Linux/C2/Simple-filters/Oriya

From Script | Spoken-Tutorial
Revision as of 15:40, 16 January 2013 by Manoranjan (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
0:00 ନମସ୍କାର, ଲିନକ୍ସ ରେ ସିମ୍ପେଲ୍ ଫିଲ୍ଟର୍ ସ୍ (Simple Filters) ବିଷୟରେ ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.
0:08 ଏଠାରେ ଆମେ ହେଡ୍ (head), ଟେଲ୍ (Tail), ସର୍ଟ୍ (sort), କଟ୍ (cut), ଏବଂ ପେଷ୍ଟ୍ (paste) ସମ୍ବନ୍ଧରେ ଶିଖିବା.
0:17 ଏସବୁ ଗୁଡିକ କମାଣ୍ଡ୍ ଲାଇନ୍ ଟେକ୍ସଟ୍ ମେନିପୁଲେସନ୍ ଟୁଲସ୍ (command line text manipulation tools) ଅଟେ.
0:22 ଯଦି ଆପଣ ଟର୍ମିନାଲ୍ ଉପରେ ଏକ ହଶ୍ ସିମ୍ବଲ୍ (hash (#) symbol) ଦେଖ, ତେବେ ସେହି କମାଣ୍ଡ୍ ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଆପଣଂକୁ ରୁଟ୍ ହେବାକୁ ଦରକାର.
0:29 sudo su or su root, ଯଦି ଆପଣ ଟର୍ମିନାଲ୍ ଉପରେ ଏକଡଲାର୍ ସିମ୍ବଲ୍ ଦେଖ, ତେବେ ସେହି କମାଣ୍ଡ୍ ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଆପଣଂକୁ ଏକ ସାଧାରଣ ଯୁଜର୍ ହେବାକୁ ପଡିବ.
0:38 ମୁଁ ମାନେ ଯେ ଆପଣ ଏକ ଡିଫଲ୍ଟ ଇନ୍ଷ୍ଟଲେସନ୍ (default installation) କରିଛନ୍ତି ଏବଂ କୌଣସି ପାଥ୍ କୁ ରୂପାନ୍ତର କରିନାହାନ୍ତି ଯେଉଁଠାରେ ଫାଇଲ୍ ଗୁଡିକ ସେଭ୍ ହୋଇରହିଛି.
0:46 ମୁଁ ଏହି ଟ୍ୟୁଟୋରିଆଲ ପାଇଁ ଉବଣ୍ଟୁ 10.04 ର ବ୍ୟବହାର କରୁଛି.
0:51 ଏହି ଭାଗ ପାଇଁ ମାଉସ୍ (mouse) ତଥା କି-ବୋଅର୍ଡ଼ ର ବ୍ୟବହାର ହୁଏ, ଏବଂ ଏକ ୱିନଡୋ ଉପରେ maximize ଏବଂ minimize ବଟନ୍ ଗୁଡିକ ବ୍ୟବହାର କରିବା ଦରକାର ଅଟେ.
1:02 ଏକ ଫାଇଲ୍ ର ପ୍ରଥମ ଦଶ ଲାଇନସ୍ କୁ ସ୍ବାଭାବିକ ଭାବରେ ପ୍ରଦଶ୍ରୀତ କରିବା ପାଇଁ ଆମେ Head କମାଣ୍ଡ୍ ବ୍ୟବହାର କରୁଁ, ତାହାପରେ ଏକ ascii ଫାଇଲ୍ ନାମ ଦେଉଁ.
1:10 ଚାଲ ଏକ ଫାଇଲ୍ ତିଆରି କରିବା. ଏହାର ବ୍ୟବହାରିକ ସ୍ବରୁପ ଦେଖିବା ପାଇଁ ମୁଁ ESC (escape) key କୁ ଦବାଉଛି.
1:17 Applications > Accessories > Text Editor କୁ ଯିବା.
1:24 ସମୟର ବାଧ୍ୟତା ହେତୁ ମୋ ପାଖରେ ଏହି ସଂଖ୍ୟା ଗୁଡିକ ଅନ୍ୟ ଏକ ଫାଇଲ୍ ରେ ଆଗରୁ ଅଛି.
1:30 ଚାଲ ମୁଁ କୋପି ଏବଂ ପେସ୍ଟ୍ କରୁଛି.
1:38 ଫାଇଲ୍ ଉପରେ ହିଟ୍ କର ଏବଂ ସେଭ୍ କର.
1:41 ଫାଇଲ୍ କୁ numbers dot txt ନାମ ଦିଅ ଏବଂ ସେଭ୍ ଉପରେ ହିଟ୍ କର.
1:48 ଏହି ଫାଇଲ୍ କୁ ବଂଦ କର.
1:53 ବର୍ତମାନ Applications > Accessories > Terminal କୁ ଯିବା.
2:01 ଏବେ ଦେଖିବା ପାଇଁ ଚେଷ୍ଟା କର ଯେଉଁ ଫାଇଲ୍ ଆମେ ତିଆରି କରିଥିଲେ ଯଦି ଆମେ ତାହାକୁ ଦେଖିପାରିବା.
2:05 Is ଟାଇପ୍ କର ଏବଂ ଏନ୍ଟର୍ ଉପରେ ହିଟ୍ କର.
2:09 ଆମେ ଏଠାରେ ଯାହା କରିଛେ ଏଗୁଡିକ ଆମର ହୋମ୍-ଡାଇରେକ୍ଟ୍ ଟୋରୀ (home directory) ଉପରେ ସବୁ ଫୋଲଡର୍ ଏବଂ ଫାଇଲ୍ ଗୁଡିକୁ ସୁଚିତ କରିବ.
2:15 ବର୍ତମାନ ଆମେ cat କମାଣ୍ଡ୍ ବ୍ୟବହାର କରି ଫାଇଲ୍ ର କନ୍ଟେଟ ଗୁଡିକ ପଡିପାରିବା ଯେଉଁଗୁଡିକ ଆମେ ତିଆରି କରିଥିଲେ.
2:21 Cat num, ଫାଇଲ୍ ନାମ କୁ autofill ରେ ଅସିବା ପାଇଁ ଟେବ୍ ଦବାଅ. ଏନ୍ଟର୍ ଦବାଅ.
2:29 ଚାଲ ଏହିପରି ସମାନ ଭାବରେ head କମାଣ୍ଡ୍ ସହିତ କରିବା.
2:33 Head numbers dot txt ଏନ୍ଟର୍ କର.
2:39 ବର୍ତମାନ ପ୍ରଥମ ଦଶଟି ଲାଇନସ୍ ପ୍ରଦଶ୍ରୀତ ଅଟେ.
2:43 ଯଦି ଆମେ ପ୍ରଥମ ପାଂଚଟି ଲାଇନସ୍ ଦେଖିବାକୁ ଚାହୁଁ, ତେବେ head କମାଣ୍ଡ୍ ଏବଂ ଫାଇଲ୍ ମଧ୍ୟରେ hyphen n5 ଅପସନ୍ ବ୍ୟବହାର କର.
2:52 Up arrow, hyphen n5 ଦବାଅ ଏବଂ ଏନ୍ଟର୍ ଦବାଅ.
2:58 ବର୍ତମାନ ପ୍ରଥମ ପାଂଚଟି ଲାଇନସ୍ କେବଳ ପ୍ରଦଶ୍ରୀତ ଅଟେ.
3:02 ପ୍ରେଜେଣ୍ଟ ଟେସନ୍ (presentation) କୁ ଆଉଥରେ ଯିବା.
3:08 F5.
3:14 tail କମାଣ୍ଡ୍ ଠିକ୍ ଭାବରେ head କମାଣ୍ଡ୍ ର ବିପରିତ କାମ କରେ, ଏହା ସ୍ବତଃ ସ୍ପୃତ ଭାବରେ ଏକ ଫାଇଲ୍ ର ଦଶଟି ଲାଇନସ୍ ପ୍ରଦଶ୍ରୀତ କରେ.
3:22 ଟର୍ମିନାଲ୍ କୁ ଆଉଥରେ ଯିବା ପାଇଁ ମୁଁ ALT ଏବଂ Tab ଉପରେ ପ୍ରେସ୍ କରୁଛି.
3:27 tail numbers dot txt
3:31 ଯଦି ଆମେ କେବଳ ଶେଷ ପାଂଚଟି ଲାଇନସ୍ ଦେଖିବାକୁ ଚାହୁଁ, ତେବେ tail କମାଣ୍ଡ୍ ଏବଂ ଫାଇଲ୍ ନାମ ମଧ୍ୟରେ hyphen n5 ଅପସନ୍ ର ବ୍ୟବହାର କର.
3:40 hyphen n5 ଏନ୍ଟର୍ କର.
3:45 ସ୍ଲାଇଡ୍ ଗୁଡିକୁ ଯିବା.
3:50 ଏକ ଲୋଗ୍ ଫାଇଲ୍ (log file) କାର୍ଯ୍ୟ କ୍ରମ ଗୁଡିକୁ ଅନ୍ତରଭୁକ୍ତ କରେ ଯେଉଁଗୁଡିକ ଏକ ସିଷ୍ଟମ ରେ ଦେଖାଦେଇ ଥାଏ.
3:55 Auth dot log ଫାଇଲ୍, ଲୋଗ୍ ତିଆରି କରେ ଯାହା ଲୋଗ୍-ଇନ୍ ହୋଇଥାଏ ଏବଂ ଲୋଗ୍-ଆଉଟ୍ ହୋଇଥାଏ.
4:01 hyphen f ଅପସନ୍ କୁ ବ୍ୟବହାର ଏକ ଲୋଗ୍ ଫାଇଲ୍ ର tail କୁ ଅନୁସରଣ କରିବା, tail କମାଣ୍ଡ୍ ର ସବୁଠାରୁ ଉପଯୋଗୀ ଅପସନ୍ ଅଟେ.
4:09 ଯଦି ଲୋଗ୍ ଫାଇଲ୍ ସହିତ ଏକ ନୁଆ ଲାଇନ୍ ଯୋଡି ଯାଏ, tail କମାଣ୍ଡ୍ ତାହାକୁ ଶେଷ ଲାଇନ୍ ଭଳି ନେବ ଏବଂ ସ୍ବାଭାବିକ ଭାବରେ ଏହାର ଉପର ଦଶ ଲାଇନସ୍ କୁ ପ୍ରଦଶ୍ରୀତ କରିବ.
4:18 ଟର୍ମିନାଲ୍ କୁ ଯିବା.
4:21 tail hyphen f forward slash var log auth dot log
4:31 ଏବେ ଏହି ଟର୍ମିନାଲ୍ ର ଆକାରକୁ ପରିବର୍ତନ କର.
4:39 ଚାଲ ଏବେ ଅନ୍ୟଏକ ଟର୍ମିନାଲ୍ ଖୋଲିବା Application -> Accessories -> Terminal.
4:46 ଏବେ ଏହି ଟର୍ମିନାଲ୍ ର ଆକାରକୁ ପରିବର୍ତନ କର.
4:52 ତେଣୁ, ମୁଁ ଆପଣଂକୁ ଏକ ସିଂଗିଲ୍ ସ୍କିର୍ନ୍ (single screen) ରେ ଦେଖାଇବି ଯେ କିପରି tail ଏକ ଲୋଗ୍ ଫାଇଲ୍ ରେ ଶେଷ ଲାଇନ୍ କୁ ଅନୁସରଣ କରେ.
5:00 Su କୁ ଆପଣ ନିଜ ଭଳି ଚେଷ୍ଟା କର, ଏନ୍ଟର୍ ଦବାଅ.
5:05 କିଛି ଭୁଲ୍ password ଦିଅ ଏବଂ ଏନ୍ଟର୍ ଦବାଅ.
5:08 ଆପଣ ଦେଖିବେ ଯେ ଟର୍ମିନାଲ୍ ଉପରେ ଯେଉଁ tail ଚାଲୁଛି ତାହା ଏକ ନୁଆ ଲୋଗ୍ ସାହିତ ଯୋଡି ହୋଇଯାଇଛି.
5:15 ତାରିଖ ଏବଂ ସମୟ ନିର୍ଦିଷ୍ଟ କରେ ଯେତେବେଳେ ବିଫଳତା ସତ୍ୟ ପ୍ରତିପାଦନ ଦେଖା ଦେଇଥିଲା.
5:23 ତାରିଖ ଟାଇପ୍ କର, ଶିଷ୍ତମ ର ତାରିଖ ଏବଂ ସମୟ କୁ ଯାଂଚ କରିବା ପାଇଁ ଏନ୍ଟର୍ ଦବାଅ.
5:32 ଏହି ଟର୍ମିନାଲ୍ କୁ ବଂଦ କରିବା ପାଇଁ Exit ଟାଇପ୍ କର.
5:36 ରନିଂଗ୍ ଟେଲ୍ କମାଣ୍ଡ୍ କୁ ବଂଦ କରିବା ପାଇଁ ଏବଂ ସ୍କ୍ରିନ୍ କୁ ସର୍ବାଧିକ ବଡ କରିବା ପାଇଁ CTRL+C ଦବାଅ.
5:51 ଆମେ ପୁର୍ବ ଉଦାହରଣ ରେ କେବଳ auth dot log file ଦେଖିଛେ.
5:57 ଏଗୁଡିକ ଲିନକ୍ସ ରେ ସାଧାରଣତଃ ଲୋଗ୍ ଫାଇଲସ୍ (log files) ଭାବରେ ଉପଯୋଗୀ ଅଟେ.
6:01 ଯଦି ସେଠାରେ ଏକ ଅସୁବିଧା ଅଛି ତେବେ ଲିନକ୍ସ ସିଷ୍ଟମ ଏଡମିନ୍ ସ୍ଟ୍ରେଟର୍ ( linux system administrator) ଅଧିକ ସୁଚନା ପାଇଁ ତାହାର ସେହି ମେସିନ୍ କୁ ଟ୍ରବୁଲ୍ ସୁଟ୍ (troubleshoot) କରିବାକୁ ଏହି ଲୋଗ୍ ଫାଇଲ ଗୁଡିକୁ (log files) କୁ ଦେଖିବ.
6:12 Sort କମାଣ୍ଡ୍, ଯେପରି ନାମ ପ୍ରସ୍ତାବ କରିବ କି, ଏକ ଫାଇଲ୍ ଆମ ପାଇଁ ଦୁହେଁ ଉର୍ଦ୍ଧଗାମୀ ଏବଂ ନିମ୍ନଗାମୀ କ୍ରମରେ ପ୍ରକାର ଅଟେ.
6:23 sort numbers dot txt. ଏହା ଆମର ସଂଖ୍ୟା ଗୁଡିକୁ dot txt file ରେ ଉର୍ଦ୍ଧଗାମୀ କ୍ରମରେ ସଜାଇ ରଖିବ.
6:31 ଧ୍ୟାନ ଦିଅ କିଛି ବିଚିତ୍ର ସେଠାରେ ଅଛି, sort କରିବାକୁ ପ୍ରଥମ ଅଖ୍ୟର କୁ କେବଳ ଦେଖ, ତେଣୁ 10,11&12 ନମ୍ବର 2 ପୁର୍ବରୁ ଦେଖାଦିଏ.
6:43 ଏହା ଠାରୁ ରଖ୍ୟା ପାଇବା ପାଇଁ ଅପସନ୍ hyphen n କୁ ମିଶାଅ ଏବଂ ଏନ୍ଟର୍ ଦବାଅ.
6:53 ବର୍ତମାନ sort ପୁରା ନମ୍ବର କୁ ଦେଖେ ତାହାକୁ sort କରିବା ପାଇଁ.
6:58 number dot txt କୁ ଉଲଟା କ୍ରମରେ sort କରିବା ପାଇଁ ଅପସନ୍ hyphen r ମିଶାଅ.
7:09 ଆମ ପାଖରେ ନମ୍ବର୍ ଗୁଡିକ ଅଛି ଯାହା ଏହି ଫାଇଲ୍ ରେ ପୁନରାବୃତି ଅଟେ, ଅସାଧାରଣ ନମ୍ବର୍ କୁ ବାହାର କରିବା ପାଇଁ hyphen u ଅନ୍ୟଏକ ଅପସନ୍ ସହିତ ମିଶାଅ
7:17 ଟର୍ମିନାଲ୍ କୁ ଯାଅ.
7:20 ଅପ୍ ଏରୋ (Up Arrow)
7:22 U ଏନ୍ଟର୍ କର
7:26 ପୁର୍ବରୁ ଦୁଇଟି 2 ଦେଖାଦେଇଥିଲା. ବର୍ତମାନ କେବଳ ଗୋଟିଏ 2 ଦେଖା ଯାଇଛି.
7:38 ବର୍ତମାନ ଅମେ ଦେଖିବା କିପରି ନିର୍ଦିଷ୍ଟ ସ୍ତମ୍ଭ ର ଆଧାର ଉପରେ ଏକ ଫାଇଲ୍ sort କରିପାରିବା.
7:44 ଚାଲ ଏକ ଫାଇଲ୍ ତିଆରି କର ଏବଂ ଏଥିରେ key ଯେପରି ନିମ୍ନରେ ଦେଖାଯାଇଛି.
7:48 Applications > Accessories > Text Editor କୁ ଯିବା.
7:57 ସମୟର ବାଧ୍ୟତା ହେତୁ ମୋ ପାଖରେ ଆଗରୁ ଅନ୍ୟଏକ ଫାଇଲ୍ ରେ ଡାଟା ଅଛି, ଚାଲ କୋପି ଏବଂ ପେସ୍ଟ୍ CTRL+C; CTRL+V କର.
8:11 ଫାଇଲ୍, marks dot txt ନାମରେ ସେଭ୍ କର, Save ରେ କ୍ଲିକ୍ କର.
8:21 ଏହି ଫାଇଲ୍ ର ବିଶେଷ ଅଖ୍ୟର ଗୁଡିକୁ ମାନ ନାହିଁ, ମୁଁ ଚାହେଁ ନାହିଁ ଅନ୍ୟକେହି ମୋତେ ବ୍ୟବହାର କରି ସେମାନଂକୁ କମ୍ ନମ୍ବର୍ ଦେଉଁ.
8:28 ଏହି ଫାଇଲ୍ କୁ ବଂଦ କର.
8:33 ଚାଲ marks dot txt file କୁ ଦିତିୟ ସ୍ତମ୍ଭ ର ଆଧାର ଉପରେ sort କର.
8:40 ଟର୍ମିନାଲ୍ କୁ ଯିବା.
8:42 space marks dot txt space hyphen t space open inverted commas space close inverted commas space.
8:53 ଏଠାରେ hyphen t delimiter ପାଇଁ ଦଣ୍ଡାୟମାନ ଏବଂ ଉଦୃତ ଚିହ୍ନ ମଧ୍ୟରେ ସ୍ଥାନ (space) କୁ ଏହା ଦର୍ଶାଏ.
9:02 hyphen k2, ଦିତିୟ ସ୍ତମ୍ଭ ପାଇଁ ଯେଉଁଥିରେ sort ପ୍ରଦଶ୍ରୀତ ହେବା ଉଚିତ୍.
9:14 ଏନ୍ଟର୍ ଦବାଅ.
9:20 Cat marks dot txt
9:24 ଏହା ପ୍ରକୃତରେ ମୁଳ ଫାଇଲ୍ ଅଟେ, ଯଦି ଆପଣ ଦେଖ କି Avir ଉପରକୁ ଚାଲିଗଲା ଏବଂ Bala ତଳକୁ ଆସିଗଲା ଯେବେ ଆମେ ଦିତିୟ ସ୍ତମ୍ଭ ର ର ଆଧାର ଉପରେ sort କରିଥିଲ.
9:43 Cut କମାଣ୍ଡ୍ ଏକ ଫାଇଲ୍ ଠାରୁ କେବଳ ନିର୍ଦିଷ୍ଟ ସୁଚନା କାଟିବା ପାଇଁ ବ୍ୟବହାର ହୋଇଥାଏ.
9:51 ଚାଲ marks dot txt ଠାରୁ କିଛି ନାମ ଗୁଡିକ ବାହାର କରିବା.
9:55 ଚାଲ ଟର୍ମିନାଲ୍ ALT+Tab କୁ ଯିବା.
9:58 cut space marks dot txt space hyphen d space open inverted commas space close inverted commas space.
10:08 ଏଠାରେ cut କମାଣ୍ଡ୍ ରେ d ଏକ delimiter ଅଟେ ଏବଂ ଉଦୃତ ଚିହ୍ନ ମଧ୍ୟରେ ସ୍ଥାନ (space) ଡିଲିମିଟର୍ କୁ ଦର୍ଶାଏ.
10:20 hyphen f2 ଦିତିୟ ସ୍ତମ୍ଭ ପାଇଁ. ଏନ୍ଟର୍ ରେ ପ୍ରେସ୍ କର.
10:31 Paste କମାଣ୍ଡ୍ ଫାଇଲ୍ ଗୁଡିକର ସମରୁପୀ ପରବର୍ତୀ ଲାଇନ୍ ଗୁଡିକୁ ମିଶାଇବ.
10:36 ଚାଲ ଏବେ numbers dot txt ଏବଂ marks dot txt file ଦୁହେଁ କୁ ବ୍ୟବହାର କରିବା.
10:41 ଟର୍ମିନାଲ୍ କୁ ଯିବା.
10:43 numbers dot txt marks dot txt ପେସ୍ଟ୍ କର ଏବଂ ଏନ୍ଟର୍ ଦବାଅ.
10:50 ବର୍ତମାନ marks dot txt ର ପ୍ରଥମ ଲାଇନ୍, numbers dot txt ର ପ୍ରଥମ ଲାଇନ୍ କୁ ଯୋଡି ଦିଆଯାଇଥିଲା.
10:57 concatefile dot txt ନାମକ କିଛି ଅନ୍ୟ ଫାଇଲ୍ ର ଆଉଟ୍ ପୁଟ୍ କୁ ପୁନଃ ନିର୍ଦିଷ୍ଟ କରିବା ପାଇଁ redirect key ବ୍ୟବହାର କରି ପାରିବେ.
11:06 ଟର୍ମିନାଲ୍ କୁ ଯିବା.
11:08 arrow ରେ ପ୍ରେସ୍ କର. redirect key ରେ ପ୍ରେସ୍ କର ଯାହା concatfile dot txt ସଂକେତ ଠାରୁ ବଡ ଅଟେ. ଏନ୍ଟର୍ ରେ ପ୍ରେସ୍ କର.
11:18 Cat concatfile dot txt
11:22 ଚାଲ ଏବେ ସ୍ଲାଇଡ୍ କୁ ଯିବା.
11:25 ଯଦି ଆମେ ଚାହୁଁ ପେସ୍ଟ୍ ନମ୍ବର୍ ଗୁଡିକୁ କ୍ରମଅନୁସାରେ ପ୍ରିଣ୍ଟ୍ ନେବାକୁ ଯାହା ଟ୍ୟାବ୍ ସହିତ ଡିଲିମିଟ୍ କରୁଁ ଏହା ପାଇଁ ଆମେ hyphen s ଅପସମ୍ କୁ ବ୍ୟବହାର କରିପାରିବା.
11:34 hyphen s ପେସ୍ଟ୍ କର.
11:39 numbers dot txt.
11:43 ସ୍ଲାଇଡ୍ କୁ ଯିବା.
11:45 ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଏକ ଭାଗ ଅଟେ.
11:49 ଏହା ଆଇ. ସି. ଟି., (ICT), ଏମ. ଏଚ. ଆର. ଡି. (MHRD), ଭାରତ ସରକାରକଂ ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ.
11:55 ଏହି ମିଶନ୍ ବିଷୟରେ ଅଧିକ ସୁଚନା ପାଇଁ ଆପଣ ନିମ୍ନରେ ଥିବା ଲିଂକ୍ କୁ ଦର୍ଶାଇ ପାରିବା.
11:59 ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।

ଉପସ୍ତିଥ ପାଇଁ ଧନ୍ୟବାଦ

Contributors and Content Editors

Devraj, Manoranjan, PoojaMoolya, Pradeep