Netbeans/C2/Designing-GUI-for-Sample-Java-Application/Oriya

From Script | Spoken-Tutorial
Revision as of 11:35, 28 August 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Building GUIs using Netbeans ଉପରେ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ Netbeansର ଫିଚରଗୁଡିକ ମଧ୍ୟରୁ ଏକ ଆକର୍ଶକ ଫିଚରକୁ ଦେଖିବା, ଯାହା GUI Builder ଅଟେ
00:13 GUIର ନିର୍ମାଣ ପାଇଁ Netbeans କ’ଣ ଉପଲବ୍ଧ କରାଇଥାଏ?
00:16 ଏହା ଡିଜାଇନରକୁ GUI ସୃଷ୍ଟି କରିବା ପାଇଁ ଗୋଟିଏ What You See Is What You Get ପ୍ରଦାନ କରିଥାଏ
00:21 layout ସୃଷ୍ଟି କରିବା ସକାସେ, କମ୍ପୋନେଣ୍ଟଗୁଡିକୁ ଡ୍ରାଗ୍ ଓ ଡ୍ରପ୍ କରିବା ପାଇଁ ଗୋଟିଏ ସରଳ ଇଣ୍ଟରଫେସ୍ ମଧ୍ୟ ପ୍ରଦାନ କରିଥାଏ
00:27 ଏହା ପୂର୍ବରୁ ଇନଷ୍ଟଲ୍ ହୋଇଥିବା AWT ସହିତ ଗୋଟିଏ କମ୍ପୋନେଣ୍ଟ Palette ଏବଂ Swing କମ୍ପୋନେଣ୍ଟଗୁଡିକ ସହ ଆସିଥାଏ
00:33 କିଛି ସମୟ ମଧ୍ୟରେ ଗୋଟିଏ ସମ୍ପୂର୍ଣ୍ଣ GUI applicationର ନିର୍ମାଣ କରିବା ପାଇଁ ଏହି ଶକ୍ତିଶାଳୀ ଭିଜୁଆଲ୍ ଏଡିଟରକୁ ବ୍ୟବହାର କରିପାରିବେ
00:39 ପ୍ରଦର୍ଶନ ପାଇଁ, ମୁଁ ଗୋଟିଏ ସିଷ୍ଟମକୁ ବ୍ୟବହାର କରିବି ଯାହାର
00:43 Linux Operating system Ubuntu ଭର୍ସନ୍ 11.04
00:46 ଏବଂ Netbeans IDE ଭର୍ସନ୍ 7.1.1 ଥିବ
00:50 ଇନଷ୍ଟଲେସନ୍ ଓ ଆବଶ୍ୟକତାଗୁଡିକ ଉପରେ ଅଧିକ ବିବରଣୀ ପାଇଁ ଦୟାକରି ପୂର୍ବ ଟ୍ୟୁଟୋରିଆଲକୁ ରେଫର୍ କରନ୍ତୁ
00:56 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
00:58 Form Editorର ବ୍ୟବହାର,
01:00 Source Editor, Palette, Inspector ଓ Properties ଫିଚରଗୁଡିକ
01:05 event handlerଗୁଡିକୁ ସଂଯୁକ୍ତ କରିବା ମଧ୍ୟ
01:07 କମ୍ପାଇଲ୍ କରିବା ସହ applicationକୁ run କରନ୍ତୁ
01:10 ଏହି ଟ୍ୟୁଟୋରିଆଲରେ ଗୋଟିଏ ସରଳ Account balance applicationକୁ build କରିବାରୁ ଆରମ୍ଭ କରିବା
01:15 ଏହି ଆପ୍ଲିକେଶନ୍ ପାଇଁ, ଆମେ-
01:18 ଆକାଉଣ୍ଟକୁ credit ହୋଇଥିବା ରାଶିକୁ ଇନପୁଟ୍ କରିବା ପାଇଁ, ସକ୍ଷମ ହେବା
01:21 ଆକାଉଣ୍ଟରୁ debit ହୋଇଥିବା ରାଶି
01:24 ଏବଂ ଶେଷରେ balanceକୁ କମ୍ପ୍ୟୁଟ୍ କରିବା
01:26 applicationକୁ ଅଧିକ ଆକର୍ଶଣୀୟ କରିବା ପାଇଁ ଗୋଟିଏ ଛବିକୁ ମଧ୍ୟ ସଂଯୁକ୍ତ କରନ୍ତୁ
01:31 ସହଜ ଓ ଶୀଘ୍ର ନାଭିଗେଶନ୍ ପାଇଁ ଉପରେ ଗୋଟିଏ ମେନୁ ବାର୍ ମଧ୍ୟ ଅଛି
01:35 ବର୍ତ୍ତମାନ netbeansକୁ ଯା’ନ୍ତୁ ଏବଂ ଗୋଟିଏ ନୂତନ ପ୍ରୋଜେକ୍ଟ ସୃଷ୍ଟି କରିବା ସହ ଆରମ୍ଭ କରନ୍ତୁ
01:40 File ମେନୁରୁ, New Project > ଗୋଟିଏ Java Application ଚୟନ କରନ୍ତୁ. Nextରେ କ୍ଲିକ୍ କରନ୍ତୁ
01:49 ଏବଂ ପ୍ରୋଜେକ୍ଟକୁ ଗୋଟିଏ ନାମ ଦିଅନ୍ତୁ
01:51 ପ୍ରୋଜେକ୍ଟକୁ Account balance ଭାବେ ନାମିତ କରନ୍ତୁ
01:58 ଗୋଟିଏ Main Class ସୃଷ୍ଟି କରନ୍ତୁ ନାହିଁ କିନ୍ତୁ ଏହାକୁ Main Project ଭାବେ ସେଟ୍ କରନ୍ତୁ
02:02 Finishରେ କ୍ଲିକ୍ କରନ୍ତୁ. ଏହା IDE ଉପରେ ଗୋଟିଏ ନୂତନ ପ୍ରୋଜେକ୍ଟକୁ ସୃଷ୍ଟି କରିବା ଆବଶ୍ୟକ ଅଟେ
02:07 ବର୍ତ୍ତମାନ File ମେନୁରେ ଥିବା Fileକୁ ଫେରିଆସନ୍ତୁ ଏବଂ New Fileକୁ ଚୟନ କରନ୍ତୁ
02:15 Categories ଅଧିନରେ Swing GUI Formsକୁ ଚୟନ କରନ୍ତୁ
02:18 ଏବଂ File Type ଅଧିନରେ Jframe Formକୁ ଚୟନ କରନ୍ତୁ
02:21 Next ଉପରେ କ୍ଲିକ୍ କରନ୍ତୁ
02:24 ଏହାକୁ AccountBalance ମଧ୍ୟ କୁହାଯାଇପାରିବ
02:29 କିନ୍ତୁ ଏହାକୁ ଆପଣଙ୍କ ମନପସନ୍ଦର ଯେକୌଣସି ନାମ ଦେଇପାରିବେ
02:33 ଥରେ Finish ଉପରେ କ୍ଲିକ୍ କଲେ ଏହା ଆପଣଙ୍କୁ ମୁଖ୍ୟ Design କ୍ଷେତ୍ରକୁ ନେଇଯିବ
02:39 GUI builder ସହିତ ସୁପରିଚିତ ହୁଅନ୍ତୁ
02:43 ଏଠାରେ ଡାହାଣ ପଟେ Palette ଅଛି
02:45 ଏହା ପ୍ରୀ-ଇନଷ୍ଟଲ୍ଡ Swing ଓ AWT କମ୍ପୋନେଣ୍ଟଗୁଡିକୁ ଧାରଣ କରିଥାଏ
02:49 ଏଠାରେ ନିମ୍ନସ୍ଥ, ପ୍ୟାଲେଟର ନିମ୍ନରେ Properties ୱିଣ୍ଡୋ ଅଛି
02:53 ସେମାନଙ୍କୁ ଚୟନ କରିବା ଦ୍ଵାରା କମ୍ପୋନେଣ୍ଟଗୁଡିକର ପ୍ରପର୍ଟୀଗୁଡିକ ଦୃଶ୍ୟମାନ ହେବ
02:58 ବାମ ପଟେ, ଏଠାରେ Navigator ବା inspector ଅଛି
03:01 ଯାହା frameର ୱର୍କସ୍ପେସ୍ ଉପରେ Design ମୋଡରେ ସଂଯୁକ୍ତ ହୋଇଥିବ
03:05 କମ୍ପୋନେଣ୍ଟଗୁଡିକୁ ଏଠାରେ ପ୍ରଦର୍ଶନ କରୁଅଛି
03:08 ଉପରି ଭାଗରେ ଏଠାରେ Source ବଟନ୍ ଅଛି
03:11 ଯେତେବେଳେ ଏହା ଉପରେ କ୍ଲିକ୍ କରିବେ, ଏହା ଆପଣଙ୍କୁ source codeକୁ ନେଇଯିବ
03:15 ଡିଜାଇନରେ ଯେତେବେଳେ କମ୍ପୋନେଣ୍ଟଗୁଡିକୁ ସଂଯୁକ୍ତ କରିଚାଲିବେ,
03:18 ଏହା ଅନୁରୂପ ସୋର୍ସ କୋଡକୁ ଗ୍ରହଣ କରିବା ସହ ଏଠାରେ ଥିବା ସୋର୍ସରେ ସଂଯୁକ୍ତ କରିଦେବ
03:23 Design ମୋଡକୁ ଫେରିଆସନ୍ତୁ ଏବଂ ଆଜି କେଉଁ କମ୍ପୋନେଣ୍ଟଗୁଡିକ ବ୍ୟବହାର କରିବା, ଦେଖନ୍ତୁ
03:28 ଆମେ ଆପ୍ଲିକେଶନକୁ ସୃଷ୍ଟି କରିବା ପାଇଁ ପ୍ୟାଲେଟରୁ କିଛି
03:31 କମ୍ପୋନେଣ୍ଟଗୁଡିକୁ ବ୍ୟବହାର କରୁଛେ ଯେପରି, Buttons, Labels, Panels, Tabbed pane, ପ୍ରଭୃତି
03:38 ବର୍ତ୍ତମାନ swing Containers ଅଧିନରେ ଥିବା Paletteରୁ ଗୋଟିଏ Tabbed Paneକୁ ଚୟନ କରନ୍ତୁ
03:45 Tabbed Paneକୁ ଚୟନ କରିବା ସହ form ଉପରେ କ୍ଲିକ୍ କରନ୍ତୁ
03:50 ଏହା ଗୋଟିଏ Tabbed frame ପ୍ରଦାନ କରିବ. mouseକୁ ବ୍ୟବହାର କରି ଏହାକୁ ରିସାଇଜ୍ କରିପାରିବେ
03:58 ବର୍ତ୍ତମାନ, Paletteକୁ ଫେରି ଯିବା ସହ ଗୋଟିଏ Panelକୁ ଚୟନ କରନ୍ତୁ
04:02 ଏବଂ ପୁନର୍ବାର frame ଉପରେ କ୍ଲିକ୍ କରନ୍ତୁ
04:06 ଏହା ଗୋଟିଏ ଟାବ୍ ପ୍ରଦାନ କରିବ
04:09 ଫେରିଆସନ୍ତୁ ଏବଂ ଅନ୍ୟ ଏକ Panel ଚୟନ କରନ୍ତୁ. ଏବଂ ପୁନର୍ବାର form ଉପରେ କ୍ଲିକ୍ କରନ୍ତୁ
04:14 ଏହା ସମ୍ପୂର୍ଣ୍ଣରୂପେ ଦୁଇଟି ଟାବ୍ ପ୍ରଦାନ କରିବ
04:17 ବର୍ତ୍ତମାନ, ଟାବ୍ ଉପରେ ଡବଲ୍ କ୍ଲିକ୍ କରି କିମ୍ବା ଟାବ୍ ଉପରେ ରାଇଟ୍ କ୍ଲିକ୍ କରିବା ସହ Edit Text ଅପଶନକୁ ଚୟନ କରି, ଏହାକୁ rename କରିପାରିବେ
04:29 ପ୍ରଥମ ଟାବକୁ Image ଭାବେ ଏବଂ ଦ୍ଵିତୀୟ ଟାବକୁ Balance ଭାବେ ରିନେମ୍ କରନ୍ତୁ
04:37 ବର୍ତ୍ତମାନ, Paletteକୁ ଫେରିଆସନ୍ତୁ ଏବଂ Swing Controls ମେନୁରୁ labelଗୁଡିକୁ ସଂଯୁକ୍ତ କରନ୍ତୁ
04:43 Swing Controlsରୁ Labelକୁ ଚୟନ କରନ୍ତୁ ଏବଂ ଏଠାରେ ଏହାକୁ formରେ ସଂଯୁକ୍ତ କରନ୍ତୁ
04:48 application ପାଇଁ ଆମର 6 labels ଆବଶ୍ୟକ ହେବ
04:54 ବର୍ତ୍ତମାନ formରେ ଛ’ଟି ଲେବଲକୁ ସଂଯୁକ୍ତ କରାଯାଇଛି
04:58 ସେମାନଙ୍କ ଉପରେ କ୍ଲିକ୍ କରିବା ସହିତ, ସେଗୁଡିକୁ ପୋଜିଶନ୍ ଓ ଏଲାଇନ୍ କରିପାରିବେ
05:02 ଏବଂ mouseକୁ ବ୍ୟବହାର କରି ସେଗୁଡିକୁ ରି-ପୋଜିଶନ୍ କିମ୍ବା ରି-ଏଲାଇନ୍ କରିପାରିବେ
05:06 ବର୍ତ୍ତମାନ, ଗୋଟିଏ ଲେବଲ ଉପରେ ଥିବା textକୁ ପରିବର୍ତ୍ତନ କରିବା ପାଇଁ-
05:08 ଏହା ଉପରେ ଡବଲ୍ କ୍ଲିକ୍ କିମ୍ବା ରାଇଟ୍ କ୍ଲିକ୍ କରିପାରିବେ
05:12 ଏବଂ Edit Text ଅପଶନକୁ ଚୟନ କରନ୍ତୁ
05:14 ବର୍ତ୍ତମାନ ଲେବଲକୁ rename କରନ୍ତୁ
05:16 ପ୍ରଥମଟିକୁ Initial Amount ଭାବେ,
05:22 ଦ୍ଵିତୀୟ ଲେବଲକୁ Credit Amount ଭାବେ,
05:30 ତୃତୀୟଟିକୁ Debit Amount ଭାବେ
05:35 ଏବଂ ଚତୁଃର୍ଥଟିକୁ Balance ଭାବେ କଲ୍ କରିପାରିବେ
05:41 ଆରମ୍ଭରେ Initial Amountକୁ Rs 5000ରେ ସେଟ୍ କରନ୍ତୁ
05:48 ଥରେ ବାଲାନ୍ସ କମ୍ପ୍ୟୁଟ୍ ହେଲାପରେ, ଏହାକୁ ଏହି ଲେବଲରେ ରଖିପାରିବେ
05:53 କିନ୍ତୁ ବର୍ତ୍ତମାନ ପାଇଁ, ଏହାକୁ starsରେ ପରିଣତ କରନ୍ତୁ
06:01 ବର୍ତ୍ତମାନ, Paletteକୁ ଫେରିଆସନ୍ତୁ ଏବଂ ଗୋଟିଏ Text Field ଚୟନ କରିବା ସହ ଦୁଇଟି ଟେକ୍ସଟ ଫିଲ୍ଡକୁ ସଂଯୁକ୍ତ କରନ୍ତୁ, ଗୋଟିଏକୁ Credit Amount କଡରେ ଏବଂ ଅନ୍ୟଟିକୁ Debit Amount କଡରେ ରଖନ୍ତୁ
06:16 Text field ସ୍ଥାନକୁ ମଧ୍ୟ ଶୁନ୍ୟ ଛାଡିଦିଅନ୍ତୁ
06:20 ଟେକ୍ସଟକୁ edit କରିବା ସହ ବିଦ୍ୟମାନ ଥିବା ଟେକ୍ସଟକୁ ବାହାର କରିଦିଅନ୍ତୁ
06:27 mouseକୁ ବ୍ୟବହାର କରି ଏହାକୁ resize କରନ୍ତୁ
06:35 ଥରେ ଏହା ସମ୍ପୂର୍ଣ୍ଣ ହେଲାପରେ, ବର୍ତ୍ତମାନ ପ୍ୟାଲେଟକୁ ଫେରିଯିବା ସହ ଗୋଟିଏ Buttonକୁ ଚୟନ କରନ୍ତୁ
06:42 frameର ନିମ୍ନଭାଗରେ ବଟନକୁ ସଂଯୁକ୍ତ କରନ୍ତୁ ଏବଂ
06:48 ଏହା ଉପରେ ରାଇଟ୍ କ୍ଲିକ୍ କରି ଲେବଲକୁ ପରିବର୍ତ୍ତନ କରିପାରିବେ
06:53 Edit Text ଅପଶନକୁ ଚୟନ କରନ୍ତୁ ଏବଂ ଏହାକୁ Get Balance ଭାବେ ନାମିତ କରନ୍ତୁ
06:58 ବର୍ତ୍ତମାନ ଏହା ଆବଶ୍ୟକୀୟ GUI ଅଟେ!
07:01 ବର୍ତ୍ତମାନ Image ଟାବ(tab1)କୁ ଯିବା ସହ ଗୋଟିଏ ଇମେଜକୁ ସଂଯୁକ୍ତ କରନ୍ତୁ
07:05 ଏହା କରିବା ପାଇଁ, Paletteକୁ ଫେରିଆସନ୍ତୁ
07:08 ଏବଂ ଅନ୍ୟ ଏକ Labelକୁ ଚୟନ କରନ୍ତୁ ଏବଂ ଏହାକୁ ପ୍ୟାନେଲ ଉପରେ ଡ୍ରପ୍ କରନ୍ତୁ
07:13 ବର୍ତ୍ତମାନ, ପ୍ୟାଲେଟର ନିମ୍ନଭାଗରେ ଥିବା Properties ୱିଣ୍ଡୋରେ, ପ୍ରପର୍ଟୀ iconକୁ ସର୍ଚ କରନ୍ତୁ ଏବଂ ଏଠାରେ ଡାହାଣ ପଟେ ଥିବା 3 dots ଉପରେ କ୍ଲିକ୍ କରନ୍ତୁ
07:26 icon properties ୱିଣ୍ଡୋ ଖୋଲିବ
07:28 ଏଠାରେ, External Image ଅପଶନକୁ ଚୟନ କରନ୍ତୁ, ଏଠାରେ ଡାହାଣ ପଟେ ଥିବା (...) 3 dots ଉପରେ ପୁନର୍ବାର କ୍ଲିକ୍ କରନ୍ତୁ
07:35 ଏବଂ ଆପ୍ଲିକେଶନରେ ଆପଣ ସଂଯୁକ୍ତ କରିବାକୁ ଚାହୁଁଥିବା ଇମେଜର ଚୟନ କରନ୍ତୁ
07:41 ଏଠାରେ ଇମେଜକୁ ଚୟନ କରନ୍ତୁ. OK ଉପରେ କ୍ଲିକ୍ କରନ୍ତୁ
07:48 mouseକୁ ବ୍ୟବହାର କରି ଏହାକୁ ରି-ପୋଜିଶନ୍ କରନ୍ତୁ
07:51 ଏଠାରେ ଲେବଲ ଉପରେ ଡବଲ୍ କ୍ଲିକ୍ କରି ଟେକ୍ସଟକୁ ବାହାର କରିପାରିବେ ଏବଂ ଏହି ଟେକ୍ସଟକୁ ବାହାର କରିଦିଅନ୍ତୁ
07:59 ବର୍ତ୍ତମାନ ଗୋଟିଏ ଇମେଜକୁ ସଂଯୁକ୍ତ କରାଯାଇଛି
08:02 ତା’ପରେ GUIରେ ଗୋଟିଏ ମେନୁକୁ ସଂଯୁକ୍ତ କରନ୍ତୁ
08:05 paletteକୁ ଯା’ନ୍ତୁ ଏବଂ swing menus ଅଧିନରେ ଥିବା Menu bar ଅପଶନକୁ ଚୟନ କରନ୍ତୁ
08:12 Menu Barକୁ ଚୟନ କରିବା ସହିତ ଏଠାରେ ପ୍ୟାନେଲର ଉପରେ କ୍ଲିକ୍ କରନ୍ତୁ
08:17 ଡିଫଲ୍ଟ ଭାବେ ଏହାର ଦୁଇଟି ମେନୁ ଲେବଲ୍ ଅଛି: File ଓ Edit
08:22 Edit Text ଉପରେ ଡବଲ୍ କ୍ଲିକ୍ କରିବା ସହ ଏହାକୁ Help ଭାବେ ରିନେମ୍ କରନ୍ତୁ
08:28 File ଅଧିନରେ ଗୋଟିଏ ସବ୍-ମେନୁକୁ ମଧ୍ୟ ସଂଯୁକ୍ତ କରିପାରିବେ
08:32 ବର୍ତ୍ତମାନ, ବାମପଟେ ଥିବା Inspector ବା Navigator ଉପରିସ୍ଥ JMenu1 ଉପରେ ରାଇଟ୍ କ୍ଲିକ୍ କରନ୍ତୁ
08:39 Add From Palette ଅପଶନକୁ ଚୟନ କରନ୍ତୁ ଏବଂ Menu Item ଚୟନ କରନ୍ତୁ
08:45 ଏହା ଗୋଟିଏ Menu Itemକୁ ସଂଯୁକ୍ତ କରିବ
08:47 ଏହାକୁ Exit ଭାବେ ମଧ୍ୟ rename କରିପାରିବେ
08:54 ବର୍ତ୍ତମାନ, File ମେନୁ ଅଧିନରେ ଗୋଟିଏ ସବ୍-ମେନୁକୁ ସଂଯୁକ୍ତ କରନ୍ତୁ ଏବଂ ସେହି ମେନୁ ଆଇଟମକୁ ମଧ୍ୟ ରିନେମ୍ କରନ୍ତୁ
09:00 ବର୍ତ୍ତମାନ GUI ଅଧିକ କିମ୍ବା କମ୍ ସମ୍ପୂର୍ଣ୍ଣ ହୋଇଛି
09:03 ଚାଲନ୍ତୁ ବର୍ତ୍ତମାନ ଗୋଟିଏ previewକୁ ଦେଖିବା
09:05 ଉପରେ ଥିବା Preview Design ବଟନ୍ ଉପରେ କ୍ଲିକ୍ କରନ୍ତୁ
09:09 ଏବେ ପର୍ଯ୍ୟନ୍ତ କରିଥିବା ସମସ୍ତ କାର୍ଯ୍ୟର ଏହା ଗୋଟିଏ previewକୁ ପ୍ରଦର୍ଶନ କରିବ
09:12 ଏଠାରେ, ବଟନଗୁଡିକ କାର୍ଯ୍ୟକ୍ଷମ ହୋଇନାହାଁନ୍ତି
09:16 କିନ୍ତୁ ଥରେ କୋଡରେ ସଂଯୁକ୍ତ କଲେ, ସବୁଗୁଡିକ କାର୍ଯ୍ୟକ୍ଷମ ହୋଇଯିବେ
09:20 ପ୍ରିଭ୍ୟୁକୁ ବନ୍ଦ କରନ୍ତୁ
09:22 ବର୍ତ୍ତମାନ, କୋଡକୁ ସଂଯୁକ୍ତ କରିବା ପୂର୍ବରୁ, ଇନପୁଟ୍ text fieldଗୁଡିକୁ ସଠିକ୍ ଭେରିଏବଲ୍ ନେମ୍ ପ୍ରଦାନ କରନ୍ତୁ
09:28 Balance ଟାବକୁ ଯା’ନ୍ତୁ, ଏଠାରେ ଏହି ଟେକ୍ସଟ ଫିଲ୍ଡଗୁଡିକୁ ସଠିକ୍ ଭେରିଏବଲ୍ ନେମ୍ ପ୍ରଦାନ କରନ୍ତୁ
09:34 inspector ଉପରେ ଥିବା JTextfield1ରେ ରାଇଟ୍ କ୍ଲିକ୍ କରନ୍ତୁ
09:40 Change Variable Nameକୁ ଚୟନ କରନ୍ତୁ
09:43 ଭେରିଏବଲ୍ ନେମକୁ creditAmountରେ ପରିବର୍ତ୍ତନ କରନ୍ତୁ
09:50 OK ଉପରେ କ୍ଲିକ୍ କରନ୍ତୁ
09:53 Design ମୋଡରେ, ଏଠାରେ ଥିବା ଟେକ୍ସଟ ଫିଲ୍ଡ ଉପରେ ମଧ୍ୟ ରାଇଟ୍ କ୍ଲିକ୍ କରିପାରିବେ
09:56 Change Variable Nameକୁ ଚୟନ କରନ୍ତୁ
10:00 ଏବଂ ଭେରିଏବଲ୍ ନେମକୁ debitAmountରେ ପରିବର୍ତ୍ତନ କରନ୍ତୁ
10:04 OK ଉପରେ କ୍ଲିକ୍ କରନ୍ତୁ
10:08 ଏହାକୁ final label ମଧ୍ୟ କୁହାଯାଇପାରିବ ଯାହା resultBalance ଭାବେ ଥିବା stars text ଫିଲ୍ଡଗୁଡିକ ଅଟନ୍ତି
10:16 ପୁନର୍ବାର Change Variable Name ଅପଶନକୁ ଚୟନ କରନ୍ତୁ ଏବଂ ଭେରିଏବଲକୁ resultBalanceରେ ପରିବର୍ତ୍ତନ କରନ୍ତୁ
10:23 OK ଉପରେ କ୍ଲିକ୍ କରନ୍ତୁ
10:25 ବର୍ତ୍ତମାନ applicationକୁ କାର୍ଯ୍ୟକ୍ଷମ କରିବା ପାଇଁ କୋଡକୁ ଦେଖନ୍ତୁ
10:30 ଏହା କୋଡର ନମୂନା ଅଟେ
10:32 ଏଠାରେ ମୋ’ର creditAmountରୁ getText();
10:37 debitAmountରୁ getText(),
10:39 ବାଲାନ୍ସକୁ କମ୍ପ୍ୟୁଟ୍ କରିବା ସହ ରାଶିକୁ final resultBalanceରେ ସ୍ଥାପିତ କରିବା, ଆବଶ୍ୟକ ଅଟେ
10:44 ଏଠାରେ କୋଡକୁ କପୀ କରନ୍ତୁ ଏବଂ IDEକୁ ଫେରିଆସନ୍ତୁ
10:51 ବର୍ତ୍ତମାନ, Get Balance ବଟନ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
10:55 Events >> Action ଓ Action Performed ଅପଶନକୁ ଚୟନ କରନ୍ତୁ
11:00 ଏହା ଆପଣଙ୍କୁ କୋଡ୍ ସେକ୍ସନକୁ ନେଇଯିବ
11:03 ଯେଉଁଠି ବଟନକୁ ଦାବିବା ଦ୍ଵାରା ହେବାକୁ ଥିବା କାର୍ଯ୍ୟ ପାଇଁ, କୋଡକୁ ଲେଖିବାକୁ କିମ୍ବା paste କରିବାକୁ ପଡିବ
11:10 ଏଠାରେ କପୀ ହୋଇଥିବା କୋଡକୁ ପେଷ୍ଟ କରନ୍ତୁ
11:17 ଏହି କୋଡକୁ save କରିବା ସହ Design ମୋଡକୁ ଫେରିଆସନ୍ତୁ
11:22 ବର୍ତ୍ତମାନ, ଆପ୍ଲିକେଶନରୁ ବାହାର ହେବା ପାଇଁ କୋଡକୁ ସଂଯୁକ୍ତ କରନ୍ତୁ
11:25 Menu Item ଉପରେ ରାଇଟ୍ କ୍ଲିକ୍ କରି >> Exit ଏବଂ Eventsରେ >> Action ଓ Action Performedକୁ ଚୟନ କରନ୍ତୁ
11:40 ଏହା Source ମୋଡକୁ ଚାଲିଯିବ ଏବଂ ବର୍ତ୍ତମାନ ଆପ୍ଲିକେଶନରୁ ସଫଳତାର ସହ ବାହାର ହେବା ପାଇଁ କୋଡ୍ ଲେଖିବାକୁ ହେବ
11:46 ତାହା System.exit(1) ଅଟେ
11:53 ବର୍ତ୍ତମାନ କୋଡକୁ save କରିବା ସହ Design ମୋଡକୁ ଫେରିଆସନ୍ତୁ
11:57 Exit ମେନୁ ଆଇଟମ୍ ପାଇଁ ଗୋଟିଏ ସର୍ଟକଟକୁ ମଧ୍ୟ ସଂଯୁକ୍ତ କରନ୍ତୁ
12:02 ଏଠାରେ ଖୋଲା ଥିବା ୱିଣ୍ଡୋ ମଧ୍ୟସ୍ଥ shortcut ଅପଶନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
12:07 Q ଓ Ctrl ଭାବେ କୀ ଷ୍ଟ୍ରୋକ୍ ପ୍ରଦାନ କରିବା ସହ OK ଉପରେ କ୍ଲିକ୍ କରନ୍ତୁ
12:14 ତେଣୁ, ବର୍ତ୍ତମାନ ଆପ୍ଲିକେଶନକୁ ବନ୍ଦ କରିବା ପାଇଁ Ctrl Qକୁ କୀବୋର୍ଡ ସର୍ଟକଟ୍ ଭାବେ ସେଟ୍ କରାଯାଇଛି
12:20 ଏହା ତାହା ଅଟେ. ବର୍ତ୍ତମାନ ଆମର ଆପ୍ଲିକେଶନ୍ ସମ୍ପୂର୍ଣ୍ଣ ହେଲା
12:23 ବର୍ତ୍ତମାନ କୀବୋର୍ଡ ଉପରେ F6କୁ ଦାବି ଆପ୍ଲିକେଶନକୁ run କରନ୍ତୁ
12:30 run ହେବାକୁ ଥିବା main class ଚୟନ ହୋଇସାରିଛି
12:33 OK ଉପରେ କ୍ଲିକ୍ କରନ୍ତୁ
12:37 ଏବଂ ଏଠାରେ ଏହା ଅଛି! ଏହା ଆମ GUI ଅଟେ
12:40 ବର୍ତ୍ତମାନ ଗୋଟିଏ ଚେକକୁ ରନ୍ କରନ୍ତୁ
12:43 Balance ଟାବକୁ ଯା’ନ୍ତୁ, Credit Amountରେ Rs. 300/-କୁ ପ୍ରବେଶ କରନ୍ତୁ
12:47 ଏବଂ Debit Amountକୁ Rs. 200 ଭାବେ ପ୍ରବେଶ କରିବା ସହ Get Balance ଆବଶ୍ୟକ କରନ୍ତୁ
12:53 ଏହା Balanceରେ ସଠିକ୍ ରାଶିକୁ ପ୍ରଦାନ କରିବ
12:56 ବର୍ତ୍ତମାନ ଆପ୍ଲିକେଶନରୁ ବାହାର ହୋଇଯା’ନ୍ତୁ
12:58 File ମେନୁକୁ ଯା’ନ୍ତୁ ଏବଂ Exit ଉପରେ କ୍ଲିକ୍ କରନ୍ତୁ
13:02 କୀବୋର୍ଡ ଉପରେ Ctrl Qକୁ ଦାବି ମଧ୍ୟ ଆପ୍ଲିକେଶନକୁ ବନ୍ଦ କରିପାରିବେ
13:08 ବର୍ତ୍ତମାନ application ସମ୍ପୂର୍ଣ୍ଣ ହୋଇଛି, ଏବେ ଆପଣଙ୍କ ପାଇଁ ଆସାଇନମେଣ୍ଟ
13:14 ଟାସ୍କ ଭାବେ ଗୋଟିଏ Temperature convertor ଆପ୍ଲିକେଶନକୁ ସୃଷ୍ଟି କରନ୍ତୁ
13:18 ପୂର୍ବ ଭଳି ଏହାର ଦୁଇଟି ଟାବ୍ ରହିବା ଆବଶ୍ୟକ ଅଟେ,
13:21 ଗୋଟିଏ Celsiusକୁ Fahrenheitରେ ଏବଂ ଅନ୍ୟଟି Fahrenheitକୁ Celsiusରେ ରୂପାନ୍ତର କରିବା ପାଇଁ
13:27 ଏହା ଗୋଟିଏ ଇନପୁଟ୍ ଟେମ୍ପରେଚର୍ ନେବା ମଧ୍ୟ ଆବଶ୍ୟକ
13:30 ଏବଂ ରୂପାନ୍ତରିତ ଟେମ୍ପରେଚରକୁ ପ୍ରଦର୍ଶନ କରିବ
13:33 ଏହାର ଉପରେ ଗୋଟିଏ ମେନୁ ବାର୍ ମଧ୍ୟ ରହିବା ଆବଶ୍ୟକ ଅଟେ ଯାହା File ଓ Help ଅପଶନକୁ ପ୍ରଦର୍ଶନ କରିବ
13:38 ଏବଂ File ମେନୁ ଅଧିନରେ, ଆପ୍ଲିକେଶନରୁ ବାହାର ହେବା ପାଇଁ ଗୋଟିଏ କୀବୋର୍ଡ ସର୍ଟକଟ୍ ସହିତ ଏକ Exit ଆଇଟମ୍ ରହିବା ଆବଶ୍ୟକ ଅଟେ
13:46 ମୁଁ ଆସାଇନମେଣ୍ଟର ସମାଧାନ କରିସାରିଛି
13:48 ଏହା କିପରି ଦେଖାଯିବ ଚାଲନ୍ତୁ ଦେଖିବା
13:50 ଏହି ଆସାଇନମେଣ୍ଟକୁ run କରନ୍ତୁ ଏବଂ ଏହା ମୋର GUI ଅଟେ
13:56 ବର୍ତ୍ତମାନ, -40 Celcius ଭାବେ ଇନପୁଟ୍ ଟେମ୍ପରେଚରକୁ ପ୍ରବେଶ କରିବା ସହ Get Fahrenheit ଉପରେ କ୍ଲିକ୍ କରନ୍ତୁ
14:05 ଆପ୍ଲିକେଶନ୍ ସଠିକ୍ ରୂପାନ୍ତରିତ ଆଉଟପୁଟ୍ ଟେମ୍ପରେଚର୍ ପ୍ରଦାନ କରିବା ଆବଶ୍ୟକ ଅଟେ
14:10 ବର୍ତ୍ତମାନ, ଚାଲନ୍ତୁ Exit ପାଇଁ ସର୍ଟକଟ୍ କୀକୁ ଚେଷ୍ଟା କରିବା ଯାହା ଆପ୍ଲିକେଶନରୁ ବାହାର ହେବା ପାଇଁ Ctrl X ଅଟେ
14:18 ତେଣୁ, କୀବୋର୍ଡ ସର୍ଟକଟ୍ ସାହାଯ୍ୟରେ ସଫଳତାର ସହ applicationରୁ ବାହାର ହୋଇଯାଇଛନ୍ତି
14:25 ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ
14:29 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
14:32 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
14:37 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
14:42 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
14:46 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
14:52 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
14:56 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
15:03 ଏହି ମିଶନ୍ ଉପରେ ଅଧିକ ବିବରଣୀ: spoken-tutorial.org /NMEICT-Introରେ ଉପଲବ୍ଧ.
15:13 ଏହି ଟ୍ୟୁଟୋରିଆଲ୍ IT for Change ଦ୍ଵାରା ସମର୍ଥିତ
15:17 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep