Difference between revisions of "Linux/C2/Working-with-Regular-Files/Oriya"

From Script | Spoken-Tutorial
Jump to: navigation, search
(Created page with '{| border=1 !Visual Cue !Narration |- | 0:00 |ଲିନକ୍ସ ରେ "working with regular files" ସମ୍ବନ୍ଧରେ ଏହି ସ୍ପୋକେନ୍ ଟ୍ୟୁ…')
 
Line 4: Line 4:
 
|-
 
|-
 
| 0:00
 
| 0:00
|ଲିନକ୍ସ ରେ "working with regular files" ସମ୍ବନ୍ଧରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.  
+
|ଲିନକ୍ସ ରେ "working with regular files" ସମ୍ବନ୍ଧରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ .
 
|-
 
|-
 
| 0:07
 
| 0:07
|ଫାଇଲସ୍ ଏବଂ ଡାଇରେକ୍ଟ୍ ଟୋରୀଜ (directories) ଏକତ୍ର ହୋଇ ଲିନକ୍ସ ଫାଇଲ୍ ସିଷ୍ଟମ୍ କୁ ଗଠନ କରନ୍ତି.  
+
|ଫାଇଲସ୍ ଏବଂ ଡାଇରେକ୍ଟ୍ ଟୋରୀଜ (directories) ଏକତ୍ର ହୋଇ ଲିନକ୍ସ ଫାଇଲ୍ ସିଷ୍ଟମ୍ ଗଠନ କରନ୍ତି .  
 
|-
 
|-
 
| 0:13
 
| 0:13
|ପୁର୍ବ ଟ୍ୟୁଟୋରିଆଲ ରେ ଆମେ ଦେଖିଛେ ଯେ ଡାଇରେକ୍ଟ୍ ଟୋରୀଜ (directories) ସହିତ କିପରି କାର୍ଯ କରିବାକୁ ହୁଏ. ଆପଣ ଏହି ୱେବ୍ ସାଇଟ୍ ରେ ଟ୍ୟୁଟୋରିଆଲ ପାଇ ପାରିବେ.  
+
|ପୁର୍ବ ଟ୍ୟୁଟୋରିଆଲ ରେ ଆମେ ଦେଖିଛେ ଯେ ଡାଇରେକ୍ଟ୍ ଟୋରୀଜ (directories) ସହିତ କିପରି କାର୍ଯ କରିବାକୁ ହୁଏ . ଆପଣ ଏହି ୱେବ୍ସାଇଟ୍ରେ ଟ୍ୟୁଟୋରିଆଲ ପାଇ ପାରିବେ .  
 
|-
 
|-
 
| 0:25
 
| 0:25
|ଏହି ଟ୍ୟୁଟୋରିଆଲ ରେ ଦେଖିବା ଆମେ ଦେଖିବା କିପରି ରେଗୁଲାର୍ ଫାଇଲସ୍ (regular files) କୁ ପରିଚାଳନା କରୁ.
+
|ଏହି ଟ୍ୟୁଟୋରିଆଲ ରେ ଦେଖିବା ଆମେ ଦେଖିବା କିପରି ରେଗୁଲାର୍ ଫାଇଲସ୍ (regular files) କୁ ପରିଚାଳନା କରାଯାଏ .
 
|-
 
|-
 
| 0:31
 
| 0:31
|ଆମେ ପୁର୍ବ ରୁ ଅନ୍ୟ ଟ୍ୟୁଟୋରିଆଲ ରେ ଦେଖିସାରିଛୁ ଯେ କିପରି ଆମେ cat କମାଣ୍ଡ୍ ର ବ୍ୟବହାର କରି ଫାଇଲ୍ ତିଆରି କରି ପାରିବା. ସବିଶେଷ ତଥ୍ୟ ପାଇଁ ଦୟାକରି ଏହି ୱେବ୍ ସାଇଟ୍ କୁ ଯାଅ.  
+
|ଆମେ ପୁର୍ବ ରୁ ଅନ୍ୟ ଟ୍ୟୁଟୋରିଆଲ ରେ ଦେଖିସାରିଛୁ ଯେ କିପରି ଆମେ cat କମାଣ୍ଡ୍ ର ବ୍ୟବହାର କରି ଫାଇଲ୍ ତିଆରି କରି ପାରିବା . ସବିଶେଷ ତଥ୍ୟ ପାଇଁ ଦୟାକରି ଏହି ୱେବ୍ସାଇଟ୍‍ କୁ ଯାଅ.  
 
|-
 
|-
 
| 0:46
 
| 0:46
|ଚାଲ ଆମେ ଦେଖିବା ଫାଇଲ୍ କୁ କିପରି ଏକ ଜାଗା ରୁ ଅନ୍ୟ ଏକ ଜାଗା କୁ କୋପି କରୁ. ଏହା ପାଇଁ ଆମ ପାଖରେ cp କମାଣ୍ଡ୍ ଅଛି.
+
|ଚାଲ ଆମେ ଦେଖିବା ଫାଇଲ୍ କୁ କିପରି ଏକ ଜାଗା ରୁ ଅନ୍ୟ ଏକ ଜାଗା କୁ କୋପି କରୁ . ଏହା ପାଇଁ ଆମ ପାଖରେ cp କମାଣ୍ଡ୍ ଅଛି.
 
|-
 
|-
 
| 0:55
 
| 0:55
|ଚାଲ ଦେଖିବା କମାଣ୍ଡ୍ କିପରି ବ୍ୟବହାର ହୁଏ.  
+
|ଚାଲ ଦେଖିବା କମାଣ୍ଡ୍ କିପରି ବ୍ୟବହାର ହୁଏ .
 
|-
 
|-
 
| 1:00
 
| 1:00
|ସିଂଗଲ୍ ସାଇନ୍ କୁ କୋପି କରିବାକୁ ଆମେ cp space ଏକ କିମ୍ବା ଅଧିକ [OPTION]... space SOURCE ଫାଇଲ୍ ର ନାମ space ଲଖ୍ୟ ଫାଇଲ୍ ନାମ DEST.
+
|ସିଂଗଲ୍ ସାଇନ୍ କୁ କୋପି କରିବାକୁ ଆମେ cp space ଏକ କିମ୍ବା ଅଧିକ [OPTION]... space SOURCE ଫାଇଲ୍ ର ନାମ space destination ଫାଇଲ୍ ନାମ DEST .
 
|-
 
|-
 
| 1:15
 
| 1:15
|ଏକ ସମୟରେ ବହୁତ ଫାଇଲସ୍ କୁ କୋପି ପାଇଁ ଆମେ ଲେଖିବା cp space ଏକ କିମ୍ବା ଅଧିକ [OPTION]... SOURCE ଫାଇଲ୍ ନାମ ଯାହାକୁ ଆମେ କୋପି କରିବାକୁ ଚାହୁଁ ଏବଂ ଲଖ୍ୟ DIRECTORY ର ନାମ ଯେଉଁଠି ଏହି ଫାଇଲସ୍ କୋପି ହେବ.
+
|ଏକ ସମୟରେ ବହୁତ (multiple) ଫାଇଲସ୍ କୁ କୋପି ପାଇଁ ଆମେ ଲେଖିବା cp space ଏକ କିମ୍ବା ଅଧିକ [OPTION]... SOURCE ଫାଇଲ୍ ଗୁଡ଼ିକର ନାମ ଯାହାକୁ ଆମେ କୋପି କରିବାକୁ ଚାହୁଁ ଏବଂ destination DIRECTORY ର ନାମ ଯେଉଁଠି ଏହି ଫାଇଲସ୍ କୋପି ହେବ .
 
|-
 
|-
 
| 1:34
 
| 1:34
|ଚାଲ ଏକ ଉଦାହରଣ ଦେଖିବା, ପ୍ରଥମେ ଆମେ ଟର୍ମିନାଲ୍ ଖୋଲିବା.  
+
|ଚାଲ ଏକ ଉଦାହରଣ ଦେଖିବା , ପ୍ରଥମେ ଆମେ ଟର୍ମିନାଲ୍ ଖୋଲିବା.
 
|-
 
|-
 
| 1:42
 
| 1:42
|ଆମ ପାଖରେ ପୁର୍ବ ରୁ /home/anirban/arc/ ରେ test1 ନାମକ ଏକ ଫାଇଲ୍ ଅଛି.
+
|ଆମ ପାଖରେ ପୁର୍ବ ରୁ /home/anirban/arc/ ରେ test1 ନାମକ ଏକ ଫାଇଲ୍ ଅଛି .
 
|-
 
|-
 
| 1:49
 
| 1:49
|test1 ରେ କଣ ଅଛି ଦେଖିବା ପାଇଁ ଆମେ $ cat test1 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
|test1 ରେ କଣ ଅଛି ଦେଖିବା ପାଇଁ , $ cat test1 ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
 
|-
 
|-
 
| 2:00
 
| 2:00
|test1 ରେ ଦେଖାଯାଉଥିବା କନ୍ଟେଟ (content) କୁ ଆମେ ଦେଖିପାରିବା, ଏବେ ଯଦି ଆମେ ଏହାକୁ test2 ନାମକ ଅନ୍ୟ ଫାଇଲ୍ କୁ କୋପି କରିବାକୁ ଚାହିଁବା ତେବେ ଆମେ $ cp test1 test2 ଲେଖିବା ଏବଂ ଏନ୍ଟର୍ ଦବାଇବା.  
+
|test1 ରେ ଦେଖାଯାଉଥିବା କନ୍ଟେଟ (content) କୁ ଆମେ ଦେଖିପାରିବା, ଏବେ ଯଦି ଆମେ ଏହାକୁ test2 ନାମକ ଅନ୍ୟ ଏକ ଫାଇଲ୍ କୁ କୋପି କରିବାକୁ ଚାହିଁବା ତେବେ ଆମେ $ cp test1 test2 ଲେଖିବା ଏବଂ ଏନ୍ଟର୍ ଦବାଇବା.  
 
|-
 
|-
 
| 2:22
 
| 2:22
|ବର୍ତମାନ ଫାଇଲ୍ କୋପି ହୋଇଯାଇଛି.  
+
|ବର୍ତମାନ ଫାଇଲ୍ କୋପି ହୋଇଯାଇଛି.
 
|-
 
|-
 
| 2:25
 
| 2:25
Line 49: Line 49:
 
|-
 
|-
 
| 2:35
 
| 2:35
|ଯଦି ଏହା ପୁର୍ବରୁ ବିଦ୍ୟମାନ ଥାଏ ତେବେ ଏହା ନିରବରେ ଅଧିକ ଲିଖିତ ହେବ. କୋପି କରାଯାଇଥିବା ଫାଇଲ୍ କୁ ଦେଖିବା ପାଇଁ $ cat test2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
|ଯଦି ଏହା ପୁର୍ବରୁ ବିଦ୍ୟମାନ ଥାଏ ତେବେ ଏହା ନିରବରେ overwritten ହେବ . କୋପି କରାଯାଇଥିବା ଫାଇଲ୍ କୁ ଦେଖିବା ପାଇଁ $ cat test2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
 
|-
 
|-
 
| 2:52
 
| 2:52
|ଆପଣ ଫାଇଲ୍ ଗୁଡିକୁ ବିଭିନ୍ନ ଡାଇରେକ୍ଟ୍ ଟୋରୀଜ (directories) କୁ ଏବଂ ଡାଇରେକ୍ଟ୍ ଟୋରୀଜ ଠାରୁ କୋପି କରିପାରିବେ . ଉଦାହରଣ ସ୍ବରୁପ, $ cp /home/anirban/arc/demo1 /home/anirban/demo2 ଟାଇପ୍ କର ଏବଂ ଏନ୍ଟର୍ ଦବୟ ଦବାଅ.  
+
|ଆପଣ ଫାଇଲ୍ ଗୁଡିକୁ ବିଭିନ୍ନ ଡାଇରେକ୍ଟ୍ ଟୋରୀଜ (directories)କୁ ଏବଂ ଡାଇରେକ୍ଟ୍ ଟୋରୀଜ ରୁ କୋପି କରିପାରିବେ . ଉଦାହରଣ ସ୍ବରୁପ, $ cp /home/anirban/arc/demo1 /home/anirban/demo2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
 
|-
 
|-
 
| 3:31
 
| 3:31
|ଏହା କଣ କରିବା ଯେ ଏହା ଫାଇଲ୍ demo1 କୁ ସୋର୍ସେ ଡାଇରେକ୍ଟ୍ ଟୋରୀ (directory) /home/anirban/arc/ ଠାରୁ destination directory /home/anirban କୁ କୋପି କରିବା, ଏହା demo2 ନାମକ ଏକ ଫାଇଲ୍ କୁ କୋପି କରିବ.  
+
|ଫଳ ଏହା ହେବ ଯେ, ଏହା ଫାଇଲ୍ demo1 କୁ source ଡାଇରେକ୍ଟ୍ ଟୋରୀ (directory) /home/anirban/arc/ ରୁ destination directory /home/anirban କୁ କୋପି କରିବ, ଏହା demo2 ନାମକ ଏକ ଫାଇଲ୍ କୁ କୋପି କରିବ .  
 
|-
 
|-
 
| 3:51
 
| 3:51
|ଏହା ଦେଖିବା ପାଇଁ demo2 ସେଠାରେ ଅଛି, ls space /home/anirban ଟାଇପ୍ କର ଏବଂ ଏନ୍ଟର୍ ଦବାଅ
+
| ସେଠାରେ demo2 କୁ ଦେଖିବା ପାଇଁ , ls space /home/anirban ଟାଇପ୍ କର ଏବଂ ଏନ୍ଟର୍ ଦବାଅ
 
|-
 
|-
 
| 4:13
 
| 4:13
|ଆମେ ଉପରକୁ scroll କରୁଁ ଯେପରି ଆପଣ ଦେଖିପାରିବେ demo2 ଏଠାରେ ଅଛି.  
+
|ଆମେ ଉପରକୁ scroll କରୁଁ , ଯେପରି ଆପଣ ଦେଖିପାରିବେ demo2 ଏଠାରେ ଅଛି.  
 
|-
 
|-
 
| 4:19
 
| 4:19
|ଆଗକୁ ଯିବା ପୁର୍ବରୁ ଚାଲ ଏବେ ଆମେ ସ୍କ୍ରିନ୍ ସଫା କର.  
+
|ଆଗକୁ ଯିବା ପୁର୍ବରୁ ଚାଲ ଏବେ ଆମେ ସ୍କ୍ରିନ୍ ସଫା କରିବା .  
 
|-
 
|-
 
| 4:25
 
| 4:25
|ଯଦି ଆପଣ destination directory ରେ ଫାଇଲ୍ ର ସେହି ଏକା ନାମ ରଖିବା ପାଇଁ ଚାହଁ, ଆପଣ ଫାଇଲ୍ ର ନାମ ମଧ୍ୟ ଉଲ୍ଲେଖ କରି ନ ପାର.  
+
|ଯଦି ତୁମେ destination directory ରେ ଫାଇଲ୍ ର ସେହି ଏକା ନାମ ରଖିବା ପାଇଁ ଚାହଁ, ତୁମେ ଫାଇଲ୍ ର ନାମ ମଧ୍ୟ ଉଲ୍ଲେଖ କରି ନ ପାର .
 
|-
 
|-
 
| 4:35
 
| 4:35
|$ cp /home/anirban/arc/demo1 /home/anirban/ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
|$ cp /home/anirban/arc/demo1 /home/anirban/ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
 
|-
 
|-
 
| 5:03
 
| 5:03
|ଏହା ପୁଣି ଥରେ demo1 ଫାଇଲ୍ କୁ /home/anirban/arc/ directory ଠାରୁ /home/anirban directory କୁ ଏକ ଭଲ ଭାବରେ demo1 ଫାଇଲ୍ ନାମକ ସହିତ କୋପି କରିବ.
+
|ଏହା ପୁଣି ଥରେ demo1 ଫାଇଲ୍ କୁ /home/anirban/arc/ directory ଠାରୁ /home/anirban directory କୁ demo1 ନାମକ ଫାଇଲ୍  କୋପି କରିବ.
 
|-
 
|-
 
| 5:20
 
| 5:20
|demo1 କୁ ଦେଖିବା ପୁର୍ବ ରୁ ls/home/anirban ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
| ପୁର୍ବ ଭଳି  demo1 କୁ ଦେଖିବା ପାଇଁ ls/home/anirban ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
 
|-
 
|-
 
| 5:33
 
| 5:33
Line 82: Line 82:
 
|-
 
|-
 
| 5:40
 
| 5:40
|ଆଉଥରେ ଆଗକୁ ଯିବା ପୁର୍ବରୁ ଚାଲ ଏବେ ଆମେ ସ୍କ୍ରିନ୍ ସଫା କର.  
+
|ଆଉଥରେ ଆଗକୁ ଯିବା ପୁର୍ବରୁ ଚାଲ ଏବେ ଆମେ ସ୍କ୍ରିନ୍ ସଫା କରିବା .  
 
|-
 
|-
 
| 5:48
 
| 5:48
|ଅନ୍ୟ ଏକ ଉଦାହରଣ, ତେବେ ଆମେ destination file ର ନାମ ଦେବା ପାଇଁ ଆବଶ୍ୟକ କରୁନାହୁଁ, ଯେପର୍ଯ୍ୟନ୍ତ ଆମେ ବହୁବିଧ ଫାଇଲ୍  ଗୁଡିକୁ କୋପି କରିବାକୁ  ଚାହୁଁ.  
+
|ଅନ୍ୟ ଏକ ଉଦାହରଣ, ତେବେ ଆମେ destination file ର ନାମ ଦେବା ପାଇଁ ଆବଶ୍ୟକ କରୁନାହୁଁ, ହେଉଛି ଯେତେବେଳେ ଆମେ multiple ଫାଇଲ୍  କୋପି କରିବାକୁ  ଚାହୁଁ.  
 
|-
 
|-
 
| 5:56
 
| 5:56
|ଆମେ ମାନୁ ଯେ ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) ରେ test1 test2 test3 ନାମକ ତିନୋଟି ଫାଇଲସ୍ ଅଛି.  
+
|ଆମେ ମାନୁ ଯେ ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) ରେ test1 test2 test3 ନାମକ ତିନୋଟି ଫାଇଲସ୍ ଅଛି .
 
|-
 
|-
 
| 6:04
 
| 6:04
|ବର୍ତମାନ ଆମେ $ cp test1 test2 test3 /home/anirban/testdir ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
|ବର୍ତମାନ $ cp test1 test2 test3 /home/anirban/testdir ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
 
|-
 
|-
 
| 6:27
 
| 6:27
|ଏହା ସେମାନକଂର ନାମ ପରିବର୍ତନ ବିନା ସବୁ ତିନୋଟି ଜାକ ଫାଇଲସ୍  test1,test2 and test3 କୁ /home/anirban/testdir ଡାଇରେକ୍ଟ୍ ଟୋରୀ (directory) ରେ କୋପି କରିବା.  
+
|ଏହା ସେମାନକଂର ନାମ ପରିବର୍ତନ ବିନା ତିନୋଟି ଯାକ ଫାଇଲସ୍  test1, test2 and test3 କୁ /home/anirban/testdirଡାଇରେକ୍ଟ୍ ଟୋରୀ (directory) ରେ କୋପି କରିବ .  
 
|-
 
|-
 
| 6:41
 
| 6:41
|ଆପଣ ଦେଖିବେ ଯେ ଏହି ଫାଇଲ୍ ଗୁଡିକ ବାସ୍ତବରେ କୋପି ହୋଇଯାଇଛି. ଆମେ /home/anirban/testdir ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା.  
+
|ଆପଣ ଦେଖିବେ ଯେ ଏହି ଫାଇଲ୍ ଗୁଡିକ ବାସ୍ତବରେ କୋପି ହୋଇଯାଇଛି . ଆମେ /home/anirban/testdir ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା.  
 
|-
 
|-
 
| 7:03
 
| 7:03
|ଯେପରି ଆପଣ ଦେଖି ପାରିବେ test1,test2 ଏବଂ test3  ଏହି ଡାଇରେକ୍ଟ୍ ଟୋରୀ (directory) ରେ ଉପସ୍ତିତ ଅଟନ୍ତି.
+
|ଯେପରି ଆପଣ ଦେଖି ପାରିବେ test1,test2 ଏବଂ test3  ଏହି ଡାଇରେକ୍ଟ୍ ଟୋରୀ (directory) ରେ ଉପସ୍ତିତ ଅଛି.
 
|-
 
|-
 
| 7:10
 
| 7:10
|ସେଠାରେ ବହୁତ ଅପସନ୍ସ (options) ଅଛି  ଯାହା cp  ସହିତ ଯାଏ. ଏଠାରେ ଆମେ ସେମାନକଂର କେବଳ ଅତି ଗୁରୁତ୍ତପୁର୍ଣ ଦେଖିବା.  
+
| cp ସହିତ ବହୁତ ଅପସନ୍ସ (options) ଅଛି  . ସେଗୁଡ଼ିକ ମଧ୍ୟରୁ ଏଠାରେ ଆମେ କେବଳ ଅତି ଗୁରୁତ୍ତପୁର୍ଣ ଗୁଡ଼ିକୁ ଦେଖିବା.  
 
|-
 
|-
 
| 7:18
 
| 7:18
|ଚାଲ ଆମେ ପ୍ରଥମେ ସ୍ଲାଇଡସ୍ କୁ ଆଉଥରେ ଯିବା.  
+
|ଚାଲ ଆମେ ପ୍ରଥମେ ସ୍ଲାଇଡସ୍ କୁ ଆଉଥରେ ଯିବା.
 
|-
 
|-
 
| 7:23
 
| 7:23
|ଅପସନ୍ସ (options) ମଧ୍ୟରୁ -R (capital R) ଏକ ଗୁରୁତ୍ତପୁର୍ଣ ଅଟେ . ଏହା ଏକ ପୁର୍ଣ ଡାଇରେକ୍ଟ୍ ଟୋରୀ (directory) ଗଠନ ପୁନରାବର୍ତୀ କୋପି କୁ କାରଣ ଅଟେ.  
+
|ଅପସନ୍ସ (options) ମଧ୍ୟରୁ -R (capital R) ବହୁତ ଗୁରୁତ୍ତପୁର୍ଣ . ଏହା ଏକ ପୁର୍ଣ ଡାଇରେକ୍ଟ୍ ଟୋରୀ (directory) structure recursive copy କରିଥାଏ .  
 
|-
 
|-
 
| 7:33
 
| 7:33
|ଚାଲ ଏବେ ଆମେ ଏକ ଉଦାହରଣ ଦେଖିବା.  
+
|ଚାଲ ଏବେ ଆମେ ଏକ ଉଦାହରଣ ଦେଖିବା .
 
|-
 
|-
 
| 7:38
 
| 7:38
|ଚାଲ ଏବେ, testdir directory ର ସବୁ କନ୍ଟେଟସ୍ (contents) କୁ test ନାମକ ଡାଇରେକ୍ଟ୍ ଟୋରୀ (directory) କୁ କୋପି କରିବା ପାଇଁ ଚେଷ୍ଟା କର.  
+
|ଚାଲ ଏବେ, testdir directory ର ସବୁ କନ୍ଟେଟସ୍ (contents) କୁ test ନାମକ ଡାଇରେକ୍ଟ୍ ଟୋରୀ (directory) କୁ କୋପି କରିବା ପାଇଁ ଚେଷ୍ଟା କରିବା .
 
|-
 
|-
 
| 7:48
 
| 7:48
|ଏଥିପାଇଁ ଆମେ cp testdir/ test  ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା.
+
|ଏଥିପାଇଁ ଆମେ cptestdir/ test  ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା.
 
|-
 
|-
 
| 8:02
 
| 8:02
|ଯେପରି ଆପଣ output ମେସେଜ୍ (message) ଠାରୁ ଦେଖିପାରିବେ.  
+
|ଯେପରି ଆପଣ output ମେସେଜ୍ (message) ରୁ ଦେଖିପାରିବେ.  
 
|-
 
|-
 
| 8:06
 
| 8:06
|ସାଧାରଣତ ଆମେ ଏକ ଡାଇରେକ୍ଟ୍ ଟୋରୀ (directory) ର କିଛି କନ୍ଟେଟସ୍ (contents) କୁ cp କମାଣ୍ଡ୍ ସହିତ କୋପି କରିପାରିବା ନାହିଁ.
+
|ସାଧାରଣତଃ cp କମାଣ୍ଡ୍ ଦ୍ୱାରା ସିଧାସଳଖ ଆମେ କିଛି କନ୍ଟେଟସ୍ (contents) ଥିବା ଏକ ଡାଇରେକ୍ଟ୍ ଟୋରୀ (directory)କୁ କପି କରିପାରିବା ନାହିଁ
 
|-
 
|-
 
| 8:14
 
| 8:14
|କିନ୍ତୁ -R ଅପସନ୍ କୁ ବ୍ୟବହାର କରି, ଆମେ ଏହା କରିପାରିବା.  
+
|କିନ୍ତୁ -R ଅପସନ୍ ବ୍ୟବହାର କରି, ଆମେ ଏହା କରିପାରିବା .
 
|-
 
|-
 
| 8:19
 
| 8:19
|ବର୍ତମାନ ଆମେ cp -R testdir/ test ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
|ବର୍ତମାନ cp -R testdir/ test ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
 
|-
 
|-
 
| 8:36
 
| 8:36
|ଫାଇଲ୍ ଗୁଡିକ ଏବେ କୋପି ହୋଇଯାଇଛି, ଏହା ଦେଖିବା ପାଇଁ ଟେକ୍ସଟ୍ ଡାଇରେକ୍ଟ୍ ଟୋରୀ (text directory) ବାସ୍ତବରେ ବିଦ୍ୟମାନ, ls ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
|ଫାଇଲ୍ ଗୁଡିକ ଏବେ କୋପି ହୋଇଯାଇଛି, ଏହା ଦେଖିବା ପାଇଁ ଯେ ଟେକ୍ସଟ୍ ଡାଇରେକ୍ଟ୍ ଟୋରୀ (text directory) ବାସ୍ତବରେ ବିଦ୍ୟମାନ,
 +
ls ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
 
|-
 
|-
 
| 8:47
 
| 8:47
|ଯେପରି ଆପଣ ଦେଖିପାରିବେ ଟେସ୍ଟ୍ ଡାଇରେକ୍ଟ୍ ଟୋରୀ (test directory) ବିଦ୍ୟମାନ. ଚାଲା ଏବେ ସ୍କ୍ରିନ୍ ସଫା କର.  
+
|ଯେପରି ଆପଣ ଦେଖିପାରିବେ ଟେସ୍ଟ୍ ଡାଇରେକ୍ଟ୍ ଟୋରୀ (test directory) ବିଦ୍ୟମାନ . ଚାଲ ଏବେ ସ୍କ୍ରିନ୍ ସଫା କର .
 
|-
 
|-
 
| 8:57
 
| 8:57
Line 142: Line 143:
 
|-
 
|-
 
| 9:08
 
| 9:08
|ଆପଣ ଟେସ୍ଟ୍ ଡାଇରେକ୍ଟ୍ ଟୋରୀ (test directory) ର କନ୍ଟେଟସ୍ (contents) ଦେଖିପାରିବେ.  
+
|ଆପଣ ଟେସ୍ଟ୍ ଡାଇରେକ୍ଟ୍ ଟୋରୀ (test directory) ର କନ୍ଟେଟସ୍ (contents) ଦେଖିପାରିବେ.  
 
|-
 
|-
 
| 9:13
 
| 9:13
|ବର୍ତମାନ ଆମେ ଆଉଥରେ ସ୍ଲାଇଡସ୍ ଯିବା.  
+
|ବର୍ତମାନ ଆମେ ସ୍ଲାଇଡସ୍ କୁ ଫେରିଯିବା .
 
|-
 
|-
 
| 9:16
 
| 9:16
|ଆମେ ଦେଖିଛେ, ଯଦି ଏକ ଫାଇଲ୍ ଅନ୍ୟ ଫାଇଲ୍ କୁ କୋପି ଅଟେ ଯାହା ପୁର୍ବରୁ ବିଦ୍ୟମାନ, ତେବେ ବିଦ୍ୟମାନ ଫାଇଲ୍ ଅଧିକ ଲିଖିତ ଅଟେ.
+
|ଆମେ ଦେଖିଛେ ଯେ, ଯଦି ଏକ ଫାଇଲ୍ କୁ ଅନ୍ୟ ଏକ existing (ପୁର୍ବରୁ ବିଦ୍ୟମାନ) ଫାଇଲ୍ କୁ କୋପି କରାଯାଏ, ତେବେ existing file ଟି overwritten ହୋ‌ଇଯିବ
 
|-
 
|-
 
| 9:25
 
| 9:25
|ଏବେ କଣ, ଯଦି ଆମେ ଏକ ଗୁରୁତ୍ବପୁର୍ଣଫାଇଲ୍ କୁ ଅଜାଣତ ଭାବରେ ଅଧିକ ଲେଖିବା.  
+
|ଏବେ କଣ ହେବ, ଯଦି ଆମେ ଏକ ଗୁରୁତ୍ବପୁର୍ଣଫାଇଲ୍ କୁ ଅଜାଣତରେ overwrite କରିଦେଲୁଁ .
 
|-
 
|-
 
| 9:30
 
| 9:30
|ଏଭଳି କିଛି ହେବାକୁ ପ୍ରତିରୋଧ କରିବା ପାଇଁ ଆମ ପାଖରେ -b ଅପସନ୍ ଅଛି.  
+
|ଏଭଳି କିଛି ହେବାକୁ ପ୍ରତିରୋଧ କରିବା ପାଇଁ ଆମ ପାଖରେ -b ଅପସନ୍ ଅଛି .
 
|-
 
|-
 
| 9:36
 
| 9:36
|ଏହା ପ୍ରତେକ ଗନ୍ତବ୍ୟ ଥିବା ଫାଇଲ୍ ର ବେକ୍ ଅପ୍ (back-up)  ତିଆରି କରେ.  
+
|ଏହା ପ୍ରତେକ exiting destination ଫାଇଲ୍ ର ବେକ୍ ଅପ୍ (back-up)  ତିଆରି କରେ.  
 
|-
 
|-
 
| 9:41
 
| 9:41
|ଆମେ -i(interactive) ଅପସନ୍ ର ବ୍ୟବହାର କରିପାରିବା . ଏହା ସବୁବେଳେ ଆମକୁ କୌଣସି ଗନ୍ତବ୍ୟ ଫାଇଲ୍   କୁ ଅଧିକ ଲେଖିବା ପୁର୍ବରୁ ଚେତାବନୀ ଦିଏ.  
+
|ଆମେ -i(interactive) ଅପସନ୍ ର ବ୍ୟବହାର କରିପାରିବା . ଏହା ସବୁବେଳେ ଆମକୁ କୌଣସି destination ଫାଇଲ୍ କୁ overwrite କରିବା ପୁର୍ବରୁ ଚେତାବନୀ ଦିଏ .  
 
|-
 
|-
 
| 9:54
 
| 9:54
|ବର୍ତମାନ ଆସ ଦେଖ mv କମାଣ୍ଡ୍ କିପରି କାର୍ଯ୍ୟ କରେ.  
+
|ବର୍ତମାନ ଆସ ଦେଖ mv କମାଣ୍ଡ୍ କିପରି କାର୍ଯ୍ୟ କରେ .
 
|-
 
|-
 
| 9:59
 
| 9:59
|ଏହା ମୋଭିନ୍ଗ୍ ଫାଇଲସ୍ (moving files) ପାଇଁ ବ୍ୟବହାର ଅଟେ. ବର୍ତମାନ ଦେଖିବା ତାହା କିପରି ଉପଯୋଗୀ ଅଟେ.
+
|ଏହା files କୁ ସ୍ଥାନାନ୍ତରିତ କରିବା ପାଇଁ ବ୍ୟବହାର ହୁଏ . ତାହା କିପରି ଉପଯୋଗୀ ହୋ‌ଇଥାଏ ? .
 
|-
 
|-
 
| 10:04
 
| 10:04
|ଏହାର ଦୁଇଟି ମୁଖ୍ୟ ଉପଯୋଗୀ ଅଟେ.  
+
|ଏହାର ଦୁଇଟି ମୁଖ୍ୟ ଉପଯୋଗ ଅଛି .
 
|-
 
|-
 
| 10:07
 
| 10:07
|ଏହା ଏକ ଫାଇଲ୍ କିମ୍ବା ଡାଇରେକ୍ଟ୍ ଟୋରୀ (a file or directory) ର ପୁର୍ନବାର ନାମ ଦେବା ପାଇଁ ବ୍ୟବହାର କରାଯାଇ ଥାଏ.  
+
|ଏହା ଏକ ଫାଇଲ୍ କିମ୍ବା ଡାଇରେକ୍ଟ୍ ଟୋରୀ (a file or directory) ର rename (ପୁର୍ନବାର ନାମ ଦେବା) ପାଇଁ ବ୍ୟବହାର କରାଯାଇ ଥାଏ.
 
|-
 
|-
 
| 10:11
 
| 10:11
|ଏହା ଫାଇଲସ୍ ର ଏକ ସମୁହ କୁ ଏକ ବିଭିନ୍ନ ଡାଇରେକ୍ଟ୍ ଟୋରୀ (directory) କୁ ସ୍ଥାନାନ୍ତରିତ କରେ.
+
|ଏହା ଫାଇଲସ୍ ର ଏକ ସମୁହ କୁ ଏକ ଭିନ୍ନ ଡାଇରେକ୍ଟ୍ ଟୋରୀ (directory) କୁ ସ୍ଥାନାନ୍ତରିତ କରେ .
 
|-
 
|-
 
| 10:17
 
| 10:17
|mv , cp ସହିତ ସମାନ ଅଟେ, ଯାହା ଆମେ ଆଗରୁ ଦେଖି ସାରିଛୁ. ତେଣୁ ଆସ ଶିଘ୍ର ଦେଖିବା mv କିପରି ବ୍ୟବହାର କରିପାରିବା.
+
|mv ,cp ସହିତ ପ୍ରାୟ ସମାନ, ଯାହା ଆମେ ଆଗରୁ ଦେଖି ସାରିଛୁ . ତେଣୁ ଦେଖିବା mv କିପରି ବ୍ୟବହାର କରିପାରିବା.
 
|-
 
|-
 
| 10:29
 
| 10:29
Line 184: Line 185:
 
|-
 
|-
 
| 10:43
 
| 10:43
|ଏହା test1 ନାମକ ଏକ ଫାଇଲ୍ କୁ ପୁର୍ନବାର ନାମ ଦେବ, ଯାହା test2 ନାମକ ଏକ ଫାଇଲ୍ ହୋମ୍ ଡାଇରେକ୍ଟ୍ ଟୋରୀ (home directory) ରେ ପୁର୍ବରୁ ଉପସ୍ଥିତ ଥିଲା.
+
|ଏହା home directory ରେ ପୁର୍ବରୁ ଉପସ୍ଥିତ ଥିବା test1 ନାମକ ଏକ ଫାଇଲ୍ କୁ test2 ନାମକ ଏକ ଫାଇଲ୍ ରେ rename କରିବ
 
|-
 
|-
 
| 10:52
 
| 10:52
|ଯଦି test2 ପୁର୍ବରୁ  ଉପସ୍ଥିତ ଅଛି ତେବେ ଏହା ଆପେ ଆପେ ଅଧିକ ଲିଖିତ ହୋଇଯିବ.  
+
|ଯଦି test2 ପୁର୍ବରୁ  ଉପସ୍ଥିତ ଅଛି ତେବେ ଏହା ଆପେ ଆପେ overwritten ହୋଇଯିବ.  
 
|-
 
|-
 
| 11:00
 
| 11:00
| ଯଦି ଆମେ ଫାଇଲ୍ କୁ ଅଧିକ ଲେଖିତ ହେବା ପୁର୍ବରୁ ଚେତାବନି ଚାହୁଁ.  
+
| ଯଦି ଆମେ ଫାଇଲ୍ କୁ overwritten ହେବା ପୁର୍ବରୁ ଚେତାବନି ଚାହୁଁ .
 
|-
 
|-
 
| 11:05
 
| 11:05
Line 196: Line 197:
 
|-
 
|-
 
| 11:10
 
| 11:10
|କୁହ, ଆମ ପାଖରେ anirban ନାମକ ଅନ୍ୟ ଏକ ଫାଇଲ୍ ଅଛି. ଏହି ଫାଇଲ୍ କୁ ମଧ୍ୟ ଆମେ test2 ରୁପରେ ନବୀକରଣ ଚାହୁଁ.  
+
|ଧର, ଆମ ପାଖରେ anirban ନାମକ ଅନ୍ୟ ଏକ ଫାଇଲ୍ ଅଛି. ଏହି ଫାଇଲ୍ କୁ ମଧ୍ୟ ଆମେ test2 ରୁପରେ ନବୀକରଣ ଚାହୁଁ.  
 
|-
 
|-
 
| 11:20
 
| 11:20
|ଆମେ mv -i anirban test2 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା.  
+
|ଆମେ mv -i anirban test2 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା.
 
|-
 
|-
 
| 11:32
 
| 11:32
|ଯେପରି ଆପଣ ଦେଖିପାରିବେ ଚେତାବନୀ ଉପଲବ୍ଧି ଅଛି ଯାହା ପଚାରେ କଣ test2  ଅଧିକ ଲିଖିତ ହେବା ଉଚିତ କିମ୍ବା ନୁହେଁ.  
+
|ଯେପରି ଆପଣ ଦେଖିପାରିବେ ଚେତାବନୀ ଉପଲବ୍ଧି ଅଛି , ଯାହା ପଚାରେ କଣ test2  ଅଧିକ overwritten ହେବା ଉଚିତ କିମ୍ବା ନୁହେଁ.  
 
|-
 
|-
 
| 11:41
 
| 11:41
|ଯଦି ଆମେ y ଦବାଉଁ  ଏବଂ ପରେ ଏନ୍ଟର୍ ଦବାଉଁ , ତେବେ ଫାଇଲ୍ ପ୍ରକୃତରେ ଅଧିକ ଲିଖିତ ହୋଇଯିବ.  
+
|ଯଦି ଆମେ y ଦବାଉଁ  ଏବଂ ପରେ ଏନ୍ଟର୍ ଦବାଉଁ , ତେବେ ଫାଇଲ୍ ଟି ପ୍ରକୃତରେ overwritten ହୋଇଯିବ.  
 
|-
 
|-
 
| 11:49
 
| 11:49
|cp ପରି ଆମେ ବହୁବିଧ ଫାଇଲସ୍ ସହିତ mv ର ବ୍ୟବହାର କରିପାରିବା କିନ୍ତୁ ଏହି କେସେ ରେ ଗନ୍ତବ୍ୟ ଡାଇରେକ୍ଟ୍ ଟୋରୀ (directory) ହେବ ଉଚିତ.  
+
|cp ପରି ଆମେ ବହୁବିଧ ଫାଇଲସ୍ ସହିତ mv ର ବ୍ୟବହାର କରିପାରିବା କିନ୍ତୁ ଏହି କ୍ଷେତ୍ରରେ ଗନ୍ତବ୍ୟ ଏକ ଡାଇରେକ୍ଟ୍ ଟୋରୀ (directory) ହେବ ଉଚିତ.  
 
|-
 
|-
 
| 11:58
 
| 11:58
|ଆଗକୁ ଯିବା ପୁର୍ବରୁ ଚାଲ ସ୍କ୍ରିନ୍ ସଫା କର.  
+
|ଆଗକୁ ଯିବା ପୁର୍ବରୁ ଚାଲ ସ୍କ୍ରିନ୍ ସଫା କରିବା .
 
|-
 
|-
 
| 12:03
 
| 12:03
Line 223: Line 224:
 
|-
 
|-
 
| 12:36
 
| 12:36
|ଏବେ ଆମେ ଏହି ତିନୋଟି ଫାଇଲସ୍ କୁ testdir ନାମକ ଡାଇରେକ୍ଟ୍ ଟୋରୀ (directory) କୁ ସ୍ଥାନାନ୍ତରିତ କରିବାକୁ ଚାହୁଁ.  
+
|ଏବେ ଆମେ ଏହି ତିନୋଟି ଫାଇଲସ୍ କୁ testdir ନାମକ ଡାଇରେକ୍ଟ୍ ଟୋରୀ (directory) କୁ ସ୍ଥାନାନ୍ତରିତ କରିବାକୁ ଚାହୁଁ.
 
|-
 
|-
 
| 12:46
 
| 12:46
|ଆମେ କଣ କରିବା ଦରକାର, mv abc.txt pop.txt push.txt ଏବଂ ପରେ ଗନ୍ତବ୍ୟ ଫୋଲଡର୍ ର ନାମ ଟାଇପ୍ କର, ଯାହାକି testdir ଅଟେ ଏବଂ ଏନ୍ଟର୍ ଦବାଅ.  
+
|ଆମେ ଏହା କରିବା ଦରକାର ଯେ , mv abc.txt pop.txt push.txt ଏବଂ ପରେ ଗନ୍ତବ୍ୟ ଫୋଲଡର୍ ର ନାମ ଟାଇପ୍ କର, ଯାହାକି testdir ଅଟେ ଏବଂ ଏନ୍ଟର୍ ଦବାଅ.
 
|-
 
|-
 
| 13:14
 
| 13:14
|ସେମାନଂକୁ ଦେଖିବା ପାଇଁ ls testdir ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
|ସେମାନଂକୁ ଦେଖିବା ପାଇଁ lstestdir ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
 
|-
 
|-
 
| 13:20
 
| 13:20
Line 235: Line 236:
 
|-
 
|-
 
| 13:27
 
| 13:27
|ବର୍ତମାନ କିଛି ଅପସନ୍ ଗୁଡିକୁ ଦେଖିବା ଯାହା mv ସହିତ ଯାଏ. ଚାଲ ଏବେ ସ୍ଲାଇଡ୍ ଗୁଡିକୁ ଫେରିବା.  
+
|ବର୍ତମାନ କିଛି ଅପସନ୍ ଗୁଡିକୁ ଦେଖିବା ଯାହା mv ସହିତ ଯାଏ . ଚାଲ ଏବେ ସ୍ଲାଇଡ୍ ଗୁଡିକୁ ଫେରିବା .
 
|-
 
|-
 
| 13:37
 
| 13:37
|mv କମାଣ୍ଡ ସହିତ -b କିମ୍ବା –backup ଅପସନ୍ ଉପସ୍ତିତ ଅଛି. ଏହା ପ୍ରତେକ ଫାଇଲ୍ କୁ ଅଧିକ ଲିଖିତ ହେବା ପୁର୍ବରୁ ସେମାନଂକୁ ଗନ୍ତବ୍ୟ ରେ ବେକେ ଅପ୍ (backup) କରିବା.  
+
|mv କମାଣ୍ଡ ସହିତ -b କିମ୍ବା –backup ଅପସନ୍ ଉପସ୍ତିତ ଅଛି . ଏହା ପ୍ରତେକ ଫାଇଲ୍ କୁ overwritten ହେବା ପୁର୍ବରୁ ସେମାନଂକୁ ଗନ୍ତବ୍ୟ ରେ ବେକେ ଅପ୍ (backup) କରିବା.  
 
|-
 
|-
 
| 13:48
 
| 13:48
|-i ଅପସନ୍ ଯାହା ଆମେ ଆଗରୁ ଦେଖିଛେ, କୌଣସି ଗନ୍ତବ୍ୟ ଫାଇଲ୍ ଅଧିକ ଲିଖିତ ହେବା ପୁର୍ବରୁ ଆମକୁ ଚେତାବନି ଦିଏ.  
+
|'''-i''' ଅପସନ୍ ଯାହା ଆମେ ଆଗରୁ ଦେଖିଛେ, କୌଣସି ଗନ୍ତବ୍ୟ ଫାଇଲ୍ overwritten ହେବା ପୁର୍ବରୁ ଆମକୁ ଚେତାବନି ଦିଏ.  
 
|-
 
|-
 
| 13:58
 
| 13:58
|ପରବର୍ତୀ କମାଣ୍ଡ ଆମେ ଦେଖିବା rm କମାଣ୍ଡ୍. ଏହି କମାଣ୍ଡ ଫାଇଲ୍ ଗୁଡିକୁ ଡିଲିଟ୍ କରିବା ପାଇଁ ଉପଯୋଗୀ ଅଟେ.  
+
|ପରବର୍ତୀ କମାଣ୍ଡ ହେଉଛି rm କମାଣ୍ଡ୍ . ଏହି କମାଣ୍ଡ ଫାଇଲ୍ ଗୁଡିକୁ ଡିଲିଟ୍ କରିବା ପାଇଁ ଉପଯୋଗୀ .  
 
|-
 
|-
 
| 14:06
 
| 14:06
|ଟର୍ମିନାଲ୍ କୁ ପୁଣି ଥରେ ଯାଅ ଏବଂ ls testdir ଟାଇପ୍ କର.  
+
|ଟର୍ମିନାଲ୍ କୁ ଫେରିଯାଅ ଏବଂ lstestdir ଟାଇପ୍ କର.
 
|-
 
|-
 
| 14:15
 
| 14:15
|ଆମେ faq.txt ନାମକ ବିଦ୍ୟମାନ ଫାଇଲ୍ କୁ ଦେଖିପାରିବା. କୁହ ଆମେ ଏହାକୁ ଡିଲିଟ୍ କରିବାକୁ ଚାହୁଁ.  
+
|ଆମେ faq.txt ନାମକ ବିଦ୍ୟମାନ ଫାଇଲ୍ କୁ ଦେଖିପାରିବା . ଧର ଆମେ ଏହାକୁ ଡିଲିଟ୍ କରିବାକୁ ଚାହୁଁ.  
 
|-
 
|-
 
| 14:23
 
| 14:23
|ଏହା ପାଇଁ ଆମେ $ rm testdir/faq.txt କର ଏବଂ ଏନ୍ଟର୍ ଦବାଅ.  
+
|ଏଥିପାଇଁ $ rmtestdir/faq.txt ଟାଇପ୍‌ କର ଏବଂ ଏନ୍ଟର୍ ଦବାଅ .
 
|-
 
|-
 
| 14:37
 
| 14:37
|ଏହି କମାଣ୍ଡ୍ faq.txt ଫାଇଲ୍ କୁ /testdir directory ଠାରୁ ମିଟାଇ ଦେବ.  
+
|ଏହି କମାଣ୍ଡ୍ faq.txt ଫାଇଲ୍ କୁ /testdir directory ରୁ ମିଟାଇ ଦେବ .
 
|-
 
|-
 
| 14:46
 
| 14:46
|ଫାଇଲ୍ ଗୁଡିକ ବାସ୍ତବରେ ମିଟାଇ ହୋଇଯାଇଛି କି ନାହିଁ ଏହା ଦେଖିବାକୁ ଚାଲ ଆଉଥରେ ls testdir ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
|ଫାଇଲ୍ ଗୁଡିକ ବାସ୍ତବରେ ମିଟାଇ ହୋଇଯାଇଛି କି ନାହିଁ ଏହା ଦେଖିବାକୁ ଚାଲ ଆଉଥରେ lstestdir ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
 
|-
 
|-
 
| 15:00
 
| 15:00
|ଆମେ ଏବେ ଫାଇଲ୍ faq.txt ଦେଖି ପାରିବ ନାହିଁ.  
+
|ଆମେ ଏବେ ଫାଇଲ୍ faq.txt ଦେଖି ପାରିବା ନାହିଁ .
 
|-
 
|-
 
| 15:05
 
| 15:05
|ଆମେ ବହୁବିଧ ଫାଇଲ୍ ଗୁଡିକ ସହିତ rm କମାଣ୍ଡ୍ କୁ ମଧ୍ୟ ବ୍ୟବହାର କରି ପାରିବା.  
+
|ଆମେ multiple ଫାଇଲ୍ ଗୁଡିକ ସହିତ rm କମାଣ୍ଡ୍ କୁ ମଧ୍ୟ ବ୍ୟବହାର କରି ପାରିବା .
 
|-
 
|-
 
| 15:10
 
| 15:10
|testdir ଡାଇରେକ୍ଟ୍ ଟୋରୀ (directory) ରେ ଦୁଇଟି ଫାଇଲସ୍ abc2 ଏବଂ abc1 ଅନ୍ତର୍ଭୁକ୍ତ.  
+
|testdir ଡାଇରେକ୍ଟ୍ ଟୋରୀ (directory) ରେ ଦୁଇଟି ଫାଇଲସ୍ abc2 ଏବଂ abc1 ଅନ୍ତର୍ଭୁକ୍ତ .
 
|-
 
|-
 
| 15:17
 
| 15:17
|ମନେକର ଯେ ଆମେ abc1 and abc2 ଫାଇଲ୍ ଗୁଡିକୁ ହଟାଇବା ପାଇଁ ଚାହୁଁ.  
+
|ମନେକର ଯେ ଆମେ abc1 and abc2 ଫାଇଲ୍ ଗୁଡିକୁ ହଟାଇବା ପାଇଁ ଚାହୁଁ .
 
|-
 
|-
 
| 15:23
 
| 15:23
|ଏହା ପାଇଁ ଆମେ rm testdir/abc1 testdir/abc2 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା.  
+
|ଏଥି ପାଇଁ ଆମେ rmtestdir/abc1 testdir/abc2 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା .
 
|-
 
|-
 
| 15:45
 
| 15:45
|ଏହା abc1 ଏବଂ abc2 ଫାଇଲ୍ ଗୁଡିକୁ testdir directory ଠାରୁ ହଟାଇବା.  
+
|ଏହା abc1 ଏବଂ abc2 ଫାଇଲ୍ ଗୁଡିକୁ testdir directory ରୁ ହଟାଇଦେବ .  
 
|-
 
|-
 
| 15:53
 
| 15:53
|ଏହି ଫାଇଲ୍ ଗୁଡିକ ହଟି ଯାଇଛି କି ନାହିଁ ଦେଖିବା ପାଇଁ ଆଉଥରେ  ls testdir ଟାଇପ୍ କର. ଆପଣ abc1 ଏବଂ abc2 ଫାଇଲ୍ ଗୁଡିକୁ ଦେଖିପାରିବେ ନାହିଁ.  
+
|ଏହି ଫାଇଲ୍ ଗୁଡିକ ହଟି ଯାଇଛି କି ନାହିଁ ଦେଖିବା ପାଇଁ ଆଉଥରେ  lstestdir ଟାଇପ୍ କର . ଆପଣ abc1 ଏବଂ abc2 ଫାଇଲ୍ ଗୁଡିକୁ ଆଉ ଦେଖିପାରିବେ ନାହିଁ.  
 
|-
 
|-
 
| 16:07
 
| 16:07
Line 286: Line 287:
 
|-
 
|-
 
| 16:14
 
| 16:14
|ବର୍ତମାନ ସ୍ଲାଇଡ୍ ଗୁଡିକୁ ଫେରିବା.  
+
|ବର୍ତମାନ ସ୍ଲାଇଡ୍ ଗୁଡିକୁ ଫେରିବା.
 
|-
 
|-
 
| 16:18
 
| 16:18
|ଚାଲ ସଂଖିପ୍ତ ବିବରଣୀ କରିବା ଯାହା ଆମେ ଏବେ କହିଛୁ.  
+
|ଚାଲ ସଂଖିପ୍ତ ବିବରଣୀ କରିବା ଯାହା ଆମେ ଏବେ କହିଛୁ .
 
|-
 
|-
 
| 16:20
 
| 16:20
|ଆମେ ଏକ ସିନ୍ଗଲୀ ଫାଇଲ୍ କୁ ଡିଲିଟ୍ କରିବା ପାଇଁ  rm ଏବଂ ପୁଣି ଫାଇଲ୍ ର ନାମ ଲେଖିବା.  
+
|ଆମେ ଏକ single ଫାଇଲ୍ କୁ ଡିଲିଟ୍ କରିବା ପାଇଁ  rm ଏବଂ ଫାଇଲ୍ ର ନାମ ଲେଖିବା .  
 
|-
 
|-
 
| 16:27
 
| 16:27
|ବହୁବିଧ ଫାଇଲ୍ ଗୁଡିକୁ ଡିଲିଟ୍ କରିବା ପାଇଁ rm ଏବଂ ସେହି ବହୁବିଧ ଫାଇଲ୍ ଗୁଡିକର ନାମ ଲେଖ ଯାହା ଆମେ ଡିଲିଟ୍ କରିବାକୁ ଚାହୁଁ.  
+
| multiple ଫାଇଲ୍ ଗୁଡିକୁ ଡିଲିଟ୍ କରିବା ପାଇଁ rm ଏବଂ ସେହି multiple ଫାଇଲ୍ ଗୁଡିକର ନାମ ଲେଖ ଯାହା ଆମେ ଡିଲିଟ୍ କରିବାକୁ ଚାହୁଁ.
 
|-
 
|-
 
| 16:34
 
| 16:34
|ବର୍ତମାନ rm କମାଣ୍ଡ୍ ର କିଛି ଅପସନ୍ ଗୁଡିକୁ ଚାଲ ଦେଖ.  
+
|ବର୍ତମାନ rm କମାଣ୍ଡ୍ ର କିଛି ଅପସନ୍ ଗୁଡିକୁ ଚାଲ ଦେଖିବା .
 
|-
 
|-
 
| 16:40
 
| 16:40
|ବେଳେ ବେଳେ ଫାଇଲ୍ ସୁରଖିତ ଅଟେ ଯାହା rm ର ଉପଯୋଗୀ କରି ମଧ୍ୟ ଡିଲିଟ୍ ହେବ ନାହିଁ. ଏହି କେସେ (case) ରେ ଆମ ପାଖରେ -f option ଅଛି, ଯାହା ଏକ ଫାଇଲ୍ କୁ ଡିଲିଟ୍ କରିବା ପାଇଁ ବ୍ୟବହାର ହୋଇପାରିବ.  
+
|ବେଳେ ବେଳେ ଫାଇଲ୍ write protected ଥାଏ, ଯାହା rm ର ବ୍ୟବହାର ଦ୍ୱାରା ଡିଲିଟ୍ ହେବ ନାହିଁ . ଏହି କ୍ଷେତ୍ରରେ ଆମ ପାଖରେ -f option ଅଛି, ଯାହା ଏକ ଫାଇଲ୍ କୁ force delete କରିବା ପାଇଁ ବ୍ୟବହାର ହୋଇପାରିବ.  
 +
 
 
|-
 
|-
 
| 16:57
 
| 16:57
|ଅନ୍ୟ ସାମାନ୍ୟ ଅପସନ୍  -r option ଅଟେ. ଚାଲ ଦେଖିବା କେଉଁଠାରେ ଏହି ଅପସନ୍ ଉପଯୋଗୀ ଅଟେ.
+
|ଅନ୍ୟ ସାମାନ୍ୟ ଅପସନ୍ ହେଉଛି -r option . ଚାଲ ଦେଖିବା କେଉଁଠାରେ ଏହି ଅପସନ୍ ଉପଯୋଗୀ .
 
|-
 
|-
 
| 17:07
 
| 17:07
|ଚାଲ ଟର୍ମିନାଲ୍ କୁ ଫେରିବା.  
+
|ଚାଲ ଟର୍ମିନାଲ୍ କୁ ଫେରିବା .
 
|-
 
|-
 
| 17:12
 
| 17:12
|ଡାଇରେକ୍ଟ୍ ଟୋରୀଜ (directories) ଡିଲିଟ୍ କରିବା ପାଇଁ ସାଧାରଣତ ଭାବରେ rm କମାଣ୍ଡ୍ ବ୍ୟବହାର ହୁଏ ନାହିଁ, ତାହା ପାଇଁ ଆମ ପାଖରେ rmdir କମାଣ୍ଡ ଅଛି.  
+
|ଡାଇରେକ୍ଟ୍ ଟୋରୀଜ (directories) ଡିଲିଟ୍ କରିବା ପାଇଁ ସାଧାରଣତଃ rm କମାଣ୍ଡ୍ ବ୍ୟବହାର ହୁଏ ନାହିଁ, ତାହା ପାଇଁ ଆମ ପାଖରେ rmdir କମାଣ୍ଡ ଅଛି .
 
|-
 
|-
 
| 17:21
 
| 17:21
|କିନ୍ତୁ rmdir କମାଣ୍ଡ ସାଧାରଣତ ଭାବରେ  ଡାଇରେକ୍ଟ୍ ଟୋରୀ (directory) କୁ କେବଳ ଡିଲିଟ୍ କରେ, ପରେ ଏହା ଖାଲି ଅଟେ.  
+
|କିନ୍ତୁ rmdir କମାଣ୍ଡ ସାଧାରଣତଃ କେବଳ ଖାଲି ଥିବା ଡାଇରେକ୍ଟ୍ ଟୋରୀ (directory) କୁ ଡିଲିଟ୍ କରେ .  
 
|-
 
|-
 
| 17:27
 
| 17:27
|ଯଦି ଆମେ ଏକ ଡାଇରେକ୍ଟ୍ ଟୋରୀ (directory) କୁ ଡିଲିଟ୍ କରିବାକୁ ଚାହୁଁ ଯାହାର କେତେକ ଫାଇଲସ୍ ଏବଂ subdirectories ଭିତରେ ଅଛି, ତେବେ ଆମେ କଣ କରୁଁ.  
+
|ଯଦି ଆମେ ଏକ ଡାଇରେକ୍ଟ୍ ଟୋରୀ (directory) କୁ ଡିଲିଟ୍ କରିବାକୁ ଚାହୁଁ ଯାହା ଭିତରେ କେତେକ ଫାଇଲସ୍ ଏବଂ subdirectories ଅଛି, ତେବେ ଆମେ କଣ କରିବା .  
 
|-
 
|-
 
| 17:35
 
| 17:35
|ଚାଲ ଏହା କରିବା ପାଇଁ rm କମାଣ୍ଡ୍ କୁ ଚେଷ୍ଟା କରିବା.  
+
|ଚାଲ ଏହା କରିବା ପାଇଁ rm କମାଣ୍ଡ୍ ବ୍ୟବହାର କରିବା .
 
|-
 
|-
 
| 17:38
 
| 17:38
|ଚାଲ ଆମେ testdir ରେ rm ଏବଂ directory ଟାଇପ୍ କରିବା ଯାହା ଆମେ ଡିଲିଟ୍ କରିବା ପାଇଁ ଚାହୁଁ ଏବଂ ଏନ୍ଟର୍ ଦବାଅ.  
+
|ଚାଲ ଆମେ ଟାଇପ୍ କରିବା rm ଏବଂ ଆମେ ଡିଲିଟ୍ କରିବା ପାଇଁ ଚାହୁଁଥିବା directory ଯାହା testdir , ଏବଂ ଏନ୍ଟର୍ ଦବାଇବା .
 
|-
 
|-
 
| 17:47
 
| 17:47
| ଆଉଟ୍ ପୁଟ୍ ମେସେଜ୍(output message) ଠାରୁ ଆମେ ଦେଖିପାରିବା ଯେ testdir କୁ ଡିଲିଟ୍ କରିବା ପାଇଁ ଆମେ rm directory ର ବ୍ୟବହାର କରି ପାରିବା ନାହିଁ.  
+
| ଆଉଟ୍ ପୁଟ୍ ମେସେଜ୍(output message)ରୁ ଆମେ ଦେଖିପାରିବା ଯେ testdir କୁ ଡିଲିଟ୍ କରିବା ପାଇଁ ଆମେ rm directory ର ବ୍ୟବହାର କରି ପାରିବା ନାହିଁ.  
 
|-
 
|-
 
| 17:55
 
| 17:55
|କିନ୍ତୁ ଯଦି ଆମେ -r ଏବଂ -f option ଯୋଡିବା ତେବେ ଆମେ ଏହା କରିପାରିବା.  
+
|କିନ୍ତୁ ଯଦି ଆମେ -r ଏବଂ -f option ଯୋଡିବା ତେବେ ଆମେ ଏହା କରିପାରିବା .
 
|-
 
|-
 
| 18:03
 
| 18:03
|-rf testdir ଦବାଅ ଏବଂ ପରେ ଏନ୍ଟର୍ ଦବାଅ.  
+
| rm -rftestdir ଟାଇପ୍ କର ଏବଂ ପରେ ଏନ୍ଟର୍ ଦବାଅ.  
 
|-
 
|-
 
| 18:16
 
| 18:16
|ବର୍ତମାନ testdir directory ସଫଳ ପୁର୍ବକ ଡିଲିଟ୍ ହୋଇଯାଇଛି.  
+
|ବର୍ତମାନ testdir directory ସଫଳ ପୁର୍ବକ ଡିଲିଟ୍ ହୋଇଯାଇଛି .
 
|-
 
|-
 
| 18:22
 
| 18:22
|ବର୍ତମାନ ପରବର୍ତୀ କମାଣ୍ଡ କୁ ଅଧ୍ୟୟନ କରିବା ପାଇଁ ସ୍ଲାଇଡ୍ ଗୁଡିକୁ ଫେରିବା.  
+
|ବର୍ତମାନ ପରବର୍ତୀ କମାଣ୍ଡ କୁ ଅଧ୍ୟୟନ କରିବା ପାଇଁ ସ୍ଲାଇଡ୍ କୁ ଫେରିବା .
 
|-
 
|-
 
| 18:27
 
| 18:27
Line 343: Line 345:
 
|-
 
|-
 
| 18:29
 
| 18:29
|ବେଳେ ବେଳେ ଆମେ ଯାଂଚ ର ଆବଶ୍ୟକତା କରୁ ଯେ କଣ ଦୁଇଟି ଫାଇଲ୍ ଗୁଡିକ ସମାନ ଅଟେ. ଯଦି ସେମାନେ ସମାନ ଅଟନ୍ତି ତେବେ ସେମାନକଂ ମଧ୍ୟରୁ ଗୋଟିଏ ଡିଲିଟ୍ କରି ପାର.  
+
|ବେଳେ ବେଳେ ଆମେ ଯାଂଚ ର ଆବଶ୍ୟକତା କରୁ ଯେ କଣ ଦୁଇଟି ଫାଇଲ୍ ସମାନ କି ନାଁ . ଯଦି ସେମାନେ ସମାନ ତେବେ ସେମାନକଂ ମଧ୍ୟରୁ ଗୋଟିଏ ଡିଲିଟ୍ କରି ପାରିବା .  
 
|-
 
|-
 
| 18:37
 
| 18:37
|ମଧ୍ୟ ଦେଖିବାକୁ ଚାହିଁ ପାର କି କଣ ପୁର୍ବ ଅନୁବାଦ ଠାରୁ ଫାଇଲ୍ ବଦଳି ଯାଇଛି.  
+
|ଆହୁରି ମଧ୍ୟ ଦେଖିବାକୁ ଚାହିଁ ପାରୁଁ  କି କଣ ପୁର୍ବ version ଠାରୁ ଫାଇଲ୍ ବଦଳି ଯାଇଛି .
 
|-
 
|-
 
| 18:44
 
| 18:44
 
|
 
|
ଏଗୁଡି ଏବଂ କେତେକ ଅନ୍ୟ ଉଦ୍ୟେଶ ପାଇଁ ଆମେ cam କମାଣ୍ଡ୍ ର ବ୍ୟବହାର କରିପାରିବା.  
+
ଏଗୁଡିକ ଏବଂ ଅନ୍ୟ ଅନେକ ଉଦ୍ଦେଶ୍ୟ ପାଇଁ ଆମେ cam କମାଣ୍ଡ୍ ର ବ୍ୟବହାର କରିପାରିବା .  
 
|-
 
|-
 
| 18:49
 
| 18:49
|ଏହା ଦୁଇଟି ଫାଇଲ୍ କୁ byte, byte ଦ୍ବାରା ତୁଳନା କରେ.  
+
|ଏହା ଦୁଇଟି ଫାଇଲ୍ କୁ byte by byte ତୁଳନା କରେ .
 
|-
 
|-
 
| 18:54
 
| 18:54
|file1 ଏବଂ file2 କୁ ତୁଳନା କରିବା ପାଇଁ ଆମେ cmp file1 file2 ଲେଖିବାକୁ ହେବ.
+
|file1 ଏବଂ file2 କୁ ତୁଳନା କରିବା ପାଇଁ ଆମେ cmp file1 file2 ଲେଖିବା .
 
|-
 
|-
 
| 19:03
 
| 19:03
|ଯଦି ଦୁଇଟି ଫାଇଲ୍ ରେ ପୁର୍ଣ ରୁପରେ ସମାନ ବିଷୟ ବସ୍ତୁ ଥାଏ ତେବେ କୌଣସି ମେସେଜ୍ ଦେଖାଇବ ନାହିଁ.  
+
|ଯଦି ଦୁଇଟି ଫାଇଲ୍ ରେ ପୁର୍ଣ ରୁପରେ ସମାନ ବିଷୟ ବସ୍ତୁ ଥାଏ ତେବେ କୌଣସି ମେସେଜ୍ ଦେଖାଇବ ନାହିଁ .
 
|-
 
|-
 
| 19:11
 
| 19:11
|କେବଳ ପ୍ରମପ୍ଟ୍ ମୁଦ୍ରିତ ହୋଇ ପାରିବ.  
+
|କେବଳ ପ୍ରମପ୍ଟ୍ ମୁଦ୍ରିତ ହେବ .
 
|-
 
|-
 
| 19:14
 
| 19:14
|ଯଦି ସେମାନକଂର ବିଷୟ ବସ୍ତୁ ଅଲଗା ଅଟେ ତେବେ ଟର୍ମିନାଲ୍ ଉପରେ ପ୍ରଥମ ଅମେଳ ର ସ୍ଥାନ ମୁଦ୍ରିତ ହୋଇ ପାରିବ.  
+
|ଯଦି ସେମାନକଂର ବିଷୟ ବସ୍ତୁ ଅଲଗା , ତେବେ ଟର୍ମିନାଲ୍ ଉପରେ ପ୍ରଥମ ଅମେଳ (mismatch) ର ସ୍ଥାନ ମୁଦ୍ରିତ ହେବ .  
 
|-
 
|-
 
| 19:25
 
| 19:25
|ଚାଲ ଦେଖିବା, cmp କେମିତି କାର୍ଯ୍ୟ କରେ. ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) ରେ sample1 ଏବଂ sample2 ନାମକ ଦୁଇଟି ଫାଇଲ୍ ଅଛି.
+
|ଚାଲ ଦେଖିବା, cmp କେମିତି କାର୍ଯ୍ୟ କରେ . ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) ରେ sample1 ଏବଂ sample2 ନାମକ ଦୁଇଟି ଫାଇଲ୍ ଅଛି .
 
|-
 
|-
 
| 19:35
 
| 19:35
|ଚାଲ ଦେଖିବା, ସେମାନେ କଣ ଧାରଣ କରନ୍ତି.  
+
|ଚାଲ ଦେଖିବା , ସେମାନେ କଣ ଧାରଣ କରନ୍ତି .
 
|-
 
|-
 
| 19:38
 
| 19:38
|cat sampe1 ଟାଇପ୍ କର ଏବଂ ଏନ୍ଟର୍ ଦବାଅ ଏବଂ ଏଥିରେ “This is a Linux file to test the cmp command” ଟେକଷ୍ଟ  (text) ଅନ୍ତରଭୁକ୍ତ .
+
|cat sampe1 ଟାଇପ୍ କର ଏବଂ ଏନ୍ଟର୍ ଦବାଅ . ଏଥିରେ “This is a Linux file to test the cmp command” ଟେକଷ୍ଟ  (text) ଅନ୍ତରଭୁକ୍ତ .
 
|-
 
|-
 
| 19:50
 
| 19:50
|ଅନ୍ୟ ଫାଇଲ୍ sample2 ରେ ଟେକଷ୍ଟ (text) ଅନ୍ତରଭୁକ୍ତ ଏବଂ ଏହାକୁ ଦେଖିବା ପାଇଁ cat sample2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
|ଅନ୍ୟ ଫାଇଲ୍ sample2 ରେ ଟେକଷ୍ଟ (text) ଅନ୍ତରଭୁକ୍ତ ଏବଂ ଏହାକୁ ଦେଖିବା ପାଇଁ cat sample2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
 
|-
 
|-
 
| 20:00
 
| 20:00
|ଏଥିରେ “This is a Unix file to test the cmp command" ଟେକଷ୍ଟ  (text) ଅନ୍ତରଭୁକ୍ତ.  
+
|ଏଥିରେ “This is a Unix file to test the cmp command" ଟେକଷ୍ଟ  (text) ଅନ୍ତରଭୁକ୍ତ.  
 
|-
 
|-
 
| 20:06
 
| 20:06
|ବର୍ତମାନ ଆମେ cmp କମାଣ୍ଡ୍ କୁ ଏହି ଦୁଇଟି ଫାଇଲ୍ ଉପରେ ଲାଗୁ କରିବା.  
+
|ବର୍ତମାନ ଆମେ cmp କମାଣ୍ଡ୍ କୁ ଏହି ଦୁଇଟି ଫାଇଲ୍ ଉପରେ ଲାଗୁ କରିବା .
 
|-
 
|-
 
| 20:11
 
| 20:11
|ଆମେ cmp sample1 sample2 ଲେଖିବା ଅବନ୍ ଏନ୍ଟର୍ ଦବାଇବା.  
+
|ଆମେ cmp sample1 sample2 ଲେଖିବା ଏନ୍ଟର୍ ଦବାଇବା .
 
|-
 
|-
 
| 20:23
 
| 20:23
|ଯେଭଳି ଆମେ ଦେଖିପାରିବା ଦୁଇଟି ଫାଇଲ୍ sample1 ଏବଂ sample2 ମଧ୍ୟରେ ପ୍ରଥମ ପ୍ରଭେଦ ଚିହ୍ନିତ ହୋଇଛି.  
+
|ଯେଭଳି ଆମେ ଦେଖିପାରିବା ଦୁଇଟି ଫାଇଲ୍ sample1 ଏବଂ sample2 ମଧ୍ୟରେ ପ୍ରଥମ ପ୍ରଭେଦ ଚିହ୍ନିତ ହୋଇଛି .
 
|-
 
|-
 
| 20:32
 
| 20:32
|ଚାଲ ପରବର୍ତୀ କମାଣ୍ଡ୍ କୁ ଯିବା ପୁର୍ବରୁ ସ୍କ୍ରିନ୍ କୁ ସଫା କରିବା.  
+
|ଚାଲ ପରବର୍ତୀ କମାଣ୍ଡ୍ କୁ ଯିବା ପୁର୍ବରୁ ସ୍କ୍ରିନ୍ କୁ ସଫା କରିବା .
 
|-
 
|-
 
| 20:38
 
| 20:38
|ପରବର୍ତୀ କମାଣ୍ଡ୍ ଯାହା ଆମେ ଦେଖିବା ତାହା wc କମାଣ୍ଡ୍ ଅଟେ.  
+
|ପରବର୍ତୀ କମାଣ୍ଡ୍ ଯାହା ଆମେ ଦେଖିବା ତାହା wc କମାଣ୍ଡ୍ ଅଟେ .  
 
|-
 
|-
 
| 20:43
 
| 20:43
|ଏହି କମାଣ୍ଡ୍ ଅଖୟର ର ସଂଖ୍ୟା, ସବ୍ଦ, ଏବଂ ଫାଇଲ୍ ରେ ଲାଇନ୍ କୁ ଗଣନା ପାଇଁ  ବ୍ୟବହାର କରଯାଇଥାଏ.  
+
|ଏହି କମାଣ୍ଡ୍ ଏକ ଫାଇଲ୍ ରେ characters, words ଏବଂ lines ର ସଂଖ୍ୟା ଗଣନା ପାଇଁ  ବ୍ୟବହାର କରଯାଇଥାଏ.  
 
|-
 
|-
 
| 20:50
 
| 20:50
|ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (directory) ରେ sample3 ନାମକ ଏକ ଫାଇଲ୍ ଅଛି.  
+
|ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (directory) ରେ sample3 ନାମକ ଏକ ଫାଇଲ୍ ଅଛି .
 
|-
 
|-
 
| 20:56
 
| 20:56
|ଚାଲ ଏହାର ବିଷୟ ବସ୍ତୁ ଦେଖିବା ପାଇଁ ଆମେ cat sample3 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା.  
+
|ଚାଲ ଏହାର ବିଷୟ ବସ୍ତୁ ଦେଖିବା ପାଇଁ ଆମେ cat sample3 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା .
 
|-
 
|-
 
| 21:05
 
| 21:05
|ଏହା sample3 ର ବିଷୟ ବସ୍ତୁ ଅଟେ.  
+
|ଏହା sample3 ର ବିଷୟ ବସ୍ତୁ ଅଟେ .
 
|-
 
|-
 
| 21:10
 
| 21:10
|ବର୍ତମାନ ଏହି ଫାଇଲ୍ ଉପରେ  wc command ର ବ୍ୟବହାର କରିବା.  
+
|ବର୍ତମାନ ଏହି ଫାଇଲ୍ ଉପରେ  wc command ର ବ୍ୟବହାର କରିବା .  
 
|-
 
|-
 
| 21:14
 
| 21:14
|ଏଥି ପାଇଁ ଆମେ wc sample3 ଲେଖିବା ଏବଂ ଏନ୍ଟର୍ ଦବାଇବା.  
+
|ଏଥିପାଇଁ ଆମେ wc sample3 ଲେଖିବା ଏବଂ ଏନ୍ଟର୍ ଦବାଇବା .  
 
|-
 
|-
 
| 21:25
 
| 21:25
|କମାଣ୍ଡ୍ ଦର୍ଶାଏ ଯେ ଫାଇଲ୍ ରେ 6 ଲାଇନସ୍, 67 ସବଦ୍, ଏବଂ 385 ଅଖୟର ଅଛି.  
+
|କମାଣ୍ଡ୍ ଦର୍ଶାଏ ଯେ ଫାଇଲ୍ ରେ 6 lines, 67 words ଏବଂ 385 characters ଅଛି .
 
|-
 
|-
 
| 21:38
 
| 21:38
|ଏଗୁଡିକ କିଛି କମାଣ୍ଡ୍ ଥିଲା ଯେଉଁ ଗୁଡିକ ଆମକୁ ଫାଇଲ୍ ଗୁଡିକ ସହିତ କାମ କରିବା ପାଇଁ ସାହାଯ୍ୟ କରେ.  
+
|ଏଗୁଡିକ କିଛି କମାଣ୍ଡ୍ ଥିଲା ଯେଉଁ ଗୁଡିକ ଆମକୁ ଫାଇଲ୍ ଗୁଡିକ ସହିତ କାମ କରିବା ପାଇଁ ସାହାଯ୍ୟ କରେ .
 
|-
 
|-
 
| 21:43
 
| 21:43
|ସେଠାରେ ବହୁତ ସାରା କମାଣ୍ଡ୍ ଅଛି. ଏହାଛଡା ପ୍ରତେକ କମାଣ୍ଡ୍ ଯାହା ଆମେ ଦେଖିଛେ ତାହାର ବହୁତ ଅପସନସ୍ ଅଛି.  
+
|ସେମିତି ବହୁତ ସାରା କମାଣ୍ଡ୍ ଅଛି . ଏହାଛଡା ପ୍ରତେକ କମାଣ୍ଡ୍ ଯାହା ଆମେ ଦେଖିଛେ , ବହୁତ ଅନ୍ୟ ଅପସନସ୍ ଅଛି .  
 
|-
 
|-
 
| 21:51
 
| 21:51
|ମୁଁ ଆପନଂକୁ man command ର ଉପଯୋଗୀ କରି ସେମାନକଂ ସମ୍ଵନ୍ଧରେ ଅଧିକ ଜାଣିବା ପାଇଁ ପ୍ରୋସଛାଇତ (encourage)  କରେ.  
+
|ମୁଁ ଆପନଂକୁ man command ବ୍ୟବହାର କରି ସେଗୁଡ଼ିକ ସମ୍ଵନ୍ଧରେ ଅଧିକ ଜାଣିବା ପାଇଁ ପ୍ରୋତ୍ସାହିତ (encourage)  କରୁଛି .  
 
|-
 
|-
 
| 22:00
 
| 22:00
|ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ.  
+
|ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ .
 
|-
 
|-
 
| 22:04
 
| 22:04
| ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ  (Talk to a Teacher project) ର  ଏକ ଭାଗ, ଯାହାକି ଆଇ. ସି. ଟି.(ICT)  ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ ପାଇଛି.  
+
| ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ  (Talk to a Teacher project) ର  ଏକ ଭାଗ, ଯାହାକି ଆଇ. ସି. ଟି.(ICT)  ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ .
 
|-
 
|-
 
| 22:17
 
| 22:17
Line 438: Line 440:
 
| 22:34
 
| 22:34
 
|ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।
 
|ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।
ଉପସ୍ତିଥ ପାଇଁ ଧନ୍ୟବାଦ.
+
ଉପସ୍ଥିତି ପାଇଁ ଧନ୍ୟବାଦ.

Revision as of 12:20, 23 October 2013

Visual Cue Narration
0:00 ଲିନକ୍ସ ରେ "working with regular files" ସମ୍ବନ୍ଧରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ .
0:07 ଫାଇଲସ୍ ଏବଂ ଡାଇରେକ୍ଟ୍ ଟୋରୀଜ (directories) ଏକତ୍ର ହୋଇ ଲିନକ୍ସ ଫାଇଲ୍ ସିଷ୍ଟମ୍ ଗଠନ କରନ୍ତି .
0:13 ପୁର୍ବ ଟ୍ୟୁଟୋରିଆଲ ରେ ଆମେ ଦେଖିଛେ ଯେ ଡାଇରେକ୍ଟ୍ ଟୋରୀଜ (directories) ସହିତ କିପରି କାର୍ଯ କରିବାକୁ ହୁଏ . ଆପଣ ଏହି ୱେବ୍ସାଇଟ୍ରେ ଟ୍ୟୁଟୋରିଆଲ ପାଇ ପାରିବେ .
0:25 ଏହି ଟ୍ୟୁଟୋରିଆଲ ରେ ଦେଖିବା ଆମେ ଦେଖିବା କିପରି ରେଗୁଲାର୍ ଫାଇଲସ୍ (regular files) କୁ ପରିଚାଳନା କରାଯାଏ .
0:31 ଆମେ ପୁର୍ବ ରୁ ଅନ୍ୟ ଟ୍ୟୁଟୋରିଆଲ ରେ ଦେଖିସାରିଛୁ ଯେ କିପରି ଆମେ cat କମାଣ୍ଡ୍ ର ବ୍ୟବହାର କରି ଫାଇଲ୍ ତିଆରି କରି ପାରିବା . ସବିଶେଷ ତଥ୍ୟ ପାଇଁ ଦୟାକରି ଏହି ୱେବ୍ସାଇଟ୍‍ କୁ ଯାଅ.
0:46 ଚାଲ ଆମେ ଦେଖିବା ଫାଇଲ୍ କୁ କିପରି ଏକ ଜାଗା ରୁ ଅନ୍ୟ ଏକ ଜାଗା କୁ କୋପି କରୁ . ଏହା ପାଇଁ ଆମ ପାଖରେ cp କମାଣ୍ଡ୍ ଅଛି.
0:55 ଚାଲ ଦେଖିବା କମାଣ୍ଡ୍ କିପରି ବ୍ୟବହାର ହୁଏ .
1:00 ସିଂଗଲ୍ ସାଇନ୍ କୁ କୋପି କରିବାକୁ ଆମେ cp space ଏକ କିମ୍ବା ଅଧିକ [OPTION]... space SOURCE ଫାଇଲ୍ ର ନାମ space destination ଫାଇଲ୍ ନାମ DEST .
1:15 ଏକ ସମୟରେ ବହୁତ (multiple) ଫାଇଲସ୍ କୁ କୋପି ପାଇଁ ଆମେ ଲେଖିବା cp space ଏକ କିମ୍ବା ଅଧିକ [OPTION]... SOURCE ଫାଇଲ୍ ଗୁଡ଼ିକର ନାମ ଯାହାକୁ ଆମେ କୋପି କରିବାକୁ ଚାହୁଁ ଏବଂ destination DIRECTORY ର ନାମ ଯେଉଁଠି ଏହି ଫାଇଲସ୍ କୋପି ହେବ .
1:34 ଚାଲ ଏକ ଉଦାହରଣ ଦେଖିବା , ପ୍ରଥମେ ଆମେ ଟର୍ମିନାଲ୍ ଖୋଲିବା.
1:42 ଆମ ପାଖରେ ପୁର୍ବ ରୁ /home/anirban/arc/ ରେ test1 ନାମକ ଏକ ଫାଇଲ୍ ଅଛି .
1:49 test1 ରେ କଣ ଅଛି ଦେଖିବା ପାଇଁ , $ cat test1 ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
2:00 test1 ରେ ଦେଖାଯାଉଥିବା କନ୍ଟେଟ (content) କୁ ଆମେ ଦେଖିପାରିବା, ଏବେ ଯଦି ଆମେ ଏହାକୁ test2 ନାମକ ଅନ୍ୟ ଏକ ଫାଇଲ୍ କୁ କୋପି କରିବାକୁ ଚାହିଁବା ତେବେ ଆମେ $ cp test1 test2 ଲେଖିବା ଏବଂ ଏନ୍ଟର୍ ଦବାଇବା.
2:22 ବର୍ତମାନ ଫାଇଲ୍ କୋପି ହୋଇଯାଇଛି.
2:25 ଯଦି test2 ବିଦ୍ୟମାନ ନ ଥାଏ ଏହାକୁ ପ୍ରଥମେ ତିଆରି କରିବାକୁ ହେବ ଏବଂ ପରେ test1 ର କନ୍ଟେଟ (content) ଏଥିରେ କୋପି କରିବାକୁ ହେବ.
2:35 ଯଦି ଏହା ପୁର୍ବରୁ ବିଦ୍ୟମାନ ଥାଏ ତେବେ ଏହା ନିରବରେ overwritten ହେବ . କୋପି କରାଯାଇଥିବା ଫାଇଲ୍ କୁ ଦେଖିବା ପାଇଁ $ cat test2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
2:52 ଆପଣ ଫାଇଲ୍ ଗୁଡିକୁ ବିଭିନ୍ନ ଡାଇରେକ୍ଟ୍ ଟୋରୀଜ (directories)କୁ ଏବଂ ଡାଇରେକ୍ଟ୍ ଟୋରୀଜ ରୁ କୋପି କରିପାରିବେ . ଉଦାହରଣ ସ୍ବରୁପ, $ cp /home/anirban/arc/demo1 /home/anirban/demo2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
3:31 ଫଳ ଏହା ହେବ ଯେ, ଏହା ଫାଇଲ୍ demo1 କୁ source ଡାଇରେକ୍ଟ୍ ଟୋରୀ (directory) /home/anirban/arc/ ରୁ destination directory /home/anirban କୁ କୋପି କରିବ, ଏହା demo2 ନାମକ ଏକ ଫାଇଲ୍ କୁ କୋପି କରିବ .
3:51 ସେଠାରେ demo2 କୁ ଦେଖିବା ପାଇଁ , ls space /home/anirban ଟାଇପ୍ କର ଏବଂ ଏନ୍ଟର୍ ଦବାଅ
4:13 ଆମେ ଉପରକୁ scroll କରୁଁ , ଯେପରି ଆପଣ ଦେଖିପାରିବେ demo2 ଏଠାରେ ଅଛି.
4:19 ଆଗକୁ ଯିବା ପୁର୍ବରୁ ଚାଲ ଏବେ ଆମେ ସ୍କ୍ରିନ୍ ସଫା କରିବା .
4:25 ଯଦି ତୁମେ destination directory ରେ ଫାଇଲ୍ ର ସେହି ଏକା ନାମ ରଖିବା ପାଇଁ ଚାହଁ, ତୁମେ ଫାଇଲ୍ ର ନାମ ମଧ୍ୟ ଉଲ୍ଲେଖ କରି ନ ପାର .
4:35 $ cp /home/anirban/arc/demo1 /home/anirban/ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
5:03 ଏହା ପୁଣି ଥରେ demo1 ଫାଇଲ୍ କୁ /home/anirban/arc/ directory ଠାରୁ /home/anirban directory କୁ demo1 ନାମକ ଫାଇଲ୍ କୋପି କରିବ.
5:20 ପୁର୍ବ ଭଳି demo1 କୁ ଦେଖିବା ପାଇଁ ls/home/anirban ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
5:33 ଏଠାରେ ଆଉଥରେ ଆମେ ଉପରକୁ scroll କରିବା ଏବଂ ଯେପରି ଆପଣ ଦେଖିପାରିବେ demo1 ଫାଇଲ୍ ଏଠାରେ ଅଛି.
5:40 ଆଉଥରେ ଆଗକୁ ଯିବା ପୁର୍ବରୁ ଚାଲ ଏବେ ଆମେ ସ୍କ୍ରିନ୍ ସଫା କରିବା .
5:48 ଅନ୍ୟ ଏକ ଉଦାହରଣ, ତେବେ ଆମେ destination file ର ନାମ ଦେବା ପାଇଁ ଆବଶ୍ୟକ କରୁନାହୁଁ, ହେଉଛି ଯେତେବେଳେ ଆମେ multiple ଫାଇଲ୍ କୋପି କରିବାକୁ ଚାହୁଁ.
5:56 ଆମେ ମାନୁ ଯେ ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) ରେ test1 test2 test3 ନାମକ ତିନୋଟି ଫାଇଲସ୍ ଅଛି .
6:04 ବର୍ତମାନ $ cp test1 test2 test3 /home/anirban/testdir ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
6:27 ଏହା ସେମାନକଂର ନାମ ପରିବର୍ତନ ବିନା ତିନୋଟି ଯାକ ଫାଇଲସ୍ test1, test2 and test3 କୁ /home/anirban/testdirଡାଇରେକ୍ଟ୍ ଟୋରୀ (directory) ରେ କୋପି କରିବ .
6:41 ଆପଣ ଦେଖିବେ ଯେ ଏହି ଫାଇଲ୍ ଗୁଡିକ ବାସ୍ତବରେ କୋପି ହୋଇଯାଇଛି . ଆମେ /home/anirban/testdir ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା.
7:03 ଯେପରି ଆପଣ ଦେଖି ପାରିବେ test1,test2 ଏବଂ test3 ଏହି ଡାଇରେକ୍ଟ୍ ଟୋରୀ (directory) ରେ ଉପସ୍ତିତ ଅଛି.
7:10 cp ସହିତ ବହୁତ ଅପସନ୍ସ (options) ଅଛି . ସେଗୁଡ଼ିକ ମଧ୍ୟରୁ ଏଠାରେ ଆମେ କେବଳ ଅତି ଗୁରୁତ୍ତପୁର୍ଣ ଗୁଡ଼ିକୁ ଦେଖିବା.
7:18 ଚାଲ ଆମେ ପ୍ରଥମେ ସ୍ଲାଇଡସ୍ କୁ ଆଉଥରେ ଯିବା.
7:23 ଅପସନ୍ସ (options) ମଧ୍ୟରୁ -R (capital R) ବହୁତ ଗୁରୁତ୍ତପୁର୍ଣ . ଏହା ଏକ ପୁର୍ଣ ଡାଇରେକ୍ଟ୍ ଟୋରୀ (directory) structure ର recursive copy କରିଥାଏ .
7:33 ଚାଲ ଏବେ ଆମେ ଏକ ଉଦାହରଣ ଦେଖିବା .
7:38 ଚାଲ ଏବେ, testdir directory ର ସବୁ କନ୍ଟେଟସ୍ (contents) କୁ test ନାମକ ଡାଇରେକ୍ଟ୍ ଟୋରୀ (directory) କୁ କୋପି କରିବା ପାଇଁ ଚେଷ୍ଟା କରିବା .
7:48 ଏଥିପାଇଁ ଆମେ cptestdir/ test ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା.
8:02 ଯେପରି ଆପଣ output ମେସେଜ୍ (message) ରୁ ଦେଖିପାରିବେ.
8:06 ସାଧାରଣତଃ cp କମାଣ୍ଡ୍ ଦ୍ୱାରା ସିଧାସଳଖ ଆମେ କିଛି କନ୍ଟେଟସ୍ (contents) ଥିବା ଏକ ଡାଇରେକ୍ଟ୍ ଟୋରୀ (directory)କୁ କପି କରିପାରିବା ନାହିଁ
8:14 କିନ୍ତୁ -R ଅପସନ୍ ବ୍ୟବହାର କରି, ଆମେ ଏହା କରିପାରିବା .
8:19 ବର୍ତମାନ cp -R testdir/ test ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
8:36 ଫାଇଲ୍ ଗୁଡିକ ଏବେ କୋପି ହୋଇଯାଇଛି, ଏହା ଦେଖିବା ପାଇଁ ଯେ ଟେକ୍ସଟ୍ ଡାଇରେକ୍ଟ୍ ଟୋରୀ (text directory) ବାସ୍ତବରେ ବିଦ୍ୟମାନ,
ls ଟାଇପ୍ କର ଏବଂ ଏନ୍ଟର୍ ଦବାଅ. 
8:47 ଯେପରି ଆପଣ ଦେଖିପାରିବେ ଟେସ୍ଟ୍ ଡାଇରେକ୍ଟ୍ ଟୋରୀ (test directory) ବିଦ୍ୟମାନ . ଚାଲ ଏବେ ସ୍କ୍ରିନ୍ ସଫା କର .
8:57 test ଭିତରେ କନ୍ଟେଟସ୍ (contents) ଦେଖିବା ପାଇଁ ls test ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
9:08 ଆପଣ ଟେସ୍ଟ୍ ଡାଇରେକ୍ଟ୍ ଟୋରୀ (test directory) ର କନ୍ଟେଟସ୍ (contents) ଦେଖିପାରିବେ.
9:13 ବର୍ତମାନ ଆମେ ସ୍ଲାଇଡସ୍ କୁ ଫେରିଯିବା .
9:16 ଆମେ ଦେଖିଛେ ଯେ, ଯଦି ଏକ ଫାଇଲ୍ କୁ ଅନ୍ୟ ଏକ existing (ପୁର୍ବରୁ ବିଦ୍ୟମାନ) ଫାଇଲ୍ କୁ କୋପି କରାଯାଏ, ତେବେ existing file ଟି overwritten ହୋ‌ଇଯିବ
9:25 ଏବେ କଣ ହେବ, ଯଦି ଆମେ ଏକ ଗୁରୁତ୍ବପୁର୍ଣଫାଇଲ୍ କୁ ଅଜାଣତରେ overwrite କରିଦେଲୁଁ .
9:30 ଏଭଳି କିଛି ହେବାକୁ ପ୍ରତିରୋଧ କରିବା ପାଇଁ ଆମ ପାଖରେ -b ଅପସନ୍ ଅଛି .
9:36 ଏହା ପ୍ରତେକ exiting destination ଫାଇଲ୍ ର ବେକ୍ ଅପ୍ (back-up) ତିଆରି କରେ.
9:41 ଆମେ -i(interactive) ଅପସନ୍ ର ବ୍ୟବହାର କରିପାରିବା . ଏହା ସବୁବେଳେ ଆମକୁ କୌଣସି destination ଫାଇଲ୍ କୁ overwrite କରିବା ପୁର୍ବରୁ ଚେତାବନୀ ଦିଏ .
9:54 ବର୍ତମାନ ଆସ ଦେଖ mv କମାଣ୍ଡ୍ କିପରି କାର୍ଯ୍ୟ କରେ .
9:59 ଏହା files କୁ ସ୍ଥାନାନ୍ତରିତ କରିବା ପାଇଁ ବ୍ୟବହାର ହୁଏ . ତାହା କିପରି ଉପଯୋଗୀ ହୋ‌ଇଥାଏ ? .
10:04 ଏହାର ଦୁଇଟି ମୁଖ୍ୟ ଉପଯୋଗ ଅଛି .
10:07 ଏହା ଏକ ଫାଇଲ୍ କିମ୍ବା ଡାଇରେକ୍ଟ୍ ଟୋରୀ (a file or directory) ର rename (ପୁର୍ନବାର ନାମ ଦେବା) ପାଇଁ ବ୍ୟବହାର କରାଯାଇ ଥାଏ.
10:11 ଏହା ଫାଇଲସ୍ ର ଏକ ସମୁହ କୁ ଏକ ଭିନ୍ନ ଡାଇରେକ୍ଟ୍ ଟୋରୀ (directory) କୁ ସ୍ଥାନାନ୍ତରିତ କରେ .
10:17 mv ,cp ସହିତ ପ୍ରାୟ ସମାନ, ଯାହା ଆମେ ଆଗରୁ ଦେଖି ସାରିଛୁ . ତେଣୁ ଦେଖିବା mv କିପରି ବ୍ୟବହାର କରିପାରିବା.
10:29 ଟର୍ମିନାଲ୍ ଖୋଲ ଏବଂ $ mv test1 test2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
10:43 ଏହା home directory ରେ ପୁର୍ବରୁ ଉପସ୍ଥିତ ଥିବା test1 ନାମକ ଏକ ଫାଇଲ୍ କୁ test2 ନାମକ ଏକ ଫାଇଲ୍ ରେ rename କରିବ
10:52 ଯଦି test2 ପୁର୍ବରୁ ଉପସ୍ଥିତ ଅଛି ତେବେ ଏହା ଆପେ ଆପେ overwritten ହୋଇଯିବ.
11:00 ଯଦି ଆମେ ଫାଇଲ୍ କୁ overwritten ହେବା ପୁର୍ବରୁ ଚେତାବନି ଚାହୁଁ .
11:05 ଆମେ mv କମାଣ୍ଡ୍ ସହିତ -i ଅପସନ୍ ବ୍ୟବହାର କରିପାରିବା.
11:10 ଧର, ଆମ ପାଖରେ anirban ନାମକ ଅନ୍ୟ ଏକ ଫାଇଲ୍ ଅଛି. ଏହି ଫାଇଲ୍ କୁ ମଧ୍ୟ ଆମେ test2 ରୁପରେ ନବୀକରଣ ଚାହୁଁ.
11:20 ଆମେ mv -i anirban test2 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା.
11:32 ଯେପରି ଆପଣ ଦେଖିପାରିବେ ଚେତାବନୀ ଉପଲବ୍ଧି ଅଛି , ଯାହା ପଚାରେ କଣ test2 ଅଧିକ overwritten ହେବା ଉଚିତ କିମ୍ବା ନୁହେଁ.
11:41 ଯଦି ଆମେ y ଦବାଉଁ ଏବଂ ପରେ ଏନ୍ଟର୍ ଦବାଉଁ , ତେବେ ଫାଇଲ୍ ଟି ପ୍ରକୃତରେ overwritten ହୋଇଯିବ.
11:49 cp ପରି ଆମେ ବହୁବିଧ ଫାଇଲସ୍ ସହିତ mv ର ବ୍ୟବହାର କରିପାରିବା କିନ୍ତୁ ଏହି କ୍ଷେତ୍ରରେ ଗନ୍ତବ୍ୟ ଏକ ଡାଇରେକ୍ଟ୍ ଟୋରୀ (directory) ହେବ ଉଚିତ.
11:58 ଆଗକୁ ଯିବା ପୁର୍ବରୁ ଚାଲ ସ୍କ୍ରିନ୍ ସଫା କରିବା .
12:03 ମନେକର, ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (directory) ରେ abc.txt, pop.txt ଏବଂ push.tx ନାମକ ତିନୋଟି ଫାଇଲସ୍ ଅଛି.
12:14 ସେମାନକଂର ଉପସ୍ଥିତ ଦେଖିବା ପାଇଁ ls ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
12:21 ଫାଇଲସ୍ pop.txt,push.txt ଏବଂ abc.txt ଏଠାରେ ଅଛି. ଏବେ ଚାଲ ସ୍କ୍ରିନ୍ ସଫା କର.
12:36 ଏବେ ଆମେ ଏହି ତିନୋଟି ଫାଇଲସ୍ କୁ testdir ନାମକ ଡାଇରେକ୍ଟ୍ ଟୋରୀ (directory) କୁ ସ୍ଥାନାନ୍ତରିତ କରିବାକୁ ଚାହୁଁ.
12:46 ଆମେ ଏହା କରିବା ଦରକାର ଯେ , mv abc.txt pop.txt push.txt ଏବଂ ପରେ ଗନ୍ତବ୍ୟ ଫୋଲଡର୍ ର ନାମ ଟାଇପ୍ କର, ଯାହାକି testdir ଅଟେ ଏବଂ ଏନ୍ଟର୍ ଦବାଅ.
13:14 ସେମାନଂକୁ ଦେଖିବା ପାଇଁ lstestdir ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
13:20 ଆପଣ abc, pop ଏବଂ push.txt ଫାଇଲ୍ ଗୁଡିକୁ ଦେଖିପାରିବେ.
13:27 ବର୍ତମାନ କିଛି ଅପସନ୍ ଗୁଡିକୁ ଦେଖିବା ଯାହା mv ସହିତ ଯାଏ . ଚାଲ ଏବେ ସ୍ଲାଇଡ୍ ଗୁଡିକୁ ଫେରିବା .
13:37 mv କମାଣ୍ଡ ସହିତ -b କିମ୍ବା –backup ଅପସନ୍ ଉପସ୍ତିତ ଅଛି . ଏହା ପ୍ରତେକ ଫାଇଲ୍ କୁ overwritten ହେବା ପୁର୍ବରୁ ସେମାନଂକୁ ଗନ୍ତବ୍ୟ ରେ ବେକେ ଅପ୍ (backup) କରିବା.
13:48 -i ଅପସନ୍ ଯାହା ଆମେ ଆଗରୁ ଦେଖିଛେ, କୌଣସି ଗନ୍ତବ୍ୟ ଫାଇଲ୍ overwritten ହେବା ପୁର୍ବରୁ ଆମକୁ ଚେତାବନି ଦିଏ.
13:58 ପରବର୍ତୀ କମାଣ୍ଡ ହେଉଛି rm କମାଣ୍ଡ୍ . ଏହି କମାଣ୍ଡ ଫାଇଲ୍ ଗୁଡିକୁ ଡିଲିଟ୍ କରିବା ପାଇଁ ଉପଯୋଗୀ .
14:06 ଟର୍ମିନାଲ୍ କୁ ଫେରିଯାଅ ଏବଂ lstestdir ଟାଇପ୍ କର.
14:15 ଆମେ faq.txt ନାମକ ବିଦ୍ୟମାନ ଫାଇଲ୍ କୁ ଦେଖିପାରିବା . ଧର ଆମେ ଏହାକୁ ଡିଲିଟ୍ କରିବାକୁ ଚାହୁଁ.
14:23 ଏଥିପାଇଁ $ rmtestdir/faq.txt ଟାଇପ୍‌ କର ଏବଂ ଏନ୍ଟର୍ ଦବାଅ .
14:37 ଏହି କମାଣ୍ଡ୍ faq.txt ଫାଇଲ୍ କୁ /testdir directory ରୁ ମିଟାଇ ଦେବ .
14:46 ଫାଇଲ୍ ଗୁଡିକ ବାସ୍ତବରେ ମିଟାଇ ହୋଇଯାଇଛି କି ନାହିଁ ଏହା ଦେଖିବାକୁ ଚାଲ ଆଉଥରେ lstestdir ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
15:00 ଆମେ ଏବେ ଫାଇଲ୍ faq.txt ଦେଖି ପାରିବା ନାହିଁ .
15:05 ଆମେ multiple ଫାଇଲ୍ ଗୁଡିକ ସହିତ rm କମାଣ୍ଡ୍ କୁ ମଧ୍ୟ ବ୍ୟବହାର କରି ପାରିବା .
15:10 testdir ଡାଇରେକ୍ଟ୍ ଟୋରୀ (directory) ରେ ଦୁଇଟି ଫାଇଲସ୍ abc2 ଏବଂ abc1 ଅନ୍ତର୍ଭୁକ୍ତ .
15:17 ମନେକର ଯେ ଆମେ abc1 and abc2 ଫାଇଲ୍ ଗୁଡିକୁ ହଟାଇବା ପାଇଁ ଚାହୁଁ .
15:23 ଏଥି ପାଇଁ ଆମେ rmtestdir/abc1 testdir/abc2 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା .
15:45 ଏହା abc1 ଏବଂ abc2 ଫାଇଲ୍ ଗୁଡିକୁ testdir directory ରୁ ହଟାଇଦେବ .
15:53 ଏହି ଫାଇଲ୍ ଗୁଡିକ ହଟି ଯାଇଛି କି ନାହିଁ ଦେଖିବା ପାଇଁ ଆଉଥରେ lstestdir ଟାଇପ୍ କର . ଆପଣ abc1 ଏବଂ abc2 ଫାଇଲ୍ ଗୁଡିକୁ ଆଉ ଦେଖିପାରିବେ ନାହିଁ.
16:07 ଆଗକୁ ଯିବା ପୁର୍ବରୁ ଚାଲ ଏବେ ସ୍କ୍ରିନ୍ ସଫା କର.
16:14 ବର୍ତମାନ ସ୍ଲାଇଡ୍ ଗୁଡିକୁ ଫେରିବା.
16:18 ଚାଲ ସଂଖିପ୍ତ ବିବରଣୀ କରିବା ଯାହା ଆମେ ଏବେ କହିଛୁ .
16:20 ଆମେ ଏକ single ଫାଇଲ୍ କୁ ଡିଲିଟ୍ କରିବା ପାଇଁ rm ଏବଂ ଫାଇଲ୍ ର ନାମ ଲେଖିବା .
16:27 multiple ଫାଇଲ୍ ଗୁଡିକୁ ଡିଲିଟ୍ କରିବା ପାଇଁ rm ଏବଂ ସେହି multiple ଫାଇଲ୍ ଗୁଡିକର ନାମ ଲେଖ ଯାହା ଆମେ ଡିଲିଟ୍ କରିବାକୁ ଚାହୁଁ.
16:34 ବର୍ତମାନ rm କମାଣ୍ଡ୍ ର କିଛି ଅପସନ୍ ଗୁଡିକୁ ଚାଲ ଦେଖିବା .
16:40 ବେଳେ ବେଳେ ଫାଇଲ୍ write protected ଥାଏ, ଯାହା rm ର ବ୍ୟବହାର ଦ୍ୱାରା ଡିଲିଟ୍ ହେବ ନାହିଁ . ଏହି କ୍ଷେତ୍ରରେ ଆମ ପାଖରେ -f option ଅଛି, ଯାହା ଏକ ଫାଇଲ୍ କୁ force delete କରିବା ପାଇଁ ବ୍ୟବହାର ହୋଇପାରିବ.
16:57 ଅନ୍ୟ ସାମାନ୍ୟ ଅପସନ୍ ହେଉଛି -r option . ଚାଲ ଦେଖିବା କେଉଁଠାରେ ଏହି ଅପସନ୍ ଉପଯୋଗୀ .
17:07 ଚାଲ ଟର୍ମିନାଲ୍ କୁ ଫେରିବା .
17:12 ଡାଇରେକ୍ଟ୍ ଟୋରୀଜ (directories) ଡିଲିଟ୍ କରିବା ପାଇଁ ସାଧାରଣତଃ rm କମାଣ୍ଡ୍ ବ୍ୟବହାର ହୁଏ ନାହିଁ, ତାହା ପାଇଁ ଆମ ପାଖରେ rmdir କମାଣ୍ଡ ଅଛି .
17:21 କିନ୍ତୁ rmdir କମାଣ୍ଡ ସାଧାରଣତଃ କେବଳ ଖାଲି ଥିବା ଡାଇରେକ୍ଟ୍ ଟୋରୀ (directory) କୁ ଡିଲିଟ୍ କରେ .
17:27 ଯଦି ଆମେ ଏକ ଡାଇରେକ୍ଟ୍ ଟୋରୀ (directory) କୁ ଡିଲିଟ୍ କରିବାକୁ ଚାହୁଁ ଯାହା ଭିତରେ କେତେକ ଫାଇଲସ୍ ଏବଂ subdirectories ଅଛି, ତେବେ ଆମେ କଣ କରିବା .
17:35 ଚାଲ ଏହା କରିବା ପାଇଁ rm କମାଣ୍ଡ୍ ବ୍ୟବହାର କରିବା .
17:38 ଚାଲ ଆମେ ଟାଇପ୍ କରିବା rm ଏବଂ ଆମେ ଡିଲିଟ୍ କରିବା ପାଇଁ ଚାହୁଁଥିବା directory ଯାହା testdir , ଏବଂ ଏନ୍ଟର୍ ଦବାଇବା .
17:47 ଆଉଟ୍ ପୁଟ୍ ମେସେଜ୍(output message)ରୁ ଆମେ ଦେଖିପାରିବା ଯେ testdir କୁ ଡିଲିଟ୍ କରିବା ପାଇଁ ଆମେ rm directory ର ବ୍ୟବହାର କରି ପାରିବା ନାହିଁ.
17:55 କିନ୍ତୁ ଯଦି ଆମେ -r ଏବଂ -f option ଯୋଡିବା ତେବେ ଆମେ ଏହା କରିପାରିବା .
18:03 rm -rftestdir ଟାଇପ୍ କର ଏବଂ ପରେ ଏନ୍ଟର୍ ଦବାଅ.
18:16 ବର୍ତମାନ testdir directory ସଫଳ ପୁର୍ବକ ଡିଲିଟ୍ ହୋଇଯାଇଛି .
18:22 ବର୍ତମାନ ପରବର୍ତୀ କମାଣ୍ଡ କୁ ଅଧ୍ୟୟନ କରିବା ପାଇଁ ସ୍ଲାଇଡ୍ କୁ ଫେରିବା .
18:27 cmp କମାଣ୍ଡ.
18:29 ବେଳେ ବେଳେ ଆମେ ଯାଂଚ ର ଆବଶ୍ୟକତା କରୁ ଯେ କଣ ଦୁଇଟି ଫାଇଲ୍ ସମାନ କି ନାଁ . ଯଦି ସେମାନେ ସମାନ ତେବେ ସେମାନକଂ ମଧ୍ୟରୁ ଗୋଟିଏ ଡିଲିଟ୍ କରି ପାରିବା .
18:37 ଆହୁରି ମଧ୍ୟ ଦେଖିବାକୁ ଚାହିଁ ପାରୁଁ କି କଣ ପୁର୍ବ version ଠାରୁ ଫାଇଲ୍ ବଦଳି ଯାଇଛି .
18:44

ଏଗୁଡିକ ଏବଂ ଅନ୍ୟ ଅନେକ ଉଦ୍ଦେଶ୍ୟ ପାଇଁ ଆମେ cam କମାଣ୍ଡ୍ ର ବ୍ୟବହାର କରିପାରିବା .

18:49 ଏହା ଦୁଇଟି ଫାଇଲ୍ କୁ byte by byte ତୁଳନା କରେ .
18:54 file1 ଏବଂ file2 କୁ ତୁଳନା କରିବା ପାଇଁ ଆମେ cmp file1 file2 ଲେଖିବା .
19:03 ଯଦି ଦୁଇଟି ଫାଇଲ୍ ରେ ପୁର୍ଣ ରୁପରେ ସମାନ ବିଷୟ ବସ୍ତୁ ଥାଏ ତେବେ କୌଣସି ମେସେଜ୍ ଦେଖାଇବ ନାହିଁ .
19:11 କେବଳ ପ୍ରମପ୍ଟ୍ ମୁଦ୍ରିତ ହେବ .
19:14 ଯଦି ସେମାନକଂର ବିଷୟ ବସ୍ତୁ ଅଲଗା , ତେବେ ଟର୍ମିନାଲ୍ ଉପରେ ପ୍ରଥମ ଅମେଳ (mismatch) ର ସ୍ଥାନ ମୁଦ୍ରିତ ହେବ .
19:25 ଚାଲ ଦେଖିବା, cmp କେମିତି କାର୍ଯ୍ୟ କରେ . ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) ରେ sample1 ଏବଂ sample2 ନାମକ ଦୁଇଟି ଫାଇଲ୍ ଅଛି .
19:35 ଚାଲ ଦେଖିବା , ସେମାନେ କଣ ଧାରଣ କରନ୍ତି .
19:38 cat sampe1 ଟାଇପ୍ କର ଏବଂ ଏନ୍ଟର୍ ଦବାଅ . ଏଥିରେ “This is a Linux file to test the cmp command” ଟେକଷ୍ଟ (text) ଅନ୍ତରଭୁକ୍ତ .
19:50 ଅନ୍ୟ ଫାଇଲ୍ sample2 ରେ ଟେକଷ୍ଟ (text) ଅନ୍ତରଭୁକ୍ତ ଏବଂ ଏହାକୁ ଦେଖିବା ପାଇଁ cat sample2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
20:00 ଏଥିରେ “This is a Unix file to test the cmp command" ଟେକଷ୍ଟ (text) ଅନ୍ତରଭୁକ୍ତ.
20:06 ବର୍ତମାନ ଆମେ cmp କମାଣ୍ଡ୍ କୁ ଏହି ଦୁଇଟି ଫାଇଲ୍ ଉପରେ ଲାଗୁ କରିବା .
20:11 ଆମେ cmp sample1 sample2 ଲେଖିବା ଓ ଏନ୍ଟର୍ ଦବାଇବା .
20:23 ଯେଭଳି ଆମେ ଦେଖିପାରିବା ଦୁଇଟି ଫାଇଲ୍ sample1 ଏବଂ sample2 ମଧ୍ୟରେ ପ୍ରଥମ ପ୍ରଭେଦ ଚିହ୍ନିତ ହୋଇଛି .
20:32 ଚାଲ ପରବର୍ତୀ କମାଣ୍ଡ୍ କୁ ଯିବା ପୁର୍ବରୁ ସ୍କ୍ରିନ୍ କୁ ସଫା କରିବା .
20:38 ପରବର୍ତୀ କମାଣ୍ଡ୍ ଯାହା ଆମେ ଦେଖିବା ତାହା wc କମାଣ୍ଡ୍ ଅଟେ .
20:43 ଏହି କମାଣ୍ଡ୍ ଏକ ଫାଇଲ୍ ରେ characters, words ଏବଂ lines ର ସଂଖ୍ୟା ଗଣନା ପାଇଁ ବ୍ୟବହାର କରଯାଇଥାଏ.
20:50 ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (directory) ରେ sample3 ନାମକ ଏକ ଫାଇଲ୍ ଅଛି .
20:56 ଚାଲ ଏହାର ବିଷୟ ବସ୍ତୁ ଦେଖିବା ପାଇଁ ଆମେ cat sample3 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା .
21:05 ଏହା sample3 ର ବିଷୟ ବସ୍ତୁ ଅଟେ .
21:10 ବର୍ତମାନ ଏହି ଫାଇଲ୍ ଉପରେ wc command ର ବ୍ୟବହାର କରିବା .
21:14 ଏଥିପାଇଁ ଆମେ wc sample3 ଲେଖିବା ଏବଂ ଏନ୍ଟର୍ ଦବାଇବା .
21:25 କମାଣ୍ଡ୍ ଦର୍ଶାଏ ଯେ ଫାଇଲ୍ ରେ 6 lines, 67 words ଏବଂ 385 characters ଅଛି .
21:38 ଏଗୁଡିକ କିଛି କମାଣ୍ଡ୍ ଥିଲା ଯେଉଁ ଗୁଡିକ ଆମକୁ ଫାଇଲ୍ ଗୁଡିକ ସହିତ କାମ କରିବା ପାଇଁ ସାହାଯ୍ୟ କରେ .
21:43 ସେମିତି ବହୁତ ସାରା କମାଣ୍ଡ୍ ଅଛି . ଏହାଛଡା ପ୍ରତେକ କମାଣ୍ଡ୍ ର ଯାହା ଆମେ ଦେଖିଛେ , ବହୁତ ଅନ୍ୟ ଅପସନସ୍ ଅଛି .
21:51 ମୁଁ ଆପନଂକୁ man command ବ୍ୟବହାର କରି ସେଗୁଡ଼ିକ ସମ୍ଵନ୍ଧରେ ଅଧିକ ଜାଣିବା ପାଇଁ ପ୍ରୋତ୍ସାହିତ (encourage) କରୁଛି .
22:00 ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ .
22:04 ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଏକ ଭାଗ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ .
22:17 ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି:
22:34 ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।

ଉପସ୍ଥିତି ପାଇଁ ଧନ୍ୟବାଦ.

Contributors and Content Editors

Devraj, Manoranjan, PoojaMoolya, Pradeep