OpenFOAM/C2/Supersonic-flow-over-a-wedge/Oriya

From Script | Spoken-Tutorial
Revision as of 12:43, 4 November 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Supersonic flow over a wedge using openFoam ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ମୁଁ: *supersonic flow over a wedgeର ଗୋଟିଏ compressible flow ସମସ୍ୟାକୁ କିପରି ସମାଧାନ କରିବା, paraViewରେ କିପରି ପରିଣାମଗୁଡିକୁ ପୋଷ୍ଟପ୍ରୋସେସ୍ କରାଯାଏ ପ୍ରଦର୍ଶନ କରିବି
00:18 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ Linux Operating System Ubuntu ଭର୍ସନ୍ 10.04, OpenFOAM ଭର୍ସନ୍ 2.1.0, ParaView ଭର୍ସନ୍ 3.12.0 ବ୍ୟବହାର କରୁଛି
00:30 ଏହି ଟ୍ୟୁଟୋରିଆଲକୁ ଅଭ୍ୟାସ କରିବା ପାଇଁ ଜଣେ ଶିକ୍ଷାର୍ଥୀଙ୍କର Compressible flows ଓ Gas Dynamics ଉପରେ କିଛି ମୌଳିକ ଜ୍ଞାନ ଥିବା ଆବଶ୍ୟକ
00:38 ବର୍ତ୍ତମାନ OpenFOAMକୁ ବ୍ୟବହାର କରି ଗୋଟିଏ wedge ଉପରେ supersonic flowକୁ ସମାଧାନ କରିବା ସହିତ paraviewକୁ ବ୍ୟବହାର କରି shock structureର ସୃଷ୍ଟିକୁ ଦେଖନ୍ତୁ
00:47 ସମସ୍ୟା ଗୋଟିଏ 15 degreesର ଏକ semi-angle ସହିତ ଗୋଟିଏ wedgeକୁ ଧାରଣ କରିବା ସହ ଅନୁରୂପ ଏକ supersonic flowରେ ରଖାଯାଇଛି
00:55 ଇନଲେଟ୍ ଭେଲୋସିଟୀ ସେକେଣ୍ଡ ପିଛା 5 meters ଅଟେ
01:00 boundary conditionଗୁଡିକୁ ଫିଗରରେ ପ୍ରଦର୍ଶିତ ହେବା ଭଳି ସେଟ୍ କରାଯାଇଛି
01:05 ଏଠାରେ ମୁଁ ବ୍ୟବହାର କରିଥିବା solverର ପ୍ରକାର ହେଉଛି, rhoCentralFoam
01:10 ଏହା Density ଉପରେ ଆଧାରିତ ଗୋଟିଏ compressible flow solver ଅଟେ. ଏହା central- upwind schemes of Kurganov and Tadmor ଉପରେ ଆଧାରିତ
01:21 ଗୋଟିଏ କମାଣ୍ଡ ଟର୍ମିନଲକୁ ଖୋଲନ୍ତୁ. ଏହା କରିବା ପାଇଁ ଆପଣଙ୍କ କୀବୋର୍ଡରେ ctrl +alt+ t କୀକୁ ଏକସଙ୍ଗେ ଦାବନ୍ତୁ
01:28 କମାଣ୍ଡ ଟର୍ମିନଲରେ, ଗୋଟିଏ wedge ଉପରେ supersonic flow ପାଇଁ ପାଥକୁ ଟାଇପ୍ କରନ୍ତୁ
01:35 ଟର୍ମିନଲରେ run ଟାଇପ୍ କରିବା ସହିତ Enter ଦାବନ୍ତୁ
01:40 cd ସ୍ପେସ୍ tutorials ଏବଂ Enter ଦାବନ୍ତୁ. cd ସ୍ପେସ୍ compressible ଏବଂ Enter ଦାବନ୍ତୁ. cd ସ୍ପେସ୍ rhoCentralFoam ଏବଂ Enter ଦାବନ୍ତୁ
02:02 cd ସ୍ପେସ୍ wedge15Ma5
02:13 ଏହା rhoCentralFoamରେ ଥିବା wedge ଉପରେ supersonic flow ଫୋଲ୍ଡରର ନାମ ଅଟେ ଏବଂ Enter ଦାବନ୍ତୁ
02:21 ବର୍ତ୍ତମାନ ls ଟାଇପ୍ କରିବା ସହ Enter ଦାବନ୍ତୁ
02:24 ଆପଣ ଫୋଲ୍ଡରଗୁଡିକ 0, constant ଓ systemକୁ ଦେଖିପାରିବେ
02:29 ବର୍ତ୍ତମାନ blockMeshDict ଫାଇଲକୁ ଖୋଲନ୍ତୁ. ଏହା କରିବା ପାଇଁ,
02:34 cd ସ୍ପେସ୍ constant ଟାଇପ୍ କରିବା ସହ Enter ଦାବନ୍ତୁ
02:41 cd ସ୍ପେସ୍ polyMesh, ଧ୍ୟାନଦିଅନ୍ତୁ ଯେ ଏଠାରେ M କ୍ୟାପିଟାଲରେ ରହିବ ଏବଂ Enter ଦାବନ୍ତୁ
02:49 ବର୍ତ୍ତମାନ ls ଟାଇପ୍ କରିବା ସହ Enter ଦାବନ୍ତୁ. ଆପଣ blockMeshDict ଫାଇଲକୁ ଦେଖିପାରିବେ
02:54 blockMeshDict ଫାଇଲକୁ ଦେଖିବା ପାଇଁ ଟାଇପ୍ କରନ୍ତୁ, gedit ସ୍ପେସ୍ blockMeshDict. ଧ୍ୟାନଦିଅନ୍ତୁ ଯେ ଏଠାରେ M ଓ D କ୍ୟାପିଟାଲରେ ରହିବେ, Enter ଦାବନ୍ତୁ
03:08 ତଳକୁ ସ୍କ୍ରୋଲ୍ କରିବା ସହିତ ଏହାକୁ capture area ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ
03:14 ଏଥିରେ, ଆପଣଙ୍କୁ wedge ପାଇଁ କୋ-ଅର୍ଡିନେଟଗୁଡିକୁ ଗଣନା କରିବା ଆବଶ୍ୟକ ଅଟେ
03:20 ଏହା ଗଣନା ହେବା ସହିତ ସମସ୍ୟାରେ ସେଟ ଅପ୍ ହୋଇସାରିଛି
03:23 ଡେଟାର ବାକି ଅଂଶ ସମାନ ରହିବ
03:29 ଫିଗରରେ ପ୍ରଦର୍ଶିତ ହେବା ଭଳି boundary patchesରେ ବାଉଣ୍ଡାରୀଗୁଡିକ ସେଟ୍ ହୋଇଛନ୍ତି
03:33 blockMeshDict ଫାଇଲକୁ ବନ୍ଦ କରନ୍ତୁ
03:36 wedge ଫୋଲ୍ଡରକୁ ଫେରିଆସିବା ପାଇଁ କମାଣ୍ଡ ଟର୍ମିନଲରେ cd ସ୍ପେସ୍ ..(ଡଟ୍ ଡଟ୍) ଦୁଇଥର ଟାଇପ୍ କରନ୍ତୁ
03:45 ବର୍ତ୍ତମାନ 0 (zero) ଫୋଲ୍ଡରକୁ ଖୋଲନ୍ତୁ
03:51 ଏହା କରିବା ପାଇଁ cd ସ୍ପେସ୍ 0କୁ ଟାଇପ୍ କରିବା ସହିତ Enter ଦାବନ୍ତୁ
03:58 ls ଟାଇପ୍ କରିବା ସହିତ Enter ଦାବନ୍ତୁ
04:02 ଏହା pressure, velocity ଓ Temperature ପାଇଁ ପ୍ରାରମ୍ଭିକ ବାଉଣ୍ଡାରୀ କଣ୍ଡିଶନକୁ ଧାରଣ କରିଥାଏ
04:10 cd ସ୍ପେସ୍ .. (ଡଟ୍ ଡଟ୍)କୁ ଟାଇପ୍ କରିବା ସହିତ Enter ଦାବନ୍ତୁ. ବର୍ତ୍ତମାନ ଜୋମେଟ୍ରୀକୁ mesh କରିବା ଆବଶ୍ୟକ ଅଟେ
04:19 ଏହା କରିବା ପାଇଁ command terminalରେ blockMesh ଟାଇପ୍ କରିବା ସହିତ Enter ଦାବନ୍ତୁ. Meshing ସମ୍ପୂର୍ଣ୍ଣ ହୋଇଛି
04:32 ବର୍ତ୍ତମାନ ଜୋମେଟ୍ରୀକୁ ଦେଖିବା ପାଇଁ କମାଣ୍ଡ ଟର୍ମିନଲରେ paraFoam ଟାଇପ୍ କରିବା ସହିତ Enter ଦାବନ୍ତୁ. ଏହା paraview ୱିଣ୍ଡୋକୁ ଖୋଲିବ
04:45 object inspector ମେନୁର ବାମପଟେ ଥିବା APPLYରେ କ୍ଲିକ୍ କରନ୍ତୁ
04:53 ଏଥିରେ ଆପଣ ଜୋମେଟ୍ରୀକୁ ଦେଖିପାରିବେ ଯେଉଁଥିରେ ରେକ୍ଟାଙ୍ଗୁଲାର୍ ସେକ୍ସନ୍ upstream ଗୋଟିଏ wedge downstreamକୁ ପରିବର୍ତ୍ତନ ହେଉଥିବା ଦେଖିପାରିବେ. paraview ୱିଣ୍ଡୋକୁ ଦେଖନ୍ତୁ
05:05 ବର୍ତ୍ତମାନ solver, rhoCentralFoamକୁ ରନ୍ କରନ୍ତୁ
05:11 ଏହା କରିବା ପାଇଁ, କମାଣ୍ଡ ଟର୍ମିନଲରେ rhoCentralFoamକୁ ଟାଇପ୍ କରିବା ସହିତ Enter ଦାବନ୍ତୁ
05:20 ୱିଣ୍ଡୋରେ iterations ରନ୍ ହେଉଥିବା ଦେଖାଯାଇପାରିବ
05:24 ଏହା ମିଶ୍ରଣ ହେବା ପରେ ରନ୍ ହେଉଥିବା Iterations ବନ୍ଦ ହୋଇଯିବ କିମ୍ବା ସମୟ ସୋପାନର ଶେଷରେ ବନ୍ଦ ହୋଇଯିବ. ବର୍ତ୍ତମାନ, ସମାଧାନ ସମ୍ପୂର୍ଣ୍ଣ ହୋଇଛି
05:34 ଏହି ପରିଣାମଗୁଡିକୁ କଳ୍ପନା କରିବା ପାଇଁ ପୁନର୍ବାର paraview ୱିଣ୍ଡୋକୁ ଖୋଲନ୍ତୁ
05:40 command terminalରେ paraFoam ଟାଇପ୍ କରିବା ସହିତ Enter ଦାବନ୍ତୁ
05:49 ପୁନର୍ବାର object inspector ମେନୁର ବାମପଟେ ଥିବା APPLYରେ କ୍ଲିକ୍ କରନ୍ତୁ
05:56 active variable control ମେନୁର ବାମପଟ ଉପରିଭାଗରେ ଆପଣ solid colorକୁ ପ୍ରଦର୍ଶିତ କରୁଥିବା ଗୋଟିଏ ଡ୍ରପ୍-ଡାଉନକୁ ଦେଖିବାକୁ ପାଇବେ. ବର୍ତ୍ତମାନ ଏହା ଉପରେ କ୍ଲିକ୍ କରିବା ସହିତ solid colorକୁ କ୍ୟାପିଟାଲ୍ Uରେ ପରିବର୍ତ୍ତନ କରନ୍ତୁ
06:14 ବର୍ତ୍ତମାନ active variable control ମେନୁର ବାମପଟ ଉପରିଭାଗରେ ଥିବା color legend ONକୁ କ୍ଲିକ୍ କରିବା ସହିତ color legendକୁ ON କରନ୍ତୁ. ଏହା ଉପରେ କ୍ଲିକ୍ କରନ୍ତୁ
06:28 Paraview ୱିଣ୍ଡୋର ଉପରିଭାଗରେ ଆପଣ VCR controlକୁ ଦେଖିପାରିବେ. PLAYରେ କ୍ଲିକ୍ କରନ୍ତୁ
06:37 ଆପଣ U velocityର ଅନ୍ତିମ ପରିଣାମକୁ ଦେଖିପାରିବେ
06:42 ବର୍ତ୍ତମାନ ବାମପଟେ ଥିବା object inspector menuସ୍ଥିତ ପ୍ରପର୍ଟିଗୁଡିକ ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ. ବର୍ତ୍ତମାନ Properties ବ୍ୟତିତ Display ଉପରେ କ୍ଲିକ୍ କରନ୍ତୁ
06:56 ତଳକୁ ସ୍କ୍ରୋଲ୍ କରିବା ସହିତ Rescale to Sizeରେ କ୍ଲିକ୍ କରନ୍ତୁ. ଆପଣ Velocity, magnitudeର ଅନ୍ତିମ ଭେଲ୍ୟୁକୁ ଦେଖିପାରିବେ
07:05 ସମାନ ଭାବେ, ଆପଣ pressureକୁ ଚୟନ କରନ୍ତୁ. pressureର ଅନ୍ତିମ ପରିଣାମକୁ ଦେଖିପାରିବେ. ବର୍ତ୍ତମାନ paraView ୱିଣ୍ଡୋକୁ ଦେଖନ୍ତୁ
07:16 ଫ୍ଲୋ ପାଇଁ ଆପଣ Mach ସଂଖ୍ୟାକୁ ମଧ୍ୟ ଗଣନା କରିପାରିବେ. ଏହା କରିବା ପାଇଁ, କମାଣ୍ଡ ଟର୍ମିନଲରେ Mach ଟାଇପ୍ କରି ଆପଣ Openfoam ୟୁଟିଲିଟୀକୁ ବ୍ୟବହାର କରିପାରିବେ
07:26 Mach ଟାଇପ୍ କରନ୍ତୁ
07:29 ଧ୍ୟାନଦିଅନ୍ତୁ ଯେ ଏଠାରେ M କ୍ୟାପିଟାଲରେ ରହିବ ଏବଂ Enter ଦାବନ୍ତୁ. ପ୍ରତ୍ୟେକ ସମୟର ସୋପାନ ପାଇଁ Mach number ଗଣନା ହେବା ଆପଣ ଦେଖିପାରିବେ
07:36 ବର୍ତ୍ତମାନ ପୁନର୍ବାର କମାଣ୍ଡ ଟର୍ମିନଲରେ paraFoam ଟାଇପ୍ କରି paraview ୱିଣ୍ଡୋକୁ ଖୋଲିବା ସହିତ Enter ଦାବନ୍ତୁ
07:48 APPLYରେ କ୍ଲିକ୍ କରିବା ସହିତ ତଳକୁ ସ୍କ୍ରୋଲ୍ କରନ୍ତୁ. volume fieldଗୁଡିକରେ Ma ବକ୍ସକୁ ଚେକ୍ କରିବା ସହିତ APPLYରେ କ୍ଲିକ୍ କରନ୍ତୁ
08:04 active variable control ମେନୁର ଉପରିଭାଗରେ ଥିବା Solid Colorରେ କ୍ଲିକ୍ କରିବା ସହିତ ଏହାକୁ Maରେ ପରିବର୍ତ୍ତନ କରନ୍ତୁ
08:11 VCR control ମେନୁରେ ପୁନର୍ବାର PLAY ଉପରେ କ୍ଲିକ୍ କରିବା ସହିତ color legendକୁ ON କରନ୍ତୁ
08:21 color legendରେ ଆପଣ Mach numberକୁ ଏବଂ ଅନୁରୂପ କଲରଗୁଡିକୁ ଦେଖିପାରିବେ
08:29 ଏଠାରେ ଲକ୍ଷ୍ୟ କରନ୍ତୁ ଯେ ଯେତେବେଳେ wedgeକୁ supersonic flow ମଧ୍ୟରେ ରଖାଯାଉଛି ସେତେବେଳେ ଏହା ଗୋଟିଏ shock ସୃଷ୍ଟି କରୁଛି, ଯାହାଦ୍ଵାରା temprature, pressure ଓ density ଭଳି ଫ୍ଲୋ ପ୍ରପର୍ଟୀଗୁଡିକରେ ଅହେତୁକ ପରିବର୍ତ୍ତନ ହେଉଛି


08:43 ବର୍ତ୍ତମାନ, slidesକୁ ଫେରିଆସନ୍ତୁ. John D Anderson ଦ୍ଵାରା Aerodynamics ଉପରେ ମୌଳିକତା ପ୍ରଦାନ ଥିବା ବହିଗୁଡିକରେ ଉପଲବ୍ଧ ଥିବା ସଠିକ ସମାଧାନ ସହିତ ସମାଧାନ ହୋଇଥିବା ଟ୍ୟୁଟୋରିଆଲକୁ validate କରିପାରିବେ
08:55 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: * ଗୋଟିଏ କମ୍ପ୍ରେସିବଲ୍ ଫ୍ଲୋ ସମସ୍ୟାର ସମାଧାନ କରିବା

wedge ପାଇଁ ଥିବା Velocity ଓ pressure କଣ୍ଟର୍ ଏବଂ Mach number ପାଇଁ OpenFOAM utilityର ବ୍ୟବହାର

09:06 ଗୋଟିଏ ଆସାଇନମେଣ୍ଟ ଭାବେ, ଫ୍ଲୋ ପାଇଁ shock characteristicକୁ ଦେଖିବା ସକାଷେ wedge angleକୁ 10 ° ରୁ 15 ° ମଧ୍ୟରେ ପରିବର୍ତ୍ତନ କରନ୍ତୁ
09:14 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial
09:21 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
09:28 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି

ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ

09:41 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ(spoken-tutorial.org/NMEICT-Intro) ଉପଲବ୍ଧ
09:56 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep