାରିବେ. ଆପଣ color legendକୁ ଦେଖିପାରିବେ
07:46 ବର୍ତ୍ତମାନ stream linesକୁ କଳ୍ପନା କରିବା ପାଇଁ paraViewର ଉପରିଭାଗ ମେନୁରେ ଥିବା Filters > Common > Stream Tracersକୁ ଯା’ନ୍ତୁ. ଏହା ଉପରେ କ୍ଲିକ୍ କରନ୍ତୁ
07:58 Object inspector ମେନୁର ବାମପଟେ ଥିବା Applyକୁ ଦେଖିପାରିବେ. ଏହା ଉପରେ କ୍ଲିକ୍ କରନ୍ତୁ. ଆପଣ lid driven cavityର କେନ୍ଦ୍ରରେ stream lines କୁ ଦେଖିପାରିବେ
08:10 ଆପଣ stream linesକୁ ଦେଖୁଥିବା ଓରିଏଣ୍ଟେଶନକୁ ମଧ୍ୟ ପରିବର୍ତ୍ତନ କରିପାରିବେ. ଏଥି ପାଇଁ ତଳକୁ ସ୍କ୍ରୋଲ୍ କରିବା ସହିତ Seed Typeକୁ ଦେଖିପାରିବେ
08:21 ଏହାକୁ ଡାହାଣପଟକୁ ସ୍ଥାନାନ୍ତର କରନ୍ତୁ. Point Sourceରୁ Line Sourceକୁ ପରିବର୍ତ୍ତନ କରନ୍ତୁ
08:27 ଆପଣ X, Y ଓ Z ଆକ୍ସିସକୁ ଦେଖିପାରିବେ ଯାହା ଦୃଶ୍ୟମାନ ଅଟେ. ଯେକୌଣସି ଗୋଟିଏ ଆକ୍ସିସକୁ ଚୟନ କରନ୍ତୁ ଯେଉଁଥିରେ ଆପଣ stream linesକୁ ଦେଖିବାକୁ ଚାହାଁନ୍ତି
08:36 Y ଆକ୍ସିସକୁ ଚୟନ କରିବା ସହିତ Applyରେ କ୍ଲିକ୍ କରନ୍ତୁ. Y ଆକ୍ସିସ୍ ଉପରେ ଆପଣ streamlinesକୁ ଦେଖିପାରିବେ
08:44 ସେହିପରି, ଆପଣ X ଆକ୍ସିସକୁ ଚୟନ କରିପାରିବେ ଏବଂ X ଆକ୍ସିସ୍ ଉପରେ streamlinesକୁ ପ୍ଲଟ୍ କରିପାରିବେ. ବର୍ତ୍ତମାନ ଏହାକୁ ଡିଲିଟ୍ କରନ୍ତୁ
08:53 ଆପଣ plot over lineକୁ ବ୍ୟବହାର କରି x ଓ y ଆକ୍ସିସରେ ଭେଲୋସିଟୀକୁ ମଧ୍ୟ ପ୍ଲଟ୍ କରିପାରିବେ. ଏଥି ପାଇଁ Filters > Data Analysis > Plot over lineକୁ ଯା’ନ୍ତୁ
09:06 ଡେଟାକୁ .(ଡଟ୍) csv ଫାଇଲ୍ ଭାବେ ସେଭ୍ କରନ୍ତୁ. ଫାଇଲ୍ ମେନୁରେ ଥିବା Save Data ଉପରେ କ୍ଲିକ୍ କରନ୍ତୁ
09:13 ଏହି ଡେଟାକୁ ଆପଣ LibreOffice spreadsheet ଉପରେ କିମ୍ବା ନିଜ ପସନ୍ଦର ଯେକୌଣସି plotting ସଫ୍ଟୱେରରେ ପ୍ଲଟ୍ କରିପାରିବେ. ବର୍ତ୍ତମାନ ସ୍ଲାଇଡକୁ ଫେରିଆସନ୍ତୁ
09:23 ପ୍ରାପ୍ତ ହୋ ଇଥିବା ପରିଣାମକୁ Reynolds Number Re = 10000 ପାଇଁ Ghia et.alର ପରିଣାମକୁ ବ୍ୟବହାର କରି validate କରିପାରିବେ
09:32 ଏହି ଟ୍ୟୁଟୋରିଆଲ୍ ପାଇଁ ଏତିକି. ସଂକ୍ଷିପ୍ତରେ
09:34 paraViewରେ Turbulent Flow in a Lid Driven Cavity ଓ plotting streamlinesକୁ ଦେଖିବା. ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
09:44 ଗୋଟିଏ ଆସାଇନମେଣ୍ଟ ଭାବେ – କ୍ୟାଭିଟୀର grid sizeକୁ ରୂପାନ୍ତର କରନ୍ତୁ. ଏହାକୁ (100 100 1)ରେ ପରିବର୍ତ୍ତନ କରିବା ସହିତ streamlinesକୁ ବ୍ୟବହାର କରି paraviewରେ ପରିଣାମଗୁଡିକୁ କଳ୍ପନା କରନ୍ତୁ
09:55 ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial

ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ

10:05 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି

ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ

10:20 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:30 ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ(spoken-tutorial.org/NMEICT-Intro) ଉପଲବ୍ଧ
10:34 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep