Difference between revisions of "LibreOffice-Suite-Calc/C2/Working-with-Sheets/Oriya"

From Script | Spoken-Tutorial
Jump to: navigation, search
(Created page with "'''Resources for recording''' Working with Sheets {| border=1 || '''Time''' || '''Narration''' |- || 00.00 || ଲିବର ଅଫିସ୍...")
 
Line 19: Line 19:
 
|| 00:13
 
|| 00:13
 
|| ଶୀଟ୍ ଇନ୍ସର୍ଟ୍ ଓ ଡିଲିଟ୍ କରିବା
 
|| ଶୀଟ୍ ଇନ୍ସର୍ଟ୍ ଓ ଡିଲିଟ୍ କରିବା
ଶୀଟ୍ ଗୁଡିକ ରିନେମ୍(ପୁନଃ ନାମକରଣ) କରିବା
+
ଶୀଟ୍ ଗୁଡିକୁ ରିନେମ୍(ପୁନଃ ନାମକରଣ) କରିବା
  
 
|-
 
|-
Line 27: Line 27:
 
|-
 
|-
 
|| 00:29
 
|| 00:29
|| ଏକ ସ୍ପ୍ରେଡ୍ ଶୀଟ୍ ରେ କିଭଳି ରୋ’ ଓ କଲମ୍ନ ଇନ୍ସର୍ଟ୍ କରାଯାଏ, ଚାଲନ୍ତୁ ତାହା ଶିଖିବା |
+
|| ଏକ ସ୍ପ୍ରେଡ୍ ଶୀଟ୍ ରେ କିଭଳି ରୋ’ ଓ କଲମ୍ସ ଇନ୍ସର୍ଟ୍ କରାଯାଏ, ଚାଲନ୍ତୁ ତାହା ଶିଖିବା |
 
|-
 
|-
 
|| 00:35
 
|| 00:35
Line 34: Line 34:
 
|-
 
|-
 
|| 00:42
 
|| 00:42
|| କଲମ୍ନ ଓ ରୋ’ ଗୁଡିକ ପୃଥକ କିମ୍ୱା ଗ୍ରୁପ୍ ଭାବରେ ଇନ୍ସର୍ଟ୍ କରାଯାଇପାରିବ |
+
|| ରୋ’ ଓ କଲମ୍ସଗୁଡିକ ପୃଥକ କିମ୍ୱା ଗ୍ରୁପ୍ ଭାବରେ ଇନ୍ସର୍ଟ୍ କରାଯାଇପାରିବ |
  
 
|-
 
|-
 
|| 00:47
 
|| 00:47
|| ସ୍ପ୍ରେଡ୍ ଶୀଟ୍ ରେ ଗୋଟିଏ ରୋ’ ଓ ଗୋଟିଏ କଲମ୍ନ ଇନ୍ସର୍ଟ୍ କରିବାକୁ ଆପଣ ନୂତନ କଲମ୍ନ ବା ଏକ ନୂତନ ରୋ’ ଇନ୍ସର୍ଟ କରିବାକୁ ଚାହୁଁଥିବା ସ୍ଥାନରେ ପ୍ରଥମେ ସେଲ୍ , କଲମ୍ନ ବା ରୋ’ କୁ ସିଲେକ୍ଟ୍ କରନ୍ତୁ |
+
|| ସ୍ପ୍ରେଡ୍ ଶୀଟ୍ ରେ ଗୋଟିଏ ରୋ’ ଓ ଗୋଟିଏ କଲମ୍ ଇନ୍ସର୍ଟ୍ କରିବାକୁ ଆପଣ ନୂତନ କଲମ୍ ବା ଏକ ନୂତନ ରୋ’ ଇନ୍ସର୍ଟ କରିବାକୁ ଚାହୁଁଥିବା ସ୍ଥାନରେ ପ୍ରଥମେ ସେଲ୍, କଲମ୍ ବା ରୋ’ କୁ ସିଲେକ୍ଟ୍ କରନ୍ତୁ |
  
 
|-
 
|-
Line 69: Line 69:
 
|-
 
|-
 
|| 01:44
 
|| 01:44
|| ଏକ ନୂତନ Column ବା Row ଯୋଗ କରିବାକୁ Columnଟିକୁ ଚିହ୍ନଟ କରୁଥିବା ଅକ୍ଷର ବା ଧାଡିକୁ ଚିହ୍ନଟ କରୁଥିବା ସଂଖ୍ୟାଟିକୁ ଯଦି ଆପଣ ସିଲେକ୍ଟ କରିଛନ୍ତି ତେବେ ରାଇଟ୍-କ୍ଲିକ୍ କରି ପ୍ରଦର୍ଶିତ ଡ୍ରପ୍-ଡାଉନ୍ ମେନୁରେ ଥିବା ଇନ୍ସର୍ଟ୍ Column ବା ଇନ୍ସର୍ଟ୍ Rows ଅପ୍ସନକୁ ବାଛନ୍ତୁ |
+
|| ଏକ ନୂତନ Column ବା Row ଯୋଗ କରିବାକୁ Columnଟିକୁ ଚିହ୍ନଟ କରୁଥିବା ଅକ୍ଷର ବା ଧାଡିକୁ ଚିହ୍ନଟ କରୁଥିବା ସଂଖ୍ୟାଟିକୁ ଯଦି ଆପଣ ସିଲେକ୍ଟ କରିଛନ୍ତି, ତେବେ ରାଇଟ୍-କ୍ଲିକ୍ କରି ପ୍ରଦର୍ଶିତ ଡ୍ରପ୍-ଡାଉନ୍ ମେନୁରେ ଥିବା ଇନ୍ସର୍ଟ୍ Column ବା ଇନ୍ସର୍ଟ୍ Rows ଅପ୍ସନକୁ ବାଛନ୍ତୁ |
  
 
|-
 
|-
 
|| 02:04
 
|| 02:04
|| ବିକଳ୍ପ ଭାବରେ, କର୍ସର୍ ଦ୍ୱାରା ସେଲ୍ ଉପରେ କ୍ଲିକ୍ କରି ସିଲେକ୍ଟ କରି ରାଇଟ୍-କ୍ଲିକ୍ କରନ୍ତୁ ଓ ଇନ୍ସର୍ଟ୍ ଅପ୍ସନ୍ ବାଛନ୍ତୁ | ଆପଣ ଏହିଭଳି ଏକ ଡାୟଲଗ୍ ବକ୍ସ ଦେଖିବେ |
+
|| ବିକଳ୍ପ ଭାବରେ, କର୍ସର୍ ଦ୍ୱାରା ସେଲ୍ ଉପରେ କ୍ଲିକ୍ ପୂର୍ବକ ସିଲେକ୍ଟ କରି ରାଇଟ୍-କ୍ଲିକ୍ କରନ୍ତୁ ଓ ଇନ୍ସର୍ଟ୍ ଅପ୍ସନ୍ ବାଛନ୍ତୁ | ଆପଣ ଏହିଭଳି ଏକ ଡାୟଲଗ୍ ବକ୍ସ ଦେଖିବେ |
  
 
|-
 
|-
Line 134: Line 134:
 
|-
 
|-
 
|| 04:18
 
|| 04:18
|| ବର୍ତ୍ତମାନ ଏହି ସେଲ୍ ଉପରେ ବାମ ମାଉସ୍ ବଟନ୍ କୁ ଧରି ସମଗ୍ର Row ଉପରେ ଡ୍ରାଗ୍ କରନ୍ତୁ | ବିକଳ୍ପ ଭାବରେ, ଡିଲିଟ୍ କରିବାକୁ ଚାହୁଁଥିବା Row ସଂଖ୍ୟା ଉପରେ କ୍ଲିକ୍ କରନ୍ତୁ | ସମଗ୍ର ରୋ’ ଟି ହାଇଲାଇଟ୍ ହୋଇଯିବ |
+
|| ବର୍ତ୍ତମାନ ଏହି ସେଲ୍ ଉପରେ ବାମ ମାଉସ୍ ବଟନ୍ କୁ ଧରି ସମଗ୍ର Row ଉପରେ ଡ୍ରାଗ୍ କରନ୍ତୁ | ବିକଳ୍ପ ଭାବରେ, ଡିଲିଟ୍ କରିବାକୁ ଚାହୁଁଥିବା Row ସଂଖ୍ୟା ଉପରେ କ୍ଲିକ୍ କରନ୍ତୁ | ସମଗ୍ର ରୋ’ ଗୁଡ଼ିକ ହାଇଲାଇଟ୍ ହୋଇଯିବ |
  
 
|-
 
|-
Line 143: Line 143:
 
|| 04:38
 
|| 04:38
 
|| “Delete Cells” ହେଡିଙ୍ଗ୍ ଥାଇ ଏକ ଡାୟଲଗ୍ ବକ୍ସ୍ ଦେଖାଯିବ |
 
|| “Delete Cells” ହେଡିଙ୍ଗ୍ ଥାଇ ଏକ ଡାୟଲଗ୍ ବକ୍ସ୍ ଦେଖାଯିବ |
 +
 
|-
 
|-
 
|| 04:43
 
|| 04:43
Line 154: Line 155:
 
|| 04:55
 
|| 04:55
 
|| ସେହିପରି Row ପରିବର୍ତ୍ତେ Column ଗୁଡ଼ିକୁ ସିଲେକ୍ଟ୍ କରି ସେଗୁଡିକ ଡିଲିଟ୍ କରିପାରିବା |
 
|| ସେହିପରି Row ପରିବର୍ତ୍ତେ Column ଗୁଡ଼ିକୁ ସିଲେକ୍ଟ୍ କରି ସେଗୁଡିକ ଡିଲିଟ୍ କରିପାରିବା |
ପରିବର୍ତ୍ତନକୁ Undo କrantu |
+
ପରିବର୍ତ୍ତନକୁ Undo କରନ୍ତୁ |
  
 
|-
 
|-
 
|| 05:04
 
|| 05:04
|| ଏକ ଶୀଟ୍ ରେ ଏକାଧିକ Row ବା Columnକୁ ଏକା ସାଙ୍ଗରେ ଡିଲିଟ୍ କରାଯିବା ଶିଖିବା ପରେ CALC ରେ ଶୀଟ୍ ଗୁଡିକ କିପରି ଇନ୍ସର୍ଟ୍ ଓ ଡିଲିଟ୍ କରାଯିବ ତାହା ବର୍ତ୍ତମାନ ଶିଖିବା |
+
|| ଗୋଟିଏ ଶୀଟ୍ ରେ ଏକାଧିକ Row ବା Columnକୁ ଏକାସାଙ୍ଗରେ ଡିଲିଟ୍ କରାଯିବା ଶିଖିବା ପରେ CALC ରେ ଶୀଟ୍ ଗୁଡିକ କିପରି ଇନ୍ସର୍ଟ୍ ଓ ଡିଲିଟ୍ କରାଯିବ, ତାହା ବର୍ତ୍ତମାନ ଶିଖିବା |
  
 
|-
 
|-
 
|| 05:14  
 
|| 05:14  
|| Calcରେ ନୂତନ ଶୀଟ୍ ଇନ୍ସର୍ଟ୍ ର ବିଭିନ୍ନ ଉପାୟ ଅଛି | ଗୋଟିଏ ଗୋଟିଏ କରି ପ୍ରତ୍ୟେକଟି ବିଷୟରେ ଆମେ ଶିଖିବା |
+
|| Calcରେ ନୂତନ ଶୀଟ୍ ଇନ୍ସର୍ଟ୍ ର ବିଭିନ୍ନ ଉପାୟ ଅଛି | ଗୋଟିଏ ଗୋଟିଏ କରି ପ୍ରତ୍ୟେକ ବିଷୟରେ ଆମେ ଶିଖିବା |
  
 
|-
 
|-
 
|| 05:23
 
|| 05:23
||  ସମସ୍ତ ପ୍ରଣାଳୀ ପାଇଁ ପ୍ରଥମ ପଦକ୍ଷେପଟି ହେଉଛି ଯେଉଁ ଶୀଟ୍ ପାଖରେ ନୂତନ ଶୀଟ୍ ଇନ୍ସର୍ଟ୍ ହେବ ତା’କୁ ସିଲେକ୍ଟ୍ କରିବା |
+
||  ସମସ୍ତ ପ୍ରଣାଳୀ ପାଇଁ ପ୍ରଥମ ପଦକ୍ଷେପ ହେଉଛି, ଯେଉଁ ଶୀଟ୍ ପାଖରେ ନୂତନ ଶୀଟ୍ ଇନ୍ସର୍ଟ୍ ହେବ, ତା’କୁ ସିଲେକ୍ଟ୍ କରିବା |
  
 
|-
 
|-
Line 178: Line 179:
 
|-
 
|-
 
|| 05:41
 
|| 05:41
|| ଆମର ବର୍ତ୍ତମାନର ଶୀଟ୍ ର ଠିକ୍ ପରେ ଏକ ନୂତନ ଶୀଟ୍ ଇନ୍ସର୍ଟ୍ କରିବାକୁ “After current sheet” ରେଡିଓ ବଟନ୍ କୁ ସିଲେକ୍ଟ୍ କରନ୍ତୁ |
+
|| ସାମ୍ପ୍ରତିକ ଶୀଟ୍ ର ଠିକ୍ ପରେ ଏକ ନୂତନ ଶୀଟ୍ ଇନ୍ସର୍ଟ୍ କରିବାକୁ “After current sheet” ରେଡିଓ ବଟନ୍ କୁ ସିଲେକ୍ଟ୍ କରନ୍ତୁ |
 +
 
 
|-
 
|-
 
|| 05:49
 
|| 05:49
|| “Name” ଫିଲ୍ଡ୍ ରେ ଆମର ନୂତନ ଶୀଟ୍ ର “Sheet 4” ଭାବରେ ସିଷ୍ଟମ୍-ଜେନେରେଟେଡ୍ ନାମ ଦୃଶ୍ୟମାନ ହେବ | ଆପଣ ଚାହିଁଲେ ଏହାର ରିନେମ୍(ପୁନଃ ନାମକରଣ) କରିପାରିବେ |
+
|| “Name” ଫିଲ୍ଡ୍ ରେ ଆମର ନୂତନ ଶୀଟ୍ ର “Sheet 4” ଭାବରେ ସିଷ୍ଟମ୍-ଜେନେରେଟେଡ୍ ନାମ ଦୃଶ୍ୟମାନ ହେବ | ଆପଣ ଚାହିଁଲେ ଏହାକୁ ରିନେମ୍(ପୁନଃ ନାମକରଣ) କରିପାରିବେ |
  
 
|-
 
|-
Line 191: Line 193:
 
|| 06:09
 
|| 06:09
 
|| ନୂତନ ଶୀଟ୍ ଇନ୍ସର୍ଟ୍ କରିବାର ଅନ୍ୟ ଏକ ପ୍ରଣାଳୀ ହେଉଛି CALC ୱିଣ୍ଡୋ ତଳେ ବାମ ପାର୍ଶ୍ୱରେ ଥିବା ସାମ୍ପ୍ରତିକ ଶୀଟ୍ ଟ୍ୟାବ୍ ଉପରେ ରାଇଟ୍-କ୍ଲିକ୍ କରି “Insert Sheet” ଅପ୍ସନ୍ ରେ କ୍ଲିକ୍ କରିବା |
 
|| ନୂତନ ଶୀଟ୍ ଇନ୍ସର୍ଟ୍ କରିବାର ଅନ୍ୟ ଏକ ପ୍ରଣାଳୀ ହେଉଛି CALC ୱିଣ୍ଡୋ ତଳେ ବାମ ପାର୍ଶ୍ୱରେ ଥିବା ସାମ୍ପ୍ରତିକ ଶୀଟ୍ ଟ୍ୟାବ୍ ଉପରେ ରାଇଟ୍-କ୍ଲିକ୍ କରି “Insert Sheet” ଅପ୍ସନ୍ ରେ କ୍ଲିକ୍ କରିବା |
 +
 
|-
 
|-
 
|| 06:19
 
|| 06:19
Line 197: Line 200:
 
|-
 
|-
 
|| 06:31
 
|| 06:31
|| ବର୍ତ୍ତମାନର ଶୀଟ୍ ପରେ ଏକ ଶୀଟ୍ ଇନ୍ସର୍ଟ୍ କରିବାର ଅନ୍ୟ ଏକ ସରଳ ଉପାୟ ହେଉଛି, ଶୀଟ୍ ଟ୍ୟାବ୍ ପାଖରେ ପ୍ଲସ୍ ଚିହ୍ନ ଭାବରେ ଥିବା “Add Sheet” ବଟନ୍ ରେ କ୍ଲିକ୍ କରିବା |
+
|| ବର୍ତ୍ତମାନର ଶୀଟ୍ ପରେ ଆଉ ଏକ ଶୀଟ୍ ଇନ୍ସର୍ଟ୍ କରିବାର ଅନ୍ୟ ଏକ ସରଳ ଉପାୟ ହେଉଛି, ଶୀଟ୍ ଟ୍ୟାବ୍ ପାଖରେ ପ୍ଲସ୍ ଚିହ୍ନ ଭାବରେ ଥିବା “Add Sheet” ବଟନ୍ ରେ କ୍ଲିକ୍ କରିବା |
 +
 
 
|-
 
|-
 
|| 06:43
 
|| 06:43
|| ଏହା ଉପରେ କ୍ଲିକ୍ କରିବା ଫଳରେ ଶୃଙ୍ଖଳାର ଶେଷ ଶୀଟ୍ ପରେ ଏକ ନୂତନ ଶୀଟ୍ ଆପେ ଆପେ ଇନ୍ସର୍ଟ୍ ହୋଇଯିବ |
+
|| ଏହା ଉପରେ କ୍ଲିକ୍ କଲେ ଶୃଙ୍ଖଳାର ଶେଷ ଶୀଟ୍ ପରେ ଏକ ନୂତନ ଶୀଟ୍ ଆପେ ଆପେ ଇନ୍ସର୍ଟ୍ ହୋଇଯିବ |
  
 
|-
 
|-
Line 209: Line 213:
 
|| 07:06
 
|| 07:06
 
|| ଖାଲି ସ୍ଥାନରେ କ୍ଲିକ୍ କଲେ “Insert Sheet” ଡାୟଲଗ୍ ବକ୍ସ ଦୃଶ୍ୟମାନ ହେବାର ଆମେ ଦେଖିବା |
 
|| ଖାଲି ସ୍ଥାନରେ କ୍ଲିକ୍ କଲେ “Insert Sheet” ଡାୟଲଗ୍ ବକ୍ସ ଦୃଶ୍ୟମାନ ହେବାର ଆମେ ଦେଖିବା |
 +
 
|-
 
|-
 
|| 07:13
 
|| 07:13
 
|| ଡାୟଲଗ୍ ବକ୍ସରେ ଶୀଟ୍ ର ବିବରଣୀ ଏଣ୍ଟର୍ କରି “OK” ବଟନ୍ ରେ କ୍ଲିକ୍ କରନ୍ତୁ |
 
|| ଡାୟଲଗ୍ ବକ୍ସରେ ଶୀଟ୍ ର ବିବରଣୀ ଏଣ୍ଟର୍ କରି “OK” ବଟନ୍ ରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
|| 07:20
 
|| 07:20
|| ଶୀଟ୍ ଇନ୍ସର୍ଟ୍ ବିଷୟରେ ଶିଖି ସାରିବାପରେ CALC ରେ ଶୀଟ୍ ଗୁଡିକ କିପରି ଡିଲିଟ୍ କରାଯାଏ ତାହା ଏବେ ଶିଖିବା |
+
|| ଶୀଟ୍ ଇନ୍ସର୍ଟ୍ ବିଷୟରେ ଶିଖି ସାରିବାପରେ CALC ରେ ଶୀଟ୍ ଗୁଡିକ କିପରି ଡିଲିଟ୍ କରାଯାଏ, ତାହା ଏବେ ଶିଖିବା |
  
 
|-
 
|-
Line 245: Line 251:
 
|-
 
|-
 
|| 08:19
 
|| 08:19
|| ଏକାଧିକ ଶୀଟ୍ ଡିଲିଟ୍ କରିବାକୁ ଚାହୁଁଥିଲେ, ଉଦାହରଣ ସ୍ୱରୂପ ଆମେ ଯଦି “Sheet 2” ଓ “Sheet 3” କୁ ଡିଲିଟ୍ କରିବାକୁ ଚାହିଁବା, ତେବେ ପ୍ରଥମେ “Sheet 2” ଟ୍ୟାବ୍ ରେ କ୍ଲିକ୍ କରି କି’ବୋର୍ଡ ରେ ଥିବା “Shift” ବଟନ୍ କୁ ଚାପି ଧରି “Sheet 3” ଟ୍ୟାବ୍ ରେ କ୍ଲିକ୍ କରିବା |
+
|| ଏକାଧିକ ଶୀଟ୍ ଡିଲିଟ୍ କରିବାକୁ ଚାହୁଁଥିଲେ, ଉଦାହରଣସ୍ୱରୂପ ଆମେ ଯଦି “Sheet 2” ଓ “Sheet 3” କୁ ଡିଲିଟ୍ କରିବାକୁ ଚାହିଁବା, ତେବେ ପ୍ରଥମେ “Sheet 2” ଟ୍ୟାବ୍ ରେ କ୍ଲିକ୍ କରି କି’ ବୋର୍ଡ ରେ ଥିବା “Shift” ବଟନ୍ କୁ ଚାପି ଧରି “Sheet 3” ଟ୍ୟାବ୍ ରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
|| 08:36
 
|| 08:36
Line 253: Line 260:
 
|| 08:47
 
|| 08:47
 
|| ଉଭୟ ଶୀଟ୍ ଡିଲିଟ୍ ହୋଇଯିବାର ଆପଣ ଦେଖିବେ | ଆଗକୁ ଶିଖିବା ପାଇଁ, ପରିବର୍ତ୍ତନଗୁଡିକୁ ପ୍ରଥମେ Undo କରନ୍ତୁ |
 
|| ଉଭୟ ଶୀଟ୍ ଡିଲିଟ୍ ହୋଇଯିବାର ଆପଣ ଦେଖିବେ | ଆଗକୁ ଶିଖିବା ପାଇଁ, ପରିବର୍ତ୍ତନଗୁଡିକୁ ପ୍ରଥମେ Undo କରନ୍ତୁ |
 +
 
|-
 
|-
 
|| 08:56
 
|| 08:56
 
|| ମେନୁବାର୍ ରେ ଥିବା “Edit” ଅପ୍ସନ୍ ବ୍ୟବହାର କରି ଏକ ନିର୍ଦ୍ଦିଷ୍ଟ ଶୀଟ୍  ଡିଲିଟ୍ କରିବା ହେଉଛି ଅନ୍ୟ ଏକ ଉପାୟ |
 
|| ମେନୁବାର୍ ରେ ଥିବା “Edit” ଅପ୍ସନ୍ ବ୍ୟବହାର କରି ଏକ ନିର୍ଦ୍ଦିଷ୍ଟ ଶୀଟ୍  ଡିଲିଟ୍ କରିବା ହେଉଛି ଅନ୍ୟ ଏକ ଉପାୟ |
 +
 
|-
 
|-
 
|| 09:03
 
|| 09:03
 
|| ଉଦାହରଣସ୍ୱରୂପ, ଯଦି ତାଲିକାରୁ “Sheet 6” ଓ “Sheet 7” କୁ ଡିଲିଟ୍ କରିବାକୁ ଅଛି, ତେବେ ମେନୁ ବାର୍ ରେ ଥିବା Edit ଅପ୍ସନ୍ ରେ କ୍ଲିକ୍ କରି “Sheet” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
 
|| ଉଦାହରଣସ୍ୱରୂପ, ଯଦି ତାଲିକାରୁ “Sheet 6” ଓ “Sheet 7” କୁ ଡିଲିଟ୍ କରିବାକୁ ଅଛି, ତେବେ ମେନୁ ବାର୍ ରେ ଥିବା Edit ଅପ୍ସନ୍ ରେ କ୍ଲିକ୍ କରି “Sheet” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
|| 09:14
 
|| 09:14
 
|| ଏବେ ପପ୍ ଅପ୍ ମେନୁରେ “Select” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
 
|| ଏବେ ପପ୍ ଅପ୍ ମେନୁରେ “Select” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
|| 09:19
 
|| 09:19
|| ପ୍ରଦର୍ଶିତ ଡାୟଲଗ୍ ବକ୍ସ୍ ରେ “Sheet 6” ଅପ୍ସନ୍ ରେ କ୍ଲିକ୍ କରିବା ପରେ କି’ବୋର୍ଡ୍ ର “Shift” ବଟନ୍ କୁ ଧରି “Sheet 7” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |  
+
|| ପ୍ରଦର୍ଶିତ ଡାୟଲଗ୍ ବକ୍ସ୍ ରେ “Sheet 6” ଅପ୍ସନ୍ ରେ କ୍ଲିକ୍ କରିବା ପରେ କି’ ବୋର୍ଡ୍ ର “Shift” ବଟନ୍ କୁ ଧରି “Sheet 7” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |  
 +
 
 
|-
 
|-
 
|| 09:30
 
|| 09:30
 
|| “OK” ବଟନ୍ ରେ କ୍ଲିକ୍ କରନ୍ତୁ | ଡିଲିଟ୍ ହେବାକୁ ଥିବା ଶୀଟ୍ ଗୁଡିକୁ ଏହା ସିଲେକ୍ଟ୍ କରିବ |
 
|| “OK” ବଟନ୍ ରେ କ୍ଲିକ୍ କରନ୍ତୁ | ଡିଲିଟ୍ ହେବାକୁ ଥିବା ଶୀଟ୍ ଗୁଡିକୁ ଏହା ସିଲେକ୍ଟ୍ କରିବ |
 +
 
|-
 
|-
 
|| 09:37
 
|| 09:37
 
|| ପୁଣିଥରେ “Edit” ଅପ୍ସନ୍ ରେ କ୍ଲିକ୍ କରି “Sheet” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
 
|| ପୁଣିଥରେ “Edit” ଅପ୍ସନ୍ ରେ କ୍ଲିକ୍ କରି “Sheet” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
|| 09:45
 
|| 09:45
|| ପପ୍ ଅପ୍ ମେନୁରେ “Delete” ଅପ୍ସନ୍ ରେ କ୍ଲିକ୍ କରିବା ପରେ “Yes” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
+
|| ପପ୍ ଅପ୍ ମେନୁରେ “Delete” ଅପ୍ସନ୍ ରେ କ୍ଲିକ୍ କରିବା ପରେ “Yes” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
  
 
|-
 
|-
Line 282: Line 296:
 
|| 09:56
 
|| 09:56
 
|| CALC ରେ ଶୀଟ୍ ଗୁଡିକ କିପରି ଡିଲିଟ୍ କରାଯାଏ, ଶିଖିବା ପରେ Spreadsheetରେ ଶୀଟ୍ କୁ କିପରି ରିନେମ୍ କରାଯାଏ ତାହା ଶିଖିବା  |
 
|| CALC ରେ ଶୀଟ୍ ଗୁଡିକ କିପରି ଡିଲିଟ୍ କରାଯାଏ, ଶିଖିବା ପରେ Spreadsheetରେ ଶୀଟ୍ କୁ କିପରି ରିନେମ୍ କରାଯାଏ ତାହା ଶିଖିବା  |
 +
 
|-
 
|-
 
|| 10:03
 
|| 10:03
 
|| ଗୋଟିଏ ସ୍ପ୍ରେଡ୍ ଶୀଟ୍ ରେ, ବିଭିନ୍ନ ଶୀଟ୍ ଗୁଡିକ ଡିଫଲ୍ଟ୍ ଭାବରେ “Sheet 1”, “Sheet 2”, “Sheet 3” ଓ ଏହି ଭଳି ଭାବେ ନାମିତ ହୋଇଥାଏ |
 
|| ଗୋଟିଏ ସ୍ପ୍ରେଡ୍ ଶୀଟ୍ ରେ, ବିଭିନ୍ନ ଶୀଟ୍ ଗୁଡିକ ଡିଫଲ୍ଟ୍ ଭାବରେ “Sheet 1”, “Sheet 2”, “Sheet 3” ଓ ଏହି ଭଳି ଭାବେ ନାମିତ ହୋଇଥାଏ |
 +
 
|-
 
|-
 
|| 10:13
 
|| 10:13
|| ଅଳ୍ପ ଶୀଟ୍ ଥିବା ଏକ ଛୋଟ ସ୍ପ୍ରେଡ୍ ଶୀଟ୍ ପାଇଁ ଏହା କାର୍ଯ୍ୟ କରିଥାଏ, ମାତ୍ର ବହୁତ ଗୁଡିଏ ଶୀଟ୍ ହୋଇଗଲେ ଏହା ଅସୁବିଧାଜନକ ହୋଇଥାଏ |
+
|| ଅଳ୍ପ ଶୀଟ୍ ଥିବା ଏକ ଛୋଟ ସ୍ପ୍ରେଡ୍ ଶୀଟ୍ ପାଇଁ ଏହା କାର୍ଯ୍ୟ କରିଥାଏ, ମାତ୍ର ବହୁତ ଗୁଡିଏ ଶୀଟ୍ ହୋଇଗଲେ ଏହା ଅସୁବିଧାଜନକ ହୋଇଥାଏ |
 +
 
 
|-
 
|-
 
|| 10:21
 
|| 10:21
|| ନିଜ ପସନ୍ଦ ଅନୁସାରେ ଶୀଟ୍ ଗୁଡିକୁ ରିନେମ୍ କରିବା ପାଇଁ CALC ସୁବିଧା ପ୍ରଦାନ କରିଥାଏ |
+
|| ନିଜ ପସନ୍ଦ ଅନୁସାରେ ଶୀଟ୍ ଗୁଡିକୁ ରିନେମ୍ କରିବା ପାଇଁ CALCରେ ସୁବିଧା ଅଛି |
 +
 
 
|-
 
|-
 
|| 10:27
 
|| 10:27
|| ଉଦାହରଣ ସ୍ୱରୂପ, ଯଦି “Sheet 4” କୁ “Dump” ନାମରେ ରିନେମ୍ କରିବାକୁ ହୁଏ, ତେବେ “Sheet 4” ଟ୍ୟାବ୍ ରେ ଡବଲ୍ କ୍ଲିକ୍ କରି ଏହାକୁ ସହଜରେ କରିହେବ |
+
|| ଉଦାହରଣସ୍ୱରୂପ, ଯଦି “Sheet 4” କୁ “Dump” ନାମରେ ରିନେମ୍ କରିବାକୁ ହୁଏ, ତେବେ “Sheet 4” ଟ୍ୟାବ୍ ରେ ଡବଲ୍ କ୍ଲିକ୍ କରି ଏହାକୁ ସହଜରେ କରିହେବ |
 +
 
 
|-
 
|-
 
|| 10:37
 
|| 10:37
 
|| “Rename Sheet” ହେଡିଙ୍ଗ୍ ଥାଇ ଏକ ଡାୟଲଗ୍ ବକ୍ସ ଖୋଲିବ | ଡିଫଲ୍ଟ୍ ଭାବରେ “Sheet 4” ଲେଖାଥାଇ ଏକ ଟେକ୍ସଟ୍ ବକ୍ସ ରହିଥାଏ |
 
|| “Rename Sheet” ହେଡିଙ୍ଗ୍ ଥାଇ ଏକ ଡାୟଲଗ୍ ବକ୍ସ ଖୋଲିବ | ଡିଫଲ୍ଟ୍ ଭାବରେ “Sheet 4” ଲେଖାଥାଇ ଏକ ଟେକ୍ସଟ୍ ବକ୍ସ ରହିଥାଏ |
 +
 
|-
 
|-
 
|| 10:47
 
|| 10:47
 
|| ଏବେ ଡିଫଲ୍ଟ ନାମକୁ ଡିଲିଟ୍ କରି ଶୀଟ୍ ର ନାମ ଭାବରେ “Dump” ଲେଖନ୍ତୁ |
 
|| ଏବେ ଡିଫଲ୍ଟ ନାମକୁ ଡିଲିଟ୍ କରି ଶୀଟ୍ ର ନାମ ଭାବରେ “Dump” ଲେଖନ୍ତୁ |
 +
 
|-
 
|-
 
|| 10:52
 
|| 10:52
 
|| “OK” ବଟନ୍ ରେ କ୍ଲିକ୍ କଲେ  “Sheet 4” ଟ୍ୟାବ୍ ଟି “Dump” ଭାବରେ ରିନେମ୍ ହୋଇଯିବ |
 
|| “OK” ବଟନ୍ ରେ କ୍ଲିକ୍ କଲେ  “Sheet 4” ଟ୍ୟାବ୍ ଟି “Dump” ଭାବରେ ରିନେମ୍ ହୋଇଯିବ |
 
Sheet 4 ଓ ଡମ୍ପ୍ କୁ ଡିଲିଟ୍ କରିଦିଅନ୍ତୁ |
 
Sheet 4 ଓ ଡମ୍ପ୍ କୁ ଡିଲିଟ୍ କରିଦିଅନ୍ତୁ |
 +
 
|-
 
|-
 
|| 11:02
 
|| 11:02
Line 312: Line 334:
 
|| ସଂକ୍ଷପରେ ଆମେ ଯାହା ଶିଖିଲେ:
 
|| ସଂକ୍ଷପରେ ଆମେ ଯାହା ଶିଖିଲେ:
 
Row ଓ Column ଇନ୍ସର୍ଟ୍ ଓ ଡିଲିଟ୍ କରିବା |
 
Row ଓ Column ଇନ୍ସର୍ଟ୍ ଓ ଡିଲିଟ୍ କରିବା |
 +
 
|-
 
|-
 
|| 11:14
 
|| 11:14
Line 320: Line 343:
 
|| କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍
 
|| କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍
 
“Spreadsheet Practice.ods” ଫାଇଲ୍ ଖୋଲନ୍ତୁ  
 
“Spreadsheet Practice.ods” ଫାଇଲ୍ ଖୋଲନ୍ତୁ  
 +
 
|-
 
|-
 
|| 11:25
 
|| 11:25
 
|| “Serial Number” ହେଡିଙ୍ଗ୍ ଥିବା Row ସିଲେକ୍ଟ୍ ଓ ଡିଲିଟ୍ କରନ୍ତୁ |
 
|| “Serial Number” ହେଡିଙ୍ଗ୍ ଥିବା Row ସିଲେକ୍ଟ୍ ଓ ଡିଲିଟ୍ କରନ୍ତୁ |
 
ଶୀଟ୍ କୁ “Department Sheet” ରେ ରିନେମ୍ କରନ୍ତୁ |
 
ଶୀଟ୍ କୁ “Department Sheet” ରେ ରିନେମ୍ କରନ୍ତୁ |
 +
 
|-
 
|-
 
|| 11:32
 
|| 11:32
Line 351: Line 376:
 
|| 12:12
 
|| 12:12
 
||* ଏହି ମିଶନ୍ ଉପରେ ଅଧିକ ବିବରଣୀ
 
||* ଏହି ମିଶନ୍ ଉପରେ ଅଧିକ ବିବରଣୀ
* ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ
+
* ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-intro)
  
 
|-
 
|-

Revision as of 13:31, 12 December 2014

Resources for recording Working with Sheets

Time Narration
00.00 ଲିବର ଅଫିସ୍ Calc-ସେଲ୍ ଓ ଶୀଟ୍ ଗୁଡିକ ସହିତ କାର୍ଯ୍ୟ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
00:09 Rows ଓ Columns ଇନ୍ସର୍ଟ୍ ଓ ଡିଲିଟ୍ କରିବା
00:13 ଶୀଟ୍ ଇନ୍ସର୍ଟ୍ ଓ ଡିଲିଟ୍ କରିବା

ଶୀଟ୍ ଗୁଡିକୁ ରିନେମ୍(ପୁନଃ ନାମକରଣ) କରିବା

00:17 ଆମେ ନିଜର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ |
00:29 ଏକ ସ୍ପ୍ରେଡ୍ ଶୀଟ୍ ରେ କିଭଳି ରୋ’ ଓ କଲମ୍ସ ଇନ୍ସର୍ଟ୍ କରାଯାଏ, ଚାଲନ୍ତୁ ତାହା ଶିଖିବା |
00:35 “personal finance tracker.ods” ଫାଇଲ୍ ଖୋଲନ୍ତୁ |
00:42 ରୋ’ ଓ କଲମ୍ସଗୁଡିକ ପୃଥକ କିମ୍ୱା ଗ୍ରୁପ୍ ଭାବରେ ଇନ୍ସର୍ଟ୍ କରାଯାଇପାରିବ |
00:47 ସ୍ପ୍ରେଡ୍ ଶୀଟ୍ ରେ ଗୋଟିଏ ରୋ’ ଓ ଗୋଟିଏ କଲମ୍ ଇନ୍ସର୍ଟ୍ କରିବାକୁ ଆପଣ ନୂତନ କଲମ୍ ବା ଏକ ନୂତନ ରୋ’ ଇନ୍ସର୍ଟ କରିବାକୁ ଚାହୁଁଥିବା ସ୍ଥାନରେ ପ୍ରଥମେ ସେଲ୍, କଲମ୍ ବା ରୋ’ କୁ ସିଲେକ୍ଟ୍ କରନ୍ତୁ |
01:00 ଉଦାହରଣ ସ୍ୱରୂପ “personal finance tracker.ods” ଫାଇଲ୍ ର ପ୍ରଥମ ଧାଡିର ଯେକୌଣସି ଗୋଟିଏ ସ୍ଥାନରେ କ୍ଲିକ୍ କରନ୍ତୁ |
01:09 “Cost” ଲେଖାଯାଇଥିବା ସେଲ୍ ଉପରେ କ୍ଲିକ୍ କରନ୍ତୁ |
01:13 ବର୍ତ୍ତମାନ “Insert” ଅପ୍ସନ୍ ରେ କ୍ଲିକ୍ କରି “Rows” ଉପରେ କ୍ଲିକ୍ କରନ୍ତୁ |
01:19 ସିଲେକ୍ଟ୍ କରାଯାଇଥିବା Row’ର ଠିକ୍ ଉପରେ ଏକ ନୂତନ Row ଇନ୍ସର୍ଟ ହୋଇଯିବ |
01:25 ସେହିଭଳି, ଏକ ନୂତନ Column ଇନ୍ସର୍ଟ୍ କରିବାକୁ “Insert” ବଟନ୍ ରେ କ୍ଲିକ୍ କରି “Column”ଉପରେ କ୍ଲିକ୍ କରନ୍ତୁ |
01:34 ସିଲେକ୍ଟ୍ କରାଯାଇଥିବା Columnର ଠିକ୍ ପୂର୍ବରୁ ଏକ ନୂତନ Column ଇନ୍ସର୍ଟ ହୋଇଯିବ |
01:40 ପରିବର୍ତ୍ତନଗୁଡିକୁ ଚାଲନ୍ତୁ Undo କରିଦେବା |
01:44 ଏକ ନୂତନ Column ବା Row ଯୋଗ କରିବାକୁ Columnଟିକୁ ଚିହ୍ନଟ କରୁଥିବା ଅକ୍ଷର ବା ଧାଡିକୁ ଚିହ୍ନଟ କରୁଥିବା ସଂଖ୍ୟାଟିକୁ ଯଦି ଆପଣ ସିଲେକ୍ଟ କରିଛନ୍ତି, ତେବେ ରାଇଟ୍-କ୍ଲିକ୍ କରି ପ୍ରଦର୍ଶିତ ଡ୍ରପ୍-ଡାଉନ୍ ମେନୁରେ ଥିବା ଇନ୍ସର୍ଟ୍ Column ବା ଇନ୍ସର୍ଟ୍ Rows ଅପ୍ସନକୁ ବାଛନ୍ତୁ |
02:04 ବିକଳ୍ପ ଭାବରେ, କର୍ସର୍ ଦ୍ୱାରା ସେଲ୍ ଉପରେ କ୍ଲିକ୍ ପୂର୍ବକ ସିଲେକ୍ଟ କରି ରାଇଟ୍-କ୍ଲିକ୍ କରନ୍ତୁ ଓ ଇନ୍ସର୍ଟ୍ ଅପ୍ସନ୍ ବାଛନ୍ତୁ | ଆପଣ ଏହିଭଳି ଏକ ଡାୟଲଗ୍ ବକ୍ସ ଦେଖିବେ |
02:18 ଗୋଟିଏ Row କିମ୍ୱା Column ଯୋଗ କରିବାକୁ ସମଗ୍ର Row କିମ୍ୱା ସମଗ୍ର Column ଅପ୍ସନ୍ ବାଛନ୍ତୁ |
02:25 ଗୋଟିଏ ସମୟରେ ଏକାଧିକ Row କିମ୍ୱା Column ଇନ୍ସର୍ଟ୍ କରିବା ପାଇଁ ପ୍ରଥମେ ମାଉସ୍ ର ବାମ ବଟନ୍ କୁ ଧରି ପ୍ରଥମ ସେଲ୍ ରୁ ଆରମ୍ଭ କରି ଆବଶ୍ୟକୀୟ ସଂଖ୍ୟକ ସେଲ୍ ଗୁଡିକ ଉପରେ ଡ୍ରାଗ୍ କରି ସେଗୁଡ଼ିକୁ ହାଇଲାଇଟ୍ କରିବାକୁ ହେବ |
02:43 ଏଠାରେ ଆମେ ୪ଟି ସେଲ୍ କୁ ହାଇଲାଇଟ୍ କରିଛେ |
02:47 ନୂତନ Row କିମ୍ୱା Column ଯୋଗ କରିବାକୁ ଆଲୋଚିତ ପ୍ରଣାଳୀଗୁଡିକ ମଧ୍ୟରୁ ଗୋଟିଏକୁ ଅନୁସରଣ କରନ୍ତୁ | ନୂତନ Row ଯୋଗ କରିବାକୁ ସିଲେକ୍ସନ୍ ଉପରେ ରାଇଟ୍-କ୍ଲିକ୍ କରି ଇନ୍ସର୍ଟ୍ ଅପ୍ସନ୍ ବାଛନ୍ତୁ |
03:00 ପରେ ସମଗ୍ର Row ଅପ୍ସନ୍ କୁ ବାଛି “OK” ବଟନ୍ ରେ କ୍ଲିକ୍ କରନ୍ତୁ | ସିଲେକ୍ଟ୍ କରାଯାଇଥିବା Rowଗୁଡିକର ପ୍ରଥମରେ ୪ଟି ନୂତନ Row ଯୋଗ ହୋଇଯିବ |
03:14 ପୃଥକ ଭାବରେ ଓ ଗ୍ରୁପ୍ ରେ Columnଗୁଡିକୁ କିପରି ଡିଲିଟ୍ କରାଯାଏ, ତାହା ଏବେ ଆମେ ଶିଖିବା |
03:20 ଆପଣ ଡିଲିଟ୍ କରିବାକୁ ଚାହୁଁଥିବା ଗୋଟିଏ Column ବା Rowକୁ ପ୍ରଥମେ ସିଲେକ୍ଟ୍ କରନ୍ତୁ |
03:28 ଉଦାହରଣ ସ୍ୱରୂପ, “Laundry” ଲେଖାଥିବା Columnକୁ ଆପଣ ଯଦି ଡିଲିଟ୍ କରିବାକୁ ଚାହାଁନ୍ତି, ତେବେ ପ୍ରଥମେ ତାହାକୁ ସିଲେକ୍ଟ୍ କରନ୍ତୁ |
03:37 ସେଲ୍ ଉପରେ ରାଇଟ୍-କ୍ଲିକ୍ କରି “Delete” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
03:43 “Delete Cells” ହେଡିଙ୍ଗ୍ ଥାଇ ଏକ ଡାୟଲଗ୍ ବକ୍ସ ଦେଖାଯିବ |
03:47 “Shift cells up” ଅପ୍ସନ୍ ରେ କ୍ଲିକ୍ କରି “OK” ବଟନ୍ ରେ କ୍ଲିକ୍ କରନ୍ତୁ |
03:53 ସେଲ୍ ଡିଲିଟ୍ ହୋଇ ତଳେ ଥିବା ସେଲ୍ ଟି ଉପରକୁ ଉଠିଯିବାର ଆପଣ ଦେଖିବେ |

ଏହି ପରିବର୍ତ୍ତନକୁ Undo କରନ୍ତୁ |

04:01 ଏକାଧିକ Column ବା Rowକୁ ଏକା ସାଙ୍ଗରେ କିପରି ଡିଲିଟ୍ କରାଯିବ ଚାଲନ୍ତୁ ବର୍ତ୍ତମାନ ଶିଖିବା |
04:08 ଯଦି “Miscellaneous” ଲେଖାଯାଇଥିବା Rowକୁ ଆମେ ଡିଲିଟ୍ କରିବାକୁ ଚାହିଁବା, ତେବେ କ୍ରମିକ ସଂଖ୍ୟା 6କୁ ଧାରଣ କରିଥିବା ସେଲ୍ ଟିକୁ ପ୍ରଥମେ ସିଲେକ୍ଟ୍ କରନ୍ତୁ |
04:18 ବର୍ତ୍ତମାନ ଏହି ସେଲ୍ ଉପରେ ବାମ ମାଉସ୍ ବଟନ୍ କୁ ଧରି ସମଗ୍ର Row ଉପରେ ଡ୍ରାଗ୍ କରନ୍ତୁ | ବିକଳ୍ପ ଭାବରେ, ଡିଲିଟ୍ କରିବାକୁ ଚାହୁଁଥିବା Row ସଂଖ୍ୟା ଉପରେ କ୍ଲିକ୍ କରନ୍ତୁ | ସମଗ୍ର ରୋ’ ଗୁଡ଼ିକ ହାଇଲାଇଟ୍ ହୋଇଯିବ |
04:33 ସେଲ୍ ଉପରେ ରାଇଟ୍-କ୍ଲିକ୍ କରି “Delete” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
04:38 “Delete Cells” ହେଡିଙ୍ଗ୍ ଥାଇ ଏକ ଡାୟଲଗ୍ ବକ୍ସ୍ ଦେଖାଯିବ |
04:43 “Shift cells up” ଅପ୍ସନ୍ ରେ କ୍ଲିକ୍ କରି “OK” ବଟନ୍ ରେ କ୍ଲିକ୍ କରନ୍ତୁ |
04:48 Rowଟି ଡିଲିଟ୍ ହୋଇ ତଳେ ଥିବା Row ଉପରକୁ ଉଠିଯିବାର ଆପଣ ଦେଖିବେ |
04:55 ସେହିପରି Row ପରିବର୍ତ୍ତେ Column ଗୁଡ଼ିକୁ ସିଲେକ୍ଟ୍ କରି ସେଗୁଡିକ ଡିଲିଟ୍ କରିପାରିବା |

ପରିବର୍ତ୍ତନକୁ Undo କରନ୍ତୁ |

05:04 ଗୋଟିଏ ଶୀଟ୍ ରେ ଏକାଧିକ Row ବା Columnକୁ ଏକାସାଙ୍ଗରେ ଡିଲିଟ୍ କରାଯିବା ଶିଖିବା ପରେ CALC ରେ ଶୀଟ୍ ଗୁଡିକ କିପରି ଇନ୍ସର୍ଟ୍ ଓ ଡିଲିଟ୍ କରାଯିବ, ତାହା ବର୍ତ୍ତମାନ ଶିଖିବା |
05:14 Calcରେ ନୂତନ ଶୀଟ୍ ଇନ୍ସର୍ଟ୍ ର ବିଭିନ୍ନ ଉପାୟ ଅଛି | ଗୋଟିଏ ଗୋଟିଏ କରି ପ୍ରତ୍ୟେକ ବିଷୟରେ ଆମେ ଶିଖିବା |
05:23 ସମସ୍ତ ପ୍ରଣାଳୀ ପାଇଁ ପ୍ରଥମ ପଦକ୍ଷେପ ହେଉଛି, ଯେଉଁ ଶୀଟ୍ ପାଖରେ ନୂତନ ଶୀଟ୍ ଇନ୍ସର୍ଟ୍ ହେବ, ତା’କୁ ସିଲେକ୍ଟ୍ କରିବା |
05:30 ଏବେ ମେନୁ ବାର୍ ରେ ଥିବା “Insert” ଅପ୍ସନ୍ ରେ କ୍ଲିକ୍ କରି “Sheet”ରେ କ୍ଲିକ୍ କରନ୍ତୁ |
05:36 “Insert Sheet” ହେଡିଙ୍ଗ୍ ଥାଇ ଏକ ଡାୟଲଗ୍ ବକ୍ସ ଖୋଲିବ |
05:41 ସାମ୍ପ୍ରତିକ ଶୀଟ୍ ର ଠିକ୍ ପରେ ଏକ ନୂତନ ଶୀଟ୍ ଇନ୍ସର୍ଟ୍ କରିବାକୁ “After current sheet” ରେଡିଓ ବଟନ୍ କୁ ସିଲେକ୍ଟ୍ କରନ୍ତୁ |
05:49 “Name” ଫିଲ୍ଡ୍ ରେ ଆମର ନୂତନ ଶୀଟ୍ ର “Sheet 4” ଭାବରେ ସିଷ୍ଟମ୍-ଜେନେରେଟେଡ୍ ନାମ ଦୃଶ୍ୟମାନ ହେବ | ଆପଣ ଚାହିଁଲେ ଏହାକୁ ରିନେମ୍(ପୁନଃ ନାମକରଣ) କରିପାରିବେ |
06:01 “OK” ବଟନ୍ ରେ କ୍ଲିକ୍ କରନ୍ତୁ |

ଆମର ସାମ୍ପ୍ରତିକ ଶୀଟ୍ ପରେ ଏକ ନୂତନ ଶୀଟ୍ ଇନ୍ସର୍ଟ୍ ହୋଇଥିବାର ଆମେ ଦେଖିବା |

06:09 ନୂତନ ଶୀଟ୍ ଇନ୍ସର୍ଟ୍ କରିବାର ଅନ୍ୟ ଏକ ପ୍ରଣାଳୀ ହେଉଛି CALC ୱିଣ୍ଡୋ ତଳେ ବାମ ପାର୍ଶ୍ୱରେ ଥିବା ସାମ୍ପ୍ରତିକ ଶୀଟ୍ ଟ୍ୟାବ୍ ଉପରେ ରାଇଟ୍-କ୍ଲିକ୍ କରି “Insert Sheet” ଅପ୍ସନ୍ ରେ କ୍ଲିକ୍ କରିବା |
06:19 ଆପଣ ଶୀଟ୍ ର ପୋଜିସନ୍, ନମ୍ବର୍ ଓ ନାମ ବାଛି “OK” ବଟନ୍ ରେ କ୍ଲିକ୍ କରନ୍ତୁ | ତଦନୁସାରେ ନୂତନ ଶୀଟ୍ ଇନ୍ସର୍ଟ ହୋଇଯିବ |
06:31 ବର୍ତ୍ତମାନର ଶୀଟ୍ ପରେ ଆଉ ଏକ ଶୀଟ୍ ଇନ୍ସର୍ଟ୍ କରିବାର ଅନ୍ୟ ଏକ ସରଳ ଉପାୟ ହେଉଛି, ଶୀଟ୍ ଟ୍ୟାବ୍ ପାଖରେ ପ୍ଲସ୍ ଚିହ୍ନ ଭାବରେ ଥିବା “Add Sheet” ବଟନ୍ ରେ କ୍ଲିକ୍ କରିବା |
06:43 ଏହା ଉପରେ କ୍ଲିକ୍ କଲେ ଶୃଙ୍ଖଳାର ଶେଷ ଶୀଟ୍ ପରେ ଏକ ନୂତନ ଶୀଟ୍ ଆପେ ଆପେ ଇନ୍ସର୍ଟ୍ ହୋଇଯିବ |
06:51 ଶୀଟ୍ ଟ୍ୟାବ୍ ରେ “Add Sheet” ପ୍ଲସ୍ ଚିହ୍ନ ପାଖରେ ଥିବା ଖାଲି ସ୍ଥାନ ଉପରେ କ୍ଲିକ୍ କରି “Insert Sheet” ଡାୟଲଗ୍ ବକ୍ସକୁ ଆକ୍ସେସ୍ କରିବା ହେଉଛି ଶେଷ ପ୍ରଣାଳୀ |
07:06 ଖାଲି ସ୍ଥାନରେ କ୍ଲିକ୍ କଲେ “Insert Sheet” ଡାୟଲଗ୍ ବକ୍ସ ଦୃଶ୍ୟମାନ ହେବାର ଆମେ ଦେଖିବା |
07:13 ଡାୟଲଗ୍ ବକ୍ସରେ ଶୀଟ୍ ର ବିବରଣୀ ଏଣ୍ଟର୍ କରି “OK” ବଟନ୍ ରେ କ୍ଲିକ୍ କରନ୍ତୁ |
07:20 ଶୀଟ୍ ଇନ୍ସର୍ଟ୍ ବିଷୟରେ ଶିଖି ସାରିବାପରେ CALC ରେ ଶୀଟ୍ ଗୁଡିକ କିପରି ଡିଲିଟ୍ କରାଯାଏ, ତାହା ଏବେ ଶିଖିବା |
07:27 ପୃଥକ ଭାବରେ କିମ୍ବା ଗ୍ରୁପ୍ ଆକାରରେ ଶୀଟ୍ ଗୁଡିକୁ ଡିଲିଟ କରିହେବ |
07:31 ଗୋଟିଏ ଶୀଟ୍ କୁ ଡିଲିଟ୍ କରିବା ପାଇଁ, ଡିଲିଟ୍ କରିବାକୁ ଚାହୁଁଥିବା ଶୀଟ୍ ଟ୍ୟାବ୍ ଉପରେ ରାଇଟ୍-କ୍ଲିକ୍ କରି ପପ୍ ଅପ୍ ମେନୁରେ ଥିବା “Delete Sheet” ଅପ୍ସନ୍ ରେ କ୍ଲିକ୍ କରନ୍ତୁ ଓ ତା’ପରେ “Yes” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
07:45 ଶୀଟ୍ ଟି ଡିଲିଟ୍ ହୋଇଯିବାର ଆପଣ ଦେଖିବେ |
07:48 ମେନୁବାର୍ ରେ ଥିବା “Edit” ଅପ୍ସନ୍ ବ୍ୟବହାର କରି ଏକ ନିର୍ଦ୍ଦିଷ୍ଟ ଶୀଟ୍ ଡିଲିଟ୍ କରିବା ହେଉଛି ଅନ୍ୟ ଏକ ଉପାୟ |
07:55 ଉଦାହରଣସ୍ୱରୂପ, ଯଦି ତାଲିକାରୁ “Sheet 3”କୁ ଡିଲିଟ୍ କରିବାକୁ ଅଛି, ତେବେ ମେନୁ ବାର୍ ରେ ଥିବା Edit ଅପ୍ସନ୍ ରେ କ୍ଲିକ୍ କରି “Sheet” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
08:05 ଏବେ ପପ୍ ଅପ୍ ମେନୁରେ ଥିବା “Delete” ଅପ୍ସନ୍ ରେ କ୍ଲିକ୍ କରି “Yes” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
08:12 ଶୀଟ୍ ଟି ଡିଲିଟ୍ ହୋଇଯିବାର ଆପଣ ଦେଖିବେ | ଏବେ ପରିବର୍ତ୍ତନଗୁଡିକୁ Undo କରନ୍ତୁ |
08:19 ଏକାଧିକ ଶୀଟ୍ ଡିଲିଟ୍ କରିବାକୁ ଚାହୁଁଥିଲେ, ଉଦାହରଣସ୍ୱରୂପ ଆମେ ଯଦି “Sheet 2” ଓ “Sheet 3” କୁ ଡିଲିଟ୍ କରିବାକୁ ଚାହିଁବା, ତେବେ ପ୍ରଥମେ “Sheet 2” ଟ୍ୟାବ୍ ରେ କ୍ଲିକ୍ କରି କି’ ବୋର୍ଡ ରେ ଥିବା “Shift” ବଟନ୍ କୁ ଚାପି ଧରି “Sheet 3” ଟ୍ୟାବ୍ ରେ କ୍ଲିକ୍ କରନ୍ତୁ |
08:36 ଏବେ ଗୋଟିଏ ଟ୍ୟାବ୍ ରେ ରାଇଟ୍-କ୍ଲିକ୍ କରି ପପ୍ ଅପ୍ ମେନୁରେ “Delete” ଅପ୍ସନ୍ ରେ କ୍ଲିକ୍ କରନ୍ତୁ ଓ ତା’ପରେ “Yes” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
08:47 ଉଭୟ ଶୀଟ୍ ଡିଲିଟ୍ ହୋଇଯିବାର ଆପଣ ଦେଖିବେ | ଆଗକୁ ଶିଖିବା ପାଇଁ, ପରିବର୍ତ୍ତନଗୁଡିକୁ ପ୍ରଥମେ Undo କରନ୍ତୁ |
08:56 ମେନୁବାର୍ ରେ ଥିବା “Edit” ଅପ୍ସନ୍ ବ୍ୟବହାର କରି ଏକ ନିର୍ଦ୍ଦିଷ୍ଟ ଶୀଟ୍ ଡିଲିଟ୍ କରିବା ହେଉଛି ଅନ୍ୟ ଏକ ଉପାୟ |
09:03 ଉଦାହରଣସ୍ୱରୂପ, ଯଦି ତାଲିକାରୁ “Sheet 6” ଓ “Sheet 7” କୁ ଡିଲିଟ୍ କରିବାକୁ ଅଛି, ତେବେ ମେନୁ ବାର୍ ରେ ଥିବା Edit ଅପ୍ସନ୍ ରେ କ୍ଲିକ୍ କରି “Sheet” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
09:14 ଏବେ ପପ୍ ଅପ୍ ମେନୁରେ “Select” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
09:19 ପ୍ରଦର୍ଶିତ ଡାୟଲଗ୍ ବକ୍ସ୍ ରେ “Sheet 6” ଅପ୍ସନ୍ ରେ କ୍ଲିକ୍ କରିବା ପରେ କି’ ବୋର୍ଡ୍ ର “Shift” ବଟନ୍ କୁ ଧରି “Sheet 7” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
09:30 “OK” ବଟନ୍ ରେ କ୍ଲିକ୍ କରନ୍ତୁ | ଡିଲିଟ୍ ହେବାକୁ ଥିବା ଶୀଟ୍ ଗୁଡିକୁ ଏହା ସିଲେକ୍ଟ୍ କରିବ |
09:37 ପୁଣିଥରେ “Edit” ଅପ୍ସନ୍ ରେ କ୍ଲିକ୍ କରି “Sheet” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
09:45 ପପ୍ ଅପ୍ ମେନୁରେ “Delete” ଅପ୍ସନ୍ ରେ କ୍ଲିକ୍ କରିବା ପରେ “Yes” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
09:51 ସିଲେକ୍ଟ୍ ହୋଇଥିବା ଶୀଟ୍ ଗୁଡିକ ଡିଲିଟ୍ ହୋଇଯିବାର ଆପଣ ଦେଖିବେ |
09:56 CALC ରେ ଶୀଟ୍ ଗୁଡିକ କିପରି ଡିଲିଟ୍ କରାଯାଏ, ଶିଖିବା ପରେ Spreadsheetରେ ଶୀଟ୍ କୁ କିପରି ରିନେମ୍ କରାଯାଏ ତାହା ଶିଖିବା |
10:03 ଗୋଟିଏ ସ୍ପ୍ରେଡ୍ ଶୀଟ୍ ରେ, ବିଭିନ୍ନ ଶୀଟ୍ ଗୁଡିକ ଡିଫଲ୍ଟ୍ ଭାବରେ “Sheet 1”, “Sheet 2”, “Sheet 3” ଓ ଏହି ଭଳି ଭାବେ ନାମିତ ହୋଇଥାଏ |
10:13 ଅଳ୍ପ ଶୀଟ୍ ଥିବା ଏକ ଛୋଟ ସ୍ପ୍ରେଡ୍ ଶୀଟ୍ ପାଇଁ ଏହା କାର୍ଯ୍ୟ କରିଥାଏ, ମାତ୍ର ବହୁତ ଗୁଡିଏ ଶୀଟ୍ ହୋଇଗଲେ ଏହା ଅସୁବିଧାଜନକ ହୋଇଥାଏ |
10:21 ନିଜ ପସନ୍ଦ ଅନୁସାରେ ଶୀଟ୍ ଗୁଡିକୁ ରିନେମ୍ କରିବା ପାଇଁ CALCରେ ସୁବିଧା ଅଛି |
10:27 ଉଦାହରଣସ୍ୱରୂପ, ଯଦି “Sheet 4” କୁ “Dump” ନାମରେ ରିନେମ୍ କରିବାକୁ ହୁଏ, ତେବେ “Sheet 4” ଟ୍ୟାବ୍ ରେ ଡବଲ୍ କ୍ଲିକ୍ କରି ଏହାକୁ ସହଜରେ କରିହେବ |
10:37 “Rename Sheet” ହେଡିଙ୍ଗ୍ ଥାଇ ଏକ ଡାୟଲଗ୍ ବକ୍ସ ଖୋଲିବ | ଡିଫଲ୍ଟ୍ ଭାବରେ “Sheet 4” ଲେଖାଥାଇ ଏକ ଟେକ୍ସଟ୍ ବକ୍ସ ରହିଥାଏ |
10:47 ଏବେ ଡିଫଲ୍ଟ ନାମକୁ ଡିଲିଟ୍ କରି ଶୀଟ୍ ର ନାମ ଭାବରେ “Dump” ଲେଖନ୍ତୁ |
10:52 “OK” ବଟନ୍ ରେ କ୍ଲିକ୍ କଲେ “Sheet 4” ଟ୍ୟାବ୍ ଟି “Dump” ଭାବରେ ରିନେମ୍ ହୋଇଯିବ |

Sheet 4 ଓ ଡମ୍ପ୍ କୁ ଡିଲିଟ୍ କରିଦିଅନ୍ତୁ |

11:02 ଏହା ଆମକୁ ଲିବର୍ ଅଫିସ୍ CALC ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
11:08 ସଂକ୍ଷପରେ ଆମେ ଯାହା ଶିଖିଲେ:

Row ଓ Column ଇନ୍ସର୍ଟ୍ ଓ ଡିଲିଟ୍ କରିବା |

11:14 ଶୀଟ୍ ଗୁଡିକ ଇନ୍ସର୍ଟ୍ ଓ ଡିଲିଟ୍ କରିବା | ଶୀଟ୍ ଗୁଡିକ ରିନେମ୍ କରିବା
11:19 କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍

“Spreadsheet Practice.ods” ଫାଇଲ୍ ଖୋଲନ୍ତୁ

11:25 “Serial Number” ହେଡିଙ୍ଗ୍ ଥିବା Row ସିଲେକ୍ଟ୍ ଓ ଡିଲିଟ୍ କରନ୍ତୁ |

ଶୀଟ୍ କୁ “Department Sheet” ରେ ରିନେମ୍ କରନ୍ତୁ |

11:32 * ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
11:36 * ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସାରାଂଶିତ କରିଥାଏ |
  • ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
11:44 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
  • ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାଗୁଡ଼ିକର ଆୟୋଜନ କରିଥା’ନ୍ତି |
11:50 * ଅନଲାଇନ୍ ପରୀକ୍ଷାରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦେଇଥା’ନ୍ତି |
  • ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
11:59 * ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟି ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
  • ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ |
12:12 * ଏହି ମିଶନ୍ ଉପରେ ଅଧିକ ବିବରଣୀ
  • ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-intro)
12:22 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

PoojaMoolya, Pradeep