OpenFOAM/C3/Simulating-Hagen-Poiseuille-flow/Oriya

From Script | Spoken-Tutorial
Revision as of 13:01, 4 November 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:02 ବନ୍ଧୁଗଣ, openFoamରେ ଥିବା Simulating Hagen-Poiseuille flow ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:09 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
3D cylindrical pipeକୁ ସୃଷ୍ଟି କରିବା ସହିତ ମେଶ୍ କରିବା
boundariesରେ fixed pressure ratio ଥିବା Hagen-Poiseuille flowକୁ ସିମୁଲେଟ୍ କରିବା ଏବଂ  
ParaViewରେ velocity contourକୁ କଳ୍ପନା କରିବା
00:25 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ Linux Operating System Ubuntu ଭର୍ସନ୍ 12.04, OpenFOAM ଭର୍ସନ୍ 2.1.1, ParaView ଭର୍ସନ୍ 3.12.0 ବ୍ୟବହାର କରୁଛି
00:38 ଏହି ଟ୍ୟୁଟୋରିଆଲକୁ ଅଭ୍ୟାସ କରିବା ପାଇଁ ଶିକ୍ଷ୍ୟାର୍ଥୀଙ୍କର Fluid Dynamics ଓ Hagen-Poiseuille flow ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ
00:46 ଏଠାରେ Hagen-Poiseuille Flowର ରେଖାଚିତ୍ର ଅଛି. ଆମେ ପାଇପର ଡାଇମେନଶନ୍ ଓ ବାଉଣ୍ଡାରିଗୁଡିକୁ ଦେଖିପାରିବା
00:52 ବ୍ୟବହୃତ ହେଉଥିବା ଫ୍ଲୁଇଡ୍ ଯାହା ଜଳ ଅଟେ, ତାହାର Viscosity ପ୍ରଦତ୍ତ ଅଛି. inletରେ ପ୍ରେସର୍ 20 Pascals ଏବଂ outletରେ ପ୍ରେସର୍ 0 Pascal ଅଟେ
01:04 ଯେହେତୁ ଏହା ଗୋଟିଏ in compressible flow ଅଟେ ତେଣୁ ପ୍ରେସରରେ ହେଉଥିବା ପାର୍ଥକ୍ୟ ଗୁରୁତ୍ଵପୂର୍ଣ୍ଣ ଅଟେ
01:10 ଫର୍ମୁଲା ଓ ବିଶ୍ଳେଷଣାତ୍ମକ ସମାଧାନ: Hagen-Poiseuille flow ପାଇଁ ପାଇପରେ ହେଉଥିବା Pressure drop ହେଉଛି: P1 minus P2 equals 32 mew U average L upon D square
01:25 ପୂର୍ବ ରେଖାଚିତ୍ରରେ ଥିବା ଭେଲ୍ୟୁଗୁଡିକୁ ପ୍ରତିସ୍ଥାପିତ କରିବା ଦ୍ଵାରା U average equals to 0.208 meters per second ପ୍ରାପ୍ତ ହେବ. Maximum Velocity, average velocityର ଦୁଇ ଗୁଣ ଅଟେ ଯାହା 0.416 meters per second ହେବ
01:44 ଫ୍ଲୋ ପାଇଁ Reynolds Number ହେଉଛି: U average into D upon nu ଯାହା 2080 ଭାବେ ପ୍ରାପ୍ତ ହେବ. ତେଣୁ ଫ୍ଲୋ transient ଅଟେ
01:56 ଏଠାରେ ବ୍ୟବହୃତ ହେଉଥିବା solver, IcoFOAM ଅଟେ
02:01 ଏହା ଗୋଟି ଏ Transient Solver ଅଟେ. ଏହା ନ୍ୟୁଟୋନିୟାନ୍ ଫ୍ଲୁଇଡଗୁଡିକର in-compressible, laminar flow ପାଇଁ ବ୍ୟବହୃତ ହୁଏ
02:08 ବ୍ୟବହୃତ ହେଉଥିବା Pressure Boundary କଣ୍ଡିଶନଗୁଡିକ ହେଲେ-

Inletରେ: fixed Pressure Outletରେ: fixed Pressure Wallsରେ: Zero Gradient

02:19 ବ୍ୟବହୃତ ହେଉଥିବା Velocity Boundary କଣ୍ଡିଶନଗୁଡିକ ହେଲେ -

Inletରେ: pressure Inlet Velocity Outletରେ: zero Gradient Wallsରେ: fixed Value

02:28 ଏହି କେସକୁ ନିଷ୍ପାଦନ କରିବା ପାଇଁ ପ୍ରଥମେ icoFoam ଫୋଲ୍ଡରରେ case directory ସୃଷ୍ଟି କରିବା ସହିତ ଏହାକୁ ନାମିତ କରନ୍ତୁ. ମୁଁ ଏହାକୁ 3dpipe ଭାବେ ନାମିତ କରିବି
02:41 ଏହି ଫୋଲ୍ଡରର ଅବସ୍ଥିତିକୁ ଜାଣିବା ପାଇଁ, Lid driven cavity ଉପରେ ଥିବା ଟ୍ୟୁଟୋରିଆଲର ସାହାଯ୍ୟ ନିଅନ୍ତୁ. ନୂଆ ଭାବେ ସୃଷ୍ଟି ହୋଇଥିବା ଫୋଲ୍ଡର୍ ମଧ୍ୟସ୍ଥ lid driven cavity ସମସ୍ୟାର ଏହି 0(ଯିରୋ), constant ଓ system ଫୋଲ୍ଡରଗୁଡିକୁ କପୀ କରନ୍ତୁ
02:54 3dpipe ଫୋଲ୍ଡର୍ ମଧ୍ୟକୁ ଯା’ନ୍ତୁ
02:58 ମୁଁ 3dpipe ଫୋଲ୍ଡର୍ ମଧ୍ୟରେ ଫୋଲ୍ଡରଗୁଡିକୁ କପୀ କରିବା ସହିତ ଏହା ମଧ୍ୟରେ ଥିବା ଫାଇଲଗୁଡିକୁ ରୂପାନ୍ତର କରିସାରିଛି
03:05 ବର୍ତ୍ତମାନ, 0 ଫୋଲ୍ଡର୍ ମଧ୍ୟକୁ ଯିବା ସହିତ P ଫାଇଲକୁ ଖୋଲନ୍ତୁ. ଏହା pressure boundary condition ଫାଇଲ୍ ଅଟେ
03:14 ଧ୍ୟାନଦିଅନ୍ତୁ ଯେ ଡାଇମେନଶନଗୁଡିକ meter square per second square (m2/s2)ରେ ଅଛି
03:20 ତେଣୁ ଚାପର ଭେଲ୍ୟୁ pascalsରେ ହେବା ସହିତ ସାନ୍ଧ୍ରତା ଦ୍ଵାରା ବିଭାଜିତ ହେବ ଯାହା 1000 Kg/m3 (Kg per meter cube)ରେ ହେବ ଏବଂ ଏଠାରେ ଲେଖାଯାଇଛି
03:29 ଫାଇଲକୁ ବନ୍ଦ କରନ୍ତୁ
03:32 ଦୃଶ୍ୟମାନ ହେବା ଭଳି ଫାଇଲ୍ velocity boundary conditionsକୁ ଧାରଣ କରିଛି. ଫାଇଲକୁ ଖୋଲନ୍ତୁ. ଆମେ inlet, outlet ଓ fixed walls ପାଇଁ velocity boundary conditionଗୁଡିକୁ ଦେଖିପାରିବା
03:43 ଫାଇଲକୁ ବନ୍ଦ କରିବା ସହିତ 0 ଫୋଲ୍ଡରରୁ ବାହାରିଆସନ୍ତୁ
03:48 blocking ଷ୍ଟ୍ରଟେଜୀକୁ ଦେଖିବା ପାଇଁ slideକୁ ଫେରିଆସନ୍ତୁ
03:54 ଗୋଟିଏ ପାଇପର ଏକ 3D ଜୋମେଟ୍ରୀ ସୃଷ୍ଟି କରିବା ପାଇଁ ମୁଁ ଗୋଟିଏ 2D ବୃତ୍ତାକାର geometry ସୃଷ୍ଟି କରିବା ସହିତ ଦୈର୍ଘ୍ୟକୁ z-directionରେ ବର୍ଦ୍ଧିତ କରିଛି
04:03 Numbering ପ୍ୟାଟର୍ନ ଯାହା ପ୍ରଦର୍ଶିତ ହୋଇଛି. ଆପଣ ମେଶର ଡାଇମେନଶନଗୁଡିକୁ ମଧ୍ୟ ଦେଖିପାରିବେ
04:11 blockMeshDict ଫାଇଲକୁ ଦେଖିବା ପାଇଁ ସ୍ଲାଇଡଗୁଡିକୁ ମିନିମାଇଜ୍ କରନ୍ତୁ
04:16 constant ଫୋଲ୍ଡର୍ ଏବଂ ତା’ପରେ polyMesh ଫୋଲ୍ଡର୍ ମଧ୍ୟକୁ ଯା’ନ୍ତୁ. blockMeshDict ଫାଇଲକୁ ଖୋଲନ୍ତୁ. inlet, outlet ଓ fixed wall ପାଇଁ ଆପଣ vertices, logs, edges ଓ boundariesକୁ ଦେଖିପାରିବେ
04:37 ଫାଇଲକୁ ବନ୍ଦ କରିବା ସହିତ polyMesh ଫୋଲ୍ଡରରୁ ବାହାରିଆସନ୍ତୁ
04:42 ଆପଣ transportProperties ଫାଇଲକୁ ଦେଖିପାରିବେ. ଫାଇଲକୁ ଖୋଲନ୍ତୁ. dynamic viscosity ଭେଲ୍ୟୁକୁ ଲକ୍ଷ୍ୟ କରନ୍ତୁ, ଏଠାରେ, 1 e-06 ଅଟେ
04:53 ଫାଇଲକୁ ବନ୍ଦ କରିବା ସହିତ constant ଫୋଲ୍ଡରରୁ ବାହାରିଆସନ୍ତୁ
04:59 system ଫୋଲ୍ଡର୍ ମଧ୍ୟକୁ ଯା’ନ୍ତୁ. ବର୍ତ୍ତମାନ controlDict ଫାଇଲ୍ ଉପରେ ନଜର ପକାନ୍ତୁ
05:07 ସମାଧାନ 18 ସେକେଣ୍ଡ ପରେ converge ହୋଇଯିବ. ତେଣୁ ଅନ୍ତିମ time stepକୁ 19 ଭାବେ ରଖାଯାଇଛି. time stepକୁ 1e-03ରେ ସେଟ୍ କରାଯାଇଛି
05:20 ଫାଇଲକୁ ବନ୍ଦ କରିବା ସହିତ Home ଫୋଲ୍ଡରକୁ ବନ୍ଦ କରନ୍ତୁ
05:26 ବର୍ତ୍ତମାନ କେସକୁ execute କରିବା ସହିତ, ପ୍ରଥମେ ଟର୍ମିନଲ୍ ମାଧ୍ୟମରେ 3dpipe ଫୋଲ୍ଡର୍ ମଧ୍ୟକୁ ଯା’ନ୍ତୁ. control, alt ଓ t କୀକୁ ଏକ ସଙ୍ଗେ ଦାବି ଟର୍ମିନଲକୁ ଖୋଲନ୍ତୁ
05:40 run ଟାଇପ୍ କରିବା ସହିତ Enter ଦାବନ୍ତୁ
05:44 cd (ସ୍ପେସ୍) tutorials ଟାଇପ୍ କରିବା ସହିତ Enter ଦାବନ୍ତୁ
05:50 cd (ସ୍ପେସ୍) incompressible ଟାଇପ୍ କରିବା ସହିତ Enter ଦାବନ୍ତୁ
05:55 cd (ସ୍ପେସ୍) icoFoam ସହିତ Enter ଦାବନ୍ତୁ
05:59 cd (ସ୍ପେସ୍) 3Dpipe ସହିତ Enter ଦାବନ୍ତୁ
06:05 ବର୍ତ୍ତମାନ meshକୁ ସୃଷ୍ଟି କରିବା ପାଇଁ blockMesh ଟାଇପ୍ କରିବା ସହିତ Enter ଦାବନ୍ତୁ. Meshing ସମ୍ପନ୍ନ ହୋଇଛି
06:16 iterationsକୁ ଆରମ୍ଭ କରିବା ପାଇଁ icoFoam ଟାଇପ୍ କରିବା ସହିତ Enter ଦାବନ୍ତୁ. Iterations ରନ୍ ହେଉଥିବା ଆପଣ ଦେଖିପାରିବେ
06:27 Iterations ସମ୍ପୂର୍ଣ୍ଣ ହୋଇଛି. ଆଇଟେରେଶନ୍ ସମାପ୍ତ ହେଲା ପରେ ପରିଣାମଗୁଡିକୁ postprocessing କରିବା ପାଇଁ paraFoam ଟାଇପ୍ କରିବା ସହିତ Enter ଦାବନ୍ତୁ. ଏହା paraviewକୁ ଖୋଲିଦେବ ଏବଂ ଏହା paraview ଅଟେ
06:41 geometryକୁ ଦେଖିବା ପାଇଁ Object inspector ମେନୁର ବାମପଟେ ଥିବା Apply ଉପରେ କ୍ଲିକ୍ କରନ୍ତୁ
06:49 ଭଲ ଭାବେ ଦେଖିବା ପାଇଁ ଜୋମେଟ୍ରୀକୁ ରୋଟେଟ୍ କରନ୍ତୁ
06:52 active variable control ମେନୁ ଉପରେ କ୍ଲିକ୍ କରିବା ସହିତ ଡ୍ରପ୍ ଡାଉନ୍ ମେନୁରେ ଥିବା Uକୁ ଚୟନ କରନ୍ତୁ
07:01 ଉପରି ଭାଗରେ ଥିବା VCR toolbarର Play ବଟନ୍ ଉପରେ କ୍ଲିକ୍ କରନ୍ତୁ
07:06 Object Inspector ମେନୁସ୍ଥିତ Displayକୁ ଯିବା ସହିତ Rescale to data range ଉପରେ କ୍ଲିକ୍ କରନ୍ତୁ
07:16 ଅର୍ଦ୍ଧେକ ଭାଗକୁ ଦେଖିବା ପାଇଁ common ନାମକ ଟୂଲବାରରେ ଥିବା Clips ଉପରେ କ୍ଲିକ୍ କରନ୍ତୁ ଏବଂ object inspector ମେନୁ > propertiesକୁ ଯିବା ସହିତ Applyକୁ ଦାବନ୍ତୁ. ଯୁମ୍ ଇନ୍ କରନ୍ତୁ
07:35 color legendକୁ ଖୋଲନ୍ତୁ
07:38 ଆପଣ ସର୍ବାଧିକ ଭେଲୋସିଟୀକୁ ପ୍ରକୃତ ସର୍ବାଧିକ ଭେଲୋସିଟୀର ପାଖାପାଖି ଥିବା ଦେଖିପାରିବେ ଯାହା 0.4 meters per second ଅଟେ
07:46 ଗ୍ରାଫକୁ ଦେଖିବା ପାଇଁ, ଉପରେ ଥିବା Filters > Data Analysisକୁ ଯିବା ସହିତ Plot Over Lineକୁ ଦାବନ୍ତୁ
07:56 Y Axisକୁ ଦାବିବା ସହିତ Applyରେ କ୍ଲିକ୍ କରନ୍ତୁ
08:00 ଆମେ Hagen-Poiseuille flow ପାଇଁ ପାରାବୋଲିକ୍ ପ୍ରୋଫାଇଲକୁ ଦେଖିପାରିବା
08:05 ଗ୍ରାଫକୁ ବନ୍ଦ କରନ୍ତୁ. ParaViewକୁ ବନ୍ଦ କରିବା ସହିତ slidesକୁ ଫେରିଆସନ୍ତୁ
08:12 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:

ଗୋଟିର 3D pipe geometryକୁ ସୃଷ୍ଟି କରିବା ସହିତ mesh କରିବା ଗୋଟିଏ ନିର୍ଦ୍ଧାରିତ ଚାପର ଅନୁପାତ ପାଇଁ Hagen-Poiseuille flowକୁ ସିମୁଲେଟ୍ କରିବା ଏବଂ Parafoamରେ ଭେଲୋସିଟୀର ପରିଣାମଗୁଡିକୁ କଳ୍ପନା କରିବା

08:30 ଗୋଟିଏ ଆସାଇନମେଣ୍ଟ ଭାବେ-

length ଓ diameter ଭଳି geometry parameterଗୁଡିକୁ ପରିବର୍ତ୍ତନ କରନ୍ତୁ ଅନୁରୂପ ଚାପର ଅନୁପାତକୁ ପରିବର୍ତ୍ତନ କରିବା ସହିତ viscosity ଭିନ୍ନ ଥିବା ଫ୍ଲୁଇଡକୁ ବ୍ୟବହାର କରନ୍ତୁ

08:43 ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial

ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ

08:54 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି

ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ

09:11 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ(spoken-tutorial.org/NMEICT-Intro) ଉପଲବ୍ଧ

Contributors and Content Editors

PoojaMoolya, Pradeep