LibreOffice-Suite-Impress/C2/Inserting-Pictures-and-Objects/Oriya

From Script | Spoken-Tutorial
Revision as of 21:31, 25 January 2015 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search

Resources for recording Inserting Pictures and Objects

Time Narration
00:00 ଲିବର୍ ଅଫିସ୍ ଇମ୍ପ୍ରେସ୍ – ପିକ୍ଚର୍ ଓ ଅବଜେକ୍ଟସ୍ ଇନ୍ସର୍ଟ କରିବା ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା: ପ୍ରେଜେଣ୍ଟେଶନ୍ ରେ ପିକ୍ଚର୍ସ ଓ ଅବଜେକ୍ଟସ୍ ଇନ୍ସର୍ଟ କରିବା
00:12 ପିକ୍ଚର୍ସ ଓ ଅବଜେକ୍ଟସ୍ ଫର୍ମାଟ୍ କରିବା
00:15 ପ୍ରେଜେଣ୍ଟେଶନ୍ ଭିତରେ ଓ ବାହାରେ ହାଇପର୍ ଲିଙ୍କ୍ କରିବା ଓ ଟବଲ୍ସ ଇନ୍ସର୍ଟ କରିବା
00:20 ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ |
00:29 ଏକ ୱେବ୍-ବ୍ରାଉଜର୍ ର ଆଡ୍ରେସ୍ ବାର୍ ରେ, ସ୍କ୍ରୀନ୍ ରେ ପ୍ରଦର୍ଶିତ URL ଟାଇପ୍ କରନ୍ତୁ |
00:34 ଏହା ଏକ ଇମେଜ୍ ଡିସପ୍ଲେ କରିବ |
00:37 ଏବେ, ଇମେଜ୍ ଉପରେ ରାଇଟ୍-କ୍ଲିକ୍ କରନ୍ତୁ ଓ ସେଭ୍ ଇମେଜ୍ ଆଜ୍ ଅପ୍ସନ୍ ଚୟନ କରନ୍ତୁ |
00:41 ଏକ ଡାୟଲଗ୍ ବକ୍ସ ଖୋଲିବ |
00:43 ନେମ୍ ଫିଲ୍ଡରେ, ’ଓପନ୍ ସୋର୍ସ-ବାର୍ଟ.png ପ୍ରଦର୍ଶିତ ହେଉଛି |
00:51 ଡେସ୍କଟପ୍ ଲୋକେଶନ୍ ଚୟନ କରି ସେଭ୍ ବଟନ୍ ରେ କ୍ଲିକ୍ କରନ୍ତୁ |
00:59 ଆମେ ପୂର୍ବରୁ ସେଭ୍ କରିଥିବା ’ସାମ୍ପଲ୍-ଇମ୍ପ୍ରେସ୍’ ପ୍ରେଜେଣ୍ଟେଶନ୍ ଖୋଲନ୍ତୁ |
01:04 ଏହି ପ୍ରେଜେଣ୍ଟେଶନ୍ ରେ ଏକ ପିକ୍ଚର୍ କିପରି ଆଡ୍ କରାଯାଏ, ତାହା ଆମେ ଏବେ ଦେଖିବା |
01:09 ମେନ୍ ମେନୁରେ ଥିବା ଇନ୍ସର୍ଟ ଉପରେ କ୍ଲିକ୍ କରି ପିକ୍ଚର୍ ଉପରେ କ୍ଲିକ୍ କରନ୍ତୁ |
01:14 ଫ୍ରମ୍ ଫାଇଲ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
01:17 ଏକ ଡାୟଲଗ୍ ବକ୍ସ ଖୋଲିବ |
01:19 ଫୋଲ୍ଡର୍ ର ଚୟନ କରନ୍ତୁ, ଯେଉଁଠାରୁ ଆପଣ ପିକ୍ଚର୍ ଇନ୍ସର୍ଟ କରିବାକୁ ଚାହୁଁଛନ୍ତି |
01:23 ମୁଁ ଡେସ୍କଟପ୍ ଫୋଲ୍ଡର୍ ବାଛିବି |
01:26 ଏବେ, ଇନ୍ସର୍ଟ କରିବାକୁ ଚାହୁଁଥିବା ପିକ୍ଚର୍ କୁ ବାଛନ୍ତୁ ଓ ଓପନ୍ ବଟନ୍ ରେ କ୍ଲିକ୍ କରନ୍ତୁ |
01:31 ସ୍ଲାଇଡ୍ ରେ ପିକ୍ଚର୍ ଟି ଇନ୍ସର୍ଟ ହୋଇଯିବ |
01:35 ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ |
01:37 ବର୍ତ୍ତମାନ, ପିକ୍ଚର୍ ଇନ୍ସର୍ଟ କରିବାର ଆଉ ଏକ ମାର୍ଗ ଦେଖିବା |
01:41 ଇନ୍ସର୍ଟ ଓ ସ୍ଲାଇଡ୍ ଉପରେ କ୍ଲିକ କରି ’ଓଭର୍ ଭ୍ୟୁ’ ଶୀର୍ଷକ ସ୍ଲାଇଡ୍ ପରେ ଏକ ନୂଆ ସ୍ଲାଇଡ୍ ଇନ୍ସର୍ଟ କରନ୍ତୁ |
01:50 ଟାଇଟଲ୍ ଟେକ୍ସଟ୍ ବକ୍ସରେ କ୍ଲିକ୍ କରି ’ଓପନ୍ ସୋର୍ସ ଫନୀ’ ଟାଇଟଲ୍ କୁ ପରିବର୍ତ୍ତନ କରନ୍ତୁ |
01:56 ସେଣ୍ଟର୍ ୪ ଆଇକନ୍ ସହିତ ଏକ ଛୋଟ ବକ୍ସକୁ ଦେଖନ୍ତୁ | ଏହା ହେଉଛି ଇନ୍ସର୍ଟ ଟୁଲ୍ ବାର୍ |
02:03 ଇନ୍ସର୍ଟ ଟୁଲ୍ ବାର୍ ରୁ, ଇନ୍ସର୍ଟ ପିକ୍ଚର୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
02:08 ଗୋଟିଏ ପିକ୍ଚର୍ ବାଛି, ଓପନ୍ ବଟନ୍ ରେ କ୍ଲିକ୍ କରନ୍ତୁ |
02:12 ଇନ୍ସର୍ଟ ହୋଇଥିବା ପିକ୍ଚର୍ ଟି ପ୍ରାୟ ସମଗ୍ର ସ୍ଲାଇଡ୍ କଭର୍ କରୁଥିବାର ଦେଖନ୍ତୁ |
02:17 ଇମେଜ୍ ଉପରେ କ୍ଲିକ୍ କରି ଓ କଣ୍ଟ୍ରୋଲ୍ ପଏଣ୍ଟସ୍ ବ୍ୟବହାର କରି ଆପଣ ଏହାର ଆକୃତି ଓ ସାଇଜ୍ କୁ ପରିବର୍ତ୍ତନ କରିପାରିବେ |
02:27 ସମାନ ଭାବରେ ଆମେ, ଅବଜେକ୍ଟସ୍, ଯେପରି ଚାର୍ଟ୍ସ ଓ ମୁଭୀ-କ୍ଲିପ୍ସ ମଧ୍ୟ ଆମ ପ୍ରେଜେଣ୍ଟେଶନ୍ ରେ ଇନ୍ସର୍ଟ କରିପାରିବା |
02:35 ଏହିସବୁ ସମ୍ଭାବନାଗୁଡ଼ିକୁ ଏକ୍ସପ୍ଲୋର୍ କରନ୍ତୁ |
02:38 ଆସନ୍ତୁ ଏବେ, ହାଇପର୍ ଲିଙ୍କ୍ କିପରି କରାଯାଏ, ଶିଖିବା |
02:41 ସ୍ଲାଇଡ୍ ରୁ ସ୍ଲାଇଡ୍ କୁ ସହଜରେ ମୁଭ୍ କରିବାକୁ କିମ୍ୱା ପ୍ରେଜେଣ୍ଟେଶନ୍ ରୁ ଏକ ୱେବ୍ ପେଜ୍ କିମ୍ୱା ଏକ ଡକ୍ୟୁମେଣ୍ଟ୍ ଖୋଲିବାକୁ ହାଇପର୍ ଲିଙ୍କିଙ୍ଗ୍ ସରଳ କରିଥାଏ |
02:49 ଏକ ପ୍ରେଜେଣ୍ଟେଶନ୍ ରେ କିପରି ହାଇପର୍ ଲିଙ୍କ୍ କରାଯାଏ, ତାହା ଆମେ ଦେଖିବା |
02:54 ଓଭର୍ ଭ୍ୟୁ ଶୀର୍ଷକ ସ୍ଲାଇଡ୍ ପରେ ଏକ ନୂଆ ସ୍ଲାଇଡ୍ ଇନ୍ସର୍ଟ କରନ୍ତୁ |
03:02 ଟାଇଟଲ୍ ରେ କ୍ଲିକ୍ କରି ’ଟେବଲ୍ ଅଫ୍ କଣ୍ଟେଣ୍ଟସ୍’ ଟାଇପ୍ କରନ୍ତୁ |
03:07 ବଡୀ ଟେକ୍ସଟ୍ ବକ୍ସରେ କ୍ଲିକ୍ କରନ୍ତୁ ଓ ନିମ୍ନାନୁସାରେ ପରବର୍ତ୍ତୀ ସ୍ଲାଇଡ୍ ଗୁଡ଼ିକର ଟାଇଟଲ୍ ଟାଇପ୍ କରନ୍ତୁ:
03:13 ଓପନ୍ ସୋର୍ସ ଫନୀ

ଦି ପ୍ରେଜେଣ୍ଟ୍ ସିଚୁଏଶନ୍

ଡେଭେଲପମେଣ୍ଟ୍ ଅପ୍ ଟୁ ପ୍ରେଜେଣ୍ଟ୍

ପୋଟେନ୍ସୈଆଲ୍ ଅଲ୍ଟର୍ନେଟିଭ୍ସ

ରେକମେଣ୍ଡେଶନ୍

03:24 ଡେଭେଲପମେଣ୍ଟ୍ ଅପ୍ ଟୁ ପ୍ରେଜେଣ୍ଟ୍ ଟେକ୍ସଟ୍ ସିଲେକ୍ଟ କରନ୍ତୁ |
03:28 ଇନ୍ସର୍ଟ ଓ ହାଇପର୍ ଲିଙ୍କ୍ କ୍ଲିକ୍ କରନ୍ତୁ |
03:31 ଏହା, ହାଇପର୍ ଲିଙ୍କ୍ ଡାୟଲଗ୍ ବକ୍ସ ଖୋଲିବ |
03:34 ବାମ ପେନ୍ ରେ ’ଡକ୍ୟୁମେଣ୍ଟ୍’ ସିଲେକ୍ଟ କରନ୍ତୁ | ତା’ପରେ ’ଟାର୍ଗେଟ୍ ଇନ୍ ଡକ୍ୟୁମେଣ୍ଟ୍’ ଫିଲ୍ଡର ଡାହାଣ ପଟେ ଥିବା ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:48 ଏହି ପ୍ରେଜେଣ୍ଟେଶନ୍ ରେ ଥିବା ସ୍ଲାଇଡ୍ ଗୁଡ଼ିକର ତାଲିକା ଖୋଲିବ |
03:53 ତାଲିକାରୁ ’ଡେଭେଲପମେଣ୍ଟ୍ ଅପ୍ ଟୁ ପ୍ରେଜେଣ୍ଟ୍’ ଶୀର୍ଷକ ସ୍ଲାଇଡ୍ ସିଲେକ୍ଟ କରନ୍ତୁ |
03:58 ଏହି ତାଲିକାର ଆପ୍ଲାଏ ବଟନ୍ କ୍ଲିକ୍ କରି କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
04:04 ହାଇପର୍ ଲିଙ୍କ୍ ଡାୟଲଗ୍ ବକ୍ସରେ ପୁଣିଥରେ ଆପ୍ଲାଏ ବଟନ୍ ରେ କ୍ଲିକ୍ କରି କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
04:12 ସ୍ଲାଇଡ୍ ରେ ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ |
04:14 ଏବେ, ଯେତେବେଳେ ଆପଣ ନିଜ ମାଉସ୍ କର୍ସର୍ ଟେକ୍ସଟ୍ ଉପରେ ଚଲାଇବେ, କର୍ସର୍ ଟି ଏକ ପଏଣ୍ଟିଙ୍ଗ୍ ଫିଙ୍ଗର୍ ରେ ପରିଣତ ହୋଇଯିବ |
04:20 ଏହାର ଅର୍ଥ, ହାଇପର୍ ଲିଙ୍କିଙ୍ଗ୍ ସଫଳ ହୋଇଛି |
04:24 ହାଇପର୍ ଲିଙ୍କ୍ ରେ କ୍ଲିକ୍ କଲେ ତାହା ଆପଣଙ୍କୁ ସମ୍ପର୍କିତ ସ୍ଲାଇଡ୍ କୁ ନେଇଯିବ
04:29 ଅନ୍ୟ ଏକ ଡକ୍ୟୁମେଣ୍ଟ୍ କୁ ହାଇପର୍ ଲିଙ୍କ୍ କରିବାକୁ, ଟେବଲ୍ ଅଫ୍ କଣ୍ଟେଣ୍ଟସ୍ ସ୍ଲାଇଡ୍ କୁ ଚାଲନ୍ତୁ |
04:35 ଏବେ, ଆଉ ଏକ ଲାଇନ୍ ଆଇଟମ୍ : ଏକ୍ସଟର୍ନାଲ୍ ଡକ୍ୟୁମେଣ୍ଟ୍ ଆଡ୍ କରନ୍ତୁ |
04:40 ଟେକ୍ସଟ୍ ଲାଇନ୍ କୁ ସିଲେକ୍ଟ କରନ୍ତୁ ଓ ଇନ୍ସର୍ଟରେ କ୍ଲିକ୍ କରି ହାଇପର୍ ଲିଙ୍କ୍ ରେ କ୍ଲିକ୍ କରନ୍ତୁ |
04:45 ବାମ ପେନ୍ ରେ ଡକ୍ୟୁମେଣ୍ଟ୍ ସିଲେକ୍ଟ କରନ୍ତୁ
04:48 ଡକ୍ୟୁମେଣ୍ଟ୍ ପାଥ୍ ଫିଲ୍ଡର ଡାହାଣପଟେ ଥିବା ଫୋଲ୍ଡର୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
04:55 ହାଇପର୍ ଲିଙ୍କ୍ କରିବାକୁ ଚାହୁଁଥିବା ଡକ୍ୟୁମେଣ୍ଟ୍ କୁ ସିଲେକ୍ଟ କରନ୍ତୁ |
04:58 ରାଇଟର୍ ସିରିଜ୍ ରେ କ୍ରିଏଟ୍ କରିଥିବା resume.odt ଚୟନ କରି ଓପନ୍ ବଟନ୍ ରେ କ୍ଲିକ୍ କରନ୍ତୁ |
05:07 ହାଇପର୍ ଲିଙ୍କ୍ ଡାୟଲଗ୍ ବକ୍ସରେ ଆପ୍ଲାଏ ବଟନ୍ କ୍ଲିକ୍ କରି କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
05:14 ସ୍ଲାଇଡ୍ ର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ |
05:17 ଏବେ, ଟେକ୍ସଟ୍ ଉପରେ କର୍ସର୍ ଚଲାଇଲେ, କର୍ସର୍ ଟି ଏକ ପଏଣ୍ଟିଙ୍ଗ୍ ଫିଙ୍ଗର୍ ରେ ପରିଣତ ହୋଇଯିବ |
05:22 ଏହାର ଅର୍ଥ, ହାଇପର୍ ଲିଙ୍କିଙ୍ଗ୍ ସଫଳ ହେଲା!
05:26 ହାଇପର୍ ଲିଙ୍କ୍ ହୋଇଥିବା ଟେକ୍ସଟ୍ ଉପରେ କ୍ଲିକ୍ କଲେ, ତାହା ପ୍ରାସଙ୍ଗିକ ଡକ୍ୟୁମେଣ୍ଟ୍ କୁ ନେଇଯିବ |
05:31 ଆମ କ୍ଷେତ୍ରରେ ଏହା resume.odtକୁ ନେବ |
05:36 ସମାନ ଭାବରେ ୱେବ୍ ପେଜ୍ ସହିତ ହାଇପର୍ ଲିଙ୍କ୍ କରିହେବ |
05:40 ପ୍ରେଜେଣ୍ଟେଶନ୍ ର ଶେଷରେ ଏକ ନୂଆ ସ୍ଲାଇଡ୍ ଇନ୍ସର୍ଟ କରନ୍ତୁ |
05:43 ଟାଇଟଲ୍ କୁ ’ଏସେନ୍ସିଆଲ୍ ଓପନ୍ ସୋର୍ସ ସଫ୍ଟୱେର୍’କୁ ଚେଞ୍ଜ୍ କରନ୍ତୁ |
05:48 ବଡୀ ଟେକ୍ସଟ୍ ବକ୍ସରେ ’ଉବୁଣ୍ଟୁ ଲିବର୍ ଅଫିସ୍’ ଟାଇପ୍ କରନ୍ତୁ |
05:53 ଟେକ୍ସଟ୍ ର ଦ୍ୱିତୀୟ ଲାଇନ୍ ସିଲେକ୍ଟ କରି ଇନ୍ସର୍ଟ ଓ ହାଇପର୍ ଲିଙ୍କ୍ ରେ କ୍ଲିକ୍ କରନ୍ତୁ |
06:00 ବାମ ପେନ୍ ରେ ଇଣ୍ଟର୍ନେଟ୍ ସିଲେକ୍ଟ କରନ୍ତୁ |
06:03 ହାଇପର୍ ଲିଙ୍କ୍ ଟାଇପ୍ ରେ ୱେବ୍ ସିଲେକ୍ଟ କରନ୍ତୁ |
06:07 ଟାର୍ଗେଟ୍ ଫିଲ୍ଡରେ ’www.liberoffice.org’ ଟାଇପ୍ କରନ୍ତୁ |
06:16 ହାଇପର୍ ଲିଙ୍କ୍ ଡାୟଲଗ୍ ବକ୍ସରେ ଆପ୍ଲାଏ ଓ ତା’ପରେ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
06:23 ସ୍ଲାଇଡ୍ ର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ |
06:26 ବର୍ତ୍ତମାନ, ଟେକ୍ସଟ୍ ଉପରେ କର୍ସର୍ ଚଲାଇଲେ,କର୍ସର୍ ଟି ଏକ ପଏଣ୍ଟିଙ୍ଗ୍ ଫିଙ୍ଗର୍ ରେ ପରିଣତ ହୋଇଯିବ |
06:32 ଏହାର ଅର୍ଥ ହାଇପର୍ ଲିଙ୍କିଙ୍ଗ୍ ସଫଳ ହେଲା |
06:37 ଏବେ ହାଇପର୍ ଲିଙ୍କ୍ ହୋଇଥିବା ଟେକ୍ସଟ୍ ରେ କ୍ଲିକ୍ କଲେ ତାହା ସେହି ୱେବ୍ଦ ପେଜ୍ କୁ ନେଇଯିବ |
06:44 ଶେଷରେ, Columns ଓ Rowsରେ ଡାଟା ଅର୍ଗାନାଇଜ୍ କରିବାକୁ ଟେବଲ୍ସ ବ୍ୟବହୃତ ହୋଇଥାଏ |
06:49 ଏବେ ଆସନ୍ତୁ, ଟେବଲ୍ ଇନ୍ସର୍ଟ କିପରି କରାଯାଏ, ଶିଖିବା |
06:54 ସ୍ଲାଇଡ୍ ପେନ୍ ରୁ ’ଡେଭେଲପମେଣ୍ଟ୍ ଅପ୍ ଟୁ ଦି ପ୍ରେଜେଣ୍ଟ୍’ ଶୀର୍ଷକ ସ୍ଲାଇଡ୍ ସିଲେକ୍ଟ କରନ୍ତୁ |
07:00 ଟାସ୍କ ପେନ୍ ରେ ଥିବା ଲେଆଉଟ୍ ସେକ୍ସନ୍ ରୁ ଟାଇଟଲ୍ ଓ ୨ଟି କଣ୍ଟେଣ୍ଟ୍ ଆଇକନ୍ ସିଲେକ୍ଟ କରନ୍ତୁ |
07:07 ବାମ ସାଇଡ୍ ଟେକ୍ସଟ୍ ବକ୍ସରେ ଟେକ୍ସଟ୍ ସିଲେକ୍ଟ କରନ୍ତୁ |
07:14 ଓ ଫଣ୍ଟ ସାଇଜ୍ ୨୬କୁ ହ୍ରାସ କରନ୍ତୁ |
07:17 ଡାହାଣପଟ ଟେକ୍ସଟ୍ ବକ୍ସରେ, ଇନ୍ସର୍ଟ ଟୁଲ୍ ବାର୍ ଇନ୍ ଦି ସେଣ୍ଟର୍ ରୁ ’ଇନ୍ସର୍ଟ ଟେବଲ୍’ ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
07:25 ଡିଫଲ୍ଟ ଭାବରେ, ୫ଟି Column ଓ ୨ଟି Rows ପ୍ରଦର୍ଶିତ ହେଉଛି |
07:33 ଆମେ, ୨ଟି Column ଓ ୫ଟି Rowsକୁ ପରିବର୍ତ୍ତନ କରିବା |
07:41 ଓକେ କ୍ଲିକ୍ କରନ୍ତୁ |
07:44 ଟେବଲ୍ କୁ ଆସନ୍ତୁ ବଢ଼ାଇବା, ଯେଉଁଥିରୁ ଟେକ୍ସଟ୍ ପଢ଼ିହେବ |
07:49 ପ୍ରଦର୍ଶିତ ଅନୁସାରେ ଟେବଲ୍ ରେ ଡାଟା ଏଣ୍ଟର୍ କରନ୍ତୁ -
07:51 ଇମ୍ପ୍ଲେମେଣ୍ଟେଶନ୍ ୟର୍ ଆଣ୍ଡ୍ %
07:56 ୨୦୦୬ ୧୦%
07:59 ୨୦୦୭ ୨୦%
08:02 ୨୦୦୮ ୩୦%
08:05 ୨୦୦୯ ୪୦%
08:08 ଏବେ ଆସନ୍ତୁ, ହେଡର୍ Rowର ଫଣ୍ଟ୍ ଚେଞ୍ଜ୍ କରି ଟେକ୍ସଟ୍ କୁ ସେଣ୍ଟର୍ କରିବା |
08:17 ଟେବଲ୍ ର କଲର୍ ଚେଞ୍ଜ୍ କରିବା ପାଇଁ ପ୍ରଥମେ ସମସ୍ତ ଟେକ୍ସଟ୍ ସିଲେକ୍ଟ କରନ୍ତୁ |
08:22 ତା’ପରେ ଟାସ୍କ ପେନ୍ ରେ ଥିବା ଟେବଲ୍ ଡିଜାଇନ୍ ରୁ ଏକ ଟେବଲ୍ ଷ୍ଟାଇଲ୍ ସିଲେକ୍ଟ କରନ୍ତୁ | ମୁଁ ଏଇଟା ସିଲେକ୍ଟ କରିବି |
08:30 ଦେଖନ୍ତୁ, ଟେବଲ୍ ଟି ଏବେ କିପରି ଦେଖାଗଲା |
08:33 ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
08:37 ସଂକ୍ଷେପରେ ଆମେ ଯାହା ଶିଖିଲେ : କିପରି ପିକ୍ଚର୍ ଇନ୍ସର୍ଟ ଓ ସେଗୁଡ଼ିକୁ ଫର୍ମାଟ୍ କରିବା
08:43 ପ୍ରେଜେଣ୍ଟେଶନ୍ ଭିତରେ ଓ ବାହାରେ ହାଇପର୍ ଲିଙ୍କ୍ ଓ ଟେବଲ୍ ଇନ୍ସର୍ଟ କରିବା
08:49 କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍
08:53 ଏକ ନୂଆ ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରନ୍ତୁ |
08:55 ୩ୟ ସ୍ଲାଇଡ୍ ରେ ଏକ ପିକ୍ଚର୍ ଇନ୍ସର୍ଟ କରନ୍ତୁ |
08:58 ୪ର୍ଥ ସ୍ଲାଇଡ୍ ରେ, ୨ଟି Row ଓ ୩ଟି Column ବିଶିଷ୍ଟ ଏକ ଟେବଲ୍ କ୍ରିଏଟ୍ କରନ୍ତୁ |
09:03 ଟେବଲ୍ ର Row ୨ Column ୨ରେ ’ସ୍ଲାଇଡ୍ ୩’ ଟାଇପ୍ କରନ୍ତୁ | ଏହି ଟେକ୍ସଟ୍ କୁ ୩ୟ ସ୍ଲାଇଡ୍ ସହ ହାଇପର୍ ଲିଙ୍କ୍ କରନ୍ତୁ |
09:14 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
09:17 ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
09:20 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
09:25 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
09:30 ଅନଲାଇନ୍ ଟେଷ୍ଟ୍ ରେ ପାସ୍ କରିଥିବା ଲୋକମାନଙ୍କୁ ପ୍ରମାଣପତ୍ର ଦିଏ |
09:34 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
09:41 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟି, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
09:46 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09:53 ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ
10:05 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

PoojaMoolya, Pradeep