LaTeX-Old-Version/C2/Inside-story-of-Bibliography/Oriya

From Script | Spoken-Tutorial
Revision as of 16:21, 18 August 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:00 ବନ୍ଧୁଗଣ, creating bibliography entries ଉପରେ ଥିବା ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଉଦ୍ଦେଶ୍ୟ ପାଇଁ ମୁଁ BibTeXକୁ ବ୍ୟବହାର କରୁଛି. Bibtex ଗୋଟିଏ ଷ୍ଟାଣ୍ଡ-ଏଲୋନ୍ ୟୁଟିଲିଟୀ ଅଟେ ଯାହା LaTeX ଠାରୁ ଭିନ୍ନ ଅଟେ
00:14 ଏହି ଟ୍ୟୁଟୋରିଆଲରେ, pdf ଫାଇଲ୍ କିପରି ସୃଷ୍ଟି କରାଯାଏ ଆପଣ ଦେଖିପାରିବେ
00:20 ପ୍ରଥମ ପେଜ୍ ଟାଇଟଲକୁ ପ୍ରଦର୍ଶନ କରିବ
00:25 ଚାଲନ୍ତୁ ଦ୍ଵିତୀୟ ପେଜକୁ ଯିବା ଯେଉଁଠି ଟେକ୍ସଟ ଅଛି
00:31 referencesଗୁଡିକ oneଠାରୁ ଅରମ୍ଭ କରି six ପର୍ଯ୍ୟନ୍ତ ଏବଂ ପରବର୍ତ୍ତି ପେଜରେ eleven ପର୍ଯ୍ୟନ୍ତ ନମ୍ବର୍ କରାଯାଇଛି
00:41 ଧ୍ୟାନଦିଅନ୍ତୁ ଯେ ଏହି ରେଫରେନ୍ସଗୁଡିକ ଅକ୍ଷର ଅନୁସାରେ ମଧ୍ୟ ତାଲିକାଭୁକ୍ତ ହୋଇଛନ୍ତି
00:47 ଏଠାରେ ଏହାକୁ ଦେଖିପାରିବେ
00:52 ତା’ପରେ ଚାଲନ୍ତୁ source fileକୁ ଦେଖିବା ଯାହାକୁ ଏହି ଉଦ୍ଦେଶ୍ୟ ପାଇଁ ବ୍ୟବହାର କରାଯାଇଛି
00:59 ଚାଲନ୍ତୁ ଏହାକୁ ଆଲୋଚନା କରିବା
01:07 ଏହା ନିଶ୍ଚିତ ଯେ ଏହା ମଧ୍ୟରେ ବ୍ରାଉଜ୍ କଲା ବେଳେ ଏହାର ରେଫରେନ୍ସ ନ’ଥିବା ଆପଣ ଦେଖିବାକୁ ପାଇବେ
01:13 ସୋର୍ସ ଫାଇଲ୍ ମଧ୍ୟରେ ଏହି ସୂଚନା ଉପସ୍ଥିତ ନ’ଥିବାର ଆପଣ ଦେଖିପାରିବେ
01:17 ତେବେ, ରେଫରେନ୍ସଗୁଡିକ କେଉଁଠି ଅଛନ୍ତି? ସେଗୁଡିକ ref ଫାଇଲରେ ଅଛନ୍ତି. ପ୍ରକୃତରେ ଫାଇଲ୍ ନାମ ref.bib ଅଟେ
01:26 ଏହା ଏହି bibliography କମାଣ୍ଡ ପାଇଁ ଡିଫଲ୍ଟ ଅଟେ
01:34 ଏଠାରେ ref.bib ଅଛି
01:39 ref.bib କ’ଣସବୁକୁ ଧାରଣ କରିଥାଏ ଚାଲନ୍ତୁ ଦେଖିବା
01:52 ବିଭିନ୍ନ ବିଭାଗରେ ଥିବା ରେଫରେନ୍ସର ସୂଚନା ଥାଏ, ଉଦାହରଣସ୍ଵରୂପ- it has book, tech-report, in proceedings, miscellaneous, ସହିତ article ମଧ୍ୟ
02:09 ଆମେ ଅତି ଶୀଘ୍ର ଏହି ଫାଇଲକୁ ଫେରିଆସିବା ଏବଂ ଏହାକୁ ବର୍ଣ୍ଣନା କରିବା
02:13 ବର୍ତ୍ତମାନ ଆଉଟପୁଟରେ ରେଫରେନ୍ସର ଗୋଟିଏ ତାଲିକା ସୃଷ୍ଟି କରିବା ପାଇଁ ଥିବା ପ୍ରକ୍ରିୟା ଉପରେ ମନୋନିବେଶ କରନ୍ତୁ
02:19 ସୋର୍ସ ଫାଇଲ୍ references.texକୁ ପୁନର୍ବାର ଆଣି ରଖନ୍ତୁ
02:31 ଏହି ପେଜର ଉପରି ଭାଗକୁ ଚାଲନ୍ତୁ ଯିବା
02:36 ପ୍ରଥମେ ଫାଇଲଗୁଡିକର ଗୋଟିଏ ତାଲିକା ପ୍ରାପ୍ତ କରନ୍ତୁ ଯାହାର ପ୍ରୀଫିକ୍ସ, references ଅଟେ
02:44 ଏଠାରେ ଏହା ଅଛି
02:47 references.tex ବ୍ୟତିତ ସମସ୍ତ ଫାଇଲଗୁଡିକୁ ପ୍ରଥମେ ଡିଲିଟ୍ କରନ୍ତୁ
03:04 ଏହାକୁ ସୁନିଶ୍ଚିତ କରନ୍ତୁ,
03:09 ତେଣୁ ଆମ ପାଖରେ କେବଳ references.tex ରହିବ
03:12 ବର୍ତ୍ତମାନ ଏହାକୁ କମ୍ପାଇଲ୍ କରନ୍ତୁ
03:19 କମ୍ପାଇଲେଶନ୍ କରିବା ଦ୍ଵାରା ଗୋଟିଏ ସତର୍କ ବାର୍ତ୍ତା ପ୍ରାପ୍ତ ହେବ ଯେ ଏଠାରେ କିଛି ଅପରିଭାଷିତ ରେଫରେଅନ୍ସଗୁଡିକ ଅଛନ୍ତି, କିଛି ସାଇଟେଶନ୍ ମଧ୍ୟ ଏଠାରେ ନାହିଁ
03:39 ବର୍ତ୍ତମାନ ଆମେ ଦେଖିପାରୁଥିବା ଏହି ନୂତନ ଫାଇଲଗୁଡିକ ଯାହା pdf.tex କମାଣ୍ଡ ଦ୍ଵାରା ସୃଷ୍ଟି କରାଯାଇଛି
03:52 references.pdf ସହିତ କିଛି ନୂତନ ଫାଇଲଗୁଡିକ ଅଛନ୍ତି, references.log, ସେହିପରି references.aux ନାମକ ଗୋଟିଏ ଫାଇଲ୍ ଅଛି
04:04 ପ୍ରଥମେ ଚାଲନ୍ତୁ references.log ଫାଇଲକୁ ଦେଖିବା
04:15 ଏହା ମଧ୍ୟରେ ଅନେକ ସୂଚନା ଅଛି, ପ୍ରକୃତପକ୍ଷେ, ଏଠାରେ ଦୃଶ୍ୟମାନ ହେଉଥିବା ସମସ୍ତ ସୂଚନା ଏଥିରେ ଅଛି
04:20 ନିମ୍ନକୁ ଆସନ୍ତୁ ଏବଂ ଦେଖନ୍ତୁ. ଅନେକ ସୂଚନା ସହିତ ଏହି ସତର୍କ ସୂଚନାଗୁଡିକ ଯାହା ଏଠାରେ ଦୃଶ୍ୟମାନ ହେଉଛି, ଏଠାରେ ଅଛି
04:36 ନିଶ୍ଚିତଭାବେ ଏଠାରେ ଗୋଟିଏ ସତର୍କସୂଚନା ଅଛି ଯେଉଁଥିରେ କିଛି ଫଣ୍ଟ ମିସିଙ୍ଗ୍ ଅଛି, ବେଳେବେଳେ ଏହି ସର୍ଟ-କମିଙ୍ଗ ସହିତ ଆଗକୁ ବଢିବାକୁ ହେବ
04:43 କିଛି ରେଫରେନ୍ସ ମିସିଙ୍ଗ ଥିବା ସତର୍କସୂଚନାରେ, କିଛି ସାଇଟେଶନ୍ ମିସିଙ୍ଗ ଅଛି ଯାହା ଆମ ପାଇଁ ଜରୁରୀ ଅଟେ
04:50 ବର୍ତ୍ତମାନ ଆମେ ଏହି ସତର୍କସୂଚନାଗୁଡିକୁ ଆଡ୍ରେସ୍ କରିବା ସହ ଆଗକୁ ବଢିବା
04:55 ବର୍ତ୍ତମାନ references.aux ନାମକ ଫାଇଲକୁ ଖୋଲନ୍ତୁ
05:04 ଏଥିରେ ଅନେକ ସାଇଟେଶନ୍ କମାଣ୍ଡଗୁଡିକ ଅଛନ୍ତି. ସେଗୁଡିକ କେଉଁଠୁ ଆସନ୍ତି?
05:13 ସାଇଟେଶନର ସମଗ୍ର ଆର୍ଗୁମେଣ୍ଟଗୁଡିକ ସୋର୍ସ ଫାଇଲର cite commandରେ ଦୃଶ୍ୟମାନ ହେବେ
05:18 ଯାହା ବର୍ତ୍ତମାନ ଆମେ ଦେଖୁଛେ. ଏହାକୁ ଏଠାରେ ଖୋଲନ୍ତୁ
05:26 ନିମ୍ନକୁ ଯା’ନ୍ତୁ, ଏହା ପାଇଁ ଏଠାରେ ଗୋଟିଏ ସ୍କ୍ରୋଲ୍ ଅଛି. ସୋର୍ସ ଫାଇଲ୍
05:31 ଉଦାହରଣକୁ ଦେଖନ୍ତୁ, ଏଠାରେ cite vk 79 ଯାହା vk79 ଅଟେ, ଏଠାରେ ଆସିବ
05:37 cite tk 80, ଏଠାରେ tk 80 ଭାବେ ଏବଂ ଏପରି ଅନେକ, ଆସିବେ. ଏଠାରେ, ଏହି bibstyle-plain ମଧ୍ୟ ସୋର୍ସ ଫାଇଲ୍ ମଧ୍ୟରେ ଆସିବ
05:51 ଉପରକୁ ଯା’ନ୍ତୁ, bibliography style – plain ଯାହା plain ଅଟେ ଏଠାରେ ଦୃଶ୍ୟମାନ ହେବ
06:00 aux ଫାଇଲ୍ ଭେରିଏବଲ୍ ନାମଗୁଡିକୁ ମଧ୍ୟ ଷ୍ଟୋର୍ କରିବ. ଧରିନିଅନ୍ତୁ ଉଦାହରଣସ୍ଵରୂପ, ଏହି ସେକ୍ସନ୍ ପାଇଁ ଗୋଟିଏ ଲେବଲକୁ ସଂଯୁକ୍ତ କରନ୍ତୁ
06:11 ଏଠାକୁ ଆସନ୍ତୁ
06:18 ଠିକ୍ ଅଛି, ଏହାକୁ ଗୋଟିଏ ବିନା ଲେବଲରେ କରନ୍ତୁ
06:26 ଉଦାହରଣସ୍ଵରୂପ, ଏହାକୁ ଡିଲିଟ୍ କରିବା ସହ କମ୍ପାଇଲ୍ କରନ୍ତୁ
06:37 ଏହି ଫାଇଲକୁ ରି-ଓପନ୍ କରନ୍ତୁ
06:47 ଏବଂ ଧ୍ୟାନଦିଅନ୍ତୁ ଯେ ଏହାକୁ ବେଶୀ ସମୟ ରଖିପାରିବେ ନାହିଁ
06:50 ତେଣୁ, ସେହି ମୁହୁର୍ତ୍ତରେ, ଏଠାରେ label – sec arya ନାମକ ଗୋଟିଏ ଲେବଲକୁ ରଖନ୍ତୁ
07:06 ସେଭ୍ କରନ୍ତୁ, ଏହାକୁ କମ୍ପାଇଲ୍ କରିବା ସହ ଓପନ୍ କରନ୍ତୁ
07:13 ତା’ପରେ ଏହି ଫାଇଲକୁ ଫେରିଆସନ୍ତୁ, ଏହି ଫାଇଲକୁ ଖୋଲିବା ଆବଶ୍ୟକ ଅଟେ
07:18 ଏବଂ ଧ୍ୟାନଦିଅନ୍ତୁ ଯେ, ଏଠାରେ new label sec arya ନାମକ ଗୋଟିଏ କମାଣ୍ଡ ଅଛି
07:23 ଏହି ଲେବଲ୍ ଏଠାରେ ଥିବା ଲେବଲ ସହ ସମାନ ଅଟେ ଏବଂ ଏହା section 1 ବୋଲି କହିଥାଏ,
07:31 ଏଠାରେ ଦୃଶ୍ୟମାନ ହେବା ଭଳି ଏବଂ ଏହି 2 ପେଜ୍ ନମ୍ବରକୁ ରେଫର୍ କରେ – ଏହି ଡକୁମେଣ୍ଟ ପେଜ୍ 2 ଅଟେ
07:41 ପରବର୍ତ୍ତି କମ୍ପାଇଲେଶନ୍ ସମୟରେ, Latex, aux ଫାଇଲକୁ ପଢିଥାଏ ଏବଂ ଲେବଲର ସୂଚନାକୁ ଲୋଡ୍ କରିଥାଏ
07:48 ଏଥିପାଇଁ ସଠିକ୍ ଲେବଲଗୁଡିକୁ ପ୍ରାପ୍ତ କରିବା ପାଇଁ ଦୁଇଟି କମ୍ପାଇଲେଶନ୍ ଆବଶ୍ୟକ ହୋଇଥାଏ
07:52 ରଫରେନ୍ସର ତାଲିକା କିପରି ସୃଷ୍ଟି କରାଯାଏ, ବର୍ଣ୍ଣନା କରାଯିବ; ବର୍ତ୍ତମାନ BibTeXକୁ ବ୍ୟବହାର କରନ୍ତୁ
08:01 BibTeXରେ referencesପାଇଁ ଏଠାରେ କମାଣ୍ଡ ପ୍ରଦାନ କରନ୍ତୁ. କମାଣ୍ଡ, BibTeX referencesକୁ ପ୍ରଦାନ କରନ୍ତୁ
08:17 ଏଠାରେ ଉଲ୍ଲେଖ କରାଯିବା ଭଳି, ଏହା references.auxରୁ ରେଫରେନ୍ସଗୁଡିକୁ ଗ୍ରହଣ କରିଥାଏ ଯାହା ଏଠାରେ ଉଦାହରଣ ପାଇଁ references.auxର ବ୍ୟବହାର କରାଯାଇଛି
08:30 ଏହା plain.bst ନାମକ ଗୋଟିଏ style ଫାଇଲକୁ ବ୍ୟବହାର କରିଥାଏ ବୋଲି କୁହେ
08:39 ଯାହା ଏହି plain କମାଣ୍ଡ ଦ୍ଵାରା ପ୍ରଦତ୍ତ ଅଟେ ଏବଂ ref.bibର ଡେଟ୍. ଏହି ref.bibର ବର୍ଣ୍ଣନା ସରିଛି, ଡେଟାବେସ୍ ଫାଇଲ୍ number 1, ref.bib ଅଟେ
08:51 ସୋର୍ସ ଫାଇଲରେ plain style ଓ ref bibକୁ ବ୍ୟବହାର କରାଯାଇଥିବା ମନେପକାନ୍ତୁ
08:56 ବର୍ତ୍ତମାନ କେଉଁ ଫାଇଲଗୁଡିକୁ ସୃଷ୍ଟି କରାଯାଇଛି, ଚାଲନ୍ତୁ ଦେଖିବା
09:00 ଠିକ୍ ଅଛି, ଏଗୁଡିକ ହେଲେ, କମାଣ୍ଡ BibTeX.references ଦ୍ଵାରା ସୃଷ୍ଟି କରାଯାଇଥିବା ନୂତନ ଫାଇଲ୍
09:10 ଏହାକୁ ତାଲିକାଭୁକ୍ତ କରନ୍ତୁ. ପୂର୍ବେ ଦେଖିଥିବା ସଂଯୁକ୍ତ ଫାଇଲଗୁଡିକୁ, ପ୍ରାପ୍ତ କରିବେ,
09:15 references.blg ଓ references.bbl ନାମକ ଦୁଇଟି ନୂତନ ଫାଇଲ୍ ପ୍ରାପ୍ତ କରିବେ
09:23 ଫାଇଲ୍ references.blgରେ ଫର୍ମାଟିଙ୍ଗର ସୂଚନା ରହିଥାଏ, ଏହାକୁ ଚାଲନ୍ତୁ ଦେଖିବା
09:35 ଆପଣ ଦେଖିପାରିବେ ଯେ ଏଥିରେ କିଛି ଫର୍ମାଟିଙ୍ଗର ସୂଚନା ଅଛି
09:39 ଏହାକୁ ବନ୍ଦ କରନ୍ତୁ
09:41 ଏବଂ ଏହି bbl ଫାଇଲରେ କ’ଣ ଅଛି ଚାଲନ୍ତୁ ଦେଖିବା. ତେଣୁ ଆଗରୁ ଦେଖିଥିବା ରେଫରେନ୍ସ ଭଳି, ଏଥିରେ ସୂଚନାଗୁଡିକ ଅଛି
09:55 References.bblରେ ସାଇଟେଡ୍ ରେଫରେନ୍ସଗୁଡିକ ସମାନ କ୍ରମରେ ଅଛନ୍ତି ଯାହା ଶେଷରେ ଆମେ pdf ଫାଇଲରେ ଆବଶ୍ୟକ କରିଥାଉ
10:07 ସାଧରଣତଃ, ଜଣେ ଏହି ଫାଇଲଗୁଡିକୁ ମାନୁଆଲୀ ପରିବର୍ତ୍ତନ କରିବା କିମ୍ବା ଯେକୌଣସି ଭାବେ ଦେଖିବାର ଆବଶ୍ୟକତା ନାହିଁ
10:15 ଏହି ଶେଷ କମ୍ପାଇଲେଶନରେ, references.bbl is not found ବୋଲି ଗୋଟିଏ ସତର୍କ ସୂଚନା ମଧ୍ୟ ପ୍ରାପ୍ତ ହେବ
10:23 ଯାହା references.log ଫାଇଲରେ ଦେଖିବା ଭଳି ସମାନ ଅଟେ. ଏଠାରେ ଏହି ଫାଇଲକୁ ଖୋଲନ୍ତୁ
10:35 ଠିକ୍ ଅଛି, ଚାଲନ୍ତୁ ଗୋଟିଏ ଉଦାହରଣକୁ ଦେଖିବା ଯାହା references.bbl ଫାଇଲ୍ ନାହିଁ ବୋଲି କହିବ
10:47 ତେଣୁ ଏହା ଯାହା ପୂର୍ବ କମ୍ପାଇଲେଶନରେ ସଂଗଠିତ ହେବ
10:55 କିନ୍ତୁ ବର୍ତ୍ତମାନ BibTeXକୁ ବ୍ୟବହାର କରି, ଫାଇଲ୍ references.bblକୁ ସୃଷ୍ଟି କରାଯାଇଛି
11:01 ତେଣୁ ପୁନର୍ବାର କମ୍ପାଇଲ୍ କରନ୍ତୁ
11:10 ବର୍ତ୍ତମାନ ସତର୍କ ସୂଚନାଗୁଡିକ ଭିନ୍ନ ହେବ, ଏହା label’s may have changed ବୋଲି କହିବ
11:15 ପ୍ରକୃତପକ୍ଷେ, ଯେଉଁମୁହୁର୍ତ୍ତରେ ଏହି ଫାଇଲକୁ କମ୍ପାଇଲ୍ କରିବେ, references.bbl କୁ ପଢିହେବ ଏବଂ ଏଠାରେ ସେହି ରେଫରେନ୍ସଗୁଡିକ ଲୋଡ୍ ହୋଇଯିବ
11:27 ଏବଂ ଏହି କ୍ରମ ସମାନ କ୍ରମ ଅଟେ ଯାହାକୁ ଆମେ references.bblରେ ଦେଖିଥିଲେ
11:33 ଉଦାହରଣସ୍ଵରୂପ, ବର୍ତ୍ତମାନ ଆପଣ ତାହାକୁ ଦେଖିପାରିବେ
11:37 ଉଦାହରଣକୁ ଦେଖନ୍ତୁ, ପ୍ରଥମ ରେଫରେନ୍ସ Chang and Pearson ଅଟେ, ଏଠାରେ ମଧ୍ୟ Chang and Pearson
11:43 ଠିକ୍ ଅଛି. କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସୂଚନା ସଠିକ୍ ନୁହେଁ, ସେଗୁଡିକ ଠିକ୍ ଭାବେ ସାଇଟ୍ ହୋଇନାହାଁନ୍ତି
11:53 ତେଣୁ କମ୍ପାଇଲ୍ କରନ୍ତୁ– ତେଣୁ ଏହା ଯାହାକୁ ଆମେ ପୂର୍ବେ କହିଥିଲେ, ଯଦି ଏହାକୁ ଆପଣ ଆଉଥରେ କମ୍ପାଇଲ୍ କରିବେ, ଏହା ଠିକ୍ ହୋଇଯିବ
12:03 ଏହାକୁ କିପରି ବର୍ଣ୍ଣନା କରିବେ, ଚାଲନ୍ତୁ ଯିବା ଓ references. Aux ଫାଇଲକୁ ଦେଖିବା
12:15 ଏବଂ ଧ୍ୟାନଦିଅନ୍ତୁ ଯେ ପୂର୍ବେ ଥିବା ସାଇଟେଶନ୍ ବାର୍ତ୍ତାଗୁଡିକ ସହିତ ଅତିରିକ୍ତ ରେଫରେନ୍ସଗୁଡିକ ଅଛନ୍ତି–
12:25 ଏହାକୁ bibcite cp82 କୁହାଯାଏ ଏବଂ ଏପରି ଅନେକ
12:33 ଏହା କୁହେ ଯେ label cp82 ସହିତ ଥିବା bibliography ଆଇଟମ୍,reference 1 ଅଟେ
12:42 ତେଣୁ ଏହାକୁ ଉଦାହରଣ ସହିତ ଦେଖନ୍ତୁ, ଏହାକୁ କେବଳ ଖୋଲନ୍ତୁ, ପୁନର୍ବାର ସୋର୍ସ ଫାଇଲକୁ ଖୋଲନ୍ତୁ–
12:52 cp82କୁ ଖୋଜନ୍ତୁ
12:56 cp82, ଏହା ଏଠାରେ ଅଛି. ଏବଂ ଅନୁରୂପ ରେଫରେନ୍ସ ଏଠାରେ ଅଛି ଏବଂ ଏହା ସାଇଟେଶନରେ ଦୃଶ୍ୟମାନ ହେବ
13:07 ବର୍ତ୍ତମାନ ଏହି ସୂଚନା, ପ୍ରକୃତରେ ଏହି cp82 ନାମକ ରେଫରେନ୍ସ, references.aux ଫାଇଲରେ ଉପଲବ୍ଧ ଥିବା ରେଫରେଅନ୍ସ ତାଲିକାରେ ଆଇଟମ୍ number 1 ଭାବେ ଦୃଶ୍ୟମାନ ହେବ
13:24 ତେଣୁ ଯଦି ଏହାକୁ ରିକମ୍ପାଇଲ୍ କରିବେ, ବର୍ତ୍ତମାନ ଏହି ସୂଚନା ଏଠାରେ ଅଟୋମାଟିକଲୀ ଆସିଯିବ
13:41 ଏବଂ ବର୍ତ୍ତମାନ ସତର୍କ ସୂଚନାଗୁଡିକ ମଧ୍ୟ ଚାଲିଯାଇଥିବା ଦେଖିପାରିବେ
13:47 references.auxରୁ ରେଫରେଅନ୍ସ ନମ୍ବର୍ ସୂଚନାକୁ ପ୍ରାପ୍ତ କରିବା ଏବଂ ଏଠାରୁ ନେଇଥିବା ସୋର୍ସ ଫାଇଲ ମଧ୍ୟରେ ଥିବା ସାଇଟ୍ କମାଣ୍ଡର ଲେବଲଗୁଡିକୁ ଆସାଇନ୍ କରିବା ପାଇଁ LaTeX କ’ଣ କରିଛି
14:05 ବର୍ତ୍ତମାନ ଫାଇଲକୁ ଦେଖନ୍ତୁ ଯାହା ref.bib ନାମକ ରେଫରେଅନ୍ସଗୁଡିକୁ ଧାରଣ କରିଥାଏ. ଏଠାକୁ ଆସନ୍ତୁ,
14:17 ref.bib,
14:24 ଏହି ପେଜର ଉପରି ଭାଗକୁ ଚାଲନ୍ତୁ ଯିବା
14:29 Emacs ଏଡିଟରରେ, ସଂଯୁକ୍ତ କରିବାକୁ ଚାହୁଁଥିବା ରେଫରେନ୍ସକୁ ଚୟନ କରିବା ପାଇଁ ଏଣ୍ଟ୍ରୀ ଟାଇପକୁ ବ୍ୟବହାର କରିବା ସମ୍ଭବ ଅଟେ
14:36 ଉଦାହରଣସ୍ଵରୂପ, ଏଣ୍ଟ୍ରୀ ଟାଇପ୍ ନାମକ କିଛି ଉଦାହରଣକୁ ଦେଖନ୍ତୁ
14:50 ତେଣୁ Emacs ଏଡିଟରରେ, ଏହାକୁ ସୃଷ୍ଟି କରିବା ସମ୍ବବ ଅଟେ ଏବଂ ଯେଉଁ ମୁହୁର୍ତ୍ତରେ article in journal ଟାଇପକୁ କଲ୍ କରିବେ, ଗୋଟିଏ ଶୁନ୍ୟ ରେକର୍ଡ ପ୍ରାପ୍ତ ହେବ ଯାହାକୁ ପୁରଣ କରିବାକୁ ହେବ
15:09 ଯଦି ଆପଣଙ୍କ ଏଡିଟରର ଏହି କ୍ଷମତା ନ’ଥାଏ, ଏଗୁଡିକୁ ଆପଣ ମାନୁଆଲୀ ସୃଷ୍ଟି କରିପାରିବେ
15:16 ବର୍ତ୍ତମାନ ପାଇଁ ଏହାକୁ ଅଣ୍ଡୁ କରନ୍ତୁ, ମୁଁ ଏହା ଚାହୁଁ ନାହିଁ
15:24 stringsକୁ ପରିଭାଷିତ କରିବା ସମ୍ଭବ ଅଟେ ଏବଂ ସେଗୁଡିକୁ ref.bib ଫାଇଲରେ ଭେରିଏବଲ୍ ଭାବେ ବ୍ୟବହାର କରନ୍ତୁ
15:33 ଉଦାହରଣସ୍ଵରୂପ, ଷ୍ଟ୍ରିଙ୍ଗ JWC, John Wiley ଓ Songs Limitedକୁ ସୂଚିତ କରେ, Chichester – ଯାହା କିଛି ରେଫରେନ୍ସଗୁଡିକରେ ବ୍ୟବହାର କରାଯାଇଛି
15:44 ଉଦାହରଣସ୍ଵରୂପ, ଏହି ରେଫରେନ୍ସରେ. ପ୍ରତ୍ୟେକ ରେଫରେନ୍ସର ଗୋଟିଏ କୀୱର୍ଡ ଅଛି ଯାହା ରେକର୍ଡର ଆରମ୍ଭରେ ଦୃଶ୍ୟମାନ ହୁଏ
15:52 ଉଦାହରଣସ୍ଵରୂପ, ମୋ ପାଖରେ ଥିବା ରେଫରେନ୍ସ, ଏହି ରେକର୍ଡରେ KMM07 ଅଛି ଏବଂ ତାହା ଏଠାରେ ଦୃଶ୍ୟମାନ ହେବ. ପ୍ରକୃତରେ, ଏହି କୀୱର୍ଡ ମାଧ୍ୟମରେ ଏହି ରେକର୍ଡକୁ ରେଫର୍ କରାଯାଇଛି
16:09 ବର୍ତ୍ତମାନ, କିପରି BibTeXକୁ ବ୍ୟବହାର କରି ବିଭିନ୍ନ ପ୍ରକାରର ରେଫରେନ୍ସିଙ୍ଗକୁ ରଖିବା ସମ୍ଭବ ହୁଏ, ମୁଁ ବର୍ଣ୍ଣନା କରିବି
16:21 ପରିବର୍ତ୍ତନ କରିବା ପୂର୍ବରୁ, ମନେପକାନ୍ତୁ ଯେ ଏଠାରେ ଥିବା ସମସ୍ତ ରେଫରେ ନ୍ସଗୁଡିକ ଅକ୍ଷର କ୍ରମରେ ଅଛନ୍ତି
16:29 ଉଦାହରଣସ୍ଵରୂପ, B. C. Chang ଓ Pearson, number 1, ଏହା ଏଠାରେ ଦୃଶ୍ୟମାନ ହେବ
16:37 ଦର୍ଶାଯାଇଥିବା ପ୍ରଥମ ରେଫରେନ୍ସ 3 ଅଟେ, ତା’ପରେ 2, ତା’ପରେ 11 ଏବଂ ଏହି ପରି ଏହାର କାରଣ ହେଉଛି, ଏଠାରେ ଥିବା ରେଫରେନ୍ସିଙ୍ଗ ଅକ୍ଷର କ୍ରମରେ ଅଛି
16:50 bibliography ଷ୍ଟାଇଲକୁ ପରିବର୍ତ୍ତନ କରିବା ପାଇଁ ନିମ୍ନଲିଖିତ କରନ୍ତୁ,
16:59 bibliography ଷ୍ଟାଇଲକୁ u-n-s-r-t କରନ୍ତୁ. ଯାହା IEEE ଜର୍ଣାଲରେ ବ୍ୟବହୃତ ହେବା ଭଳି ଅନସର୍ଟେଡ୍ ରେଫରେନ୍ସର ତାଲିକା ପ୍ରଦାନ କରିବ
17:13 ଥରେ କମ୍ପାଇଲ୍ କରିବା ଦ୍ଵାରା, ଷ୍ଟାଇଲର ସୂଚନା ସହିତ references.aux ଅପଡେଟ୍ ହୋଇଯାଇଛି. ବର୍ତ୍ତମାନ ଏଥିରେ u-n-s-r-t ଅଛି
17:25 ଗୋଟିଏ ସାଧାରଣ BibTeX ରେଫରେନ୍ସ କମାଣ୍ଡ ସହିତ BibTeXକୁ ନିଷ୍ପାଦନ କରିବା ଦ୍ଵାରା, references.bblରେ ଗୋଟିଏ ରେଫରେନ୍ସ ତାଲିକା ସୃଷ୍ଟି ହେବ
17:42 ଧ୍ୟାନଦିଅନ୍ତୁ ଯେ ଏହା references.bblକୁ ସୃଷ୍ଟି କରିସାରିଛି
17:47 କିନ୍ତୁ ଏହା ନୂତନ ଷ୍ଟାଇଲ୍ ଭଳି ଅଟେ ଯାହା u-n-s-r-t ଅଟେ
17:52 ବର୍ତ୍ତମାନ references.texକୁ କମ୍ପାଇଲ୍ କରନ୍ତୁ
18:02 ଧ୍ୟାନଦିଅନ୍ତୁ ଯେ ବର୍ତ୍ତମାନ କ୍ରମ ବଦଳି ଯାଇଛି
18:09 ରେଫରେନ୍ସଗୁଡିକ ଅକ୍ଷରର କ୍ରମରେ ନାହାଁନ୍ତି,
18:16 କିନ୍ତୁ ଏଠାରେ ଗୋଟିଏ ଅଭିଯୋଗ ଅଛି ଯେ ଲେବଲଗୁଡିକ ବଦଳି ଯାଇପାରନ୍ତି, କ୍ରସ୍ ରେଫରେନ୍ସ ପ୍ରାପ୍ତ କରିବା ପାଇଁ ରି-ରନ୍ କରନ୍ତୁ,
18:24 ଏହାକୁ ରି-ରନ୍ କରନ୍ତୁ ଯାହାଦ୍ଵାରା ସତର୍କ ସୂଚନା ଚାଲିଯିବ ଏବଂ ଧ୍ୟାନଦିଅନ୍ତୁ ଯେ ବର୍ତ୍ତମାନ ଏଠାରେ କ୍ରମ ଅନୁସାରେ ଥିବା ରେଫରେନ୍ସିଙ୍ଗ ଯେଉଁଥିରେ ସୋର୍ସରେ ସେଗୁଡିକୁ ରେଫର୍ କରାଯାଇଛି
18:40 ଉଦାହରଣସ୍ଵରୂପ, reference 1 ହେଉଛି ଗୋଟିଏ ଯାହାକୁ ପ୍ରଥମେ ରେଫର୍ କରାଯାଇଛି, reference 2କୁ ଦ୍ଵିତୀୟ ଥର ରେଫର୍ କରାଯାଇଛି, 2nd, 3rd, 4th, 5th ଏବଂ ଏହି ପରି
18:54 ବର୍ତ୍ତମାନ computer science journalଗୁଡିକର ଆବଶ୍ୟକତାନୁସାରେ ରେଫରେନ୍ସଗୁଡିକୁ ସୃଷ୍ଟି କରନ୍ତୁ
19:01 ତେଣୁ ଏଠାକୁ ଆସନ୍ତୁ ଏହାକୁ alpha ଭାବେ କଲ୍ କରନ୍ତୁ,
19:07 ଏହାକୁ ଥରେ କମ୍ପାଇଲ୍ କରନ୍ତୁ,
19:10 ଗୋଟିଏ BibTeXରେ କରନ୍ତୁ;
19:14 ଏହାକୁ ପୁଣି ଥରେ କମ୍ପାଇଲ୍ କରନ୍ତୁ
19:17 ତେଣୁ ଏହା ପରିବର୍ତ୍ତନ ହୋଇଯାଇଛି କିନ୍ତୁ ଏଠାରେ ଥିବା ରେଫରେନ୍ସିଙ୍ଗ ପରିବର୍ତ୍ତନ ହୋଇନାହିଁ
19:21 ଲେବଲଗୁଡିକ ପରିବର୍ତ୍ତନ ହୋଇଯାଇଛି ବୋଲି ଏଠାରେ ଗୋଟିଏ ଅଭିଯୋଗ ଅଛି
19:25 ଯଦି ଆଉଥରେ କମ୍ପାଇଲ୍ କରାଯାଏ, ଏହା ପୁରାପୁରି ସମାନ ହେବ
19:30 ଉଦାହରଣସ୍ଵରୁପ, B C Chang ଓ Pearson ଅଛନ୍ତି ତେଣୁ ଏହାର CP82 ଅଛି ଯାହା ଏଠାରେ ଅଛି
19:41 ତେଣୁ ବର୍ତ୍ତମାନ ଏହି ଏଣ୍ଟ୍ରୀଗୁଡିକର ରେଫରେନ୍ସିଙ୍ଗ ମଧ୍ୟ ଏଠାରେ ଅଛି
19:56 ୱେବରେ ଅନେକ ସଂଖ୍ୟକ ରେଫରେନ୍ସିଙ୍ଗ ଷ୍ଟାଇଲଗୁଡିକ ଉପଲବ୍ଧ ଅଛି
20:01 ବର୍ତ୍ତମାନ ମୁଁ ଗୋଟିଏ ଷ୍ଟାଇଲକୁ ପ୍ରଦର୍ଶନ କରିବି ଯାହା ifac ଓ chemical engineering journals ଦ୍ଵାରା ବ୍ୟବହୃତ ହୋଇଛି
20:08 ବର୍ତ୍ତମାନ ପ୍ରଦର୍ଶନ ହେବା ଭଳି, ପ୍ରଥମେ use-packages କମାଣ୍ଡରେ Harvardକୁ ସଂଯୁକ୍ତ କରନ୍ତୁ
20:19 ଷ୍ଟାଇଲକୁ ମଧ୍ୟ ifacରେ ପରିବର୍ତ୍ତନ କରନ୍ତୁ
20:28 ଏଗୁଡିକ Harvard.sty ଓ ifac.bst ନାମକ ଦୁଇଟି ଫାଇଲ୍ ମଧ୍ୟରେ ପ୍ରୟୋଗ କରାଯାଇଛି
20:48 ଏହି ଫାଇଲଗୁଡିକ ୱେବରେ ଉପଲବ୍ଧ ଅଛି ଏବଂ ସେଗୁଡିକୁ ଡାଉନଲୋଡ୍ କରିପାରିବେ
20:53 ବର୍ତ୍ତମାନ, pdf-LaTeX-references, executing BibTeX କମ୍ପାଇଲ୍ କରିବା ଦ୍ଵାରା,
21:09 ଦୁଇଥର କମ୍ପାଇଲ୍ କରନ୍ତୁ
21:14 ଏଠାରେ ପ୍ରଦର୍ଶିତ ହେବା ଭଳି ରେଫରେନ୍ସର ଗୋଟିଏ ତାଲିକା ପ୍ରାପ୍ତ କରିବେ ଯେଉଁଠି କ୍ରମିକ ନମ୍ବର୍ ବ୍ୟତିତ ରେଫରେନ୍ସଗୁଡିକ ଅକ୍ଷର ଅନୁସାରେ ସଜାଇ ହୋଇରହିବେ
21:23 କ୍ରମିକ ନମ୍ବରଗୁଡିକ ଅଦୃଶ୍ୟ ହୋଇଯାଇଛନ୍ତି
21:25 ରେଫରେନ୍ସିଙ୍ଗ ହେଉଛି ନିର୍ଦ୍ଦିଷ୍ଟ ଭାବେ ଅଥର୍ ନାମକୁ ଆଡ୍ରେସ୍ କରିବା, ଉଦାହରଣସ୍ଵରୂପ ଏଠାରେ ଏହା Vidyasagar 1985 ଓ yearକୁ ଦର୍ଶାଇବ
21:39 ପରବର୍ତ୍ତି ପେଜରେ ଆପଣ ରେଫରେନ୍ସଗୁଡିକୁ ମଧ୍ୟ ଦେଖିପାରିବେ, ଏଠାରେ ଏହା ଅକ୍ଷର କ୍ରମରେ ଅଛି
21:58 ଯେତେବେଳେ ଏହି ରେଫରେନ୍ସିଙ୍ଗର ଷ୍ଟାଇଲକୁ ବ୍ୟବହାର କରାଯାଏ, ସାଇଟ୍ କମାଣ୍ଡ ସମଗ୍ର ରେଫରେନ୍ସକୁ ବ୍ରାକେଟ୍ ମଧ୍ୟରେ ରଖିବ
22:06 ଉଦାହରଣସ୍ଵରୂପ, ସୋର୍ସ ଫାଇଲକୁ ଦେଖନ୍ତୁ
22:12 ଏଠାକୁ ଆସନ୍ତୁ, ସାଇଟ୍ KMM07 ଦ୍ଵାରା ଟେକ୍ସଟ ବୂକ୍, the textbook by (Moudgalya, 2007b)କୁ ସୃଷ୍ଟି କରିବ
22:27 ଏଠାରେ ନାମ Moudgalya ବ୍ରାକେଟ ମଧ୍ୟରେ ଆସିବା ଉଚିତ ନୁହେଁ, କେବଳ year ବ୍ରାକେଟ୍ ମଧ୍ୟରେ ଆସିବା ଆବଶ୍ୟକ ଅଟେ
22:35 ଏହା cite-as-noun କମାଣ୍ଡ ଦ୍ଵାରା ସମ୍ପାଦିତ ହୋଇଛି
22:43 ଏହାକୁ ସେଭ୍ କରନ୍ତୁ
22:45 ଏହାକୁ କମ୍ପାଇଲ୍ କରନ୍ତୁ.
22:48 ବର୍ତ୍ତମାନ ନାମ Moudgalya ବ୍ରାକେଟର ବାହାରେ ଆସିଯାଇଛି, କେବଳ year ବ୍ରାକେଟ ମଧ୍ୟରେ ରହିଛି
23:00 ଏହି cite-as-noun, ଏହି ସମସ୍ୟାର ସମାଧାନ କରିବ. ଏହା ମନେରଖିବା ଜରୁରୀ ଅଟେ ଯେ cite-as-noun ଗୋଟିଏ କମାଣ୍ଡ ଅଟେ ଯାହା ବର୍ତ୍ତମାନ ବ୍ୟବହୃତ ହେଉଥିବା ରେଫରେନ୍ସିଙ୍ଗ ଷ୍ଟାଇଲ୍ ପ୍ରତି ନିର୍ଦ୍ଦିଷ୍ଟ ଅଟେ
23:12 ଏହା ଅନ୍ୟ ରେଫରେନ୍ସିଙ୍ଗ ଷ୍ଟାଇଲ୍ ସହିତ କାମ କରି ନ’ପାରେ
23:16 ପୂର୍ବେ ପ୍ରଦର୍ଶିତ ହେବା ଭଳି, ଏଠାରେ ଅନେକ ସଂଖ୍ୟକ ରେଫରେନ୍ସିଙ୍ଗ ଷ୍ଟାଇଲଗୁଡିକ ଅଛନ୍ତି
23:20 ଜଣେ କେବଳ ଉପଯୁକ୍ତ sty ଓ bst ଫାଇଲଗୁଡିକୁ ଡାଉନଲୋଡ୍ କରିବା ଆବଶ୍ୟକ ଅଟେ. ଏହି ଉଦାହରଣରେ Harvard.sty ଓ ifac.bst ଫାଇଲଗୁଡିକର ବ୍ୟବହାର ହୋଇଛି
23:37 ଯଦି ଆପଣ ଧ୍ୟାନର ସହ ଚିନ୍ତା କରିବେ, ଅନୁଭବ କରିବେ ଯେ ଉପରୋକ୍ତ ସବୁଥିରେ, ରେଫରେନ୍ସର ଡେଟାବେସ୍, ref.bibକୁ କିଛି ବି ପରିବର୍ତ୍ତନ କରାଯାଇନାହିଁ
23:47 ଏହା BibTeXର ସୁନ୍ଦରତା ଅଟେ
23:50 ଯଦିଓ ରେଫରେନ୍ସର ତାଲିକାର ସୃଷ୍ଟି କରିବା ପ୍ରକ୍ରିୟାକୁ ବର୍ଣ୍ଣନା କରିବାରେ ଆମେ ବହୁତ ସମୟ ଅତିବାହିତ କରିସାରିଲେଣି, ପ୍ରକୃତରେ ଏଣ୍ଡ ୟୁଜର ଦ୍ଵାରା ଅନୁସରଣ ହେବାକୁ ଥିବା ପ୍ରକ୍ରିୟା ଅତି ସରଳ ଅଟେ
24:02 ଜଣେ .bib ଫାଇଲ୍ ନାମକ ଡେଟାବେସ୍ ସୃଷ୍ଟି କରିପାରିବେ. .sty ଓ .bst ଫାଇଲଗୁଡିକୁ ପ୍ରାପ୍ତ କରନ୍ତୁ
24:10 ସେମାନଙ୍କ ମଧ୍ୟରୁ ଅନେକ ଇନଷ୍ଟଲେଶନ୍ ସମୟରେ ଆପଣଙ୍କ ପାଇଁ ଉପଲବ୍ଧ ଥିବେ
24:15 ସୋର୍ସ ଫାଇଲକୁ ଥରେ କମ୍ପାଇଲ୍ କରନ୍ତୁ, pdf LaTeXକୁ ନିଷ୍ପାଦନ କରନ୍ତୁ, ସୋର୍ସ ଫାଇଲକୁ ଅଧିକ ଦୁଇ ଥର କମ୍ପାଇଲ୍ କରନ୍ତୁ
24:24 ଏହା ଗୋଟିଏ ଅତି ସରଳ ପ୍ରକ୍ରିୟା ବୋଲି ଆପଣ ଅନୁଭବ କରିପାରିବେ
24:30 ଏହା Long live Bibtex and Latex, କହିବା ପାଇଁ ଆପଣଙ୍କୁ ବାଧ୍ୟ କରିବ!
24:35 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
24:38 ଶୁଣିଥିବାରୁ ଧନ୍ୟବାଦ
24:40 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Nancyvarkey, Pradeep