LibreOffice-Suite-Base/C2/Create-reports/Oriya

From Script | Spoken-Tutorial
Revision as of 14:32, 25 July 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:00 ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:03 ଏହି ଟ୍ୟୁଟୋରିଆଲରେ, ଆମେ ଶିଖିବା:
00:07 ଗୋଟିଏ report ସୃଷ୍ଟି କରିବା. ରିପୋର୍ଟ ଫିଲ୍ଡଗୁଡିକୁ Select, Label ଓ Sort କରିବା
00:12 ରିପୋର୍ଟର ଲେଆଉଟ୍ ଚୟନ କରିବା ସହ ରିପୋର୍ଟର ପ୍ରକାରକୁ ଚୟନ କରନ୍ତୁ: ଷ୍ଟାଟିକ୍ କିମ୍ବା ଡାଇନାମିକ୍
00:19 ଏଥିପାଇଁ, ପରିଚିତ Library ଡେଟାବେସର ଉଦାହରଣକୁ ଦେଖନ୍ତୁ
00:27 ଏହି Library ଡେଟାବେସରେ, ବହିଗୁଡିକ ଓ ମେମ୍ବରମାନଙ୍କ ବିଷୟରେ ସୁଚନା ଷ୍ଟୋର୍ ହୋଇଛି
00:36 ଏବଂ ମେମ୍ବରମାନଙ୍କୁ ଇସ୍ୟୁ ହୋଇଥିବା ବହିଗୁଡିକୁ ଟ୍ରାକ୍ କରିବା ପାଇଁ ଗୋଟିଏ table ମଧ୍ୟ ଅଛି
00:42 ପୂର୍ବ ଟ୍ୟୁଟୋରିଆଲରେ ଫର୍ମ ଓ କ୍ଵେରୀଗୁଡିକୁ ସୃଷ୍ଟି କରିବା ଶିଖିଲେ
00:48 ଗୋଟିଏ ରିପୋର୍ଟ କିପରି ସୃଷ୍ଟି କରାଯାଏ ଶିଖିବା ପୂର୍ବରୁ, ଚାଲନ୍ତୁ ପ୍ରଥମେ ରିପୋର୍ଟ କ’ଣ ଜାଣିବା?
00:56 କ୍ଵେରୀ ଭଳି, ଗୋଟିଏ ରିପୋର୍ଟ ଏକ ଡେଟାବେସରୁ ସୁଚନାକୁ ପୁନରୁଦ୍ଧାର କରିବାର ଅନ୍ୟ ଏକ ମାର୍ଗ ଅଟେ
01:05 ଏହାର ଲେଆଉଟ୍ ଓ ଲୂକ୍ ଆଣ୍ଡ ଫୀଲକୁ କଷ୍ଟମାଇଜ୍ କରିପାରିବେ, ଯାହାଦ୍ଵରା ଏହାକୁ ପଢିବା କିମ୍ବା ପେପରରେ ପ୍ରିଣ୍ଟ କରିବା ସହଜ ହେବ
01:14 ଡେଟାବେସର table କିମ୍ବା କ୍ଵେରୀଗୁଡିକରୁ Reportଗୁଡିକୁ ଜେନେରେଟ୍ କରିପାରିବେ
01:21 ଏଗୁଡିକ ଟେବୁଲ୍ କିମ୍ବା କ୍ଵେରୀ ମଧ୍ୟରେ ଥିବା ସମସ୍ତ ଫିଲ୍ଡଗୁଡିକୁ କିମ୍ବା ଗୋଟିଏ ଚୟନିତ ଫିଲ୍ଡର ଗ୍ରୁପକୁ ଧାରଣ କରିଥାଏ
01:32 ଏଠାରେ ରିପୋର୍ଟର ଦୁଇଟି ଶ୍ରେଣୀ ଅଛି- static ଓ dynamic
01:38 ଯେତେବେଳେ ଦେଖିବା ପାଇଁ ଗୋଟିଏ Static reportକୁ ଖୋଲିବେ,
01:42 ଏହା ସର୍ବଦା ରିପୋର୍ଟ ସୃଷ୍ଟି ହେବା ସମୟରେ ଥିବା ସମାନ ଡେଟାକୁ ପ୍ରଦର୍ଶନ କରିବ
01:48 ଏହାକୁ ଗୋଟିଏ ସ୍ନାପସଟ୍ ମଧ୍ୟ କୁହାଯାଏ
01:52 କିନ୍ତୁ ଯେତେବେଳେ ଗୋଟିଏ Dynamic reportକୁ ଦେଖିବା ପାଇଁ ଖୋଲିବେ, ଏହା ଡେଟାବେସରେ ଥିବା ସାମ୍ପ୍ରତିକ ଡେଟାଗୁଡିକୁ ପ୍ରଦର୍ଶନ କରିବ
02:00 ଠିକ୍ ଅଛି, ବର୍ତ୍ତମାନ ଗୋଟିଏ ନମୂନା ରିପୋର୍ଟ ସୃଷ୍ଟି କରନ୍ତୁ
02:05 Library ଡେଟାବେସ୍ ମଧ୍ୟରେ,
02:08 ବାମ ପଟ ପ୍ୟାନେଲରେ ଥିବା Reports ଆଇକନ୍ ଉପରେ କ୍ଲିକ୍ କରନ୍ତୁ
02:12 ଡାହାଣ ପଟ ପ୍ୟାନେଲରେ ଥିବା Use Wizard to create report ଉପରେ କ୍ଲିକ୍ କରନ୍ତୁ
02:18 ଏହା ରିପୋର୍ଟ ସୃଷ୍ଟିର ଗୋଟିଏ ସହଜ ଓ ଦୃତ ଅପଶନ୍ ଅଟେ
02:24 ବର୍ତ୍ତମାନ Report Builder ନାମକ ଗୋଟିଏ ନୁତନ ୱିଣ୍ଡୋକୁ ଦେଖନ୍ତୁ
02:31 ଏବଂ ବାମ ପଟେ ଥିବା 6 steps ତାଲିକା ବିଶିଷ୍ଟ ଗୋଟିଏ ୱିଜାର୍ଡକୁ ମଧ୍ୟ ଦେଖନ୍ତୁ
02:39 ପୂର୍ବ ଟ୍ୟୁଟୋରିଆଲରେ ସୃଷ୍ଟି କରିଥିବା କ୍ଵେରୀକୁ ଆଧାର କରି ଗୋଟିଏ ରିପୋର୍ଟର ନିର୍ମାଣ ପାଇଁ ୱିଜାର୍ଡ ମଧ୍ୟକୁ ଯା’ନ୍ତୁ-
02:47 History of books issued to the Library members
02:51 Step 1 - Field Selectionରେ ଅଛନ୍ତି
02:56 ଏଠାରେ ଡେଟାର ରିପୋର୍ଟ ପାଇଁ ସୋର୍ସକୁ ନିର୍ଦ୍ଦିଷ୍ଟ କରନ୍ତୁ: ଗୋଟିଏ ଟେବୁଲ୍ କିମ୍ବା ଗୋଟିଏ କ୍ଵେରୀ
03:05 queryକୁ ଚୟନ କରନ୍ତୁ: ଉପରେ ଥିବା ଡ୍ରପ୍ ଡାଉନ୍ ତାଲିକାରୁ History of Books Issued to Membersକୁ ଚୟନ କରନ୍ତୁ
03:14 ବର୍ତ୍ତମାନ ବାମ ପଟେ କ୍ଵେରୀ ପାଇଁ ଉପଲବ୍ଧ ଥିବା ଫିଲ୍ଡଗୁଡିକର ଗୋଟିଏ ତାଲିକା ପ୍ରଦର୍ଶିତ ହେବ
03:21 ରିପୋର୍ଟରେ ସମସ୍ତ ଫିଲ୍ଡ ଆବଶ୍ୟକ; ତେଣୁ ଡାହାଣ ପଟକୁ ଡବଲ୍ ଆରୋ ବଟନ ଉପରେ କ୍ଲିକ୍ କରନ୍ତୁ
03:30 ବର୍ତ୍ତମାନ ପରବର୍ତ୍ତୀ ସୋପାନକୁ ଯିବା ପାଇଁ Next ବଟନ୍ ଉପରେ କ୍ଲିକ୍ କରନ୍ତୁ
03:35 Step 2. Labelling Fields ଅଟେ
03:39 ଇମେଜରେ ପ୍ରଦର୍ଶିତ ହେଲାଭଳି ଲେବୁଲ୍ ଟେକ୍ସଟ ବକ୍ସଗୁଡିକରେ ନିମ୍ନ ବର୍ଣ୍ଣନାତ୍ମକ ଲେବୁଲଗୁଡିକୁ ଟାଇପ୍ କରନ୍ତୁ
03:50 ଠିକ୍ ଅଛି, ବର୍ତ୍ତମାନ Next ବଟନ୍ ଉପରେ କ୍ଲିକ୍ କରନ୍ତୁ
03:55 Step 3 – Grouping ଅଟେ
03:59 ଗୋଟିଏ ଚୟନିତ ଫିଲ୍ଡଗୁଡିକର ସେଟ୍ ଦ୍ଵାରା ଡେଟାକୁ ଗ୍ରୁପ୍ କରିବା ପାଇଁ ଏହା ବ୍ୟବହୃତ ହୁଏ
04:05 ଉଦାହରଣସ୍ଵରୂପ-ଏହି ରିପୋର୍ଟରେ Book titleଗୁଡିକ ଦ୍ଵାରା ଡେଟାକୁ ଗ୍ରୁପ୍ କରିପାରିବେ
04:12 ଯଦି ଏହା କରାଯାଏ, ତେବେ ରିପୋର୍ଟରେ ଗୋଟିଏ ବୁକ୍ ଟାଇଟଲ୍ ଏବଂ ତା’ପରେ ଏହାକୁ ଇସ୍ୟୁ କରାଯାଇଥିବା ସମସ୍ତ ମେମ୍ବର ପ୍ରଦର୍ଶିତ ହେବେ
04:22 ତା’ପରେ ପରବର୍ତ୍ତୀ ବୁକ୍ ଟାଇଟଲକୁ ଦେଖନ୍ତୁ ଏବଂ ଏହି ପରି
04:27 ବର୍ତ୍ତମାନ ପାଇଁ, ରିପୋର୍ଟକୁ ସରଳ ରଖନ୍ତୁ
04:31 ତେଣୁ, Next ବଟନ୍ ଉପରେ କ୍ଲିକ୍ କରନ୍ତୁ
04:36 ବର୍ତ୍ତମାନ, Step 4 - Sorting Options ଅଟେ
04:41 ଡେଟାଗୁଡିକୁ କାଳକ୍ରମରେ ସର୍ଟ କରନ୍ତୁ
04:46 ଏବଂ ତା’ପରେ ଏହାକୁ ବୁକ୍ ଟାଇଟଲ୍ ଦ୍ଵାରା ଆସେଣ୍ଡିଙ୍ଗ କ୍ରମରେ ସର୍ଟ କରନ୍ତୁ
04:52 ଏଥିପାଇଁ, ଡ୍ରପ୍ ଡାଉନ୍ ବକ୍ସରେ ଥିବା Sort byରେ କ୍ଲିକ୍ କରନ୍ତୁ
04:58 ଏବଂ ତା’ପରେ Issue Date ଉପରେ କ୍ଲିକ୍ କରନ୍ତୁ
05:03 ତା’ପରେ ଦ୍ଵିତୀୟ ଡ୍ରପ୍ ଡାଉନ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ
05:08 ଏବଂ ତା’ପରେ Book Title ଉପରେ କ୍ଲିକ୍ କରନ୍ତୁ
05:12 ବର୍ତ୍ତମାନ, Next ବଟନ୍ ଉପରେ କ୍ଲିକ୍ କରନ୍ତୁ
05:16 ଠିକ୍ ଅଛି. Step 5.- Choose Layout ଅଟେ
05:20 ଏଠାରେ ଲୂକ୍ ଆଣ୍ଡ ଫିଲକୁ କଷ୍ଟମାଇଜ୍ କରିପାରିବେ
05:25 Columnar, single-column, ଲେଆଉଟ୍ ତାଲିକା ଉପରେ କ୍ଲିକ୍ କରନ୍ତୁ
05:31 Report Builderର ବ୍ୟାକଗ୍ରାଉଣ୍ଡ ରିଫ୍ରେଶ୍ ହେବାର ଲକ୍ଷ୍ୟ କରନ୍ତୁ
05:36 ଏହା ବାମ ପଟେ ଥିବା ସମସ୍ତ ଲେବୁଲ୍ ଏବଂ ଡାହାଣ ପଟେ ଅନୁରୂପ ଫିଲ୍ଡଗୁଡିକୁ ପ୍ରଦର୍ଶନ କରିବ
05:43 ବର୍ତ୍ତମାନ Columnar, two columns ଉପରେ କ୍ଲିକ୍ କରନ୍ତୁ
05:48 ପୁନର୍ବାର ଦୁଇ କଲମ୍ ବିଶିଷ୍ଟ ଲେଆଉଟକୁ ପ୍ରଦର୍ଶନ କରିବା ପାଇଁ ନିମ୍ନସ୍ଥ ୱିଣ୍ଡୋ ରିଫ୍ରେଶ୍ ହୋଇଛି
05:54 ଏହିପରି ଭାବେ, Base Wizardରେ ଉପଲବ୍ଧ ଥିବା ଯେକୌଣସି ଲେଆଉଟକୁ ଚୟନ କରିପାରିବେ
06:02 ପରବର୍ତ୍ତୀ ସମୟରେ ନିଜର ଆବଶ୍ୟକତା ଅନୁସାରେ ଏହାକୁ ରୂପାନ୍ତର ମଧ୍ୟ କରିପାରିବେ
06:07 ବର୍ତ୍ତମାନ ପାଇଁ, ପ୍ରଥମ ଆଇଟମ୍ – Tabular ଉପରେ କ୍ଲିକ୍ କରନ୍ତୁ
06:12 ଏବଂ Next ବଟନ୍ ଉପରେ କ୍ଲିକ୍ କରନ୍ତୁ
06:16 ଠିକ୍ ଅଛି, last step - Create Report ଅଟେ
06:20 ଏଠାରେ ରିପୋର୍ଟକୁ ଗୋଟିଏ ବର୍ଣ୍ଣନାତ୍ମକ ଟାଇଟଲ୍ ପ୍ରଦାନ କରନ୍ତୁ: Books Issued to Members: Report History
06:30 ବର୍ତ୍ତମାନ ରିପୋର୍ଟକୁ ଡିଜାଇନ୍ କରନ୍ତୁ ଯେପରି ଏହା ସର୍ବଦା ଡେଟାବେସରୁ ସଦ୍ୟତମ ଡେଟାକୁ ଫେରସ୍ତ କରିବ
06:38 ଏଥିପାଇଁ, Dynamic Report ଅପଶନ୍ ଉପରେ କ୍ଲିକ୍ କରନ୍ତୁ
06:45 ଯେପରିକି ସର୍ବଦା ସଦ୍ୟତମ ଡେଟା ଦେଖିବା ଆବଶ୍ୟକ ଅଟେ ଯେତେବେଳେ ରିପୋର୍ଟ ଦେଖିବାକୁ ଚାହିଁବେ
06:52 ଠିକ୍ ଅଛି, Report ସମପ୍ତ ହେଲା. Create Report now ଅପଶନ୍ ଉପରେ କ୍ଲିକ୍ କରନ୍ତୁ
06:59 ଏବଂ ଶେଷରେ Finish ବଟନ୍ ଉପରେ କ୍ଲିକ୍ କରନ୍ତୁ
07:05 ବର୍ତ୍ତମାନ ଗୋଟିଏ ନୁତନ ୱିଣ୍ଡୋକୁ ଦେଖନ୍ତୁ ଏବଂ ଏହା ସଙ୍ଗେସଙ୍ଗେ ନିର୍ମାଣ ହୋଇଥିବା Report ଅଟେ
07:12 ଏହାର ଉପରେ bold ଫଣ୍ଟରେ ଥିବା ଫିଲ୍ଡ ଲେବୁଲଗୁଡିକୁ ଦେଖନ୍ତୁ ଏବଂ ପ୍ରକୃତ ଡେଟା ଟାବୁଲାର୍ ଆକାରରେ ତାଲିକାଭୁକ୍ତ ହୋଇଛି
07:24 ଧ୍ୟାନଦିଅନ୍ତୁ ଯେ ଏହା Issue Date ଫିଲ୍ଡ ଦ୍ଵାରା ଆସେଣ୍ଡିଙ୍ଗ କ୍ରମରେ, ଯାହା କାଳକ୍ରମାନୁସାରେ ଏବଂ ତା’ପରେ Book Title ଦ୍ଵାରା ଆସେଣ୍ଡିଙ୍ଗ କ୍ରମରେ ସର୍ଟ ହୋଇଛି
07:38 ଏହିପରି Library ମେମ୍ବରମାନଙ୍କୁ ଇସ୍ୟୁ ହୋଇଥିବା ବହିଗୁଡିକର ରିପୋର୍ଟ କାଳକ୍ରମାନୁସାରେ ସୃଷ୍ଟି କରନ୍ତୁ
07:46 ପରବର୍ତ୍ତୀ ଟ୍ୟୁଟୋରିଆଲରେ, କିପରି ରିପୋର୍ଟକୁ ରୂପାନ୍ତର କରିବେ ଶିଖିବା
07:52 ଏଠାରେ ଗୋଟିଏ ଆସାଇନମେଣ୍ଟ ଅଛି:
07:54 ଲାଇବ୍ରେରୀରେ ଥିବା ବହିଗୁଡିକୁ ସେମାନଙ୍କ Publishersର ଗ୍ରୁପ୍ ଅନୁସାରେ ଗୋଟିଏ ରିପୋର୍ଟ ସୃଷ୍ଟି କରନ୍ତୁ
08:01 ଉଭୟ Publishers ଓ Book titles ଆସେଣ୍ଡିଙ୍ଗ କ୍ରମରେ ରହିବା ଆବଶ୍ୟକ
08:07 Columnar, Single-column ଲେଆଉଟକୁ ବ୍ୟବହାର କରନ୍ତୁ
08:11 ଏହା ଆମକୁ Reports in LibreOffice Base ଉପରେ ଥିବା ଏହି ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ
08:17 ସଂକ୍ଷିପ୍ତରେ ଆମେ ଶିଖିଲେ:
08:21 ଗୋଟିଏ Report Selectର ସୃଷ୍ଟି, ରିପୋର୍ଟ ଫିଲ୍ଡଗୁଡିକୁ ଲେବୁଲ୍ ଓ ସର୍ଟ କରିବା
08:25 ରିପୋର୍ଟ ଲେଆଉଟର ଚୟନ ଏବଂ ରିପୋର୍ଟର ପ୍ରାକାରର ଚୟନ: ଷ୍ଟାଟିକ୍ କିମ୍ବା ଡାଇନାମିକ୍
08:31 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:42 ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ
08:48 ଏହା ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ
08:51 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep