Difference between revisions of "Linux/C2/Simple-filters/Oriya"

From Script | Spoken-Tutorial
Jump to: navigation, search
Line 28: Line 28:
 
|-
 
|-
 
|01:02
 
|01:02
| ଗୋଟିଏ ଫାଇଲ୍ ର ପ୍ରଥମ ୧୦ ଲାଇନ୍ସକୁ ପ୍ରଦର୍ଶିତ କରିବା ପାଇଁ ଆମେ “ହେଡ୍” କମାଣ୍ଡ୍ ଦେବାପରେ ଏକ “ascii” ଫାଇଲ୍ ନାମ ଦେଉ |
+
| ଗୋଟିଏ ଫାଇଲ୍ ର ପ୍ରଥମ ୧୦ ଲାଇନ୍ସକୁ ପ୍ରଦର୍ଶିତ କରିବା ପାଇଁ ଆମେ “ହେଡ୍” କମାଣ୍ଡ୍ ଦେବାପରେ ଏକ “ascii” ଫାଇଲ୍ ନାମ ଦେଉ.
 
|-
 
|-
 
| 01:10
 
| 01:10
Line 64: Line 64:
 
|-
 
|-
 
| 02:15
 
| 02:15
| ଆମେ କ୍ରିଏଟ୍ କରିଥିବା ଫାଇଲ୍ ପଢ଼ିବା ପାଇଁ ଏବେ ଆମେ CAT କମାଣ୍ଡ୍ ବ୍ୟବହାର କରିବା |
+
| ଆମେ କ୍ରିଏଟ୍ କରିଥିବା ଫାଇଲ୍ ପଢ଼ିବା ପାଇଁ ଏବେ ଆମେ CAT କମାଣ୍ଡ୍ ବ୍ୟବହାର କରିବା.
 
|-
 
|-
 
| 02:21
 
| 02:21

Revision as of 14:51, 4 March 2015

Time Narration
00:00 ଲିନକ୍ସରେ ସିମ୍ପଲ୍ ଫିଲ୍ଟର୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ.
00:08 ଆମେ ଏଠାରେ, “ହେଡ୍, ଟେଲ୍, ସର୍ଟ, କଟ୍ ଓ ପେଷ୍ଟ” ବିଷୟରେ ଶିଖିବା.
00:17 ଏହିଗୁଡ଼ିକ ହେଉଛି କମାଣ୍ଡ୍ ଲାଇନ୍ ଟେକ୍ସଟ୍ ମାନିପୁଲେଶନ୍ ଟୁଲ୍ସ.
00:22 ଯଦି ଆପଣ ଟର୍ମିନାଲ୍ ରେ ଏକ ହାଶ୍ (#) ସିମ୍ୱଲ୍ ଦେଖନ୍ତି, ତେବେ ସେହିସବୁ କମାଣ୍ଡ୍ ଏକଜେକ୍ୟୁଟ୍ କରିବାକୁ ଆପଣଙ୍କୁ ରୁଟ୍ ହେବାକୁ ପଡ଼ିବ.
00:29 “ସୁଡୋ su” କିମ୍ୱା “su ରୁଟ୍”, ଯଦି ଆପଣ ଟର୍ମିନାଲ୍ ରେ ଏକ ଡଲାର୍ ($) ସିମ୍ୱଲ୍ ଦେଖନ୍ତି, ତେବେ ସେହିସବୁ କମାଣ୍ଡ୍ ଏକଜେକ୍ୟୁଟ୍ କରିବାକୁ ଆପଣ ଅର୍ଡିନେରୀ ୟୁଜର୍ ହୋଇପାରିବେ.
00:38 ଆପଣ ଡିଫଲ୍ଟ ଇନଷ୍ଟଲେଶନ୍ କରିବା ସହ ଯେଉଁଠାରେ ଫାଇଲ୍ ଗୁଡ଼ିକ ସେଭ୍ ହେଉଛି, ତାହାର କୌଣସି ପାଥ୍ ମୋଡିଫାଏ କରିନଥିବେ ବୋଲି ମୁଁ ଭାବୁଛି.
00:46 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ଉବୁଣ୍ଟୁ ୧୦.୧୦ ବ୍ୟବହାର କରୁଛି.
00:51 ଏକ ୱିଣ୍ଡୋରେ ମାଉସ୍, କୀ’ବୋର୍ଡ, ମାକ୍ସିମାଇଜ୍ ଓ ମିନିମାଇଜ୍ ବଟନ୍ ବ୍ୟବହାର ଜାଣିଥିବା ଏହି ମଡ୍ୟୁଲ୍ ପାଇଁ ପ୍ରାକ୍-ଆବଶ୍ୟକତା ଅଟେ.
01:02 ଗୋଟିଏ ଫାଇଲ୍ ର ପ୍ରଥମ ୧୦ ଲାଇନ୍ସକୁ ପ୍ରଦର୍ଶିତ କରିବା ପାଇଁ ଆମେ “ହେଡ୍” କମାଣ୍ଡ୍ ଦେବାପରେ ଏକ “ascii” ଫାଇଲ୍ ନାମ ଦେଉ.
01:10 ଚାଲନ୍ତୁ ଗୋଟିଏ ଫାଇଲ୍ କ୍ରିଏଟ୍ କରିବା. ଏହାକୁ ପ୍ରାକ୍ଟିକାଲୀ ଦେଖାଇବାକୁ ମୁଁ “ESC” (ଏସକେପ୍) କୀ ଦାବୁଛି.
01:17 ଆପ୍ଲିକେଶନ୍ > ଆକ୍ସେସୋରିଜ୍ > ଟେକ୍ସଟ୍ ଏଡିଟର୍” କୁ ଯାଆନ୍ତୁ.
01:24 ସମୟ ବଞ୍ଚାଇବାକୁ ମୁଁ ଅନ୍ୟଏକ ଫାଇଲ୍ ରେ ଏହିସବୁ ସଂଖ୍ୟା ରଖିସାରିଛି.
01:30 କପୀ ଓ ପେଷ୍ଟ କରିବା.
01:38 “ଫାଇଲ୍”, “ସେଭ୍” ଦାବନ୍ତୁ.
01:41 ଫାଇଲ୍ ର ନାଁ “ନମ୍ୱର୍ସ ଡଟ୍ ଟିଏକ୍ସଟି” ଦେଇ “ସେଭ୍” ଦାବନ୍ତୁ.
01:48 ଏହି ଫାଇଲ୍ କୁ ବନ୍ଦ କରନ୍ତୁ.
01:53 ଏବେ, “ଆପ୍ଲିକେଶନ୍ > ଆକ୍ସେସୋରିଜ୍ > ଟର୍ମିନାଲ୍” କୁ ଯାଆନ୍ତୁ.
02:01 ଆମେ କ୍ରିଏଟ୍ କରିଥିବା ଫାଇଲ୍ କୁ ଦେଖିପାରୁଛେ କି ନାହିଁ, ଚାଲନ୍ତୁ ଦେଖିବା.
02:05 “ls” ଟାଇପ୍ କରି “ଏଣ୍ଟର୍” ଦାବନ୍ତୁ.
02:09 ଆମେ ଏଠାରେ ଯାହା କରିଛେ, ସେଥିରୁ ଆମ “ହୋମ୍” ଡାଇରେକ୍ଟୋରୀରେ ସମସ୍ତ ଫାଇଲ୍ସ ଓ ଫୋଲ୍ଡର୍ସ ଦେଖାଦେବ.
02:15 ଆମେ କ୍ରିଏଟ୍ କରିଥିବା ଫାଇଲ୍ ପଢ଼ିବା ପାଇଁ ଏବେ ଆମେ CAT କମାଣ୍ଡ୍ ବ୍ୟବହାର କରିବା.
02:21 “CAT n-u-m” ଟାଇପ୍ କରି ଫାଇଲ୍ ନାମକୁ ଅଟୋଫିଲ୍ କରିବାକୁ “ଟ୍ୟାବ୍” ଦାବି “ଏଣ୍ଟର୍” ଦାବନ୍ତୁ.
02:29 ହେଡ୍ କମାଣ୍ଡ୍ ସହିତ ସେହିପରି କରିବା.
02:33 ହେଡ୍ ନମ୍ୱର୍ସ ଡଟ୍ ଟିଏକ୍ସଟି ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
02:39 ଏବେ, ପ୍ରଥମ ୧୦ ଲାଇନ୍ ଦେଖାଗଲା.
02:43 ଯଦି କେବଳ ପ୍ରଥମ ୫ଟି ଲାଇନ୍ ଦେଖିବାକୁ ଚାହିଁବା, ତେବେ “ହେଡ୍” କମାଣ୍ଡ୍ ଓ ଫାଇଲ୍ ନାମ ମଧ୍ୟରେ “ହାଇଫେନ୍ n5” ଅପ୍ସନ୍ ବ୍ୟବହାର କରିବା.
02:52 ଅପ୍ ଏରୋ ଦାବନ୍ତୁ, “ହାଇଫେନ୍ n5” ଓ “ଏଣ୍ଟର୍” ଦାବନ୍ତୁ.
02:58 ଏବେ, କେବଳ ପ୍ରଥମ ୫ଟି ଲାଇନ୍ ଦେଖାଗଲା.
03:02 ଚାଲନ୍ତୁ, ପ୍ରେଜେଣ୍ଟେଶନ୍ କୁ ସ୍ୱିଚ୍ ବ୍ୟାକ୍ କରିବା
03:08 F5
03:14 “ହେଡ୍” କମାଣ୍ଡ୍ ର ଠିକ୍ ବିପରୀତ ଭାବେ “ଟେଲ୍” କମାଣ୍ଡ୍ କାମ କରେ. ଏହା ଡିଫଲ୍ଟ ଭାବେ ଗୋଟିଏ ଫାଇଲ୍ ର ଶେଷ ୧୦ ଲାଇନ୍ ଦେଖାଏ.
03:22 ଟର୍ମିନାଲ୍ କୁ ଯିବାପାଇଁ ମୁଁ ALT ଓ TAB ଦାବୁଛି.
03:27 ଟେଲ୍ ନମ୍ୱର୍ସ ଡଟ୍ ଟିଏକ୍ସଟି
03:31 ଯଦି କେବଳ ପ୍ରଥମ ୫ଟି ଲାଇନ୍ ଦେଖିବାକୁ ଚାହିଁବା, ତେବେ “ଟେଲ୍” କମାଣ୍ଡ୍ ଓ ଫାଇଲ୍ ନାମ ମଧ୍ୟରେ “ହାଇଫେନ୍ n5” ଅପ୍ସନ୍ ବ୍ୟବହାର କରିବା.
03:40 “ହାଇଫେନ୍ n5” ଟାଇପ୍ କରି “ଏଣ୍ଟର୍” ଦାବନ୍ତୁ
03:45 ସ୍ଲାଇଡ୍ସକୁ ଫେରି ଯାଆନ୍ତୁ.
03:50 ଏକ ଲଗ୍ ଫାଇଲ୍ ରେ, ସିଷ୍ଟମ୍ ରେ ହେଉଥିବା ଇଭେଣ୍ଟସ୍ ବା କାର୍ଯ୍ୟକ୍ରମ ରହିଥାଏ.
03:55 ଲଗ୍ ଇନ୍ କରିଥିବା ଓ ଲଗ୍ ଆଉଟ୍ କରିଥିବା ଲୋକଙ୍କର ଲଗ୍, Auth dot log ଫାଇଲ୍ ମେଣ୍ଟେନ୍ କରିଥାଏ.
04:01 ଏକ ଲଗ୍ ଫାଇଲ୍ ର ଟେଲ୍ ଅନୁସରଣ କରିବା ପାଇଁ ଟେଲ୍ ର ସବୁଠାରୁ ଉପଯୋଗୀ ଅପ୍ସନ୍ ହେଉଛି “ହାଇଫେନ୍ f” ଅପ୍ସନ୍ ବ୍ୟବହାର କରିବା.
04:09 ଯଦି ଲଗ୍ ଫାଇଲ୍ ରେ ଏକ ନୂଆ ଲାଇନ୍ ଯୋଡ଼ାଯାଏ, ତେବେ ତାହାକୁ ଟେଲ୍ କମାଣ୍ଡ୍ ଶେଷ ଲାଇନ୍ ଭାବେ ଗ୍ରହଣ କରି ଡିଫଲ୍ଟ ଭାବରେ ତାହା ଉପରେ ୧୦ଟି ଲାଇନ୍ ଦେଖାଇବ.
04:18 ଟର୍ମିନାଲ୍ କୁ ଯାଆନ୍ତୁ.
04:21 “ଟେଲ୍ ହାଇଫେନ୍ f ଫର୍ୱାର୍ଡ ସ୍ଲାଶ୍ var ସ୍ଲାଶ୍ ଲଗ୍ ସ୍ଲାଶ୍ auth ଡଟ୍ ଲଗ୍”
04:31 ଏହି ଟର୍ମିନାଲ୍ କୁ ରିସାଇଜ୍ କରିବା.
04:39 ଚାଲନ୍ତୁ, ଆଉଏକ ଟର୍ମିନାଲ୍ ଖୋଲିବା, “ଆପ୍ଲିକେଶନ୍ -> ଆକ୍ସେସୋରିଜ୍ -> ଟର୍ମିନାଲ୍”.
04:46 ଏହି ଟର୍ମିନାଲ୍ କୁ ରିସାଇଜ୍ କରିବା
04:52 ଯେଉଁଥିରୁ ମୁଁ ଆପଣଙ୍କୁ, ଗୋଟିଏ ସିଙ୍ଗଲ୍ ୱିଣ୍ଡୋରେ କିପରି “ଟେଲ୍” ଏକ “ଲଗ୍” ଫାଇଲ୍ ରେ ଶେଷ ଲାଇନ୍ କୁ ଅନୁସରଣ କରେ, ଦେଖାଇପାରିବି.
05:00 “su”କୁ ନିଜ ଭାବରେ ଚେଷ୍ଟା କରନ୍ତୁ ଓ ଏଣ୍ଟର୍ ଦାବନ୍ତୁ.
05:05 କିଛି ଭୁଲ୍ ପାସୱର୍ଡ ଦେଇ ଏଣ୍ଟର୍ ଦାବନ୍ତୁ.
05:08 “ଟେଲ୍” ଚାଲୁଥିବା ଟର୍ମିନାଲ୍ ରେ ଏକ ନୂଆ “ଲଗ୍” ଯୋଡ଼ି ହୋଇଥିବାର ଆପଣ ଦେଖିବେ.
05:15 କେତେବେଳେ “ଅଥେଣ୍ଟିକେଶନ୍ ବିଫଳ” ହେଲା, ତାହାର ତାରିଖ ଓ ସମୟ ନିର୍ଦ୍ଦିଷ୍ଟ କରିଥାଏ.
05:23 ସିଷ୍ଟମ୍ ତାରିଖ ଓ ସମୟ ଯାଞ୍ଚ କରିବା ପାଇଁ “ଡେଟ୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
05:32 ଟର୍ମିନାଲ୍ ବନ୍ଦ କରିବାକୁ “Exit” ଟାଇପ୍ କରନ୍ତୁ.
05:36 ଚାଲୁଥିବା ଟେଲ୍ କମାଣ୍ଡ୍ ବନ୍ଦ କରିବାକୁ ଓ ସ୍କ୍ରୀନ୍ କୁ ମାକ୍ସିମାଇଜ୍ କରିବାକୁ “Ctrl C” ଦାବନ୍ତୁ.
05:51 ପୂର୍ବ ଉଦାହରଣରେ ଆମେ କେବଳ auth dot log ଫାଇଲ୍ ଦେଖିଲେ.
05:57 ଏହିଗୁଡ଼ିକ ହେଉଛି ଲିନକ୍ସରେ ସାଧାରଣ ଭାବେ ବ୍ୟବହୃତ ଲଗ୍ ଫାଇଲ୍ସ.
06:01 ଯଦି ମେସିନ୍ ରେ କିଛି ସମସ୍ୟା ଥାଏ, ତେବେ ତାହା ଦୂର କରିବାକୁ ଅଧିକ ସୂଚନା ପାଇଁ ଏକ ଲିନକ୍ସ ସିଷ୍ଟମ୍ ଆଡମିନିଷ୍ଟ୍ରେଟର୍ ଏହିସବୁ ଲଗ୍ ଫାଇଲ୍ସ ଭିତରେ ଦେଖେ.
06:12 ନାମ କହିଲା ପରି “ସର୍ଟ” କମାଣ୍ଡ୍, ଗୋଟିଏ ଫାଇଲ୍ କୁ ବର୍ଦ୍ଧିତ ଓ ହ୍ରାସିତ କ୍ରମରେ ସଜାଡ଼େ.
06:23 “ସର୍ଟ ନମ୍ୱର୍ସ ଡଟ୍ ଟିଏକ୍ସଟି”. ଏହା ଆମର “ନମ୍ୱର୍ସ ଡଟ୍ ଟିଏକ୍ସଟି” ଫାଇଲ୍ କୁ ବର୍ଦ୍ଧିତ କ୍ରମରେ ସଜାଡ଼ିବ.
06:31 ଧ୍ୟାନଦିଅନ୍ତୁ, ଏଠାରେ କିଛି ଅଜବ ଅଛି, ସର୍ଟ କରିବା ସମୟରେ ସର୍ଟ କେବଳ ପ୍ରଥମ କ୍ୟାରେକ୍ଟର୍ କୁ ଦେଖୁଛି, ତେଣୁ ୨ ପୂର୍ବରୁ ୧୦, ୧୧, ୧୨ ନମ୍ୱର୍ ଆସୁଛି.
06:43 ଏହାକୁ ଏଡ଼ାଇବା ପାଇଁ “ହାଇଫେନ୍ n” ଅପ୍ସନ୍ ଆଡ୍ କରି ଏଣ୍ଟର୍ ଦାବନ୍ତୁ.
06:53 ଏବେ ସର୍ଟ କରିବା ପାଇଁ ସର୍ଟ ସମଗ୍ର ନମ୍ୱର୍ କୁ ଦେଖୁଛି.
06:58 ପଛୁଆ କ୍ରମରେ “ନମ୍ୱର୍ ଡଟ୍ ଟିଏକ୍ସଟି”କୁ ସର୍ଟ କରିବା ପାଇଁ “ହାଇଫେନ୍ r” ଅପ୍ସନ୍ ଆଡ୍ କରନ୍ତୁ.
07:09 ଏହି ଫାଇଲ୍ ରେ ନମ୍ୱର୍ ଗୁଡ଼ିକ ରିପିଟ୍ ହୋଇଅଛି, କେବଳ ବିଶେଷ ନମ୍ୱର୍ କାଢିବା ପାଇଁ “ହାଇଫେନ୍ u”ର ଆଉ ଏକ ଅପ୍ସନ୍ ଆଡ୍ କରନ୍ତୁ.
07:17 ଟର୍ମିନାଲ୍ କୁ ଯାଆନ୍ତୁ.
07:20 ଅପ୍ ଏରୋ
07:22 U ଏଣ୍ଟର୍ କରନ୍ତୁ.
07:26 ପୂର୍ବରୁ ଦୁଇଟି ୨ ଦେଖାଯାଉଥିଲା, ଏବେ କେବଳ ଗୋଟିଏ ୨ ଦେଖାଯାଉଛି.
07:38 ନିର୍ଦ୍ଦିଷ୍ଟ କଲମ୍ କୁ ଭିତ୍ତିକରି କିପରି ଏକ ଫାଇଲ୍ କୁ ସର୍ଟ କରାଯାଏ, ଆମେ ଏବେ ଦେଖିବା.
07:44 ଗୋଟିଏ ଫାଇଲ୍ କ୍ରିଏଟ୍ କରନ୍ତୁ ଓ ନିମ୍ନାନୁସାରେ କୀ’ ଇନ୍ କରନ୍ତୁ.
07:48 ଆପ୍ଲିକେଶନ୍ > ଆକ୍ସେସୋରିଜ୍ > ଟେକ୍ସଟ୍ ଏଡିଟର୍ କୁ ଯାଆନ୍ତୁ.
07:57 ସମୟ ବଞ୍ଚାଇବା ପାଇଁ ମୁଁ ପୂର୍ବରୁ ଡାଟାକୁ ଆଉ ଏକ ଫାଇଲ୍ ରେ ରଖିସାରିଛି, ଆମେ Ctrl + C; Ctrl + V ଦାବି ଭାଲ୍ୟୁକୁ କପୀ ଓ ପେଷ୍ଟ କରିବା.
08:11 ଫାଇଲ୍ କୁ “ମାର୍କ୍ସ ଡଟ୍ ଟିଏକ୍ସଟି” ନାମରେ ସେଭ୍ କରନ୍ତୁ. “ସେଭ୍” ଦାବନ୍ତୁ.
08:21 ଏହି ଫାଇଲ୍ ରେ ଥିବା ସ୍ପେସିଆଲ୍ କ୍ୟାରେକ୍ଟର୍ ବିଷୟରେ ଚିନ୍ତା କରନ୍ତୁନି. ମୁଁ ଚାହୁଁନି ଯେ, କମ୍ ମାର୍କ ମିଳିଲେ, ମୋତେ କେହି କିଛି କହୁ.
08:28 ଏହି ଫାଇଲ୍ କୁ ବନ୍ଦ କରନ୍ତୁ.
08:33 “ମାର୍କ୍ସ ଡଟ୍ ଟିଏକ୍ସଟି” ଫାଇଲ୍ ର ଦ୍ୱିତୀୟ କଲମ୍ କୁ ଭିତ୍ତିକରି ସର୍ଟ କରିବା.
08:40 ଟର୍ମିନାଲ୍ କୁ ଯାଆନ୍ତୁ.
08:42 “ସର୍ଟ ସ୍ପେସ୍ ମାର୍କ୍ସ ଡଟ୍ ଟିକ୍ସଟି ସ୍ପେସ୍ ହାଇଫେନ୍ t ସ୍ପେସ୍ ଓପନ୍ ଇନଭର୍ଟେଡ୍ କମାସ୍ ସ୍ପେସ୍ କ୍ଲୋଜ୍ ଇନଭର୍ଟେଡ୍ କମାସ୍ ସ୍ପେସ୍”
08:53 ଏଠାରେ “ହାଇଫେନ୍ t”ର ଅର୍ଥ ହେଉଛି “ଡେଲିମିଟର୍” ଓ କ୍ୱୋଟ୍ସ ମଧ୍ୟରେ ଥିବା ସ୍ପେସ୍ ତାହାକୁ ପ୍ରତିନିଧିତ୍ୱ କରେ.
09:02 “ହାଇଫେନ୍ k2” ଦ୍ୱିତୀୟ କଲମ୍ ପାଇଁ ଅଟେ, ଯାହା ଉପରେ ସର୍ଟ କରାଯିବ.
09:14 ଏଣ୍ଟର୍ ଦାବନ୍ତୁ.
09:20 କ୍ୟାଟ୍ ମାର୍କ୍ସ ଡଟ୍ ଟିଏକ୍ସଟି
09:24 କେବଳ ଦ୍ୱିତୀୟ କଲମ୍ କୁ ଭିତ୍ତିକରି ଯେତେବେଳେ ଆମେ ସର୍ଟ କଲେ, Avir ଉପରକୁ ଚାଲିଯାଇଥିବାର ଓ Bala ତଳକୁ ଆସିଯାଇଥିବାର ଆପଣ ଯଦି ଦେଖିପାରୁଥିବେ, ତେବେ ଏହା ମୂଳ ଫାଇଲ୍ ଅଟେ.
09:43 ଗୋଟିଏ ଫାଇଲ୍ ରୁ ନିର୍ଦ୍ଦିଷ୍ଟ ସୂଚନା କାଟିବାକୁ Cut କମାଣ୍ଡ୍ ବ୍ୟବହୃତ ହୋଇଥାଏ.
09:51 ଚାଲନ୍ତୁ “ମାର୍କ୍ସ ଡଟ୍ ଟିଏକ୍ସଟି”ରୁ କିଛି ନାମ କାଢ଼ିବା.
09:55 Alt Tab ଦାବି ଟର୍ମିନାଲ୍ କୁ ଯିବା.
09:58 “କଟ୍ ସ୍ପେସ୍ ମାର୍କ୍ସ ଡଟ୍ ଟିଏକ୍ସଟି ସ୍ପେସ୍ ହାଇଫେନ୍ d ସ୍ପେସ୍ ଓପନ୍ ଇନଭର୍ଟେଡ୍ କମାସ୍ ସ୍ପେସ୍ କ୍ଲୋଜ୍ ଇନଭର୍ଟେଡ୍ କମାସ୍ ସ୍ପେସ୍”
10:08 ଏଠାରେ Cut କମାଣ୍ଡ୍ ରେ d ହେଉଛି ଡେଲିମିଟର୍ ଓ କ୍ୱୋଟ୍ସ ମଧ୍ୟରେ ଥିବା ସ୍ପେସ୍ ତାହାକୁ ପ୍ରତିନିତ୍ୱ କରେ.
10:20 ଦ୍ୱିତୀୟ କଲମ୍ ପାଇଁ “ହାଇଫେନ୍ f2”. ଏଣ୍ଟର୍ ଦାବନ୍ତୁ.
10:31 ଫାଇଲ୍ ର ପରବର୍ତ୍ତୀ ଲାଇନ୍ ଗୁଡ଼ିକରେ “ପେଷ୍ଟ” କମାଣ୍ଡ୍ ମର୍ଜ କରିଯିବ.
10:36 ଏବେ ଚାଲନ୍ତୁ, ଉଭୟ “ନମ୍ୱର୍ସ ଡଟ୍ ଟିଏକ୍ସଟି” ଓ “ମାର୍କ୍ସ ଡଟ୍ ଟିଏକ୍ସଟି” ଫାଇଲ୍ ବ୍ୟବହାର କରିବା.
10:41 ଟର୍ମିନାଲ୍ କୁ ଯାଆନ୍ତୁ.
10:43 “ନମ୍ୱର୍ସ ଡଟ୍ ଟିଏକ୍ସଟି” “ମାର୍କ୍ସ ଡଟ୍ ଟିଏକ୍ସଟି” ପେଷ୍ଟ କରି ଏଣ୍ଟର୍ ଦାବନ୍ତୁ.
10:50 ଏବେ, “ମାର୍କ୍ସ ଡଟ୍ ଟିଏକ୍ସଟି” ଫାଇଲ୍ ର ପ୍ରଥମ ଲାଇନ୍ “ନମ୍ୱର୍ସ ଡଟ୍ ଟିଏକ୍ସଟି”ର ପ୍ରଥମ ଲାଇନ୍ ସହ ଯୋଡ଼ି ହୋଇଯାଇଛି.
10:57 concatefile ଡଟ୍ ଟିଏକ୍ସଟି ନାମକ ଅନ୍ୟ ଫାଇଲ୍ ରେ ଏହି ଆଉଟପୁଟ୍ କୁ ରିଡାଇରେକ୍ଟ କରିବା ପାଇଁ ରିଡାଇରେକ୍ଟ କୀ’ ବ୍ୟବହାର କରାଯାଇପାରିବ.
11:06 ଟର୍ମିନାଲ୍ କୁ ଯାଆନ୍ତୁ.
11:08 ଅପ୍ ଏରୋ ଦାବନ୍ତୁ. ରିଡାଇରେକ୍ଟ କରିବା ପାଇଁ ରିଡାଇରେକ୍ଟ କୀ’, ଯାହା ହେଉଛି ଗ୍ରେଟର୍ ଦ୍ୟାନ୍ ସିମ୍ୱଲ୍, ଦାବନ୍ତୁ concatefile ଡଟ୍ ଟିଏକ୍ସଟି. ଏଣ୍ଟର୍ ଦାବନ୍ତୁ.
11:18 କ୍ୟାଟ୍ concatfile ଡଟ୍ ଟିଏକ୍ସଟି
11:22 ଚାଲନ୍ତୁ, ସ୍ଲାଇଡ୍ କୁ ଯିବା.
11:25 ପେଷ୍ଟ, ନମ୍ୱର୍ସକୁ କ୍ରମାନୁସାରେ ଦେଖାଇବା ପାଇଁ ଆମେ ପ୍ରଦର୍ଶିତ ଟ୍ୟାବ୍ ଦ୍ୱାରା ତାକୁ ଡେଲିମିଟ୍ କରି “ହାଇଫେନ୍ s” ଅପ୍ସନ୍ ବ୍ୟବହାର କରିପାରିବା.
11:34 “ହାଇଫେନ୍ s” ପେଷ୍ଟ କରନ୍ତୁ.
11:39 “ନମ୍ୱର୍ସ ଡଟ୍ ଟିଏକ୍ସଟି”
11:43 ସ୍ଲାଇଡ୍ କୁ ଯାଆନ୍ତୁ.
11:45 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ,
11:49 ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ.
11:55 ଅଧିକ ସୂଚନା ପାଇଁ ଆପଣ ନିମ୍ନ ଲିଙ୍କ୍ କୁ ରେଫର୍ କରିପାରିବେ.
11:59 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

Contributors and Content Editors

Devraj, Manoranjan, PoojaMoolya, Pradeep