LibreOffice-Suite-Base/C2/Modify-a-simple-form/Oriya

From Script | Spoken-Tutorial
Revision as of 13:07, 20 July 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:00 ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:04 Modifying a Form ଉପରେ ଥିବା ଏହି ଟ୍ୟୁଟୋରିଆଲରେ, ଗୋଟିଏ ଫର୍ମରେ କିପରି ଡେଟା ପ୍ରବେଶ କରିବା, ଗୋଟିଏ ଫର୍ମର ରୂପାନ୍ତର ବିଷୟରେ ଆମେ ଶିଖିବା
00:14 ପୂର୍ବ ଟ୍ୟୁଟୋରିଆଲରେ ଲିବ୍ରେ ଅଫିସ୍ ବେସ୍ ବ୍ୟବହାର କରି, ଆମେ ଗୋଟିଏ ଫର୍ମ ସୃଷ୍ଟି କରିବା ଶିଖିଲେ
00:22 ଉଦାହରଣ ପାଇଁ ଥିବା Library ଡେଟାବେସରେ Books ନାମକ ଗୋଟିଏ ସରଳ ଡେଟା ପ୍ରବେଶ କରିବା ଫର୍ମ୍ ସୃଷ୍ଟି କରିଥିଲେ
00:29 ଏହି ଫର୍ମକୁ ବ୍ୟବହାର କରି କିପରି Books ଟେବୁଲରେ ଡେଟା ପ୍ରବେଶ କରିହେବ, ଚାଲନ୍ତୁ ଦେଖିବା
00:39 ପ୍ରଥମେ LibreOffice Base ପ୍ରୋଗ୍ରାମକୁ ଆରମ୍ଭ କରନ୍ତୁ, ଯଦି ଏହା ଖୋଲା ହୋଇନ’ଥାଏ
00:48 ଏବଂ Library ଡେଟାବେସକୁ ଖୋଲନ୍ତୁ
00:52 ଯଦି Base ଖୋଲାଥାଏ ତେବେ ଏହିଠାରୁ File ମେନୁ ମଧ୍ୟରେ ଥିବା Open ଉପରେ କ୍ଲିକ୍ କରି Library ଡେଟାବେସକୁ ଖୋଲିପାରିବେ
01:03 କିମ୍ବା File ମେନୁ ମଧ୍ୟରେ ଥିବା Recent Documents ଉପରେ କ୍ଲିକ୍ କରି ଏହା କରିପାରିବେ
01:08 ବର୍ତ୍ତମାନ ଆମେ Library ଡେଟାବେସ୍ ମଧ୍ୟରେ ଅଛେ
01:12 ବାମ ପଟ ପ୍ୟାନେଲରେ ଥିବା Database ତାଲିକାର Forms ଆଇକନ୍ ଉପରେ କ୍ଲିକ୍ କରନ୍ତୁ
01:18 Forms ଅଧିନରେ ଥିବା Books Data entry form, ଏହି ୱିଣ୍ଡୋର କେନ୍ଦ୍ରରେ ହାଇଲାଇଟ୍ ହୋଇଥିବାର ଲକ୍ଷ୍ୟ କରନ୍ତୁ
01:28 ଏହି ଫର୍ମ୍ ଉପରେ ରାଇଟ୍ କ୍ଲିକ୍ କରି Openରେ କ୍ଲିକ୍ କରନ୍ତୁ
01:33 ବର୍ତ୍ତମାନ ବ୍ଲୁ ବ୍ୟାକଗ୍ରାଉଣ୍ଡ ସହିତ ଗୋଟିଏ ନୁତନ ୱିଣ୍ଡୋକୁ ଦେଖିବାକୁ ପାଇବେ, Books ଟେବୁଲରେ ଥିବା fieldଗୁଡିକର ଅନୁରୂପ ଲେବୁଲ୍ ଓ ଟେକ୍ସଟ ବକ୍ସଗୁଡିକ ସହିତ
01:45 ପ୍ରତ୍ୟେକ କ୍ଷେତ୍ର ସହିତ ଶେଷ ପର୍ଯ୍ୟନ୍ତ ଯିବା ପାଇଁ Tab କୀ ଉପରେ କ୍ଲିକ୍ କରନ୍ତୁ, Base ପରବର୍ତ୍ତୀ ରେକର୍ଡକୁ ଖୋଲିବ
01:56 ଏହିପରି ଭାବେ ରେକର୍ଡଗୁଡିକ ମଧ୍ୟରେ ଅତିକ୍ରମଣ କରିପାରିବେ
02:00 କିମ୍ବା ରେକର୍ଡଗୁଡିକ ମଧ୍ୟରେ ଭ୍ରମଣ କରିବା ପାଇଁ ନିମ୍ନ ଟୂଲ୍ ବାରରେ ଥିବା ବ୍ଲାକ୍ ଟ୍ରାୟାଙ୍ଗଲ୍ ଆଇକନକୁ ମଧ୍ୟ ବ୍ୟବହାର କରିପାରିବେ
02:10 ଅନ୍ୟ ରୂପେ, ଗୋଟିଏ ନିର୍ଦ୍ଦିଷ୍ଟ ରେକର୍ଡକୁ ଯିବା ପାଇଁ, ନିମ୍ନ ଟୂଲ୍ ବାରରେ ରେକର୍ଡର ସଂଖ୍ୟାକୁ ଟାଇପ୍ କରି Enter କୀ କିମ୍ବା Tab କୀକୁ ଦାବନ୍ତୁ
02:23 ଚାଲନ୍ତୁ ଶେଷ, ପଞ୍ଚମ ରେକର୍ଡକୁ ଯିବା
02:29 ବର୍ତ୍ତମାନ ଗୋଟିଏ ନୁତନ ରେକର୍ଡକୁ ଯୋଗ କରନ୍ତୁ
02:34 ଏହା କରିବା ପାଇଁ, New Record ଆଇକନ୍ ଉପରେ କ୍ଲିକ୍ କରନ୍ତୁ ଯାହା ନିମ୍ନ ଟୂଲ୍ ବାରରେ ଥିବା Last record ଆଇକନର ଡାହାଣ ପଟୁ ଦ୍ଵିତୀୟ ଅଟେ
02:46 ଧ୍ୟାନଦିଅନ୍ତୁ ଯେ ଶୁନ୍ୟ ଟେକ୍ସଟ ବକ୍ସଗୁଡିକୁ ଦେଖିବାକୁ ପାଇବେ ଏବଂ ନିମ୍ନରେ ଥିବା ରେକର୍ଡ୍ ସଂଖ୍ୟା 6 ବୋଲି ଦର୍ଶାଇଥାଏ
02:55 ବର୍ତ୍ତମାନ ଗୋଟିଏ ନୂଆ ବହିର ସୁଚନା ଥିବା ଏକ ନୁତନ ରେକର୍ଡକୁ ଯୋଗ କରିବା ପାଇଁ ଆମେ ପ୍ରସ୍ତୁତ
03:03 Title ଟେକ୍ସଟ ବକ୍ସରେ Paradise Lost ଟାଇପ୍ କରନ୍ତୁ ଏବଂ ପରବର୍ତ୍ତୀ କ୍ଷେତ୍ରକୁ ଯିବା ପାଇଁ Tab କୀ ବ୍ୟବହାର କରନ୍ତୁ
03:17 Author ବିପକ୍ଷରେ John Milton ଟାଇପ୍ କରନ୍ତୁ,
03:23 PublishedYear ବିପକ୍ଷରେ 1975,
03:28 Publisher ବିପକ୍ଷରେ Oxford
03:31 ଏବଂ Price ବିପକ୍ଷରେ 200
03:36 Books Data Entry Formକୁ ବ୍ୟବହାର କରି, Books ଟେବୁଲରେ ଗୋଟିଏ ନୁତନ ରେକର୍ଡ୍ ପ୍ରବେଶ କରାଯାଇଛି
03:45 ଏହି ୱିଣ୍ଡୋକୁ ବନ୍ଦ କରନ୍ତୁ
03:47 ଏହିପରି ଭାବେ ଅଧିକ ରେକର୍ଡ କିମ୍ବା ଡେଟାକୁ ଯୋଗ କରିପାରିବେ
03:53 ବର୍ତ୍ତମାନ ସଙ୍ଗେସଙ୍ଗେ ପ୍ରବେଶ ହୋଇଥିବା ଡେଟାକୁ Base, Books ଟେବୁଲରେ ଅପଡେଟ୍ କରିଛି କି ନାହିଁ ଚାଲନ୍ତୁ ଦେଖିବା
04:02 ଏଥି ପାଇଁ, ଲିବ୍ରେ ଅଫିସ୍ ବେସ୍ ୱିଣ୍ଡୋର ଡାହାଣ ପଟ ପ୍ୟାନେଲରେ ଥିବା Books ଟେବୁଲ ଉପରେ ଡବଲ୍ କ୍ଲିକ୍ କରନ୍ତୁ
04:12 ଏଠାରେ, form ମାଧ୍ୟମରେ ପ୍ରବେଶ ହୋଇଥିବା ନୁତନ ରେକର୍ଡକୁ ଦେଖନ୍ତୁ
04:18 ଠିକ୍ ଅଛି, ବର୍ତ୍ତମାନ ପାଇଁ ଏହି ୱିଣ୍ଡୋକୁ ବନ୍ଦ କରନ୍ତୁ
04:23 ତା’ପରେ ଫର୍ମରେ କିପରି ସହଜ ରୂପାନ୍ତରଗୁଡିକ କରିପରିବା ଚାଲନ୍ତୁ ଶିଖିବା
04:30 ବାମ ପଟ ପ୍ୟାନେଲରେ ଥିବା Database ତାଲିକାରେ Forms ଆଇଅକନ୍ ଉପରେ କ୍ଲିକ୍ କରନ୍ତୁ
04:37 ଏବଂ Books Data Entry formକୁ ରୂପାନ୍ତର କରିବା ପାଇଁ ଏହା ଉପରେ ରାଇଟ୍ କ୍ଲିକ୍ କରିବା ସହିତ Editକୁ ଚୟନ କରନ୍ତୁ
04:47 ବର୍ତ୍ତମାନ ଗୋଟିଏ ପରିଚିତ ୱିଣ୍ଡୋ ଖୋଲିବ
04:51 ଏହା ବ୍ୟତିତ ଯଦି title ଲେବୁଲ୍ ଉପରେ କ୍ଲିକ୍ କରନ୍ତି, ଅନେକ ଗ୍ରୀନ୍ ବକ୍ସଗୁଡିକ ଲେବୁଲ୍ ଓ ଟେକ୍ସଟ ବକ୍ସକୁ ଆବଦ୍ଧ କରିଥିବାର ଦେଖିବାକୁ ପାଇବେ
05:03 ଏହାର ଅର୍ଥ ବର୍ତ୍ତମାନ ଆମେ form design windowରେ ଅଛେ
05:08 ଏବଂ ଫର୍ମର ଲୂକ୍ ଆଣ୍ଡ୍ ଫୀଲକୁ ଏବଂ ଏହାର ଏଲିମେଣ୍ଟଗୁଡିକ ସହିତ ଫଙ୍କଶନାଲିଟୀଗୁଡିକୁ ମଧ୍ୟ ରୂପାନ୍ତର କରିପାରିବେ
05:17 ଉଦାହରଣସ୍ଵରୂପ, ଲେବୁଲ ଓ ଟେକ୍ସଟ ବକ୍ସଗୁଡିକର ସ୍ଥାନ ଓ ଆକାରକୁ ପରିବର୍ତ୍ତନ କରିପାରିବା
05:25 ଏଗୁଡିକୁ properties ମଧ୍ୟ କୁହାଯାଏ
05:28 ଲେବୁଲ୍ Title ଉପରେ ଡବଲ୍ କ୍ଲିକ୍ କରନ୍ତୁ
05:31 ଏହା Properties ନାମକ ଗୋଟିଏ କ୍ଷୁଦ୍ରତମ ପପ୍ ଅପ୍ ୱିଣ୍ଡୋକୁ ଖୋଲିବ
05:38 ଏଠାରେ ଥିବା ବିଭିନ୍ନ elementଗୁଡିକୁ ଲକ୍ଷ୍ୟ କରନ୍ତୁ
05:48 ବର୍ତ୍ତମାନ ଲେବୁଲ୍ author ଉପରେ କ୍ଲିକ୍ କରନ୍ତୁ, ଧ୍ୟାନଦିଅନ୍ତୁ ଯେ Properties ୱିଣ୍ଡୋ ଲେବୁଲ୍ Authorର ପ୍ରପର୍ଟିଗୁଡିକୁ ରିଫ୍ରେଶ୍ ଓ ପ୍ରଦର୍ଶନ କରିବ
06:01 ତେଣୁ, formର ବିଭିନ୍ନ ଏଲିମେଣ୍ଟଗୁଡିକ ଉପରେ କ୍ଲିକ୍ କରିବା ଦ୍ଵାରା, ଆମେ ଦେଖିବାକୁ ପାଇଲେ ଯେ ଚୟନିତ ଏଲିମେଣ୍ଟର ପ୍ରପର୍ଟିଗୁଡିକୁ ପ୍ରଦର୍ଶନ କରିବା ପାଇଁ Properties window ରିଫ୍ରେଶ୍ ହୋଇଥାଏ
06:14 ବର୍ତ୍ତମାନ, Properties windowର ଟାଇଟଲକୁ Properties Multiselection ଭାବେ ପଢିବା
06:21 ଏହାର କାରଣ ଲେବୁଲ୍ Author ଓ ଏହାର ପାର୍ଶ୍ଵରେ ଥିବା ଟେକ୍ସଟ ବକ୍ସ, ଗୋଟିଏ ଗ୍ରୀନ୍ ବକ୍ସର ସେଟ୍ ମଧ୍ୟରେ ଆବଦ୍ଧ ହେବାର ଦେଖିପାରିବେ
06:34 Base ଅଟୋମାଟିକାଲୀ formରେ ଥିବା ଲେବୁଲ ଓ ଅନୁରୂପ ଟେକ୍ସଟ ବକ୍ସଗୁଡିକୁ ଗ୍ରୁପ୍ କରିଦେଇଛି. ଆପଣ ସେମାନଙ୍କୁ ଅନଗ୍ରୁପ୍ କରିପାରିବେ
06:44 Title ଲେବୁଲ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ ନିମ୍ନରେ ଥିବା Group ଉପରେ, ତା’ପରେ Ungroup ଉପରେ କ୍ଲିକ୍ କରନ୍ତୁ
06:54 ବର୍ତ୍ତମାନ ଲେବୁଲ୍ Title ଓ ଏହାର ଟେକ୍ସଟ ବକ୍ସ ଅନଗ୍ରୁପ୍ ହେବାର ଦେଖିପାରିବେ
07:02 ଏହି ପରି ଭାବେ, formରେ ଥିବା ନିର୍ଦ୍ଦିଷ୍ଟ ଏଲିମେଣ୍ଟଗୁଡିକର ପ୍ରପର୍ଟୀଗୁଡିକୁ ରୂପାନ୍ତର କରିପାରିବେ
07:10 ତା’ପରେ, ଚାଲନ୍ତୁ Title ଟେକ୍ସଟ ବକ୍ସରେ ଗୋଟିଏ ଟୂଲ୍ ଟିପକୁ ଯୋଗ କରିବା
07:16 ବର୍ତ୍ତମାନ, Properties ୱିଣ୍ଡୋର ନିମ୍ନଆଡକୁ ସ୍କ୍ରୋଲ୍ କରନ୍ତୁ
07:22 Help textକୁ ଲକ୍ଷ୍ୟ କରନ୍ତୁ ଏବଂ ଏଠାରେ Enter the title of the book here ଟାଇପ୍ କରନ୍ତୁ
07:32 ବର୍ତ୍ତମାନ, ଉପରେ ଥିବା File ମେନୁର ନିମ୍ନରେ ଥିବା Save ଆଇକନ୍ ଉପରେ କ୍ଲିକ୍ କରି formକୁ ସେଭ୍ କରନ୍ତୁ. ଏବଂ ଏହି ୱିଣ୍ଡୋକୁ ବନ୍ଦ କରନ୍ତୁ
07:46 ବର୍ତ୍ତମାନ form ରୂପାନ୍ତର ହେଲାପରେ କିପରି ଦେଖାଯାଉଛି, ଚାଲନ୍ତୁ ଦେଖିବା
07:54 ଏଥି ପାଇଁ, Baseର ମୁଖ୍ୟ ୱିଣ୍ଡୋକୁ ଯା’ନ୍ତୁ, ବାମ ପଟ ପ୍ୟାନେଲରେ ଥିବା Forms ଆଇକନ୍ ଉପରେ କ୍ଲିକ୍ କରନ୍ତୁ
08:03 ଏବଂ ଡାହାଣ ପଟ ପ୍ୟାନେଲରେ ଥିବା Books Data Entry Form ଉପରେ ଡବଲ୍ କ୍ଲିକ୍ କରନ୍ତୁ
08:10 Title ଲେବୁଲ୍ କିମ୍ବା ଟେକ୍ସଟ ବକ୍ସ ଉପରେ mouseର ପଏଣ୍ଟରକୁ ରଖନ୍ତୁ
08:17 Enter the title of the book here ବୋଲାଉଥିବା ଗୋଟିଏ ଟୂଲ୍ ଟିପ୍ ଦୃଶ୍ୟମାନ ହେବ
08:24 ତେଣୁ ବର୍ତ୍ତମାନ, ଆମେ formରେ କିପରି ସରଳ ରୂପାନ୍ତର କରାଯାଏ ଶିଖିଲେ
08:31 Base ଟ୍ୟୁଟୋରିଆଲର ପରବର୍ତ୍ତୀ ବିଭାଗରେ, ଗୋଟିଏ ଫର୍ମରେ କିପରି ଅଧିକ ରୂପାନ୍ତର କରିହେବ ଦେଖିବା
08:39 ଏଠାରେ ଗୋଟିଏ ଆସାଇନମେଣ୍ଟ୍ ଅଛି
08:41 Members ଟେବୁଲ୍ ପାଇଁ ଗୋଟିଏ ସରଳ form ସୃଷ୍ଟି କରନ୍ତୁ
08:46 ଏହା ଆମକୁ Modifying a Form in LibreOffice Base ଉପରେ ଥିବା ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ
08:52 ସଂକ୍ଷିପ୍ତରେ, ଆମେ ଶିଖିଲେ: ଗୋଟିଏ ଫର୍ମରେ କିପରି ଡେଟା ପ୍ରବେଶ କରାଯାଏ? ଗୋଟିଏ ଫର୍ମକୁ କିପରି ରୂପାନ୍ତର କରାଯାଏ
09:00 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:12 ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ
09:17 ଏହା ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
09:22 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep