Difference between revisions of "Netbeans/C2/Adding-a-File-Chooser/Oriya"

From Script | Spoken-Tutorial
Jump to: navigation, search
(Created page with "{| Border=1 | '''Time''' | '''Narration''' |- | 00:00 | ବନ୍ଧୁଗଣ, Adding a File Chooser to a Java Application ଉପରେ ଟ୍ୟୁଟୋରିଆଲକୁ...")
 
 
Line 255: Line 255:
 
| 05:44
 
| 05:44
 
| କଣ୍ଟେକ୍ସଟ ମେନୁରୁ Events, Action, Action Performedକୁ ଚୟନ କରନ୍ତୁ
 
| କଣ୍ଟେକ୍ସଟ ମେନୁରୁ Events, Action, Action Performedକୁ ଚୟନ କରନ୍ତୁ
 
  
 
|-
 
|-

Latest revision as of 11:54, 28 August 2017

Time Narration
00:00 ବନ୍ଧୁଗଣ, Adding a File Chooser to a Java Application ଉପରେ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ:
00:09 ଗୋଟିଏ application ଓ ଆପ୍ଲିକେଶନ୍ form ସୃଷ୍ଟି କରି ଶିଖିବା
00:12 File Chooserକୁ ସଂଯୁକ୍ତ କରନ୍ତୁ,
00:14 File Chooserକୁ କନଫିଗର୍ କରନ୍ତୁ ଏବଂ
00:17 applicationକୁ ରନ୍ କରନ୍ତୁ
00:19 ଏହାର ପ୍ରଦର୍ଶନ ପାଇଁ, ମୁଁ Linux Operating System, Ubuntu ଭର୍ସନ୍ 12.04
00:26 ଏବଂ Netbeans IDE ଭର୍ସନ୍ 7.1.1କୁ ବ୍ୟବହାର କରୁଛି
00:31 ଏହି ଟ୍ୟୁଟୋରିଆଲରେ, ଆମେ javax.swing.JFileChooser କମ୍ପୋନେଣ୍ଟକୁ ବ୍ୟବହାର କରି ଗୋଟିଏ Java Applicationରେ ଏକ File chooserକୁ ସଂଯୁକ୍ତ କରିବା ଶିଖିବା
00:42 ଏହି କାର୍ଯ୍ୟଧାରାର ଗୋଟିଏ ଅଂଶ ଭାବେ, ଆମେ ଗୋଟିଏ ଛୋଟ Java application ସୃଷ୍ଟି କରିବା ଶିଖିବା ଯାହା ଗୋଟିଏ Text Area ମଧ୍ୟରେ ଏକ .txt ଫାଇଲକୁ ଲୋଡ୍ କରିବ
00:52 ପ୍ରଥମେ Java Applicationକୁ ସୃଷ୍ଟି କରନ୍ତୁ:
00:55 IDEକୁ ଲଞ୍ଚ କରନ୍ତୁ
00:57 ମୁଖ୍ୟ ମେନୁରୁ, File ଓ New Projectକୁ ଚୟନ କରନ୍ତୁ
01:03 Category ଅଧିନରେ Java ଏବଂ Projects ଟାଇପ୍ ଅଧିନରେ Java Applicationକୁ ଚୟନ କରନ୍ତୁ
01:08 ଏବଂ Nextରେ କ୍ଲିକ୍ କରନ୍ତୁ
01:10 Project Name ଫିଲ୍ଡରେ ଟାଇପ୍ କରନ୍ତୁ: JFileChooserDemo
01:20 Create Main Class ଚେକ୍ ବକ୍ସକୁ କ୍ଲିୟର୍ କରନ୍ତୁ
01:23 ନିଶ୍ଚିତ କରନ୍ତୁ ଯେ Set as Main Project ଚେକ୍ ବକ୍ସ ଚୟନ ହୋଇଛି
01:27 Finishରେ କ୍ଲିକ୍ କରନ୍ତୁ
01:31 ଏଠାରେ, Jframe କଣ୍ଟେନରକୁ ସୃଷ୍ଟି କରିବା ସହିତ ଏଥିରେ କିଛି କମ୍ପୋନେଣ୍ଟଗୁଡିକୁ ସଂଯୁକ୍ତ କରନ୍ତୁ
01:37 Source Packages ନୋଡ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
01:41 New > Otherକୁ ଚୟନ କରନ୍ତୁ
01:45 Swing GUI Forms କେଟାଗୋରୀଗୁଡିକୁ ଏବଂ JframeForm ଟାଇପକୁ ଚୟନ କରନ୍ତୁ
01:51 Nextରେ କ୍ଲିକ୍ କରନ୍ତୁ
01:54 Class Name ପାଇଁ, ଟାଇପ୍ କରନ୍ତୁ: JFileChooserDemo
02:02 Package ଫିଲ୍ଡରେ ଟାଇପ୍ କରନ୍ତୁ: jfilechooserdemo.resources
02:12 Finishରେ କ୍ଲିକ୍ କରନ୍ତୁ
02:17 Properties ୱିଣ୍ଡୋରେ, Title ପ୍ରପର୍ଟୀକୁ ଚୟନ କରନ୍ତୁ
02:22 ଏବଂ ଟାଇପ୍ କରନ୍ତୁ: Demo Application
02:30 ନିଶ୍ଚିତ କରିବା ପାଇଁ Enter ଦାବନ୍ତୁ
02:32 Paletteରେ Swing Menus କେଟାଗୋରୀକୁ ଖୋଲନ୍ତୁ
02:40 Menu Bar କମ୍ପୋନେଣ୍ଟକୁ ଚୟନ କରନ୍ତୁ ଏବଂ ଏହାକୁ Jframeର ଉପର ବାମ ପଟ କୋଣକୁ ଡ୍ରାଗ୍ କରନ୍ତୁ
02:50 Menu Bar କମ୍ପୋନେଣ୍ଟର Edit ଆଇଟମ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
02:55 କଣ୍ଟେକ୍ସଟ ମେନୁରେ Deleteକୁ ଚୟନ କରନ୍ତୁ
02:59 ତା’ପରେ ଗୋଟିଏ ମେନୁ ଆଇଟମକୁ ସଂଯୁକ୍ତ କରନ୍ତୁ ଯାହା କାର୍ଯ୍ୟକାରୀ ଆପ୍ଲିକେଶନକୁ FileChooserକୁ ଖୋଲିବା ପାଇଁ ଅନୁମତି ଦେଇଥାଏ
03:07 ଏହା ସୁନିଶ୍ଚିତ କରନ୍ତୁ ଯେ ଏଠାକୁ ଅନ୍ୟ ଏକ Menu Itemକୁ ଡ୍ରାଗ୍ କରିବା ପୂର୍ବରୁ Menu Bar ଚୟନିତ ହୋଇଛି
03:14 Swing Menus କେଟାଗୋରୀର Paletteରେ ଗୋଟିଏ ନୁତନ Menu Itemକୁ ଚୟନ କରନ୍ତୁ
03:22 ଏହାକୁ Menu Bar ନିକଟକୁ ଡ୍ରାଗ୍ କରନ୍ତୁ ଏବଂ Menu Barର File ଆଇଟମ୍ ଉପରେ ଡ୍ରପ୍ କରନ୍ତୁ
03:30 Design ଭ୍ୟୁରେ jMenuItem1 ଉପରେ ରାଇଟ୍ କ୍ଲିକ୍ କରନ୍ତୁ
03:35 ଏବଂ କଣ୍ଟେକ୍ସଟ ମେନୁରୁ Change Variable Nameକୁ ଚୟନ କରନ୍ତୁ
03:41 ଆଇଟମକୁ Open ଭାବେ ରିନେମ୍ କରିବା ସହ OKରେ କ୍ଲିକ୍ କରନ୍ତୁ
03:48 ଏହା ସୁନିଶ୍ଚିତ କରନ୍ତୁ ଯେ Design ଭ୍ୟୁରେ jMenuItem1 ଏବେ ମଧ୍ୟ ଚୟନିତ ହୋଇଅଛି
03:53 କମ୍ପୋନେଣ୍ଟର ଟେକ୍ସଟକୁ ଏଡିଟ୍ କରିବ ପାଇଁ Space barକୁ ଦାବନ୍ତୁ
03:58 ଟେକ୍ସଟକୁ Openରେ ପରିବର୍ତ୍ତନ କରନ୍ତୁ ଏବଂ ସୁନିଶ୍ଚିତ କରିବା ପାଇଁ Enter ଦାବନ୍ତୁ
04:04 Open ମେନୁ ଆଇଟମ୍ ପାଇଁ ଆକ୍ସନ୍ ହ୍ୟାଣ୍ଡଲରକୁ ନିର୍ଦ୍ଦିଷ୍ଟ କରନ୍ତୁ
04:08 ମେନୁ ଆଇଟମ୍ Openରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ କଣ୍ଟେକ୍ସଟ ମେନୁରୁ Events, Action, Action Performedକୁ ଚୟନ କରନ୍ତୁ
04:20 GUI builder ଅଟୋମାଟିକଲୀ ସୋର୍ସ ଭ୍ୟୁକୁ ଚାଲିଯିବ
04:25 ଗୋଟିଏ ନୂତନ ଇଭେଣ୍ଟ ହ୍ୟାଣ୍ଡଲର୍ OpenActionPerformed() ସୃଷ୍ଟି ହୋଇଛି
04:31 Design ଭ୍ୟୁକୁ ଫେରିଆସନ୍ତୁ
04:35 File Chooserକୁ ବାହାର କରିବା ପାଇଁ ଗୋଟିଏ ମେନୁ ଆଇଟମକୁ ସଂଯୁକ୍ତ କରନ୍ତୁ
04:39 Paletteରେ Swing Menus କେଟାଗୋରୀକୁ ଚୟନ କରନ୍ତୁ
04:45 Menu Itemକୁ ଚୟନ କରନ୍ତୁ
04:48 form ଉପରିସ୍ଥ Open ମେନୁ ଆଇଟମର ନିମ୍ନଭାଗରେ ଥିବା Menu Bar ନିକଟକୁ ଏହାକୁ ଡ୍ରାଗ୍ କରି ଆଣନ୍ତୁ
04:53 ଅରେଞ୍ଜ ହାଇଲାଇଟିଙ୍ଗ ଉପରେ ଧ୍ୟାନଦିଅନ୍ତୁ ଯାହା jmenuItem1 ସ୍ଥାପିତ ହେବା ସ୍ଥାନକୁ ସୂଚିତ କରିବ
05:03 Design ଭ୍ୟୁରେ jMenuItem1 ଉପରେ ରାଇଟ୍ କ୍ଲିକ୍ କରନ୍ତୁ
05:07 କଣ୍ଟେକ୍ସଟ ମେନୁରୁ Change Variable Nameକୁ ଚୟନ କରନ୍ତୁ
05:12 ଆଇଟମକୁ Exit ଭାବେ ରିନେମ୍ କରିବା ସହିତ OK ଉପରେ କ୍ଲିକ୍ କରନ୍ତୁ
05:20 ଏହା ସୁନିଶ୍ଚିତ କରନ୍ତୁ ଯେ Design ଭ୍ୟୁରେ jMenuItem1 ଭାବେ ମଧ୍ୟ ଚୟନିତ ହୋଇଅଛି
05:25 କମ୍ପୋନେଣ୍ଟର ଟେକ୍ସଟକୁ ଏଡିଟ୍ କରିବ ପାଇଁ Space barକୁ ଦାବନ୍ତୁ
05:30 ଟେକ୍ସଟକୁ Exitରେ ପରିବର୍ତ୍ତନ କରନ୍ତୁ ଏବଂ ସୁନିଶ୍ଚିତ କରିବା ପାଇଁ Enter ଦାବନ୍ତୁ
05:36 Exit ମେନୁ ଆଇଟମ୍ ପାଇଁ ଆକ୍ସନ୍ ହ୍ୟାଣ୍ଡଲରକୁ ନିର୍ଦ୍ଦିଷ୍ଟ କରନ୍ତୁ
05:41 ମେନୁ ଆଇଟମ୍ Exit ଉପରେ ରାଇଟ୍ କ୍ଲିକ୍ କରନ୍ତୁ
05:44 କଣ୍ଟେକ୍ସଟ ମେନୁରୁ Events, Action, Action Performedକୁ ଚୟନ କରନ୍ତୁ
05:51 GUI builder ଅଟୋମାଟିକଲୀ ସୋର୍ସ ଭ୍ୟୁକୁ ଚାଲିଯିବ
05:56 ଗୋଟିଏ ନୂତନ ଇଭେଣ୍ଟ ହ୍ୟାଣ୍ଡଲର୍ ExitActionPerformed() ସୃଷ୍ଟି ହୋଇଛି
06:02 OpenActionPerformed() ନୋଡ୍ ଉପରିସ୍ଥ Navigator ୱିଣ୍ଡୋରେ ExitActionPerformed ନୋଡ୍ ଦୃଶ୍ୟମାନ ହେବ
06:12 ଯଦି Navigatorକୁ ଦେଖିପାରିବେ ନାହିଁ,
06:14 ମେନୁ ବାରରେ ଥିବା Window ମେନୁକୁ ଯାଇ,
06:18 Navigatingକୁ ଚୟନ କରନ୍ତୁ ଏବଂ Navigator ଉପରେ କ୍ଲିକ୍ କରନ୍ତୁ
06:25 ଏଠାରେ, OpenActionPerformed ନୋଡ୍ ଉପରେ ExitActionPerformed ନୋଡ୍ ଦୃଶ୍ୟମାନ ହେବା ଦେଖିପାରିବେ
06:33 Exit ମେନୁ ଆଇଟମକୁ କାର୍ଯ୍ୟକାରୀ କରିବା ପାଇଁ,
06:36 ExitActionPerformed() ମେଥଡ୍ ବଡୀ ମଧ୍ୟରେ, System.exit(0) ଷ୍ଟେଟମେଣ୍ଟକୁ ସଂଯୁକ୍ତ କରନ୍ତୁ
06:47 Design ମୋଡକୁ ଫେରିଆସନ୍ତୁ
06:50 Paletteର Swing Controls କେଟାଗୋରୀ ମଧ୍ୟରୁ, ଗୋଟିଏ Text Areaକୁ form ଉପରକୁ ଡ୍ରାଗ୍ କରନ୍ତୁ
07:06 ପରବର୍ତ୍ତୀ ସମୟରେ File Chooser ଦ୍ଵାରା ପ୍ରଦର୍ଶିତ ହେବାକୁ ଥିବା ଟେକ୍ସଟକୁ ସ୍ଥାପିତ କରିବା ପାଇଁ, ସଂଯୁକ୍ତ କମ୍ପୋନେଣ୍ଟକୁ Resize କରନ୍ତୁ
07:18 ଭେରିଏବଲକୁ textarea ଭାବେ ରିନେମ୍ କରନ୍ତୁ
07:26 ତା’ପରେ ପ୍ରକୃତ File Chooserକୁ ସଂଯୁକ୍ତ କରନ୍ତୁ
07:31 ଯଦି Navigator ୱିଣ୍ଡୋ ଖୋଲି ନାହିଁ, ତେବେ ଏହାକୁ ଖୋଲିବା ପାଇଁ Window, Navigating, a Navigatorକୁ ଚୟନ କରନ୍ତୁ
07:38 ଏବଂ Navigatorରେ ଥିବା Jframe ନୋଡ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
07:44 କଣ୍ଟେକ୍ସଟ ମେନୁରୁ Add From Palette, Swing Windows ଓ File Chooserକୁ ଚୟନ କରନ୍ତୁ
07:54 Navigator ମଧ୍ୟରେ ଲକ୍ଷ୍ୟ କରନ୍ତୁ ଯେ formରେ ଗୋଟିଏ JfileChooserକୁ ସଂଯୁକ୍ତ କରାଯାଇଥିଲା
08:01 JfileChooser ନୋଡ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ ଭେରିଏବଲକୁ fileChooser ଭାବେ ରିନେମ୍ କରନ୍ତୁ
08:16 OKରେ କ୍ଲିକ୍ କରନ୍ତୁ
08:19 ବର୍ତ୍ତମାନ File Chooserକୁ ସଂଯୁକ୍ତ କରାଯାଇଛି
08:21 ପରବର୍ତ୍ତୀ ସୋପାନରେ ଆବଶ୍ୟକ ଟାଇଟଲକୁ ପ୍ରଦର୍ଶନ କରିବା ପାଇଁ File Chooserକୁ କନଫିଗର୍ କରନ୍ତୁ
08:27 ଗୋଟିଏ custom file filterକୁ ମଧ୍ୟ ସଂଯୁକ୍ତ କରନ୍ତୁ ଏବଂ applicationରେ File Chooserକୁ ଇଣ୍ଟିଗ୍ରେଟ୍ କରନ୍ତୁ
08:34 Navigator ୱିଣ୍ଡୋରେ JfileChooserକୁ ଚୟନ କରିବା ପାଇଁ କ୍ଲିକ୍ କରନ୍ତୁ
08:38 ବର୍ତ୍ତମାନ, Properties ଡାଇଲଗ୍ ବକ୍ସରେ ଏହାର ପ୍ରପର୍ଟୀଗୁଡିକୁ ଏଡିଟ୍ କରନ୍ତୁ
08:43 Paletteର ନିମ୍ନଭାଗରେ ଥିବା Properties ୱିଣ୍ଡୋରେ,
08:47 dialogTitleକୁ This is my open dialogରେ ପରିବର୍ତ୍ତନ କରନ୍ତୁ
09:00 ସୁନିଶ୍ଚିତ କରିବା ପାଇଁ Enter ଦାବନ୍ତୁ
09:03 ବର୍ତ୍ତମାନ, Source ମୋଡକୁ ଫେରିଆସନ୍ତୁ
09:07 ବର୍ତ୍ତମାନ, ଆପ୍ଲିକେଶନରେ FileChooserକୁ ଇଣ୍ଟିଗ୍ରେଟ୍ କରିବା ପାଇଁ,
09:12 ଗୋଟିଏ ବିଦ୍ୟମାନ code snippet ଅଛି ଯାହାକୁ କପୀ କରିବା ସହ ବିଦ୍ୟମାନ OpenActionPerformed() ମେଥଡ୍ ଉପରେ paste କରନ୍ତୁ
09:20 ଏହି ଉଦାହରଣ ଫାଇଲ୍ କଣ୍ଟେଣ୍ଟକୁ ପଢିବ ଏବଂ ସେଗୁଡିକୁ Text Area ମଧ୍ୟରେ ପ୍ରଦର୍ଶନ କରିବ
09:27 ବର୍ତ୍ତମାନ ୟୁଜର୍ କେଉଁ ଫାଇଲକୁ କ୍ଲିକ୍ କରିଛି, ତାହାର ନିର୍ଦ୍ଧାରଣ କରିବା ପାଇଁ FileChooserର getSelectedFile() ମେଥଡକୁ କଲ୍ କରନ୍ତୁ
09:36 clipboard ଉପରୁ ଏବଂ IDEର Source ଭ୍ୟୁ ଉପରୁ ଏହି କୋଡକୁ କପୀ କରିବା ସହ OpenActionPerformed() ମେଥଡ୍ ମଧ୍ୟରେ ପେଷ୍ଟ କରନ୍ତୁ
09:51 ଯଦି editor କୋଡରେ ଏରର୍ ଥିବା ସୂଚନା ଦିଏ ତେବେ କୋଡର ଯେକୌଣସି ସ୍ଥାନରେ ରାଇଟ୍ କ୍ଲିକ୍ କରିବା ସହ Fix Importsକୁ ଚୟନ କରନ୍ତୁ
10:00 ବର୍ତ୍ତମାନ, ଗୋଟିଏ custom file filterକୁ ସଂଯୁକ୍ତ କରନ୍ତୁ ଯାହା File Chooserକୁ କେବଳ .txt ଫାଇଲଗୁଡିକୁ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବ
10:09 Design ମୋଡକୁ ଫେରିଆସନ୍ତୁ ଏବଂ Navigator ୱିଣ୍ଡୋରେ fileChooserକୁ ଚୟନ କରନ୍ତୁ
10:16 Properties ୱିଣ୍ଡୋରେ, fileFilter ପ୍ରପର୍ଟୀ ପରେ ଥିବା ellipsis ବଟନ୍ ଉପରେ କ୍ଲିକ୍ କରନ୍ତୁ
10:25 fileFilter ଡାଇଲଗ୍ ବକ୍ସରେ ଥିବା, କମ୍ବୋ-ବକ୍ସରୁ Custom Codeକୁ ଚୟନ କରନ୍ତୁ
10:31 ଟେକ୍ସଟ ଫିଲ୍ଡରେ, new MyCustomFilter()କୁ ଟାଇପ୍ କରନ୍ତୁ
10:41 ଏବଂ OKରେ କ୍ଲିକ୍ କରନ୍ତୁ
10:44 କଷ୍ଟମ୍ କୋଡକୁ କର୍ଯ୍ୟକାରୀ କରିବା ପାଇଁ, MyCustomFilter classକୁ ଲେଖନ୍ତୁ
10:52 ଏହି ଇନର୍ କିମ୍ବା ଆଉଟର୍ କ୍ଲାସ୍ fileFilter କ୍ଲାସକୁ ପ୍ରସାରିତ କରିବ
10:57 ଏହି code snippetକୁ import statementର ନିମ୍ନରେ ଥିବା,
11:04 କ୍ଲାସର ସୋର୍ସ ମଧ୍ୟରେ କପୀ ଓ paste କରନ୍ତୁ
11:11 ଏହି ଇନର୍ କିମ୍ବା ଆଉଟର୍ କ୍ଲାସ୍ fileFilter କ୍ଲାସକୁ ପ୍ରସାରିତ କରିବ
11:20 Project ୱିଣ୍ଡୋରେ ଥିବା JFileChooserDemo ପ୍ରୋଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରିବା ସହ ନମୂନା ପ୍ରୋଜେକ୍ଟକୁ ଆରମ୍ଭ କରିବା ପାଇଁ Runକୁ ଚୟନ କରନ୍ତୁ
11:31 Run Project ଡାଇଲଗ୍ ବକ୍ସ ମଧ୍ୟରେ, ମୁଖ୍ୟ କ୍ଲାସ୍, jfilechooserdemo.resources.JfileChooserDemoକୁ ଚୟନ କରନ୍ତୁ
11:41 OKରେ କ୍ଲିକ୍ କରନ୍ତୁ
11:47 କାର୍ଯ୍ୟକାରୀ Demo Applicationରେ, ଆକ୍ସନକୁ ଟ୍ରିଗର୍ କରିବା ପାଇଁ File ମଧ୍ୟରୁ Openକୁ ଚୟନ କରନ୍ତୁ
11:55 ଟେକ୍ସଟ ଏରିଆ ମଧ୍ୟରେ ଯେକୌଣସି ଟେକ୍ସଟ ଫାଇଲକୁ ଏହାର କମ୍ପୋନେଣ୍ଟଗୁଡିକୁ ପ୍ରଦର୍ଶନ କରିବା ପାଇଁ ଖୋଲନ୍ତୁ
12:00 Sample.txt ଫାଇଲକୁ ଚୟନ କରିବା ସହ Openକୁ ଚୟନ କରନ୍ତୁ
12:06 fileChooser ଟେକ୍ସଟ ଫାଇଲର କଣ୍ଟେଣ୍ଟଗୁଡିକୁ ପ୍ରଦର୍ଶନ କରିବ
12:10 ଆପ୍ଲିକେଶନକୁ ବନ୍ଦ କରିବା ପାଇଁ File ମେନୁରେ Exitକୁ ଚୟନ କରନ୍ତୁ
12:17 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
12:19 ଗୋଟିଏ ଜାଭା ଆପ୍ଲିକେଶନରେ ଏକ File chooserକୁ ସଂଯୁକ୍ତ କରିବା ଏବଂ
12:23 File chooserକୁ କନଫିଗର୍ କରିବା
12:27 ଗୋଟିଏ ଆସାଇନମେଣ୍ଟ ଭାବେ- ସୃଷ୍ଟି କରାଯାଇଥିବା ଭଳି ସମାନ demo projectକୁ ବ୍ୟବହାର କରିବା ସହ ନିମ୍ନଲିଖିତ ଫିଚରଗୁଡିକୁ ସଂଯୁକ୍ତ କରନ୍ତୁ:
12:35 ମେନୁ ବାର୍ ଅଧିନରେ ଗୋଟିଏ Save ମେନୁ ଆଇଟମକୁ ସଂଯୁକ୍ତ କରନ୍ତୁ
12:38 ସମସ୍ତ ମେନୁ ଆଇଟମଗୁଡିକ ପାଇଁ କୀବୋର୍ଡ ସର୍ଟ-କଟଗୁଡିକୁ ସଂଯୁକ୍ତ କରନ୍ତୁ
12:42 ଫାଇଲକୁ ସେଭ୍ କରିବା ପାଇଁ Save ଆକ୍ସନରେ ଗୋଟିଏ କୋଡ୍ ସ୍ନିପେଟକୁ ସଂଯୁକ୍ତ କରନ୍ତୁ
12:51 ମୁଁ ଗୋଟିଏ ସମାନ ଆସାଇନମେଣ୍ଟକୁ ସୃଷ୍ଟି କରିସାରିଛି ଯେଉଁଠି file chooser, File ମେନୁ ଅଧିନରେ Save ଅପଶନକୁ ପ୍ରଦର୍ଶନ କରିବ
13:01 ଏବଂ ଖୋଲିଥିବା ଟେକ୍ସଟ ଫାଇଲକୁ save କରିବା ଅପଶନ୍ ପ୍ରଦାନ କରିବ
13:09 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ:
13:12 ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ
13:15 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
13:19 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
13:24 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
13:30 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
13:33 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
13:41 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
13:46 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
13:53 ଏହି ମିଶନ୍ ଉପରେ ଅଧିକ ବିବରଣୀ: spoken-tutorial.org /NMEICT-Introରେ ଉପଲବ୍ଧ
13:59 ଏହି ଟ୍ୟୁଟୋରିଆଲ୍ IT for Change ଦ୍ଵାରା ସମର୍ଥିତ
14:04 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep