Difference between revisions of "OpenFOAM/C3/Installing-and-running-Gmsh/Oriya"

From Script | Spoken-Tutorial
Jump to: navigation, search
(Created page with "{|border=1 |'''Time''' |'''Narration''' |- | 00:01 | ବନ୍ଧୁଗଣ, Installing and running Gmsh ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକ...")
 
 
Line 212: Line 212:
 
| 08:11
 
| 08:11
 
| ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
| ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
  
 
|}
 
|}

Latest revision as of 14:09, 4 November 2017

Time Narration
00:01 ବନ୍ଧୁଗଣ, Installing and running Gmsh ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ:

Gmshକୁ ଇନଷ୍ଟଲ୍ ଓ ରନ୍ କରିବା ସହିତ Gmshରେ ଗୋଟିଏ basic geometry ସୃଷ୍ଟି କରି ଶିଖିବା

00:18 ଗୋଟିଏ ପ୍ରାକ୍ ଆବଶ୍ୟକତା ଭାବେ ୟୁଜରଙ୍କର mesh ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ
00:24 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ:

Linux Operating System Ubuntu ଭର୍ସନ୍ 12.04 ଏବଂ Gmsh ଭର୍ସନ୍ 2.8.5 ବ୍ୟବହାର କରୁଛି

00:34 ଚାଲନ୍ତୁ Gmshର ପରିଚୟରୁ ଆରମ୍ଭ କରିବା. ବିଲ୍ଟ ଇନ୍ pre and post-processing ସୁବିଧାଗୁଡିକ ଥିବା Gmsh ଗୋଟିଏ ଅଟୋମାଟିକ୍ 3-D finite element mesh generator ଅଟେ
00:51 OpenFOAMର blockmesh ୟୁଟିଲିଟୀ ଯେପରି blades, aerofoil ଅପେକ୍ଷା gmshରେ ଜଟିଳ ଜୋମେଟ୍ରୀଗୁଡିକୁ ସୃଷ୍ଟି କରିବା ସହଜସାଧ୍ୟ ଅଟେ

OpenFOAM, Gmsh ଭଳି ଥାର୍ଡ ପାର୍ଟୀ ମେଶିଙ୍ଗ ସଫ୍ଟୱେରରୁ ମେଶକୁ ଇମ୍ପୋର୍ଟ କରିବା ପାଇଁ ଅନୁମତି ଦେଇଥାଏ

01:08 Gmshକୁ କିପରି ଇନଷ୍ଟଲ୍ କରାଯାଏ ମୁଁ ଆପଣଙ୍କୁ ପ୍ରଦର୍ଶନ କରିବି

Synaptic Package Managerକୁ ବ୍ୟବହାର କରି Gmshକୁ ଇନଷ୍ଟଲ୍ କରାଯାଇପାରିବ

01:15 Synaptic Package Managerକୁ ଖୋଲନ୍ତୁ. ଏହା ଆପଣଙ୍କ ପାସୱର୍ଡ ମାଗିବ. ଆପଣଙ୍କ ପାସୱର୍ଡ ଟାଇପ୍ କରନ୍ତୁ
01:25 search boxରେ gmsh ଟାଇପ୍ କରିବା ସହିତ gmshର ସମ୍ମୁଖରେ ଥିବା ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ. ଏବଂ Mark for installationରେ ତା’ପରେ Applyରେ କ୍ଲିକ୍ କରନ୍ତୁ
01:40 ପୁନର୍ବାର Applyରେ କ୍ଲିକ୍ କରନ୍ତୁ. ଏହା କିଛି ସମୟ ନେଇପାରେ. ବର୍ତ୍ତମାନ ଆପଣଙ୍କ Gmsh ଇନଷ୍ଟଲ୍ ହୋଇଯାଇଛି
01:50 ଅନ୍ୟଥା ଆପଣ Gmsh ୱେବସାଇଟରୁ ମଧ୍ୟ Gmshକୁ ଡାଉନଲୋଡ୍ କରିପାରିବେ. ବ୍ରାଉଜରକୁ ଖୋଲନ୍ତୁ
01:59 address barରେ http://geuz.org/gmsh/ ଟାଇପ୍ କରିବା ସହିତ Enter ଦାବନ୍ତୁ
02:09 ତଳକୁ Download ପର୍ଯ୍ୟନ୍ତ ସ୍କ୍ରୋଲ୍ କରନ୍ତୁ ଏବଂ ନିଜର ଅପରେଟିଙ୍ଗ ସିଷ୍ଟମ୍ ଅନୁସାରେ current stable releaseକୁ ଚୟନ କରନ୍ତୁ. ମୁଁ Linux 64-bitକୁ ଚୟନ କରିବି. Save file ଏବଂ ତା’ପରେ OKରେ କ୍ଲିକ୍ କରନ୍ତୁ
02:26 ଡାଉନଲୋଡ୍ ସମାପ୍ତ ହେଲାପରେ Downloads ଫୋଲ୍ଡର୍ ମଧ୍ୟକୁ ଯା’ନ୍ତୁ
02:31 ଏଠରେ tar file ଥିବା ଆପଣ ଦେଖିପାରିବେ. ଏହି ଫାଇଲକୁ Extract କରନ୍ତୁ. ଗୋଟିଏ ନୂତନ ଫୋଲ୍ଡର୍ ସୃଷ୍ଟି ହେବ
02:41 ଫୋଲ୍ଡରକୁ ଖୋଲନ୍ତୁ. binକୁ ଯିବା ସହିତ gmsh ଆଇକନ୍ ଉପରେ କ୍ଲିକ୍ କରନ୍ତୁ
02:49 ଆପଣ Gmshର ଆରମ୍ଭ ସ୍କ୍ରୀନକୁ ଦେଖିପାରିବେ. ବର୍ତ୍ତମାନ Gmshକୁ ବ୍ୟବହାର କରି ଗୋଟିଏ କ୍ୟୁବ୍ ସୃଷ୍ଟି କରନ୍ତୁ
02:57 ଏଠାରେ ସମସ୍ତ ପାର୍ଶ୍ଵ one unit ସହିତ ସମାନ ଥିବା ଗୋଟିଏ କ୍ୟୁବକୁ ଦେଖିପାରିବେ
03:03 Gmshକୁ ଫେରିଆସନ୍ତୁ. ବାମପଟେ ଆପଣ Geometry, Mesh ଓ Solver ସହିତ module treeକୁ ଦେଖିପାରିବେ
03:14 Geometry >> Elementary entitiesକୁ ଯିବା ସହିତ Add ଓ ତା’ପରେ Pointରେ କ୍ଲିକ୍ କରନ୍ତୁ. ଗୋଟିଏ ନୂତନ window ଦୃଶ୍ୟମାନ ହେବ
03:25 (0 0 0)ରୁ ଆରମ୍ଭ ହୋଇଥିବା X, Y ଓ Zର କୋଅର୍ଡିନେଟକୁ ପ୍ରବେଶ କରିବା ସହିତ Enter ଦାବନ୍ତୁ
03:34 ଦ୍ଵିତୀୟ କୋଅର୍ଡିନେଟକୁ (1 0 0) ଭାବେ ପ୍ରବେଶ କରିବା ସହିତ Enter ଦାବନ୍ତୁ, ତୃତୀୟ କୋଅର୍ଡିନେଟକୁ (1 1 0) ଭାବେ ଏବଂ ଚତୁଃର୍ଥ କୋଅର୍ଡିନେଟକୁ (0 1 0) ଭାବେ ପ୍ରବେଶ କରିବା ସହିତ Enter ଦାବନ୍ତୁ
03:53 ସେହିପରି, ପଜିଟିଭ୍ z-directionରେ ପଏଣ୍ଟ (0 0 1)ରୁ ଆରମ୍ଭ କରି କୋଅର୍ଡିନେଟଗୁଡିକୁ ସଂଯୁକ୍ତ କରିବା ସହିତ Enter ଦାବନ୍ତୁ. ବାକି ତିନୋଟି କୋଅର୍ଡିନେଟକୁ ପ୍ରବେଶ କରିବା ସହିତ ୱିଣ୍ଡୋକୁ ବନ୍ଦ କରନ୍ତୁ
04:10 ମୁଁ ସମସ୍ତ ଆଠୋଟି କୋଅର୍ଡିନେଟଗୁଡିକୁ ପ୍ରବେଶ କରିସାରିଛି. ପଏଣ୍ଟଗୁଡିକୁ ଚାଳନା କରିବା ପାଇଁ mouseର ବମପଟ କ୍ଲିକକୁ ବ୍ୟବହାର କରନ୍ତୁ
04:18 ଆପଣ ସମସ୍ତ ଆଠୋଟି କୋଅର୍ଡିନେଟକୁ ପଏଣ୍ଟ ଭାବେ ଦେଖିପାରିବେ
04:23 ବର୍ତ୍ତମାନ Straight lineରେ କ୍ଲିକ୍ କରନ୍ତୁ. ଏହା ଗୋଟିଏ start point ପାଇଁ କହିବ. ପ୍ରଥମ ପଏଣ୍ଟକୁ ଚୟନ କରନ୍ତୁ
04:33 ଏହା ଗୋଟିଏ end point ପାଇଁ କହିବ. ଶେଷ ପଏଣ୍ଟକୁ ଚୟନ କରନ୍ତୁ
04:37 ଦୁଇଟି ପଏଣ୍ଟ ମଧ୍ୟରେ ଗୋଟିଏ ଲାଇନ୍ ଅଂକନ କରନ୍ତୁ. ସେହିପରି ସମସ୍ତ ପଏଣ୍ଟଗୁଡିକୁ ସଂଯୁକ୍ତ କରନ୍ତୁ
04:45 abort କରିବା ପାଇଁ qକୁ ଦାବନ୍ତୁ
04:49 ବର୍ତ୍ତମାନ କ୍ୟୁବର ଫେସଗୁଡିକୁ ପରିଭାଷିତ କରନ୍ତୁ. plane surface ଉପରେ କ୍ଲିକ୍ କରନ୍ତୁ. ଏହା surface boundary ଆବଶ୍ୟକ କରିବ
04:59 ପ୍ରଥମେ ବଟମ୍ ଫେସର ଏଜଗୁଡିକୁ ଚୟନ କରନ୍ତୁ. ଚୟନ ହୋଇଥିବା ଏଜଗୁଡିକ ନାଲି ରଙ୍ଗରେ ପରିବର୍ତ୍ତନ ହୋଇଯାଇଥିବା ଲକ୍ଷ୍ୟ କରନ୍ତୁ
05:08 ଏହା hole ଥିବା ବାଉଣ୍ଡାରୀ ଆବଶ୍ୟକ କରିବ ଯଦି କିଛି ଥାଏ. ଯେହେତୁ ବାଉଣ୍ଡାରୀରେ କିଛି ବି hole ନାହିଁ ତେଣୁ ଚୟନକୁ ସମାପ୍ତ କରିବା ପାଇଁ e ଦାବନ୍ତୁ
05:19 କେନ୍ଦ୍ରରେ ଡାଶ୍ ଲାଇନଗୁଡିକ ଥିବା ଫେସର ଦୃଶ୍ୟମାନତାକୁ ଲକ୍ଷ୍ୟ କରନ୍ତୁ. ବର୍ତ୍ତମାନ top faceକୁ ପରିଭାଷିତ କରନ୍ତୁ
05:29 ସେହିପରି, ବାକି ଫେସଗୁଡିକୁ ପରିଭାଷିତ କରନ୍ତୁ. ମୁଁ ସମସ୍ତ ଫେସଗୁଡିକୁ ପରିଭାଷିତ କରିସାରିଛି. ଏବୋର୍ଟ କରିବା ପାଇଁ q ଦାବନ୍ତୁ
05:39 ବର୍ତ୍ତମାନ ଆମେ କ୍ୟୁବର ଘନଫଳ ନିର୍ଦ୍ଧାରଣ କରିବା. ଏହା ବାଉଣ୍ଡାରୀର volume ଆବଶ୍ୟକ କରିବ
05:47 ଯେକୌଣସି ସରଫେସ୍ ବାଉଣ୍ଡାରୀକୁ ଚୟନ କରିବା ସହିତ ଚୟନକୁ ସମାପ୍ତ କରିବା ପାଇଁ e ଦାବନ୍ତୁ
05:55 କ୍ୟୁବର କେନ୍ଦ୍ରରେ ଗୋଟିଏ ହଳଦିଆ ଡଟ୍ ଦୃଶ୍ୟମାନ ହେବ ଯାହା ଘନଫଳକୁ ଉପସ୍ଥାପିତ କରେ. ଏବୋର୍ଟ କରିବା ପାଇଁ q ଦାବନ୍ତୁ
06:04 ବର୍ତ୍ତମାନ ଫୀଜିକାଲ୍ ଗ୍ରୁପକୁ ପରିଭାଷିତ କରନ୍ତୁ ଯାହାକୁ OpenFOAMରେ ଜୋମେଟ୍ରୀକୁ ଏକ୍ସପୋର୍ଟ କରିବା ପାଇଁ ବ୍ୟବହାର କରାଯିବ
06:13 Physical Groups >> Addକୁ ଯିବା ସହିତ Surface ଉପରେ କ୍ଲିକ୍ କରନ୍ତୁ
06:19 ପ୍ରଥମେ ସମ୍ମୁଖସ୍ଥ ସରଫେସକୁ ଚୟନ କରିବା ସହିତ ଚୟନକୁ ସମାପ୍ତ କରିବା ପାଇଁ eକୁ ଦାବନ୍ତୁ. ପଛଭାଗ ସରଫେସକୁ ଚୟନ କରିବା ସହିତ ଚୟନକୁ ସମାପ୍ତ କରିବା ପାଇଁ e ଦାବନ୍ତୁ
06:31 ସେହିପରି ବାକି ସମସ୍ତ ସରଫେସଗୁଡିକୁ ଚୟନ କରନ୍ତୁ. ମୁଁ ସମସ୍ତ ସରଫେସଗୁଡିକୁ ଚୟନ କରିସାରିଛି. ଏବୋର୍ଟ କରିବା ପାଇଁ q ଦାବନ୍ତୁ
06:41 ବର୍ତ୍ତମାନ ଫୀଜିକାଲ୍ volumeକୁ ପରିଭାଷିତ କରନ୍ତୁ. Volume ଉପରେ କ୍ଲିକ୍ କରନ୍ତୁ. ଏହା ଘନଫଳ ଆବଶ୍ୟକ କରିବ. କ୍ୟୁବର କେନ୍ଦ୍ରରେ ଥିବା ହଳଦିଆ ଡଟ୍ ଉପରେ କ୍ଲିକ୍ କରନ୍ତୁ
06:53 ହଳଦିଆ ଡଟ୍ ନାଲି ରଙ୍ଗରେ ପରିବର୍ତ୍ତନ ହୋଇଯିବ. ଚୟନ କୁ ସମାପ୍ତ କରିବା ପାଇଁ e ଏବଂ ଏବୋର୍ଟ କରିବା ପାଇଁ q ଦାବନ୍ତୁ
07:02 ଆମ କ୍ୟୁବ୍ ସମ୍ପୂର୍ଣ୍ଣ ହୋଇଛି. କାମକୁ ସେଭ୍ କରନ୍ତୁ
07:07 File >> Save asକୁ ଯିବା ସହିତ ଫାଇଲକୁ cube.geo ଭାବେ ନାମିତ କରନ୍ତୁ
07:15 ଧ୍ୟାନଦିଅନ୍ତୁ ଯେ ଏଠାରେ geo, geometryକୁ ଉପସ୍ଥାପିତ କରେ. Okରେ ଏବଂ ପୁନର୍ବାର Okରେ କ୍ଲିକ୍ କରନ୍ତୁ
07:23 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ଗୋଟିଏ ଆସାଇନମେଣ୍ଟ ଭାବେ, cylinder, sphere ଭଳି ଅନ୍ୟ ସରଳ ଜୋମେଟ୍ରୀ Gmshରେ ସୃଷ୍ଟି କରନ୍ତୁ
07:35 ଏହି ଟ୍ୟୁଟୋରିଆଲରେ ଆମେ Synaptic Package Manager ଓ ୱେବସାଇଟକୁ ବ୍ୟବହାର କରି Gmshକୁ ଇନଷ୍ଟଲ୍ ଓ ରନ୍ କରିବା ଶିଖିଲେ. Gmsh ବ୍ୟବହାର କରି ଗୋଟିଏ କ୍ୟୁବ୍ ସୃଷ୍ଟି କଲେ
07:48 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:56 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚାଲିଥାଏ ଏବଂ ପ୍ରମାଣପତ୍ର ଦିଆଯାଏ. ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ. ଏହା ଭାରତ ସରକାରଙ୍କ MHRDର NMEICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ଅନୁଦାନ ପ୍ରାପ୍ତ
08:11 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep