OpenFOAM/C2/Creating-simple-geometry-in-OpenFOAM/Oriya

From Script | Spoken-Tutorial
Revision as of 12:30, 4 November 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, creating simple geometry in OpenFOAM ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ମୁଁ ପ୍ରଦର୍ଶନ କରିବି:
00:08 କିପରି ସରଳ ଜୋମେଟ୍ରୀ ସୃଷ୍ଟି କରିବା
00:11 paraviewରେ କିପରି ଜୋମେଟ୍ରୀକୁ ଦେଖିବା
00:15 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ Linux Operating System Ubuntu ଭର୍ସନ୍ 10.04, OpenFOAM ଭର୍ସନ୍ 2.1.0, ParaView ଭର୍ସନ୍ 3.12.0 ବ୍ୟବହାର କରୁଛି
00:27 CFDରେ ପ୍ରି-ପ୍ରୋସେସିଙ୍ଗ ଭାଗରେ ଜୋମେଟ୍ରୀ ସୃଷ୍ଟି କରିବା ଓ ଏହାକୁ ମେସିଙ୍ଗ କରିବା ପ୍ରକ୍ରିୟା ଅଛି
00:33 ପୂର୍ବ ଟ୍ୟୁଟୋରିଆଲରୁ Lid driven cavity କେସକୁ ଗୋଟିଏ ଉଦାହରଣ ଭାବେ ନିଅନ୍ତୁ
00:38 ପୂର୍ବ ଟ୍ୟୁଟୋରିଆଲ୍ ପାଇଁ ଥିବା pathକୁ ମନେପକାନ୍ତୁ
00:40 ମୁଁ command terminalକୁ ଖୋଲି ସାରିବା ସହିତ lid driven cavity ପାଇଁ ଗୋଟିଏ pathକୁ ପ୍ରବେଶ କରିଛି
00:48 ଏଠାରେ 0, constant ଓ system ନାମକ ତିନୋଟି ଫୋଲ୍ଡର୍ ଅଛି. Geometry, constantର polymesh ଫୋଲ୍ଡର୍ ମଧ୍ୟରେ ଅଛି
00:55 କମାଣ୍ଡ ଟର୍ମିନଲରେ ଟାଇପ୍ କରନ୍ତୁ: cd ସ୍ପେସ୍ constant ଏବଂ Enter ଦାବନ୍ତୁ
01:03 ବର୍ତ୍ତମାନ ls ଟାଇପ୍ କରିବା ସହିତ Enter ଦାବନ୍ତୁ
01:06 ଏହା ମଧ୍ୟରେ polyMesh ଭାବେ ଅନ୍ୟ ଏକ ଫୋଲ୍ଡର୍ ଅଛି
01:10 ବର୍ତ୍ତମାନ ଟାଇପ୍ କରନ୍ତୁ: cd ସ୍ପେସ୍ polymesh ଏବଂ Enter ଦାବନ୍ତୁ
01:18 ବର୍ତ୍ତମାନ ls ଟାଇପ୍ କରିବା ସହିତ Enter ଦାବନ୍ତୁ
01:22 ଏହା blockMeshDict ଭାବେ geometry ଫାଇଲକୁ ଧାରଣ କରିଥାଏ
01:26 ନିଜ ପସନ୍ଦର ଯେକୌଣସି editorରେ blockMeshDict ଫାଇଲକୁ ଖୋଲନ୍ତୁ
01:30 ଟର୍ମିନଲରେ ଟାଇପ୍ କରନ୍ତୁ: gedit ସ୍ପେସ୍ blockMeshDict(ଧ୍ୟାନଦିଅନ୍ତୁ ଯେ M ଓ D କ୍ୟାପିଟାଲରେ ରହିବେ) ଏବଂ Enter ଦାବନ୍ତୁ
01:45 ଏହାକୁ କ୍ୟାପଚର୍ ଏରିଆ ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ
01:49 ବର୍ତ୍ତମାନ ଏହାକୁ ମିନିମାଇଜ୍ କରନ୍ତୁ
01:53 slideକୁ ଫେରିଆସନ୍ତୁ
01:55 openfoamରେ ସମଗ୍ର geometry ଭାଙ୍ଗି blocksରେ ପରିଣତ ହେବ
01:59 ଫିଗରରେ ପ୍ରଦର୍ଶିତ ହେବା ଭଳି ବ୍ଲକଗୁଡିକ 0 (zero)ରୁ ଆରମ୍ଭ ହୋଇ ନମ୍ବର୍ ହୋଇଛନ୍ତି
02:08 ଧ୍ୟାନଦିଅନ୍ତୁ ଯେ OpenFOAMରେ, ଗୋଟିଏ 2D ଜୋମେଟ୍ରୀ ସୃଷ୍ଟି କରିବା ପାଇଁ ଆପଣଙ୍କୁ z-axisରେ ଗୋଟିଏ ସେଲର ମୋଟେଇକୁ ଦେବା ଆବଶ୍ୟକ ଅଟେ
02:19 lid driven cavityର ଲମ୍ବ 1 ଓ ଉଚ୍ଚତା 1 ଅଟେ. ସ୍ଲାଇଡକୁ ମିନିମାଇଜ୍ କରନ୍ତୁ
02:29 ଡେସ୍କଟପ୍ ଉପରେ ରାଇଟ୍ କ୍ଲିକ୍ କରିବା ସହିତ > create document > Empty fileରେ କ୍ଲିକ୍ କରି ଗୋଟିଏ ଶୁନ୍ୟ ଫାଇଲ୍ ସୃଷ୍ଟି କରନ୍ତୁ. ଏହାକୁ blockMeshDict ଭାବେ ନାମିତ କରନ୍ତୁ(ଧ୍ୟାନଦିଅନ୍ତୁ ଯେ M ଓ D କ୍ୟାପିଟାଲରେ ରହିବେ)
02:48 ଏହାକୁ ଖୋଲନ୍ତୁ. ବର୍ତ୍ତମାନ, ଅସଲ lid driven cavity, blockMeshDict ଫାଇଲରୁ ନୂତନ ଫାଇଲ୍ blockMeshDict ଫାଇଲର ଲାଇନ୍ 0ରୁ ଡେଟାକୁ କପୀ କରନ୍ତୁ
02:59 ଉପରକୁ ଲାଇନ୍ 0ରୁ convertTometers ପର୍ଯ୍ୟନ୍ତ ସ୍କ୍ରୋଲ୍ କରନ୍ତୁ. ଏହାକୁ କପୀ କରିବା ସହିତ ଏଠାରେ paste କରନ୍ତୁ
03:15 ତଳକୁ ସ୍କ୍ରୋଲ୍ କରନ୍ତୁ. ବର୍ତ୍ତମାନ converttometers ପରେ କିଛି ସ୍ଥାନ ଛାଡିଦିଅନ୍ତୁ
03:21 1 ପ୍ରବେଶ କରନ୍ତୁ ଯାହା ଜୋମେଟ୍ରୀରେ ମିଟରରେ ଅଛି. ଗୋଟିଏ ସେମିକୋଲନକୁ ଇନସର୍ଟ କରିବା ସହିତ Enter ଦାବନ୍ତୁ
03:30 ପୁନର୍ବାର Enter ଦାବନ୍ତୁ. ଫାଇଲରେ ଟାଇପ୍ କରନ୍ତୁ vertices ଏବଂ Enter ଦାବନ୍ତୁ
03:39 ଓପନ୍ ବ୍ରାକେଟକୁ ଇନସର୍ଟ କରିବା ସହିତ Enter ଦାବନ୍ତୁ
03:43 tab କୀକୁ ଦାବନ୍ତୁ. ପଏଣ୍ଟ 0ରୁ ଆରମ୍ଭ କରନ୍ତୁ, ଓପନ୍ କ୍ଲୋଜ୍ ବ୍ରାକେଟକୁ ଇନସର୍ଟ କରନ୍ତୁ, Enter ଦାବନ୍ତୁ
03:52 0 ସ୍ପେସ୍ 0 ସ୍ପେସ୍ 0 ଏବଂ Enter ଦାବନ୍ତୁ. ପୁନର୍ବାର tab କୀକୁ ଦାବିବା ସହିତ, ଓପନ୍ କ୍ଲୋଜ୍ ବ୍ରାକେଟ୍
04:02 x-axisର ପଜିଟିଭ୍ ଦିଗରେ ପଏଣ୍ଟ 1 ପର୍ଯ୍ୟନ୍ତ ଗତି କରିବା ସହିତ 1 ସ୍ପେସ୍ 0 ସ୍ପେସ୍ 0 ପ୍ରବେଶ କରନ୍ତୁ ଏବଂ Enter ଦାବନ୍ତୁ
04:12 ପୁନର୍ବାର ଟାବ୍ କୀକୁ ଦାବନ୍ତୁ, ଓପନ୍ କ୍ଲୋଜ୍ ବ୍ରାକେଟ୍. x-y planeର ପଜି ଟିଭ୍ ଦିଗରେ ପଏଣ୍ଟ 2 ପର୍ଯ୍ୟନ୍ତ ଗତି କରିବା ସହ 1 ସ୍ପେସ୍ 1 ସ୍ପେସ୍ 0 ପ୍ରବେଶ କରନ୍ତୁ ଏବଂ Enter ଦାବନ୍ତୁ
04:26 ପୁନର୍ବାର ଟାବ୍ କୀକୁ ଦାବନ୍ତୁ, ଓପନ୍ କ୍ଲୋଜ୍ ବ୍ରାକେଟ୍. y-axisର ପଜିଟିଭ୍ ଦିଗରେ ତୃତୀୟ ପଏଣ୍ଟ 0 ସ୍ପେସ୍ 1 ସ୍ପେସ୍ 0କୁ ପ୍ରବେଶ କରିବା ସହ Enter ଦାବନ୍ତୁ
04:39 ପୁନର୍ବାର tab କୀକୁ ଦାବନ୍ତୁ. ସମ୍ମୁଖରେ ଚତୁଃର୍ଥ ପଏଣ୍ଟକୁ ପ୍ରବେଶ କରନ୍ତୁ, ଓପନ୍ କ୍ଲୋଜ୍ ବ୍ରାକେଟ୍, 0 ସ୍ପେସ୍ 0 ସ୍ପେସ୍ 0.1 ଏବଂ Enter ଦାବନ୍ତୁ
04:51 ସେହିପରି, z- axisର ପଜିଟିଭ୍ ଦିଗରେ ଗୋଟିଏ ୟୁନିଟ୍ ଭେଲ୍ୟୁ ସହିତ ଅନ୍ୟ ପଏଣ୍ଟଗୁଡିକୁ ପ୍ରବେଶ କରନ୍ତୁ
04:56 ବ୍ରାକେଟକୁ ବନ୍ଦ କରନ୍ତୁ ଏବଂ ଏହା ପରେ ଗୋଟିଏ ସେମିକୋଲନକୁ ଇନସର୍ଟ କରିବା ସହିତ Enter ଦାବନ୍ତୁ ଏବଂ ପୁନର୍ବାର Enter ଦାବନ୍ତୁ
05:03 ଭର୍ଟାଇସେସ୍ ତଳେ ବ୍ଲକଗୁଡିକ ଅଛି. ବ୍ଲକଗୁଡିକୁ ଟାଇପ୍ କରିବା ସହିତ Enter ଦାବନ୍ତୁ. ଗୋଟିଏ ଓପନ୍ ବ୍ରାକେଟକୁ ଇନସର୍ଟ କରିବା ସହିତ Enter ଦାବନ୍ତୁ
05:16 ସ୍ଲାଇଡକୁ ଫେରିଆସନ୍ତୁ
05:19 ଧ୍ୟାନଦିଅନ୍ତୁ ଯେ Lid driven cavityକୁ ଗୋଟିଏ ସିଙ୍ଗଲ୍ ବ୍ଲକ୍ ଭାବେ ନିଆଯାଇଛି
05:24 blockmeshdictକୁ ଫେରିଆସନ୍ତୁ
05:27 ବ୍ଲକ୍ ପାଇଁ ପଏଣ୍ଟଗୁଡିକୁ ଘଣ୍ଟା କଣ୍ଟା ଦିଗରେ ପ୍ରବେଶ କରନ୍ତୁ
05:31 ଏଠାରେ ଆମେ meshing ପାଇଁ hexa hedral blocksକୁ ବ୍ୟବହାର କରୁଛୁ
05:34 ବର୍ତ୍ତମାନ ଟାଇପ୍ କରନ୍ତୁ hex. କିଛି ସ୍ପେସ୍ ଛାଡିଦିଅନ୍ତୁ. ବ୍ରାକେଟଗୁଡିକ ମଧ୍ୟରେ 0 ସ୍ପେସ୍ 1 ସ୍ପେସ୍ 2 ସ୍ପେସ୍ 3 ସ୍ପେସ୍ 4 ସ୍ପେସ୍ 5 ସ୍ପେସ୍ 6 ସ୍ପେସ୍ 7 ପ୍ରବେଶ କରନ୍ତୁ, ପୁନର୍ବାର କିଛି ସ୍ପେସ୍ ଛାଡନ୍ତୁ
05:53 ଧ୍ୟାନଦିଅନ୍ତୁ ଯେ ଅନେକ ବ୍ଲକ୍ ପାଇଁ ପଏଣ୍ଟଗୁଡିକ ମଧ୍ୟ ଅନେକ ହେବ
05:58 ଏହା ପରେ, x, y ଓ z ଦିଗରେ grid ପଏଣ୍ଟଗୁଡିକୁ ପ୍ରବେଶ କରନ୍ତୁ
06:02 ବ୍ରାକେଟ୍ ମଧ୍ୟରେ, ଓପନ୍ କ୍ଲୋଜ୍ ବ୍ରାକେଟ୍, 30 ସ୍ପେସ୍ 30 ସ୍ପେସ୍ 1 ପ୍ରବେଶ କରନ୍ତୁ. କିଛି ସ୍ଥାନ ଛାଡିଦିଅନ୍ତୁ, ଆବଶ୍ୟକତାନୁସାରେ ଆପଣ gridକୁ କେବେ ମଧ୍ୟ ରୂପାନ୍ତର କରିପାରିବେ
06:16 z-axisରେ ଥିବା ଗ୍ରିଡ୍ ପଏଣ୍ଟଗୁଡିକୁ ଗୋଟିଏ ଭାବେ ନିଅନ୍ତୁ
06:22 ବର୍ତ୍ତମାନ, କିଛି ସ୍ଥାନ ଛାଡିଦିଅନ୍ତୁ ଏବଂ ଟାଇପ୍ କରନ୍ତୁ simple Grading. କିଛି ସ୍ଥାନ ଛାଡିଦିଅନ୍ତୁ, ଓପନ୍ କ୍ଲୋଜ୍ ବ୍ରାକେଟ୍, 1 ସ୍ପେସ୍ 1 ସ୍ପେସ୍ 1 ପ୍ରବେଶ କରନ୍ତୁ
06:36 x, y ଓ z ଦିଗରେ ଏହା ଗ୍ରିଡ୍ ସ୍ପେସିଙ୍ଗ ଅଟେ. Enter ଦାବନ୍ତୁ
06:43 କ୍ଲୋଜ୍ ବ୍ରକେଟକୁ ଇନସର୍ଟ କରନ୍ତୁ, ଗୋଟିଏ ସେମିକୋଲନ୍ ଇନସର୍ଟ କରିବା ସହିତ Enter ଦାବନ୍ତୁ
06:48 ପୁନର୍ବାର Enter ଦାବନ୍ତୁ. ବର୍ତ୍ତମାନ edges ଟାଇପ୍ କରିବା ସହିତ Enter ଦାବନ୍ତୁ
06:55 ଯେହେତୁ ଏହା ଗୋଟିଏ ସରଳ ଜୋମେଟ୍ରୀ ଅଟେ ତେଣୁ edgesକୁ ଖାଲି ଛଡାଯାଇପାରିବ
07:00 ଓପନ୍ ବ୍ରାକେଟକୁ ଇନସର୍ଟ କରିବା ସହ Enter ଦାବନ୍ତୁ ଏବଂ ବ୍ରାକେଟ୍ ବନ୍ଦ କରନ୍ତୁ. ଗୋଟିଏ ସେମିକୋଲନକୁ ଇନସର୍ଟ କରିବା ସହିତ Enter ଦାବନ୍ତୁ
07:07 ପୁନର୍ବାର Enter ଦାବନ୍ତୁ. edgesର ନିମ୍ନରେ boundary conditionଗୁଡିକ ଅଛି
07:11 ଏଠାରେ faces ପାଇଁ boundary nameଗୁଡିକୁ ପ୍ରବେଶ କରିବା ଆବଶ୍ୟକ ଅଟେ
07:15 boundary ଟାଇପ୍ କରିବା ସହିତ Enter ଦାବନ୍ତୁ
07:19 ଗୋଟିଏ ଓପନ୍ ବ୍ରାକେଟକୁ ଇନସର୍ଟ କରିବା ସହିତ Enter ଦାବନ୍ତୁ
07:23 ବର୍ତ୍ତମାନ, ସ୍ଲାଇଡକୁ ଫେରିଆସନ୍ତୁ
07:26 ଜୋମେଟ୍ରୀରେ ଉପର କାନ୍ଥଟି ଗତିଶୀଳ ଅଛି ଏବଂ ଅନ୍ୟ ତିନୋଟି କାନ୍ଥ ସ୍ଥିର ଅଛନ୍ତି
07:31 ଆଗ ଓ ପଛ ପାର୍ଶ୍ଵଗୁଡିକୁ empty ଭାବେ ନାମିତ କରାଯାଇଛି ଯେହେତୁ ଏହା ଗୋଟିଏ 2D problem ଅଟେ
07:39 ପୁନର୍ବାର ନୂତନ blockMeshDict ଫାଇଲକୁ ଖୋଲନ୍ତୁ
07:42 boundaryରେ patchକୁ moving wall ଭାବେ ନାମିତ କରନ୍ତୁ. Enter ଦାବନ୍ତୁ
07:51 ବର୍ତ୍ତମାନ, ଗୋଟିଏ ଓପନ୍ କର୍ଲୀ ବ୍ରାକେଟକୁ ଇନସର୍ଟ କରିବା ସହିତ Enter ଦାବନ୍ତୁ
07:56 moving wall ପାଇଁ ବର୍ତ୍ତମାନ typeକୁ ପ୍ରବେଶ କରନ୍ତୁ, type ସ୍ପେସ୍ wall ପ୍ରବେଶ କରନ୍ତୁ
08:06 ଗୋଟିଏ ସେମିକୋଲନକୁ ପ୍ରବେଶ କରିବା ସହିତ Enter ଦାବନ୍ତୁ
08:09 ବର୍ତ୍ତମାନ ଓପନ୍ ବ୍ରାକେଟକୁ ପ୍ରବେଶ କରିବା ସହିତ Enter ଦାବନ୍ତୁ. Tab କୀକୁ ଦାବନ୍ତୁ, ଓପନ୍ କ୍ଲୋଜ୍ ବ୍ରାକେଟ୍
08:20 ଏହି ବ୍ରାକେଟ୍ ମଧ୍ୟରେ ପାର୍ଶ୍ଵଗୁଡିକ ପାଇଁ ପଏଣ୍ଟଗୁଡିକୁ ପ୍ରବେଶ କରନ୍ତୁ
08:24 ସ୍ଲାଇଡକୁ ଫେରିଆସନ୍ତୁ
08:27 ଧ୍ୟାନଦିଅନ୍ତୁ ଯେ ପଏଣ୍ଟଗୁଡିକୁ ଏପରି କ୍ରମରେ ରଖନ୍ତୁ ଯେପରି ଥମ୍ବ ପାର୍ଶ୍ଵ ପ୍ରତି ନର୍ମାଲ୍ ହେବ
08:34 ଏବଂ ଆଙ୍ଗୁଠିଗୁଡିକ ଫିଗରରେ ଦର୍ଶାଯାଇଥିବା ଭଳି ଗୋଟିଏ କର୍ଲ ହେବ
08:39 କର୍ଲ କ୍ଲକୱାଇଜ୍ କିମ୍ବା ଆଣ୍ଟି-କ୍ଲକୱାଇଜ୍ ହୋଇପାରେ
08:43 ଏହା ମଧ୍ୟ ଧ୍ୟାନଦିଅନ୍ତୁ ଯେ ପଏଣ୍ଟଗୁଡିକ, ଭର୍ଟାଇସେସରେ ଇନସର୍ଟ ହୋଇଥିବା ପଏଣ୍ଟଗୁଡିକ ସହିତ ମେଳ ହେଉଥିବ
08:48 ବର୍ତ୍ତମାନ, ନୂତନ blockMeshDict ଫାଇଲକୁ ଫେରିଆସନ୍ତୁ
08:52 ବର୍ତ୍ତମାନ ପାର୍ଶ୍ଵଗୁଡିକରେ 3 ସ୍ପେସ୍ 7 ସ୍ପେସ୍ 6 ସ୍ପେସ୍ 2 ପ୍ରବେଶ କରନ୍ତୁ
09:01 ସ୍ଲାଇଡକୁ ଫେରିଆସନ୍ତୁ. ଏଗୁଡିକ ଗତିଶୀଳ କାନ୍ଥ 3, 7, 6, 2 ପ୍ରତି ପଏଣ୍ଟଗୁଡିକ ଅଟନ୍ତି
09:09 ଏହାକୁ ମିନିମାଇଜ୍ କରନ୍ତୁ. ଧ୍ୟାନଦିଅନ୍ତୁ ଯେ ଆପଣ ସେହି ପାର୍ଶ୍ଵର ଯେକୌଣସି ପଏଣ୍ଟରୁ ଆରମ୍ଭ କରିପାରିବେ. ବର୍ତ୍ତମାନ Enter ଦାବନ୍ତୁ
09:17 ବ୍ରାକେଟକୁ ବନ୍ଦ କରନ୍ତୁ. ପୁନର୍ବାର Enterକୁ ଦାବିବା ସହିତ କର୍ଲୀ ବ୍ରାକେଟକୁ ବନ୍ଦ କରନ୍ତୁ
09:22 ଅନ୍ୟ ଏକ ସୂଚନା: ପାର୍ଶ୍ଵଗୁଡିକ ପାଇଁ ପଏଣ୍ଟଗୁଡିକ ପରେ ଗୋଟିଏ ସେମିକୋଲନ୍ ପ୍ରବେଶ କରିବା ଆବଶ୍ୟକ ଅଟେ. ବର୍ତ୍ତମାନ କର୍ଲୀ ବ୍ରାକେଟଗୁଡିକ ପରେ Enter ଦାବନ୍ତୁ ପୁନର୍ବାର Enter ଦାବନ୍ତୁ
09:35 ବର୍ତ୍ତମାନ, ସମାନଭାବେ fixed walls ପାଇଁ boundary condition ଓ facesକୁ ପ୍ରବେଶ କରନ୍ତୁ
09:40 ଗୋଟିଏ 2D problem ହୋଇଥିବା ହେତୁ ଅଗ ଓ ପଛ ପାର୍ଶ୍ଵ ପାଇଁ ବାଉଣ୍ଡାରୀର ପ୍ରକାରକୁ ଶୂନ୍ୟ ରଖାଯାଇପାରିବ
09:46 ସ୍ଲାଇଡରେ ଥିବା ଫିଗରକୁ ରେଫର୍ କରନ୍ତୁ. ପଏଣ୍ଟଗୁଡିକୁ ପ୍ରବେଶ କରିବା ପାଇଁ ଏହାକୁ ମିନିମାଇଜ୍ କରନ୍ତୁ
09:52 କ୍ଲୋଜ୍ ବ୍ରାକେଟଗୁଡିକୁ ଇନସର୍ଟ କରନ୍ତୁ, ଗୋଟିଏ ସେମିକୋଲନ୍ ଦେବା ସହିତ Enter ଦାବନ୍ତୁ, ପୁନର୍ବାର Enter ଦାବନ୍ତୁ
09:59 ବର୍ତ୍ତମାନ mergePatchPairs ଟାଇପ୍ କରିବା ସହିତ Enter ଦାବନ୍ତୁ
10:04 ଯେହେତୁ ମର୍ଜ ହେବା ପାଇଁ କିଛି ପ୍ୟାଚ୍ ନାହିଁ ତେଣୁ ଏହାକୁ ଶୁନ୍ୟ ରଖିପାରିବେ
10:08 ଓପନ୍ କ୍ଲୋଜ୍ ବ୍ରାକେଟକୁ ଇନସର୍ଟ କରନ୍ତୁ. ଗୋଟିଏ ସେମିକୋଲନକୁ ଇନସର୍ଟ କରିବା ସହିତ Enter ଦାବନ୍ତୁ
10:14 blockMeshDict ଫାଇଲ୍ ସୃଷ୍ଟି କରିବା ସମ୍ପୂର୍ଣ୍ଣ ହେଲା. ଏହାକୁ Save କରନ୍ତୁ
10:18 ସମ୍ପୁର୍ଣ୍ଣ ହୋଇଥିବା blockMeshDict ଫାଇଲ୍ ଏଠାରେ ପ୍ରଦର୍ଶିତ ହୋଇଛି
10:26 ଉଭୟ blockMeshDict ଫାଇଲକୁ ବନ୍ଦ କରନ୍ତୁ
10:29 ଧ୍ୟାନଦିଅନ୍ତୁ ଯେ blockMeshDict ଫାଇଲ୍ ବନ୍ଦ ନହେବା ପର୍ଯ୍ୟନ୍ତ command terminal କାର୍ଯ୍ୟ କରିବ ନାହିଁ
10:35 ଟର୍ମିନଲକୁ ଫେରିଆସନ୍ତୁ. ବର୍ତ୍ତମାନ cavity ଫୋଲ୍ଡରକୁ ଫେରିବା ପାଇଁ cd ସ୍ପେସ୍ (ଡଟ୍) (ଡଟ୍)କୁ ଦୁଇ ଥର ଟାଇପ୍ କରନ୍ତୁ. ବର୍ତ୍ତମାନ Mesh the geometry
10:45 ଏହା କରିବା ପାଇଁ ଟର୍ମିନଲ୍ ଉପରେ ଟାଇପ୍ କରନ୍ତୁ: blockMesh ଓ Enter ଦାବନ୍ତୁ
10:53 ବର୍ତ୍ତମାନ, କମାଣ୍ଡ ଟର୍ମିନଲ୍ Parafoam ଉପରେ ଟାଇପ୍ କରି Geometryକୁ ଦେଖନ୍ତୁ ଏବଂ ଏଣ୍ଟର୍ ଦାବନ୍ତୁ
10:59 ଏହା ParaView ୱିଣ୍ଡୋକୁ ଖୋଲିବ
11:03 ବର୍ତ୍ତମାନ, object inspector ମେନୁର ବାମପଟେ ଥିବା Apply ଉପରେ କ୍ଲିକ୍ କରନ୍ତୁ. ଯାହାଦ୍ଵାରା ଆପଣ ଜେମୋଟ୍ରୀକୁ ଦେଖିପାରିବେ
11:13 ବର୍ତ୍ତମାନ ସ୍ଲାଇଡକୁ ଫେରିଆସନ୍ତୁ
11:16 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
11:18 OpenFOAMରେ ଗୋଟିଏ ସରଳ ଜେମୋଟ୍ରୀ ସୃଷ୍ଟି କରିବା
11:22 Paraviewରେ ଜେମୋଟ୍ରୀକୁ ଦେଖିବା
11:25 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
11:29 ଗୋଟିଏ ଆସାଇନମେଣ୍ଟ ଭାବେ-
11:31 lid driven cavityର ଡାଇମେନଶନଗୁଡିକ ସହିତ ଗ୍ରିଡର ଆକାରକୁ 50 50 1ରେ ପରିବର୍ତ୍ତନ କରନ୍ତୁ ଏବଂ paraViewରେ ଜେମୋଟ୍ରୀକୁ ଦେଖନ୍ତୁ
11:41 ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial
11:44 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
11:46 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
11:51 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
11:53 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
11:55 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
11:59 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
12:05 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
12:09 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
12:15 ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ(spoken-tutorial.org/NMEICT-Intro) ଉପଲବ୍ଧ
12:19 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep