Difference between revisions of "Linux/C2/Simple-filters/Oriya"

From Script | Spoken-Tutorial
Jump to: navigation, search
 
(2 intermediate revisions by one other user not shown)
Line 1: Line 1:
 
{| border=1
 
{| border=1
!Time
+
|'''Time'''
!Narration
+
|'''Narration'''
 +
 
 
|-
 
|-
| 0:00
+
| 00:00
|ନମସ୍କାର, ଲିନକ୍ସ ରେ ସିମ୍ପେଲ୍ ଫିଲ୍ଟର୍ ସ୍  (Simple Filters) ବିଷୟରେ ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.  
+
| ଲିନକ୍ସରେ ସିମ୍ପଲ୍ ଫିଲ୍ଟର୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ.
 +
 
 
|-
 
|-
| 0:08
+
|00:08
|ଏଠାରେ ଆମେ ହେଡ୍ (head), ଟେଲ୍ (Tail), ସର୍ଟ୍ (sort), କଟ୍ (cut), ଏବଂ ପେଷ୍ଟ୍ (paste)  ସମ୍ବନ୍ଧରେ ଶିଖିବା.  
+
| ଆମେ ଏଠାରେ, “ହେଡ୍, ଟେଲ୍, ସର୍ଟ, କଟ୍ ଓ ପେଷ୍ଟ” ବିଷୟରେ ଶିଖିବା.
 +
 
 
|-
 
|-
| 0:17
+
| 00:17
| ଏସବୁ ହେଲା କମାଣ୍ଡ୍ ଲାଇନ୍ ଟେକ୍ସଟ୍ ମେନିପୁଲେସନ୍ ଟୁଲସ୍ (command line text manipulation tools) .
+
| ଏହିଗୁଡ଼ିକ ହେଉଛି କମାଣ୍ଡ୍ ଲାଇନ୍ ଟେକ୍ସଟ୍ ମାନିପୁଲେଶନ୍ ଟୁଲ୍ସ.
 +
 
 
|-
 
|-
| 0:22
+
| 00:22
|ଯଦି ଆପଣ ତୁମେ ଟର୍ମିନାଲ୍ ଉପରେ ଏକ ହାଶ୍ ସିମ୍ବଲ୍ (hash (#) symbol) ଦେଖ, ତେବେ ସେହି କମାଣ୍ଡ୍ ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଆପଣଂ ତୁମକୁ ରୁଟ୍ ହେବା ଦରକାର .
+
| ଯଦି ଆପଣ ଟର୍ମିନାଲ୍ ରେ ଏକ ହାଶ୍ (#) ସିମ୍ୱଲ୍ ଦେଖନ୍ତି, ତେବେ ସେହିସବୁ କମାଣ୍ଡ୍ ଏକଜେକ୍ୟୁଟ୍ କରିବାକୁ ଆପଣଙ୍କୁ ରୁଟ୍ ହେବାକୁ ପଡ଼ିବ.
 +
 
 
|-
 
|-
|0:29
+
|00:29
|sudosu or su root, ଯଦି ତୁମେ ଟର୍ମିନାଲ୍ ଉପରେ ଏକ ଡଲାର୍ ସିମ୍ବଲ୍ ଦେଖ, ତେବେ ସେହି କମାଣ୍ଡ୍ ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ତୁମେ ଏକ ସାଧାରଣ ଯୁଜର୍ ହୋ‌ଇପାର .
+
| “ସୁଡୋ su” କିମ୍ୱା “su ରୁଟ୍”, ଯଦି ଆପଣ ଟର୍ମିନାଲ୍ ରେ ଏକ ଡଲାର୍ ($) ସିମ୍ୱଲ୍ ଦେଖନ୍ତି, ତେବେ ସେହିସବୁ କମାଣ୍ଡ୍ ଏକଜେକ୍ୟୁଟ୍ କରିବାକୁ ଆପଣ ଅର୍ଡିନେରୀ ୟୁଜର୍ ହୋଇପାରିବେ.
 +
 
 
|-
 
|-
| 0:38
+
| 00:38
| ମୁଁ ଭାବୁଛି ଯେ ତୁମେ ଏକ ଡିଫଲ୍ଟ ଇନ୍ଷ୍ଟଲେସନ୍ (default installation) କରିଛ ଏବଂ କୌଣସି ପାଥ୍ କୁ ପରିବର୍ତ୍ତବ କରିନାହଁ ଯେଉଁଠାରେ ଫାଇଲ୍ ଗୁଡିକ ସେଭ୍ ହୋଇରହିଛି .
+
| ଆପଣ ଡିଫଲ୍ଟ ଇନଷ୍ଟଲେଶନ୍ କରିବା ସହ ଯେଉଁଠାରେ ଫାଇଲ୍ ଗୁଡ଼ିକ ସେଭ୍ ହେଉଛି, ତାହାର କୌଣସି ପାଥ୍ ମୋଡିଫାଏ କରିନଥିବେ ବୋଲି ମୁଁ ଭାବୁଛି.
 +
 
 
|-
 
|-
| 0:46
+
| 00:46
|ମୁଁ ଏହି ଟ୍ୟୁଟୋରିଆଲ ପାଇଁ ଉବଣ୍ଟୁ 10.04 ର ବ୍ୟବହାର କରୁଛି .
+
| ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ଉବୁଣ୍ଟୁ ୧୦.୧୦ ବ୍ୟବହାର କରୁଛି.
 +
 
 
|-
 
|-
|0:51
+
|00:51
|ଏହି ଭାଗ ପାଇଁ ମାଉସ୍ (mouse) ତଥା କି-ବୋଅର୍ଡ଼ ର ବ୍ୟବହାର , ଏବଂ ଏକ ୱିନଡୋ ଉପରେ maximizeଏବଂ minimize ବଟନ୍ ଗୁଡିକ ବ୍ୟବହାର କରିବା ଦରକାର .  
+
| ଏକ ୱିଣ୍ଡୋରେ ମାଉସ୍, କୀ’ବୋର୍ଡ, ମାକ୍ସିମାଇଜ୍ ଓ ମିନିମାଇଜ୍ ବଟନ୍ ବ୍ୟବହାର ଜାଣିଥିବା ଏହି ମଡ୍ୟୁଲ୍ ପାଇଁ ପ୍ରାକ୍-ଆବଶ୍ୟକତା ଅଟେ.
 +
 
 
|-
 
|-
| 1:02
+
|01:02
|ଏକ ଫାଇଲ୍ ର ପ୍ରଥମ ଦଶ ଲାଇନକୁ default ଭାବେ ପ୍ରଦର୍ଶିତ କରିବା ପାଇଁ ଆମେ Head କମାଣ୍ଡ୍ ପରେ ଏକ ascii ଫାଇଲ୍ ନାମ ବ୍ୟବହାର କରୁଁ .  
+
| ଗୋଟିଏ ଫାଇଲ୍ ର ପ୍ରଥମ ୧୦ ଲାଇନ୍ସକୁ ପ୍ରଦର୍ଶିତ କରିବା ପାଇଁ ଆମେ “ହେଡ୍” କମାଣ୍ଡ୍ ଦେବାପରେ ଏକ “ascii” ଫାଇଲ୍ ନାମ ଦେଉ.
 +
 
 
|-
 
|-
| 1:10
+
| 01:10
|ଚାଲଏକ ଫାଇଲ୍ ତିଆରି କରିବା . ଏହାର ବ୍ୟବହାରିକ ସ୍ବରୁପ ଦେଖିବା ପାଇଁ ମୁଁ ESC (escape) key କୁ ଦବାଉଛି.  
+
| ଚାଲନ୍ତୁ ଗୋଟିଏ ଫାଇଲ୍ କ୍ରିଏଟ୍ କରିବା. ଏହାକୁ ପ୍ରାକ୍ଟିକାଲୀ ଦେଖାଇବାକୁ ମୁଁ “ESC” (ଏସକେପ୍) କୀ ଦାବୁଛି.
 +
 
 
|-
 
|-
| 1:17
+
| 01:17
|Applications > Accessories > Text Editor କୁ ଯିବା.
+
| ଆପ୍ଲିକେଶନ୍ > ଆକ୍ସେସୋରିଜ୍ > ଟେକ୍ସଟ୍ ଏଡିଟର୍” କୁ ଯାଆନ୍ତୁ.
 +
 
 
|-
 
|-
| 1:24
+
| 01:24
|ସମୟର ବାଧ୍ୟତା ହେତୁ ମୁଁ ଏହି ସଂଖ୍ୟା ଗୁଡିକ ଅନ୍ୟ ଏକ ଫାଇଲ୍ ରେ ଆଗରୁ ରଖିଛି .  
+
| ସମୟ ବଞ୍ଚାଇବାକୁ ମୁଁ ଅନ୍ୟଏକ ଫାଇଲ୍ ରେ ଏହିସବୁ ସଂଖ୍ୟା ରଖିସାରିଛି.
 +
 
 
|-
 
|-
| 1:30
+
| 01:30
| ମୁଁ copy ଏବଂ paste କରୁଛି .
+
| କପୀ ଓ ପେଷ୍ଟ କରିବା.
 +
 
 
|-
 
|-
| 1:38
+
| 01:38
|ଫାଇଲ୍ ଉପରେ ହିଟ୍ କର ଏବଂ ସେଭ୍ କର.
+
| “ଫାଇଲ୍”, “ସେଭ୍” ଦାବନ୍ତୁ.
 +
 
 
|-
 
|-
| 1:41
+
| 01:41
|ଫାଇଲ୍ କୁ numbers dot txt ନାମ ଦିଅ ଏବଂ ସେଭ୍ ଉପରେ ହିଟ୍ କର.  
+
| ଫାଇଲ୍ ର ନାଁ “ନମ୍ୱର୍ସ ଡଟ୍ ଟିଏକ୍ସଟି” ଦେଇ “ସେଭ୍” ଦାବନ୍ତୁ.
 +
 
 
|-
 
|-
| 1:48
+
| 01:48
|ଏହି ଫାଇଲ୍ କୁ ବଂଦ କର.
+
| ଏହି ଫାଇଲ୍ କୁ ବନ୍ଦ କରନ୍ତୁ.
 +
 
 
|-
 
|-
| 1:53
+
| 01:53
| ବର୍ତମାନ Applications > Accessories > Terminal କୁ ଯିବା.
+
| ଏବେ, “ଆପ୍ଲିକେଶନ୍ > ଆକ୍ସେସୋରିଜ୍ > ଟର୍ମିନାଲ୍” କୁ ଯାଆନ୍ତୁ.
 +
 
 
|-
 
|-
| 2:01
+
| 02:01
|ଏବେ ଆମେ ତିଆରି କରିଥିବା ଫାଇଲ୍ କୁ ଦେଖିବାକୁ ଚେଷ୍ଟା କରିବା .
+
| ଆମେ କ୍ରିଏଟ୍ କରିଥିବା ଫାଇଲ୍ କୁ ଦେଖିପାରୁଛେ କି ନାହିଁ, ଚାଲନ୍ତୁ ଦେଖିବା.
 +
 
 
|-
 
|-
| 2:05
+
| 02:05
|Is ଟାଇପ୍ କର ଏବଂ ଏନ୍ଟର୍ ଉପରେ ହିଟ୍ କର.
+
| “ls” ଟାଇପ୍ କରି “ଏଣ୍ଟର୍” ଦାବନ୍ତୁ.
 +
 
 
|-
 
|-
| 2:09
+
| 02:09
|ଆମେ ଏଠାରେ ଆମର ହୋମ୍-ଡାଇରେକ୍ଟ୍ ଟୋରୀ (home directory) ରେ ସବୁ ଫୋଲଡର୍ ଏବଂ ଫାଇଲ୍ କୁ ଲିଷ୍ଟ୍‌ କରିଛେ .
+
| ଆମେ ଏଠାରେ ଯାହା କରିଛେ, ସେଥିରୁ ଆମ “ହୋମ୍” ଡାଇରେକ୍ଟୋରୀରେ ସମସ୍ତ ଫାଇଲ୍ସ ଓ ଫୋଲ୍ଡର୍ସ ଦେଖାଦେବ.
 +
 
 
|-
 
|-
| 2:15
+
| 02:15
|ବର୍ତମାନ ଆମେ cat କମାଣ୍ଡ୍ ବ୍ୟବହାର କରି ଆମେ ତିଆରି କରିଥିବା ଫାଇଲ୍ ର କନ୍ଟେଟସ୍‌ ପଢ଼ିପାରିବା .
+
| ଆମେ କ୍ରିଏଟ୍ କରିଥିବା ଫାଇଲ୍ ପଢ଼ିବା ପାଇଁ ଏବେ ଆମେ CAT କମାଣ୍ଡ୍ ବ୍ୟବହାର କରିବା.
 +
 
 
|-
 
|-
| 2:21
+
| 02:21
|Cat num, ଫାଇଲ୍ ନାମ କୁ autofill କରିବା ପାଇଁ tab (ଟେବ୍) ଦବାଅ . ଏନ୍ଟର୍ ଦବାଅ .
+
| “CAT n-u-m” ଟାଇପ୍ କରି ଫାଇଲ୍ ନାମକୁ ଅଟୋଫିଲ୍ କରିବାକୁ “ଟ୍ୟାବ୍” ଦାବି “ଏଣ୍ଟର୍” ଦାବନ୍ତୁ.
 +
 
 
|-
 
|-
| 2:29
+
| 02:29
|ଚାଲ, head କମାଣ୍ଡ୍ ସହିତ ତାହା କରିବା .
+
| ହେଡ୍ କମାଣ୍ଡ୍ ସହିତ ସେହିପରି କରିବା.
 +
 
 
|-
 
|-
| 2:33
+
| 02:33
| Head numbers dot txt ଏନ୍ଟର୍ କର.
+
| '''ହେଡ୍ ନମ୍ୱର୍ସ ଡଟ୍ ଟିଏକ୍ସଟି''' ଟାଇପ୍ କରି '''ଏଣ୍ଟର୍''' ଦାବନ୍ତୁ
 +
 
 
|-
 
|-
| 2:39
+
| 02:39
|ବର୍ତମାନ ପ୍ରଥମ ଦଶଟି ଲାଇନସ୍ ପ୍ରଦଶ୍ରୀତ ଅଟେ .
+
| ଏବେ, ପ୍ରଥମ ୧୦ ଲାଇନ୍ ଦେଖାଗଲା.
 +
 
 
|-
 
|-
| 2:43
+
| 02:43
| ଯଦି ଆମେ ପ୍ରଥମ ପାଂଚଟି ଲାଇନସ୍ ଦେଖିବାକୁ ଚାହୁଁ , ତେବେ head କମାଣ୍ଡ୍ ଏବଂ ଫାଇଲ୍ ମଧ୍ୟରେ hyphen n5 ଅପସନ୍ ବ୍ୟବହାର କର.
+
| ଯଦି କେବଳ ପ୍ରଥମ ୫ଟି ଲାଇନ୍ ଦେଖିବାକୁ ଚାହିଁବା, ତେବେ “ହେଡ୍” କମାଣ୍ଡ୍ ଫାଇଲ୍ ନାମ ମଧ୍ୟରେ “ହାଇଫେନ୍ n5” ଅପ୍ସନ୍ ବ୍ୟବହାର କରିବା.
 +
 
 
|-
 
|-
| 2:52
+
| 02:52
| Up arrow, hyphen n5 ଦବାଅ ଏବଂ ଏନ୍ଟର୍ ଦବାଅ.  
+
| ଅପ୍ ଏରୋ ଦାବନ୍ତୁ, “ହାଇଫେନ୍ n5” ଓ “ଏଣ୍ଟର୍” ଦାବନ୍ତୁ.
 +
 
 
|-
 
|-
| 2:58
+
| 02:58
| ବର୍ତମାନ କେବଳ ପ୍ରଥମ ପାଂଚଟି ଲାଇନସ୍ ପ୍ରଦଶ୍ରୀତ ହେବ .
+
| ଏବେ, କେବଳ ପ୍ରଥମ ୫ଟି ଲାଇନ୍ ଦେଖାଗଲା.
 +
 
 
|-
 
|-
| 3:02
+
| 03:02
|ପ୍ରେଜେଣ୍ଟ ଟେସନ୍ (presentation) କୁ ଫେରିଯିବା . 
+
| ଚାଲନ୍ତୁ, ପ୍ରେଜେଣ୍ଟେଶନ୍ କୁ ସ୍ୱିଚ୍ ବ୍ୟାକ୍ କରିବା
 +
 
 
|-
 
|-
| 3:08
+
| 03:08
|F5.
+
|'''F5'''
 +
 
 
|-
 
|-
| 3:14
+
| 03:14
| tail କମାଣ୍ଡ୍ head କମାଣ୍ଡ୍ ର ଠିକ୍ ବିପରିତ ଭାବରେ କାମକରେ , ଏହା default (ସ୍ବତଃସ୍ପୃତ) ଭାବରେ ଏକ ଫାଇଲ୍ ର ଶେଷ ଦଶଟି ଲାଇନ ପ୍ରଦଶ୍ରୀତ କରେ .  
+
| “ହେଡ୍” କମାଣ୍ଡ୍ ର ଠିକ୍ ବିପରୀତ ଭାବେ “ଟେଲ୍” କମାଣ୍ଡ୍ କାମ କରେ. ଏହା ଡିଫଲ୍ଟ ଭାବେ ଗୋଟିଏ ଫାଇଲ୍ ର ଶେଷ ୧୦ ଲାଇନ୍ ଦେଖାଏ.
 +
 
 
|-
 
|-
| 3:22
+
| 03:22
| ଟର୍ମିନାଲ୍ କୁ ଫେରିବା ପାଇଁ ମୁଁ ALT ଏବଂ Tab ଉପରେ ପ୍ରେସ୍ କରୁଛି.
+
| ଟର୍ମିନାଲ୍ କୁ ଯିବାପାଇଁ ମୁଁ ALT ଓ TAB ଦାବୁଛି.
 +
 
 
|-
 
|-
| 3:27
+
| 03:27
| tail numbers dot txt
+
| '''ଟେଲ୍ ନମ୍ୱର୍ସ ଡଟ୍ ଟିଏକ୍ସଟି'''
 +
 
 
|-
 
|-
| 3:31
+
| 03:31
| ଯଦି ଆମେ କେବଳ ଶେଷ ପାଂଚଟି ଲାଇନସ୍ ଦେଖିବାକୁ ଚାହୁଁ , ତେବେ tail କମାଣ୍ଡ୍ ଏବଂ ଫାଇଲ୍ ନାମ ମଧ୍ୟରେ hyphen n5 ଅପସନ୍ ର ବ୍ୟବହାର କର .  
+
| ଯଦି କେବଳ ପ୍ରଥମ ୫ଟି ଲାଇନ୍ ଦେଖିବାକୁ ଚାହିଁବା, ତେବେ “ଟେଲ୍” କମାଣ୍ଡ୍ ଫାଇଲ୍ ନାମ ମଧ୍ୟରେ “ହାଇଫେନ୍ n5” ଅପ୍ସନ୍ ବ୍ୟବହାର କରିବା.
 +
 
 
|-
 
|-
| 3:40
+
| 03:40
| hyphen n5 ଏନ୍ଟର୍ କର.
+
| “ହାଇଫେନ୍ n5” ଟାଇପ୍ କରି “ଏଣ୍ଟର୍” ଦାବନ୍ତୁ
 +
 
 
|-
 
|-
| 3:45
+
| 03:45
| ସ୍ଲାଇଡ୍ ଗୁଡିକୁ ଯିବା.
+
| ସ୍ଲାଇଡ୍ସକୁ ଫେରି ଯାଆନ୍ତୁ.
 +
 
 
|-
 
|-
| 3:50
+
| 03:50
| ଏକ log fileସିଷ୍ଟମ ରେ ହୋଇଥିବା eventଗୁଡିକୁ ରଖି ଥାଏ .
+
| ଏକ ଲଗ୍ ଫାଇଲ୍ ରେ, ସିଷ୍ଟମ୍ ରେ ହେଉଥିବା ଇଭେଣ୍ଟସ୍ ବା କାର୍ଯ୍ୟକ୍ରମ ରହିଥାଏ.
 +
 
 
|-
 
|-
| 3:55
+
| 03:55
| Auth dot log ଫାଇଲ୍, କିଏ କିଏ ଲୋଗ୍-ଇନ୍ ଏବଂ ଲୋଗ୍-ଆଉଟ୍ ହୋଇଥାନ୍ତି, ତା’ର ଲୋଗ୍ maintain କରେ .  
+
| ଲଗ୍ ଇନ୍ କରିଥିବା ଓ ଲଗ୍ ଆଉଟ୍ କରିଥିବା ଲୋକଙ୍କର ଲଗ୍, '''Auth dot log''' ଫାଇଲ୍ ମେଣ୍ଟେନ୍ କରିଥାଏ.
 +
 
 
|-
 
|-
| 4:01
+
| 04:01
| ଏକ ଲୋଗ୍ ଫାଇଲ୍ ର tail କୁ ଅନୁସରଣ କରିବାକୁ hyphen f ଅପସନ୍ ର ବ୍ୟବହାର ହେଉଛି tail କମାଣ୍ଡ୍ ର ସବୁଠାରୁ ଉପଯୋଗୀ ଅପସନ୍ .
+
| ଏକ ଲଗ୍ ଫାଇଲ୍ ର ଟେଲ୍ ଅନୁସରଣ କରିବା ପାଇଁ ଟେଲ୍ ର ସବୁଠାରୁ ଉପଯୋଗୀ ଅପ୍ସନ୍ ହେଉଛି “ହାଇଫେନ୍ f” ଅପ୍ସନ୍ ବ୍ୟବହାର କରିବା.
 +
 
 
|-
 
|-
| 4:09
+
| 04:09
|ଯଦି ଲୋଗ୍ ଫାଇଲ୍ ସହିତ ଏକ ନୁଆ ଲାଇନ୍ ଯୋଡ଼ା ଯାଏ , tail କମାଣ୍ଡ୍ ତାହାକୁ ଶେଷ ଲାଇନ୍ ଭାବେ ନେବ ଏବଂ by default (ସ୍ବାଭାବିକ ଭାବରେ) ଏହାର ଉପର ଦଶ ଲାଇନସ୍ କୁ ପ୍ରଦଶ୍ରୀତ କରିବ.
+
| ଯଦି ଲଗ୍ ଫାଇଲ୍ ରେ ଏକ ନୂଆ ଲାଇନ୍ ଯୋଡ଼ାଯାଏ, ତେବେ ତାହାକୁ ଟେଲ୍ କମାଣ୍ଡ୍ ଶେଷ ଲାଇନ୍ ଭାବେ ଗ୍ରହଣ କରି ଡିଫଲ୍ଟ ଭାବରେ ତାହା ଉପରେ ୧୦ଟି ଲାଇନ୍ ଦେଖାଇବ.
 +
 
 
|-
 
|-
| 4:18
+
| 04:18
|ଟର୍ମିନାଲ୍ କୁ ଯିବା .
+
| ଟର୍ମିନାଲ୍ କୁ ଯାଆନ୍ତୁ.
 +
 
 
|-
 
|-
| 4:21
+
| 04:21
| tail hyphen f forward slash var log auth dot log
+
| “ଟେଲ୍ ହାଇଫେନ୍ f ଫର୍ୱାର୍ଡ ସ୍ଲାଶ୍ var ସ୍ଲାଶ୍ ଲଗ୍ ସ୍ଲାଶ୍ auth ଡଟ୍ ଲଗ୍”
 +
 
 
|-
 
|-
| 4:31
+
| 04:31
| ଏବେ ଏହି ଟର୍ମିନାଲ୍ ର ଆକାରକୁ ପରିବର୍ତନ କର.
+
| ଏହି ଟର୍ମିନାଲ୍ କୁ ରିସାଇଜ୍ କରିବା.
 +
 
 
|-
 
|-
| 4:39
+
| 04:39
| ଚାଲ ଏବେ ଅନ୍ୟଏକ ଟର୍ମିନାଲ୍ ଖୋଲିବା , Application -> Accessories -> Terminal.  
+
| ଚାଲନ୍ତୁ, ଆଉଏକ ଟର୍ମିନାଲ୍ ଖୋଲିବା, “ଆପ୍ଲିକେଶନ୍ -> ଆକ୍ସେସୋରିଜ୍ -> ଟର୍ମିନାଲ୍”.
 +
 
 
|-
 
|-
| 4:46
+
| 04:46
|ଏବେ ଏହି ଟର୍ମିନାଲ୍ ର ଆକାରକୁ ପରିବର୍ତନ କର .
+
| ଏହି ଟର୍ମିନାଲ୍ କୁ ରିସାଇଜ୍ କରିବା
 +
 
 
|-
 
|-
| 4:52
+
| 04:52
|ଫଳରେ, ମୁଁ ତୁମକୁ ଏକ single screen ରେ ଦେଖାଇବି ଯେ କିପରି tail ଏକ ଲୋଗ୍ ଫାଇଲ୍ ରେ ଶେଷ ଲାଇନ୍ କୁ ଅନୁସରଣ କରେ.
+
| ଯେଉଁଥିରୁ ମୁଁ ଆପଣଙ୍କୁ, ଗୋଟିଏ ସିଙ୍ଗଲ୍ ୱିଣ୍ଡୋରେ କିପରି “ଟେଲ୍” ଏକ “ଲଗ୍” ଫାଇଲ୍ ରେ ଶେଷ ଲାଇନ୍ କୁ ଅନୁସରଣ କରେ, ଦେଖାଇପାରିବି.
 +
 
 
|-
 
|-
| 5:00
+
| 05:00
| Su କୁ ତୁମ ନିଜ ଭଳି ଚେଷ୍ଟା କର, ଏନ୍ଟର୍ ଦବାଅ.  
+
| “su”କୁ ନିଜ ଭାବରେ ଚେଷ୍ଟା କରନ୍ତୁ ଓ ଏଣ୍ଟର୍ ଦାବନ୍ତୁ.
 +
 
 
|-
 
|-
| 5:05
+
| 05:05
| କିଛି ଭୁଲ୍ password  ଦିଅ ଏବଂ ଏନ୍ଟର୍ ଦବାଅ.  
+
| କିଛି ଭୁଲ୍ ପାସୱର୍ଡ ଦେଇ ଏଣ୍ଟର୍ ଦାବନ୍ତୁ.
 +
 
 
|-
 
|-
| 5:08
+
| 05:08
| ତୁମେ ଦେଖିବ ଯେ ଟର୍ମିନାଲ୍ , ଯାହା ଉପରେ ଯେଉଁ tail ଚାଲୁଛି, ତାହା ଏକ ନୁଆ ଲୋଗ୍ ସାହିତ ଯୋଡି ହୋଇଯାଇଛି .
+
| “ଟେଲ୍” ଚାଲୁଥିବା ଟର୍ମିନାଲ୍ ରେ ଏକ ନୂଆ “ଲଗ୍” ଯୋଡ଼ି ହୋଇଥିବାର ଆପଣ ଦେଖିବେ.
 +
 
 
|-
 
|-
| 5:15
+
| 05:15
| କେତେବେଳେ authentication failure ଦେଖା ଦେଇଥିଲା, ତାରିଖ ଏବଂ ସମୟ ତାହା ନିର୍ଦିଷ୍ଟ କରେ .
+
| କେତେବେଳେ “ଅଥେଣ୍ଟିକେଶନ୍ ବିଫଳ” ହେଲା, ତାହାର ତାରିଖ ସମୟ ନିର୍ଦ୍ଦିଷ୍ଟ କରିଥାଏ.
 +
 
 
|-
 
|-
| 5:23
+
| 05:23
| ସିଷ୍ଟମ‌ ର ତାରିଖ ଏବଂ ସମୟ କୁ ଯାଂଚ କରିବା ପାଇଁ date ଟାଇପ୍ କର, ଏନ୍ଟର୍ ଦବାଅ .
+
| ସିଷ୍ଟମ୍ ତାରିଖ ସମୟ ଯାଞ୍ଚ କରିବା ପାଇଁ “ଡେଟ୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
 +
 
 
|-
 
|-
| 5:32
+
| 05:32
| ଏହି ଟର୍ମିନାଲ୍ କୁ ବଂଦ କରିବା ପାଇଁ Exit ଟାଇପ୍ କର .
+
| ଟର୍ମିନାଲ୍ ବନ୍ଦ କରିବାକୁ “Exit” ଟାଇପ୍ କରନ୍ତୁ.
 +
 
 
|-
 
|-
| 5:36
+
| 05:36
| ରନିଂଗ୍ ଟେଲ୍ କମାଣ୍ଡ୍ କୁ ବଂଦ କରିବା ପାଇଁ ଏବଂ ସ୍କ୍ରିନ୍ କୁ ସର୍ବାଧିକ ବଡ କରିବା ପାଇଁ  CTRL+C ଦବାଅ.  
+
| ଚାଲୁଥିବା ଟେଲ୍ କମାଣ୍ଡ୍ ବନ୍ଦ କରିବାକୁ ଓ ସ୍କ୍ରୀନ୍ କୁ ମାକ୍ସିମାଇଜ୍ କରିବାକୁ “Ctrl C” ଦାବନ୍ତୁ.
 +
 
 
|-
 
|-
| 5:51
+
| 05:51
| ଆମେ ପୁର୍ବ ଉଦାହରଣ ରେ କେବଳ auth dot log file ଦେଖିଛେ.
+
| ପୂର୍ବ ଉଦାହରଣରେ ଆମେ କେବଳ '''auth dot log''' ଫାଇଲ୍ ଦେଖିଲେ.
 +
 
 
|-
 
|-
| 5:57
+
| 05:57
|ଏଗୁଡିକ ଲିନକ୍ସ ରେ ସାଧାରଣତଃ ବ୍ୟବହୃତ ଲୋଗ୍ ଫାଇଲସ୍ (log files) .
+
| ଏହିଗୁଡ଼ିକ ହେଉଛି ଲିନକ୍ସରେ ସାଧାରଣ ଭାବେ ବ୍ୟବହୃତ ଲଗ୍ ଫାଇଲ୍ସ.
 +
 
 
|-
 
|-
| 6:01
+
| 06:01
| ସିଷ୍ଟମ କିଛି ଅସୁବିଧା ହେଲେ , ଲିନକ୍ସ ସିଷ୍ଟମ ଏଡମିନ୍ ସ୍ଟ୍ରେଟର୍  (linux system administrator) ମେସିନ୍ ର ଟ୍ରବୁଲ୍ ସୁଟ୍ (troubleshoot) କରିବାକୁ ଅଧିକ ସୁଚନା ପାଇଁ ଏହିସବୁ ଲୋଗ୍ ଫାଇଲ (log files)କୁ ଦେଖିବ.  
+
| ଯଦି ମେସିନ୍ ରେ କିଛି ସମସ୍ୟା ଥାଏ, ତେବେ ତାହା ଦୂର କରିବାକୁ ଅଧିକ ସୂଚନା ପାଇଁ ଏକ ଲିନକ୍ସ ସିଷ୍ଟମ୍ ଆଡମିନିଷ୍ଟ୍ରେଟର୍ ଏହିସବୁ ଲଗ୍ ଫାଇଲ୍ସ ଭିତରେ ଦେଖେ.
 +
 
 
|-
 
|-
| 6:12
+
| 06:12
| Sort କମାଣ୍ଡ୍, ନାମର ଅର୍ଥ ଅନୁସାରେ, ଉଭୟ ଉର୍ଦ୍ଧଗାମୀ ଏବଂ ନିମ୍ନଗାମୀ କ୍ରମରେ ଏକ ଫାଇଲ୍ ସର୍ଟ୍‌ କରେ .  
+
| ନାମ କହିଲା ପରି “ସର୍ଟ” କମାଣ୍ଡ୍, ଗୋଟିଏ ଫାଇଲ୍ କୁ ବର୍ଦ୍ଧିତ ଓ ହ୍ରାସିତ କ୍ରମରେ ସଜାଡ଼େ.
 +
 
 
|-
 
|-
| 6:23
+
| 06:23
| sort numbers dot txt . ଏହା ଆମର ସଂଖ୍ୟା ଗୁଡିକୁ dot txt file ରେ ଉର୍ଦ୍ଧଗାମୀ କ୍ରମ (ascending order)ରେ ସଜାଇ ରଖିବ.  
+
| “ସର୍ଟ ନମ୍ୱର୍ସ ଡଟ୍ ଟିଏକ୍ସଟି”. ଏହା ଆମର “ନମ୍ୱର୍ସ ଡଟ୍ ଟିଏକ୍ସଟି” ଫାଇଲ୍ କୁ ବର୍ଦ୍ଧିତ କ୍ରମରେ ସଜାଡ଼ିବ.
 +
 
 
|-
 
|-
| 6:31
+
| 06:31
| ଧ୍ୟାନ ଦିଅ ସେଠାରେ କିଛି ବିଚିତ୍ର ଅଛି , sort କେବଳ ପ୍ରଥମ ଅଖ୍ୟର କୁ ଦେଖେ , ତେଣୁ 10, 11 &12 ନମ୍ବର 2 ପୁର୍ବରୁ ଦେଖାଦିଏ .  
+
| ଧ୍ୟାନଦିଅନ୍ତୁ, ଏଠାରେ କିଛି ଅଜବ ଅଛି, ସର୍ଟ କରିବା ସମୟରେ ସର୍ଟ କେବଳ ପ୍ରଥମ କ୍ୟାରେକ୍ଟର୍ କୁ ଦେଖୁଛି, ତେଣୁ ୨ ପୂର୍ବରୁ ୧୦, ୧୧, ୧୨ ନମ୍ୱର୍ ଆସୁଛି.
 +
 
 
|-
 
|-
| 6:43
+
| 06:43
|ଏଥିରୁ ରଖ୍ୟା ପାଇବା ପାଇଁ , ଅପସନ୍ hyphen n କୁ ମିଶାଅ ଏବଂ ଏନ୍ଟର୍ ଦବାଅ.
+
| ଏହାକୁ ଏଡ଼ାଇବା ପାଇଁ “ହାଇଫେନ୍ n” ଅପ୍ସନ୍ ଆଡ୍ କରି ଏଣ୍ଟର୍ ଦାବନ୍ତୁ.
 +
 
 
|-
 
|-
| 6:53
+
| 06:53
| ବର୍ତମାନ sort ପୁରା ନମ୍ବର କୁ ଦେଖେ ତାହାକୁ sort କରିବା ପାଇଁ .
+
| ଏବେ ସର୍ଟ କରିବା ପାଇଁ ସର୍ଟ ସମଗ୍ର ନମ୍ୱର୍ କୁ ଦେଖୁଛି.
 +
 
 
|-
 
|-
| 6:58
+
| 06:58
| number dot txt କୁ  reverse order (ଓଲଟା କ୍ରମ)ରେ sort କରିବା ପାଇଁ ଅପସନ୍ hyphen r ମିଶାଅ.  
+
| ପଛୁଆ କ୍ରମରେ “ନମ୍ୱର୍ ଡଟ୍ ଟିଏକ୍ସଟି”କୁ ସର୍ଟ କରିବା ପାଇଁ “ହାଇଫେନ୍ r” ଅପ୍ସନ୍ ଆଡ୍ କରନ୍ତୁ.
 +
 
 
|-
 
|-
| 7:09
+
| 07:09
| ଆମ ପାଖରେ ନମ୍ବର୍ ଗୁଡିକ ଅଛି ଯାହାର ଏହି ଫାଇଲ୍ ରେ ପୁନରାବୃତି (repeat) ହୋ‌ଇଛି , unique numbers କୁ ବାହାର କରିବା ପାଇଁ hyphen u ଅପସନ୍ ମିଶାଅ
+
| ଏହି ଫାଇଲ୍ ରେ ନମ୍ୱର୍ ଗୁଡ଼ିକ ରିପିଟ୍ ହୋଇଅଛି, କେବଳ ବିଶେଷ ନମ୍ୱର୍ କାଢିବା ପାଇଁ “ହାଇଫେନ୍ u”ର ଆଉ ଏକ ଅପ୍ସନ୍ ଆଡ୍ କରନ୍ତୁ.
 +
 
 
|-
 
|-
| 7:17
+
| 07:17
|ଟର୍ମିନାଲ୍ କୁ ଯାଅ.
+
| ଟର୍ମିନାଲ୍ କୁ ଯାଆନ୍ତୁ.
 +
 
 
|-
 
|-
| 7:20
+
|07:20
| ଅପ୍ ଏରୋ (Up Arrow)
+
| ଅପ୍ ଏରୋ
 +
 
 
|-
 
|-
| 7:22
+
| 07:22
| U ଏନ୍ଟର୍ କର 
+
|U ଏଣ୍ଟର୍ କରନ୍ତୁ.
 +
 
 
|-
 
|-
| 7:26
+
| 07:26
|ପୁର୍ବରୁ ଦୁଇଟି 2 ଦେଖାଦେଇଥିଲା . ବର୍ତମାନ କେବଳ ଗୋଟିଏ 2 ଦେଖା ଯାଉଛି .  
+
| ପୂର୍ବରୁ ଦୁଇଟି ୨ ଦେଖାଯାଉଥିଲା, ଏବେ କେବଳ ଗୋଟିଏ ୨ ଦେଖାଯାଉଛି.
 +
 
 
|-
 
|-
| 7:38
+
| 07:38
| ବର୍ତମାନ ଅମେ ଦେଖିବା କିପରି ନିର୍ଦିଷ୍ଟ ସ୍ତମ୍ଭ (column) ର ଆଧାର ଉପରେ ଏକ ଫାଇଲ୍ sort କରିପାରିବା .
+
| ନିର୍ଦ୍ଦିଷ୍ଟ କଲମ୍ କୁ ଭିତ୍ତିକରି କିପରି ଏକ ଫାଇଲ୍ କୁ ସର୍ଟ କରାଯାଏ, ଆମେ ଏବେ ଦେଖିବା.
 +
 
 
|-
 
|-
| 7:44
+
| 07:44
| ଚାଲ ଏକ ଫାଇଲ୍ ତିଆରି କର ଏବଂ ଏଥିରେ key ଇନ୍‌ କର ଯେପରି ନିମ୍ନରେ ଦେଖାଯାଇଛି.  
+
| ଗୋଟିଏ ଫାଇଲ୍ କ୍ରିଏଟ୍ କରନ୍ତୁ ଓ ନିମ୍ନାନୁସାରେ କୀ’ ଇନ୍ କରନ୍ତୁ.
 +
 
 
|-
 
|-
| 7:48
+
| 07:48
|Applications > Accessories > Text Editor କୁ ଯିବା.
+
| ଆପ୍ଲିକେଶନ୍ > ଆକ୍ସେସୋରିଜ୍ > ଟେକ୍ସଟ୍ ଏଡିଟର୍ କୁ ଯାଆନ୍ତୁ.
 +
 
 
|-
 
|-
| 7:57
+
| 07:57
|ସମୟର ବାଧ୍ୟତା ହେତୁ ମୋ ପାଖରେ ଆଗରୁ ଅନ୍ୟଏକ ଫାଇଲ୍ ରେ ଡାଟା ଅଛି , ଚାଲ value କୋପି ଏବଂ ପେସ୍ଟ୍ କର CTRL+C; CTRL+V.  
+
| ସମୟ ବଞ୍ଚାଇବା ପାଇଁ ମୁଁ ପୂର୍ବରୁ ଡାଟାକୁ ଆଉ ଏକ ଫାଇଲ୍ ରେ ରଖିସାରିଛି, ଆମେ Ctrl + C; Ctrl + V ଦାବି ଭାଲ୍ୟୁକୁ କପୀ ଓ ପେଷ୍ଟ କରିବା.
 +
 
 
|-
 
|-
| 8:11
+
| 08:11
| ଫାଇଲ୍, marks dot txt ନାମରେ ସେଭ୍ କର, Saveରେ କ୍ଲିକ୍ କର.  
+
| ଫାଇଲ୍ କୁ “ମାର୍କ୍ସ ଡଟ୍ ଟିଏକ୍ସଟି” ନାମରେ ସେଭ୍ କରନ୍ତୁ. “ସେଭ୍” ଦାବନ୍ତୁ.
 +
 
 
|-
 
|-
| 8:21
+
| 08:21
| ଏହି ଫାଇଲ୍ ର ବିଶେଷ ଅଖ୍ୟର ଗୁଡିକୁ ଧର ନାହିଁ ; ମୁଁ ଚାହେଁ ନି ଯେ କମ୍ ନମ୍ବର୍ ଦେବାଯୋଗୁଁ କେହି ମୋତେ ଅଭିଯୁକ୍ତ କରୁ .  
+
| ଏହି ଫାଇଲ୍ ରେ ଥିବା ସ୍ପେସିଆଲ୍ କ୍ୟାରେକ୍ଟର୍ ବିଷୟରେ ଚିନ୍ତା କରନ୍ତୁନି. ମୁଁ ଚାହୁଁନି ଯେ, କମ୍ ମାର୍କ ମିଳିଲେ, ମୋତେ କେହି କିଛି କହୁ.
 +
 
 
|-
 
|-
| 8:28
+
| 08:28
| ଏହି ଫାଇଲ୍ କୁ ବଂଦ କର.
+
| ଏହି ଫାଇଲ୍ କୁ ବନ୍ଦ କରନ୍ତୁ.
 +
 
 
|-
 
|-
| 8:33
+
| 08:33
| ଚାଲ marks dot txt file କୁ ଦିତିୟ ସ୍ତମ୍ଭ ଆଧାର ରେ sort କରିବା .  
+
| “ମାର୍କ୍ସ ଡଟ୍ ଟିଏକ୍ସଟି” ଫାଇଲ୍ ଦ୍ୱିତୀୟ କଲମ୍ କୁ ଭିତ୍ତିକରି ସର୍ଟ କରିବା.
 +
 
 
|-
 
|-
| 8:40
+
| 08:40
| ଟର୍ମିନାଲ୍ କୁ ଯିବା.
+
| ଟର୍ମିନାଲ୍ କୁ ଯାଆନ୍ତୁ.
 +
 
 
|-
 
|-
| 8:42
+
| 08:42
| sort space marks dot txt space hyphen t space open inverted commas space close inverted commas space.
+
| “ସର୍ଟ ସ୍ପେସ୍ ମାର୍କ୍ସ ଡଟ୍ ଟିକ୍ସଟି ସ୍ପେସ୍ ହାଇଫେନ୍ t ସ୍ପେସ୍ ଓପନ୍ ଇନଭର୍ଟେଡ୍ କମାସ୍ ସ୍ପେସ୍ କ୍ଲୋଜ୍ ଇନଭର୍ଟେଡ୍ କମାସ୍ ସ୍ପେସ୍”
 +
 
 
|-
 
|-
| 8:53
+
| 08:53
|ଏଠାରେ hyphen t delimiter ପାଇଁ ପ୍ରତୀକ ଏବଂ ଉଦୃତ ଚିହ୍ନ ମଧ୍ୟରେ ସ୍ଥାନ (space) ଏହାକୁ ଦର୍ଶାଏ.  
+
| ଏଠାରେ “ହାଇଫେନ୍ t”ର ଅର୍ଥ ହେଉଛି “ଡେଲିମିଟର୍” ଓ କ୍ୱୋଟ୍ସ ମଧ୍ୟରେ ଥିବା ସ୍ପେସ୍ ତାହାକୁ ପ୍ରତିନିଧିତ୍ୱ କରେ.
 +
 
 
|-
 
|-
| 9:02
+
| 09:02
|hyphen k2, ଦିତିୟ ସ୍ତମ୍ଭ ପାଇଁ ଯେଉଁଥିରେ sort ପ୍ରଦଶ୍ରୀତ ହେବା ଉଚିତ୍.  
+
| “ହାଇଫେନ୍ k2” ଦ୍ୱିତୀୟ କଲମ୍ ପାଇଁ ଅଟେ, ଯାହା ଉପରେ ସର୍ଟ କରାଯିବ.
 +
 
 
|-
 
|-
| 9:14
+
| 09:14
|ଏନ୍ଟର୍ ଦବାଅ.
+
| ଏଣ୍ଟର୍ ଦାବନ୍ତୁ.
 +
 
 
|-
 
|-
| 9:20
+
| 09:20
|Cat marks dot txt
+
|'''କ୍ୟାଟ୍ ମାର୍କ୍ସ ଡଟ୍ ଟିଏକ୍ସଟି'''
 +
 
 
|-
 
|-
| 9:24
+
| 09:24
|ଏହା ମୁଳ ଫାଇଲ୍ , ଯଦି ତୁମେ ଦେଖ କି Avir ଉପରକୁ ଚାଲିଗଲା ଏବଂ Bala ତଳକୁ ଆସିଗଲା - ଯେବେ ଆମେ ଦିତିୟ ସ୍ତମ୍ଭ ର ଆଧାରରେ sort କଲେ .
+
| କେବଳ ଦ୍ୱିତୀୟ କଲମ୍ କୁ ଭିତ୍ତିକରି ଯେତେବେଳେ ଆମେ ସର୍ଟ କଲେ, Avir ଉପରକୁ ଚାଲିଯାଇଥିବାର ଓ Bala ତଳକୁ ଆସିଯାଇଥିବାର ଆପଣ ଯଦି ଦେଖିପାରୁଥିବେ, ତେବେ ଏହା ମୂଳ ଫାଇଲ୍ ଅଟେ.
 +
 
 
|-
 
|-
| 9:43
+
| 09:43
|Cut କମାଣ୍ଡ୍ ଏକ ଫାଇଲ୍ ରୁ କେବଳ ନିର୍ଦିଷ୍ଟ ସୁଚନା କାଟିବା ପାଇଁ ବ୍ୟବହାର ହୋଇଥାଏ .
+
|ଗୋଟିଏ ଫାଇଲ୍ ରୁ ନିର୍ଦ୍ଦିଷ୍ଟ ସୂଚନା କାଟିବାକୁ Cut କମାଣ୍ଡ୍ ବ୍ୟବହୃତ ହୋଇଥାଏ.
 +
 
 
|-
 
|-
| 9:51
+
| 09:51
|ଚାଲ marks dot txt ରୁ ନାମ ଗୁଡିକୁ ବାହାର କରିଦେବା.  
+
| ଚାଲନ୍ତୁ “ମାର୍କ୍ସ ଡଟ୍ ଟିଏକ୍ସଟି”ରୁ କିଛି ନାମ କାଢ଼ିବା.
 +
 
 
|-
 
|-
| 9:55
+
| 09:55
|ଚାଲ ଟର୍ମିନାଲ୍ କୁ ଯିବା ALT+Tab
+
| Alt Tab ଦାବି ଟର୍ମିନାଲ୍ କୁ ଯିବା.
 +
 
 
|-
 
|-
| 9:58
+
| 09:58
|cut space marks dot txt space hyphen d space open inverted commas space close inverted commas space.
+
| “କଟ୍ ସ୍ପେସ୍ ମାର୍କ୍ସ ଡଟ୍ ଟିଏକ୍ସଟି ସ୍ପେସ୍ ହାଇଫେନ୍ d ସ୍ପେସ୍ ଓପନ୍ ଇନଭର୍ଟେଡ୍ କମାସ୍ ସ୍ପେସ୍ କ୍ଲୋଜ୍ ଇନଭର୍ଟେଡ୍ କମାସ୍ ସ୍ପେସ୍”
 +
 
 
|-
 
|-
 
|10:08
 
|10:08
|ଏଠାରେ cut କମାଣ୍ଡ୍ ରେ d ଏକ delimiter ଏବଂ ଉଦୃତ ଚିହ୍ନ ମଧ୍ୟରେ ସ୍ଥାନ (space) ଡିଲିମିଟର୍ କୁ ଦର୍ଶାଏ.  
+
| ଏଠାରେ Cut କମାଣ୍ଡ୍ ରେ d ହେଉଛି ଡେଲିମିଟର୍ ଓ କ୍ୱୋଟ୍ସ ମଧ୍ୟରେ ଥିବା ସ୍ପେସ୍ ତାହାକୁ ପ୍ରତିନିତ୍ୱ କରେ.
 +
 
 
|-
 
|-
 
|10:20
 
|10:20
|hyphen f2 ଦିତିୟ ସ୍ତମ୍ଭ ପାଇଁ. ଏନ୍ଟର୍ ପ୍ରେସ୍ କର.  
+
|ଦ୍ୱିତୀୟ କଲମ୍ ପାଇଁ “ହାଇଫେନ୍ f2”. ଏଣ୍ଟର୍ ଦାବନ୍ତୁ.
 +
 
 
|-
 
|-
 
|10:31
 
|10:31
|Paste କମାଣ୍ଡ୍  ଫାଇଲ୍ ଗୁଡିକର ସମରୁପୀ ପରବର୍ତୀ ଲାଇନ୍ ଗୁଡିକୁ ମିଶାଇବ.
+
|ଫାଇଲ୍ ର ପରବର୍ତ୍ତୀ ଲାଇନ୍ ଗୁଡ଼ିକରେ “ପେଷ୍ଟ” କମାଣ୍ଡ୍ ମର୍ଜ କରିଯିବ.
 +
 
 
|-
 
|-
 
|10:36
 
|10:36
|ଚାଲ ଏବେ ଉଭୟ numbers dot txt ଏବଂ marks dot txt ଫାଇଲ୍‌ କୁ ବ୍ୟବହାର କରିବା.
+
| ଏବେ ଚାଲନ୍ତୁ, ଉଭୟ “ନମ୍ୱର୍ସ ଡଟ୍ ଟିଏକ୍ସଟି” ଓ “ମାର୍କ୍ସ ଡଟ୍ ଟିଏକ୍ସଟି” ଫାଇଲ୍ ବ୍ୟବହାର କରିବା.
 +
 
 
|-
 
|-
 
|10:41
 
|10:41
| ଟର୍ମିନାଲ୍ କୁ ଯିବା.
+
| ଟର୍ମିନାଲ୍ କୁ ଯାଆନ୍ତୁ.
 +
 
 
|-
 
|-
 
|10:43
 
|10:43
| Paste numbers dot txt marks dot txt , ଏନ୍ଟର୍ ଦବାଅ .  
+
| “ନମ୍ୱର୍ସ ଡଟ୍ ଟିଏକ୍ସଟି” “ମାର୍କ୍ସ ଡଟ୍ ଟିଏକ୍ସଟି” ପେଷ୍ଟ କରି ଏଣ୍ଟର୍ ଦାବନ୍ତୁ.
 +
 
 
|-
 
|-
 
|10:50
 
|10:50
|ବର୍ତମାନ marks dot txt ର ପ୍ରଥମ ଲାଇନ୍, numbers dot txt ର ପ୍ରଥମ ଲାଇନ୍ କୁ ଯୋଡିଗଲା.  
+
| ଏବେ, “ମାର୍କ୍ସ ଡଟ୍ ଟିଏକ୍ସଟି” ଫାଇଲ୍ ର ପ୍ରଥମ ଲାଇନ୍ “ନମ୍ୱର୍ସ ଡଟ୍ ଟିଏକ୍ସଟି”ର ପ୍ରଥମ ଲାଇନ୍ ସହ ଯୋଡ଼ି ହୋଇଯାଇଛି.
 +
 
 
|-
 
|-
 
|10:57
 
|10:57
|ଏହି ଆଉଟ୍ ପୁଟ୍ କୁ concatefile dot txt ନାମକ ଅନ୍ୟଏକ ଫାଇଲ୍ କୁ redirect କରିବା ପାଇଁ ଆମେ redirect key ବ୍ୟବହାର କରି ପାରିବା .  
+
| '''concatefile ଡଟ୍ ଟିଏକ୍ସଟି''' ନାମକ ଅନ୍ୟ ଫାଇଲ୍ ରେ ଏହି ଆଉଟପୁଟ୍ କୁ ରିଡାଇରେକ୍ଟ କରିବା ପାଇଁ ରିଡାଇରେକ୍ଟ କୀ’ ବ୍ୟବହାର କରାଯାଇପାରିବ.
 +
 
 
|-
 
|-
 
| 11:06
 
| 11:06
|ଟର୍ମିନାଲ୍ କୁ ଯିବା.
+
| ଟର୍ମିନାଲ୍ କୁ ଯାଆନ୍ତୁ.
 +
 
 
|-
 
|-
 
| 11:08
 
| 11:08
| Up arrowରେ ପ୍ରେସ୍ କର . redirect key ରେ ପ୍ରେସ୍ କର, ଯାହା Greater than symbol, concatfile dot txt . ଏନ୍ଟର୍ ରେ ପ୍ରେସ୍ କର.  
+
| ଅପ୍ ଏରୋ ଦାବନ୍ତୁ. ରିଡାଇରେକ୍ଟ କରିବା ପାଇଁ ରିଡାଇରେକ୍ଟ କୀ’, ଯାହା ହେଉଛି ଗ୍ରେଟର୍ ଦ୍ୟାନ୍ ସିମ୍ୱଲ୍, ଦାବନ୍ତୁ '''concatefile ଡଟ୍ ଟିଏକ୍ସଟି'''. ଏଣ୍ଟର୍ ଦାବନ୍ତୁ.
 +
 
 
|-
 
|-
 
| 11:18
 
| 11:18
| Cat concatfile dot txt
+
| '''କ୍ୟାଟ୍ concatfile ଡଟ୍ ଟିଏକ୍ସଟି'''
 +
 
 
|-
 
|-
 
| 11:22
 
| 11:22
| ଚାଲ ଏବେ ସ୍ଲାଇଡ୍ କୁ ଯିବା.
+
| ଚାଲନ୍ତୁ, ସ୍ଲାଇଡ୍ କୁ ଯିବା.
 +
 
 
|-
 
|-
 
| 11:25
 
| 11:25
|ଯଦି ଆମେ paste କୁ ନମ୍ବର୍ ଗୁଡିକୁ କ୍ରମାନୁସାରେ ଟ୍ୟାବ୍ ଦ୍ୱାରା ଡିଲିମିଟ୍ ହୋ‌ଇ ପ୍ରିଣ୍ଟ୍ କରିବାକୁ ଚାହୁଁ , ଏଥି ପାଇଁ ଆମେ  '''hyphen s''' ଅପସନ୍‌ କୁ ବ୍ୟବହାର କରିପାରିବା .  
+
| ପେଷ୍ଟ, ନମ୍ୱର୍ସକୁ କ୍ରମାନୁସାରେ ଦେଖାଇବା ପାଇଁ ଆମେ ପ୍ରଦର୍ଶିତ ଟ୍ୟାବ୍ ଦ୍ୱାରା ତାକୁ ଡେଲିମିଟ୍ କରି “ହାଇଫେନ୍ s” ଅପ୍ସନ୍ ବ୍ୟବହାର କରିପାରିବା.
 +
 
 
|-
 
|-
 
| 11:34
 
| 11:34
| Paste hyphen s
+
| “ହାଇଫେନ୍ s” ପେଷ୍ଟ କରନ୍ତୁ.
 +
 
 
|-
 
|-
 
|11:39
 
|11:39
|numbers dot txt. 
+
| “ନମ୍ୱର୍ସ ଡଟ୍ ଟିଏକ୍ସଟି”
 +
 
 
|-
 
|-
 
| 11:43
 
| 11:43
| ସ୍ଲାଇଡ୍ କୁ ଯାଅ .
+
| ସ୍ଲାଇଡ୍ କୁ ଯାଆନ୍ତୁ.
 +
 
 
|-
 
|-
 
| 11:45
 
| 11:45
| ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଏକ ଭାଗ .
+
| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ,
 +
 
 
|-
 
|-
 
|11:49
 
|11:49
|ଏହା ଆଇ. ସି. ଟି., (ICT), ଏମ. ଏଚ. ଆର. ଡି. (MHRD), ଭାରତ ସରକାରକଂ ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ.
+
| ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ.
 +
 
 
|-
 
|-
 
| 11:55
 
| 11:55
| ଏହି ମିଶନ୍ ବିଷୟରେ ଅଧିକ ସୁଚନା ପାଇଁ ଆପଣ ନିମ୍ନରେ ଥିବା ଲିଂକ୍ କୁ ଯାଇ ପାରିବେ .  
+
| ଅଧିକ ସୂଚନା ପାଇଁ ଆପଣ ନିମ୍ନ ଲିଙ୍କ୍ କୁ ରେଫର୍ କରିପାରିବେ.
 +
 
 
|-
 
|-
 
|11:59
 
|11:59
|ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି
+
|ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
ଉପସ୍ଥିତି ପାଇଁ ଧନ୍ୟବାଦ
+
 
+
 
|}
 
|}

Latest revision as of 17:02, 10 April 2017

Time Narration
00:00 ଲିନକ୍ସରେ ସିମ୍ପଲ୍ ଫିଲ୍ଟର୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ.
00:08 ଆମେ ଏଠାରେ, “ହେଡ୍, ଟେଲ୍, ସର୍ଟ, କଟ୍ ଓ ପେଷ୍ଟ” ବିଷୟରେ ଶିଖିବା.
00:17 ଏହିଗୁଡ଼ିକ ହେଉଛି କମାଣ୍ଡ୍ ଲାଇନ୍ ଟେକ୍ସଟ୍ ମାନିପୁଲେଶନ୍ ଟୁଲ୍ସ.
00:22 ଯଦି ଆପଣ ଟର୍ମିନାଲ୍ ରେ ଏକ ହାଶ୍ (#) ସିମ୍ୱଲ୍ ଦେଖନ୍ତି, ତେବେ ସେହିସବୁ କମାଣ୍ଡ୍ ଏକଜେକ୍ୟୁଟ୍ କରିବାକୁ ଆପଣଙ୍କୁ ରୁଟ୍ ହେବାକୁ ପଡ଼ିବ.
00:29 “ସୁଡୋ su” କିମ୍ୱା “su ରୁଟ୍”, ଯଦି ଆପଣ ଟର୍ମିନାଲ୍ ରେ ଏକ ଡଲାର୍ ($) ସିମ୍ୱଲ୍ ଦେଖନ୍ତି, ତେବେ ସେହିସବୁ କମାଣ୍ଡ୍ ଏକଜେକ୍ୟୁଟ୍ କରିବାକୁ ଆପଣ ଅର୍ଡିନେରୀ ୟୁଜର୍ ହୋଇପାରିବେ.
00:38 ଆପଣ ଡିଫଲ୍ଟ ଇନଷ୍ଟଲେଶନ୍ କରିବା ସହ ଯେଉଁଠାରେ ଫାଇଲ୍ ଗୁଡ଼ିକ ସେଭ୍ ହେଉଛି, ତାହାର କୌଣସି ପାଥ୍ ମୋଡିଫାଏ କରିନଥିବେ ବୋଲି ମୁଁ ଭାବୁଛି.
00:46 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ଉବୁଣ୍ଟୁ ୧୦.୧୦ ବ୍ୟବହାର କରୁଛି.
00:51 ଏକ ୱିଣ୍ଡୋରେ ମାଉସ୍, କୀ’ବୋର୍ଡ, ମାକ୍ସିମାଇଜ୍ ଓ ମିନିମାଇଜ୍ ବଟନ୍ ବ୍ୟବହାର ଜାଣିଥିବା ଏହି ମଡ୍ୟୁଲ୍ ପାଇଁ ପ୍ରାକ୍-ଆବଶ୍ୟକତା ଅଟେ.
01:02 ଗୋଟିଏ ଫାଇଲ୍ ର ପ୍ରଥମ ୧୦ ଲାଇନ୍ସକୁ ପ୍ରଦର୍ଶିତ କରିବା ପାଇଁ ଆମେ “ହେଡ୍” କମାଣ୍ଡ୍ ଦେବାପରେ ଏକ “ascii” ଫାଇଲ୍ ନାମ ଦେଉ.
01:10 ଚାଲନ୍ତୁ ଗୋଟିଏ ଫାଇଲ୍ କ୍ରିଏଟ୍ କରିବା. ଏହାକୁ ପ୍ରାକ୍ଟିକାଲୀ ଦେଖାଇବାକୁ ମୁଁ “ESC” (ଏସକେପ୍) କୀ ଦାବୁଛି.
01:17 ଆପ୍ଲିକେଶନ୍ > ଆକ୍ସେସୋରିଜ୍ > ଟେକ୍ସଟ୍ ଏଡିଟର୍” କୁ ଯାଆନ୍ତୁ.
01:24 ସମୟ ବଞ୍ଚାଇବାକୁ ମୁଁ ଅନ୍ୟଏକ ଫାଇଲ୍ ରେ ଏହିସବୁ ସଂଖ୍ୟା ରଖିସାରିଛି.
01:30 କପୀ ଓ ପେଷ୍ଟ କରିବା.
01:38 “ଫାଇଲ୍”, “ସେଭ୍” ଦାବନ୍ତୁ.
01:41 ଫାଇଲ୍ ର ନାଁ “ନମ୍ୱର୍ସ ଡଟ୍ ଟିଏକ୍ସଟି” ଦେଇ “ସେଭ୍” ଦାବନ୍ତୁ.
01:48 ଏହି ଫାଇଲ୍ କୁ ବନ୍ଦ କରନ୍ତୁ.
01:53 ଏବେ, “ଆପ୍ଲିକେଶନ୍ > ଆକ୍ସେସୋରିଜ୍ > ଟର୍ମିନାଲ୍” କୁ ଯାଆନ୍ତୁ.
02:01 ଆମେ କ୍ରିଏଟ୍ କରିଥିବା ଫାଇଲ୍ କୁ ଦେଖିପାରୁଛେ କି ନାହିଁ, ଚାଲନ୍ତୁ ଦେଖିବା.
02:05 “ls” ଟାଇପ୍ କରି “ଏଣ୍ଟର୍” ଦାବନ୍ତୁ.
02:09 ଆମେ ଏଠାରେ ଯାହା କରିଛେ, ସେଥିରୁ ଆମ “ହୋମ୍” ଡାଇରେକ୍ଟୋରୀରେ ସମସ୍ତ ଫାଇଲ୍ସ ଓ ଫୋଲ୍ଡର୍ସ ଦେଖାଦେବ.
02:15 ଆମେ କ୍ରିଏଟ୍ କରିଥିବା ଫାଇଲ୍ ପଢ଼ିବା ପାଇଁ ଏବେ ଆମେ CAT କମାଣ୍ଡ୍ ବ୍ୟବହାର କରିବା.
02:21 “CAT n-u-m” ଟାଇପ୍ କରି ଫାଇଲ୍ ନାମକୁ ଅଟୋଫିଲ୍ କରିବାକୁ “ଟ୍ୟାବ୍” ଦାବି “ଏଣ୍ଟର୍” ଦାବନ୍ତୁ.
02:29 ହେଡ୍ କମାଣ୍ଡ୍ ସହିତ ସେହିପରି କରିବା.
02:33 ହେଡ୍ ନମ୍ୱର୍ସ ଡଟ୍ ଟିଏକ୍ସଟି ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
02:39 ଏବେ, ପ୍ରଥମ ୧୦ ଲାଇନ୍ ଦେଖାଗଲା.
02:43 ଯଦି କେବଳ ପ୍ରଥମ ୫ଟି ଲାଇନ୍ ଦେଖିବାକୁ ଚାହିଁବା, ତେବେ “ହେଡ୍” କମାଣ୍ଡ୍ ଓ ଫାଇଲ୍ ନାମ ମଧ୍ୟରେ “ହାଇଫେନ୍ n5” ଅପ୍ସନ୍ ବ୍ୟବହାର କରିବା.
02:52 ଅପ୍ ଏରୋ ଦାବନ୍ତୁ, “ହାଇଫେନ୍ n5” ଓ “ଏଣ୍ଟର୍” ଦାବନ୍ତୁ.
02:58 ଏବେ, କେବଳ ପ୍ରଥମ ୫ଟି ଲାଇନ୍ ଦେଖାଗଲା.
03:02 ଚାଲନ୍ତୁ, ପ୍ରେଜେଣ୍ଟେଶନ୍ କୁ ସ୍ୱିଚ୍ ବ୍ୟାକ୍ କରିବା
03:08 F5
03:14 “ହେଡ୍” କମାଣ୍ଡ୍ ର ଠିକ୍ ବିପରୀତ ଭାବେ “ଟେଲ୍” କମାଣ୍ଡ୍ କାମ କରେ. ଏହା ଡିଫଲ୍ଟ ଭାବେ ଗୋଟିଏ ଫାଇଲ୍ ର ଶେଷ ୧୦ ଲାଇନ୍ ଦେଖାଏ.
03:22 ଟର୍ମିନାଲ୍ କୁ ଯିବାପାଇଁ ମୁଁ ALT ଓ TAB ଦାବୁଛି.
03:27 ଟେଲ୍ ନମ୍ୱର୍ସ ଡଟ୍ ଟିଏକ୍ସଟି
03:31 ଯଦି କେବଳ ପ୍ରଥମ ୫ଟି ଲାଇନ୍ ଦେଖିବାକୁ ଚାହିଁବା, ତେବେ “ଟେଲ୍” କମାଣ୍ଡ୍ ଓ ଫାଇଲ୍ ନାମ ମଧ୍ୟରେ “ହାଇଫେନ୍ n5” ଅପ୍ସନ୍ ବ୍ୟବହାର କରିବା.
03:40 “ହାଇଫେନ୍ n5” ଟାଇପ୍ କରି “ଏଣ୍ଟର୍” ଦାବନ୍ତୁ
03:45 ସ୍ଲାଇଡ୍ସକୁ ଫେରି ଯାଆନ୍ତୁ.
03:50 ଏକ ଲଗ୍ ଫାଇଲ୍ ରେ, ସିଷ୍ଟମ୍ ରେ ହେଉଥିବା ଇଭେଣ୍ଟସ୍ ବା କାର୍ଯ୍ୟକ୍ରମ ରହିଥାଏ.
03:55 ଲଗ୍ ଇନ୍ କରିଥିବା ଓ ଲଗ୍ ଆଉଟ୍ କରିଥିବା ଲୋକଙ୍କର ଲଗ୍, Auth dot log ଫାଇଲ୍ ମେଣ୍ଟେନ୍ କରିଥାଏ.
04:01 ଏକ ଲଗ୍ ଫାଇଲ୍ ର ଟେଲ୍ ଅନୁସରଣ କରିବା ପାଇଁ ଟେଲ୍ ର ସବୁଠାରୁ ଉପଯୋଗୀ ଅପ୍ସନ୍ ହେଉଛି “ହାଇଫେନ୍ f” ଅପ୍ସନ୍ ବ୍ୟବହାର କରିବା.
04:09 ଯଦି ଲଗ୍ ଫାଇଲ୍ ରେ ଏକ ନୂଆ ଲାଇନ୍ ଯୋଡ଼ାଯାଏ, ତେବେ ତାହାକୁ ଟେଲ୍ କମାଣ୍ଡ୍ ଶେଷ ଲାଇନ୍ ଭାବେ ଗ୍ରହଣ କରି ଡିଫଲ୍ଟ ଭାବରେ ତାହା ଉପରେ ୧୦ଟି ଲାଇନ୍ ଦେଖାଇବ.
04:18 ଟର୍ମିନାଲ୍ କୁ ଯାଆନ୍ତୁ.
04:21 “ଟେଲ୍ ହାଇଫେନ୍ f ଫର୍ୱାର୍ଡ ସ୍ଲାଶ୍ var ସ୍ଲାଶ୍ ଲଗ୍ ସ୍ଲାଶ୍ auth ଡଟ୍ ଲଗ୍”
04:31 ଏହି ଟର୍ମିନାଲ୍ କୁ ରିସାଇଜ୍ କରିବା.
04:39 ଚାଲନ୍ତୁ, ଆଉଏକ ଟର୍ମିନାଲ୍ ଖୋଲିବା, “ଆପ୍ଲିକେଶନ୍ -> ଆକ୍ସେସୋରିଜ୍ -> ଟର୍ମିନାଲ୍”.
04:46 ଏହି ଟର୍ମିନାଲ୍ କୁ ରିସାଇଜ୍ କରିବା
04:52 ଯେଉଁଥିରୁ ମୁଁ ଆପଣଙ୍କୁ, ଗୋଟିଏ ସିଙ୍ଗଲ୍ ୱିଣ୍ଡୋରେ କିପରି “ଟେଲ୍” ଏକ “ଲଗ୍” ଫାଇଲ୍ ରେ ଶେଷ ଲାଇନ୍ କୁ ଅନୁସରଣ କରେ, ଦେଖାଇପାରିବି.
05:00 “su”କୁ ନିଜ ଭାବରେ ଚେଷ୍ଟା କରନ୍ତୁ ଓ ଏଣ୍ଟର୍ ଦାବନ୍ତୁ.
05:05 କିଛି ଭୁଲ୍ ପାସୱର୍ଡ ଦେଇ ଏଣ୍ଟର୍ ଦାବନ୍ତୁ.
05:08 “ଟେଲ୍” ଚାଲୁଥିବା ଟର୍ମିନାଲ୍ ରେ ଏକ ନୂଆ “ଲଗ୍” ଯୋଡ଼ି ହୋଇଥିବାର ଆପଣ ଦେଖିବେ.
05:15 କେତେବେଳେ “ଅଥେଣ୍ଟିକେଶନ୍ ବିଫଳ” ହେଲା, ତାହାର ତାରିଖ ଓ ସମୟ ନିର୍ଦ୍ଦିଷ୍ଟ କରିଥାଏ.
05:23 ସିଷ୍ଟମ୍ ତାରିଖ ଓ ସମୟ ଯାଞ୍ଚ କରିବା ପାଇଁ “ଡେଟ୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
05:32 ଟର୍ମିନାଲ୍ ବନ୍ଦ କରିବାକୁ “Exit” ଟାଇପ୍ କରନ୍ତୁ.
05:36 ଚାଲୁଥିବା ଟେଲ୍ କମାଣ୍ଡ୍ ବନ୍ଦ କରିବାକୁ ଓ ସ୍କ୍ରୀନ୍ କୁ ମାକ୍ସିମାଇଜ୍ କରିବାକୁ “Ctrl C” ଦାବନ୍ତୁ.
05:51 ପୂର୍ବ ଉଦାହରଣରେ ଆମେ କେବଳ auth dot log ଫାଇଲ୍ ଦେଖିଲେ.
05:57 ଏହିଗୁଡ଼ିକ ହେଉଛି ଲିନକ୍ସରେ ସାଧାରଣ ଭାବେ ବ୍ୟବହୃତ ଲଗ୍ ଫାଇଲ୍ସ.
06:01 ଯଦି ମେସିନ୍ ରେ କିଛି ସମସ୍ୟା ଥାଏ, ତେବେ ତାହା ଦୂର କରିବାକୁ ଅଧିକ ସୂଚନା ପାଇଁ ଏକ ଲିନକ୍ସ ସିଷ୍ଟମ୍ ଆଡମିନିଷ୍ଟ୍ରେଟର୍ ଏହିସବୁ ଲଗ୍ ଫାଇଲ୍ସ ଭିତରେ ଦେଖେ.
06:12 ନାମ କହିଲା ପରି “ସର୍ଟ” କମାଣ୍ଡ୍, ଗୋଟିଏ ଫାଇଲ୍ କୁ ବର୍ଦ୍ଧିତ ଓ ହ୍ରାସିତ କ୍ରମରେ ସଜାଡ଼େ.
06:23 “ସର୍ଟ ନମ୍ୱର୍ସ ଡଟ୍ ଟିଏକ୍ସଟି”. ଏହା ଆମର “ନମ୍ୱର୍ସ ଡଟ୍ ଟିଏକ୍ସଟି” ଫାଇଲ୍ କୁ ବର୍ଦ୍ଧିତ କ୍ରମରେ ସଜାଡ଼ିବ.
06:31 ଧ୍ୟାନଦିଅନ୍ତୁ, ଏଠାରେ କିଛି ଅଜବ ଅଛି, ସର୍ଟ କରିବା ସମୟରେ ସର୍ଟ କେବଳ ପ୍ରଥମ କ୍ୟାରେକ୍ଟର୍ କୁ ଦେଖୁଛି, ତେଣୁ ୨ ପୂର୍ବରୁ ୧୦, ୧୧, ୧୨ ନମ୍ୱର୍ ଆସୁଛି.
06:43 ଏହାକୁ ଏଡ଼ାଇବା ପାଇଁ “ହାଇଫେନ୍ n” ଅପ୍ସନ୍ ଆଡ୍ କରି ଏଣ୍ଟର୍ ଦାବନ୍ତୁ.
06:53 ଏବେ ସର୍ଟ କରିବା ପାଇଁ ସର୍ଟ ସମଗ୍ର ନମ୍ୱର୍ କୁ ଦେଖୁଛି.
06:58 ପଛୁଆ କ୍ରମରେ “ନମ୍ୱର୍ ଡଟ୍ ଟିଏକ୍ସଟି”କୁ ସର୍ଟ କରିବା ପାଇଁ “ହାଇଫେନ୍ r” ଅପ୍ସନ୍ ଆଡ୍ କରନ୍ତୁ.
07:09 ଏହି ଫାଇଲ୍ ରେ ନମ୍ୱର୍ ଗୁଡ଼ିକ ରିପିଟ୍ ହୋଇଅଛି, କେବଳ ବିଶେଷ ନମ୍ୱର୍ କାଢିବା ପାଇଁ “ହାଇଫେନ୍ u”ର ଆଉ ଏକ ଅପ୍ସନ୍ ଆଡ୍ କରନ୍ତୁ.
07:17 ଟର୍ମିନାଲ୍ କୁ ଯାଆନ୍ତୁ.
07:20 ଅପ୍ ଏରୋ
07:22 U ଏଣ୍ଟର୍ କରନ୍ତୁ.
07:26 ପୂର୍ବରୁ ଦୁଇଟି ୨ ଦେଖାଯାଉଥିଲା, ଏବେ କେବଳ ଗୋଟିଏ ୨ ଦେଖାଯାଉଛି.
07:38 ନିର୍ଦ୍ଦିଷ୍ଟ କଲମ୍ କୁ ଭିତ୍ତିକରି କିପରି ଏକ ଫାଇଲ୍ କୁ ସର୍ଟ କରାଯାଏ, ଆମେ ଏବେ ଦେଖିବା.
07:44 ଗୋଟିଏ ଫାଇଲ୍ କ୍ରିଏଟ୍ କରନ୍ତୁ ଓ ନିମ୍ନାନୁସାରେ କୀ’ ଇନ୍ କରନ୍ତୁ.
07:48 ଆପ୍ଲିକେଶନ୍ > ଆକ୍ସେସୋରିଜ୍ > ଟେକ୍ସଟ୍ ଏଡିଟର୍ କୁ ଯାଆନ୍ତୁ.
07:57 ସମୟ ବଞ୍ଚାଇବା ପାଇଁ ମୁଁ ପୂର୍ବରୁ ଡାଟାକୁ ଆଉ ଏକ ଫାଇଲ୍ ରେ ରଖିସାରିଛି, ଆମେ Ctrl + C; Ctrl + V ଦାବି ଭାଲ୍ୟୁକୁ କପୀ ଓ ପେଷ୍ଟ କରିବା.
08:11 ଫାଇଲ୍ କୁ “ମାର୍କ୍ସ ଡଟ୍ ଟିଏକ୍ସଟି” ନାମରେ ସେଭ୍ କରନ୍ତୁ. “ସେଭ୍” ଦାବନ୍ତୁ.
08:21 ଏହି ଫାଇଲ୍ ରେ ଥିବା ସ୍ପେସିଆଲ୍ କ୍ୟାରେକ୍ଟର୍ ବିଷୟରେ ଚିନ୍ତା କରନ୍ତୁନି. ମୁଁ ଚାହୁଁନି ଯେ, କମ୍ ମାର୍କ ମିଳିଲେ, ମୋତେ କେହି କିଛି କହୁ.
08:28 ଏହି ଫାଇଲ୍ କୁ ବନ୍ଦ କରନ୍ତୁ.
08:33 “ମାର୍କ୍ସ ଡଟ୍ ଟିଏକ୍ସଟି” ଫାଇଲ୍ ର ଦ୍ୱିତୀୟ କଲମ୍ କୁ ଭିତ୍ତିକରି ସର୍ଟ କରିବା.
08:40 ଟର୍ମିନାଲ୍ କୁ ଯାଆନ୍ତୁ.
08:42 “ସର୍ଟ ସ୍ପେସ୍ ମାର୍କ୍ସ ଡଟ୍ ଟିକ୍ସଟି ସ୍ପେସ୍ ହାଇଫେନ୍ t ସ୍ପେସ୍ ଓପନ୍ ଇନଭର୍ଟେଡ୍ କମାସ୍ ସ୍ପେସ୍ କ୍ଲୋଜ୍ ଇନଭର୍ଟେଡ୍ କମାସ୍ ସ୍ପେସ୍”
08:53 ଏଠାରେ “ହାଇଫେନ୍ t”ର ଅର୍ଥ ହେଉଛି “ଡେଲିମିଟର୍” ଓ କ୍ୱୋଟ୍ସ ମଧ୍ୟରେ ଥିବା ସ୍ପେସ୍ ତାହାକୁ ପ୍ରତିନିଧିତ୍ୱ କରେ.
09:02 “ହାଇଫେନ୍ k2” ଦ୍ୱିତୀୟ କଲମ୍ ପାଇଁ ଅଟେ, ଯାହା ଉପରେ ସର୍ଟ କରାଯିବ.
09:14 ଏଣ୍ଟର୍ ଦାବନ୍ତୁ.
09:20 କ୍ୟାଟ୍ ମାର୍କ୍ସ ଡଟ୍ ଟିଏକ୍ସଟି
09:24 କେବଳ ଦ୍ୱିତୀୟ କଲମ୍ କୁ ଭିତ୍ତିକରି ଯେତେବେଳେ ଆମେ ସର୍ଟ କଲେ, Avir ଉପରକୁ ଚାଲିଯାଇଥିବାର ଓ Bala ତଳକୁ ଆସିଯାଇଥିବାର ଆପଣ ଯଦି ଦେଖିପାରୁଥିବେ, ତେବେ ଏହା ମୂଳ ଫାଇଲ୍ ଅଟେ.
09:43 ଗୋଟିଏ ଫାଇଲ୍ ରୁ ନିର୍ଦ୍ଦିଷ୍ଟ ସୂଚନା କାଟିବାକୁ Cut କମାଣ୍ଡ୍ ବ୍ୟବହୃତ ହୋଇଥାଏ.
09:51 ଚାଲନ୍ତୁ “ମାର୍କ୍ସ ଡଟ୍ ଟିଏକ୍ସଟି”ରୁ କିଛି ନାମ କାଢ଼ିବା.
09:55 Alt Tab ଦାବି ଟର୍ମିନାଲ୍ କୁ ଯିବା.
09:58 “କଟ୍ ସ୍ପେସ୍ ମାର୍କ୍ସ ଡଟ୍ ଟିଏକ୍ସଟି ସ୍ପେସ୍ ହାଇଫେନ୍ d ସ୍ପେସ୍ ଓପନ୍ ଇନଭର୍ଟେଡ୍ କମାସ୍ ସ୍ପେସ୍ କ୍ଲୋଜ୍ ଇନଭର୍ଟେଡ୍ କମାସ୍ ସ୍ପେସ୍”
10:08 ଏଠାରେ Cut କମାଣ୍ଡ୍ ରେ d ହେଉଛି ଡେଲିମିଟର୍ ଓ କ୍ୱୋଟ୍ସ ମଧ୍ୟରେ ଥିବା ସ୍ପେସ୍ ତାହାକୁ ପ୍ରତିନିତ୍ୱ କରେ.
10:20 ଦ୍ୱିତୀୟ କଲମ୍ ପାଇଁ “ହାଇଫେନ୍ f2”. ଏଣ୍ଟର୍ ଦାବନ୍ତୁ.
10:31 ଫାଇଲ୍ ର ପରବର୍ତ୍ତୀ ଲାଇନ୍ ଗୁଡ଼ିକରେ “ପେଷ୍ଟ” କମାଣ୍ଡ୍ ମର୍ଜ କରିଯିବ.
10:36 ଏବେ ଚାଲନ୍ତୁ, ଉଭୟ “ନମ୍ୱର୍ସ ଡଟ୍ ଟିଏକ୍ସଟି” ଓ “ମାର୍କ୍ସ ଡଟ୍ ଟିଏକ୍ସଟି” ଫାଇଲ୍ ବ୍ୟବହାର କରିବା.
10:41 ଟର୍ମିନାଲ୍ କୁ ଯାଆନ୍ତୁ.
10:43 “ନମ୍ୱର୍ସ ଡଟ୍ ଟିଏକ୍ସଟି” “ମାର୍କ୍ସ ଡଟ୍ ଟିଏକ୍ସଟି” ପେଷ୍ଟ କରି ଏଣ୍ଟର୍ ଦାବନ୍ତୁ.
10:50 ଏବେ, “ମାର୍କ୍ସ ଡଟ୍ ଟିଏକ୍ସଟି” ଫାଇଲ୍ ର ପ୍ରଥମ ଲାଇନ୍ “ନମ୍ୱର୍ସ ଡଟ୍ ଟିଏକ୍ସଟି”ର ପ୍ରଥମ ଲାଇନ୍ ସହ ଯୋଡ଼ି ହୋଇଯାଇଛି.
10:57 concatefile ଡଟ୍ ଟିଏକ୍ସଟି ନାମକ ଅନ୍ୟ ଫାଇଲ୍ ରେ ଏହି ଆଉଟପୁଟ୍ କୁ ରିଡାଇରେକ୍ଟ କରିବା ପାଇଁ ରିଡାଇରେକ୍ଟ କୀ’ ବ୍ୟବହାର କରାଯାଇପାରିବ.
11:06 ଟର୍ମିନାଲ୍ କୁ ଯାଆନ୍ତୁ.
11:08 ଅପ୍ ଏରୋ ଦାବନ୍ତୁ. ରିଡାଇରେକ୍ଟ କରିବା ପାଇଁ ରିଡାଇରେକ୍ଟ କୀ’, ଯାହା ହେଉଛି ଗ୍ରେଟର୍ ଦ୍ୟାନ୍ ସିମ୍ୱଲ୍, ଦାବନ୍ତୁ concatefile ଡଟ୍ ଟିଏକ୍ସଟି. ଏଣ୍ଟର୍ ଦାବନ୍ତୁ.
11:18 କ୍ୟାଟ୍ concatfile ଡଟ୍ ଟିଏକ୍ସଟି
11:22 ଚାଲନ୍ତୁ, ସ୍ଲାଇଡ୍ କୁ ଯିବା.
11:25 ପେଷ୍ଟ, ନମ୍ୱର୍ସକୁ କ୍ରମାନୁସାରେ ଦେଖାଇବା ପାଇଁ ଆମେ ପ୍ରଦର୍ଶିତ ଟ୍ୟାବ୍ ଦ୍ୱାରା ତାକୁ ଡେଲିମିଟ୍ କରି “ହାଇଫେନ୍ s” ଅପ୍ସନ୍ ବ୍ୟବହାର କରିପାରିବା.
11:34 “ହାଇଫେନ୍ s” ପେଷ୍ଟ କରନ୍ତୁ.
11:39 “ନମ୍ୱର୍ସ ଡଟ୍ ଟିଏକ୍ସଟି”
11:43 ସ୍ଲାଇଡ୍ କୁ ଯାଆନ୍ତୁ.
11:45 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ,
11:49 ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ.
11:55 ଅଧିକ ସୂଚନା ପାଇଁ ଆପଣ ନିମ୍ନ ଲିଙ୍କ୍ କୁ ରେଫର୍ କରିପାରିବେ.
11:59 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

Contributors and Content Editors

Devraj, Manoranjan, PoojaMoolya, Pradeep