Difference between revisions of "OpenFOAM/C3/Importing-mesh-file-in-OpenFOAM/Oriya"

From Script | Spoken-Tutorial
Jump to: navigation, search
Line 1: Line 1:
|-
+
 
 
{|border=1
 
{|border=1
 
| '''Time'''
 
| '''Time'''
 
| '''Narration'''
 
| '''Narration'''
 +
 
|-
 
|-
 
| 00:00
 
| 00:00

Revision as of 13:41, 4 November 2017

Time Narration
00:00 ବନ୍ଧୁଗଣ, Importing Mesh files in OpenFOAM ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: OpenFOAMରେ ଥିବା ଗୋଟିଏ ମେଶିଙ୍ଗ ସଫ୍ଟୱେରରୁ Mesh ଫାଇଲଗୁଡିକୁ Import କରିବା
00:14 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ:

Linux Operating System Ubuntu ଭର୍ସନ୍ 12.04 OpenFOAM ଭର୍ସନ୍ 2.1.1 ParaView ଭର୍ସନ୍ 3.12.0 ବ୍ୟବହାର କରୁଛି

00:26 ଗୋଟିଏ ପ୍ରାକ୍ ଆବଶ୍ୟକତା ଭାବେ ୟୁଜର୍ ସଫ୍ଟୱେରଗୁଡିକ ଯେପରି Gambit, Ansys ICEM , CFX, Salomeରେ କିପରି ଗୋଟିଏ Meshକୁ ସୃଷ୍ଟି କରାଯାଏ ଜାଣିଥିବା ଆବଶ୍ୟକ


00:40 blockMeshକୁ ବ୍ୟବହାର କରି ଆପଣ ସହଜରେ ସରଳ ଜୋମେଟ୍ରୀଗୁଡିକୁ ସୃଷ୍ଟି କରିପାରିବେ. ଉଦାହରଣସ୍ଵରୂପ- box, pipe ପ୍ରଭୃତି. blockMeshକୁ ବ୍ୟବହାର କରି ଜଟିଳ ଜୋମେଟ୍ରୀଗୁଡିକୁ ସୃଷ୍ଟି କରିବା କଷ୍ଟସାଧ୍ୟ ଅଟେ
00:53 କିନ୍ତୁ OpenFOAM, ଥାର୍ଡ ପାର୍ଟୀ ମେଶିଙ୍ଗ ସଫ୍ଟୱେରରୁ mesh ଇମ୍ପୋର୍ଟ କରିବାକୁ ସମର୍ଥନ କରେ. ଏହି mesh ଫାଇଲଗୁଡିକୁ ଇମ୍ପୋର୍ଟ କରିବା ପାଇଁ OpenFOAMରେ commandଗୁଡିକ ଉପଲବ୍ଧ ଅଛି
01:05 ବର୍ତ୍ତମାନ ଆମେ ଏହି ଫାଇଲଗୁଡିକୁ import କରି ଶିଖିବା
01:08 ଏଠାରେ ଆମ ପାଇଁ geometry ଉପଲବ୍ଧ ଅଛି. ଦୈର୍ଘ୍ୟ 1m ଓ ଉଚ୍ଚତା 1m ଥିବା ଗୋଟିଏ ବର୍ଗାକାର ସିଲିଣ୍ଡର୍ ଆମ ପାଖରେ ଅଛି. Inlet ଭେଲୋସିଟୀ 1 m/s ଅଟେ
01:22 ଆମେ ଏହାକୁ ଗୋଟିଏ Reynolds Number (Re) = 100 ପାଇଁ ସମାଧାନ କରୁଛେ.

ଚୟନ ହୋଇଥିବା ଡୋମେନ୍ 40m by 60m ଅଟେ Boundary କଣ୍ଡିଶନଗୁଡିକ ରେଖାଚିତ୍ରରେ ପ୍ରଦର୍ଶିତ ହୋଇଛି

01:36 meshing ସଫ୍ଟୱେରରେ ସୃଷ୍ଟି କରାଯାଇଥିବା ଏହା ଗୋଟିଏ mesh ଫାଇଲ୍ ଅଟେ
01:40 OpenFOAMର କାର୍ଯ୍ୟକାରୀ ଡାଇରେକ୍ଟୋରୀରେ ଥିବା icoFoam solverକୁ ଯିବା ସହିତ ଏହା ଉପରେ କ୍ଲିକ୍ କରନ୍ତୁ
01:47 ବର୍ତ୍ତମାନ cylinder ନାମକ ଗୋଟିଏ ଫୋଲ୍ଡର୍ ସୃଷ୍ଟି କରନ୍ତୁ
01:52 ବର୍ତ୍ତମାନ cavity caseକୁ ଯିବା ସହିତ cavity କେସରୁ 0(ଯିରୋ) ଓ system ଫୋଲ୍ଡରଗୁଡିକୁ କପୀ କରନ୍ତୁ
01:59 ଏହାକୁ cylinder ଫୋଲ୍ଡର୍ ମଧ୍ୟରେ Paste କରନ୍ତୁ. ଧ୍ୟାନଦିଅନ୍ତୁ ଯେ ଆପଣଙ୍କର constant ଫୋଲ୍ଡର୍ ଆବଶ୍ୟକ ନାହିଁ
02:10 ମୋ ଡେସ୍କଟପ୍ ଉପରେ .(ଡଟ୍) msh ଏକ୍ସଟେନଶନ୍ ଥିବା ଗୋଟିଏ Fluent mesh ଫାଇଲ୍ ଅଛି. ଏହାର ନାମ cylmesh.msh ଅଟେ
02:23 ଏହି ଫାଇଲକୁ icoFoamର cylinder ଫୋଲ୍ଡର୍ ମଧ୍ୟରେ କପୀ ଓ ପେଷ୍ଟ କରନ୍ତୁ. ବର୍ତ୍ତମାନ ଆମର ସେଟ୍ ଅପ୍ ପ୍ରସ୍ତୁତ ଅଛି
02:32 command terminalକୁ ଖୋଲନ୍ତୁ. Run ଟାଇପ୍ କରିବା ସହିତ Enter ଦାବନ୍ତୁ
02:37 cd ସ୍ପେସ୍ tutorials ଟାଇପ୍ କରିବା ସହିତ Enter ଦାବନ୍ତୁ
02:42 cd ସ୍ପେସ୍ incompressible ଟାଇପ୍ କରିବା ସହିତ Enter ଦାବନ୍ତୁ. cd ସ୍ପେସ୍ icoFoam ଟାଇପ୍ କରିବା ସହିତ Enter ଦାବନ୍ତୁ. cd ସ୍ପେସ୍ cylinder ଟାଇପ୍ କରିବା ସହିତ Enter ଦାବନ୍ତୁ
02:58
(ସ୍ପେସ୍)cylmesh.msh ଟାଇପ୍ କରିବା ଆବଶ୍ୟକ ଏବଂ Enter ଦାବନ୍ତୁ
03:20 ଟର୍ମିନଲ୍ ଉପରେ ବର୍ତ୍ତମାନ ଆପଣ mesh ଫାଇଲ୍ openFoam data fileରେ ରୂପାନ୍ତର ହେବା ଦେଖିପାରିବେ
03:28 ବର୍ତ୍ତମାନ cylinder ଫୋଲ୍ଡରକୁ ଫେରିଆସନ୍ତୁ
03:31 constant ଫୋଲ୍ଡର୍ ସୃଷ୍ଟି ହୋଇସାରିଛି. ଏହାକୁ ଖୋଲିବା ପାଇଁ constant ଉପରେ କ୍ଲିକ୍ କରନ୍ତୁ
03:38 constant ଫୋଲ୍ଡର୍ ମଧ୍ୟରୁ transport Property ଫାଇଲ୍ ନିଖୋଜ୍ ଅଛି
03:42 ଦୁଇଟି ଲେବଲ୍ ପଛକୁ ଆସନ୍ତୁ ଏବଂ cavity caseର constant ଫୋଲ୍ଡରରୁ transport propertyକୁ କପୀ କରନ୍ତୁ
03:53 ଏହାକୁ ସୀଲିଣ୍ଡରର constant ଫୋଲ୍ଡର୍ ମଧ୍ୟରେ Paste କରନ୍ତୁ ଯାହା ସଙ୍ଗେସଙ୍ଗେ ସୃଷ୍ଟି ହୋଇଛି. ଡିଫଲ୍ଟ viscosityକୁ ରଖନ୍ତୁ
04:05 terminalକୁ ଫେରିଆସନ୍ତୁ
04:08 ଧ୍ୟାନଦିଅନ୍ତୁ ଯେ ଏଠାରେ ଆମେ blockMesh କମାଣ୍ଡକୁ ରନ୍ କରିବା ନାହିଁ. Mesh ଫାଇଲରେ boundary କଣ୍ଡିଶନଗୁଡିକୁ ଦେଖିବା ପାଇଁ,
04:15 Constant > polyMeshକୁ ଯା’ନ୍ତୁ. Ls ଟାଇପ୍ କରନ୍ତୁ. ଆପଣ boundary ଫାଇଲକୁ ଦେଖିପାରିବେ
04:25 ଆପଣ ଏହାକୁ ନିଜ ପସନ୍ଦର ଯେକୌଣସି editorରେ ଖୋଲନ୍ତୁ
04:30 boundary conditionର ନାମଗୁଡିକ geometry ସ୍ଲାଇଡରେ ଥିବା ଭଳି ଦେଖାଯିବ
04:36 boundary namesରେ ଦେଖା ଦେଉଥିବା କୌଣସି ତୃଟି ସକାଷେ ଆପଣ boundary fileକୁ ରେଫର୍ କରିପାରିବେ. ଏହାକୁ ବନ୍ଦ କରନ୍ତୁ
04:45


04:52 0(ଯିରୋ) ଫୋଲ୍ଡରରେ ଥିବା pressure ଫାଇଲକୁ ଖୋଲନ୍ତୁ
04:57 ଧ୍ୟାନଦିଅନ୍ତୁ ଯେ boundary ନାମଗୁଡିକ ପୁରାପୁରି boundary ଫାଇଲ୍ ସହିତ ମେଳ ହେଉଥିବା ଆବଶ୍ୟକ ଅଟେ. ଆବଶ୍ୟକ ସ୍ଥଳେ ସେଗୁଡିକୁ ପରିବର୍ତ୍ତନ କରନ୍ତୁ. ଏହି ଫାଇଲକୁ ବନ୍ଦ କରନ୍ତୁ
05:08 ଗୋଟିଏ ଲେବଲ୍ ପଛକୁ ଯିବା ସହିତ system ଫୋଲ୍ଡରକୁ ଯା’ନ୍ତୁ
05:15 controlDict ଫାଇଲକୁ ଖୋଲନ୍ତୁ
05:18 ଆମେ controlDict ଫାଇଲର ଅନ୍ତିମ ସମୟକୁ ପରିବର୍ତ୍ତନ କରିବା. ଏହାକୁ ବନ୍ଦ କରନ୍ତୁ
05:25 ଗୋଟିଏ ଲେବଲ୍ ପଛକୁ ଯା’ନ୍ତୁ. iterationsକୁ ଆରମ୍ଭ କରିବା ପାଇଁ icoFoam ଟାଇପ୍ କରିବା ସହିତ Enter ଦାବନ୍ତୁ. ଟର୍ମିନଲରେ Iterationଗୁଡିକ ରନ୍ ହେଉଥିବା ଆପଣ ଦେଖିପାରିବେ
05:39 geometryକୁ ଦେଖିବା ପାଇଁ paraFoam ଟାଇପ୍ କରିବା ସହିତ Enter ଦାବନ୍ତୁ. ParaView ୱିଣ୍ଡୋସ୍ଥିତ object inspector ମେନୁରେ ଥିବା Apply ବଟନ୍ ଉପରେ କ୍ଲିକ୍ କରନ୍ତୁ
05:53 ଆପଣ geometryକୁ ଦେଖିପାରିବେ. Active variable control ମେନୁରେ solid colorରୁ U velocityକୁ ପରିବର୍ତ୍ତନ କରନ୍ତୁ
06:03 ଏଠାରେ ପ୍ରାରମ୍ଭିକ velocity କଣ୍ଡିଶନ୍ ଦୃଶ୍ୟମାନ ହେଉଛି
06:08 ଡାହାଣ ପଟେ ଥିବା VCR ମେନୁସ୍ଥିତ play ବଟନ୍ ଉପରେ କ୍ଲିକ୍ କରନ୍ତୁ
06:15 ସମୟ ଅତିବାହିତ ହେବା ସହିତ ଆମେ velocity contoursକୁ ଦେଖିପାରିବା
06:20 paraview ୱିଣ୍ଡୋକୁ ବନ୍ଦ କରନ୍ତୁ
06:23 ଅନ୍ୟ meshing softwareରୁ ଜୋମେଟ୍ରୀକୁ import କରିବା ପାଇଁ ଏଠାରେ କମାଣ୍ଡଗୁଡିକର ଗୋଟିଏ ତାଲିକା ଅଛି.

ANSYS : ansysToFoam ସ୍ପେସ୍ <filename> IDEAS : ideasTofoam ସ୍ପେସ୍ <filename> CFX : cfxToFoam ସ୍ପେସ୍ <filename> SALOME : ideasUnvToFoam ସ୍ପେସ୍ <filename> ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ

06:54 ଗୋଟିଏ ଆସାଇଅନମେଣ୍ଟ ଭାବେ-

ଗୋଟିଏ ବୃତ୍ତାକାର ସୀଲିଣ୍ଡରର mesh ଫାଇଲକୁ ଇମ୍ପୋର୍ଟ କରିବା ପାଇଁ ଚେଷ୍ଟା କରନ୍ତୁ circcyl.msh ନାମ ଥିବା Mesh ଫାଇଲ୍ ଏହି ଟ୍ୟୁଟୋରିଆଲରେ ଉପଲବ୍ଧ ଅଛି icoFoam solverକୁ ବ୍ୟବହାର କରି ଏହାକୁ ସମାଧାନ କରନ୍ତୁ

07:12 ଏହି ଟ୍ୟୁଟୋରିଆଲରେ ଆମେ ଅନ୍ୟ meshing ସଫ୍ଟୱେରଗୁଡିକରୁ ଜୋମେଟ୍ରୀକୁ ଇମ୍ପୋର୍ଟ କରିବା ଶିଖିଲେ
07:18 ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial

ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ

07:30 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି

ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ

07:46 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ(spoken-tutorial.org/NMEICT-Intro) ଉପଲବ୍ଧ
08:03 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep