OpenFOAM/C3/Flow-over-a-flat-plate/Oriya

From Script | Spoken-Tutorial
Revision as of 12:57, 4 November 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Flow over a flat plate using openFoam ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ମୁଁ ଆପଣଙ୍କୁ:

flat ପ୍ଲେଟର ଜୋମେଟ୍ରୀ meshingରେ ଗ୍ରିଡର ବ୍ୟବଧାନକୁ ପରିବର୍ତ୍ତନ କରିବା ParaViewରେ ପରିଣାମଗୁଡିକୁ Postprocessing କରିବା ଏବଂ Vector Plotକୁ ବ୍ୟବହାର କରି କଳ୍ପନା କରିବା, ବିଷୟରେ ଶିକ୍ଷ୍ୟା ଦେବି

00:19 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ Linux Operating System Ubuntu ଭର୍ସନ୍ 12.04, OpenFOAM ଭର୍ସନ୍ 2.1.1, ParaView ଭର୍ସନ୍ 3.12.0 ବ୍ୟବହାର କରୁଛି
00:30 fluid mechanicsରେ Flow over flat plate ହେଉଛି ଗୋଟିଏ ମୌଳିକ ସମସ୍ୟା
00:35 ଆପଣ boundary layerର ବର୍ଦ୍ଧନକୁ କଳ୍ପନା କରିପାରିବେ. ବଡୀ ଉପରେ Boundary layer ଗୋଟିଏ ଅତି ପତଳା ସ୍ଥାନ ଅଟେ
00:41 ଯେଉଁଠି ଭେଲୋସିଟୀ free stream velocityର 0.99 times ଅଟେ
00:46 ଏହା flow over the flat plateର ଗୋଟିଏ ରେଖାଚିତ୍ର ଅଟେ
00:49 ନିମ୍ନରେ boundary conditions ପ୍ରଦତ୍ତ ଅଛି. ଏଠାରେ Inlet, Plate, Top ଅଛି ଯାହା Farfield ଅଟେ ଏବଂ Outlet ଯାହା pressure outlet boundary ଅଟେ
01:00 Free stream velocity U = 1 m/s ଏବଂ ଆମେ ଏହାକୁ Reynolds number (Re) = 100 ପାଇଁ ସମାଧାନ କରିବା
01:08 ବର୍ତ୍ତମାନ home ଫୋଲ୍ଡରକୁ ଯା’ନ୍ତୁ. Home ଫୋଲ୍ଡରରେ ଥିବା OpenFoam ଫୋଲ୍ଡର୍ ଉପରେ କ୍ଲିକ୍ କରନ୍ତୁ
01:15 ତା’ପରେ run ଡାଇରେକ୍ଟୋରୀକୁ ଯା’ନ୍ତୁ. ଆପଣ ଟ୍ୟୁଟୋରିଆଲଗୁଡିକୁ ଦେଖିପାରିବେ. ଏହା ଉପରେ କ୍ଲିକ୍ କରନ୍ତୁ. ତଲକୁ ସ୍କ୍ରୋଲ୍ କରିବା ସହିତ Incompressible ଉପରେ କ୍ଲିକ୍ କରନ୍ତୁ ଏବଂ ତଳକୁ ସ୍କ୍ରୋଲ୍ କରନ୍ତୁ
01:27 ଆପଣ simpleFoam ଫୋଲ୍ଡରକୁ ଦେଖିବେ. ଏହା ଉପରେ କ୍ଲିକ୍ କରନ୍ତୁ. ଏହି solver ଆମ କେସକୁ ସୁହାଇବ
01:34 ଏଥିରେ, flatplate ନାମକ ଗୋଟିଏ ଫୋଲ୍ଡର୍ ସୃଷ୍ଟି କରନ୍ତୁ. ରାଇଟ୍ କ୍ଲିକ୍ କରିବା ସହ Create New Folder ଚୟନ କରନ୍ତୁ ଏବଂ flatplate ନାମ ଦିଅନ୍ତୁ
01:44 ବର୍ତ୍ତମାନ, pitzdaily କେସକୁ ଖୋଲନ୍ତୁ
01:47 ଏହାକୁ ଯୁମ୍ କରନ୍ତୁ. ତିନୋଟି ଫୋଲ୍ଡର୍ 0, constant ଓ systemକୁ କପୀ କରନ୍ତୁ
01:56 ବର୍ତ୍ତମାନ ଗୋଟିଏ ଲେବଲ୍ ପଛକୁ ଆସନ୍ତୁ. ଏହି ତିନୋଟି ଫୋଲ୍ଡରକୁ flatplate ଫୋଲ୍ଡର୍ ମଧ୍ୟରେ Paste କରନ୍ତୁ
02:05 constant ଫୋଲ୍ଡର ଏବଂ ତା’ପରେ polyMesh ଫୋଲ୍ଡରକୁ ଖୋଲନ୍ତୁ
02:10 blockMeshDict ଫାଇଲ୍ ମଧ୍ୟରେ ଜୋମେଟ୍ରୀ ଓ boundary condition ନାମଗୁଡିକୁ ପରିବର୍ତ୍ତନ କରନ୍ତୁ
02:15 ମୁଁ ପରିବର୍ତ୍ତନଗୁଡିକୁ କରିସାରିଛି. blockMeshDict ଫାଇଲକୁ ଖୋଲନ୍ତୁ. ତଳକୁ ସ୍କ୍ରୋଲ୍ କରନ୍ତୁ. ଜୋମେଟ୍ରୀ metersରେ ଅଛି
02:25 ଆମେ flatplateର ଡାଇମେନଶନଗୁଡିକୁ ସେଟ୍ କରିସାରିଛେ
02:29 simpleGradingକୁ ଦେଖିପାରିବେ. ଯେହେତୁ ପ୍ଲେଟ୍ ନିକଟରେ ଆମର ଗୋଟିଏ ସୁକ୍ଷ୍ମ mesh ଆବଶ୍ୟକ ତେଣୁ ଏହାକୁ (1 3 1) ଭାବେ ରଖାଯାଇଛି
02:35 ବର୍ତ୍ତମାନ ଏହାକୁ ବନ୍ଦ କରିବା ସହିତ ଦୁଇଟି ଲେବଲ୍ ପଛକୁ ଯା’ନ୍ତୁ
02:41 ସେହିପରି, 0 ଫୋଲ୍ଡରସ୍ଥିତ ଫାଇଲଗୁଡିକରେ ଥିବା boundary condition ନାମଗୁଡିକୁ ପରିବର୍ତ୍ତନ କରନ୍ତୁ
02:48 ଏହି ଫାଇଲଗୁଡିକରେ pressure, velocity ଓ wall ସମ୍ବନ୍ଧିତ ଫଙ୍କଶନଗୁଡିକ ଅଛି
02:54 wall ଫଙ୍କଶନର ଭେଲ୍ୟୁଗୁଡିକୁ ଗଣନା କରିବା ପାଇଁ ଦୟାକରି OpenFoam ସିରିଜର ପୂର୍ବ ଟ୍ୟୁଟୋରିଆଲକୁ ରେଫର୍ କରନ୍ତୁ. ଗୋଟିଏ ସ୍ତର ପଛକୁ ଯା’ନ୍ତୁ
03:03 system ଫୋଲ୍ଡରକୁ ଡିଫଲ୍ଟ ଭାବେ ରଖିବା ସହିତ ଏହାକୁ ବନ୍ଦ କରନ୍ତୁ
03:09 ବର୍ତ୍ତମାନ terminal windowକୁ ଖୋଲନ୍ତୁ. ଟର୍ମିନଲ୍ ୱିଣ୍ଡୋରେ run ଟାଇପ୍ କରିବା ସହିତ Enter ଦାବନ୍ତୁ
03:16 cd ସ୍ପେସ୍ tutorials ଟାଇପ୍ କରିବା ସହିତ Enter ଦାବନ୍ତୁ
03:21 cd ସ୍ପେସ୍ incompressible ଟାଇପ୍ କରିବା ସହିତ Enter ଦାବନ୍ତୁ
03:25 cd ସ୍ପେସ୍ simpleFoam ଟାଇପ୍ କରିବା ସହିତ Enter ଦାବନ୍ତୁ
03:31 ଏବଂ ls ଟାଇପ୍ କରିବା ସହିତ Enter ଦାବନ୍ତୁ
03:34 ଆପଣ flatplate ଫୋଲ୍ଡରକୁ ଦେଖିପାରିବେ
03:37 ବର୍ତ୍ତମାନ cd ସ୍ପେସ୍ flatplate ଟାଇପ୍ କରିବା ସହିତ Enter ଦାବନ୍ତୁ
03:42 ls ଟାଇପ୍ କରିବା ସହିତ Enter ଦାବନ୍ତୁ
03:45 ଆପଣ 0, constant ଓ system ଭାବେ ତିନୋଟି ଫୋଲ୍ଡରକୁ ଦେଖିପାରିବେ
03:49 ବର୍ତ୍ତମାନ ଜୋମେଟ୍ରୀକୁ mesh କରନ୍ତୁ. ଏହି ସମସ୍ୟା ପାଇଁ ଆମେ ଗୋଟିଏ course meshକୁ ବ୍ୟବହାର କରୁଛେ. ଟର୍ମିନଲରେ blockMesh ଟାଇପ୍ କରି Meshing କାର୍ଯ୍ୟ କରାଯାଇପାରିବ
03:58 Enter ଦାବନ୍ତୁ. Meshing ସମ୍ପନ୍ନ ହୋଇଛି
04:01 ଧ୍ୟାନଦିଅନ୍ତୁ ଯେ ଯଦି blockMesh ଫାଇଲରେ କିଛି ତୃଟି ରହିଥାଏ ତେବେ ଏହା ଟର୍ମିନଲ୍ ୱିଣ୍ଡୋରେ ଦୃଶ୍ୟମାନ ହେବ
04:07 ଜୋମେଟ୍ରୀକୁ ଦେଖିବା ପାଇଁ paraFoam ଟାଇପ୍ କରିବା ସହିତ Enter ଦାବନ୍ତୁ
04:13 ParaView ୱିଣ୍ଡୋ ଖୋଲିବା ପରେ object inspector ମେନୁର ବାମପଟେ ଥିବା Applyରେ କ୍ଲିକ୍ କରନ୍ତୁ
04:21 ଆପଣ geometryକୁ ଦେଖିପାରିବେ. ParaView ୱିଣ୍ଡୋକୁ ବନ୍ଦ କରିବା ସହିତ ସ୍ଲାଇଡକୁ ଫେରିଆସନ୍ତୁ
04:28 ଆମେ ଏଠାରେ ବ୍ୟବହାର କରୁଥିବା solver, simpleFoam ଅଟେ. in compressible ଓ turbulent ଫ୍ଲୋଗୁଡିକ ପାଇଁ SimpleFoam ଗୋଟିଏ steady state solver ଅଟେ
04:37 ଟର୍ମିନଲ୍ ୱିଣ୍ଡୋକୁ ଫେରିଆସନ୍ତୁ. ଟର୍ମିନଲ୍ ୱିଣ୍ଡୋରେ simpleFoam ଟାଇପ୍ କରିବା ସହିତ Enter ଦାବନ୍ତୁ
04:45 ଟର୍ମିନଲ୍ ୱିଣ୍ଡୋରେ iterationଗୁଡିକ ରନ୍ ହେଉଥିବା ଆପଣ ଦେଖିପାରିବେ
04:51 ଥରେ ସମାଧାନ ସମ୍ପନ୍ନ ହେଲାପରେ ପରିଣାମଗୁଡିକୁ ଦେଖିବା ପାଇଁ paraFoam ଟାଇପ୍ କରନ୍ତୁ
04:55 ଜୋମେଟ୍ରୀକୁ ଦେଖିବା ପାଇଁ Object Inspector ମେନୁର ବାମପଟେ ଥିବା Applyରେ କ୍ଲିକ୍ କରନ୍ତୁ
05:01 Object Inspector ମେନୁସ୍ଥିତ properties ପ୍ୟାନେଲରେ time step, regions ଓ fields ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ
05:08 Active Variable Control ମେନୁର ଉପରେ ଥିବା ଡ୍ରପ୍ ଡାଉନ୍ ମେନୁସ୍ଥିତ contoursକୁ ଦେଖିବା ଯାହା solid colorରୁ କ୍ୟାପିଟାଲ୍ Uକୁ ପରିବର୍ତ୍ତନ ହୋଇଯାଇଛି
05:19 ଆପଣ velocityର ପ୍ରାରମ୍ଭିକ ଅବସ୍ଥାକୁ ଦେଖିପାରିବେ
05:23 ବର୍ତ୍ତମାନ ParaView ୱିଣ୍ଡୋର ଉପରିଭାଗରେ ଆପଣ VCR କଣ୍ଟ୍ରୋଲକୁ ଦେଖିବେ
05:28 Play ବଟନ୍ ଉପରେ କ୍ଲିକ୍ କରନ୍ତୁ
05:33 ନିର୍ଦ୍ଦିଷ୍ଟ ସୂଚନାନୁସାରେ ଆପଣ ଫ୍ଲଟ୍ ପ୍ଲେଟ୍ ଉପରେ Pressure କିମ୍ବା Velocityର contourକୁ ଦେଖିପାରିବେ
05:39 ଏହା velocity contour ଅଟେ. Color legend ଉପରେ ଟୋଗଲ୍ କରନ୍ତୁ
05:43 ଏହା କରିବା ପାଇଁ Active Variable Control ମେନୁ ଉପରେ ଥିବା color legend ଆଇକନ୍ ଉପରେ କ୍ଲିକ୍ କରନ୍ତୁ
05:50 Object inspector ମେନୁରେ ଥିବା Applyରେ କ୍ଲିକ୍ କରନ୍ତୁ
05:53 Object inspector ମେନୁରେ ଥିବା Display ଉପରେ କ୍ଲିକ୍ କରନ୍ତୁ
05:57 ତଳକୁ ସ୍କ୍ରୋଲ୍ କରିବା ସହ Rescale to data range ଉପରେ କ୍ଲିକ୍ କରନ୍ତୁ
06:03 Vector Plotକୁ କଳ୍ପନା କରିବା ପାଇଁ ଉପରେ ଥିବା ଏହି Color legendକୁ ସ୍ଥାନାନ୍ତର କରନ୍ତୁ. Filters ମେନୁ > Common > Glyphକୁ ଯା’ନ୍ତୁ
06:15 Object Inspector ମେନୁରେ ଥିବା Propertiesକୁ ଯା’ନ୍ତୁ
06:20 Object Inspector ମେନୁର ବାମପଟେ ଥିବା Applyରେ କ୍ଲିକ୍ କରନ୍ତୁ
06:24 ନିମ୍ନଭାଗରେ vectorଗୁଡିକର ଆକାରକୁ ପରିବର୍ତ୍ତନ କରି ସେମାନଙ୍କର ସଂଖ୍ୟାକୁ ପରିବର୍ତ୍ତନ କରିପାରିବେ
06:29 Edit ବଟନ୍ ଉପରେ କ୍ଲିକ୍ କରି vectorଗୁଡିକର ଆକାରକୁ ମଧ୍ୟ ପରିବର୍ତ୍ତନ କରାଯାଇପାରିବ. Set Scale Factor, 0.1ରେ ପରିବର୍ତ୍ତନ ହେବ
06:41 ପୁନର୍ବାର Apply ବଟନରେ କ୍ଲିକ୍ କରନ୍ତୁ
06:44 ବର୍ତ୍ତମାନ ଏହାକୁ ଯୁମ୍ କରନ୍ତୁ
06:46 ଏହା କରିବା ପାଇଁ Active Variable Control ମେନୁରେ ଥିବା ବିକଳ୍ପ zoom To Box ଉପରେ କ୍ଲିକ୍ କରନ୍ତୁ
06:52 ଏବଂ ଆପଣ ଚାହୁଁଥିବା ଯେକୌଣସି ସ୍ଥାନ ଉପରେ zoom କରନ୍ତୁ
06:58 flow, ପ୍ଲେଟ୍ ଉପରେ ଗତି କରିବା ଦ୍ଵାରା ଆପଣ vector plotsର ପାରାବୋଲିକ୍ ପରିବର୍ତ୍ତନକୁ ଦେଖିପାରିବେ
07:04 ଏହାକୁ ଡିଲିଟ୍ କରନ୍ତୁ. ବର୍ତ୍ତମାନ vector plotକୁ ଡିଲିଟ୍ କରନ୍ତୁ
07:09 ଏହା ମଧ୍ୟ ଦେଖିପାରିବେ ଯେ, 1ର ନିକଟସ୍ଥ କଲର୍ free stream velocity ଠାରୁ 0.99 ଗୁଣ ବେଗର ଅନୁରୂପ ହେବ
07:17 plot over data lineକୁ ବ୍ୟବହାର କରି ଆପଣ X ଓ Y ଆକ୍ସିସରେ ଭେଲୋସିଟୀରେ ହେଉଥିବା ପରିବର୍ତ୍ତନକୁ ମଧ୍ୟ ପ୍ଲଟ୍ କରିପାରିବେ
07:26 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: flat plate geometryର Geometry ଓ meshing ଏବଂ ParaViewରେ ଭେକ୍ଟରକୁ ପ୍ଲଟ୍ କରିବା
07:37 ଗୋଟିଏ ଆସାଇନମେଣ୍ଟ ଭାବେ- flow over a flat plateର ଗୋଟିଏ geometryକୁ ସୃଷ୍ଟି କରିବା. ପ୍ଲେଟ୍ ନିକଟରେ grid spacingକୁ ରିଫାଇନ୍ କରିବା
07:45 ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial

ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ

07:55 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି

ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ

08:08 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:17 ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ(spoken-tutorial.org/NMEICT-Intro) ଉପଲବ୍ଧ
ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep