LaTeX/C2/Letter-Writing/Oriya

From Script | Spoken-Tutorial
Revision as of 15:54, 18 August 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:00 ବନ୍ଧୁଗଣ, how to write letters using latex ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏଠାରେ ଥିବା ତିନୋଟି ୱିଣ୍ଡୋକୁ ଦେଖନ୍ତୁ
00:08 ଏଗୁଡିକ latex ମାଧ୍ୟମରେ typesettingର ତିନୋଟି ସ୍ଵତନ୍ତ୍ର ଅବସ୍ଥାର ଅନୁରୂପ ଅଟେ:
00:13 source ଫାଇଲର ସୃଷ୍ଟି, pdf ଫାଇଲ୍ ସୃଷ୍ଟି କରିବା ପାଇଁ କମ୍ପାଇଲେଶନ୍ କରିବା ଏବଂ ଏହାକୁ ଗୋଟିଏ pdf reader ସାହାଯ୍ୟରେ ଦେଖିବା
00:22 ମୁଁ Mac OSXରେ ଫ୍ରୀ pdf ରିଡର୍ Skimକୁ ବ୍ୟବହାର କରୁଛି କାରଣ ପ୍ରତ୍ୟେକ କମ୍ପାଇଲେଶନ୍ ପରେ ଅଦ୍ୟତମ pdf ଫାଇଲକୁ ଏହା ଅଟୋମାଟିକଲୀ ଲୋଡ୍ କରିଦେବ
00:34 Linuxରେ pdf ବ୍ରାଉଜର୍ ଅଛି ଏବଂ ୱିଣ୍ଡୋରେ ମଧ୍ୟ ଏହି କ୍ଷମତା ଅଛି
00:42 ଚାଲନ୍ତୁ source ଫାଇଲକୁ ଦେଖିବା ଏବଂ ପ୍ରତ୍ୟେକ commandର କାର୍ଯ୍ୟକୁ ଦେଖନ୍ତୁ
00:47 ପ୍ରଥମ ଲାଇନ୍ ସୁଚିତ କରେ ଯେ ଏହା letter document କ୍ଲାସର ଅନ୍ତର୍ଭୁକ୍ତ ଅଟେ
00:54 ଟେକ୍ସଟର ଆକାର 12 point ଅଟେ
00:57 ଲେଟରର ପ୍ରଥମ କମ୍ପୋନେଣ୍ଟ ହେଉଛି, from address. ଏହା ଏଠାରେ braces ମଧ୍ୟରେ ଦୃଶ୍ୟମାନ ହେଉଛି
01:07 ଏହାର ପରିଣାମ, ଆଉଟପୁଟ୍ ଫାଇଲର ଉପର ଡାହାଣ ପଟ କୋଣରେ ଦୃଶ୍ୟମାନ ହେଉଛି
01:14 ଦୁଇଟି କ୍ରମିକ ସ୍ଲାଶ୍ ଗୋଟିଏ ନୁତନ ଲାଇନକୁ ଆରମ୍ଭ କରିବ
01:19 ଯଦି ଏଠାରୁ ଡବଲ୍ ସ୍ଲାଶକୁ ବାହାର କରିଦିଆଯାଏ –
01:25 save କରନ୍ତୁ, pdflatexକୁ ବ୍ୟବହାର କରି କମ୍ପାଇଲ୍ କରନ୍ତୁ –
01:37 ଏହି ଦୁଇଟି ଲାଇନ୍ ଏକତ୍ର ହୋଇ ଗୋଟିଏ ଲାଇନ ହେବାର ଆପଣ ଦେଖିପାରୁଥିବେ
01:43 ଏହା ପୂର୍ବେ ଡବଲ୍ ସ୍ଲାଶ୍ ସାହାଯ୍ୟରେ, ଲାଇନକୁ ଭାଙ୍ଗିବା ପାଇଁ latexକୁ ନିର୍ଦ୍ଦେଶ ଦିଆଯାଇଥିଲା
01:49 ବର୍ତ୍ତମାନ ଏଠାରେ ସେହି ରିଭର୍ସ ସ୍ଲାଶଗୁଡିକ ନାହାଁନ୍ତି, ତେଣୁ latex ଜାଣେ ନାହିଁ ଯେ ଲାଇନକୁ ସେଠାରେ ଭାଙ୍ଗିବାକୁ ପଡିବ
01:56 ପୁନର୍ବାର ସ୍ଲାଶଗୁଡିକୁ ରଖନ୍ତୁ
02:04 Save, Compile କରନ୍ତୁ
02:08 ଏହା ବୁଝିବା ଆବଶ୍ୟକ ଯେ ପ୍ରତ୍ୟେକ ପରିବର୍ତ୍ତନ ପରେ କମ୍ପାଇଲେଶନ୍ କରିବା ପୂର୍ବରୁ save କରିବା ଆବଶ୍ୟକ ଅଟେ
02:15 ଗୋଟିଏ ଶୁନ୍ୟ ଆଡ୍ରେସକୁ ପ୍ରଦାନ କରିବା ଦ୍ଵାରା କ’ଣ ହୁଏ ଚାଲନ୍ତୁ ଦେଖିବା
02:21 ଏଠାକୁ ଆସନ୍ତୁ,
02:24 ଏହାକୁ ଚିହ୍ନଟ କରନ୍ତୁ,
02:27 ଲାଇନର ଶେଷକୁ ଯା’ନ୍ତୁ, ଏହାକୁ ଡିଲିଟ୍ କରନ୍ତୁ, ସେଭ୍ ଓ କମ୍ପାଇଲ୍ କରନ୍ତୁ
02:37 ଏହିଠାରୁ ଫ୍ରମ୍ ଆଡ୍ରେସ୍ ଅନ୍ତର୍ଧ୍ୟାନ ହୋଇଯିବାର ଆପଣ ଦେଖିପାରିବେ
02:44 ଧ୍ୟାନଦିଅନ୍ତୁ ଯେ ଆଜିର ତାରିଖ American ଷ୍ଟାଇଲରେ ଆଟୋମାଟିକଲୀ ଦୃଶ୍ୟମାନ ହେବ: month, date ଏବଂ ତା’ପରେ year
02:54 ଏହାକୁ କମାଣ୍ଡ slash date slash today ମାଧ୍ୟମରେ ପ୍ରାପ୍ତ କରନ୍ତୁ
03:02 ବର୍ତ୍ତମାନ କଲା ଭଳି, ଗୋଟିଏ ଶୁନ୍ୟ ତାଲିକା ସହିତ ଡେଟର ଅଟୋମାଟିକ୍ ଦୃଶ୍ୟମାନତାକୁ ପ୍ରତିହତ କରିପାରିବେ
03:12 Save କରନ୍ତୁ
03:17 Compile କରନ୍ତୁ, ଡେଟ୍ ଚାଲିଯାଇଛି
03:20 ଧରିନିଅନ୍ତୁ ଆପଣ ନିଜର ତାରିଖ ପକାଇବାକୁ ଚାହାଁନ୍ତି, ପ୍ରଥମେ ନିମ୍ନରେ ପ୍ରଦର୍ଶନ ହେଲା ଭଳି ଏଥିରେ ଗୋଟିଏ ଡେଟ୍ ପ୍ରବେଶ କରନ୍ତୁ
03:30 9th July 2007, Save ଓ Compile କରନ୍ତୁ
03:40 ଡେଟ୍ ପ୍ରାପ୍ତ କଲେ
03:43 ଏହି ଡେଟରେ ପ୍ରଥମଥର ପାଇଁ ଏହି ଟ୍ୟୁଟୋରିଆଲକୁ ସୃଷ୍ଟି କରାଯାଇଥିଲା
03:47 ଏହାକୁ କମ୍ପାଇଲ୍ କରିବା ଦ୍ଵାରା, ଆଉଟପୁଟ୍ ଫାଇଲରେ Indian ଫର୍ମାଟଗୁଡିକ ଦୃଶ୍ୟମାନ ହେବାର ଆପଣ ଦେଖିପାରିବେ
03:53 ଆଡ୍ରେସକୁ ପଛରେ ରଖନ୍ତୁ
04:02 ରିକମ୍ପାଇଲ୍ କରିବା ଦ୍ଵାରା ଡକୁମେଣ୍ଟ ପୂର୍ବ ଅବସ୍ଥାକୁ ଫେରିଆସିଛି
04:08 signature କମାଣ୍ଡର ଆର୍ଗୁମେଣ୍ଟ, ଲେଟରର ନିମ୍ନ ଭାଗରେ ଦୃଶ୍ୟମାନ ହେବ
04:17 ଡକୁମେଣ୍ଟକୁ ଏବଂ ତା’ପରେ ଲେଟରକୁ ଆରମ୍ଭ କରନ୍ତୁ
04:22 to address ପ୍ରଥମେ ଆସିବ. ଏହା ଆଉଟପୁଟର ଉପର ବାମପଟ କୋଣରେ ଦୃଶ୍ୟମାନ ହେବ
04:30 ମୁଁ ଏହାକୁ Mr. N. K. Sinhaଙ୍କୁ ଆଡ୍ରେସ୍ କରିଛି
04:34 କମାଣ୍ଡ slash opening ପ୍ରାପ୍ତକର୍ତାଙ୍କୁ ଆଡ୍ରେସ୍ କରିବା ପାଇଁ ବ୍ୟବହାର କରାଯାଇଛି
04:40 ସମସ୍ତ latex କମାଣ୍ଡଗୁଡିକ ଗୋଟିଏ ରିଭର୍ସ ସ୍ଲାଶ୍ ସହିତ ଆରମ୍ଭ ହେବାର ଆପଣ ଅନୁମାନ କରିସାରିଥିବେ
04:48 ତା’ପରେ ଲେଟରର ଟେକ୍ସଟ ଆସିଥାଏ
04:53 ବର୍ତ୍ତମାନ ପ୍ରଦର୍ଶିତ ହେବା ଭଳି latexରେ ଗୋଟିଏ ନୁତନ ପାରାଗ୍ରାଫ୍ ଏକ ଶୁନ୍ୟ ଲାଇନ୍ ମାଧ୍ୟମରେ ଆରମ୍ଭ ହୁଏ
05:00 ଏଠାକୁ ଆସନ୍ତୁ. ବର୍ତ୍ତମାନ ଏଠାରେ ଏହି ବାକ୍ୟ we areରେ ଆରମ୍ଭ ହେଉଛି
05:07 ଏହାକୁ ଖୋଲନ୍ତୁ. ଏହାକୁ ପରବର୍ତ୍ତି ଲାଇନକୁ ନିଅନ୍ତୁ
05:12 ଗୋଟିଏ ଶୁନ୍ୟ ଲାଇନ୍ ଛାଡିଦିଅନ୍ତୁ. ଏହାକୁ save କରନ୍ତୁ
05:17 ଏହାକୁ କମ୍ପାଇଲ୍ କରନ୍ତୁ
05:19 ଏହା ଗୋଟିଏ ନୁତନ ପାରାଗ୍ରାଫକୁ ଚାଲିଯାଇଥିବାର, ଲକ୍ଷ୍ୟ କରନ୍ତୁ
05:25 ଗୋଟିଏ ନୁତନ ପାରାଗ୍ରାଫ୍ ସହିତ, ଲେଟରଟି ଦୁଇଟି ପେଜକୁ ଚାଲିଗଲା
05:29 ଯଦି font sizeକୁ 10କୁ ହ୍ରାସ କରାଯାଇ ପାରିବ ତେବେ ଲେଟରଟି ଗୋଟିଏ ପେଜକୁ ଆସିଯାଇ ପାରିବ
05:37 ବର୍ତ୍ତମାନ ତାହାକୁ କରନ୍ତୁ
05:42 Save କରନ୍ତୁ
05:48 Compile କରନ୍ତୁ, ସମଗ୍ର ଲେଟରଟି ଗୋଟିଏ ପେଜକୁ ଆସିଯାଇଥିବାର ଲକ୍ଷ୍ୟ କରନ୍ତୁ
05:54 ପୁନର୍ବାର ଏହାକୁ 12 ptରେ ରଖନ୍ତୁ
06:00 ବର୍ତ୍ତମାନ ଏହି ପାରାଗ୍ରାଫ୍ ବିଟକୁ ମଧ୍ୟ ବାହାର କରିଦିଅନ୍ତୁ
06:06 ଏବଂ ଏହାକୁ କମ୍ପାଇଲ୍ କରନ୍ତୁ
06:12 ଠିକ୍ ଅଛି
06:14 ବର୍ତ୍ତମାନ ମୁଁ ଆଇଟମାଇଜ୍ ପରିବେଶକୁ ବର୍ଣ୍ଣନା କରିବାକୁ ଚାହୁଁଛି ଯାହା ଗୋଟିଏ begin ଓ end itemize କମାଣ୍ଡର ଯୁଗଳ ସହିତ ସୃଷ୍ଟି କରାଯାଇଛି
06:29 ପ୍ରତ୍ୟେକ ଟେକ୍ସଟର ଅଂଶ ଯାହା ଗୋଟିଏ slash item ଦ୍ଵାରା ଆରମ୍ଭ, ଏକ ବୁଲେଟ୍ ଫର୍ମରେ ଦୃଶ୍ୟମାନ ହେବ
06:37 ଏଠାରେ ବୁଲେଟଗୁଡିକ ସ୍ଥାନରେ ସଂଖ୍ୟାଗୁଡିକୁ ପ୍ରାପ୍ତ କରି ପାରିବେ କି?
06:41 ବର୍ତ୍ତମାନ କଲାଭଳି, ଆପଣଙ୍କୁ କେବଳ itemizeକୁ enumerateରେ ପରିବର୍ତ୍ତନ କରିବାକୁ ହେବ
06:46 ଏହାକୁ ବର୍ତ୍ତମାନ enumerateରେ ପରିବର୍ତ୍ତନ କରନ୍ତୁ
06:53 ଏହାକୁ Save କରନ୍ତୁ
07:00 ନିଶ୍ଚିତରୂପେ, ଯେତେଥର ପାରିବେ ସେତେଥର ସେଭ୍ କରିବା ସର୍ବଦା ଗୋଟିଏ ଭଲ ଚିନ୍ତା ଅଟେ
07:05 ପୁନର୍ବାର ଏହାକୁ କମ୍ପାଇଲ୍ କରନ୍ତୁ
07:09 ବର୍ତ୍ତମାନ ବୁଲେଟଗୁଡିକ ସଂଖ୍ୟାରେ ପରିବର୍ତ୍ତନ ହୋଇଯାଇଥିବାର ଆପଣ ଦେଖିପାରିବେ
07:15 ଶେଷରେ, ଏଠାରେ ଥିବା Yours sincerelyକୁ ସଂଯୋଗ କରାଯାଇଛି
07:22 ହସ୍ତାକ୍ଷର ବିଷୟରେ ଆଲୋଚନା ହୋଇସାରିଛି
07:26 ଶେଷରେ, କମାଣ୍ଡ cc ଏହି ଲେଟର୍ ପାଇଁ ଅନ୍ୟ ପ୍ରାପ୍ତକର୍ତାମାନଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିବ
07:35 end letter କମାଣ୍ଡ ସହିତ ଏହି ଲେଟରକୁ ସମାପ୍ତ କରନ୍ତୁ ଏବଂ ତା’ପରେ end document କମାଣ୍ଡ ସହିତ ଡକୁମେଣ୍ଟଟି ସମ୍ପୂର୍ଣ୍ଣ ହୋଇଛି
07:44 କଣ୍ଟେଣ୍ଟକୁ ରୂପାନ୍ତର କରିବା ପାଇଁ ଆପଣ ସ୍ଵାଧିନ ଅଟନ୍ତି ଏବଂ ସେଗୁଡିକୁ ଚେଷ୍ଟା କରନ୍ତୁ
07:48 କନଫିଡେଣ୍ଟ ନ’ହେବା ପର୍ଯ୍ୟନ୍ତ, କେବଳ ଗୋଟିଏ ଜିନିଷକୁ ପରିବର୍ତ୍ତନ କରନ୍ତୁ ଏବଂ ଯଥାଶୀଘ୍ର କମ୍ପାଇଲେଶନ୍ କରି ନିଶ୍ଚିତ କରନ୍ତୁ ଯେ ଯାହା ଆପଣ କରିଛନ୍ତି ତାହା ଠିକ୍ ଅଟେ
07:58 ଯଦିଓ ଏଠାରେ Macରେ ଲେଟର୍ ଲେଖିବା ପ୍ରଣାଳୀ ବିଷୟରେ କୁହାଯାଇଛି, ସମାନ ସୋର୍ସ ଫାଇଲ୍ Latex ସିଷ୍ଟମଗୁଡିକରେ କାମ କରିବ, Linux ଓ Windows ଅପରେଟିଙ୍ଗ ସିଷ୍ଟମଗୁଡିକରେ ମଧ୍ୟ
08:10 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
08:13 CDEEP, ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep