Difference between revisions of "LibreOffice Suite Writer/C4/Using-track-changes/Oriya"

From Script | Spoken-Tutorial
Jump to: navigation, search
(Created page with '{| border=1 || '''Time''' || '''Narration''' |- | 00:02 | ନମସ୍କାର |- | 00:03 | ଲିବର ଅଫିସ୍ ରାଇଟର୍ ର 'ଡକ୍ୟୁମେଣ୍ଟ…')
 
Line 10: Line 10:
 
|-
 
|-
 
|00:09
 
|00:09
| ଲିବର୍ ଅଫିସ୍ '''Writer''' ରେ ଡକ୍ୟୁମେଣ୍ଟ୍ ର ପିଅର୍ ରିଭ୍ୟୁ କିଭଳି କରାଯାଏ ତାହା ଏହି ଟ୍ୟୁଟୋରିଆଲ୍ ରେ ଜାଣିବେ |
+
| ଲିବର୍ ଅଫିସ୍ '''Writer''' ରେ ଡକ୍ୟୁମେଣ୍ଟ୍ ର ପିଅର୍ ରିଭ୍ୟୁ କିଭଳି କରାଯାଏ ତାହା ଏହି ଟ୍ୟୁଟୋରିଆଲ୍ ରେ ଜାଣିବେ  
 
|-
 
|-
 
| 00:16
 
| 00:16
| 'Record Changes' ଅପ୍ସନ୍ ବ୍ୟବହାର କରି କିଭଳି ଏକ ଡକ୍ୟୁମେଣ୍ଟ୍ ର ପିଅର୍ ରିଭ୍ୟୁ ଓ ଏଡିଟ୍ କରିବେ ତାହା ଜାଣିବାକୁ ଏକ ବିଦ୍ୟମାନ ଡକ୍ୟୁମେଣ୍ଟ୍ ଖୋଲନ୍ତୁ |
+
| 'Record Changes' ଅପ୍ସନ୍ ବ୍ୟବହାର କରି କିଭଳି ଏକ ଡକ୍ୟୁମେଣ୍ଟ୍ ର ପିଅର୍ ରିଭ୍ୟୁ ଓ ଏଡିଟ୍ କରିବେ ତାହା ଜାଣିବାକୁ ଏକ ବିଦ୍ୟମାନ ଡକ୍ୟୁମେଣ୍ଟ୍ ଖୋଲନ୍ତୁ  
 
|-
 
|-
 
|00:26
 
|00:26
| ଏହି ଫିଚର୍ ବ୍ୟବହାର କରି ଜଣେ ରିଭ୍ୟୁଅର୍ କମେଣ୍ଟ୍ ଦେଇପାରନ୍ତି, ଟେକ୍ସଟ୍ ଆଡ୍ କରିପାରନ୍ତି, ବିଦ୍ୟମାନ ଟେକ୍ସଟ୍ କୁ ଡିଲିଟ୍ ବା ମୋଡିଫାଏ କରିପାରନ୍ତି ଯାହା ଡକ୍ୟୁମେଣ୍ଟ୍ ରେ ସ୍ପଷ୍ଟ ଭାବରେ ଦେଖାଯାଇଥାଏ |
+
| ଏହି ଫିଚର୍ ବ୍ୟବହାର କରି ଜଣେ ରିଭ୍ୟୁଅର୍ କମେଣ୍ଟ୍ ଦେଇପାରନ୍ତି, ଟେକ୍ସଟ୍ ଆଡ୍ କରିପାରନ୍ତି, ବିଦ୍ୟମାନ ଟେକ୍ସଟ୍ କୁ ଡିଲିଟ୍ ବା ମୋଡିଫାଏ କରିପାରନ୍ତି ଯାହା ଡକ୍ୟୁମେଣ୍ଟ୍ ରେ ସ୍ପଷ୍ଟ ଭାବରେ ଦେଖାଯାଇଥାଏ  
 
|-
 
|-
 
|00:40
 
|00:40
| ଏହା ଲେଖକଙ୍କ ଦ୍ୱାରା ସହଜରେ ଦେଖିହୁଏ ଯିଏ ଏହି ପରିବର୍ତ୍ତନଗୁଡିକୁ ଗ୍ରହଣ କିମ୍ୱା ପ୍ରତ୍ୟାଖ୍ୟାନ କରିପାରିବେ ଓ ପୁନର୍ବାର କୋଣସି ପରିବର୍ତ୍ତନ କରିବାର ପ୍ରୟାସ ବିନା ଏହି ଏଡିଟ୍ କମେଣ୍ଟ୍ ଗୁଡିକ ଅନ୍ତର୍ଭୁକ୍ତ କରିପାରିବେ |
+
| ଏହା ଲେଖକଙ୍କ ଦ୍ୱାରା ସହଜରେ ଦେଖିହୁଏ ଯିଏ ଏହି ପରିବର୍ତ୍ତନଗୁଡିକୁ ଗ୍ରହଣ କିମ୍ୱା ପ୍ରତ୍ୟାଖ୍ୟାନ କରିପାରିବେ ଓ ପୁନର୍ବାର କୋଣସି ପରିବର୍ତ୍ତନ କରିବାର ପ୍ରୟାସ ବିନା ଏହି ଏଡିଟ୍ କମେଣ୍ଟ୍ ଗୁଡିକ ଅନ୍ତର୍ଭୁକ୍ତ କରିପାରିବେ  
 
|-
 
|-
 
|00:53
 
|00:53
Line 41: Line 41:
 
|-
 
|-
 
| 01:34
 
| 01:34
| 'Seven-reasons-to-adopt-FOSS.odt' ଖୋଲିବା  
+
|Seven-reasons-to-adopt-FOSS.odt' ଖୋଲିବା  
 
|-
 
|-
 
| 01:41
 
| 01:41
| 'record changes' ଅପ୍ସନ୍ କୁ ଅନ୍ ରେ ସେଟ୍ କରିବା ପାଇଁ EDIT → CHANGESକୁ ଯାଆନ୍ତୁ ଓ RECORD ଅପ୍ସନ୍ ରେ ଚେକ୍ କରନ୍ତୁ |
+
| record changes' ଅପ୍ସନ୍ କୁ ଅନ୍ ରେ ସେଟ୍ କରିବା ପାଇଁ EDIT → CHANGESକୁ ଯାଆନ୍ତୁ ଓ RECORD ଅପ୍ସନ୍ ରେ ଚେକ୍ କରନ୍ତୁ |
 
|-
 
|-
 
| 01:53
 
| 01:53

Revision as of 16:26, 31 July 2014

Time Narration
00:02 ନମସ୍କାର
00:03
00:09 ଲିବର୍ ଅଫିସ୍ Writer ରେ ଡକ୍ୟୁମେଣ୍ଟ୍ ର ପିଅର୍ ରିଭ୍ୟୁ କିଭଳି କରାଯାଏ ତାହା ଏହି ଟ୍ୟୁଟୋରିଆଲ୍ ରେ ଜାଣିବେ
00:16 'Record Changes' ଅପ୍ସନ୍ ବ୍ୟବହାର କରି କିଭଳି ଏକ ଡକ୍ୟୁମେଣ୍ଟ୍ ର ପିଅର୍ ରିଭ୍ୟୁ ଓ ଏଡିଟ୍ କରିବେ ତାହା ଜାଣିବାକୁ ଏକ ବିଦ୍ୟମାନ ଡକ୍ୟୁମେଣ୍ଟ୍ ଖୋଲନ୍ତୁ
00:26 ଏହି ଫିଚର୍ ବ୍ୟବହାର କରି ଜଣେ ରିଭ୍ୟୁଅର୍ କମେଣ୍ଟ୍ ଦେଇପାରନ୍ତି, ଟେକ୍ସଟ୍ ଆଡ୍ କରିପାରନ୍ତି, ବିଦ୍ୟମାନ ଟେକ୍ସଟ୍ କୁ ଡିଲିଟ୍ ବା ମୋଡିଫାଏ କରିପାରନ୍ତି ଯାହା ଡକ୍ୟୁମେଣ୍ଟ୍ ରେ ସ୍ପଷ୍ଟ ଭାବରେ ଦେଖାଯାଇଥାଏ
00:40 ଏହା ଲେଖକଙ୍କ ଦ୍ୱାରା ସହଜରେ ଦେଖିହୁଏ ଯିଏ ଏହି ପରିବର୍ତ୍ତନଗୁଡିକୁ ଗ୍ରହଣ କିମ୍ୱା ପ୍ରତ୍ୟାଖ୍ୟାନ କରିପାରିବେ ଓ ପୁନର୍ବାର କୋଣସି ପରିବର୍ତ୍ତନ କରିବାର ପ୍ରୟାସ ବିନା ଏହି ଏଡିଟ୍ କମେଣ୍ଟ୍ ଗୁଡିକ ଅନ୍ତର୍ଭୁକ୍ତ କରିପାରିବେ
00:53
00:57
01:02
01:10 ଏଠାରେ ମୁଁ ପୂର୍ବରୁ ପ୍ରସ୍ତୁତ କରି ମୋ ସିଷ୍ଟମ୍ ରେ ସେଭ୍ କରିଥିବା କିଛି ଡକ୍ୟୁମେଣ୍ଟ୍ ବ୍ୟବହାର କରିବି, ଯେପରି-
01:16 * Seven-reasons-to-adopt-FOSS.odt
  • Government-support-for-FOSS-in-India.odt
01:24
01:34 Seven-reasons-to-adopt-FOSS.odt' ଖୋଲିବା
01:41
01:53 ପରବର୍ତ୍ତୀ ଯେକୌଣସି ଏଡିଟିଙ୍ଗ୍ କୁ ପୃଥକ ଭାବରେ ରେକର୍ଡ କରିବାକୁ ଏହା ସମର୍ଥ କରିବ |
02:01
02:05
02:36
02:42
02:46 ଇନ୍ସର୍ଶନ୍ ତାରିଖ ଓ ସମୟ ସହିତ “Inserted Ranjani:” ଭାବରେ ଏକ ବାର୍ତ୍ତା ଦେଖିବା |
02:55 କମ୍ପ୍ୟୁଟର୍ ୟୁଜର୍ ଭାବରେ ଲିବର୍ ଅଫିସ୍ ଇନଷ୍ଟଲେଶନ୍ ସମୟରେ ପ୍ରଦତ୍ତ ନାମକୁ ଆଧାର କରି ନାମଟି ଦିଆଯାଇଥାଏ |
03:08 ଆପଣ ସଂଶୋଧନଟିକୁ ଲକ୍ଷ୍ୟ କରିବେ |
03:17
03:31
03:39
03:49
04:00
04:04
04:13
04:19
04:27 “Government-support-for-FOSS-in-India.odt” ଟେକ୍ସଟ୍ ଫାଇଲ୍ ଡକ୍ୟୁମେଣ୍ଟ୍ ଖୋଲନ୍ତୁ
04:35
04:42
04:52
05:18
05:24
05:29
05:34
05:45
05:50
06:12
06:22
06:28 ରିଭ୍ୟୁଅର୍ ଙ୍କ ଦ୍ୱାରା ପରାମର୍ଶିତ ପରିବର୍ତ୍ତନ ଟେକ୍ସଟ୍ ଟି ନର୍ମାଲ୍ ହୋଇଯିବାର ଆପଣ ଦେଖିବେ |
06:39
06:49
07:01
07:09
07:24
07:27
07:34
07:56
08:00
08:09 ଏବେ, ଆସାଇନମେଣ୍ଟ୍ |
08:16
08:25
08:31
08:36
08:40
08:44
08:48
08:54
09:03
09:14

ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |

ଧନ୍ୟବାଦ

Contributors and Content Editors

Devraj, PoojaMoolya, Pradeep