Difference between revisions of "Koha-Library-Management-System/C2/Create-a-SuperLibrarian/Oriya"
From Script | Spoken-Tutorial
(Created page with "{| border =1 | <center>'''Time'''</center> | <center>'''Narration'''</center> |- | 00:01 | ବନ୍ଧୁଗଣ, ଗୋଟିଏ Superlibrarian ତିଆରି ଉପରେ...") |
|||
Line 9: | Line 9: | ||
|- | |- | ||
| 00:06 | | 00:06 | ||
− | | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା- ଗୋଟିଏ | + | | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା- ଗୋଟିଏ ପାଟ୍ରନ୍ କ୍ୟାଟେଗୋରୀକୁ ଯୋଡ଼ିବା, |
|- | |- | ||
| 00:11 | | 00:11 | ||
− | | ଗୋଟିଏ | + | | ଗୋଟିଏ ପାଟ୍ରନ୍ ତିଆରି କରିବା, |
|- | |- | ||
Line 25: | Line 25: | ||
|- | |- | ||
| 00:22 | | 00:22 | ||
− | | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ | + | | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ଉବୁଣ୍ଟୁ Linux Operating ସିଷ୍ଟମ୍ 16.04 ଏବଂ Koha ଭର୍ସନ୍ 16.05 ବ୍ୟବହାର କରୁଛି |
|- | |- | ||
− | | 00: | + | | 00:35 |
| ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଶିକ୍ଷାର୍ଥୀଙ୍କର Library Science ଉପରେ ଜ୍ଞାନ ଥିବା ଆବଶ୍ୟକ | | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଶିକ୍ଷାର୍ଥୀଙ୍କର Library Science ଉପରେ ଜ୍ଞାନ ଥିବା ଆବଶ୍ୟକ | ||
|- | |- | ||
− | | 00: | + | | 00:42 |
| ଏହି ଟ୍ୟୁଟୋରିଆଲ୍କୁ ଅଭ୍ୟାସ କରିବା ପାଇଁ ଆପଣଙ୍କ ସିଷ୍ଟମ୍ରେ ନିଶ୍ଚିତ ରୂପେ Koha ଇନଷ୍ଟଲ୍ ହୋଇଥିବା ଆବଶ୍ୟକ | | ଏହି ଟ୍ୟୁଟୋରିଆଲ୍କୁ ଅଭ୍ୟାସ କରିବା ପାଇଁ ଆପଣଙ୍କ ସିଷ୍ଟମ୍ରେ ନିଶ୍ଚିତ ରୂପେ Koha ଇନଷ୍ଟଲ୍ ହୋଇଥିବା ଆବଶ୍ୟକ | ||
|- | |- | ||
− | | 00: | + | | 00:48 |
| ଏବଂ Kohaରେ Adminକୁ ମଧ୍ୟ ଆକ୍ସେସ୍ ଥିବା ଆବଶ୍ୟକ | | ଏବଂ Kohaରେ Adminକୁ ମଧ୍ୟ ଆକ୍ସେସ୍ ଥିବା ଆବଶ୍ୟକ | ||
|- | |- | ||
− | | 00: | + | | 00:53 |
| ଅଧିକ ବିବରଣୀ ପାଇଁ ଏହି ୱେବସାଇଟରେ ଥିବା Koha Spoken Tutorialର ଅଧ୍ୟାୟଗୁଡ଼ିକୁ ଦୟାକରି ରେଫର୍ କରନ୍ତୁ | | ଅଧିକ ବିବରଣୀ ପାଇଁ ଏହି ୱେବସାଇଟରେ ଥିବା Koha Spoken Tutorialର ଅଧ୍ୟାୟଗୁଡ଼ିକୁ ଦୟାକରି ରେଫର୍ କରନ୍ତୁ | ||
|- | |- | ||
− | | | + | | 01:00 |
− | | ଚାଲନ୍ତୁ କିପରି ଗୋଟିଏ | + | | ଚାଲନ୍ତୁ କିପରି ଗୋଟିଏ ପାଟ୍ରନ୍ ଶ୍ରେଣୀକୁ ଯୋଡ଼ାଯାଏ, ତାହା ଶିଖିବାରୁ ଆରମ୍ଭ କରିବା |
|- | |- | ||
− | | 01: | + | | 01:05 |
− | | ନିଜର ଡାଟାବେସ୍ | + | | ନିଜର ଡାଟାବେସ୍ ଆଡ୍ମିନିଷ୍ଟ୍ରେଟର୍ ୟୁଜରନେମ୍ ଓ ପାସୱର୍ଡ ବ୍ୟବହାର କରି Kohaରେ ଲଗ୍-ଇନ୍ କରନ୍ତୁ |
|- | |- | ||
− | | 01: | + | | 01:13 |
| Koha Administrationରେ କ୍ଲିକ୍ କରନ୍ତୁ | | Koha Administrationରେ କ୍ଲିକ୍ କରନ୍ତୁ | ||
|- | |- | ||
− | | 01: | + | | 01:18 |
− | | | + | | ପାଟ୍ରନ୍ ଓ ସର୍କୁଲେଶନ୍ ଅଧିନରେ ଥିବା Patron categoriesରେ କ୍ଲିକ୍ କରନ୍ତୁ |
|- | |- | ||
− | | 01: | + | | 01:24 |
− | | | + | | ପାଟ୍ରନ୍ କ୍ୟାଟେଗୋରୀ ନାମକ ଗୋଟିଏ ନୂଆ ପେଜ୍ ଖୋଲିବ |
|- | |- | ||
− | | 01: | + | | 01:28 |
| New Categoryରେ କ୍ଲିକ୍ କରନ୍ତୁ | | New Categoryରେ କ୍ଲିକ୍ କରନ୍ତୁ | ||
|- | |- | ||
− | | 01: | + | | 01:31 |
| New category ନାମକ ଗୋଟିଏ ନୂଆ ପେଜ୍ ଖୋଲିବ, ଯେଉଁଥିରେ କିଛି ବିବରଣୀ ପୂରଣ କରିବା ପାଇଁ ପ୍ରମ୍ପ୍ଟ କରାଯାଇଛି | | New category ନାମକ ଗୋଟିଏ ନୂଆ ପେଜ୍ ଖୋଲିବ, ଯେଉଁଥିରେ କିଛି ବିବରଣୀ ପୂରଣ କରିବା ପାଇଁ ପ୍ରମ୍ପ୍ଟ କରାଯାଇଛି | ||
|- | |- | ||
− | | 01: | + | | 01:38 |
| ପୂର୍ବେ କୁହାଯାଇଥିବା ଭଳି, ଧ୍ୟାନ ଦିଅନ୍ତୁ ଯେ, ନାଲିରେ ଚିହ୍ନିତ ଫିଲ୍ଡଗୁଡ଼ିକ ବାଧ୍ୟତାମୂଳକ ଅଟେ | | ପୂର୍ବେ କୁହାଯାଇଥିବା ଭଳି, ଧ୍ୟାନ ଦିଅନ୍ତୁ ଯେ, ନାଲିରେ ଚିହ୍ନିତ ଫିଲ୍ଡଗୁଡ଼ିକ ବାଧ୍ୟତାମୂଳକ ଅଟେ | ||
|- | |- | ||
− | | 01: | + | | 01:45 |
| ମୁଁ ଏଠାରେ କିଛି ବିବରଣୀ ପୂରଣ କରିଛି. ଦୟାକରି ସେହିପରି କରନ୍ତୁ | | ମୁଁ ଏଠାରେ କିଛି ବିବରଣୀ ପୂରଣ କରିଛି. ଦୟାକରି ସେହିପରି କରନ୍ତୁ | ||
|- | |- | ||
− | | 01: | + | | 01:51 |
| କ୍ୟାଟେଗୋରୀ ପ୍ରକାର ପାଇଁ ଡ୍ରପ୍-ଡାଉନ୍ ତାଲିକାରୁ Staff ଚୟନ କରନ୍ତୁ | | କ୍ୟାଟେଗୋରୀ ପ୍ରକାର ପାଇଁ ଡ୍ରପ୍-ଡାଉନ୍ ତାଲିକାରୁ Staff ଚୟନ କରନ୍ତୁ | ||
|- | |- | ||
− | | 01: | + | | 01:57 |
| ଶାଖାଗୁଡ଼ିକର ସଂଖ୍ୟାକୁ ସୀମିତ କରିବା ପାଇଁ All Branches ଚୟନ କରନ୍ତୁ | | ଶାଖାଗୁଡ଼ିକର ସଂଖ୍ୟାକୁ ସୀମିତ କରିବା ପାଇଁ All Branches ଚୟନ କରନ୍ତୁ | ||
|- | |- | ||
− | | | + | | 02:02 |
| ତା’ପରେ ପେଜ୍ ତଳେ ଥିବା Save ଉପରେ କ୍ଲିକ୍ କରନ୍ତୁ | | ତା’ପରେ ପେଜ୍ ତଳେ ଥିବା Save ଉପରେ କ୍ଲିକ୍ କରନ୍ତୁ | ||
|- | |- | ||
− | | 02: | + | | 02:07 |
− | | ଲେଖାଯାଇଥିବା କ୍ୟାଟେଗୋରୀ ନାମ, | + | | ଲେଖାଯାଇଥିବା କ୍ୟାଟେଗୋରୀ ନାମ, ପାଟ୍ରନ୍ କ୍ୟାଟେଗୋରୀ ପେଜ୍ରେ ଦୃଶ୍ୟମାନ ହେବ |
|- | |- | ||
− | | 02: | + | | 02:14 |
| ମୋ କ୍ଷେତ୍ରରେ, ଏହା Library Staff ପ୍ରଦର୍ଶନ କରିବ | | ମୋ କ୍ଷେତ୍ରରେ, ଏହା Library Staff ପ୍ରଦର୍ଶନ କରିବ | ||
|- | |- | ||
− | | 02: | + | | 02:19 |
− | | ଏହା ସହିତ ଗୋଟିଏ | + | | ଏହା ସହିତ ଗୋଟିଏ ପାଟ୍ରନ୍ କ୍ୟାଟେଗୋରୀ ତିଆରି ହୋଇଯାଇଛି |
|- | |- | ||
− | | 02: | + | | 02:23 |
− | | ତା’ପରେ ଆମେ, ଗୋଟିଏ | + | | ତା’ପରେ ଆମେ, ଗୋଟିଏ ପାଟ୍ରନ୍ କିପରି ତିଆରି କରାଯାଏ ଶିଖିବା |
|- | |- | ||
− | | 02: | + | | 02:28 |
| ଉପର ବାମପଟ କୋଣରେ ଥିବା Home ଉପରେ କ୍ଲିକ୍ କରନ୍ତୁ | | ଉପର ବାମପଟ କୋଣରେ ଥିବା Home ଉପରେ କ୍ଲିକ୍ କରନ୍ତୁ | ||
|- | |- | ||
− | |02: | + | |02:32 |
| Create a Patron ବୋଲି ପ୍ରମ୍ପ୍ଟ କରୁଥିବା ଗୋଟିଏ ଡାୟଲଗ୍ ବକ୍ସ ସହିତ Koha ହୋମ୍-ପେଜ୍ ଖୋଲିଯିବ | | Create a Patron ବୋଲି ପ୍ରମ୍ପ୍ଟ କରୁଥିବା ଗୋଟିଏ ଡାୟଲଗ୍ ବକ୍ସ ସହିତ Koha ହୋମ୍-ପେଜ୍ ଖୋଲିଯିବ | ||
|- | |- | ||
− | |02: | + | |02:39 |
− | | ଗୋଟିଏ | + | | ଗୋଟିଏ ପାଟ୍ରନ୍ ତିଆରି କରିବା ବାଧ୍ୟତାମୂଳକ ଅଟେ. ଅନ୍ୟଥା, ଡାଟାବେସ୍ ଆଡମିନିଷ୍ଟ୍ରେଟର୍ ରୋଲ୍ରେ Kohaର କିଛି ଅଂଶ କାର୍ଯ୍ୟ କରିବ ନାହିଁ |
|- | |- | ||
− | |02: | + | |02:50 |
− | | | + | | ଡାଏଲଗ୍-ବକ୍ସରେ ପ୍ରମ୍ପ୍ଟ କରାଯାଇଥିବା Create Patronରେ କ୍ଲିକ୍ କରନ୍ତୁ |
|- | |- | ||
− | | 02: | + | | 02:56 |
− | | ଅନ୍ୟ ଭାବେ, ଆପଣ Koha ହୋମ୍ ପେଜ୍ ଉପରେ ଥିବା | + | | ଅନ୍ୟ ଭାବେ, ଆପଣ Koha ହୋମ୍ ପେଜ୍ ଉପରେ ଥିବା ପ୍ୟାଟ୍ରନ୍ରେ କ୍ଲିକ୍ କରିପାରିବେ |
|- | |- | ||
− | | | + | |03:02 |
| ମୁଁ Create Patronରେ କ୍ଲିକ୍ କରିବି | | ମୁଁ Create Patronରେ କ୍ଲିକ୍ କରିବି | ||
|- | |- | ||
− | | | + | |03:06 |
| ଗୋଟିଏ ନୂଆ ପେଜ୍ ଖୋଲିଯିବ. ଟାବ୍ New Patron ଉପରେ କ୍ଲିକ୍ କରନ୍ତୁ | | ଗୋଟିଏ ନୂଆ ପେଜ୍ ଖୋଲିଯିବ. ଟାବ୍ New Patron ଉପରେ କ୍ଲିକ୍ କରନ୍ତୁ | ||
|- | |- | ||
− | | 03: | + | | 03:12 |
| ଡ୍ରପ୍-ଡାଉନ୍ରୁ Library Staffକୁ ଚୟନ କରନ୍ତୁ | | ଡ୍ରପ୍-ଡାଉନ୍ରୁ Library Staffକୁ ଚୟନ କରନ୍ତୁ | ||
|- | |- | ||
− | | 03: | + | | 03:17 |
− | | ଗୋଟିଏ ନୂଆ ପେଜ୍, | + | | ଗୋଟିଏ ନୂଆ ପେଜ୍, ପାଟ୍ରନ୍ ଯୋଡ଼ନ୍ତୁ (ଲାଇବ୍ରେରୀ ଷ୍ଟାଫ୍) ଖୋଲିଯିବ |
|- | |- | ||
− | | 03: | + | | 03:22 |
| ବର୍ତ୍ତମାନ, ବିଭିନ୍ନ ବିଭାଗ ପାଇଁ ଆବଶ୍ୟକ ବିବରଣୀଗୁଡ଼ିକୁ ପୂରଣ କରନ୍ତୁ, ଯେପରି: | | ବର୍ତ୍ତମାନ, ବିଭିନ୍ନ ବିଭାଗ ପାଇଁ ଆବଶ୍ୟକ ବିବରଣୀଗୁଡ଼ିକୁ ପୂରଣ କରନ୍ତୁ, ଯେପରି: | ||
− | + | ପାଟ୍ରନ୍ ପରିଚୟ, | |
ମୁଖ୍ୟ ଠିକଣା, | ମୁଖ୍ୟ ଠିକଣା, | ||
ଯୋଗାଯୋଗ, ଆଦି | ଯୋଗାଯୋଗ, ଆଦି | ||
|- | |- | ||
− | |03: | + | |03:34 |
| ଏଠାରେ ପ୍ରଦର୍ଶିତ ହେବା ଭଳି ମୁଁ କିଛି ବିବରଣୀ ପୂରଣ କରିଛି | | ଏଠାରେ ପ୍ରଦର୍ଶିତ ହେବା ଭଳି ମୁଁ କିଛି ବିବରଣୀ ପୂରଣ କରିଛି | ||
|- | |- | ||
− | | 03: | + | | 03:39 |
| ଏଠାରେ ତାଲିକାଭୁକ୍ତ ଥିବା କୌଣସି ଫିଲ୍ଡ ପାଇଁ ଯଦି ଆପଣଙ୍କ ପାଖରେ ସୂଚନା ନଥାଏ, ତେବେ ତାହାକୁ ସେହିପରି ଖାଲି ଛାଡ଼ିଦିଅନ୍ତୁ | | ଏଠାରେ ତାଲିକାଭୁକ୍ତ ଥିବା କୌଣସି ଫିଲ୍ଡ ପାଇଁ ଯଦି ଆପଣଙ୍କ ପାଖରେ ସୂଚନା ନଥାଏ, ତେବେ ତାହାକୁ ସେହିପରି ଖାଲି ଛାଡ଼ିଦିଅନ୍ତୁ | ||
|- | |- | ||
− | | 03: | + | | 03:47 |
| ଭିଡିଓକୁ ପଜ୍ କରନ୍ତୁ ଏବଂ ସମସ୍ତ ବିବରଣୀ ପୂରଣ କରିବା ପରେ ଭିଡିଓକୁ ପୁନଃ ଚାଲୁ କରନ୍ତୁ | | ଭିଡିଓକୁ ପଜ୍ କରନ୍ତୁ ଏବଂ ସମସ୍ତ ବିବରଣୀ ପୂରଣ କରିବା ପରେ ଭିଡିଓକୁ ପୁନଃ ଚାଲୁ କରନ୍ତୁ | ||
|- | |- | ||
− | |03: | + | |03:53 |
− | | ଲାଇବ୍ରେରୀ | + | | ଲାଇବ୍ରେରୀ ମ୍ୟାନେଜ୍ମେଣ୍ଟ ଅଧୀନରେ Card Number ଫିଲ୍ଡକୁ ଚିହ୍ନଟ କରନ୍ତୁ |
|- | |- | ||
− | | | + | | 04:01 |
| ଧ୍ୟାନ ଦିଅନ୍ତୁ ଯେ, ସଂଖ୍ୟା 1, Koha ଦ୍ଵାରା ସ୍ଵଚାଳିତ ଭାବେ ତିଆରି ହୋଇଛି | | ଧ୍ୟାନ ଦିଅନ୍ତୁ ଯେ, ସଂଖ୍ୟା 1, Koha ଦ୍ଵାରା ସ୍ଵଚାଳିତ ଭାବେ ତିଆରି ହୋଇଛି | ||
|- | |- | ||
− | | | + | | 04:07 |
− | | ଅତଏବ, ଆପଣ ନିଜର Koha | + | | ଅତଏବ, ଆପଣ ନିଜର Koha ଇଣ୍ଟରଫେସ୍ ରେ ଗୋଟିଏ ଭିନ୍ନ ସଂଖ୍ୟାକୁ ଦେଖିବେ |
|- | |- | ||
− | | 04: | + | | 04:13 |
| ତା’ପରେ ହେଉଛି, ଲାଇବ୍ରେରୀ | | ତା’ପରେ ହେଉଛି, ଲାଇବ୍ରେରୀ | ||
|- | |- | ||
− | | 04: | + | | 04:16 |
| ଡ୍ରପ୍-ଡାଉନ୍ରୁ, ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀକୁ ଚୟନ କରନ୍ତୁ | | ଡ୍ରପ୍-ଡାଉନ୍ରୁ, ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀକୁ ଚୟନ କରନ୍ତୁ | ||
|- | |- | ||
− | | 04: | + | | 04:21 |
| ଏହି ଅଧ୍ୟାୟରେ ପୂର୍ବେ ତିଆରି କରାଯାଇଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀକୁ ମନେପକାନ୍ତୁ | | ଏହି ଅଧ୍ୟାୟରେ ପୂର୍ବେ ତିଆରି କରାଯାଇଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀକୁ ମନେପକାନ୍ତୁ | ||
|- | |- | ||
− | | 04: | + | | 04:28 |
| ଯଦି ଆପଣ ଗୋଟିଏ ଭିନ୍ନ ନାମ ଦେଇଥିଲେ, ତେବେ ଏଠାରେ ସେହି ନାମକୁ ଚୟନ କରନ୍ତୁ | | ଯଦି ଆପଣ ଗୋଟିଏ ଭିନ୍ନ ନାମ ଦେଇଥିଲେ, ତେବେ ଏଠାରେ ସେହି ନାମକୁ ଚୟନ କରନ୍ତୁ | ||
|- | |- | ||
− | |04: | + | |04:34 |
− | | କ୍ୟାଟେଗୋରୀ ପାଇଁ ଡ୍ରପ୍- | + | | କ୍ୟାଟେଗୋରୀ ପାଇଁ ଡ୍ରପ୍-ଡାଉନ୍ରୁ Library Staffକୁ ଚୟନ କରନ୍ତୁ |
|- | |- | ||
− | |04: | + | |04:40 |
− | | OPAC/ଷ୍ଟାଫ୍ ଲଗ୍-ଇନ୍ ବିଭାଗ ଅଧୀନରେ | + | | OPAC/ଷ୍ଟାଫ୍ ଲଗ୍-ଇନ୍ ବିଭାଗ ଅଧୀନରେ ୟୁଜର୍ମ୍ ଓ ପାସ୍ୱର୍ଡ ଲେଖନ୍ତୁ |
|- | |- | ||
− | | 04: | + | | 04:47 |
| ପ୍ରତ୍ୟେକ ନୂଆ ୟୁଜର୍, ଗୋଟିଏ ନୂଆ ୟୁଜର୍ ନେମ୍ ଓ ପାସୱର୍ଡ ତିଆରି କରିବା ଉଚିତ୍ | | ପ୍ରତ୍ୟେକ ନୂଆ ୟୁଜର୍, ଗୋଟିଏ ନୂଆ ୟୁଜର୍ ନେମ୍ ଓ ପାସୱର୍ଡ ତିଆରି କରିବା ଉଚିତ୍ | ||
|- | |- | ||
− | | 04: | + | | 04:53 |
− | | ମୁଁ ୟୁଜର୍ | + | | ମୁଁ ୟୁଜର୍ ନେମ୍କୁ Bella ଓ |
|- | |- | ||
− | | 04: | + | | 04:57 |
| ପାସୱର୍ଡକୁ library ଭାବେ ଲେଖିବି | | ପାସୱର୍ଡକୁ library ଭାବେ ଲେଖିବି | ||
|- | |- | ||
− | | | + | |05:00 |
| ପୁନର୍ବାର, Confirm password: ଫିଲ୍ଡରେ ସମାନ ପାସୱର୍ଡକୁ ଲେଖନ୍ତୁ | | ପୁନର୍ବାର, Confirm password: ଫିଲ୍ଡରେ ସମାନ ପାସୱର୍ଡକୁ ଲେଖନ୍ତୁ | ||
|- | |- | ||
− | | | + | |05:06 |
| ଏହି ୟୁଜର୍ ନେମ୍ ଓ ପାସୱର୍ଡକୁ ମନେରଖନ୍ତୁ | | ଏହି ୟୁଜର୍ ନେମ୍ ଓ ପାସୱର୍ଡକୁ ମନେରଖନ୍ତୁ | ||
|- | |- | ||
− | | | + | | 05:10 |
| ଜଣେ ଷ୍ଟାଫ୍ଙ୍କୁ ଅଧିକାର/ଅନୁମତି ଦେବା ପାଇଁ ଏହା କିଛି ସମୟ ପରେ ବ୍ୟବହାର କରାଯିବ | | ଜଣେ ଷ୍ଟାଫ୍ଙ୍କୁ ଅଧିକାର/ଅନୁମତି ଦେବା ପାଇଁ ଏହା କିଛି ସମୟ ପରେ ବ୍ୟବହାର କରାଯିବ | ||
|- | |- | ||
− | |05: | + | |05:17 |
− | | ସମସ୍ତ ବିବରଣୀ ପୂରଣ କରାଯିବା ପରେ, | + | | ସମସ୍ତ ବିବରଣୀ ପୂରଣ କରାଯିବା ପରେ, ପେଜ୍ର ଉପରକୁ ଯାଇ Saveରେ କ୍ଲିକ୍ କରନ୍ତୁ |
|- | |- | ||
− | |05: | + | |05:25 |
− | | | + | | ପ୍ୟାଟ୍ରନ୍ ର ନାମ ଓ କାର୍ଡ ନମ୍ବର୍ ଥିବା ଗୋଟିଏ ନୂଆ ପେଜ୍ ଖୋଲିବ |
|- | |- | ||
− | | 05: | + | | 05:31 |
− | | ଏହି କ୍ଷେତ୍ରରେ, ପୂର୍ବେ ଲେଖାଯାଇଥିବା ଅନୁସାରେ କାର୍ଡ ନମ୍ବର୍ 1 ସହିତ Ms Bella Tony ଭାବେ | + | | ଏହି କ୍ଷେତ୍ରରେ, ପୂର୍ବେ ଲେଖାଯାଇଥିବା ଅନୁସାରେ କାର୍ଡ ନମ୍ବର୍ 1 ସହିତ Ms Bella Tony ଭାବେ ପେଜ୍ର ପାଟ୍ରନ୍ ଅଛି |
|- | |- | ||
− | |05: | + | |05:41 |
− | | ବିଭାଗକୁ ଏଡିଟ୍ କରିବା ପାଇଁ Edit | + | | ବିଭାଗକୁ ଏଡିଟ୍ କରିବା ପାଇଁ Edit ଟାବ୍ରେ କ୍ଲିକ୍ କରନ୍ତୁ, ଯାହା ସମ୍ୱନ୍ଧିତ ବିଭାଗର ତଳେ ସ୍ଥାପିତ କରାଯାଇଛି |
|- | |- | ||
− | |05: | + | |05:49 |
− | | ବର୍ତ୍ତମାନ, | + | | ବର୍ତ୍ତମାନ, ପ୍ୟାଟ୍ରନ୍ଗୁଡ଼ିକୁ କିପରି ଅନୁମତି ଦିଆଯାଏ, ଚାଲନ୍ତୁ ଶିଖିବା |
|- | |- | ||
− | |05: | + | |05:55 |
| ସମାନ ପେଜ୍ରେ, ଟାବ୍ Moreକୁ ଚିହ୍ନଟ କରନ୍ତୁ ଏବଂ Set Permissionsରେ କ୍ଲିକ୍ କରନ୍ତୁ | | ସମାନ ପେଜ୍ରେ, ଟାବ୍ Moreକୁ ଚିହ୍ନଟ କରନ୍ତୁ ଏବଂ Set Permissionsରେ କ୍ଲିକ୍ କରନ୍ତୁ | ||
|- | |- | ||
− | | | + | |06:03 |
| Set permissions for Bella Tony ଶୀର୍ଷକ ଥିବା ଗୋଟିଏ ନୂଆ ପେଜ୍ ଖୋଲିବ | | Set permissions for Bella Tony ଶୀର୍ଷକ ଥିବା ଗୋଟିଏ ନୂଆ ପେଜ୍ ଖୋଲିବ | ||
|- | |- | ||
− | | | + | |06:09 |
| (superlibrarian) ସମସ୍ତ ଲାଇବ୍ରେରିଆନ୍ କାର୍ଯ୍ୟକଳାପ ପାଇଁ ଆକ୍ସେସ୍ ପାଇଁ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ | | (superlibrarian) ସମସ୍ତ ଲାଇବ୍ରେରିଆନ୍ କାର୍ଯ୍ୟକଳାପ ପାଇଁ ଆକ୍ସେସ୍ ପାଇଁ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ | ||
|- | |- | ||
− | | | + | |06:16 |
| ତା’ପରେ ପେଜ୍ ତଳେ ଥିବା Save ଉପରେ କ୍ଲିକ୍ କରନ୍ତୁ | | ତା’ପରେ ପେଜ୍ ତଳେ ଥିବା Save ଉପରେ କ୍ଲିକ୍ କରନ୍ତୁ | ||
|- | |- | ||
− | |06: | + | |06:21 |
| ବର୍ତ୍ତମାନ, ସମସ୍ତ ଲାଇବ୍ରେରୀ କାର୍ଯ୍ୟକଳାପ ପାଇଁ ଆକ୍ସେସ୍ ରହିଥିବା, Superlibrarian Ms Bella Tony ତିଆରି କରାଗଲା | | ବର୍ତ୍ତମାନ, ସମସ୍ତ ଲାଇବ୍ରେରୀ କାର୍ଯ୍ୟକଳାପ ପାଇଁ ଆକ୍ସେସ୍ ରହିଥିବା, Superlibrarian Ms Bella Tony ତିଆରି କରାଗଲା | ||
|- | |- | ||
− | |06: | + | |06:30 |
| ଏହି superlibrarian ଆକାଉଣ୍ଟ ସହିତ ଜଣେ ଷ୍ଟାଫ୍ଙ୍କୁ ଅଧିକାର/ଅନୁମତି ପ୍ରଦାନ କରିହେବ | | ଏହି superlibrarian ଆକାଉଣ୍ଟ ସହିତ ଜଣେ ଷ୍ଟାଫ୍ଙ୍କୁ ଅଧିକାର/ଅନୁମତି ପ୍ରଦାନ କରିହେବ | ||
|- | |- | ||
− | | 06: | + | | 06:37 |
| ତେଣୁ, Koha ଲାଇବ୍ରେରୀ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍ରେ ଏହାର ଗୋଟିଏ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି | | ତେଣୁ, Koha ଲାଇବ୍ରେରୀ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍ରେ ଏହାର ଗୋଟିଏ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି | ||
|- | |- | ||
− | |06: | + | |06:43 |
| ବର୍ତ୍ତମାନ ଚାଲନ୍ତୁ, ଜଣେ ଷ୍ଟାଫ୍ଙ୍କୁ କିପରି ଗୋଟିଏ ନିର୍ଦ୍ଦିଷ୍ଟ ମଡ୍ୟୁଲ୍ ପାଇଁ ଆକ୍ସେସ୍ ପ୍ରଦାନ କରାଯାଏ, ଶିଖିବା | | ବର୍ତ୍ତମାନ ଚାଲନ୍ତୁ, ଜଣେ ଷ୍ଟାଫ୍ଙ୍କୁ କିପରି ଗୋଟିଏ ନିର୍ଦ୍ଦିଷ୍ଟ ମଡ୍ୟୁଲ୍ ପାଇଁ ଆକ୍ସେସ୍ ପ୍ରଦାନ କରାଯାଏ, ଶିଖିବା | ||
|- | |- | ||
− | |06: | + | |06:50 |
| ଜଣେ ଡାଟାବେସ୍ ଆଡମିନିଷ୍ଟ୍ରେଟର୍ ୟୁଜର୍ ଭାବେ ନିଜର ସାମ୍ପ୍ରତିକ ସେସନ୍ରୁ ଲଗ୍-ଆଉଟ୍ କରନ୍ତୁ | | ଜଣେ ଡାଟାବେସ୍ ଆଡମିନିଷ୍ଟ୍ରେଟର୍ ୟୁଜର୍ ଭାବେ ନିଜର ସାମ୍ପ୍ରତିକ ସେସନ୍ରୁ ଲଗ୍-ଆଉଟ୍ କରନ୍ତୁ | ||
|- | |- | ||
− | | 06: | + | | 06:56 |
| ଏହା କରିବା ପାଇଁ ଉପର ଡାହାଣପଟ କୋଣକୁ ଯାଆନ୍ତୁ ଏବଂ No Library Setରେ କ୍ଲିକ୍ କରନ୍ତୁ | | ଏହା କରିବା ପାଇଁ ଉପର ଡାହାଣପଟ କୋଣକୁ ଯାଆନ୍ତୁ ଏବଂ No Library Setରେ କ୍ଲିକ୍ କରନ୍ତୁ | ||
|- | |- | ||
− | | | + | | 07:03 |
| ଡ୍ରପ୍-ଡାଉନ୍ରେ ଥିବା Log outରେ କ୍ଲିକ୍ କରନ୍ତୁ | | ଡ୍ରପ୍-ଡାଉନ୍ରେ ଥିବା Log outରେ କ୍ଲିକ୍ କରନ୍ତୁ | ||
|- | |- | ||
− | | | + | |07:08 |
| ବର୍ତ୍ତମାନ Superlibrarian ଆକାଉଣ୍ଟରେ ଲଗ୍-ଇନ୍ କରନ୍ତୁ | | ବର୍ତ୍ତମାନ Superlibrarian ଆକାଉଣ୍ଟରେ ଲଗ୍-ଇନ୍ କରନ୍ତୁ | ||
|- | |- | ||
− | | | + | |07:13 |
| ଜଣେ Superlibrarian, ଅନ୍ୟ ଜଣେ ଷ୍ଟାଫ୍ଙ୍କୁ ଅନ୍ୟ କୌଣସି ମଡ୍ୟୁଲ୍କୁ ଆକ୍ସେସ୍ କରିବା ପାଇଁ ଅଧିକାର କିମ୍ବା ଅନୁମତି ପ୍ରଦାନ କରିପାରିବେ | | ଜଣେ Superlibrarian, ଅନ୍ୟ ଜଣେ ଷ୍ଟାଫ୍ଙ୍କୁ ଅନ୍ୟ କୌଣସି ମଡ୍ୟୁଲ୍କୁ ଆକ୍ସେସ୍ କରିବା ପାଇଁ ଅଧିକାର କିମ୍ବା ଅନୁମତି ପ୍ରଦାନ କରିପାରିବେ | ||
|- | |- | ||
− | | 07: | + | | 07:22 |
| ଉଦାହରଣସ୍ଵରୂପ- Cataloging ମଡ୍ୟୁଲ୍, Circulation ମଡ୍ୟୁଲ୍, | | ଉଦାହରଣସ୍ଵରୂପ- Cataloging ମଡ୍ୟୁଲ୍, Circulation ମଡ୍ୟୁଲ୍, | ||
|- | |- | ||
− | | 07: | + | | 07:27 |
| Serial Control, Acquisition, ଆଦି | | Serial Control, Acquisition, ଆଦି | ||
|- | |- | ||
− | |07: | + | |07:32 |
− | | ପୂର୍ବେ ବର୍ଣ୍ଣନା କରାଯାଇଥିବା ଭଳି ଗୋଟିଏ | + | | ପୂର୍ବେ ବର୍ଣ୍ଣନା କରାଯାଇଥିବା ଭଳି ଗୋଟିଏ ପାଟ୍ରନ୍ ତିଆରି କରନ୍ତୁ |
|- | |- | ||
− | | 07: | + | | 07:36 |
− | | New Patron ଟାବ୍ ଉପରେ କ୍ଲିକ୍ କରନ୍ତୁ. ଡ୍ରପ୍- | + | | New Patron ଟାବ୍ ଉପରେ କ୍ଲିକ୍ କରନ୍ତୁ. ଡ୍ରପ୍-ଡାଉନ୍ରୁ Library Staff ଚୟନ କରନ୍ତୁ |
|- | |- | ||
− | | 07: | + | | 07:43 |
| ସାଲୁଟେଶନ୍କୁ Ms. ଭାବେ ଚୟନ କରନ୍ତୁ. ସରନେମ୍କୁ Samruddhi ଭାବେ ଲେଖନ୍ତୁ | | ସାଲୁଟେଶନ୍କୁ Ms. ଭାବେ ଚୟନ କରନ୍ତୁ. ସରନେମ୍କୁ Samruddhi ଭାବେ ଲେଖନ୍ତୁ | ||
|- | |- | ||
− | |07: | + | |07:51 |
| କ୍ୟାଟେଗୋରୀ ପାଇଁ ଡ୍ରପ୍-ଡାଉନ୍ରୁ Library Staff ଚୟନ କରନ୍ତୁ | | କ୍ୟାଟେଗୋରୀ ପାଇଁ ଡ୍ରପ୍-ଡାଉନ୍ରୁ Library Staff ଚୟନ କରନ୍ତୁ | ||
|- | |- | ||
− | | 07: | + | | 07:57 |
| ଅନ୍ୟ କୌଣସି ବିକଳ୍ପ ଚୟନ କରନ୍ତୁ ନାହିଁ | | ଅନ୍ୟ କୌଣସି ବିକଳ୍ପ ଚୟନ କରନ୍ତୁ ନାହିଁ | ||
|- | |- | ||
− | | | + | |08:01 |
| ବିଭାଗ OPAC/Staff login ଅଧୀନରେ, | | ବିଭାଗ OPAC/Staff login ଅଧୀନରେ, | ||
+ | ୟୁଜରନେମ୍ ଭାବେ Samruddhi ଏବଂ ପାସୱର୍ଡ ଭାବେ patron ଲେଖନ୍ତୁ | ||
|- | |- | ||
− | | | + | |08:13 |
− | + | ||
− | + | ||
− | + | ||
− | + | ||
| ପୁନର୍ବାର, Confirm ପାସୱର୍ଡ ଫିଲ୍ଡରେ ସମାନ ପାସୱର୍ଡ ଲେଖନ୍ତୁ | | ପୁନର୍ବାର, Confirm ପାସୱର୍ଡ ଫିଲ୍ଡରେ ସମାନ ପାସୱର୍ଡ ଲେଖନ୍ତୁ | ||
|- | |- | ||
− | | | + | |08:19 |
| ଜଣେ ଷ୍ଟାଫ୍ ଭାବେ ଆଗକୁ ଲଗ୍-ଇନ୍ ପାଇଁ ବ୍ୟବହାର କରିବା ସକାଶେ ଏହି ୟୁଜରନେମ୍ ଓ ପାସୱର୍ଡକୁ ମନେରଖନ୍ତୁ | | ଜଣେ ଷ୍ଟାଫ୍ ଭାବେ ଆଗକୁ ଲଗ୍-ଇନ୍ ପାଇଁ ବ୍ୟବହାର କରିବା ସକାଶେ ଏହି ୟୁଜରନେମ୍ ଓ ପାସୱର୍ଡକୁ ମନେରଖନ୍ତୁ | ||
|- | |- | ||
− | |08: | + | |08:27 |
− | | ସମସ୍ତ ବିବରଣୀ ପୂରଣ କରିସାରିବା ପରେ ପେଜ୍ର | + | | ସମସ୍ତ ବିବରଣୀ ପୂରଣ କରିସାରିବା ପରେ ପେଜ୍ର ଉପରିଭାଗରେ ଥିବା Saveରେ କ୍ଲିକ୍ କରନ୍ତୁ |
|- | |- | ||
− | |08: | + | |08:34 |
− | | ବର୍ତ୍ତମାନ, ଏହି ନିର୍ଦ୍ଦିଷ୍ଟ | + | | ବର୍ତ୍ତମାନ, ଏହି ନିର୍ଦ୍ଦିଷ୍ଟ ପାଟ୍ରନ୍ ପାଇଁ ଅନୁମତି ପ୍ରଦାନ କରନ୍ତୁ |
|- | |- | ||
− | |08: | + | |08:39 |
− | | More | + | | More ଟାବ୍ କୁ ଯାଆନ୍ତୁ ଏବଂ Set Permissionsରେ କ୍ଲିକ୍ କରନ୍ତୁ |
|- | |- | ||
− | |08: | + | |08:45 |
| ଶୀର୍ଷକ Set permissions for Samruddhi ଥିବା ଗୋଟିଏ ନୂଆ ପେଜ୍ ଖୋଲିବ | | ଶୀର୍ଷକ Set permissions for Samruddhi ଥିବା ଗୋଟିଏ ନୂଆ ପେଜ୍ ଖୋଲିବ | ||
|- | |- | ||
− | | 08: | + | | 08:52 |
− | | ଏହା, ଆମେ ତିଆରି କରିଥିବା | + | | ଏହା, ଆମେ ତିଆରି କରିଥିବା ପାଟ୍ରନ୍ର ନାମ ଅଟେ |
|- | |- | ||
− | |08: | + | |08:57 |
| (circulate) ଚେକ୍ ଆଉଟ୍ ଓ ଚେକ୍ ଇନ୍ ଆଇଟମଗୁଡ଼ିକ ପାଇଁ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ | | (circulate) ଚେକ୍ ଆଉଟ୍ ଓ ଚେକ୍ ଇନ୍ ଆଇଟମଗୁଡ଼ିକ ପାଇଁ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ | ||
|- | |- | ||
− | | | + | |09:04 |
| ତା’ପରେ, ଷ୍ଟାଫ୍ ଲଗ୍-ଇନ୍ ପାଇଁ ଆବଶ୍ୟକ (catalogue) ନିମନ୍ତେ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ | | ତା’ପରେ, ଷ୍ଟାଫ୍ ଲଗ୍-ଇନ୍ ପାଇଁ ଆବଶ୍ୟକ (catalogue) ନିମନ୍ତେ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ | ||
|- | |- | ||
− | | | + | |09:12 |
| (borrowers) Add, modify and view patron information ଉପରେ କ୍ଲିକ୍ କରନ୍ତୁ | | (borrowers) Add, modify and view patron information ଉପରେ କ୍ଲିକ୍ କରନ୍ତୁ | ||
|- | |- | ||
− | | | + | |09:19 |
| ତା’ପରେ, ଏଠାରେ ଥିବା ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ | | ତା’ପରେ, ଏଠାରେ ଥିବା ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ | ||
|- | |- | ||
− | | | + | | 09:24 |
| reserve for others Place and modify holds for patronsରେ କ୍ଲିକ୍ କରନ୍ତୁ | | reserve for others Place and modify holds for patronsରେ କ୍ଲିକ୍ କରନ୍ତୁ | ||
|- | |- | ||
− | | 09: | + | | 09:31 |
| ତା’ପରେ Edit catalog ଟାବ୍କୁ ଆସନ୍ତୁ | | ତା’ପରେ Edit catalog ଟାବ୍କୁ ଆସନ୍ତୁ | ||
|- | |- | ||
− | | 09: | + | | 09:35 |
| ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ (Modify bibliographic/holdings data) ପାଇଁ ଏଡିଟ୍ କ୍ୟାଟାଲଗ୍ (editcatalogue)ରେ କ୍ଲିକ୍ କରନ୍ତୁ | | ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ (Modify bibliographic/holdings data) ପାଇଁ ଏଡିଟ୍ କ୍ୟାଟାଲଗ୍ (editcatalogue)ରେ କ୍ଲିକ୍ କରନ୍ତୁ | ||
|- | |- | ||
− | |09: | + | |09:46 |
| ତା’ପରେ, Acquisition ଟାବ୍କୁ ଆସନ୍ତୁ. ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ Acquisition ଏବଂ/କିମ୍ବା ପରାମର୍ଶ ପରିଚାଳନା ସକାଶେ (acquisition)ରେ କ୍ଲିକ୍ କରନ୍ତୁ | | ତା’ପରେ, Acquisition ଟାବ୍କୁ ଆସନ୍ତୁ. ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ Acquisition ଏବଂ/କିମ୍ବା ପରାମର୍ଶ ପରିଚାଳନା ସକାଶେ (acquisition)ରେ କ୍ଲିକ୍ କରନ୍ତୁ | ||
|- | |- | ||
− | |09: | + | |09:59 |
| ତା’ପରେ, tool ଟାବ୍ ପାଇଁ ଏଠାରେ ଥିବା ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ | | ତା’ପରେ, tool ଟାବ୍ ପାଇଁ ଏଠାରେ ଥିବା ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ | ||
|- | |- | ||
− | | | + | | 10:05 |
− | | ଏବଂ | + | | ଏବଂ ପାଟ୍ରନ୍ ଇମେଜ୍କୁ ବ୍ୟାଚ୍ରେ କିମ୍ବା ଏକ ସମୟରେ ଗୋଟିଏ ଅପଲୋଡ୍ କରିବା ପାଇଁ (batch_upload_patron_images)ରେ କ୍ଲିକ୍ କରନ୍ତୁ |
|- | |- | ||
− | | | + | |10:16 |
| (edit_patrons) Perform batch modification of patrons ରେ କ୍ଲିକ୍ କରନ୍ତୁ | | (edit_patrons) Perform batch modification of patrons ରେ କ୍ଲିକ୍ କରନ୍ତୁ | ||
|- | |- | ||
− | | | + | |10:24 |
− | | | + | | ପାଟ୍ରନ୍ ଡାଟା ଇମ୍ପୋର୍ଟ କରିବା ପାଇଁ (import_patrons)କୁ ମଧ୍ୟ ଚୟନ କରନ୍ତୁ |
|- | |- | ||
− | |10: | + | |10:30 |
| Edit authorities ଉପରେ ମଧ୍ୟ କ୍ଲିକ୍ କରନ୍ତୁ | | Edit authorities ଉପରେ ମଧ୍ୟ କ୍ଲିକ୍ କରନ୍ତୁ | ||
|- | |- | ||
− | |10: | + | |10:36 |
| ଏବେ, ରିପୋର୍ଟ ମଡ୍ୟୁଲ୍ ଆକ୍ସେସ୍ର ଅନୁମତି ପାଇଁ (reports) ଟାବ୍କୁ ଯାଆନ୍ତୁ | | ଏବେ, ରିପୋର୍ଟ ମଡ୍ୟୁଲ୍ ଆକ୍ସେସ୍ର ଅନୁମତି ପାଇଁ (reports) ଟାବ୍କୁ ଯାଆନ୍ତୁ | ||
|- | |- | ||
− | | 10: | + | | 10:43 |
| ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ Execute SQL reports ପାଇଁ (execute _reports)କୁ ଚୟନ କରନ୍ତୁ | | ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ Execute SQL reports ପାଇଁ (execute _reports)କୁ ଚୟନ କରନ୍ତୁ | ||
|- | |- | ||
− | |10: | + | |10:52 |
| ତା’ପରେ ପେଜ୍ର ନିମ୍ନଭାଗରେ ଥିବା Save ଉପରେ କ୍ଲିକ୍ କରନ୍ତୁ | | ତା’ପରେ ପେଜ୍ର ନିମ୍ନଭାଗରେ ଥିବା Save ଉପରେ କ୍ଲିକ୍ କରନ୍ତୁ | ||
|- | |- | ||
− | |10: | + | |10:57 |
− | | ଏହା ସହିତ, Ms. Samruddhi ନାମକ ଜଣେ ଲାଇବ୍ରେରୀ | + | | ଏହା ସହିତ, Ms. Samruddhi ନାମକ ଜଣେ ଲାଇବ୍ରେରୀ ଷ୍ଟାଫ୍ଙ୍କୁ ସମସ୍ତ ଆବଶ୍ୟକ ଅଧିକାର ପ୍ରଦାନ କରାଗଲା |
|- | |- | ||
− | | | + | |11:06 |
| ବର୍ତ୍ତମାନ, superlibrarian ଆକାଉଣ୍ଟରୁ ଲଗ୍-ଆଉଟ୍ କରନ୍ତୁ | | ବର୍ତ୍ତମାନ, superlibrarian ଆକାଉଣ୍ଟରୁ ଲଗ୍-ଆଉଟ୍ କରନ୍ତୁ | ||
|- | |- | ||
− | | | + | | 11:11 |
− | | ଏହା କରିବା ପାଇଁ ଉପର ଡାହାଣପଟ କୋଣକୁ ଯାଆନ୍ତୁ. ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀ ଉପରେ କ୍ଲିକ୍ କରି ଡ୍ରପ୍- | + | | ଏହା କରିବା ପାଇଁ ଉପର ଡାହାଣପଟ କୋଣକୁ ଯାଆନ୍ତୁ. ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀ ଉପରେ କ୍ଲିକ୍ କରି ଡ୍ରପ୍-ଡାଉନ୍ରେ ଥିବା Log outରେ କ୍ଲିକ୍ କରନ୍ତୁ |
|- | |- | ||
− | | | + | |11:23 |
| ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ | | ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ | ||
|- | |- | ||
− | | | + | |11:27 |
| ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ, | | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ, | ||
|- | |- | ||
− | | 11: | + | | 11:33 |
− | | ଗୋଟିଏ | + | | ଗୋଟିଏ ପାଟ୍ରନ୍ କ୍ୟାଟେଗୋରୀ ଯୋଡ଼ିବା, ଗୋଟିଏ ପାଟ୍ରନ୍ ତିଆରି କରିବା, |
|- | |- | ||
− | | 11: | + | | 11:39 |
− | | ଗୋଟିଏ Superlibrarian ତିଆରି କରିବା, ଗୋଟିଏ ନିର୍ଦ୍ଦିଷ୍ଟ ମଡ୍ୟୁଲ୍ ପାଇଁ ଜଣେ | + | | ଗୋଟିଏ Superlibrarian ତିଆରି କରିବା, ଗୋଟିଏ ନିର୍ଦ୍ଦିଷ୍ଟ ମଡ୍ୟୁଲ୍ ପାଇଁ ଜଣେ ଷ୍ଟାଫ୍ଙ୍କୁ ଆକ୍ସେସ୍ ପ୍ରଦାନ କରିବା |
|- | |- | ||
− | |11: | + | |11:47 |
− | | ଆସାଇନମେଣ୍ଟ ଭାବେ, Research Scholar ନାମକ ଗୋଟିଏ ନୂଆ | + | | ଆସାଇନମେଣ୍ଟ ଭାବେ, Research Scholar ନାମକ ଗୋଟିଏ ନୂଆ ପାଟ୍ରନ୍ କ୍ୟାଟେଗୋରୀକୁ ଯୋଡ଼ନ୍ତୁ |
|- | |- | ||
− | |11: | + | |11:54 |
− | | Superlibrarian ପାଇଁ ଆସାଇନମେଣ୍ଟ: ନିମ୍ନଲିଖିତ କାର୍ଯ୍ୟ ପାଇଁ ଜଣେ ନୂଆ | + | | Superlibrarian ପାଇଁ ଆସାଇନମେଣ୍ଟ: ନିମ୍ନଲିଖିତ କାର୍ଯ୍ୟ ପାଇଁ ଜଣେ ନୂଆ ଷ୍ଟାଫ୍ଙ୍କୁ ଯୋଡ଼ନ୍ତୁ |
|- | |- | ||
− | | | + | | 12:01 |
| ସମସ୍ତ Cataloging ଅଧିକାରଗୁଡ଼ିକୁ ଆସାଇନ୍ କରନ୍ତୁ ଏବଂ ସମସ୍ତ Acquisition ଅଧିକାରଗୁଡ଼ିକୁ ଯୋଡ଼ନ୍ତୁ | | ସମସ୍ତ Cataloging ଅଧିକାରଗୁଡ଼ିକୁ ଆସାଇନ୍ କରନ୍ତୁ ଏବଂ ସମସ୍ତ Acquisition ଅଧିକାରଗୁଡ଼ିକୁ ଯୋଡ଼ନ୍ତୁ | ||
|- | |- | ||
− | | | + | | 12:09 |
| ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ | | ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ | ||
|- | |- | ||
− | | | + | | 12:17 |
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ | ||
|- | |- | ||
− | | | + | |12:28 |
| ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ କରନ୍ତୁ | | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ କରନ୍ତୁ | ||
|- | |- | ||
− | | 12: | + | | 12:32 |
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ | ||
|- | |- | ||
− | |12: | + | |12:45 |
| ଆଇଆଇଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | | ଆଇଆଇଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | ||
|} | |} |
Latest revision as of 01:24, 13 April 2019
|
|
00:01 | ବନ୍ଧୁଗଣ, ଗୋଟିଏ Superlibrarian ତିଆରି ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା- ଗୋଟିଏ ପାଟ୍ରନ୍ କ୍ୟାଟେଗୋରୀକୁ ଯୋଡ଼ିବା, |
00:11 | ଗୋଟିଏ ପାଟ୍ରନ୍ ତିଆରି କରିବା, |
00:14 | Superlibrarian ତିଆରି କରିବା ଏବଂ |
00:17 | ଗୋଟିଏ ନିର୍ଦ୍ଦିଷ୍ଟ ମଡ୍ୟୁଲ୍ ପାଇଁ ଜଣେ ଷ୍ଟାଫ୍ଙ୍କୁ ଆକ୍ସେସ୍ ପ୍ରଦାନ କରିବା |
00:22 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ଉବୁଣ୍ଟୁ Linux Operating ସିଷ୍ଟମ୍ 16.04 ଏବଂ Koha ଭର୍ସନ୍ 16.05 ବ୍ୟବହାର କରୁଛି |
00:35 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଶିକ୍ଷାର୍ଥୀଙ୍କର Library Science ଉପରେ ଜ୍ଞାନ ଥିବା ଆବଶ୍ୟକ |
00:42 | ଏହି ଟ୍ୟୁଟୋରିଆଲ୍କୁ ଅଭ୍ୟାସ କରିବା ପାଇଁ ଆପଣଙ୍କ ସିଷ୍ଟମ୍ରେ ନିଶ୍ଚିତ ରୂପେ Koha ଇନଷ୍ଟଲ୍ ହୋଇଥିବା ଆବଶ୍ୟକ |
00:48 | ଏବଂ Kohaରେ Adminକୁ ମଧ୍ୟ ଆକ୍ସେସ୍ ଥିବା ଆବଶ୍ୟକ |
00:53 | ଅଧିକ ବିବରଣୀ ପାଇଁ ଏହି ୱେବସାଇଟରେ ଥିବା Koha Spoken Tutorialର ଅଧ୍ୟାୟଗୁଡ଼ିକୁ ଦୟାକରି ରେଫର୍ କରନ୍ତୁ |
01:00 | ଚାଲନ୍ତୁ କିପରି ଗୋଟିଏ ପାଟ୍ରନ୍ ଶ୍ରେଣୀକୁ ଯୋଡ଼ାଯାଏ, ତାହା ଶିଖିବାରୁ ଆରମ୍ଭ କରିବା |
01:05 | ନିଜର ଡାଟାବେସ୍ ଆଡ୍ମିନିଷ୍ଟ୍ରେଟର୍ ୟୁଜରନେମ୍ ଓ ପାସୱର୍ଡ ବ୍ୟବହାର କରି Kohaରେ ଲଗ୍-ଇନ୍ କରନ୍ତୁ |
01:13 | Koha Administrationରେ କ୍ଲିକ୍ କରନ୍ତୁ |
01:18 | ପାଟ୍ରନ୍ ଓ ସର୍କୁଲେଶନ୍ ଅଧିନରେ ଥିବା Patron categoriesରେ କ୍ଲିକ୍ କରନ୍ତୁ |
01:24 | ପାଟ୍ରନ୍ କ୍ୟାଟେଗୋରୀ ନାମକ ଗୋଟିଏ ନୂଆ ପେଜ୍ ଖୋଲିବ |
01:28 | New Categoryରେ କ୍ଲିକ୍ କରନ୍ତୁ |
01:31 | New category ନାମକ ଗୋଟିଏ ନୂଆ ପେଜ୍ ଖୋଲିବ, ଯେଉଁଥିରେ କିଛି ବିବରଣୀ ପୂରଣ କରିବା ପାଇଁ ପ୍ରମ୍ପ୍ଟ କରାଯାଇଛି |
01:38 | ପୂର୍ବେ କୁହାଯାଇଥିବା ଭଳି, ଧ୍ୟାନ ଦିଅନ୍ତୁ ଯେ, ନାଲିରେ ଚିହ୍ନିତ ଫିଲ୍ଡଗୁଡ଼ିକ ବାଧ୍ୟତାମୂଳକ ଅଟେ |
01:45 | ମୁଁ ଏଠାରେ କିଛି ବିବରଣୀ ପୂରଣ କରିଛି. ଦୟାକରି ସେହିପରି କରନ୍ତୁ |
01:51 | କ୍ୟାଟେଗୋରୀ ପ୍ରକାର ପାଇଁ ଡ୍ରପ୍-ଡାଉନ୍ ତାଲିକାରୁ Staff ଚୟନ କରନ୍ତୁ |
01:57 | ଶାଖାଗୁଡ଼ିକର ସଂଖ୍ୟାକୁ ସୀମିତ କରିବା ପାଇଁ All Branches ଚୟନ କରନ୍ତୁ |
02:02 | ତା’ପରେ ପେଜ୍ ତଳେ ଥିବା Save ଉପରେ କ୍ଲିକ୍ କରନ୍ତୁ |
02:07 | ଲେଖାଯାଇଥିବା କ୍ୟାଟେଗୋରୀ ନାମ, ପାଟ୍ରନ୍ କ୍ୟାଟେଗୋରୀ ପେଜ୍ରେ ଦୃଶ୍ୟମାନ ହେବ |
02:14 | ମୋ କ୍ଷେତ୍ରରେ, ଏହା Library Staff ପ୍ରଦର୍ଶନ କରିବ |
02:19 | ଏହା ସହିତ ଗୋଟିଏ ପାଟ୍ରନ୍ କ୍ୟାଟେଗୋରୀ ତିଆରି ହୋଇଯାଇଛି |
02:23 | ତା’ପରେ ଆମେ, ଗୋଟିଏ ପାଟ୍ରନ୍ କିପରି ତିଆରି କରାଯାଏ ଶିଖିବା |
02:28 | ଉପର ବାମପଟ କୋଣରେ ଥିବା Home ଉପରେ କ୍ଲିକ୍ କରନ୍ତୁ |
02:32 | Create a Patron ବୋଲି ପ୍ରମ୍ପ୍ଟ କରୁଥିବା ଗୋଟିଏ ଡାୟଲଗ୍ ବକ୍ସ ସହିତ Koha ହୋମ୍-ପେଜ୍ ଖୋଲିଯିବ |
02:39 | ଗୋଟିଏ ପାଟ୍ରନ୍ ତିଆରି କରିବା ବାଧ୍ୟତାମୂଳକ ଅଟେ. ଅନ୍ୟଥା, ଡାଟାବେସ୍ ଆଡମିନିଷ୍ଟ୍ରେଟର୍ ରୋଲ୍ରେ Kohaର କିଛି ଅଂଶ କାର୍ଯ୍ୟ କରିବ ନାହିଁ |
02:50 | ଡାଏଲଗ୍-ବକ୍ସରେ ପ୍ରମ୍ପ୍ଟ କରାଯାଇଥିବା Create Patronରେ କ୍ଲିକ୍ କରନ୍ତୁ |
02:56 | ଅନ୍ୟ ଭାବେ, ଆପଣ Koha ହୋମ୍ ପେଜ୍ ଉପରେ ଥିବା ପ୍ୟାଟ୍ରନ୍ରେ କ୍ଲିକ୍ କରିପାରିବେ |
03:02 | ମୁଁ Create Patronରେ କ୍ଲିକ୍ କରିବି |
03:06 | ଗୋଟିଏ ନୂଆ ପେଜ୍ ଖୋଲିଯିବ. ଟାବ୍ New Patron ଉପରେ କ୍ଲିକ୍ କରନ୍ତୁ |
03:12 | ଡ୍ରପ୍-ଡାଉନ୍ରୁ Library Staffକୁ ଚୟନ କରନ୍ତୁ |
03:17 | ଗୋଟିଏ ନୂଆ ପେଜ୍, ପାଟ୍ରନ୍ ଯୋଡ଼ନ୍ତୁ (ଲାଇବ୍ରେରୀ ଷ୍ଟାଫ୍) ଖୋଲିଯିବ |
03:22 | ବର୍ତ୍ତମାନ, ବିଭିନ୍ନ ବିଭାଗ ପାଇଁ ଆବଶ୍ୟକ ବିବରଣୀଗୁଡ଼ିକୁ ପୂରଣ କରନ୍ତୁ, ଯେପରି:
ପାଟ୍ରନ୍ ପରିଚୟ, ମୁଖ୍ୟ ଠିକଣା, ଯୋଗାଯୋଗ, ଆଦି |
03:34 | ଏଠାରେ ପ୍ରଦର୍ଶିତ ହେବା ଭଳି ମୁଁ କିଛି ବିବରଣୀ ପୂରଣ କରିଛି |
03:39 | ଏଠାରେ ତାଲିକାଭୁକ୍ତ ଥିବା କୌଣସି ଫିଲ୍ଡ ପାଇଁ ଯଦି ଆପଣଙ୍କ ପାଖରେ ସୂଚନା ନଥାଏ, ତେବେ ତାହାକୁ ସେହିପରି ଖାଲି ଛାଡ଼ିଦିଅନ୍ତୁ |
03:47 | ଭିଡିଓକୁ ପଜ୍ କରନ୍ତୁ ଏବଂ ସମସ୍ତ ବିବରଣୀ ପୂରଣ କରିବା ପରେ ଭିଡିଓକୁ ପୁନଃ ଚାଲୁ କରନ୍ତୁ |
03:53 | ଲାଇବ୍ରେରୀ ମ୍ୟାନେଜ୍ମେଣ୍ଟ ଅଧୀନରେ Card Number ଫିଲ୍ଡକୁ ଚିହ୍ନଟ କରନ୍ତୁ |
04:01 | ଧ୍ୟାନ ଦିଅନ୍ତୁ ଯେ, ସଂଖ୍ୟା 1, Koha ଦ୍ଵାରା ସ୍ଵଚାଳିତ ଭାବେ ତିଆରି ହୋଇଛି |
04:07 | ଅତଏବ, ଆପଣ ନିଜର Koha ଇଣ୍ଟରଫେସ୍ ରେ ଗୋଟିଏ ଭିନ୍ନ ସଂଖ୍ୟାକୁ ଦେଖିବେ |
04:13 | ତା’ପରେ ହେଉଛି, ଲାଇବ୍ରେରୀ |
04:16 | ଡ୍ରପ୍-ଡାଉନ୍ରୁ, ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀକୁ ଚୟନ କରନ୍ତୁ |
04:21 | ଏହି ଅଧ୍ୟାୟରେ ପୂର୍ବେ ତିଆରି କରାଯାଇଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀକୁ ମନେପକାନ୍ତୁ |
04:28 | ଯଦି ଆପଣ ଗୋଟିଏ ଭିନ୍ନ ନାମ ଦେଇଥିଲେ, ତେବେ ଏଠାରେ ସେହି ନାମକୁ ଚୟନ କରନ୍ତୁ |
04:34 | କ୍ୟାଟେଗୋରୀ ପାଇଁ ଡ୍ରପ୍-ଡାଉନ୍ରୁ Library Staffକୁ ଚୟନ କରନ୍ତୁ |
04:40 | OPAC/ଷ୍ଟାଫ୍ ଲଗ୍-ଇନ୍ ବିଭାଗ ଅଧୀନରେ ୟୁଜର୍ମ୍ ଓ ପାସ୍ୱର୍ଡ ଲେଖନ୍ତୁ |
04:47 | ପ୍ରତ୍ୟେକ ନୂଆ ୟୁଜର୍, ଗୋଟିଏ ନୂଆ ୟୁଜର୍ ନେମ୍ ଓ ପାସୱର୍ଡ ତିଆରି କରିବା ଉଚିତ୍ |
04:53 | ମୁଁ ୟୁଜର୍ ନେମ୍କୁ Bella ଓ |
04:57 | ପାସୱର୍ଡକୁ library ଭାବେ ଲେଖିବି |
05:00 | ପୁନର୍ବାର, Confirm password: ଫିଲ୍ଡରେ ସମାନ ପାସୱର୍ଡକୁ ଲେଖନ୍ତୁ |
05:06 | ଏହି ୟୁଜର୍ ନେମ୍ ଓ ପାସୱର୍ଡକୁ ମନେରଖନ୍ତୁ |
05:10 | ଜଣେ ଷ୍ଟାଫ୍ଙ୍କୁ ଅଧିକାର/ଅନୁମତି ଦେବା ପାଇଁ ଏହା କିଛି ସମୟ ପରେ ବ୍ୟବହାର କରାଯିବ |
05:17 | ସମସ୍ତ ବିବରଣୀ ପୂରଣ କରାଯିବା ପରେ, ପେଜ୍ର ଉପରକୁ ଯାଇ Saveରେ କ୍ଲିକ୍ କରନ୍ତୁ |
05:25 | ପ୍ୟାଟ୍ରନ୍ ର ନାମ ଓ କାର୍ଡ ନମ୍ବର୍ ଥିବା ଗୋଟିଏ ନୂଆ ପେଜ୍ ଖୋଲିବ |
05:31 | ଏହି କ୍ଷେତ୍ରରେ, ପୂର୍ବେ ଲେଖାଯାଇଥିବା ଅନୁସାରେ କାର୍ଡ ନମ୍ବର୍ 1 ସହିତ Ms Bella Tony ଭାବେ ପେଜ୍ର ପାଟ୍ରନ୍ ଅଛି |
05:41 | ବିଭାଗକୁ ଏଡିଟ୍ କରିବା ପାଇଁ Edit ଟାବ୍ରେ କ୍ଲିକ୍ କରନ୍ତୁ, ଯାହା ସମ୍ୱନ୍ଧିତ ବିଭାଗର ତଳେ ସ୍ଥାପିତ କରାଯାଇଛି |
05:49 | ବର୍ତ୍ତମାନ, ପ୍ୟାଟ୍ରନ୍ଗୁଡ଼ିକୁ କିପରି ଅନୁମତି ଦିଆଯାଏ, ଚାଲନ୍ତୁ ଶିଖିବା |
05:55 | ସମାନ ପେଜ୍ରେ, ଟାବ୍ Moreକୁ ଚିହ୍ନଟ କରନ୍ତୁ ଏବଂ Set Permissionsରେ କ୍ଲିକ୍ କରନ୍ତୁ |
06:03 | Set permissions for Bella Tony ଶୀର୍ଷକ ଥିବା ଗୋଟିଏ ନୂଆ ପେଜ୍ ଖୋଲିବ |
06:09 | (superlibrarian) ସମସ୍ତ ଲାଇବ୍ରେରିଆନ୍ କାର୍ଯ୍ୟକଳାପ ପାଇଁ ଆକ୍ସେସ୍ ପାଇଁ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ |
06:16 | ତା’ପରେ ପେଜ୍ ତଳେ ଥିବା Save ଉପରେ କ୍ଲିକ୍ କରନ୍ତୁ |
06:21 | ବର୍ତ୍ତମାନ, ସମସ୍ତ ଲାଇବ୍ରେରୀ କାର୍ଯ୍ୟକଳାପ ପାଇଁ ଆକ୍ସେସ୍ ରହିଥିବା, Superlibrarian Ms Bella Tony ତିଆରି କରାଗଲା |
06:30 | ଏହି superlibrarian ଆକାଉଣ୍ଟ ସହିତ ଜଣେ ଷ୍ଟାଫ୍ଙ୍କୁ ଅଧିକାର/ଅନୁମତି ପ୍ରଦାନ କରିହେବ |
06:37 | ତେଣୁ, Koha ଲାଇବ୍ରେରୀ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍ରେ ଏହାର ଗୋଟିଏ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି |
06:43 | ବର୍ତ୍ତମାନ ଚାଲନ୍ତୁ, ଜଣେ ଷ୍ଟାଫ୍ଙ୍କୁ କିପରି ଗୋଟିଏ ନିର୍ଦ୍ଦିଷ୍ଟ ମଡ୍ୟୁଲ୍ ପାଇଁ ଆକ୍ସେସ୍ ପ୍ରଦାନ କରାଯାଏ, ଶିଖିବା |
06:50 | ଜଣେ ଡାଟାବେସ୍ ଆଡମିନିଷ୍ଟ୍ରେଟର୍ ୟୁଜର୍ ଭାବେ ନିଜର ସାମ୍ପ୍ରତିକ ସେସନ୍ରୁ ଲଗ୍-ଆଉଟ୍ କରନ୍ତୁ |
06:56 | ଏହା କରିବା ପାଇଁ ଉପର ଡାହାଣପଟ କୋଣକୁ ଯାଆନ୍ତୁ ଏବଂ No Library Setରେ କ୍ଲିକ୍ କରନ୍ତୁ |
07:03 | ଡ୍ରପ୍-ଡାଉନ୍ରେ ଥିବା Log outରେ କ୍ଲିକ୍ କରନ୍ତୁ |
07:08 | ବର୍ତ୍ତମାନ Superlibrarian ଆକାଉଣ୍ଟରେ ଲଗ୍-ଇନ୍ କରନ୍ତୁ |
07:13 | ଜଣେ Superlibrarian, ଅନ୍ୟ ଜଣେ ଷ୍ଟାଫ୍ଙ୍କୁ ଅନ୍ୟ କୌଣସି ମଡ୍ୟୁଲ୍କୁ ଆକ୍ସେସ୍ କରିବା ପାଇଁ ଅଧିକାର କିମ୍ବା ଅନୁମତି ପ୍ରଦାନ କରିପାରିବେ |
07:22 | ଉଦାହରଣସ୍ଵରୂପ- Cataloging ମଡ୍ୟୁଲ୍, Circulation ମଡ୍ୟୁଲ୍, |
07:27 | Serial Control, Acquisition, ଆଦି |
07:32 | ପୂର୍ବେ ବର୍ଣ୍ଣନା କରାଯାଇଥିବା ଭଳି ଗୋଟିଏ ପାଟ୍ରନ୍ ତିଆରି କରନ୍ତୁ |
07:36 | New Patron ଟାବ୍ ଉପରେ କ୍ଲିକ୍ କରନ୍ତୁ. ଡ୍ରପ୍-ଡାଉନ୍ରୁ Library Staff ଚୟନ କରନ୍ତୁ |
07:43 | ସାଲୁଟେଶନ୍କୁ Ms. ଭାବେ ଚୟନ କରନ୍ତୁ. ସରନେମ୍କୁ Samruddhi ଭାବେ ଲେଖନ୍ତୁ |
07:51 | କ୍ୟାଟେଗୋରୀ ପାଇଁ ଡ୍ରପ୍-ଡାଉନ୍ରୁ Library Staff ଚୟନ କରନ୍ତୁ |
07:57 | ଅନ୍ୟ କୌଣସି ବିକଳ୍ପ ଚୟନ କରନ୍ତୁ ନାହିଁ |
08:01 | ବିଭାଗ OPAC/Staff login ଅଧୀନରେ,
ୟୁଜରନେମ୍ ଭାବେ Samruddhi ଏବଂ ପାସୱର୍ଡ ଭାବେ patron ଲେଖନ୍ତୁ |
08:13 | ପୁନର୍ବାର, Confirm ପାସୱର୍ଡ ଫିଲ୍ଡରେ ସମାନ ପାସୱର୍ଡ ଲେଖନ୍ତୁ |
08:19 | ଜଣେ ଷ୍ଟାଫ୍ ଭାବେ ଆଗକୁ ଲଗ୍-ଇନ୍ ପାଇଁ ବ୍ୟବହାର କରିବା ସକାଶେ ଏହି ୟୁଜରନେମ୍ ଓ ପାସୱର୍ଡକୁ ମନେରଖନ୍ତୁ |
08:27 | ସମସ୍ତ ବିବରଣୀ ପୂରଣ କରିସାରିବା ପରେ ପେଜ୍ର ଉପରିଭାଗରେ ଥିବା Saveରେ କ୍ଲିକ୍ କରନ୍ତୁ |
08:34 | ବର୍ତ୍ତମାନ, ଏହି ନିର୍ଦ୍ଦିଷ୍ଟ ପାଟ୍ରନ୍ ପାଇଁ ଅନୁମତି ପ୍ରଦାନ କରନ୍ତୁ |
08:39 | More ଟାବ୍ କୁ ଯାଆନ୍ତୁ ଏବଂ Set Permissionsରେ କ୍ଲିକ୍ କରନ୍ତୁ |
08:45 | ଶୀର୍ଷକ Set permissions for Samruddhi ଥିବା ଗୋଟିଏ ନୂଆ ପେଜ୍ ଖୋଲିବ |
08:52 | ଏହା, ଆମେ ତିଆରି କରିଥିବା ପାଟ୍ରନ୍ର ନାମ ଅଟେ |
08:57 | (circulate) ଚେକ୍ ଆଉଟ୍ ଓ ଚେକ୍ ଇନ୍ ଆଇଟମଗୁଡ଼ିକ ପାଇଁ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ |
09:04 | ତା’ପରେ, ଷ୍ଟାଫ୍ ଲଗ୍-ଇନ୍ ପାଇଁ ଆବଶ୍ୟକ (catalogue) ନିମନ୍ତେ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ |
09:12 | (borrowers) Add, modify and view patron information ଉପରେ କ୍ଲିକ୍ କରନ୍ତୁ |
09:19 | ତା’ପରେ, ଏଠାରେ ଥିବା ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ |
09:24 | reserve for others Place and modify holds for patronsରେ କ୍ଲିକ୍ କରନ୍ତୁ |
09:31 | ତା’ପରେ Edit catalog ଟାବ୍କୁ ଆସନ୍ତୁ |
09:35 | ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ (Modify bibliographic/holdings data) ପାଇଁ ଏଡିଟ୍ କ୍ୟାଟାଲଗ୍ (editcatalogue)ରେ କ୍ଲିକ୍ କରନ୍ତୁ |
09:46 | ତା’ପରେ, Acquisition ଟାବ୍କୁ ଆସନ୍ତୁ. ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ Acquisition ଏବଂ/କିମ୍ବା ପରାମର୍ଶ ପରିଚାଳନା ସକାଶେ (acquisition)ରେ କ୍ଲିକ୍ କରନ୍ତୁ |
09:59 | ତା’ପରେ, tool ଟାବ୍ ପାଇଁ ଏଠାରେ ଥିବା ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ |
10:05 | ଏବଂ ପାଟ୍ରନ୍ ଇମେଜ୍କୁ ବ୍ୟାଚ୍ରେ କିମ୍ବା ଏକ ସମୟରେ ଗୋଟିଏ ଅପଲୋଡ୍ କରିବା ପାଇଁ (batch_upload_patron_images)ରେ କ୍ଲିକ୍ କରନ୍ତୁ |
10:16 | (edit_patrons) Perform batch modification of patrons ରେ କ୍ଲିକ୍ କରନ୍ତୁ |
10:24 | ପାଟ୍ରନ୍ ଡାଟା ଇମ୍ପୋର୍ଟ କରିବା ପାଇଁ (import_patrons)କୁ ମଧ୍ୟ ଚୟନ କରନ୍ତୁ |
10:30 | Edit authorities ଉପରେ ମଧ୍ୟ କ୍ଲିକ୍ କରନ୍ତୁ |
10:36 | ଏବେ, ରିପୋର୍ଟ ମଡ୍ୟୁଲ୍ ଆକ୍ସେସ୍ର ଅନୁମତି ପାଇଁ (reports) ଟାବ୍କୁ ଯାଆନ୍ତୁ |
10:43 | ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ Execute SQL reports ପାଇଁ (execute _reports)କୁ ଚୟନ କରନ୍ତୁ |
10:52 | ତା’ପରେ ପେଜ୍ର ନିମ୍ନଭାଗରେ ଥିବା Save ଉପରେ କ୍ଲିକ୍ କରନ୍ତୁ |
10:57 | ଏହା ସହିତ, Ms. Samruddhi ନାମକ ଜଣେ ଲାଇବ୍ରେରୀ ଷ୍ଟାଫ୍ଙ୍କୁ ସମସ୍ତ ଆବଶ୍ୟକ ଅଧିକାର ପ୍ରଦାନ କରାଗଲା |
11:06 | ବର୍ତ୍ତମାନ, superlibrarian ଆକାଉଣ୍ଟରୁ ଲଗ୍-ଆଉଟ୍ କରନ୍ତୁ |
11:11 | ଏହା କରିବା ପାଇଁ ଉପର ଡାହାଣପଟ କୋଣକୁ ଯାଆନ୍ତୁ. ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀ ଉପରେ କ୍ଲିକ୍ କରି ଡ୍ରପ୍-ଡାଉନ୍ରେ ଥିବା Log outରେ କ୍ଲିକ୍ କରନ୍ତୁ |
11:23 | ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ |
11:27 | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ, |
11:33 | ଗୋଟିଏ ପାଟ୍ରନ୍ କ୍ୟାଟେଗୋରୀ ଯୋଡ଼ିବା, ଗୋଟିଏ ପାଟ୍ରନ୍ ତିଆରି କରିବା, |
11:39 | ଗୋଟିଏ Superlibrarian ତିଆରି କରିବା, ଗୋଟିଏ ନିର୍ଦ୍ଦିଷ୍ଟ ମଡ୍ୟୁଲ୍ ପାଇଁ ଜଣେ ଷ୍ଟାଫ୍ଙ୍କୁ ଆକ୍ସେସ୍ ପ୍ରଦାନ କରିବା |
11:47 | ଆସାଇନମେଣ୍ଟ ଭାବେ, Research Scholar ନାମକ ଗୋଟିଏ ନୂଆ ପାଟ୍ରନ୍ କ୍ୟାଟେଗୋରୀକୁ ଯୋଡ଼ନ୍ତୁ |
11:54 | Superlibrarian ପାଇଁ ଆସାଇନମେଣ୍ଟ: ନିମ୍ନଲିଖିତ କାର୍ଯ୍ୟ ପାଇଁ ଜଣେ ନୂଆ ଷ୍ଟାଫ୍ଙ୍କୁ ଯୋଡ଼ନ୍ତୁ |
12:01 | ସମସ୍ତ Cataloging ଅଧିକାରଗୁଡ଼ିକୁ ଆସାଇନ୍ କରନ୍ତୁ ଏବଂ ସମସ୍ତ Acquisition ଅଧିକାରଗୁଡ଼ିକୁ ଯୋଡ଼ନ୍ତୁ |
12:09 | ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
12:17 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
12:28 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ କରନ୍ତୁ |
12:32 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
12:45 | ଆଇଆଇଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |