Difference between revisions of "Ubuntu-Linux-on-Virtual-Box/C2/Installing-VirtualBox-in-Windows-OS/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 | <center>Time</center> | <center>Time</center> |- | 00:01 | Windows Operating Sysemରେ ଥିବା VirtualBoxକୁ ଇନଷ୍ଟଲ୍ କରିବା...")
 
Line 4: Line 4:
 
|-  
 
|-  
 
| 00:01
 
| 00:01
| Windows Operating Sysemରେ ଥିବା VirtualBoxକୁ ଇନଷ୍ଟଲ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ|
+
| Windows Operating Systemରେ ଥିବା VirtualBoxକୁ ଇନଷ୍ଟଲ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
  
 
|-  
 
|-  
 
| 00:08
 
| 00:08
| ଏହି ଟ୍ୟୁଟୋରିଆଲରେ ଆମେ, VirtualBoxକୁ କିପରି ଡାଉନଲୋଡ୍ କରି ତାହାକୁ Windows Osରେ କିପରି ଇନଷ୍ଟଲ୍ କରିବା ବିଷୟରେ ଶିଖିବା|
+
| ଏହି ଟ୍ୟୁଟୋରିଆଲରେ ଆମେ, VirtualBoxକୁ କିପରି ଡାଉନଲୋଡ୍ କରି ତାହାକୁ Windows Osରେ କିପରି ଇନଷ୍ଟଲ୍ କରିବା ବିଷୟରେ ଶିଖିବା
  
 
|-  
 
|-  
Line 28: Line 28:
 
|-  
 
|-  
 
| 00:38
 
| 00:38
| ଆମେ ଆରମ୍ଭ କରିବା ପୂର୍ବରୁ, ଦୟାକରି ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣ ଇଣ୍ଟର୍ନେଟ୍ ସହ ଯୋଡ଼ିହୋଇ ଅଛନ୍ତି|
+
| ଆମେ ଆରମ୍ଭ କରିବା ପୂର୍ବରୁ, ଦୟାକରି ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣ ଇଣ୍ଟର୍ନେଟ୍ ସହ ଯୋଡ଼ିହୋଇ ଅଛନ୍ତି
  
 
|-  
 
|-  
 
| 00:44
 
| 00:44
 
| VirtualBox କ’ଣ?  
 
| VirtualBox କ’ଣ?  
| VirtualBox ହେଉଛି Virtualization ପାଇଁ ଏକ ମାଗଣା ଏବଂ ମୁକ୍ତ ଉତ୍ସ ସଫ୍ଟୱେର୍|
+
| VirtualBox ହେଉଛି Virtualization ପାଇଁ ଏକ ମାଗଣା ଏବଂ ମୁକ୍ତ ଉତ୍ସ ସଫ୍ଟୱେର୍
  
 
|-  
 
|-  
 
| 00:52
 
| 00:52
| ମୂଳ ମେଶିନ୍, ଯାହା ହେଉଛି (ହୋଷ୍ଟ୍)ରେ ଆମେ ଏକାଧିକ OS ଇନଷ୍ଟଲ୍ କରି ବ୍ୟବହାର କରିପାରିବା|
+
| ମୂଳ ମେଶିନ୍, ଯାହା ହେଉଛି (ହୋଷ୍ଟ୍)ରେ ଆମେ ଏକାଧିକ OS ଇନଷ୍ଟଲ୍ କରି ବ୍ୟବହାର କରିପାରିବା
  
 
|-  
 
|-  
 
| 01:00
 
| 01:00
| ମୂଳ ମେଶିନରେ Windows, Linux କିମ୍ୱା  Mac OS ଥାଇପାରେ|
+
| ମୂଳ ମେଶିନରେ Windows, Linux କିମ୍ୱା  Mac OS ଥାଇପାରେ
  
 
|-  
 
|-  
 
| 01:07
 
| 01:07
| ଗୋଟିଏ VirtualBox ଭିତରେ ଏକ OS ଇନଷ୍ଟଲ୍ କରିବା ପାଇଁ, ମୂଳ ମେଶିନରେ ନିମ୍ନଲିଖିତ କନଫିଗରେଶନ୍ ଥିବା ଦରକାର|
+
| ଗୋଟିଏ VirtualBox ଭିତରେ ଏକ OS ଇନଷ୍ଟଲ୍ କରିବା ପାଇଁ, ମୂଳ ମେଶିନରେ ନିମ୍ନଲିଖିତ କନଫିଗରେଶନ୍ ଥିବା ଦରକାର
  
 
  |-  
 
  |-  
Line 58: Line 58:
 
|-  
 
|-  
 
| 01:23
 
| 01:23
| 50 GB କିମ୍ୱା ତା’ଠାରୁ ଅଧିକ ହାର୍ଡ ଡିସ୍କ ଖାଲି ସ୍ଥାନ ଏବଂ BIOSରେ Virtualization ଏନାବଲ୍ ହୋଇଥିବା ଦରକାର|
+
| 50 GB କିମ୍ୱା ତା’ଠାରୁ ଅଧିକ ହାର୍ଡ ଡିସ୍କ ଖାଲି ସ୍ଥାନ ଏବଂ BIOSରେ Virtualization ଏନାବଲ୍ ହୋଇଥିବା ଦରକାର
  
 
|-  
 
|-  
 
| 01:34
 
| 01:34
| VirtualBox ସହଜରେ ଚାଲିବାକୁ ଏହା ସୁନିଶ୍ଚିତ କରିବ|
+
| VirtualBox ସହଜରେ ଚାଲିବାକୁ ଏହା ସୁନିଶ୍ଚିତ କରିବ
  
 
|-  
 
|-  
Line 82: Line 82:
 
|-  
 
|-  
 
| 01:56
 
| 01:56
| VirtualBoxର ଲାଟେଷ୍ଟ୍ ଭର୍ସନ୍ ଡାଉନଲୋଡ୍ କରିବା ପାଇଁ, ଏକ ୱେବ୍ ବ୍ରାଉଜରରେ ନିମ୍ନ ଲିଙ୍କ୍‍କୁ ଯାଆନ୍ତୁ|
+
| VirtualBoxର ଲାଟେଷ୍ଟ୍ ଭର୍ସନ୍ ଡାଉନଲୋଡ୍ କରିବା ପାଇଁ, ଏକ ୱେବ୍ ବ୍ରାଉଜରରେ ନିମ୍ନ ଲିଙ୍କ୍‍କୁ ଯାଆନ୍ତୁ
Www ଡଟ୍ vitualbox ଡଟ୍ ଅର୍ଗ୍ ସ୍ଲାଶ୍ wiki ସ୍ଲାଶ୍ downloads (www.vitualbox.org/wiki/downloadss)  
+
Www ଡଟ୍ virtualbox ଡଟ୍ ଅର୍ଗ୍ ସ୍ଲାଶ୍ wiki ସ୍ଲାଶ୍ downloads (www.virtualbox.org/wiki/downloads)  
  
 
|-  
 
|-  
 
| 02:14
 
| 02:14
| ମୋ ମେଶିନ୍‍ରେ ଏକ Firefox ୱେବ୍ ବ୍ରାଉଜର୍‍ରେ ମୁଁ ଏହି URLକୁ ଖୋଲି ରଖିଛି|
+
| ମୋ ମେଶିନ୍‍ରେ ଏକ Firefox ୱେବ୍ ବ୍ରାଉଜର୍‍ରେ ମୁଁ ଏହି URLକୁ ଖୋଲି ରଖିଛି
  
 
|-  
 
|-  
 
| 02:21
 
| 02:21
| ଏକାଧିକ Host ପାଇଁ VirtualBoxର ଲାଟେଷ୍ଟ୍ ଭର୍ସନ୍ ଡାଉନଲୋଡ୍ କରିବାକୁ ଏହି ପେଜ୍ ଲିଙ୍କ୍ ଦେଖାଉଛି|
+
| ଏକାଧିକ Host ପାଇଁ VirtualBoxର ଲାଟେଷ୍ଟ୍ ଭର୍ସନ୍ ଡାଉନଲୋଡ୍ କରିବାକୁ ଏହି ପେଜ୍ ଲିଙ୍କ୍ ଦେଖାଉଛି
  
 
|-  
 
|-  
 
| 02:30
 
| 02:30
| ଏହି ରେକର୍ଡିଙ୍ଗ୍ ସମୟରେ VirtualBoxର ଲାଟେଷ୍ଟ୍ ଭର୍ସନ୍ 5.2.18 ଥିଲା|
+
| ଏହି ରେକର୍ଡିଙ୍ଗ୍ ସମୟରେ VirtualBoxର ଲାଟେଷ୍ଟ୍ ଭର୍ସନ୍ 5.2.18 ଥିଲା
  
 
|-  
 
|-  
 
| 02:39
 
| 02:39
| ଭବିଷ୍ୟତରେ ଆପଣ ଏହି ଟ୍ୟୁଟୋରିଆଲ୍ ଦେଖିବା ସମୟରେ ଏହା ଭିନ୍ନ ହୋଇପାରେ|
+
| ଭବିଷ୍ୟତରେ ଆପଣ ଏହି ଟ୍ୟୁଟୋରିଆଲ୍ ଦେଖିବା ସମୟରେ ଏହା ଭିନ୍ନ ହୋଇପାରେ
  
 
|-  
 
|-  
Line 107: Line 107:
 
|-  
 
|-  
 
| 02:48
 
| 02:48
| ଏହା, Windows OS ପାଇଁ VirtualBoxକୁ ଡାଉନଲୋଡ୍ କରିବ
+
| ଏହା, Windows OS ପାଇଁ VirtualBoxକୁ ଡାଉନଲୋଡ୍ କରିବ
  
 
|-  
 
|-  
 
| 02:53
 
| 02:53
| ଆପଣଙ୍କର ଇଣ୍ଟର୍ନେଟ୍ ସ୍ପୀଡ୍ ଉପରେ ନିର୍ଭର କରି ଡାଉନଲୋଡ୍ କିଛି ସମୟ ନେଇପାରେ|
+
| ଆପଣଙ୍କର ଇଣ୍ଟର୍ନେଟ୍ ସ୍ପୀଡ୍ ଉପରେ ନିର୍ଭର କରି ଡାଉନଲୋଡ୍ କିଛି ସମୟ ନେଇପାରେ
  
 
|-  
 
|-  
 
| 02:58
 
| 02:58
| ଜରୁରୀ ସୂଚନା: VirtualBoxକୁ ଇନଷ୍ଟଲ୍ କରିବା ପୂର୍ବରୁ ଆମକୁ ଏହା ସୁନିଶ୍ଚିତ କରିବାକୁ ପଡ଼ିବ ଯେ, ଆମ ମେଶିନ୍‌ରେ Virtualization ଏନାବଲ୍ ଅଛି|
+
| ଜରୁରୀ ସୂଚନା: VirtualBoxକୁ ଇନଷ୍ଟଲ୍ କରିବା ପୂର୍ବରୁ ଆମକୁ ଏହା ସୁନିଶ୍ଚିତ କରିବାକୁ ପଡ଼ିବ ଯେ, ଆମ ମେଶିନ୍‌ରେ Virtualization ଏନାବଲ୍ ଅଛି
  
 
|-  
 
|-  
 
| 03:08
 
| 03:08
| ଆସନ୍ତୁ ଦେଖିବା, Windows 8 କିମ୍ୱା 10 ମେଶି‌ନରେ Virtualization ଏନାବଲ୍ ହୋଇଛି କି ନାହିଁ|
+
| ଆସନ୍ତୁ ଦେଖିବା, Windows 8 କିମ୍ୱା 10 ମେଶି‌ନରେ Virtualization ଏନାବଲ୍ ହୋଇଛି କି ନାହିଁ
  
 
|-  
 
|-  
 
| 03:16
 
| 03:16
| ୱିଣ୍ଡୋର ତଳ ବାମପଟେ ଥିବା Taskbarକୁ ଯାଆନ୍ତୁ|
+
| ୱିଣ୍ଡୋର ତଳ ବାମପଟେ ଥିବା Taskbarକୁ ଯାଆନ୍ତୁ
ରାଇଟ୍ କ୍ଲିକ୍ କରି Task Manager ସିଲେକ୍ଟ କରନ୍ତୁ|
+
ରାଇଟ୍ କ୍ଲିକ୍ କରି Task Manager ସିଲେକ୍ଟ କରନ୍ତୁ
  
 
|-  
 
|-  
 
| 03:25
 
| 03:25
| Task Manager ୱିଣ୍ଡୋ ଖୋଲିବ|
+
| Task Manager ୱିଣ୍ଡୋ ଖୋଲିବ
  
 
|-  
 
|-  
 
| 03:29
 
| 03:29
| ଯଦି ଆପଣ ଏହାକୁ ପ୍ରଥମ ଥର ପାଇଁ ଖୋଲୁଥା’ନ୍ତି, ତେବେ ଏହି ୱିଣ୍ଡୋ ତଳେ ଥିବା More Details ଉପରେ କ୍ଲିକ୍ କରନ୍ତୁ|
+
| ଯଦି ଆପଣ ଏହାକୁ ପ୍ରଥମ ଥର ପାଇଁ ଖୋଲୁଥା’ନ୍ତି, ତେବେ ଏହି ୱିଣ୍ଡୋ ତଳେ ଥିବା More Details ଉପରେ କ୍ଲିକ୍ କରନ୍ତୁ
 
ତା’ପରେ Performance ଟାବ୍ ଉପରେ କ୍ଲିକ୍ କରନ୍ତୁ  
 
ତା’ପରେ Performance ଟାବ୍ ଉପରେ କ୍ଲିକ୍ କରନ୍ତୁ  
  
 
|-  
 
|-  
 
| 03:40
 
| 03:40
| Performance ଟାବ୍‌ରେ, ତଳ ଡାହାଣପଟେ Virtualization ଅଛି|
+
| Performance ଟାବ୍‌ରେ, ତଳ ଡାହାଣପଟେ Virtualization ଅଛି
  
 
|-  
 
|-  
 
| 03:46
 
| 03:46
| ଆମ ମେଶିନ୍‌ରେ Virtualization ଏନାବଲ୍ ହୋଇଛି କି ନାହିଁ , ଏହା ଆମକୁ କହିଥାଏ|
+
| ଆମ ମେଶିନ୍‌ରେ Virtualization ଏନାବଲ୍ ହୋଇଛି କି ନାହିଁ , ଏହା ଆମକୁ କହିଥାଏ
  
 
|-  
 
|-  
 
| 03:53
 
| 03:53
| ଯଦି ଏହା ଏନାବଲ୍ ହୋଇନଥାଏ, ତେବେ ତାହାକୁ BIOS ସେଟିଙ୍ଗ୍ କୁ ଯାଇ ଏନାବଲ୍ କରନ୍ତୁ|
+
| ଯଦି ଏହା ଏନାବଲ୍ ହୋଇନଥାଏ, ତେବେ ତାହାକୁ BIOS ସେଟିଙ୍ଗ୍ କୁ ଯାଇ ଏନାବଲ୍ କରନ୍ତୁ
  
 
  |-  
 
  |-  
 
| 03:59
 
| 03:59
| ଯେହେତୁ ଭିନ୍ନ ଭିନ୍ନ କମ୍ପ୍ୟୁଟରରେ BIOS ସେଟିଙ୍ଗ୍ ଭିନ୍ନ ହୋଇଥାଏ, ତେଣୁ ତାହାର ଡେମୋ ଆମେ ଦେଖାଇପାରିବୁ ନାହିଁ|
+
| ଯେହେତୁ ଭିନ୍ନ ଭିନ୍ନ କମ୍ପ୍ୟୁଟରରେ BIOS ସେଟିଙ୍ଗ୍ ଭିନ୍ନ ହୋଇଥାଏ, ତେଣୁ ତାହାର ଡେମୋ ଆମେ ଦେଖାଇପାରିବୁ ନାହିଁ
  
 
|-  
 
|-  
 
| 04:06
 
| 04:06
| ଯଦି ଆପଣ ଜଣେ ଟେକ୍ନିକଲ୍ ବ୍ୟକ୍ତି ହୋଇନଥା’ନ୍ତି, ତେବେ ଜଣେ System Administratorଙ୍କ ସାହାଯ୍ୟରେ ଏହା କରନ୍ତୁ|
+
| ଯଦି ଆପଣ ଜଣେ ଟେକ୍ନିକଲ୍ ବ୍ୟକ୍ତି ହୋଇନଥା’ନ୍ତି, ତେବେ ଜଣେ System Administratorଙ୍କ ସାହାଯ୍ୟରେ ଏହା କରନ୍ତୁ  
  
 
|-  
 
|-  
 
| 04:13
 
| 04:13
| ଯଦି BIOSରେ Virtualization ଅପ୍ସନ୍ ଉପଲବ୍ଧ ନଥିବ, ତେବେ ସେହି ମେଶିନ୍‍ରେ VirtualBoxକୁ ଇନଷ୍ଟଲ୍ କରିହେବ ନାହିଁ|
+
| ଯଦି BIOSରେ Virtualization ଅପ୍ସନ୍ ଉପଲବ୍ଧ ନଥିବ, ତେବେ ସେହି ମେଶିନ୍‍ରେ VirtualBoxକୁ ଇନଷ୍ଟଲ୍ କରିହେବ ନାହିଁ
  
 
|-  
 
|-  
 
| 04:22
 
| 04:22
| ମୋ ମାମଲାରେ, ଏହା ଏନାବଲ୍ ହୋଇସାରିଛି|
+
| ମୋ ମାମଲାରେ, ଏହା ଏନାବଲ୍ ହୋଇସାରିଛି
  
 
|-  
 
|-  
 
| 04:26
 
| 04:26
| ଏବେ, ଉପର ଡାହାଣପଟ କୋଣରେ ଥିବା X ଆଇକନ୍ ଉପରେ କ୍ଲିକ୍ କରି Taskbarକୁ ବନ୍ଦ କରନ୍ତୁ|
+
| ଏବେ, ଉପର ଡାହାଣପଟ କୋଣରେ ଥିବା X ଆଇକନ୍ ଉପରେ କ୍ଲିକ୍ କରି Taskbarକୁ ବନ୍ଦ କରନ୍ତୁ
  
 
|-  
 
|-  
Line 173: Line 173:
 
|-  
 
|-  
 
| 04:37
 
| 04:37
| Virtualbox.exe ଫାଇଲ୍ ଆଉନଲୋଡ୍ କରିଥିବା ଫୋଲ୍ଡର୍‍କୁ ଯାଆନ୍ତୁ|
+
| Virtualbox.exe ଫାଇଲ୍ ଆଉନଲୋଡ୍ କରିଥିବା ଫୋଲ୍ଡର୍‍କୁ ଯାଆନ୍ତୁ
  
 
|-  
 
|-  
 
| 04:43
 
| 04:43
| ଫାଇଲ୍ ଉପରେ ରାଇଟ୍-କ୍ଲିକ୍ କରି Run As Administrator ସିଲେକ୍ଟ କରନ୍ତୁ|
+
| ଫାଇଲ୍ ଉପରେ ରାଇଟ୍-କ୍ଲିକ୍ କରି Run As Administrator ସିଲେକ୍ଟ କରନ୍ତୁ
  
 
|-  
 
|-  
 
| 04:49
 
| 04:49
| ଦେଖାଦେଇଥିବା User Account Control ଡାୟଲଗ୍ ବକ୍ସରେ Yes ଉପରେ କ୍ଲିକ୍ କରନ୍ତୁ|
+
| ଦେଖାଦେଇଥିବା User Account Control ଡାୟଲଗ୍ ବକ୍ସରେ Yes ଉପରେ କ୍ଲିକ୍ କରନ୍ତୁ
  
 
|-  
 
|-  
 
| 04:56
 
| 04:56
| ଏକ ସ୍ୱାଗତ ବାର୍ତ୍ତା ସହିତ Oracle VM VirtualBox 5.2.18 Setup ୱିଣ୍ଡୋ ଦେଖାଦେବ|
+
| ଏକ ସ୍ୱାଗତ ବାର୍ତ୍ତା ସହିତ Oracle VM VirtualBox 5.2.18 Setup ୱିଣ୍ଡୋ ଦେଖାଦେବ
 
   
 
   
 
|-  
 
|-  
 
| 05:06
 
| 05:06
| ଆଗକୁ ବଢ଼ିବା ପାଇଁ ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ|
+
| ଆଗକୁ ବଢ଼ିବା ପାଇଁ ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ
  
 
|-  
 
|-  
 
| 05:12
 
| 05:12
| ପରବର୍ତ୍ତୀ ସ୍କ୍ରୀନ୍ ହେଉଛି Custom Setup|
+
| ପରବର୍ତ୍ତୀ ସ୍କ୍ରୀନ୍ ହେଉଛି Custom Setup
  
 
|-  
 
|-  
 
| 05:16
 
| 05:16
| ଯଦି ଆମେ ଇନଷ୍ଟଲେଶନ୍‍ର ସ୍ଥାନ ବଦଳାଇବାକୁ ଚାହିଁବା, ତେବେ ତାହା କରିପାରିବା|
+
| ଯଦି ଆମେ ଇନଷ୍ଟଲେଶନ୍‍ର ସ୍ଥାନ ବଦଳାଇବାକୁ ଚାହିଁବା, ତେବେ ତାହା କରିପାରିବା
  
 
|-  
 
|-  
 
| 05:22
 
| 05:22
| Browse ବଟନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ଇନଷ୍ଟଲେଶନ୍ ପାଇଁ ନିଜ ଇଚ୍ଛାର ସ୍ଥାନ ବାଛନ୍ତୁ|
+
| Browse ବଟନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ଇନଷ୍ଟଲେଶନ୍ ପାଇଁ ନିଜ ଇଚ୍ଛାର ସ୍ଥାନ ବାଛନ୍ତୁ
  
 
|-  
 
|-  
 
| 05:29
 
| 05:29
| ମୁଁ ତାହାକୁ ଡିଫଲ୍ଟ ସ୍ଥାନରେ ହିଁ ଇନଷ୍ଟଲ୍ କରିବାକୁ ଚାହୁଁଥିବାରୁ ଏହାକୁ ଛାଡ଼ିଦେବି|
+
| ମୁଁ ତାହାକୁ ଡିଫଲ୍ଟ ସ୍ଥାନରେ ହିଁ ଇନଷ୍ଟଲ୍ କରିବାକୁ ଚାହୁଁଥିବାରୁ ଏହାକୁ ଛାଡ଼ିଦେବି
  
 
|-  
 
|-  
 
| 05:35
 
| 05:35
| ଆଗକୁ ବଢ଼ିବା ପାଇଁ ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ|
+
| ଆଗକୁ ବଢ଼ିବା ପାଇଁ ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ
  
 
|-  
 
|-  
 
| 05:40
 
| 05:40
| ପରବର୍ତ୍ତୀ Custom Setup ସ୍କ୍ରୀନ୍‌ରେ ଆମେ, ଆମ ଆବଶ୍ୟକତା ଅନୁସାରେ କେତେକ ଫିଚର୍ସ ସିଲେକ୍ଟ କରିବା|
+
| ପରବର୍ତ୍ତୀ Custom Setup ସ୍କ୍ରୀନ୍‌ରେ ଆମେ, ଆମ ଆବଶ୍ୟକତା ଅନୁସାରେ କେତେକ ଫିଚର୍ସ ସିଲେକ୍ଟ କରିବା
ଡିଫଲ୍ଟ ଭାବେ ସମସ୍ତ ଅପ୍ସନ୍ ସିଲେକ୍ଟ ହୋଇଥିବ|
+
ଡିଫଲ୍ଟ ଭାବେ ସମସ୍ତ ଅପ୍ସନ୍ ସିଲେକ୍ଟ ହୋଇଥିବ
  
 
|-  
 
|-  
 
| 05:52
 
| 05:52
| ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ|
+
| ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ
  
 
|-  
 
|-  
 
| 05:56
 
| 05:56
| ପରବର୍ତ୍ତୀ ୱିଣ୍ଡୋ, Nework ବିଷୟରେ କିଛି ଚେତାବନୀ ବାର୍ତ୍ତା ଦେଖାଏ|
+
| ପରବର୍ତ୍ତୀ ୱିଣ୍ଡୋ, Network ବିଷୟରେ କିଛି ଚେତାବନୀ ବାର୍ତ୍ତା ଦେଖାଏ
  
 
|-  
 
|-  
 
| 06:01
 
| 06:01
| ଇନଷ୍ଟଲେଶନ୍ ସମୟରେ ସାମୟିକ ଭାବେ ଇଣ୍ଟର୍ନେଟ୍ ବିଚ୍ଛିନ୍ନ ରହିବ ବୋଲି ଏହି ବାର୍ତ୍ତା କୁହେ|
+
| ଇନଷ୍ଟଲେଶନ୍ ସମୟରେ ସାମୟିକ ଭାବେ ଇଣ୍ଟର୍ନେଟ୍ ବିଚ୍ଛିନ୍ନ ରହିବ ବୋଲି ଏହି ବାର୍ତ୍ତା କୁହେ
  
 
|-  
 
|-  
 
| 06:09
 
| 06:09
| ୱିଣ୍ଡୋ ତଳେ ଥିବା Yes ବଟନ୍ ଉପରେ କ୍ଲିକ୍ କରନ୍ତୁ|
+
| ୱିଣ୍ଡୋ ତଳେ ଥିବା Yes ବଟନ୍ ଉପରେ କ୍ଲିକ୍ କରନ୍ତୁ
  
 
|-  
 
|-  
 
| 06:13
 
| 06:13
| ଏବେ ଆମେ Ready to Install ସ୍କ୍ରୀନ୍‍କୁ ଆସିଲେ|
+
| ଏବେ ଆମେ Ready to Install ସ୍କ୍ରୀନ୍‍କୁ ଆସିଲେ
  
 
|-  
 
|-  
 
| 06:18
 
| 06:18
| ଇନଷ୍ଟଲେଶନ୍ ଆରମ୍ଭ କରିବା ପାଇଁ Install ଉପରେ କ୍ଲିକ୍ କରନ୍ତୁ|
+
| ଇନଷ୍ଟଲେଶନ୍ ଆରମ୍ଭ କରିବା ପାଇଁ Install ଉପରେ କ୍ଲିକ୍ କରନ୍ତୁ
  
 
|-  
 
|-  
 
| 06:22
 
| 06:22
| ଏହି ଇନଷ୍ଟଲେଶନ୍ କିଛି ସମୟ ନେଇପାରେ|
+
| ଏହି ଇନଷ୍ଟଲେଶନ୍ କିଛି ସମୟ ନେଇପାରେ
  
 
|-  
 
|-  
 
| 06:25
 
| 06:25
| Windows Security ନାମକ ଏକ ପପ୍-ଅପ୍ ୱିଣ୍ଡୋ ଆପଣ ଦେଖିପାରନ୍ତି|
+
| Windows Security ନାମକ ଏକ ପପ୍-ଅପ୍ ୱିଣ୍ଡୋ ଆପଣ ଦେଖିପାରନ୍ତି
  
 
|-  
 
|-  
 
| 06:30
 
| 06:30
| ଏହି ସଫ୍ଟୱେର୍‍କୁ ଆମେ ଇନଷ୍ଟଲ୍ କରିବାକୁ ଚାହୁଁଛେ କି ନାହିଁ ବୋଲି ଏହା ପଚାରିଥାଏ|
+
| ଏହି ସଫ୍ଟୱେର୍‍କୁ ଆମେ ଇନଷ୍ଟଲ୍ କରିବାକୁ ଚାହୁଁଛେ କି ନାହିଁ ବୋଲି ଏହା ପଚାରିଥାଏ
Install ବଟନ୍ ଉପରେ କ୍ଲିକ୍ କରନ୍ତୁ|
+
Install ବଟନ୍ ଉପରେ କ୍ଲିକ୍ କରନ୍ତୁ
  
 
|-  
 
|-  
 
| 06:39
 
| 06:39
| ସପୂର୍ଣ୍ଣ ହୋଇଯିବା ପରେ ଆମେ, Oracle VM VirtualBox installation is complete ବାର୍ତ୍ତା ଦେଖିପାରିବା|
+
| ସପୂର୍ଣ୍ଣ ହୋଇଯିବା ପରେ ଆମେ, Oracle VM VirtualBox installation is complete ବାର୍ତ୍ତା ଦେଖିପାରିବା
  
 
|-  
 
|-  
 
| 06:47
 
| 06:47
| ଏହି ସ୍କ୍ରୀନ୍‌ରେ Start Oracle VM VirtualBox after installation ଅପ୍ସନ୍ ଅଛି|
+
| ଏହି ସ୍କ୍ରୀନ୍‌ରେ Start Oracle VM VirtualBox after installation ଅପ୍ସନ୍ ଅଛି
ଡିଫଲ୍ଟ ଭାବେ ତାହା ସିଲେକ୍ଟ ହୋଇଥିବ|
+
ଡିଫଲ୍ଟ ଭାବେ ତାହା ସିଲେକ୍ଟ ହୋଇଥିବ
  
 
|-  
 
|-  
 
| 06:58
 
| 06:58
| ମୁଁ ତୁରନ୍ତ ହିଁ VM ଆରମ୍ଭ କରିବାକୁ ଚାହୁଁନାହିଁ, ତେଣୁ ମୁଁ ଏହାକୁ ଅନ୍‍ସିଲେକ୍ଟ କରିଦେବି|
+
| ମୁଁ ତୁରନ୍ତ ହିଁ VM ଆରମ୍ଭ କରିବାକୁ ଚାହୁଁନାହିଁ, ତେଣୁ ମୁଁ ଏହାକୁ ଅନ୍‍ସିଲେକ୍ଟ କରିଦେବି
  
 
|-  
 
|-  
 
| 07:03
 
| 07:03
| ଶେଷରେ, Finish ବଟନ୍ ଉପରେ କ୍ଲିକ୍ କରନ୍ତୁ|
+
| ଶେଷରେ, Finish ବଟନ୍ ଉପରେ କ୍ଲିକ୍ କରନ୍ତୁ
  
 
|-  
 
|-  
 
| 07:08
 
| 07:08
| ଏବେ ଆମେ, ଡେସ୍କଟପ୍ ଉପରେ VirtualBox ପାଇଁ ଶର୍ଟକଟ୍ ଆଇକନ୍ ଦେଖିପାରିବା|
+
| ଏବେ ଆମେ, ଡେସ୍କଟପ୍ ଉପରେ VirtualBox ପାଇଁ ଶର୍ଟକଟ୍ ଆଇକନ୍ ଦେଖିପାରିବା
  
 
|-  
 
|-  
 
| 07:16
 
| 07:16
| ଆପ୍ଲିକେଶନ୍‍କୁ ଆରମ୍ଭ କରିବା ପାଇଁ VirtualBox ଆଇକନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ|
+
| ଆପ୍ଲିକେଶନ୍‍କୁ ଆରମ୍ଭ କରିବା ପାଇଁ VirtualBox ଆଇକନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
  
 
|-  
 
|-  
 
| 07:21
 
| 07:21
| VirtualBox ଆପ୍ଲିକେଶନ୍ ଖୋଲିବ| ଇନଷ୍ଟଲେଶନ୍ ସଫଳ ହେଲା ବୋଲି ଏହା ସୂଚିତ କରିଥାଏ|
+
| VirtualBox ଆପ୍ଲିକେଶନ୍ ଖୋଲିବ. ଇନଷ୍ଟଲେଶନ୍ ସଫଳ ହେଲା ବୋଲି ଏହା ସୂଚିତ କରିଥାଏ
  
 
|-  
 
|-  
 
| 07:28
 
| 07:28
| ଏଥିସହିତ ଆମେ, ଏହି ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆସିଲେ|
+
| ଏଥିସହିତ ଆମେ, ଏହି ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆସିଲେ
 
ସଂକ୍ଷିପ୍ତରେ -  
 
ସଂକ୍ଷିପ୍ତରେ -  
  
Line 294: Line 294:
 
|-  
 
|-  
 
| 07:41
 
| 07:41
| ଏକ Windows 10 ମେଶିନରେ VirtualBoxକୁ ଡାଉନଲୋଡ୍ କରି ଇନଷ୍ଟଲ୍ କରିବା|
+
| ଏକ Windows 10 ମେଶିନରେ VirtualBoxକୁ ଡାଉନଲୋଡ୍ କରି ଇନଷ୍ଟଲ୍ କରିବା
  
 
|-  
 
|-  
 
| 07:46
 
| 07:46
| ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ| ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ|
+
| ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
  
 
|-  
 
|-  
 
| 07:54
 
| 07:54
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି|
+
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି
  
 
|-  
 
|-  
Line 310: Line 310:
 
|-  
 
|-  
 
| 08:06
 
| 08:06
| ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି? ଦୟାକରି ସାଇଟ୍‍କୁ ଯାଆନ୍ତୁ|
+
| ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି? ଦୟାକରି ସାଇଟ୍‍କୁ ଯାଆନ୍ତୁ
  
 
|-  
 
|-  
 
| 08:12
 
| 08:12
| ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ|
+
| ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ
ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ| ଆମ ଟିମ୍‍ରୁ କେହିଜଣେ ତାହାର ଉତ୍ତର ଦେବେ|
+
ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ. ଆମ ଟିମ୍‍ରୁ କେହିଜଣେ ତାହାର ଉତ୍ତର ଦେବେ
  
 
|-  
 
|-  
 
| 08:23
 
| 08:23
| ଏହି ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନୋତ୍ତର ପାଇଁ Spoken Tutorial Forum ରହିଛି|
+
| ଏହି ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନୋତ୍ତର ପାଇଁ Spoken Tutorial Forum ରହିଛି
  
 
|-  
 
|-  
 
| 08:29
 
| 08:29
| ଦୟାକରି ସେଥିରେ କୌଣସି ପ୍ରକାରର ସମ୍ପର୍କିତ ଓ ସାଧାରଣ ପ୍ରଶ୍ନ ପଚାରନ୍ତୁ ନାହିଁ|
+
| ଦୟାକରି ସେଥିରେ କୌଣସି ପ୍ରକାରର ସମ୍ପର୍କିତ ଓ ସାଧାରଣ ପ୍ରଶ୍ନ ପଚାରନ୍ତୁ ନାହିଁ
  
 
|-  
 
|-  
 
| 08:34
 
| 08:34
| ଏହା, କ୍ଲଟର୍ ହ୍ରାସ କରିବାରେ ସାହାଯ୍ୟ କରିବ| ଅଳ୍ପ କ୍ଲଟର୍ ସାହାଯ୍ୟରେ ଆମେ, ଏହିସବୁ ଆଲୋଚନାକୁ ଶିକ୍ଷଣୀୟ ସାମଗ୍ରୀ ଭାବରେ ବ୍ୟବହାର କରିପାରିବା|
+
| ଏହା, କ୍ଲଟର୍ ହ୍ରାସ କରିବାରେ ସାହାଯ୍ୟ କରିବ. ଅଳ୍ପ କ୍ଲଟର୍ ସାହାଯ୍ୟରେ ଆମେ, ଏହିସବୁ ଆଲୋଚନାକୁ ଶିକ୍ଷଣୀୟ ସାମଗ୍ରୀ ଭାବରେ ବ୍ୟବହାର କରିପାରିବା
  
 
|-  
 
|-  
 
| 08:43
 
| 08:43
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ|
+
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ|
+
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
  
 
|-  
 
|-  
 
| 08:55
 
| 08:55
| IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି|
+
| IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ|
+
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
  
 
|}
 
|}

Revision as of 10:49, 18 February 2019

Time
Time
00:01 Windows Operating Systemରେ ଥିବା VirtualBoxକୁ ଇନଷ୍ଟଲ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ, VirtualBoxକୁ କିପରି ଡାଉନଲୋଡ୍ କରି ତାହାକୁ Windows Osରେ କିପରି ଇନଷ୍ଟଲ୍ କରିବା ବିଷୟରେ ଶିଖିବା
00:18 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ବ୍ୟବହାର କରାଯାଇଛି: Windows OS ଭର୍ସନ୍ 10
00:24 VirtualBox ଭର୍ସନ୍ 5.2.18
00:29 Firefox ୱେବ୍ ବ୍ରାଉଜର୍
00:32 ହେଲେ, ଆପଣ ନିଜ ପସନ୍ଦର ବ୍ରାଉଜର୍ ବ୍ୟବହାର କରିପାରିବେ
00:38 ଆମେ ଆରମ୍ଭ କରିବା ପୂର୍ବରୁ, ଦୟାକରି ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣ ଇଣ୍ଟର୍ନେଟ୍ ସହ ଯୋଡ଼ିହୋଇ ଅଛନ୍ତି
00:44 VirtualBox କ’ଣ? VirtualBox ହେଉଛି Virtualization ପାଇଁ ଏକ ମାଗଣା ଏବଂ ମୁକ୍ତ ଉତ୍ସ ସଫ୍ଟୱେର୍
00:52 ମୂଳ ମେଶିନ୍, ଯାହା ହେଉଛି (ହୋଷ୍ଟ୍)ରେ ଆମେ ଏକାଧିକ OS ଇନଷ୍ଟଲ୍ କରି ବ୍ୟବହାର କରିପାରିବା
01:00 ମୂଳ ମେଶିନରେ Windows, Linux କିମ୍ୱା Mac OS ଥାଇପାରେ
01:07 ଗୋଟିଏ VirtualBox ଭିତରେ ଏକ OS ଇନଷ୍ଟଲ୍ କରିବା ପାଇଁ, ମୂଳ ମେଶିନରେ ନିମ୍ନଲିଖିତ କନଫିଗରେଶନ୍ ଥିବା ଦରକାର
01:15 i3 କିମ୍ୱା ତା’ଠାରୁ ଅଧିକ ପ୍ରୋସେସର୍
01:19 4 GB କିମ୍ୱା ତା’ଠାରୁ ଅଧିକ RAM


01:23 50 GB କିମ୍ୱା ତା’ଠାରୁ ଅଧିକ ହାର୍ଡ ଡିସ୍କ ଖାଲି ସ୍ଥାନ ଏବଂ BIOSରେ Virtualization ଏନାବଲ୍ ହୋଇଥିବା ଦରକାର
01:34 VirtualBox ସହଜରେ ଚାଲିବାକୁ ଏହା ସୁନିଶ୍ଚିତ କରିବ
01:40 ଯଦି ମୂଳ ମେଶିନରେ Windows OS ଥାଏ, ତେବେ ତାହା ନିମ୍ନ ମଧ୍ୟରୁ ଯେକୌଣସି ଗୋଟିଏ ଭର୍ସନର ହୋଇଥିବା ଦରକାର:
01:47 Windows 7,
01:49 Windows 8 କିମ୍ୱା Windows 10
01:53 ଏବେ ଇନଷ୍ଟଲେଶନ୍ ଆରମ୍ଭ କରିବା
01:56 VirtualBoxର ଲାଟେଷ୍ଟ୍ ଭର୍ସନ୍ ଡାଉନଲୋଡ୍ କରିବା ପାଇଁ, ଏକ ୱେବ୍ ବ୍ରାଉଜରରେ ନିମ୍ନ ଲିଙ୍କ୍‍କୁ ଯାଆନ୍ତୁ

Www ଡଟ୍ virtualbox ଡଟ୍ ଅର୍ଗ୍ ସ୍ଲାଶ୍ wiki ସ୍ଲାଶ୍ downloads (www.virtualbox.org/wiki/downloads)

02:14 ମୋ ମେଶିନ୍‍ରେ ଏକ Firefox ୱେବ୍ ବ୍ରାଉଜର୍‍ରେ ମୁଁ ଏହି URLକୁ ଖୋଲି ରଖିଛି
02:21 ଏକାଧିକ Host ପାଇଁ VirtualBoxର ଲାଟେଷ୍ଟ୍ ଭର୍ସନ୍ ଡାଉନଲୋଡ୍ କରିବାକୁ ଏହି ପେଜ୍ ଲିଙ୍କ୍ ଦେଖାଉଛି
02:30 ଏହି ରେକର୍ଡିଙ୍ଗ୍ ସମୟରେ VirtualBoxର ଲାଟେଷ୍ଟ୍ ଭର୍ସନ୍ 5.2.18 ଥିଲା
02:39 ଭବିଷ୍ୟତରେ ଆପଣ ଏହି ଟ୍ୟୁଟୋରିଆଲ୍ ଦେଖିବା ସମୟରେ ଏହା ଭିନ୍ନ ହୋଇପାରେ
02:44 ଏବେ, Windows Hosts ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
02:48 ଏହା, Windows OS ପାଇଁ VirtualBoxକୁ ଡାଉନଲୋଡ୍ କରିବ
02:53 ଆପଣଙ୍କର ଇଣ୍ଟର୍ନେଟ୍ ସ୍ପୀଡ୍ ଉପରେ ନିର୍ଭର କରି ଡାଉନଲୋଡ୍ କିଛି ସମୟ ନେଇପାରେ
02:58 ଜରୁରୀ ସୂଚନା: VirtualBoxକୁ ଇନଷ୍ଟଲ୍ କରିବା ପୂର୍ବରୁ ଆମକୁ ଏହା ସୁନିଶ୍ଚିତ କରିବାକୁ ପଡ଼ିବ ଯେ, ଆମ ମେଶିନ୍‌ରେ Virtualization ଏନାବଲ୍ ଅଛି
03:08 ଆସନ୍ତୁ ଦେଖିବା, Windows 8 କିମ୍ୱା 10 ମେଶି‌ନରେ Virtualization ଏନାବଲ୍ ହୋଇଛି କି ନାହିଁ
03:16 ୱିଣ୍ଡୋର ତଳ ବାମପଟେ ଥିବା Taskbarକୁ ଯାଆନ୍ତୁ

ରାଇଟ୍ କ୍ଲିକ୍ କରି Task Manager ସିଲେକ୍ଟ କରନ୍ତୁ

03:25 Task Manager ୱିଣ୍ଡୋ ଖୋଲିବ
03:29 ଯଦି ଆପଣ ଏହାକୁ ପ୍ରଥମ ଥର ପାଇଁ ଖୋଲୁଥା’ନ୍ତି, ତେବେ ଏହି ୱିଣ୍ଡୋ ତଳେ ଥିବା More Details ଉପରେ କ୍ଲିକ୍ କରନ୍ତୁ

ତା’ପରେ Performance ଟାବ୍ ଉପରେ କ୍ଲିକ୍ କରନ୍ତୁ

03:40 Performance ଟାବ୍‌ରେ, ତଳ ଡାହାଣପଟେ Virtualization ଅଛି
03:46 ଆମ ମେଶିନ୍‌ରେ Virtualization ଏନାବଲ୍ ହୋଇଛି କି ନାହିଁ , ଏହା ଆମକୁ କହିଥାଏ
03:53 ଯଦି ଏହା ଏନାବଲ୍ ହୋଇନଥାଏ, ତେବେ ତାହାକୁ BIOS ସେଟିଙ୍ଗ୍ କୁ ଯାଇ ଏନାବଲ୍ କରନ୍ତୁ
03:59 ଯେହେତୁ ଭିନ୍ନ ଭିନ୍ନ କମ୍ପ୍ୟୁଟରରେ BIOS ସେଟିଙ୍ଗ୍ ଭିନ୍ନ ହୋଇଥାଏ, ତେଣୁ ତାହାର ଡେମୋ ଆମେ ଦେଖାଇପାରିବୁ ନାହିଁ
04:06 ଯଦି ଆପଣ ଜଣେ ଟେକ୍ନିକଲ୍ ବ୍ୟକ୍ତି ହୋଇନଥା’ନ୍ତି, ତେବେ ଜଣେ System Administratorଙ୍କ ସାହାଯ୍ୟରେ ଏହା କରନ୍ତୁ
04:13 ଯଦି BIOSରେ Virtualization ଅପ୍ସନ୍ ଉପଲବ୍ଧ ନଥିବ, ତେବେ ସେହି ମେଶିନ୍‍ରେ VirtualBoxକୁ ଇନଷ୍ଟଲ୍ କରିହେବ ନାହିଁ
04:22 ମୋ ମାମଲାରେ, ଏହା ଏନାବଲ୍ ହୋଇସାରିଛି
04:26 ଏବେ, ଉପର ଡାହାଣପଟ କୋଣରେ ଥିବା X ଆଇକନ୍ ଉପରେ କ୍ଲିକ୍ କରି Taskbarକୁ ବନ୍ଦ କରନ୍ତୁ
04:33 ଏବେ ଆସନ୍ତୁ VirtualBoxକୁ ଇନଷ୍ଟଲ୍ କରିବା
04:37 Virtualbox.exe ଫାଇଲ୍ ଆଉନଲୋଡ୍ କରିଥିବା ଫୋଲ୍ଡର୍‍କୁ ଯାଆନ୍ତୁ
04:43 ଫାଇଲ୍ ଉପରେ ରାଇଟ୍-କ୍ଲିକ୍ କରି Run As Administrator ସିଲେକ୍ଟ କରନ୍ତୁ
04:49 ଦେଖାଦେଇଥିବା User Account Control ଡାୟଲଗ୍ ବକ୍ସରେ Yes ଉପରେ କ୍ଲିକ୍ କରନ୍ତୁ
04:56 ଏକ ସ୍ୱାଗତ ବାର୍ତ୍ତା ସହିତ Oracle VM VirtualBox 5.2.18 Setup ୱିଣ୍ଡୋ ଦେଖାଦେବ
05:06 ଆଗକୁ ବଢ଼ିବା ପାଇଁ ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ
05:12 ପରବର୍ତ୍ତୀ ସ୍କ୍ରୀନ୍ ହେଉଛି Custom Setup
05:16 ଯଦି ଆମେ ଇନଷ୍ଟଲେଶନ୍‍ର ସ୍ଥାନ ବଦଳାଇବାକୁ ଚାହିଁବା, ତେବେ ତାହା କରିପାରିବା
05:22 Browse ବଟନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ଇନଷ୍ଟଲେଶନ୍ ପାଇଁ ନିଜ ଇଚ୍ଛାର ସ୍ଥାନ ବାଛନ୍ତୁ
05:29 ମୁଁ ତାହାକୁ ଡିଫଲ୍ଟ ସ୍ଥାନରେ ହିଁ ଇନଷ୍ଟଲ୍ କରିବାକୁ ଚାହୁଁଥିବାରୁ ଏହାକୁ ଛାଡ଼ିଦେବି
05:35 ଆଗକୁ ବଢ଼ିବା ପାଇଁ ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ
05:40 ପରବର୍ତ୍ତୀ Custom Setup ସ୍କ୍ରୀନ୍‌ରେ ଆମେ, ଆମ ଆବଶ୍ୟକତା ଅନୁସାରେ କେତେକ ଫିଚର୍ସ ସିଲେକ୍ଟ କରିବା

ଡିଫଲ୍ଟ ଭାବେ ସମସ୍ତ ଅପ୍ସନ୍ ସିଲେକ୍ଟ ହୋଇଥିବ

05:52 ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ
05:56 ପରବର୍ତ୍ତୀ ୱିଣ୍ଡୋ, Network ବିଷୟରେ କିଛି ଚେତାବନୀ ବାର୍ତ୍ତା ଦେଖାଏ
06:01 ଇନଷ୍ଟଲେଶନ୍ ସମୟରେ ସାମୟିକ ଭାବେ ଇଣ୍ଟର୍ନେଟ୍ ବିଚ୍ଛିନ୍ନ ରହିବ ବୋଲି ଏହି ବାର୍ତ୍ତା କୁହେ
06:09 ୱିଣ୍ଡୋ ତଳେ ଥିବା Yes ବଟନ୍ ଉପରେ କ୍ଲିକ୍ କରନ୍ତୁ
06:13 ଏବେ ଆମେ Ready to Install ସ୍କ୍ରୀନ୍‍କୁ ଆସିଲେ
06:18 ଇନଷ୍ଟଲେଶନ୍ ଆରମ୍ଭ କରିବା ପାଇଁ Install ଉପରେ କ୍ଲିକ୍ କରନ୍ତୁ
06:22 ଏହି ଇନଷ୍ଟଲେଶନ୍ କିଛି ସମୟ ନେଇପାରେ
06:25 Windows Security ନାମକ ଏକ ପପ୍-ଅପ୍ ୱିଣ୍ଡୋ ଆପଣ ଦେଖିପାରନ୍ତି
06:30 ଏହି ସଫ୍ଟୱେର୍‍କୁ ଆମେ ଇନଷ୍ଟଲ୍ କରିବାକୁ ଚାହୁଁଛେ କି ନାହିଁ ବୋଲି ଏହା ପଚାରିଥାଏ

Install ବଟନ୍ ଉପରେ କ୍ଲିକ୍ କରନ୍ତୁ

06:39 ସପୂର୍ଣ୍ଣ ହୋଇଯିବା ପରେ ଆମେ, Oracle VM VirtualBox installation is complete ବାର୍ତ୍ତା ଦେଖିପାରିବା
06:47 ଏହି ସ୍କ୍ରୀନ୍‌ରେ Start Oracle VM VirtualBox after installation ଅପ୍ସନ୍ ଅଛି

ଡିଫଲ୍ଟ ଭାବେ ତାହା ସିଲେକ୍ଟ ହୋଇଥିବ

06:58 ମୁଁ ତୁରନ୍ତ ହିଁ VM ଆରମ୍ଭ କରିବାକୁ ଚାହୁଁନାହିଁ, ତେଣୁ ମୁଁ ଏହାକୁ ଅନ୍‍ସିଲେକ୍ଟ କରିଦେବି
07:03 ଶେଷରେ, Finish ବଟନ୍ ଉପରେ କ୍ଲିକ୍ କରନ୍ତୁ
07:08 ଏବେ ଆମେ, ଡେସ୍କଟପ୍ ଉପରେ VirtualBox ପାଇଁ ଶର୍ଟକଟ୍ ଆଇକନ୍ ଦେଖିପାରିବା
07:16 ଆପ୍ଲିକେଶନ୍‍କୁ ଆରମ୍ଭ କରିବା ପାଇଁ VirtualBox ଆଇକନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
07:21 VirtualBox ଆପ୍ଲିକେଶନ୍ ଖୋଲିବ. ଇନଷ୍ଟଲେଶନ୍ ସଫଳ ହେଲା ବୋଲି ଏହା ସୂଚିତ କରିଥାଏ
07:28 ଏଥିସହିତ ଆମେ, ଏହି ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆସିଲେ

ସଂକ୍ଷିପ୍ତରେ -

07:34 ଏହି ଟ୍ୟୁଟୋରିଆଲ୍‍ରେ ଆମେ ଶିଖିଲେ:

Virtualization ଏନାବଲ୍ ହୋଇଛି କି ନାହିଁ ଦେଖିବା ଏବଂ

07:41 ଏକ Windows 10 ମେଶିନରେ VirtualBoxକୁ ଡାଉନଲୋଡ୍ କରି ଇନଷ୍ଟଲ୍ କରିବା
07:46 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
07:54 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି
08:02 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ:
08:06 ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି? ଦୟାକରି ସାଇଟ୍‍କୁ ଯାଆନ୍ତୁ
08:12 ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ

ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ. ଆମ ଟିମ୍‍ରୁ କେହିଜଣେ ତାହାର ଉତ୍ତର ଦେବେ

08:23 ଏହି ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନୋତ୍ତର ପାଇଁ Spoken Tutorial Forum ରହିଛି
08:29 ଦୟାକରି ସେଥିରେ କୌଣସି ପ୍ରକାରର ସମ୍ପର୍କିତ ଓ ସାଧାରଣ ପ୍ରଶ୍ନ ପଚାରନ୍ତୁ ନାହିଁ
08:34 ଏହା, କ୍ଲଟର୍ ହ୍ରାସ କରିବାରେ ସାହାଯ୍ୟ କରିବ. ଅଳ୍ପ କ୍ଲଟର୍ ସାହାଯ୍ୟରେ ଆମେ, ଏହିସବୁ ଆଲୋଚନାକୁ ଶିକ୍ଷଣୀୟ ସାମଗ୍ରୀ ଭାବରେ ବ୍ୟବହାର କରିପାରିବା
08:43 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

08:55 IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି

ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Nancyvarkey, Pradeep