Difference between revisions of "Linux/C2/Working-with-Regular-Files/Oriya"

From Script | Spoken-Tutorial
Jump to: navigation, search
Line 1: Line 1:
 
{| border=1
 
{| border=1
!Visual Cue
+
|'''Time'''
!Narration
+
|'''Narration'''
 
|-
 
|-
| 0:00
+
| 00:00
|ଲିନକ୍ସ ରେ "working with regular files" ସମ୍ବନ୍ଧରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ .
+
|| ଲିନକ୍ସ୍ ରେ ‘ରେଗୁଲାର୍ ଫାଇଲ୍ ସହିତ କାମ କରିବା’ ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
 
|-
 
|-
| 0:07
+
| 00:07
|ଫାଇଲସ୍ ଏବଂ ଡାଇରେକ୍ଟ୍ ଟୋରୀଜ (directories) ଏକତ୍ର ହୋଇ ଲିନକ୍ସ ଫାଇଲ୍ ସିଷ୍ଟମ୍ ଗଠନ କରନ୍ତି .
+
|| ଫାଇଲ୍ ଓ ଡିରେକ୍ଟୋରୀ ଏକାଠି ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ଗଠନ କରନ୍ତି |
 
|-
 
|-
| 0:13
+
| 00:13
|ପୁର୍ବ ଟ୍ୟୁଟୋରିଆଲ ରେ ଆମେ ଦେଖିଛେ ଯେ ଡାଇରେକ୍ଟ୍ ଟୋରୀଜ (directories) ସହିତ କିପରି କାର୍ଯ କରିବାକୁ ହୁଏ . ଆପଣ ଏହି ୱେବ୍ସାଇଟ୍ରେ ଟ୍ୟୁଟୋରିଆଲ ପାଇ ପାରିବେ .
+
|| ପୂର୍ବ ଟ୍ୟୁଟୋରିଆଲ୍ ରେ ଆମେ ଡିରେକ୍ଟୋରୀରେ କାମ କରାଯିବା ବିଷୟରେ ଦେଖିସାରିଛେ | ଏହି ୱେବ୍ ସାଇଟ୍ ରେ ଆପଣ ସେହି ଟ୍ୟୁଟୋରିଆଲ୍ ଟିକୁ ପାଇପାରିବେ |
 
|-
 
|-
| 0:25
+
| 00:25
|ଏହି ଟ୍ୟୁଟୋରିଆଲ ରେ ଦେଖିବା ଆମେ ଦେଖିବା କିପରି ରେଗୁଲାର୍ ଫାଇଲସ୍ (regular files) କୁ ପରିଚାଳନା କରାଯାଏ .
+
|| ରେଗୁଲାର୍ ଫାଇଲ୍ସ କିପରି ହ୍ୟାଣ୍ଡଲ୍ କରାଯାଏ, ଏହି ଟ୍ୟୁଟୋରିଆଲ୍ ରେ ଦେଖିବା |
 
|-
 
|-
| 0:31
+
| 00:31
|ଆମେ ପୁର୍ବ ରୁ ଅନ୍ୟ ଟ୍ୟୁଟୋରିଆଲ ରେ ଦେଖିସାରିଛୁ ଯେ କିପରି ଆମେ cat କମାଣ୍ଡ୍ ବ୍ୟବହାର କରି ଫାଇଲ୍ ତିଆରି କରି ପାରିବା . ସବିଶେଷ ତଥ୍ୟ ପାଇଁ ଦୟାକରି ଏହି ୱେବ୍ସାଇଟ୍‍ କୁ ଯାଅ.
+
|| କ୍ୟାଟ୍ କମାଣ୍ଡ୍ ବ୍ୟବହାର କରି ଫାଇଲ୍ ତିଆରି କରାଯିବା ବିଷୟ, ଆମେ ଅନ୍ୟ ଟ୍ୟୁଟୋରିଆଲ୍ ରେ ଶିଖିସାରିଛେ | ବିବରଣୀ ପାଇଁ ଏହି ୱେବ୍ ସାଇଟ୍ ଦେଖନ୍ତୁ |
 
|-
 
|-
| 0:46
+
| 00:46
|ଚାଲ ଆମେ ଦେଖିବା ଫାଇଲ୍ କୁ କିପରି ଏକ ଜାଗା ରୁ ଅନ୍ୟ ଏକ ଜାଗା କୁ କୋପି କରୁ . ଏହା ପାଇଁ ଆମ ପାଖରେ cp କମାଣ୍ଡ୍ ଅଛି.
+
|| ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଫାଇଲ୍ କିପରି କପୀ କରାଯାଏ ତାହା ଦେଖିବା | ସେଥିପାଇଁ cp କମାଣ୍ଡ୍ ଅଛି |
 
|-
 
|-
| 0:55
+
| 00:55
|ଚାଲ ଦେଖିବା କମାଣ୍ଡ୍ କିପରି ବ୍ୟବହାର ହୁଏ .
+
|| କମାଣ୍ଡ୍ କିପରି ବ୍ୟବହୃତ ହୁଏ ତାହା ଦେଖିବା |
 
|-
 
|-
| 1:00
+
| 01:00
|ସିଂଗଲ୍ ସାଇନ୍ କୁ କୋପି କରିବାକୁ ଆମେ cp space ଏକ କିମ୍ବା ଅଧିକ [OPTION]... space SOURCE ଫାଇଲ୍ ର ନାମ space destination ଫାଇଲ୍ ନାମ DEST .
+
||ଗୋଟିଏ ଫାଇଲ୍ କପୀ କରିବାକୁ ଆମକୁ cp ସ୍ପେସ୍  ଗୋଟିଏ କିମ୍ବା ଅଧିକ ...[OPTION] ସ୍ପେସ୍ ସୋର୍ସ୍ ଫାଇଲ୍ ର ନାମ ସ୍ପେସ୍ ଡେଷ୍ଟିନେସନ୍ ଫାଇଲ୍ ନାମ DESTଟାଇପ୍ କରିବାକୁ ହେବ |
 
|-
 
|-
| 1:15
+
| 01:15
|ଏକ ସମୟରେ ବହୁତ (multiple) ଫାଇଲସ୍ କୁ କୋପି ପାଇଁ ଆମେ ଲେଖିବା cp space ଏକ କିମ୍ବା ଅଧିକ [OPTION]... SOURCE ଫାଇଲ୍ ଗୁଡ଼ିକର ନାମ ଯାହାକୁ ଆମେ କୋପି କରିବାକୁ ଚାହୁଁ ଏବଂ destination DIRECTORY ର ନାମ ଯେଉଁଠି ଏହି ଫାଇଲସ୍ କୋପି ହେବ .
+
||ଗୋଟିଏ ସମୟରେ ଏକାଧିକ ଫାଇଲ୍ କପୀ କରିବାକୁ ଆମକୁ cp ସ୍ପେସ୍ ଗୋଟିଏ କିମ୍ବା ଅଧିକ ... [OPTION] ସ୍ପେସ୍ କପୀ କରିବାକୁ ଚାହୁଁଥିବା ସୋର୍ସ୍ ଫାଇଲ୍ ର ନାମ ଓ ଯେଉଁଠିକୁ କପୀ ହେବ ସେହି ଡେଷ୍ଟିନେସନ୍ ଡିରେକ୍ଟୋରୀ ନାମ ଲେଖିବାକୁ ହେବ |
 
|-
 
|-
| 1:34
+
| 01:34
|ଚାଲ ଏକ ଉଦାହରଣ ଦେଖିବା , ପ୍ରଥମେ ଆମେ ଟର୍ମିନାଲ୍ ଖୋଲିବା.
+
|| ଏବେ ଏକ ଉଦାହରଣ ଦେଖିବା | ପ୍ରଥମେ ଟର୍ମିନାଲ୍ ଖୋଲନ୍ତୁ |
 
|-
 
|-
| 1:42
+
| 01:42
|ଆମ ପାଖରେ ପୁର୍ବ ରୁ /home/anirban/arc/ ରେ test1 ନାମକ ଏକ ଫାଇଲ୍ ଅଛି .
+
|| /home/anirban/arc/ରେ test1 ନାମକ ଏକ ଫାଇଲ୍ ପୂର୍ବରୁ ଅଛି |
 
|-
 
|-
| 1:49
+
| 01:49
|test1 ରେ କଣ ଅଛି ଦେଖିବା ପାଇଁ , $ cat test1 ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
||test1ରେ କ’ଣ ଅଛି ଦେଖିବାକୁ ଆମେ, $ କ୍ୟାଟ୍ test1 ଟାଇପ୍ କରି ଏଣ୍ଟର୍ ଦାବିବା |
 
|-
 
|-
| 2:00
+
| 02:00
|test1 ରେ ଦେଖାଯାଉଥିବା କନ୍ଟେଟ (content) କୁ ଆମେ ଦେଖିପାରିବା, ଏବେ ଯଦି ଆମେ ଏହାକୁ test2 ନାମକ ଅନ୍ୟ ଏକ ଫାଇଲ୍ କୁ କୋପି କରିବାକୁ ଚାହିଁବା ତେବେ ଆମେ $ cp test1 test2 ଲେଖିବା ଏବଂ ଏନ୍ଟର୍ ଦବାଇବା.
+
||ଆମେ test1ର କଣ୍ଟେଣ୍ଟ୍ ଦେଖିପାରୁ, ଏବେ test2 ନାମକ ଫାଇଲ୍ ରେ ଏହାକୁ କପୀ କରିବାକୁ ଚାହିଁଲେ ଆମେ $ cp test1 test2 ଟାଇପ୍ କରି ଏଣ୍ଟର୍ ଦାବିବା |
 
|-
 
|-
| 2:22
+
| 02:22
|ବର୍ତମାନ ଫାଇଲ୍ କୋପି ହୋଇଯାଇଛି.
+
|| ଏବେ ଫାଇଲ୍ ଟି କପୀ ହୋଇଯାଇଛି |
 
|-
 
|-
| 2:25
+
| 02:25
|ଯଦି test2 ବିଦ୍ୟମାନ ନ ଥାଏ ଏହାକୁ ପ୍ରଥମେ ତିଆରି କରିବାକୁ ହେବ ଏବଂ ପରେ test1 ର କନ୍ଟେଟ (content) ଏଥିରେ କୋପି କରିବାକୁ ହେବ.
+
|| test2 ବିଦ୍ୟମାନ ନଥିଲେ ଏହାକୁ ପ୍ରଥମେ କ୍ରିଏଟ୍ କରି test1 ର କଣ୍ଟେଣ୍ଟ୍ ଏଥିରେ କପୀ କରାଯିବ |
 
|-
 
|-
| 2:35
+
| 02:35
|ଯଦି ଏହା ପୁର୍ବରୁ ବିଦ୍ୟମାନ ଥାଏ ତେବେ ଏହା ନିରବରେ overwritten ହେବ . କୋପି କରାଯାଇଥିବା ଫାଇଲ୍ କୁ ଦେଖିବା ପାଇଁ $ cat test2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
||ଯଦି ଫାଇଲ୍ ପୂର୍ବରୁ ଥାଏ, ତେବେ ଏହା ଓଭର୍ ରାଇଟ୍ ହୋଇଯିବ | କପୀ ହୋଇଥିବା ଫାଇଲ୍ ଦେଖିବାକୁ $ cat test2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
| 2:52
+
| 02:52
|ଆପଣ ଫାଇଲ୍ ଗୁଡିକୁ ବିଭିନ୍ନ ଡାଇରେକ୍ଟ୍ ଟୋରୀଜ (directories)କୁ ଏବଂ ଡାଇରେକ୍ଟ୍ ଟୋରୀଜ ରୁ  କୋପି କରିପାରିବେ . ଉଦାହରଣ ସ୍ବରୁପ, $ cp /home/anirban/arc/demo1 /home/anirban/demo2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
||ଆପଣ ବିଭିନ୍ନ ଡିରେକ୍ଟୋରୀରୁ ବିଭିନ୍ନ ଡିରେକ୍ଟୋରୀକୁ ମଧ୍ୟ ଫାଇଲ୍ କପୀ କରିପାରିବେ | ଉଦାହରଣ ସ୍ୱରୂପ
 +
$ cp /home/anirban/arc/demo1 /home/anirban/demo2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
| 3:31
+
| 03:31
|ଫଳ ଏହା ହେବ ଯେ, ଏହା ଫାଇଲ୍ demo1 କୁ source ଡାଇରେକ୍ଟ୍ ଟୋରୀ (directory) /home/anirban/arc/ ରୁ destination directory /home/anirban କୁ କୋପି କରିବ, ଏହା demo2 ନାମକ ଏକ ଫାଇଲ୍ କୁ କୋପି କରିବ .
+
|| ଏହା ସୋର୍ସ୍ ଡିରେକ୍ଟୋରୀ /home/anirban/arc/ ରୁ demo1  ଫାଇଲ୍ କୁ ଡେଷ୍ଟିନେସନ୍ ଡିରେକ୍ଟୋରୀ /home/anirban ରେ ଥିବା demo2 ଫାଇଲ୍ ମଧ୍ୟକୁ କପୀ କରିବ |
 
|-
 
|-
| 3:51
+
| 03:51
| ସେଠାରେ demo2 କୁ ଦେଖିବା ପାଇଁ , ls space /home/anirban ଟାଇପ୍ କର ଏବଂ ଏନ୍ଟର୍ ଦବାଅ
+
||demo2 ଅଛିକି ନାହିଁ ଦେଖିବା ପାଇଁ ls ସ୍ପେସ୍ /home/anirban ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
| 4:13
+
| 04:13
|ଆମେ ଉପରକୁ scroll କରୁଁ , ଯେପରି ଆପଣ ଦେଖିପାରିବେ demo2 ଏଠାରେ ଅଛି.
+
|| ଏଠି demo2 ଦେଖାଇବାକୁ ମୁଁ ସ୍କ୍ରୋଲ୍ ଅପ୍ କରୁଛି |
 
|-
 
|-
| 4:19
+
| 04:19
|ଆଗକୁ ଯିବା ପୁର୍ବରୁ ଚାଲ ଏବେ ଆମେ ସ୍କ୍ରିନ୍ ସଫା କରିବା .
+
|| ଆଗକୁ ଯିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିଦେବା |
 
|-
 
|-
| 4:25
+
| 04:25
|ଯଦି ତୁମେ destination directory ରେ ଫାଇଲ୍ ର ସେହି ଏକା ନାମ ରଖିବା ପାଇଁ ଚାହଁ, ତୁମେ ଫାଇଲ୍ ନାମ ମଧ୍ୟ ଉଲ୍ଲେଖ କରି ନ ପାର .
+
|| ଡେଷ୍ଟିନେସନ୍ ଡିରେକ୍ଟୋରୀରେ ଫାଇଲ୍ ର ସେହି ସମାନ ନାମ ରଖିବାକୁ ଆପଣଙ୍କୁ ଫାଇଲ୍ ନାମ ଉଲ୍ଲେଖ କରିବାକୁ ପଡିନପାରେ | ଉଦାହରଣ ସ୍ୱରୂପ
 
|-
 
|-
| 4:35
+
| 04:35
|$ cp /home/anirban/arc/demo1 /home/anirban/ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| $ cp /home/anirban/arc/demo1 /home/anirban/ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
| 5:03
+
| 05:03
|ଏହା ପୁଣି ଥରେ demo1 ଫାଇଲ୍ କୁ /home/anirban/arc/ directory ଠାରୁ /home/anirban directory କୁ demo1 ନାମକ ଫାଇଲ୍  କୋପି କରିବ.
+
|| ଏହା ପୁଣି /home/anirban/arc/ directory to /home/anirban ଡିରେକ୍ଟୋରୀରେ ଥିବା demo1 ଫାଇଲ୍ କୁ demo1 ନାମରେ ହିଁ କପୀ କରିଦିଏ |
 
|-
 
|-
| 5:20
+
| 05:20
| ପୁର୍ବ ଭଳି demo1 କୁ ଦେଖିବା ପାଇଁ ls/home/anirban ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
||ପୂର୍ବ ଭଳି demo1 ଦେଖିବାକୁ ls/home/anirban ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
| 5:33
+
| 05:33
|ଏଠାରେ ଆଉଥରେ ଆମେ ଉପରକୁ scroll କରିବା ଏବଂ ଯେପରି ଆପଣ ଦେଖିପାରିବେ demo1 ଫାଇଲ୍ ଏଠାରେ ଅଛି.
+
|| ଆମେ ଏଠି ପୁଣି demo1 ଫାଇଲ୍ ଦେଖିବାକୁ ସ୍କ୍ରୋଲ୍ ଅପ୍ କରିବା |
 
|-
 
|-
| 5:40
+
| 05:40
|ଆଉଥରେ ଆଗକୁ ଯିବା ପୁର୍ବରୁ ଚାଲ ଏବେ ଆମେ ସ୍କ୍ରିନ୍ ସଫା କରିବା .
+
|| ଆଗକୁ ବଢ଼ିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିଦେବା |
 
|-
 
|-
| 5:48
+
| 05:48
|ଅନ୍ୟ ଏକ ଉଦାହରଣ, ତେବେ ଆମେ destination file ର ନାମ ଦେବା ପାଇଁ ଆବଶ୍ୟକ କରୁନାହୁଁ,  ହେଉଛି ଯେତେବେଳେ ଆମେ multiple ଫାଇଲ୍ କୋପି କରିବାକୁ ଚାହୁଁ.
+
|| ଆମେ ଏକାଧିକ ଫାଇଲ୍ କପୀ କରିବାକୁ ଚାହୁଁଥିବା ସ୍ଥିତିରେ ଆମକୁ ଡେଷ୍ଟିନେସନ୍ ଫାଇଲ୍ ର ନାମ ଦେବାକୁ ପଡେନାହିଁ |
 
|-
 
|-
| 5:56
+
| 05:56
|ଆମେ ମାନୁ ଯେ ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) ରେ test1 test2 test3 ନାମକ ତିନୋଟି ଫାଇଲସ୍ ଅଛି .
+
|| ମୁଁ ଭାବୁଛି ଯେ, ଆମ ହୋମ୍ ଡିରେକ୍ଟୋରୀରେ test1 test2 test3 ନାମକ ତିନୋଟି ଫାଇଲ୍ ଅଛି |
 
|-
 
|-
| 6:04
+
| 06:04
|ବର୍ତମାନ $ cp test1 test2 test3 /home/anirban/testdir ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|| ଏବେ ଆମେ $ cp test1 test2 test3 /home/anirban/testdir ଟାଇପ୍ କରି ଏଣ୍ଟର୍ ଦାବିବା |
 
|-
 
|-
| 6:27
+
| 06:27
|ଏହା ସେମାନକଂର ନାମ ପରିବର୍ତନ ବିନା ତିନୋଟି ଯାକ ଫାଇଲସ୍  test1, test2 and test3 କୁ /home/anirban/testdirଡାଇରେକ୍ଟ୍ ଟୋରୀ (directory) ରେ କୋପି କରିବ .
+
|| ଏହା test1 test2 test3 ଫାଇଲ୍ ଗୁଡିକର ନାମକୁ ନବଦଳାଇ /home/anirban/testdirରେ କପୀ କରିଦେବ |
 
|-
 
|-
| 6:41
+
| 06:41
|ଆପଣ ଦେଖିବେ ଯେ ଏହି ଫାଇଲ୍ ଗୁଡିକ ବାସ୍ତବରେ କୋପି ହୋଇଯାଇଛି . ଆମେ /home/anirban/testdir ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା.
+
|| ଏହି ଫାଇଲ୍ ଗୁଡିକ ପ୍ରକୃତରେ କପୀ ହୋଇଯାଇଥିବାର ଆପଣ ଦେଖୁଛନ୍ତି | ଆମେ ls /home/anirban/testdir ଟାଇପ୍ କରି ଏଣ୍ଟର୍ ଦାବିବା |
 
|-
 
|-
| 7:03
+
| 07:03
|ଯେପରି ଆପଣ ଦେଖି ପାରିବେ test1,test2 ଏବଂ test3 ଏହି ଡାଇରେକ୍ଟ୍ ଟୋରୀ (directory) ରେ ଉପସ୍ତିତ ଅଛି.
+
|| test1,test2 test3 ଏହି ଡିରେକ୍ଟୋରୀରେ ଥିବାର ଆପଣ ଦେଖିପାରୁଛନ୍ତି |
 +
 
 
|-
 
|-
| 7:10
+
| 07:10
| cp ସହିତ ବହୁତ ଅପସନ୍ସ (options) ଅଛି . ସେଗୁଡ଼ିକ ମଧ୍ୟରୁ ଏଠାରେ ଆମେ କେବଳ ଅତି ଗୁରୁତ୍ତପୁର୍ଣ ଗୁଡ଼ିକୁ ଦେଖିବା.
+
|| Cp ସହିତ ଅନେକ ଅପ୍ସନ୍ ଅଛି | ଏଠାରେ ସେଗୁଡ଼ିକ ମଧ୍ୟରୁ ଆମେ କେବଳ ଅତି ଗୁରୁତ୍ୱପୂର୍ଣ୍ଣ ହିଁ ଦେଖିବା |
 
|-
 
|-
| 7:18
+
| 07:18
|ଚାଲ ଆମେ ପ୍ରଥମେ ସ୍ଲାଇଡସ୍ କୁ ଆଉଥରେ ଯିବା.
+
|| ପ୍ରଥମେ ସ୍ଲାଇଡ୍ସ କୁ ଫେରିଯିବା |
 
|-
 
|-
| 7:23
+
| 07:23
|ଅପସନ୍ସ (options) ମଧ୍ୟରୁ -R (capital R) ବହୁତ ଗୁରୁତ୍ତପୁର୍ଣ  . ଏହା ଏକ ପୁର୍ଣ ଡାଇରେକ୍ଟ୍ ଟୋରୀ (directory) structure ର recursive copy କରିଥାଏ .
+
|| ଅପ୍ସନ୍ ଗୁଡିକ ମଧ୍ୟରୁ ମହତ୍ୱପୂର୍ଣ୍ଣ ଥିବା –R ଏକ ସମ୍ପୂର୍ଣ୍ଣ ଡିରେକ୍ଟୋରୀ ଗଠନର ପୂନରାବର୍ତ୍ତୀ କପୀ କରିବା କାରଣ ହୋଇଥାଏ |
 
|-
 
|-
| 7:33
+
| 07:33
|ଚାଲ ଏବେ ଆମେ ଏକ ଉଦାହରଣ ଦେଖିବା .
+
|| ଏକ ଉଦାହରଣ ଦେଖିବା |
 
|-
 
|-
| 7:38
+
| 07:38
|ଚାଲ ଏବେ, testdir directory ର ସବୁ କନ୍ଟେଟସ୍ (contents) କୁ test ନାମକ ଡାଇରେକ୍ଟ୍ ଟୋରୀ (directory) କୁ କୋପି କରିବା ପାଇଁ ଚେଷ୍ଟା କରିବା .
+
|| testdir ଡିରେକ୍ଟୋରୀର ସମସ୍ତ କଣ୍ଟେଣ୍ଟ୍ test ନାମକ ଡିରେକ୍ଟୋରୀରେ କପୀ କରିବାକୁ ଚେଷ୍ଟା କରିବା |
 
|-
 
|-
| 7:48
+
| 07:48
|ଏଥିପାଇଁ ଆମେ cptestdir/ test ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା.
+
|| ଏଥିପାଇଁ cp testdir/ test ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
| 8:02
+
| 08:02
|ଯେପରି ଆପଣ output ମେସେଜ୍ (message) ରୁ ଦେଖିପାରିବେ.
+
|| ଆପଣ ଯେପରି ଆଉଟ୍ ପୁଟ୍ ଦେଖୁଛନ୍ତି,
 
|-
 
|-
| 8:06
+
| 08:06
|ସାଧାରଣତଃ cp କମାଣ୍ଡ୍ ଦ୍ୱାରା ସିଧାସଳଖ ଆମେ କିଛି କନ୍ଟେଟସ୍ (contents) ଥିବା ଏକ ଡାଇରେକ୍ଟ୍ ଟୋରୀ (directory)କୁ କପି କରିପାରିବା ନାହିଁ
+
|| କିଛି କଣ୍ଟେଣ୍ଟ୍ ଥିବା ଡିରେକ୍ଟୋରୀକୁ ଆମେ ସାଧାରଣତଃ ସିଧାସଳଖ cp କମାଣ୍ଡ୍ ରେ କପୀ କରିପାରିବାନି |
 
|-
 
|-
| 8:14
+
| 08:14
|କିନ୍ତୁ -R ଅପସନ୍ ବ୍ୟବହାର କରି, ଆମେ ଏହା କରିପାରିବା .
+
|| ମାତ୍ର –R ଅପ୍ସନ୍ ବ୍ୟବହାର କରି ଆମେ ଏହା କରିପାରିବା |
 
|-
 
|-
| 8:19
+
| 08:19
|ବର୍ତମାନ cp -R testdir/ test ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| ଏବେ cp -R testdir/ ଟାଇପ୍ କରି ଏଣ୍ଟର୍ ଦାବିବା |
 
|-
 
|-
| 8:36
+
| 08:36
|ଫାଇଲ୍ ଗୁଡିକ ଏବେ କୋପି ହୋଇଯାଇଛି, ଏହା ଦେଖିବା ପାଇଁ ଯେ ଟେକ୍ସଟ୍ ଡାଇରେକ୍ଟ୍ ଟୋରୀ (text directory) ବାସ୍ତବରେ ବିଦ୍ୟମାନ,
+
|| ଏବେ ଫାଇଲ୍ ଗୁଡିକ କପୀ ହୋଇଯାଇଛି, ଟେଷ୍ଟ ଡିରେକ୍ଟୋରୀଟି ଅଛିକି ନାହିଁ ଦେଖିବାକୁ Is ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
ls ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
 
|-
 
|-
| 8:47
+
| 08:47
|ଯେପରି ଆପଣ ଦେଖିପାରିବେ ଟେସ୍ଟ୍ ଡାଇରେକ୍ଟ୍ ଟୋରୀ (test directory) ବିଦ୍ୟମାନ . ଚାଲ ଏବେ ସ୍କ୍ରିନ୍ ସଫା କର .
+
|| ଟେଷ୍ଟ୍ ଡିରେକ୍ଟୋରୀଟି ଥିବାର ଆପଣ ଦେଖିପାରୁଛନ୍ତି | ଏବେ ସ୍କ୍ରୀନ କ୍ଲିଅର୍ କରିବି |
 
|-
 
|-
| 8:57
+
| 08:57
|test  ଭିତରେ  କନ୍ଟେଟସ୍ (contents) ଦେଖିବା ପାଇଁ  ls test ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| ଟେଷ୍ଟ୍ ମଧ୍ୟରେ ଥିବା କଣ୍ଟେଣ୍ଟ୍ ଦେଖିବାକୁ Is test ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
| 9:08
+
| 09:08
|ଆପଣ ଟେସ୍ଟ୍ ଡାଇରେକ୍ଟ୍ ଟୋରୀ (test directory) ର କନ୍ଟେଟସ୍ (contents) ଦେଖିପାରିବେ.
+
|| ଟେଷ୍ଟ୍ ଡିରେକ୍ଟୋରୀର କଣ୍ଟେଣ୍ଟ୍ ଆପଣ ଦେଖିପାରିବେ |
 +
 
 
|-
 
|-
| 9:13
+
| 09:13
|ବର୍ତମାନ ଆମେ ସ୍ଲାଇଡସ୍ କୁ ଫେରିଯିବା .
+
|| ଏବେ ଆମେ ସ୍ଲାଇଡ୍ସ କୁ ଫେରିଯିବା |
 
|-
 
|-
| 9:16
+
| 09:16
|ଆମେ ଦେଖିଛେ ଯେ, ଯଦି ଏକ ଫାଇଲ୍ କୁ ଅନ୍ୟ ଏକ existing (ପୁର୍ବରୁ ବିଦ୍ୟମାନ) ଫାଇଲ୍ କୁ କୋପି କରାଯାଏ, ତେବେ existing file ଟି overwritten ହୋ‌ଇଯିବ
+
|| ବିଦ୍ୟମାନ ଫାଇଲ୍ ରେ ଯଦି କିଛି କପୀ କରାଯାଏ, ତେବେ ପୂର୍ବ ଫାଇଲ୍ ଓଭର୍ ରିଟେନ୍ ହୋଇଯାଏ |
 
|-
 
|-
| 9:25
+
| 09:25
|ଏବେ କଣ ହେବ, ଯଦି ଆମେ ଏକ ଗୁରୁତ୍ବପୁର୍ଣଫାଇଲ୍ କୁ ଅଜାଣତରେ overwrite କରିଦେଲୁଁ .
+
|| ଏବେ, ଅଜାଣତରେ ଓଭର୍ ରାଇଟ୍ ହୋଇଗଲେ କ’ଣ ହୁଏ?
 
|-
 
|-
| 9:30
+
| 09:30
|ଏଭଳି କିଛି ହେବାକୁ ପ୍ରତିରୋଧ କରିବା ପାଇଁ ଆମ ପାଖରେ -b ଅପସନ୍ ଅଛି .
+
|| ଏପରି କିଛି ନହେବା ପାଇଁ ଆମ ପାଖରେ –b ଅପ୍ସନ୍ ଅଛି |
 
|-
 
|-
| 9:36
+
| 09:36
|ଏହା ପ୍ରତେକ exiting destination ଫାଇଲ୍ ର ବେକ୍ ଅପ୍ (back-up)  ତିଆରି କରେ.
+
|| ଏହା, ବିଦ୍ୟମାନ ପ୍ରତ୍ୟେକ ଡେଷ୍ଟିନେସନ୍ ଫାଇଲ୍ କୁ ବ୍ୟାକ୍ ଅପ୍ କରେ |
 
|-
 
|-
| 9:41
+
| 09:41
|ଆମେ -i(interactive) ଅପସନ୍ ର ବ୍ୟବହାର କରିପାରିବା . ଏହା ସବୁବେଳେ ଆମକୁ କୌଣସି destination ଫାଇଲ୍ କୁ overwrite କରିବା ପୁର୍ବରୁ ଚେତାବନୀ ଦିଏ .
+
|| ଆମେ –i(ଇଣ୍ଟରାକ୍ଟିଭ୍) ଅପ୍ସନ୍ ମଧ୍ୟ ବ୍ୟବହାର କରିପାରିବା, ଏହା କୌଣସି ଡେଷ୍ଟିନେସନ୍ ଫାଇଲ୍ ଓଭର୍ ରାଇଟ୍ ହେବା ପୂର୍ବରୁ ସବୁବେଳେ ସଙ୍କେତ ଦିଏ |
 
|-
 
|-
| 9:54
+
| 09:54
|ବର୍ତମାନ ଆସ ଦେଖ mv କମାଣ୍ଡ୍ କିପରି କାର୍ଯ୍ୟ କରେ .
+
|| mv କମାଣ୍ଡ୍ କିପରି କାର୍ଯ୍ୟ କରେ, ଏବେ ଦେଖିବା |
 
|-
 
|-
| 9:59
+
| 09:59
|ଏହା files କୁ ସ୍ଥାନାନ୍ତରିତ କରିବା ପାଇଁ ବ୍ୟବହାର ହୁଏ . ତାହା କିପରି ଉପଯୋଗୀ ହୋ‌ଇଥାଏ ? .
+
||ଏହା ଫାଇଲ୍ ମୁଭ୍ କରିବାରେ ବ୍ୟବହୃତ ହୁଏ | ଏବେ ତାହା କିପରି ଉପଯୋଗୀ ଅଟେ?
 
|-
 
|-
 
| 10:04
 
| 10:04
|ଏହାର ଦୁଇଟି ମୁଖ୍ୟ ଉପଯୋଗ ଅଛି .
+
|| ଏଥିରେ ଦୁଇଟି ମୁଖ୍ୟ ବ୍ୟବହାର ଅଛି |
 
|-
 
|-
 
| 10:07
 
| 10:07
|ଏହା ଏକ ଫାଇଲ୍ କିମ୍ବା ଡାଇରେକ୍ଟ୍ ଟୋରୀ (a file or directory) ର rename (ପୁର୍ନବାର ନାମ ଦେବା) ପାଇଁ ବ୍ୟବହାର କରାଯାଇ ଥାଏ.
+
|| ଗୋଟିଏ ଫାଇଲ୍ ବା ଡିରେକ୍ଟୋରୀ ରିନେମ୍ କରିବାରେ ଏହା ବ୍ୟବହୃତ ହୁଏ |
 
|-
 
|-
 
| 10:11
 
| 10:11
|ଏହା ଫାଇଲସ୍ ର ଏକ ସମୁହ କୁ ଏକ ଭିନ୍ନ ଡାଇରେକ୍ଟ୍ ଟୋରୀ (directory) କୁ ସ୍ଥାନାନ୍ତରିତ କରେ .
+
|| ଏହା ଫାଇଲ୍ ର ଏକ ଗ୍ରୁପ୍ କୁ ଭିନ୍ନ ଏକ ଡିରେକ୍ଟୋରୀକୁ ମୁଭ୍ କରେ |
 
|-
 
|-
 
| 10:17
 
| 10:17
|mv ,cp ସହିତ ପ୍ରାୟ ସମାନ, ଯାହା ଆମେ ଆଗରୁ ଦେଖି ସାରିଛୁ . ତେଣୁ  ଦେଖିବା mv କିପରି ବ୍ୟବହାର କରିପାରିବା.
+
|| ଆମେ ପୂର୍ବରୁ ଦେଖିଥିବା cp ସହିତ mv ପ୍ରାୟ ସମାନ | ତେବେ mv କିପରି ବ୍ୟବହୃତ ହୁଏ, ଚାଲନ୍ତୁ ଦେଖିବା |
 
|-
 
|-
 
| 10:29
 
| 10:29
|ଟର୍ମିନାଲ୍ ଖୋଲ ଏବଂ $ mv test1 test2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| ଆମେ ଟର୍ମିନାଲ୍ ଖୋଲି $ mv test1 test2 ଟାଇପ୍ କରି ଏଣ୍ଟର୍ ଦାବିବା |
 
|-
 
|-
 
| 10:43
 
| 10:43
|ଏହା home directory ରେ ପୁର୍ବରୁ ଉପସ୍ଥିତ ଥିବା test1 ନାମକ ଏକ ଫାଇଲ୍ କୁ test2 ନାମକ ଏକ ଫାଇଲ୍ ରେ rename କରିବ
+
|| ଏହା ହୋମ୍ ଡିରେକ୍ଟୋରୀରେ ଥିବା test1 ନାମକ ଫାଇଲ୍ କୁ ରିନେମ୍ କରି test2 ନାମ ଦେବ |
 
|-
 
|-
 
| 10:52
 
| 10:52
|ଯଦି test2 ପୁର୍ବରୁ  ଉପସ୍ଥିତ ଅଛି ତେବେ ଏହା ଆପେ ଆପେ overwritten ହୋଇଯିବ.
+
|| ପୂର୍ବରୁ ଯଦି test2 ଥାଏ, ତେବେ ଏହା ଓଭର୍ ରାଇଟ୍ ହୋଇଯିବ |
 
|-
 
|-
 
| 11:00
 
| 11:00
| ଯଦି ଆମେ ଫାଇଲ୍ କୁ overwritten ହେବା ପୁର୍ବରୁ ଚେତାବନି ଚାହୁଁ .
+
|| ଯଦି ଫାଇଲ୍ ଓଭର୍ ରାଇଟ୍ ହେବା ପୂର୍ବର ଚେତାବନୀ ଆମେ ଚାହୁଁଥିବା,
 
|-
 
|-
 
| 11:05
 
| 11:05
|ଆମେ mv କମାଣ୍ଡ୍ ସହିତ -i ଅପସନ୍ ବ୍ୟବହାର କରିପାରିବା.
+
|| ତେବେ, mv କମାଣ୍ଡ୍  ସହିତ -i ଅପ୍ସନ୍ ବ୍ୟବହାର କରିପାରିବା |
 
|-
 
|-
 
| 11:10
 
| 11:10
|ଧର, ଆମ ପାଖରେ anirban ନାମକ ଅନ୍ୟ ଏକ ଫାଇଲ୍ ଅଛି. ଏହି ଫାଇଲ୍ କୁ ମଧ୍ୟ ଆମେ test2 ରୁପରେ ନବୀକରଣ ଚାହୁଁ.
+
|| ମନେକରନ୍ତୁ anirban ନାମକ ଆଉ ଏକ ଫାଇଲ୍ ଅଛି | ଏହାକୁ ଆମେ test2 ଭାବେ ରିନ୍ୟୁ କରିବାକୁ ଚାହୁଁଛେ,
 
|-
 
|-
 
| 11:20
 
| 11:20
|ଆମେ mv -i anirban test2 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା.
+
|| ତେବେ ଆମେ, mv -i anirban test2 ଟାଇପ୍ କରି ଏଣ୍ଟର୍ ଦାବିବା |
 
|-
 
|-
 
| 11:32
 
| 11:32
|ଯେପରି ଆପଣ ଦେଖିପାରିବେ ଚେତାବନୀ ଉପଲବ୍ଧି ଅଛି , ଯାହା ପଚାରେ କଣ test2 ଅଧିକ overwritten ହେବା ଉଚିତ କିମ୍ବା ନୁହେଁ.
+
|| ଆପଣ ଦେଖୁଛନ୍ତି ଯେ, test2 ଫାଇଲ୍ ଟି ଓଭର୍ ରାଇଟ୍ ହେବ କି ନାହିଁ ତାହାର ଏକ ଚେତାବନୀ ଦେଖାଯାଉଛି |
 
|-
 
|-
 
| 11:41
 
| 11:41
|ଯଦି ଆମେ y ଦବାଉଁ  ଏବଂ ପରେ ଏନ୍ଟର୍ ଦବାଉଁ , ତେବେ ଫାଇଲ୍ ଟି ପ୍ରକୃତରେ overwritten ହୋଇଯିବ.
+
|| y ପରେ ଏଣ୍ଟର୍ ଦାବିଲେ ଫାଇଲ୍ ଟି ପ୍ରକୃତରେ ଓଭର୍ ରାଇଟ୍ ହୋଇଯାଏ |
 
|-
 
|-
 
| 11:49
 
| 11:49
|cp ପରି ଆମେ ବହୁବିଧ ଫାଇଲସ୍ ସହିତ mv ବ୍ୟବହାର କରିପାରିବା କିନ୍ତୁ ଏହି କ୍ଷେତ୍ରରେ ଗନ୍ତବ୍ୟ ଏକ ଡାଇରେକ୍ଟ୍ ଟୋରୀ (directory) ହେବ ଉଚିତ.
+
|| cp ପରି ଏକାଧିକ ଫାଇଲ୍ ପାଇଁ ମଧ୍ୟ mv ବ୍ୟବହାର କରିହୁଏ, ମାତ୍ର ଏଥିରେ ଡେଷ୍ଟିନେସନ୍ ଏକ ଡିରେକ୍ଟୋରୀ ହୋଇଥିବା ଉଚିତ |
 
|-
 
|-
 
| 11:58
 
| 11:58
|ଆଗକୁ ଯିବା ପୁର୍ବରୁ ଚାଲ ସ୍କ୍ରିନ୍ ସଫା କରିବା .
+
|| ଆଗକୁ ଯିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିବା |
 
|-
 
|-
 
| 12:03
 
| 12:03
|ମନେକର, ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (directory) ରେ  abc.txt, pop.txt ଏବଂ push.tx ନାମକ ତିନୋଟି ଫାଇଲସ୍ ଅଛି.
+
|| ଧରନ୍ତୁ ଆମ ହୋମ୍ ଡିରେକ୍ଟୋରୀରେ abc.txt, pop.txt push.txt ନାମକ ତିନୋଟି ଫାଇଲ୍ ଅଛି |
 
|-
 
|-
 
| 12:14
 
| 12:14
|ସେମାନକଂର ଉପସ୍ଥିତ ଦେଖିବା ପାଇଁ  ls ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| ସେଗୁଡିକର ଉପସ୍ଥିତି ଜାଣିବାକୁ Is ଟାଇପ୍ କରି ଏଣ୍ଟର୍ ଦାବିବା |
 
|-
 
|-
 
| 12:21
 
| 12:21
|ଫାଇଲସ୍ pop.txt,push.txt ଏବଂ abc.txt ଏଠାରେ ଅଛି. ଏବେ ଚାଲ ସ୍କ୍ରିନ୍ ସଫା କର.
+
|| ଏଠାରେ pop.txt,push.txt abc.txt ଫାଇଲ୍ ଅଛି | ସ୍କ୍ରୀନ୍ କ୍ଲିଅର୍ କରିବା |
 
|-
 
|-
 
| 12:36
 
| 12:36
|ଏବେ ଆମେ ଏହି ତିନୋଟି ଫାଇଲସ୍ କୁ testdir ନାମକ ଡାଇରେକ୍ଟ୍ ଟୋରୀ (directory) କୁ ସ୍ଥାନାନ୍ତରିତ କରିବାକୁ ଚାହୁଁ.
+
|| ଏବେ ଏହି ତିନୋଟି ଫାଇଲ୍ କୁ ଆମେ testdir ନାମକ ଡିରେକ୍ଟୋରୀକୁ ନେବାକୁ ଚାହୁଁଛେ |
 
|-
 
|-
 
| 12:46
 
| 12:46
|ଆମେ ଏହା କରିବା ଦରକାର ଯେ , mv abc.txt pop.txt push.txt ଏବଂ ପରେ ଗନ୍ତବ୍ୟ ଫୋଲଡର୍ ର ନାମ ଟାଇପ୍ କର, ଯାହାକି testdir ଅଟେ ଏବଂ ଏନ୍ଟର୍ ଦବାଅ.
+
|| ଏଥିପାଇଁ ଆମେ mv abc.txt pop.txt push.txt ପରେ testdir ନାମକ ଡେଷ୍ଟିନେସନ୍ ଫୋଲ୍ଡର୍ ର ନାମ ଟାଇପ୍ କରି ଏଣ୍ଟର୍ ଦାବିବା |
 
|-
 
|-
 
| 13:14
 
| 13:14
|ସେମାନଂକୁ ଦେଖିବା ପାଇଁ lstestdir ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| ସେଗୁଡିକୁ ଦେଖିବାକୁ ls testdir ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
 
| 13:20
 
| 13:20
|ଆପଣ abc, pop ଏବଂ push.txt ଫାଇଲ୍ ଗୁଡିକୁ ଦେଖିପାରିବେ.
+
|| ଆପଣ abc, pop push.txt ଫାଇଲ୍ ଦେଖିପାରିବେ |
 
|-
 
|-
 
| 13:27
 
| 13:27
|ବର୍ତମାନ କିଛି ଅପସନ୍ ଗୁଡିକୁ ଦେଖିବା ଯାହା mv ସହିତ ଯାଏ . ଚାଲ ଏବେ ସ୍ଲାଇଡ୍ ଗୁଡିକୁ ଫେରିବା .
+
||mv ସହିତ ଥିବା କିଛି ଅପ୍ସନ୍ ଦେଖିବା | ପ୍ରଥମେ ସ୍ଲାଇଡ୍ସ କୁ ଫେରିଯିବା |
 
|-
 
|-
 
| 13:37
 
| 13:37
|mv କମାଣ୍ଡ ସହିତ -b କିମ୍ବା –backup ଅପସନ୍ ଉପସ୍ତିତ ଅଛି . ଏହା ପ୍ରତେକ ଫାଇଲ୍ କୁ overwritten ହେବା ପୁର୍ବରୁ ସେମାନଂକୁ ଗନ୍ତବ୍ୟ ରେ ବେକେ ଅପ୍ (backup) କରିବା.
+
|| -b କିମ୍ୱା –backup ଅପ୍ସନ୍ mv କମାଣ୍ଡ୍ ସହିତ ରହିଛି | ପ୍ରତ୍ୟେକ ଫାଇଲ୍ ଓଭର୍ ରାଇଟ୍ ହେବା ପୂର୍ବରୁ ଏହା ସେହି ଫାଇଲ୍ ର ବ୍ୟାକ୍ ଅପ୍ ରଖେ |
 
|-
 
|-
 
| 13:48
 
| 13:48
|'''-i''' ଅପସନ୍ ଯାହା ଆମେ ଆଗରୁ ଦେଖିଛେ, କୌଣସି ଗନ୍ତବ୍ୟ ଫାଇଲ୍ overwritten ହେବା ପୁର୍ବରୁ ଆମକୁ ଚେତାବନି ଦିଏ.
+
|| ଆମେ ପୂର୍ବରୁ ଦେଖିଥିବା –i ଅପ୍ସନ୍ ଟି ଯେକୌଣସି ଡେଷ୍ଟିନେସନ୍ ଫାଇଲ୍ ଓଭର୍ ରାଇଟ୍ କରିବା ପୂର୍ବରୁ ଚେତାବନୀ ଦିଏ |
 
|-
 
|-
 
| 13:58
 
| 13:58
|ପରବର୍ତୀ କମାଣ୍ଡ ହେଉଛି rm କମାଣ୍ଡ୍ . ଏହି କମାଣ୍ଡ ଫାଇଲ୍ ଗୁଡିକୁ ଡିଲିଟ୍ କରିବା ପାଇଁ ଉପଯୋଗୀ .
+
|| ବର୍ତ୍ତମାନ rm କମାଣ୍ଡ୍ ଦେଖିବା | ଏହା ଫାଇଲ୍ ଡିଲିଟ୍ କରିବା ପାଇଁ ବ୍ୟବହୃତ ହୁଏ |
 
|-
 
|-
 
| 14:06
 
| 14:06
|ଟର୍ମିନାଲ୍ କୁ ଫେରିଯାଅ ଏବଂ lstestdir ଟାଇପ୍ କର.
+
|| ଟର୍ମିନାଲ୍ କୁ ଫେରିଯାଇ ls testdir ଟାଇପ୍ କରନ୍ତୁ |
 
|-
 
|-
 
| 14:15
 
| 14:15
|ଆମେ faq.txt ନାମକ ବିଦ୍ୟମାନ ଫାଇଲ୍ କୁ ଦେଖିପାରିବା . ଧର ଆମେ ଏହାକୁ ଡିଲିଟ୍ କରିବାକୁ ଚାହୁଁ.
+
|| ଧରନ୍ତୁ, ଆମେ ଦେଖୁଥିବା faq.txt ନାମକ ଫାଇଲ୍ କୁ ଡିଲିଟ୍ କରିବାକୁ ଚାହୁଁଛେ |
 
|-
 
|-
 
| 14:23
 
| 14:23
|ଏଥିପାଇଁ $ rmtestdir/faq.txt ଟାଇପ୍‌ କର ଏବଂ ଏନ୍ଟର୍ ଦବାଅ .
+
|| ଏଥିପାଇଁ  
 +
$ rm testdir/faq.txt ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
 
| 14:37
 
| 14:37
|ଏହି କମାଣ୍ଡ୍ faq.txt ଫାଇଲ୍ କୁ /testdir directory ରୁ ମିଟାଇ ଦେବ .
+
|| ଏହି କମାଣ୍ଡ୍ faq.txt ଫାଇଲ୍ କୁ /testdir ଡିରେକ୍ଟୋରୀରୁ ଡିଲିଟ୍ କରିଦେବ |
 
|-
 
|-
 
| 14:46
 
| 14:46
|ଫାଇଲ୍ ଗୁଡିକ ବାସ୍ତବରେ ମିଟାଇ ହୋଇଯାଇଛି କି ନାହିଁ ଏହା ଦେଖିବାକୁ ଚାଲ ଆଉଥରେ lstestdir ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|| ଫାଇଲ୍ ଟି ପ୍ରକୃତରେ ରିମୁଭ୍ ହୋଇଛି କି ନାହିଁ ଦେଖିବାକୁ ls testdir ଟାଇପ୍ କରି ଏଣ୍ଟର୍ ଦାବିବା |
 
|-
 
|-
 
| 15:00
 
| 15:00
|ଆମେ ଏବେ ଫାଇଲ୍ faq.txt ଦେଖି ପାରିବା ନାହିଁ .
+
|| ଆମେ ଆଉ faq.txt ଫାଇଲ୍ ଟି ଦେଖିପାରୁନେ |
 
|-
 
|-
 
| 15:05
 
| 15:05
|ଆମେ multiple ଫାଇଲ୍ ଗୁଡିକ ସହିତ rm କମାଣ୍ଡ୍ କୁ ମଧ୍ୟ ବ୍ୟବହାର କରି ପାରିବା .
+
|| ଏକାଧିକ ଫାଇଲ୍ ସହିତ ମଧ୍ୟ ଆମେ rm କମାଣ୍ଡ୍ ବ୍ୟବହାର କରିପାରିବା |
 
|-
 
|-
 
| 15:10
 
| 15:10
|testdir ଡାଇରେକ୍ଟ୍ ଟୋରୀ (directory) ରେ ଦୁଇଟି ଫାଇଲସ୍ abc2 ଏବଂ abc1 ଅନ୍ତର୍ଭୁକ୍ତ .
+
|| Testdir ଡିରେକ୍ଟୋରୀରେ abc2 abc1 ନାମକ ଦୁଇଟି ଫାଇଲ୍ ଅଛି |
 
|-
 
|-
 
| 15:17
 
| 15:17
|ମନେକର ଯେ ଆମେ abc1 and abc2 ଫାଇଲ୍ ଗୁଡିକୁ ହଟାଇବା ପାଇଁ ଚାହୁଁ .
+
|| ମନେକରନ୍ତୁ ଆମେ, abc1 abc2 ଫାଇଲ୍ ରିମୁଭ୍ କରିବାକୁ ଚାହୁଁଛେ |
 
|-
 
|-
 
| 15:23
 
| 15:23
|ଏଥି ପାଇଁ ଆମେ rmtestdir/abc1 testdir/abc2 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା .
+
|| ଏଥିପାଇଁ ଆମେ rm testdir/abc1 testdir/abc2 ଟାଇପ୍ କରି ଏଣ୍ଟର୍ ଦାବିବା |
 
|-
 
|-
 
| 15:45
 
| 15:45
|ଏହା abc1 ଏବଂ abc2 ଫାଇଲ୍ ଗୁଡିକୁ testdir directory ରୁ ହଟାଇଦେବ .
+
|| ଏହା, testdir ଡିରେକ୍ଟୋରୀରୁ abc1 abc2 ଫାଇଲ୍ ରିମୁଭ୍ କରିଦିଏ |
 
|-
 
|-
 
| 15:53
 
| 15:53
|ଏହି ଫାଇଲ୍ ଗୁଡିକ ହଟି ଯାଇଛି କି ନାହିଁ ଦେଖିବା ପାଇଁ ଆଉଥରେ  lstestdir ଟାଇପ୍ କର . ଆପଣ abc1 ଏବଂ abc2 ଫାଇଲ୍ ଗୁଡିକୁ ଆଉ ଦେଖିପାରିବେ ନାହିଁ.
+
|| ସେଗୁଡିକ ରିମୁଭ୍ ହୋଇଯାଇଛି ବୋଲି ଦେଖିବାକୁ ପୁଣି ls testdir ଟାଇପ୍ କରନ୍ତୁ | ଆଉ ସେଗୁଡ଼ିକୁ ଦେଖିପାରିବେନି |
 
|-
 
|-
 
| 16:07
 
| 16:07
| ଆଗକୁ ଯିବା ପୁର୍ବରୁ ଚାଲ ଏବେ ସ୍କ୍ରିନ୍ ସଫା କର.
+
|| ଆଗକୁ ଯିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିଦେବା |
 
|-
 
|-
 
| 16:14
 
| 16:14
|ବର୍ତମାନ ସ୍ଲାଇଡ୍ ଗୁଡିକୁ ଫେରିବା.
+
|| ଏବେ, ସ୍ଲାଇଡ୍ସ କୁ ଫେରିଯିବା |
 
|-
 
|-
 
| 16:18
 
| 16:18
|ଚାଲ ସଂଖିପ୍ତ ବିବରଣୀ କରିବା ଯାହା ଆମେ ଏବେ କହିଛୁ .
+
|| ଆସନ୍ତୁ ସଂକ୍ଷିପ୍ତ ଆଲୋଚନା କରିବା |
 
|-
 
|-
 
| 16:20
 
| 16:20
|ଆମେ ଏକ single ଫାଇଲ୍ କୁ ଡିଲିଟ୍ କରିବା ପାଇଁ  rm ଏବଂ ଫାଇଲ୍ ନାମ ଲେଖିବା .
+
|| ଗୋଟିଏ ଫାଇଲ୍ ଡିଲିଟ୍ କରିବାକୁ ଆମେ rm ଓ ତା’ପରେ ଫାଇଲ୍ ନାମ ଟାଇପ୍ କରୁ |
 
|-
 
|-
 
| 16:27
 
| 16:27
| multiple ଫାଇଲ୍ ଗୁଡିକୁ ଡିଲିଟ୍ କରିବା ପାଇଁ rm ଏବଂ ସେହି multiple ଫାଇଲ୍ ଗୁଡିକର ନାମ ଲେଖ ଯାହା ଆମେ ଡିଲିଟ୍ କରିବାକୁ ଚାହୁଁ.
+
|| ଏକାଧିକ ଫାଇଲ୍ ଡିଲିଟ୍ କରିବାକୁ ଆମେ rm ଓ ଡିଲିଟ୍ କରିବାକୁ ଚାହୁଁଥିବା ଏକାଧିକ ଫାଇଲ୍ ର ନାମ ଲେଖୁ |
 
|-
 
|-
 
| 16:34
 
| 16:34
|ବର୍ତମାନ rm କମାଣ୍ଡ୍ ର କିଛି ଅପସନ୍ ଗୁଡିକୁ ଚାଲ ଦେଖିବା .
+
|| ଏବେ, rm କମାଣ୍ଡ୍ ର କିଛି ଅପ୍ସନ୍ ଦେଖିବା |
 
|-
 
|-
 
| 16:40
 
| 16:40
|ବେଳେ ବେଳେ ଫାଇଲ୍ write protected ଥାଏ, ଯାହା rm ର ବ୍ୟବହାର ଦ୍ୱାରା ଡିଲିଟ୍ ହେବ ନାହିଁ . ଏହି କ୍ଷେତ୍ରରେ ଆମ ପାଖରେ -f option ଅଛି, ଯାହା ଏକ ଫାଇଲ୍ କୁ force delete କରିବା ପାଇଁ ବ୍ୟବହାର ହୋଇପାରିବ.
+
|| ବେଳେବେଳେ ଏକ ଫାଇଲ୍ ରାଇଟ୍ (Write) ପ୍ରୋଟେକ୍ଟ୍ ଥାଏ, ଏହା rm ଦ୍ୱାରା ଡିଲିଟ୍ କରିହୁଏନି | ଏଥିପାଇଁ –f ଅପ୍ସନ୍ ଅଛି ଯାହା ଫାଇଲ୍ କୁ ଫୋର୍ସ ଡିଲିଟ୍ କରିବାରେ ବ୍ୟବହୃତ ହୁଏ |
 
+
 
|-
 
|-
 
| 16:57
 
| 16:57
|ଅନ୍ୟ ସାମାନ୍ୟ ଅପସନ୍ ହେଉଛି  -r option . ଚାଲ ଦେଖିବା କେଉଁଠାରେ ଏହି ଅପସନ୍ ଉପଯୋଗୀ .
+
|| -r ହେଉଛି ଅନ୍ୟ ଏକ ସାଧାରଣ ଅପ୍ସନ୍ | ଏହି ଅପ୍ସନ୍ ଗୁଡିକ କେଉଁଠି ଦରକାର ହୁଏ ତାହା ଦେଖିବା |
 
|-
 
|-
 
| 17:07
 
| 17:07
|ଚାଲ ଟର୍ମିନାଲ୍ କୁ ଫେରିବା .
+
|| ଟର୍ମିନାଲ୍ କୁ ଫେରିଯିବା |
 
|-
 
|-
 
| 17:12
 
| 17:12
|ଡାଇରେକ୍ଟ୍ ଟୋରୀଜ (directories) ଡିଲିଟ୍ କରିବା ପାଇଁ ସାଧାରଣତଃ rm କମାଣ୍ଡ୍ ବ୍ୟବହାର ହୁଏ ନାହିଁ, ତାହା ପାଇଁ ଆମ ପାଖରେ rmdir କମାଣ୍ଡ ଅଛି .
+
|| ଡିରେକ୍ଟୋରୀ ଡିଲିଟ୍ କରିବା ପାଇଁ ସାଧାରଣତଃ rm କମାଣ୍ଡ୍ ବ୍ୟବହୃତ ହୁଏ ନାହିଁ, ସେଥିପାଇଁ rmdir କମାଣ୍ଡ୍ ଅଛି |
 
|-
 
|-
 
| 17:21
 
| 17:21
|କିନ୍ତୁ rmdir କମାଣ୍ଡ ସାଧାରଣତଃ କେବଳ ଖାଲି ଥିବା ଡାଇରେକ୍ଟ୍ ଟୋରୀ (directory) କୁ ଡିଲିଟ୍ କରେ .
+
|| ମାତ୍ର rmdir କମାଣ୍ଡ୍ କେବଳ ଖାଲି ଡିରେକ୍ଟୋରୀକୁ ଡିଲିଟ୍ କରେ |
 
|-
 
|-
 
| 17:27
 
| 17:27
|ଯଦି ଆମେ ଏକ ଡାଇରେକ୍ଟ୍ ଟୋରୀ (directory) କୁ ଡିଲିଟ୍ କରିବାକୁ ଚାହୁଁ ଯାହା ଭିତରେ କେତେକ ଫାଇଲସ୍ ଏବଂ subdirectories ଅଛି, ତେବେ ଆମେ କଣ କରିବା .
+
|| ଯଦି ଆମେ ବହୁତ ଫାଇଲ୍ ଓ ସବ୍ ଡିରେକ୍ଟୋରୀ ଥିବା ଡିରେକ୍ଟୋରୀ ଡିଲିଟ୍ କରିବାକୁ ଚାହିଁବା, ତେବେ?
 
|-
 
|-
 
| 17:35
 
| 17:35
|ଚାଲ ଏହା କରିବା ପାଇଁ rm କମାଣ୍ଡ୍ ବ୍ୟବହାର କରିବା .
+
|| ଏଥିପାଇଁ ଆସନ୍ତୁ rm କମାଣ୍ଡ୍ ଟ୍ରାଏ କରିବା |
 
|-
 
|-
 
| 17:38
 
| 17:38
|ଚାଲ ଆମେ ଟାଇପ୍ କରିବା rm ଏବଂ ଆମେ ଡିଲିଟ୍ କରିବା ପାଇଁ ଚାହୁଁଥିବା directory ଯାହା testdir , ଏବଂ ଏନ୍ଟର୍ ଦବାଇବା .
+
||rm ଟାଇପ୍ କରି ଆମେ ଡିଲିଟ୍ କରିବାକୁ ଚାହୁଁଥିଵା ଡିରେକ୍ଟୋରୀର ନାମ testdir ଲେଖି ଏଣ୍ଟର୍ ଦାବନ୍ତୁ |
 
|-
 
|-
 
| 17:47
 
| 17:47
| ଆଉଟ୍ ପୁଟ୍ ମେସେଜ୍(output message)ରୁ ଆମେ ଦେଖିପାରିବା ଯେ testdir କୁ ଡିଲିଟ୍ କରିବା ପାଇଁ ଆମେ rm directory ର ବ୍ୟବହାର କରି ପାରିବା ନାହିଁ.
+
|| ଆଉଟ୍ ପୁଟ୍ ମେସେଜ୍ ରୁ ଆମେ ଦେଖିପାରୁଛେ ଯେ testdir ଡିଲିଟ୍ କରିବା ପାଇଁ ଆମେ rm ବ୍ୟବହାର କରିପାରିବାନି |
 
|-
 
|-
 
| 17:55
 
| 17:55
|କିନ୍ତୁ ଯଦି ଆମେ -r ଏବଂ -f option ଯୋଡିବା ତେବେ ଆମେ ଏହା କରିପାରିବା .
+
|| ମାତ୍ର ଆମେ -r ଓ –f ଅପ୍ସନ୍ କୁ ଯୋଡି ଏହା କରିପାରିବା |
 
|-
 
|-
 
| 18:03
 
| 18:03
| rm -rftestdir ଟାଇପ୍ କର ଏବଂ ପରେ ଏନ୍ଟର୍ ଦବାଅ.
+
|| rm -rf testdir ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
 
| 18:16
 
| 18:16
|ବର୍ତମାନ testdir directory ସଫଳ ପୁର୍ବକ ଡିଲିଟ୍ ହୋଇଯାଇଛି .
+
|| ଏବେ testdir ଡିରେକ୍ଟୋରୀଟି ସଫଳ ଭାବରେ ଡିଲିଟ୍ ହୋଇଗଲା |
 
|-
 
|-
 
| 18:22
 
| 18:22
|ବର୍ତମାନ ପରବର୍ତୀ କମାଣ୍ଡ କୁ ଅଧ୍ୟୟନ କରିବା ପାଇଁ ସ୍ଲାଇଡ୍ କୁ ଫେରିବା .
+
|| ପରବର୍ତ୍ତୀ କମାଣ୍ଡ୍ ପଢିବାକୁ ଏବେ ସ୍ଲାଇଡ୍ସ କୁ ଫେରିବା |
 
|-
 
|-
 
| 18:27
 
| 18:27
|cmp କମାଣ୍ଡ.
+
|| cmp କମାଣ୍ଡ୍ |
 
|-
 
|-
 
| 18:29
 
| 18:29
|ବେଳେ ବେଳେ ଆମେ ଯାଂଚ ର ଆବଶ୍ୟକତା କରୁ ଯେ କଣ ଦୁଇଟି ଫାଇଲ୍ ସମାନ କି ନାଁ . ଯଦି ସେମାନେ ସମାନ ତେବେ ସେମାନକଂ ମଧ୍ୟରୁ ଗୋଟିଏ ଡିଲିଟ୍ କରି ପାରିବା .
+
|| ବେଳେବେଳେ ଦୁଇଟି ଫାଇଲ୍ ସମାନ କି ନୁହଁ ଦେଖିବାକୁ ପଡେ | ସେଗୁଡିକ ସମାନ ଥିଲେ ସେଥିରୁ ଆମେ ଗୋଟିଏ ଡିଲିଟ୍ କରିପାରିବା |
 
|-
 
|-
 
| 18:37
 
| 18:37
|ଆହୁରି ମଧ୍ୟ ଦେଖିବାକୁ ଚାହିଁ ପାରୁଁ  କି କଣ ପୁର୍ବ version ଠାରୁ ଫାଇଲ୍ ବଦଳି ଯାଇଛି .
+
|| ଗତ ଭର୍ସନ୍ ରୁ ଫାଇଲ୍ ଟି ବଦଳିଛି କି ନାହିଁ ତାହା ମଧ୍ୟ ଆମେ ଦେଖିବାକୁ ଚାହିଁବା |
 
|-
 
|-
 
| 18:44
 
| 18:44
|
+
|| ଏଥିପାଇଁ ଓ ବହୁ ଅନ୍ୟ ଉଦ୍ଦେଶ୍ୟ ପାଇଁ ଆମେ cmp କମାଣ୍ଡ୍ ବ୍ୟବହାର କରିପାରିବା |
ଏଗୁଡିକ ଏବଂ ଅନ୍ୟ ଅନେକ ଉଦ୍ଦେଶ୍ୟ ପାଇଁ ଆମେ cam କମାଣ୍ଡ୍ ବ୍ୟବହାର କରିପାରିବା .
+
 
|-
 
|-
 
| 18:49
 
| 18:49
|ଏହା ଦୁଇଟି ଫାଇଲ୍ କୁ byte by byte ତୁଳନା କରେ .
+
|| ଏହା ଦୁଇଟି ଫାଇଲ୍ କୁ ବାଇଟ୍ ରୁ ବାଇଟ୍ ତୁଳନା କରେ |
 
|-
 
|-
 
| 18:54
 
| 18:54
|file1 ଏବଂ file2 କୁ ତୁଳନା କରିବା ପାଇଁ ଆମେ cmp file1 file2 ଲେଖିବା .
+
|| file1 ଓ file2କୁ ତୁଳନା କରିବାକୁ ଆମେ cmp file1 file2 ଲେଖିବା |
 
|-
 
|-
 
| 19:03
 
| 19:03
|ଯଦି ଦୁଇଟି ଫାଇଲ୍ ରେ ପୁର୍ଣ ରୁପରେ ସମାନ ବିଷୟ ବସ୍ତୁ ଥାଏ ତେବେ କୌଣସି ମେସେଜ୍ ଦେଖାଇବ ନାହିଁ .
+
|| ଦୁଇଟି ଫାଇଲ୍ ର କଣ୍ଟେଣ୍ଟ୍ ପୂରା ସମାନ ଥିଲେ କିଛି ମେସେଜ୍ ଦେଖାଯିବନି |
 
|-
 
|-
 
| 19:11
 
| 19:11
|କେବଳ ପ୍ରମପ୍ଟ୍ ମୁଦ୍ରିତ ହେବ .
+
|| କେବଳ ପ୍ରମ୍ପ୍ଟ ପ୍ରିଣ୍ଟ୍ ହୋଇଯିବ |
 
|-
 
|-
 
| 19:14
 
| 19:14
|ଯଦି ସେମାନକଂର ବିଷୟ ବସ୍ତୁ ଅଲଗା , ତେବେ ଟର୍ମିନାଲ୍ ଉପରେ ପ୍ରଥମ ଅମେଳ (mismatch) ସ୍ଥାନ ମୁଦ୍ରିତ ହେବ .
+
|| ସେଗୁଡ଼ିକର କଣ୍ଟେଣ୍ଟ୍ ରେ ପାର୍ଥକ୍ୟ ଥିଲେ ପ୍ରଥମ ମିସ୍ ମ୍ୟାଚ୍ ଲୋକେସନ୍ ଟର୍ମିନାଲ୍ ରେ ପ୍ରିଣ୍ଟ୍ ହୋଇଯିବ |
 
|-
 
|-
 
| 19:25
 
| 19:25
|ଚାଲ ଦେଖିବା, cmp କେମିତି କାର୍ଯ୍ୟ କରେ . ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) ରେ sample1 ଏବଂ sample2 ନାମକ ଦୁଇଟି ଫାଇଲ୍ ଅଛି .
+
|| cmp କିପରି କାମକରେ ତାହା ଦେଖିବା | ଆମ ହୋମ୍ ଡିରେକ୍ଟୋରୀରେ sample1 sample2 ନାମକ ଦୁଇଟି ଫାଇଲ୍ ଅଛି |
 
|-
 
|-
 
| 19:35
 
| 19:35
|ଚାଲ ଦେଖିବା , ସେମାନେ କଣ ଧାରଣ କରନ୍ତି .
+
|| ସେଥିରେ କ’ଣ ଅଛି ଚାଲନ୍ତୁ ଦେଖିବା |
 
|-
 
|-
 
| 19:38
 
| 19:38
|cat sampe1 ଟାଇପ୍ କର ଏବଂ ଏନ୍ଟର୍ ଦବାଅ . ଏଥିରେ “This is a Linux file to test the cmp command” ଟେକଷ୍ଟ  (text) ଅନ୍ତରଭୁକ୍ତ .
+
|| cat sample1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଏଥିରେ “This is a Linux file to test the cmp command” ଟେକ୍ସଟ୍ ଅଛି |
 
|-
 
|-
 
| 19:50
 
| 19:50
|ଅନ୍ୟ ଫାଇଲ୍ sample2 ରେ ଟେକଷ୍ଟ (text) ଅନ୍ତରଭୁକ୍ତ ଏବଂ ଏହାକୁ ଦେଖିବା ପାଇଁ cat sample2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| sample2 ଫାଇଲ୍ ରେ ଥିବା ଟେକ୍ସଟ୍ ଦେଖିବା ପାଇଁ cat sample2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
 
| 20:00
 
| 20:00
|ଏଥିରେ “This is a Unix file to test the cmp command" ଟେକଷ୍ଟ  (text) ଅନ୍ତରଭୁକ୍ତ.  
+
|| ଏଥିରେ “This is a Unix file to test the cmp command.” ଟେକ୍ସଟ୍ ଅଛି |
 
|-
 
|-
 
| 20:06
 
| 20:06
|ବର୍ତମାନ ଆମେ cmp କମାଣ୍ଡ୍ କୁ ଏହି ଦୁଇଟି ଫାଇଲ୍ ଉପରେ ଲାଗୁ କରିବା .
+
|| ଏବେ, ଏହି ଦୁଇ ଫାଇଲ୍ ରେ ଆମେ cmp କମାଣ୍ଡ୍ ପ୍ରୟୋଗ କରିବା |
 
|-
 
|-
 
| 20:11
 
| 20:11
|ଆମେ cmp sample1 sample2 ଲେଖିବା ଓ ଏନ୍ଟର୍ ଦବାଇବା .
+
||ଆମେ cmp sample1 sample2 ଲେଖି ଏଣ୍ଟର୍ ଦାବିବା |
 
|-
 
|-
 
| 20:23
 
| 20:23
|ଯେଭଳି ଆମେ ଦେଖିପାରିବା ଦୁଇଟି ଫାଇଲ୍ sample1 ଏବଂ sample2 ମଧ୍ୟରେ ପ୍ରଥମ ପ୍ରଭେଦ ଚିହ୍ନିତ ହୋଇଛି .
+
|| sample1 sample2 ମଧ୍ୟରେ ଥିବା ପ୍ରଥମ ପାର୍ଥକ୍ୟ ପ୍ରଦର୍ଶିତ ହୋଇଥିବାର ଆମେ ଦେଖୁଛେ |
 
|-
 
|-
 
| 20:32
 
| 20:32
|ଚାଲ ପରବର୍ତୀ କମାଣ୍ଡ୍ କୁ ଯିବା ପୁର୍ବରୁ ସ୍କ୍ରିନ୍ କୁ ସଫା କରିବା .
+
|| ପରବର୍ତ୍ତୀ କମାଣ୍ଡ୍ କୁ ଯିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିଦେବା |
 
|-
 
|-
 
| 20:38
 
| 20:38
|ପରବର୍ତୀ କମାଣ୍ଡ୍ ଯାହା ଆମେ ଦେଖିବା ତାହା wc କମାଣ୍ଡ୍ ଅଟେ .
+
|| ପରବର୍ତ୍ତୀ କମାଣ୍ଡ୍ ହେଉଛି wc |
 
|-
 
|-
 
| 20:43
 
| 20:43
|ଏହି କମାଣ୍ଡ୍ ଏକ ଫାଇଲ୍ ରେ characters, words ଏବଂ lines ର ସଂଖ୍ୟା ଗଣନା ପାଇଁ  ବ୍ୟବହାର କରଯାଇଥାଏ.
+
|| ଫାଇଲ୍ ରେ ଥିବା କ୍ୟାରେକ୍ଟର୍, ଶବ୍ଦ ଓ ଧାଡି ସଂଖ୍ୟା ଗଣିବାକୁ ଏହା ବ୍ୟବହୃତ ହୁଏ |
 
|-
 
|-
 
| 20:50
 
| 20:50
|ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (directory) ରେ sample3 ନାମକ ଏକ ଫାଇଲ୍ ଅଛି .
+
|| ଆମ ହୋମ୍ ଡିରେକ୍ଟୋରୀରେ sample3 ନାମକ ଫାଇଲ୍ ଅଛି |
 
|-
 
|-
 
| 20:56
 
| 20:56
|ଚାଲ ଏହାର ବିଷୟ ବସ୍ତୁ ଦେଖିବା ପାଇଁ ଆମେ cat sample3 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା .
+
|| ଏହାର କଣ୍ଟେଣ୍ଟ୍ ଦେଖିବା ପାଇଁ ଆମେ cat sample3 ଟାଇପ୍ କରି ଏଣ୍ଟର୍ ଦାବିବା |
 
|-
 
|-
 
| 21:05
 
| 21:05
|ଏହା sample3 ର ବିଷୟ ବସ୍ତୁ ଅଟେ .
+
|| ଏହା ହେଉଛି sample3ର କଣ୍ଟେଣ୍ଟ୍ |
 
|-
 
|-
 
| 21:10
 
| 21:10
|ବର୍ତମାନ ଏହି ଫାଇଲ୍ ଉପରେ  wc command ର ବ୍ୟବହାର କରିବା .
+
|| ଏବେ ଏହି ଫାଇଲ୍ ରେ wc କମାଣ୍ଡ୍ ବ୍ୟବହାର କରିବା |
 
|-
 
|-
 
| 21:14
 
| 21:14
|ଏଥିପାଇଁ ଆମେ wc sample3 ଲେଖିବା ଏବଂ ଏନ୍ଟର୍ ଦବାଇବା .
+
|| ସେଥିପାଇଁ ଆମେ wc sample3 ଲେଖି ଏଣ୍ଟର୍ ଦାବିବା |
 
|-
 
|-
 
| 21:25
 
| 21:25
|କମାଣ୍ଡ୍ ଦର୍ଶାଏ ଯେ ଫାଇଲ୍ ରେ 6 lines, 67 words ଏବଂ 385 characters ଅଛି .
+
|| ଏହି କମାଣ୍ଡ୍ ଦେଖାଏ ଯେ, ଫାଇଲ୍ ରେ 6 ଟି ଲାଇନ୍, 67 ଶବ୍ଦ ଓ 385 କ୍ୟାରେକ୍ଟର୍ ଅଛି |
 
|-
 
|-
 
| 21:38
 
| 21:38
|ଏଗୁଡିକ କିଛି କମାଣ୍ଡ୍ ଥିଲା ଯେଉଁ ଗୁଡିକ ଆମକୁ ଫାଇଲ୍ ଗୁଡିକ ସହିତ କାମ କରିବା ପାଇଁ ସାହାଯ୍ୟ କରେ .
+
|| ଏହିଗୁଡ଼ିକ ହେଉଛି ଫାଇଲ୍ସରେ କାମ କରିବାରେ ସାହାଯ୍ୟ କରୁଥିବା କିଛି କମାଣ୍ଡ୍ |
 
|-
 
|-
 
| 21:43
 
| 21:43
|ସେମିତି ବହୁତ ସାରା କମାଣ୍ଡ୍ ଅଛି . ଏହାଛଡା ପ୍ରତେକ କମାଣ୍ଡ୍ ର ଯାହା ଆମେ ଦେଖିଛେ , ବହୁତ ଅନ୍ୟ ଅପସନସ୍ ଅଛି .
+
|| ଆହୁରି ବହୁତ କମାଣ୍ଡ୍ ଅଛି | ଆମେ ଦେଖୁଥିବା ପ୍ରତିଟି କମାଣ୍ଡ୍ ର ବହୁତ ଅପ୍ସନ୍ ଅଛି |
 
|-
 
|-
 
| 21:51
 
| 21:51
|ମୁଁ ଆପନଂକୁ man command ବ୍ୟବହାର କରି ସେଗୁଡ଼ିକ ସମ୍ଵନ୍ଧରେ ଅଧିକ ଜାଣିବା ପାଇଁ  ପ୍ରୋତ୍ସାହିତ (encourage)  କରୁଛି .
+
|| ମ୍ୟାନ୍ କମାଣ୍ଡ୍ ବ୍ୟବହାର କରି ସେଗୁଡିକ ବିଷୟରେ ଅଧିକ ଜାଣିବାକୁ ମୁଁ ଆପଣଙ୍କୁ ପ୍ରୋତ୍ସାହିତ କରୁଛି |
 
|-
 
|-
 
| 22:00
 
| 22:00
|ଏହା ଆମ ଟ୍ୟୁଟୋରିଆଲ ଶେଷ ପର୍ଯ୍ୟାୟ .
+
|| ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ସମାପ୍ତିକୁ ଆଣେ |
 
|-
 
|-
 
| 22:04
 
| 22:04
| ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ  (Talk to a Teacher project) ର  ଏକ ଭାଗ, ଯାହାକି ଆଇ. ସି. ଟି.(ICTମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ .
+
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
 
|-
 
|-
 
| 22:17
 
| 22:17
|ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି:
+
|| ଏହି ବିଷୟ ଉପରେ ଅଧିକ ସୂଚନା http://spoken-tutorial.org/NMEICT-Intro ରେ ଉପଲବ୍ଧ |
 
|-
 
|-
 
| 22:34
 
| 22:34
|ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି
+
|| ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
ଉପସ୍ଥିତି ପାଇଁ ଧନ୍ୟବାଦ.
+
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Revision as of 19:37, 8 February 2015

Time Narration
00:00 ଲିନକ୍ସ୍ ରେ ‘ରେଗୁଲାର୍ ଫାଇଲ୍ ସହିତ କାମ କରିବା’ ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 ଫାଇଲ୍ ଓ ଡିରେକ୍ଟୋରୀ ଏକାଠି ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ଗଠନ କରନ୍ତି |
00:13 ପୂର୍ବ ଟ୍ୟୁଟୋରିଆଲ୍ ରେ ଆମେ ଡିରେକ୍ଟୋରୀରେ କାମ କରାଯିବା ବିଷୟରେ ଦେଖିସାରିଛେ | ଏହି ୱେବ୍ ସାଇଟ୍ ରେ ଆପଣ ସେହି ଟ୍ୟୁଟୋରିଆଲ୍ ଟିକୁ ପାଇପାରିବେ |
00:25 ରେଗୁଲାର୍ ଫାଇଲ୍ସ କିପରି ହ୍ୟାଣ୍ଡଲ୍ କରାଯାଏ, ଏହି ଟ୍ୟୁଟୋରିଆଲ୍ ରେ ଦେଖିବା |
00:31 କ୍ୟାଟ୍ କମାଣ୍ଡ୍ ବ୍ୟବହାର କରି ଫାଇଲ୍ ତିଆରି କରାଯିବା ବିଷୟ, ଆମେ ଅନ୍ୟ ଟ୍ୟୁଟୋରିଆଲ୍ ରେ ଶିଖିସାରିଛେ | ବିବରଣୀ ପାଇଁ ଏହି ୱେବ୍ ସାଇଟ୍ ଦେଖନ୍ତୁ |
00:46 ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଫାଇଲ୍ କିପରି କପୀ କରାଯାଏ ତାହା ଦେଖିବା | ସେଥିପାଇଁ cp କମାଣ୍ଡ୍ ଅଛି |
00:55 କମାଣ୍ଡ୍ କିପରି ବ୍ୟବହୃତ ହୁଏ ତାହା ଦେଖିବା |
01:00 ଗୋଟିଏ ଫାଇଲ୍ କପୀ କରିବାକୁ ଆମକୁ cp ସ୍ପେସ୍ ଗୋଟିଏ କିମ୍ବା ଅଧିକ ...[OPTION] ସ୍ପେସ୍ ସୋର୍ସ୍ ଫାଇଲ୍ ର ନାମ ସ୍ପେସ୍ ଡେଷ୍ଟିନେସନ୍ ଫାଇଲ୍ ର ନାମ DESTଟାଇପ୍ କରିବାକୁ ହେବ |
01:15 ଗୋଟିଏ ସମୟରେ ଏକାଧିକ ଫାଇଲ୍ କପୀ କରିବାକୁ ଆମକୁ cp ସ୍ପେସ୍ ଗୋଟିଏ କିମ୍ବା ଅଧିକ ... [OPTION] ସ୍ପେସ୍ କପୀ କରିବାକୁ ଚାହୁଁଥିବା ସୋର୍ସ୍ ଫାଇଲ୍ ର ନାମ ଓ ଯେଉଁଠିକୁ କପୀ ହେବ ସେହି ଡେଷ୍ଟିନେସନ୍ ଡିରେକ୍ଟୋରୀ ନାମ ଲେଖିବାକୁ ହେବ |
01:34 ଏବେ ଏକ ଉଦାହରଣ ଦେଖିବା | ପ୍ରଥମେ ଟର୍ମିନାଲ୍ ଖୋଲନ୍ତୁ |
01:42 /home/anirban/arc/ରେ test1 ନାମକ ଏକ ଫାଇଲ୍ ପୂର୍ବରୁ ଅଛି |
01:49 test1ରେ କ’ଣ ଅଛି ଦେଖିବାକୁ ଆମେ, $ କ୍ୟାଟ୍ test1 ଟାଇପ୍ କରି ଏଣ୍ଟର୍ ଦାବିବା |
02:00 ଆମେ test1ର କଣ୍ଟେଣ୍ଟ୍ ଦେଖିପାରୁ, ଏବେ test2 ନାମକ ଫାଇଲ୍ ରେ ଏହାକୁ କପୀ କରିବାକୁ ଚାହିଁଲେ ଆମେ $ cp test1 test2 ଟାଇପ୍ କରି ଏଣ୍ଟର୍ ଦାବିବା |
02:22 ଏବେ ଫାଇଲ୍ ଟି କପୀ ହୋଇଯାଇଛି |
02:25 test2 ବିଦ୍ୟମାନ ନଥିଲେ ଏହାକୁ ପ୍ରଥମେ କ୍ରିଏଟ୍ କରି test1 ର କଣ୍ଟେଣ୍ଟ୍ ଏଥିରେ କପୀ କରାଯିବ |
02:35 ଯଦି ଫାଇଲ୍ ପୂର୍ବରୁ ଥାଏ, ତେବେ ଏହା ଓଭର୍ ରାଇଟ୍ ହୋଇଯିବ | କପୀ ହୋଇଥିବା ଫାଇଲ୍ ଦେଖିବାକୁ $ cat test2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
02:52 ଆପଣ ବିଭିନ୍ନ ଡିରେକ୍ଟୋରୀରୁ ବିଭିନ୍ନ ଡିରେକ୍ଟୋରୀକୁ ମଧ୍ୟ ଫାଇଲ୍ କପୀ କରିପାରିବେ | ଉଦାହରଣ ସ୍ୱରୂପ

$ cp /home/anirban/arc/demo1 /home/anirban/demo2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |

03:31 ଏହା ସୋର୍ସ୍ ଡିରେକ୍ଟୋରୀ /home/anirban/arc/ ରୁ demo1 ଫାଇଲ୍ କୁ ଡେଷ୍ଟିନେସନ୍ ଡିରେକ୍ଟୋରୀ /home/anirban ରେ ଥିବା demo2 ଫାଇଲ୍ ମଧ୍ୟକୁ କପୀ କରିବ |
03:51 demo2 ଅଛିକି ନାହିଁ ଦେଖିବା ପାଇଁ ls ସ୍ପେସ୍ /home/anirban ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
04:13 ଏଠି demo2 ଦେଖାଇବାକୁ ମୁଁ ସ୍କ୍ରୋଲ୍ ଅପ୍ କରୁଛି |
04:19 ଆଗକୁ ଯିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିଦେବା |
04:25 ଡେଷ୍ଟିନେସନ୍ ଡିରେକ୍ଟୋରୀରେ ଫାଇଲ୍ ର ସେହି ସମାନ ନାମ ରଖିବାକୁ ଆପଣଙ୍କୁ ଫାଇଲ୍ ନାମ ଉଲ୍ଲେଖ କରିବାକୁ ପଡିନପାରେ | ଉଦାହରଣ ସ୍ୱରୂପ
04:35 $ cp /home/anirban/arc/demo1 /home/anirban/ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
05:03 ଏହା ପୁଣି /home/anirban/arc/ directory to /home/anirban ଡିରେକ୍ଟୋରୀରେ ଥିବା demo1 ଫାଇଲ୍ କୁ demo1 ନାମରେ ହିଁ କପୀ କରିଦିଏ |
05:20 ପୂର୍ବ ଭଳି demo1 ଦେଖିବାକୁ ls/home/anirban ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
05:33 ଆମେ ଏଠି ପୁଣି demo1 ଫାଇଲ୍ ଦେଖିବାକୁ ସ୍କ୍ରୋଲ୍ ଅପ୍ କରିବା |
05:40 ଆଗକୁ ବଢ଼ିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିଦେବା |
05:48 ଆମେ ଏକାଧିକ ଫାଇଲ୍ କପୀ କରିବାକୁ ଚାହୁଁଥିବା ସ୍ଥିତିରେ ଆମକୁ ଡେଷ୍ଟିନେସନ୍ ଫାଇଲ୍ ର ନାମ ଦେବାକୁ ପଡେନାହିଁ |
05:56 ମୁଁ ଭାବୁଛି ଯେ, ଆମ ହୋମ୍ ଡିରେକ୍ଟୋରୀରେ test1 test2 test3 ନାମକ ତିନୋଟି ଫାଇଲ୍ ଅଛି |
06:04 ଏବେ ଆମେ $ cp test1 test2 test3 /home/anirban/testdir ଟାଇପ୍ କରି ଏଣ୍ଟର୍ ଦାବିବା |
06:27 ଏହା test1 test2 ଓ test3 ଫାଇଲ୍ ଗୁଡିକର ନାମକୁ ନବଦଳାଇ /home/anirban/testdirରେ କପୀ କରିଦେବ |
06:41 ଏହି ଫାଇଲ୍ ଗୁଡିକ ପ୍ରକୃତରେ କପୀ ହୋଇଯାଇଥିବାର ଆପଣ ଦେଖୁଛନ୍ତି | ଆମେ ls /home/anirban/testdir ଟାଇପ୍ କରି ଏଣ୍ଟର୍ ଦାବିବା |
07:03 test1,test2 ଓ test3 ଏହି ଡିରେକ୍ଟୋରୀରେ ଥିବାର ଆପଣ ଦେଖିପାରୁଛନ୍ତି |
07:10 Cp ସହିତ ଅନେକ ଅପ୍ସନ୍ ଅଛି | ଏଠାରେ ସେଗୁଡ଼ିକ ମଧ୍ୟରୁ ଆମେ କେବଳ ଅତି ଗୁରୁତ୍ୱପୂର୍ଣ୍ଣ ହିଁ ଦେଖିବା |
07:18 ପ୍ରଥମେ ସ୍ଲାଇଡ୍ସ କୁ ଫେରିଯିବା |
07:23 ଅପ୍ସନ୍ ଗୁଡିକ ମଧ୍ୟରୁ ମହତ୍ୱପୂର୍ଣ୍ଣ ଥିବା –R ଏକ ସମ୍ପୂର୍ଣ୍ଣ ଡିରେକ୍ଟୋରୀ ଗଠନର ପୂନରାବର୍ତ୍ତୀ କପୀ କରିବା କାରଣ ହୋଇଥାଏ |
07:33 ଏକ ଉଦାହରଣ ଦେଖିବା |
07:38 testdir ଡିରେକ୍ଟୋରୀର ସମସ୍ତ କଣ୍ଟେଣ୍ଟ୍ test ନାମକ ଡିରେକ୍ଟୋରୀରେ କପୀ କରିବାକୁ ଚେଷ୍ଟା କରିବା |
07:48 ଏଥିପାଇଁ cp testdir/ test ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
08:02 ଆପଣ ଯେପରି ଆଉଟ୍ ପୁଟ୍ ଦେଖୁଛନ୍ତି,
08:06 କିଛି କଣ୍ଟେଣ୍ଟ୍ ଥିବା ଡିରେକ୍ଟୋରୀକୁ ଆମେ ସାଧାରଣତଃ ସିଧାସଳଖ cp କମାଣ୍ଡ୍ ରେ କପୀ କରିପାରିବାନି |
08:14 ମାତ୍ର –R ଅପ୍ସନ୍ ବ୍ୟବହାର କରି ଆମେ ଏହା କରିପାରିବା |
08:19 ଏବେ cp -R testdir/ ଟାଇପ୍ କରି ଏଣ୍ଟର୍ ଦାବିବା |
08:36 ଏବେ ଫାଇଲ୍ ଗୁଡିକ କପୀ ହୋଇଯାଇଛି, ଟେଷ୍ଟ ଡିରେକ୍ଟୋରୀଟି ଅଛିକି ନାହିଁ ଦେଖିବାକୁ Is ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
08:47 ଟେଷ୍ଟ୍ ଡିରେକ୍ଟୋରୀଟି ଥିବାର ଆପଣ ଦେଖିପାରୁଛନ୍ତି | ଏବେ ସ୍କ୍ରୀନ କ୍ଲିଅର୍ କରିବି |
08:57 ଟେଷ୍ଟ୍ ମଧ୍ୟରେ ଥିବା କଣ୍ଟେଣ୍ଟ୍ ଦେଖିବାକୁ Is test ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
09:08 ଟେଷ୍ଟ୍ ଡିରେକ୍ଟୋରୀର କଣ୍ଟେଣ୍ଟ୍ ଆପଣ ଦେଖିପାରିବେ |
09:13 ଏବେ ଆମେ ସ୍ଲାଇଡ୍ସ କୁ ଫେରିଯିବା |
09:16 ବିଦ୍ୟମାନ ଫାଇଲ୍ ରେ ଯଦି କିଛି କପୀ କରାଯାଏ, ତେବେ ପୂର୍ବ ଫାଇଲ୍ ଓଭର୍ ରିଟେନ୍ ହୋଇଯାଏ |
09:25 ଏବେ, ଅଜାଣତରେ ଓଭର୍ ରାଇଟ୍ ହୋଇଗଲେ କ’ଣ ହୁଏ?
09:30 ଏପରି କିଛି ନହେବା ପାଇଁ ଆମ ପାଖରେ –b ଅପ୍ସନ୍ ଅଛି |
09:36 ଏହା, ବିଦ୍ୟମାନ ପ୍ରତ୍ୟେକ ଡେଷ୍ଟିନେସନ୍ ଫାଇଲ୍ କୁ ବ୍ୟାକ୍ ଅପ୍ କରେ |
09:41 ଆମେ –i(ଇଣ୍ଟରାକ୍ଟିଭ୍) ଅପ୍ସନ୍ ମଧ୍ୟ ବ୍ୟବହାର କରିପାରିବା, ଏହା କୌଣସି ଡେଷ୍ଟିନେସନ୍ ଫାଇଲ୍ ଓଭର୍ ରାଇଟ୍ ହେବା ପୂର୍ବରୁ ସବୁବେଳେ ସଙ୍କେତ ଦିଏ |
09:54 mv କମାଣ୍ଡ୍ କିପରି କାର୍ଯ୍ୟ କରେ, ଏବେ ଦେଖିବା |
09:59 ଏହା ଫାଇଲ୍ ମୁଭ୍ କରିବାରେ ବ୍ୟବହୃତ ହୁଏ | ଏବେ ତାହା କିପରି ଉପଯୋଗୀ ଅଟେ?
10:04 ଏଥିରେ ଦୁଇଟି ମୁଖ୍ୟ ବ୍ୟବହାର ଅଛି |
10:07 ଗୋଟିଏ ଫାଇଲ୍ ବା ଡିରେକ୍ଟୋରୀ ରିନେମ୍ କରିବାରେ ଏହା ବ୍ୟବହୃତ ହୁଏ |
10:11 ଏହା ଫାଇଲ୍ ର ଏକ ଗ୍ରୁପ୍ କୁ ଭିନ୍ନ ଏକ ଡିରେକ୍ଟୋରୀକୁ ମୁଭ୍ କରେ |
10:17 ଆମେ ପୂର୍ବରୁ ଦେଖିଥିବା cp ସହିତ mv ପ୍ରାୟ ସମାନ | ତେବେ mv କିପରି ବ୍ୟବହୃତ ହୁଏ, ଚାଲନ୍ତୁ ଦେଖିବା |
10:29 ଆମେ ଟର୍ମିନାଲ୍ ଖୋଲି $ mv test1 test2 ଟାଇପ୍ କରି ଏଣ୍ଟର୍ ଦାବିବା |
10:43 ଏହା ହୋମ୍ ଡିରେକ୍ଟୋରୀରେ ଥିବା test1 ନାମକ ଫାଇଲ୍ କୁ ରିନେମ୍ କରି test2 ନାମ ଦେବ |
10:52 ପୂର୍ବରୁ ଯଦି test2 ଥାଏ, ତେବେ ଏହା ଓଭର୍ ରାଇଟ୍ ହୋଇଯିବ |
11:00 ଯଦି ଫାଇଲ୍ ଓଭର୍ ରାଇଟ୍ ହେବା ପୂର୍ବର ଚେତାବନୀ ଆମେ ଚାହୁଁଥିବା,
11:05 ତେବେ, mv କମାଣ୍ଡ୍ ସହିତ -i ଅପ୍ସନ୍ ବ୍ୟବହାର କରିପାରିବା |
11:10 ମନେକରନ୍ତୁ anirban ନାମକ ଆଉ ଏକ ଫାଇଲ୍ ଅଛି | ଏହାକୁ ଆମେ test2 ଭାବେ ରିନ୍ୟୁ କରିବାକୁ ଚାହୁଁଛେ,
11:20 ତେବେ ଆମେ, mv -i anirban test2 ଟାଇପ୍ କରି ଏଣ୍ଟର୍ ଦାବିବା |
11:32 ଆପଣ ଦେଖୁଛନ୍ତି ଯେ, test2 ଫାଇଲ୍ ଟି ଓଭର୍ ରାଇଟ୍ ହେବ କି ନାହିଁ ତାହାର ଏକ ଚେତାବନୀ ଦେଖାଯାଉଛି |
11:41 y ପରେ ଏଣ୍ଟର୍ ଦାବିଲେ ଫାଇଲ୍ ଟି ପ୍ରକୃତରେ ଓଭର୍ ରାଇଟ୍ ହୋଇଯାଏ |
11:49 cp ପରି ଏକାଧିକ ଫାଇଲ୍ ପାଇଁ ମଧ୍ୟ mv ବ୍ୟବହାର କରିହୁଏ, ମାତ୍ର ଏଥିରେ ଡେଷ୍ଟିନେସନ୍ ଏକ ଡିରେକ୍ଟୋରୀ ହୋଇଥିବା ଉଚିତ |
11:58 ଆଗକୁ ଯିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିବା |
12:03 ଧରନ୍ତୁ ଆମ ହୋମ୍ ଡିରେକ୍ଟୋରୀରେ abc.txt, pop.txt ଓ push.txt ନାମକ ତିନୋଟି ଫାଇଲ୍ ଅଛି |
12:14 ସେଗୁଡିକର ଉପସ୍ଥିତି ଜାଣିବାକୁ Is ଟାଇପ୍ କରି ଏଣ୍ଟର୍ ଦାବିବା |
12:21 ଏଠାରେ pop.txt,push.txt ଓ abc.txt ଫାଇଲ୍ ଅଛି | ସ୍କ୍ରୀନ୍ କ୍ଲିଅର୍ କରିବା |
12:36 ଏବେ ଏହି ତିନୋଟି ଫାଇଲ୍ କୁ ଆମେ testdir ନାମକ ଡିରେକ୍ଟୋରୀକୁ ନେବାକୁ ଚାହୁଁଛେ |
12:46 ଏଥିପାଇଁ ଆମେ mv abc.txt pop.txt push.txt ପରେ testdir ନାମକ ଡେଷ୍ଟିନେସନ୍ ଫୋଲ୍ଡର୍ ର ନାମ ଟାଇପ୍ କରି ଏଣ୍ଟର୍ ଦାବିବା |
13:14 ସେଗୁଡିକୁ ଦେଖିବାକୁ ls testdir ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
13:20 ଆପଣ abc, pop ଓ push.txt ଫାଇଲ୍ ଦେଖିପାରିବେ |
13:27 mv ସହିତ ଥିବା କିଛି ଅପ୍ସନ୍ ଦେଖିବା | ପ୍ରଥମେ ସ୍ଲାଇଡ୍ସ କୁ ଫେରିଯିବା |
13:37 -b କିମ୍ୱା –backup ଅପ୍ସନ୍ mv କମାଣ୍ଡ୍ ସହିତ ରହିଛି | ପ୍ରତ୍ୟେକ ଫାଇଲ୍ ଓଭର୍ ରାଇଟ୍ ହେବା ପୂର୍ବରୁ ଏହା ସେହି ଫାଇଲ୍ ର ବ୍ୟାକ୍ ଅପ୍ ରଖେ |
13:48 ଆମେ ପୂର୍ବରୁ ଦେଖିଥିବା –i ଅପ୍ସନ୍ ଟି ଯେକୌଣସି ଡେଷ୍ଟିନେସନ୍ ଫାଇଲ୍ ଓଭର୍ ରାଇଟ୍ କରିବା ପୂର୍ବରୁ ଚେତାବନୀ ଦିଏ |
13:58 ବର୍ତ୍ତମାନ rm କମାଣ୍ଡ୍ ଦେଖିବା | ଏହା ଫାଇଲ୍ ଡିଲିଟ୍ କରିବା ପାଇଁ ବ୍ୟବହୃତ ହୁଏ |
14:06 ଟର୍ମିନାଲ୍ କୁ ଫେରିଯାଇ ls testdir ଟାଇପ୍ କରନ୍ତୁ |
14:15 ଧରନ୍ତୁ, ଆମେ ଦେଖୁଥିବା faq.txt ନାମକ ଫାଇଲ୍ କୁ ଡିଲିଟ୍ କରିବାକୁ ଚାହୁଁଛେ |
14:23 ଏଥିପାଇଁ

$ rm testdir/faq.txt ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |

14:37 ଏହି କମାଣ୍ଡ୍ faq.txt ଫାଇଲ୍ କୁ /testdir ଡିରେକ୍ଟୋରୀରୁ ଡିଲିଟ୍ କରିଦେବ |
14:46 ଫାଇଲ୍ ଟି ପ୍ରକୃତରେ ରିମୁଭ୍ ହୋଇଛି କି ନାହିଁ ଦେଖିବାକୁ ls testdir ଟାଇପ୍ କରି ଏଣ୍ଟର୍ ଦାବିବା |
15:00 ଆମେ ଆଉ faq.txt ଫାଇଲ୍ ଟି ଦେଖିପାରୁନେ |
15:05 ଏକାଧିକ ଫାଇଲ୍ ସହିତ ମଧ୍ୟ ଆମେ rm କମାଣ୍ଡ୍ ବ୍ୟବହାର କରିପାରିବା |
15:10 Testdir ଡିରେକ୍ଟୋରୀରେ abc2 ଓ abc1 ନାମକ ଦୁଇଟି ଫାଇଲ୍ ଅଛି |
15:17 ମନେକରନ୍ତୁ ଆମେ, abc1 ଓ abc2 ଫାଇଲ୍ ରିମୁଭ୍ କରିବାକୁ ଚାହୁଁଛେ |
15:23 ଏଥିପାଇଁ ଆମେ rm testdir/abc1 testdir/abc2 ଟାଇପ୍ କରି ଏଣ୍ଟର୍ ଦାବିବା |
15:45 ଏହା, testdir ଡିରେକ୍ଟୋରୀରୁ abc1 ଓ abc2 ଫାଇଲ୍ ରିମୁଭ୍ କରିଦିଏ |
15:53 ସେଗୁଡିକ ରିମୁଭ୍ ହୋଇଯାଇଛି ବୋଲି ଦେଖିବାକୁ ପୁଣି ls testdir ଟାଇପ୍ କରନ୍ତୁ | ଆଉ ସେଗୁଡ଼ିକୁ ଦେଖିପାରିବେନି |
16:07 ଆଗକୁ ଯିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିଦେବା |
16:14 ଏବେ, ସ୍ଲାଇଡ୍ସ କୁ ଫେରିଯିବା |
16:18 ଆସନ୍ତୁ ସଂକ୍ଷିପ୍ତ ଆଲୋଚନା କରିବା |
16:20 ଗୋଟିଏ ଫାଇଲ୍ ଡିଲିଟ୍ କରିବାକୁ ଆମେ rm ଓ ତା’ପରେ ଫାଇଲ୍ ନାମ ଟାଇପ୍ କରୁ |
16:27 ଏକାଧିକ ଫାଇଲ୍ ଡିଲିଟ୍ କରିବାକୁ ଆମେ rm ଓ ଡିଲିଟ୍ କରିବାକୁ ଚାହୁଁଥିବା ଏକାଧିକ ଫାଇଲ୍ ର ନାମ ଲେଖୁ |
16:34 ଏବେ, rm କମାଣ୍ଡ୍ ର କିଛି ଅପ୍ସନ୍ ଦେଖିବା |
16:40 ବେଳେବେଳେ ଏକ ଫାଇଲ୍ ରାଇଟ୍ (Write) ପ୍ରୋଟେକ୍ଟ୍ ଥାଏ, ଏହା rm ଦ୍ୱାରା ଡିଲିଟ୍ କରିହୁଏନି | ଏଥିପାଇଁ –f ଅପ୍ସନ୍ ଅଛି ଯାହା ଫାଇଲ୍ କୁ ଫୋର୍ସ ଡିଲିଟ୍ କରିବାରେ ବ୍ୟବହୃତ ହୁଏ |
16:57 -r ହେଉଛି ଅନ୍ୟ ଏକ ସାଧାରଣ ଅପ୍ସନ୍ | ଏହି ଅପ୍ସନ୍ ଗୁଡିକ କେଉଁଠି ଦରକାର ହୁଏ ତାହା ଦେଖିବା |
17:07 ଟର୍ମିନାଲ୍ କୁ ଫେରିଯିବା |
17:12 ଡିରେକ୍ଟୋରୀ ଡିଲିଟ୍ କରିବା ପାଇଁ ସାଧାରଣତଃ rm କମାଣ୍ଡ୍ ବ୍ୟବହୃତ ହୁଏ ନାହିଁ, ସେଥିପାଇଁ rmdir କମାଣ୍ଡ୍ ଅଛି |
17:21 ମାତ୍ର rmdir କମାଣ୍ଡ୍ କେବଳ ଖାଲି ଡିରେକ୍ଟୋରୀକୁ ଡିଲିଟ୍ କରେ |
17:27 ଯଦି ଆମେ ବହୁତ ଫାଇଲ୍ ଓ ସବ୍ ଡିରେକ୍ଟୋରୀ ଥିବା ଡିରେକ୍ଟୋରୀ ଡିଲିଟ୍ କରିବାକୁ ଚାହିଁବା, ତେବେ?
17:35 ଏଥିପାଇଁ ଆସନ୍ତୁ rm କମାଣ୍ଡ୍ ଟ୍ରାଏ କରିବା |
17:38 rm ଟାଇପ୍ କରି ଆମେ ଡିଲିଟ୍ କରିବାକୁ ଚାହୁଁଥିଵା ଡିରେକ୍ଟୋରୀର ନାମ testdir ଲେଖି ଏଣ୍ଟର୍ ଦାବନ୍ତୁ |
17:47 ଆଉଟ୍ ପୁଟ୍ ମେସେଜ୍ ରୁ ଆମେ ଦେଖିପାରୁଛେ ଯେ testdir ଡିଲିଟ୍ କରିବା ପାଇଁ ଆମେ rm ବ୍ୟବହାର କରିପାରିବାନି |
17:55 ମାତ୍ର ଆମେ -r ଓ –f ଅପ୍ସନ୍ କୁ ଯୋଡି ଏହା କରିପାରିବା |
18:03 rm -rf testdir ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
18:16 ଏବେ testdir ଡିରେକ୍ଟୋରୀଟି ସଫଳ ଭାବରେ ଡିଲିଟ୍ ହୋଇଗଲା |
18:22 ପରବର୍ତ୍ତୀ କମାଣ୍ଡ୍ ପଢିବାକୁ ଏବେ ସ୍ଲାଇଡ୍ସ କୁ ଫେରିବା |
18:27 cmp କମାଣ୍ଡ୍ |
18:29 ବେଳେବେଳେ ଦୁଇଟି ଫାଇଲ୍ ସମାନ କି ନୁହଁ ଦେଖିବାକୁ ପଡେ | ସେଗୁଡିକ ସମାନ ଥିଲେ ସେଥିରୁ ଆମେ ଗୋଟିଏ ଡିଲିଟ୍ କରିପାରିବା |
18:37 ଗତ ଭର୍ସନ୍ ରୁ ଫାଇଲ୍ ଟି ବଦଳିଛି କି ନାହିଁ ତାହା ମଧ୍ୟ ଆମେ ଦେଖିବାକୁ ଚାହିଁବା |
18:44 ଏଥିପାଇଁ ଓ ବହୁ ଅନ୍ୟ ଉଦ୍ଦେଶ୍ୟ ପାଇଁ ଆମେ cmp କମାଣ୍ଡ୍ ବ୍ୟବହାର କରିପାରିବା |
18:49 ଏହା ଦୁଇଟି ଫାଇଲ୍ କୁ ବାଇଟ୍ ରୁ ବାଇଟ୍ ତୁଳନା କରେ |
18:54 file1 ଓ file2କୁ ତୁଳନା କରିବାକୁ ଆମେ cmp file1 file2 ଲେଖିବା |
19:03 ଦୁଇଟି ଫାଇଲ୍ ର କଣ୍ଟେଣ୍ଟ୍ ପୂରା ସମାନ ଥିଲେ କିଛି ମେସେଜ୍ ଦେଖାଯିବନି |
19:11 କେବଳ ପ୍ରମ୍ପ୍ଟ ପ୍ରିଣ୍ଟ୍ ହୋଇଯିବ |
19:14 ସେଗୁଡ଼ିକର କଣ୍ଟେଣ୍ଟ୍ ରେ ପାର୍ଥକ୍ୟ ଥିଲେ ପ୍ରଥମ ମିସ୍ ମ୍ୟାଚ୍ ର ଲୋକେସନ୍ ଟର୍ମିନାଲ୍ ରେ ପ୍ରିଣ୍ଟ୍ ହୋଇଯିବ |
19:25 cmp କିପରି କାମକରେ ତାହା ଦେଖିବା | ଆମ ହୋମ୍ ଡିରେକ୍ଟୋରୀରେ sample1 ଓ sample2 ନାମକ ଦୁଇଟି ଫାଇଲ୍ ଅଛି |
19:35 ସେଥିରେ କ’ଣ ଅଛି ଚାଲନ୍ତୁ ଦେଖିବା |
19:38 cat sample1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଏଥିରେ “This is a Linux file to test the cmp command” ଟେକ୍ସଟ୍ ଅଛି |
19:50 sample2 ଫାଇଲ୍ ରେ ଥିବା ଟେକ୍ସଟ୍ ଦେଖିବା ପାଇଁ cat sample2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
20:00 ଏଥିରେ “This is a Unix file to test the cmp command.” ଟେକ୍ସଟ୍ ଅଛି |
20:06 ଏବେ, ଏହି ଦୁଇ ଫାଇଲ୍ ରେ ଆମେ cmp କମାଣ୍ଡ୍ ପ୍ରୟୋଗ କରିବା |
20:11 ଆମେ cmp sample1 sample2 ଲେଖି ଏଣ୍ଟର୍ ଦାବିବା |
20:23 sample1 ଓ sample2 ମଧ୍ୟରେ ଥିବା ପ୍ରଥମ ପାର୍ଥକ୍ୟ ପ୍ରଦର୍ଶିତ ହୋଇଥିବାର ଆମେ ଦେଖୁଛେ |
20:32 ପରବର୍ତ୍ତୀ କମାଣ୍ଡ୍ କୁ ଯିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିଦେବା |
20:38 ପରବର୍ତ୍ତୀ କମାଣ୍ଡ୍ ହେଉଛି wc |
20:43 ଫାଇଲ୍ ରେ ଥିବା କ୍ୟାରେକ୍ଟର୍, ଶବ୍ଦ ଓ ଧାଡି ସଂଖ୍ୟା ଗଣିବାକୁ ଏହା ବ୍ୟବହୃତ ହୁଏ |
20:50 ଆମ ହୋମ୍ ଡିରେକ୍ଟୋରୀରେ sample3 ନାମକ ଫାଇଲ୍ ଅଛି |
20:56 ଏହାର କଣ୍ଟେଣ୍ଟ୍ ଦେଖିବା ପାଇଁ ଆମେ cat sample3 ଟାଇପ୍ କରି ଏଣ୍ଟର୍ ଦାବିବା |
21:05 ଏହା ହେଉଛି sample3ର କଣ୍ଟେଣ୍ଟ୍ |
21:10 ଏବେ ଏହି ଫାଇଲ୍ ରେ wc କମାଣ୍ଡ୍ ବ୍ୟବହାର କରିବା |
21:14 ସେଥିପାଇଁ ଆମେ wc sample3 ଲେଖି ଏଣ୍ଟର୍ ଦାବିବା |
21:25 ଏହି କମାଣ୍ଡ୍ ଦେଖାଏ ଯେ, ଫାଇଲ୍ ରେ 6 ଟି ଲାଇନ୍, 67 ଶବ୍ଦ ଓ 385 କ୍ୟାରେକ୍ଟର୍ ଅଛି |
21:38 ଏହିଗୁଡ଼ିକ ହେଉଛି ଫାଇଲ୍ସରେ କାମ କରିବାରେ ସାହାଯ୍ୟ କରୁଥିବା କିଛି କମାଣ୍ଡ୍ |
21:43 ଆହୁରି ବହୁତ କମାଣ୍ଡ୍ ଅଛି | ଆମେ ଦେଖୁଥିବା ପ୍ରତିଟି କମାଣ୍ଡ୍ ର ବହୁତ ଅପ୍ସନ୍ ଅଛି |
21:51 ମ୍ୟାନ୍ କମାଣ୍ଡ୍ ବ୍ୟବହାର କରି ସେଗୁଡିକ ବିଷୟରେ ଅଧିକ ଜାଣିବାକୁ ମୁଁ ଆପଣଙ୍କୁ ପ୍ରୋତ୍ସାହିତ କରୁଛି |
22:00 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
22:04 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
22:17 ଏହି ବିଷୟ ଉପରେ ଅଧିକ ସୂଚନା http://spoken-tutorial.org/NMEICT-Intro ରେ ଉପଲବ୍ଧ |
22:34 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Devraj, Manoranjan, PoojaMoolya, Pradeep