Difference between revisions of "KTurtle/C2/Grammar-of-TurtleScript/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:01 | ନମସ୍କାର |- |00:02 | କେଟର୍ଟଲ୍ ରେ "Grammar of Turtle Script" ଉପରେ ସ୍ପୋ...")
 
Line 294: Line 294:
 
|-
 
|-
 
|06:19
 
|06:19
ଷ୍ଟୋର୍ ହେଲା ଏବଂ କାନଭାସ୍ ଉପରେ ଭାଲ୍ୟୁ True ପ୍ରଦର୍ଶିତ ହେଲା
+
| ଷ୍ଟୋର୍ ହେଲା ଏବଂ କାନଭାସ୍ ଉପରେ ଭାଲ୍ୟୁ True ପ୍ରଦର୍ଶିତ ହେଲା
 
|-
 
|-
 
|06:27
 
|06:27

Revision as of 13:06, 24 October 2015

Time Narration
00:01 ନମସ୍କାର
00:02 କେଟର୍ଟଲ୍ ରେ "Grammar of Turtle Script" ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲ୍ ରେ ଆପଣ ନିମ୍ନଲିଖିତ ଶିଖିବେ,
00:11 ଟର୍ଟଲ୍ ସ୍କ୍ରିପ୍ଟର ବ୍ୟାକରଣ ଏବଂ If-Else କଣ୍ଡିଶନ୍
00:16 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ ବ୍ୟବହାର କରୁଛି 12.04 ଓ କେଟର୍ଟଲ୍ ଭର୍ସନ୍ 0.8.1 ବିଟା
00:29 କେଟର୍ଟଲ୍ ର ମୌଳିକ କାର୍ଯ୍ୟ ଜ୍ଞାନ ଆପଣଙ୍କର ଥିବ ବୋଲି ଆମେ ଆଶା କରୁଛୁ
00:35 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org
00:40 ନୂଆ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲନ୍ତୁ
00:43 ଡାଶ୍ ହୋମ୍ ରେ କ୍ଲିକ୍ କରନ୍ତୁ
00:45 ସର୍ଚ ବାର୍ ରେ KTurtle ଟାଇପ୍ କରି
00:49 KTurtle ଆଇଅକନ୍ ଉପରେ କ୍ଲିକ୍ କରନ୍ତୁ
00:52 ଆମେ ଟର୍ମିନାଲ୍ ବ୍ୟବହାର କରି ମଧ୍ୟ କେଟର୍ଟଲ୍ ଖୋଲିପାରିବା
00:56 ଟର୍ମିନାଲ୍ ଖୋଲିବାକୁ ଏକାସାଙ୍ଗରେ CTRL+ALT+T ଦାବନ୍ତୁ
01:01 KTurtle ଟାଇପ୍ କରି ପ୍ଲିକେଶନ୍ ଖୋଲିବା ପାଇଁ ଏଣ୍ଟର୍ ଦାବନ୍ତୁ
01:08 ପ୍ରଥମେ Turtle Script ଦେଖିବା
01:11 Turtle Script ହେଉଛି ଏକ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍
01:15 ଏଥିରେ, ବିଭିନ୍ନ ଉଦ୍ଦେଶ୍ୟ ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାରର ଶବ୍ଦ ଓ ସଂକେତମାନ ରହିଛି
01:21 ଏହା, କ’ଣ କରିବାକୁ ହେବ ଟର୍ଟଲ୍ କୁ ନିର୍ଦ୍ଦେଶ ଦିଏ
01:25 କେଟର୍ଟଲ୍ ରେ ’ଟର୍ଟଲ୍ ସ୍କ୍ରିପ୍ଟର ବ୍ୟାକରଣ’ ଅନ୍ତର୍ଭୁକ୍ତ କରେ -
01:30 କମେଣ୍ଟସ୍‍
01:31 କମାଣ୍ଡସ୍‍
01:32 ନମ୍ୱର୍ସ
01:33 ଷ୍ଟ୍ରିଙ୍ଗ୍ସ
01:34 ଭେରିଏବଲ୍ସ ଓ
01:36 ବୁଲିଅନ୍ ଭାଲ୍ୟୁସ୍
01:38 ନମ୍ୱରଗୁଡ଼ିକୁ କେଉଁଠାରେ ଷ୍ଟୋର୍ କରାଯାଏ, ଏବେ ଆମେ ଦେଖିବା
01:42 ନମ୍ୱରଗୁଡ଼ିକୁ ନିମ୍ନରେ ଷ୍ଟୋର୍ କରାଯାଇପାରିବ
01:44 ମ୍ୟାଥମେଟିକାଲ୍‍ ଅପରେଟର୍ସ
01:46 କମ୍ପାରିଜନ୍‍ ଅପରେଟର୍ ଓ
01:49 ଭେରିଏବଲ୍ସ
01:50 ସ୍ପଷ୍ଟ ଭାବେ ଦେଖିବା ପାଇଁ ମୁଁ ପ୍ରୋଗ୍ରାମ୍ ଟେକ୍ସଟ୍ କୁ ଯୂମ୍ କରିବି
01:54 ପ୍ରଥମେ ଭେରିଏବଲ୍ସକୁ ଦେଖିବା
01:57 ଭେରିଏବଲ୍ସ ଶବ୍ଦଗୁଡ଼ିକ $ ଚିହ୍ନ ସହିତ ଆରମ୍ଭ ହୁଏ, ଉଦାହରଣସ୍ୱରୂପ $a
02:04 ଭେରିଏବଲ୍ସ ବାଇଗଣୀ ରଙ୍ଗରେ ହାଇଲାଇଟ୍ ହୋଇଥାଏ
02:09 ଆସାଇନମେଣ୍ଟ ଇକ୍ୱାଲ୍ ଟୁ (=) ବ୍ୟବହାର କରି, ଏକ ଭେରିଏବଲ୍ ତାହାର କଣ୍ଟେଣ୍ଟକୁ ଦିଆଯାଇଛି
02:14 ଭେରିଏବଲ୍ସରେ $a=100 ସଂଖ୍ୟାଗୁଡ଼ିକ ରହିପାରେ
02:20 ଷ୍ଟ୍ରିଙ୍ଗ୍ସ $a=Hello କିମ୍ୱା
02:25 ବୁଲିଅନ୍ ଭାଲ୍ୟୁ, ଯାହା ହେଉଛି ସତ୍ୟ କିମ୍ୱା ମିଥ୍ୟା $a=True
02:32 ପ୍ରୋଗ୍ରାମ୍ Execution ସାରିବା ପର୍ଯ୍ୟନ୍ତ କିମ୍ୱା ତାହା ଅନ୍ୟକିଛିକୁ ରିଆସାଇନ୍ ହେବା ପର୍ଯ୍ୟନ୍ତ ଭେରିଏବଲ୍ କଣ୍ଟେଣ୍ଟ ରଖିଥାଏ
02:41 ଉଦାହରଣସ୍ୱରୂପ, କୋଡ୍ କୁ ବିଚାର କରନ୍ତୁ
02:44 ଟାଇପ୍ କରନ୍ତୁ $a = 2004
02:50 $b = 25
02:55 print $a + $b
03:01 ଭେରିଏବଲ୍ aକୁ 2004 ଭାଲ୍ୟୁ ଆସାଇନ୍ କରାଗଲା
03:06 ଭେରିଏବଲ୍ bକୁ 25 ଭାଲ୍ୟୁ ଆସାଇନ୍ କରାଗଲା
03:10 Print କମାଣ୍ଡ, କାନଭାସରେ କିଛି ଲେଖିବା ପାଇଁ ଟର୍ଟଲ୍ କୁ ଆଦେଶ ଦେଇଥାଏ
03:15 Print କମାଣ୍ଡ, ଇନପୁଟ୍ ଭାବରେ ନମ୍ୱର୍ସ ଓ ଷ୍ଟ୍ରିଙ୍ଗ୍ସ ନେଇଥାଏ
03:19 Print $a + $b, ଦୁଇଟି ଭାଲ୍ୟୁ ଆଡ୍ କରିବାକୁ ଓ ସେଗୁଡ଼ିକୁ କାନଭାସରେ ପ୍ରଦର୍ଶିତ କରିବା ପାଇଁ ଟର୍ଟଲ୍ କୁ କମାଣ୍ଡ ଦେଇଥାଏ
03:29 କୋଡ୍ କୁ Slow ସ୍ପୀଡ୍ ରେ ଚଲାନ୍ତୁ
03:34 କାନଭାସରେ ଭାଲ୍ୟୁ 2029 ପ୍ରଦର୍ଶିତ ହେଲା
03.40 ଏବେ ଚାଲନ୍ତୁ ମ୍ୟାଥମେଟିକାଲ୍‍ ଅପରେଟର୍ସ ଦେଖିବା
03:44 ମ୍ୟାଥମେଟିକାଲ୍‍ ଅପରେଟର୍ସରେ ରହିଛି
  • + (ଆଡିଶନ୍‍)
  • - (ସବଟ୍ରାକାଶନ୍‍)
  • x (ମଲ୍ଟିପ୍ଲିକେଶନ୍‍) ଓ
  • / (ଡିଭିଜନ୍‍)
03:53 ମୁଁ ଏବେ Clear କମାଣ୍ଡ ଓ କାନଭାସ ସଫା କରିବାକୁ RUN ଟାଇପ୍ କରି ଏଡିଟର୍ ରୁ ସାମ୍ପ୍ରତିକ କୋଡ୍ କ୍ଲିଅର୍ କରିଦେବି
04:01 ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି
04:05 ମୁଁ ଏବେ କୋଡ୍ ବୁଝାଇବି
04:08 Reset କମାଣ୍ଡ, ଟର୍ଟଲ୍ କୁ ତାହାର ଡିଫଲ୍ଟ ପୋଜିଶନ୍ ରେ ସେଟ୍ କରେ
04:12 Canvas Size 200,200 କାନଭାସର ଓସାର ଓ ଉଚ୍ଚତା, ପ୍ରତ୍ୟେକକୁ 200 ପିକ୍ସେଲ୍ ରେ ଫିକ୍ସ କରେ
04:22 ଭାଲ୍ୟୁ 1+1, ଭେରିଏବଲ୍‍ $ ଆଡ୍‍ ପାଇଁ ଆସାଇନ୍‍ କରାଯାଇଛି
04:26 ଭାଲ୍ୟୁ 20-5, ଭେରିଏବଲ୍‍ $ ସବଟ୍ରାକ୍ଟ ପାଇଁ ଆସାଇନ୍‍ କରାଯାଇଛି
04:31 ଭାଲ୍ୟୁ 15*2, ଭେରିଏବଲ୍‍ $ ମଲ୍ଟିପ୍ଲାଏ ପାଇଁ ଆସାଇନ୍‍ କରାଯାଇଛି
04:36 ଭେଲ୍ୟୁ 30/30, ଭେରିଏବଲ୍‍ $ ଡିଭିଜନ୍‍ ପାଇଁ ଆସାଇନ୍‍ କରାଯାଇଛି
04:40 Go 10,10 କାନଭାସର ବାମକୁ 10 ପିକ୍ସେଲ୍ ଓ ଉପରକୁ 10 ପିକ୍ସେଲ୍ ଯିବାପାଇଁ ଟର୍ଟଲ୍ କୁ କମାଣ୍ଡ କରିଥାଏ
04:52 Print କମାଣ୍ଡ, କାନଭାସରେ ଭେରିଏବଲ୍ ପ୍ରଦର୍ଶନ କରେ
04:56 ମୁଁ ଟେକ୍ସଟ୍ ଏଡିଟର୍ ରୁ କୋଡ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
05:03 ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ
05:08 ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
05:13 ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ
05:17 Execute ହେଉଥିବା କମାଣ୍ଡ, ଏଡିଟର୍ ରେ ହାଇଲାଇଟ୍ ହୋଇଛି
05:22 ନିର୍ଦ୍ଦିଷ୍ଟ ପୋଜିଶନ୍ ରେ, କାନଭାସ୍ ଉପରେ ଟର୍ଟଲ୍ ଭାଲ୍ୟୁଗୁଡ଼ିକୁ ପ୍ରଦର୍ଶିତ କରେ
05:34 କମ୍ପାରିଜନ୍‍ ଅପରେଟର୍ ବ୍ୟବହାର ପାଇଁ ଏକ ସରଳ ଉଦାହରଣ ଦେଖିବା


05:41 ମୁଁ ଏବେ Clear କମାଣ୍ଡ ଓ କାନଭାସ ସଫା କରିବାକୁ RUN ଟାଇପ୍ କରି ଏଡିଟର୍ ରୁ ସାମ୍ପ୍ରତିକ କୋଡ୍ କ୍ଲିଅର୍ କରିଦେବି
05:49 ସ୍ପଷ୍ଟ ଭାବେ ଦେଖିବା ପାଇଁ ମୁଁ ପ୍ରୋଗ୍ରାମ୍ ଟେକ୍ସଟ୍ କୁ ଯୂମ୍ କରିବି
05:53 ଟାଇପ୍ କରନ୍ତୁ
05:55 $answer = 10 > 3
06:03 print $answer
06:09 ଏଠାରେ, Greater Than ଅପରେଟର୍ ସହିତ 3 ସହିତ 10ର ତୁଳନା କରାଯାଇଛି
06:14 ଏହି ତୁଳନାର ପରିଣାମସ୍ୱରୂପ, Boolean Value True, ଭେରିଏବଲ୍ $answerରେ
06:19 ଷ୍ଟୋର୍ ହେଲା ଏବଂ କାନଭାସ୍ ଉପରେ ଭାଲ୍ୟୁ True ପ୍ରଦର୍ଶିତ ହେଲା
06:27 ଏବେ ଏହି କୋଡ୍ କୁ Run କରନ୍ତୁ
06:29 କାନଭାସ୍ ଉପରେ ଟର୍ଟଲ୍ Boolean Value True ପ୍ରଦର୍ଶନ କରେ
06:34 ଏବେ, ଆପ୍ଲିକେଶନ୍ ରେ ଷ୍ଟ୍ରିଙ୍ଗ୍ସ କିପରି କାମ କରେ, ଦେଖିବା -
06:39 ଷ୍ଟ୍ରିଙ୍ଗଗୁଡ଼ିକୁ, ନମ୍ୱର୍ସ ପରି ଭେରିଏବଲ୍ସରେ ରଖିହେବ
06:43 ଷ୍ଟ୍ରିଙ୍ଗଗୁଡ଼ିକୁ ମ୍ୟାଥମେଟିକାଲ୍‍ ଓ କମ୍ପାରିଜନ୍‍ ଅପରେଟର୍ସରେ ବ୍ୟବହାର କରିହେବ ନାହିଁ
06:49 ଷ୍ଟ୍ରିଙ୍ଗଗୁଡିକ ନାଲି ରଙ୍ଗରେ ହାଇଲାଇଟ୍ ହୋଇଥାଏ
06:53 ଡବଲ୍ କ୍ୱୋଟ୍ସ ଭିତରେ ଥିବା ଏକ ଲାଇନ୍ କୁ ଷ୍ଟ୍ରିଙ୍ଗ ଭାବରେ କେଟର୍ଟଲ୍ ଚିହ୍ନଟ କରେ
07:00 ମୁଁ ଏବେ Clear କମାଣ୍ଡ ଓ କାନଭାସ ସଫା କରିବାକୁ RUN ଟାଇପ୍ କରି ଏଡିଟର୍ ରୁ ସାମ୍ପ୍ରତିକ କୋଡ୍ କ୍ଲିଅର୍ କରିଦେବି
07:08 ମୁଁ ଏବେ Boolean ଭାଲ୍ୟୁଗୁଡ଼ିକ ବିଷୟରେ ବୁଝାଉଛି
07:11 କେବଳ ଦୁଇଟି Boolean ଭାଲ୍ୟୁ ଥାଏ: True ଓ False
07:16 ଉଦାହରଣସ୍ୱରୂପ, ନିମ୍ନ କୋଡ୍ କୁ ଟାଇପ୍ କରନ୍ତୁ
07:20 $answer = 7 < 5
07:28 print $answer
07:34 ଭେରିଏବଲ୍ $answerକୁ Boolean Value False ଆସାଇନ୍ କରାଗଲା, କାରଣ 5ଠାରୁ 7 ବଡ଼
07:43 ଏବେ ଏହି କୋଡ୍ କୁ Run କରନ୍ତୁ
07:47 କାନଭାସ୍ ଉପରେ ଟର୍ଟଲ୍ Boolean Value False ପ୍ରଦର୍ଶନ କରେ
07:51 ଏହାପରେ ଚାଲନ୍ତୁ If-Else କଣ୍ଡିଶନ୍ ବିଷୟରେ ଶିଖିବା
07:56 କେବଳ ଯଦି Boolean ଭାଲ୍ୟୁ True ହୋଇଥିବ, ତେବେ ହିଁ If କଣ୍ଡିଶନ୍ execute ହେବ
08:03 କେବଳ ଯଦି If କଣ୍ଡିଶନ୍ False ହୋଇଥିବ, ତେବେ ହିଁ Else କଣ୍ଡିଶନ୍ execute ହେବ
08:09 ମୁଁ ଏବେ Clear କମାଣ୍ଡ ଓ କାନଭାସ ସଫା କରିବାକୁ RUN ଟାଇପ୍ କରି ଏଡିଟର୍ ରୁ ସାମ୍ପ୍ରତିକ କୋଡ୍ କ୍ଲିଅର୍ କରିଦେବି
08:17 ମୁଁ, ଏକ ଟେକ୍ସଟ୍ ଫାଇଲ୍ ରେ ଗୋଟିଏ କୋଡ୍ ରଖିସାରିଛି
08:21 ଏହି କୋଡ୍ 4, 5 ଓ 6 ସଂଖ୍ୟାକୁ ତୁଳନା କରେ ଓ ତଦନୁସାରେ ପରିଣାମକୁ କାନଭାସ୍ ଉପରେ ପ୍ରଦର୍ଶିତ କରେ
08:30 ମୁଁ ଟେକ୍ସଟ୍ ଏଡିଟର୍ ରୁ କୋଡ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
08:36 ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ
08:42 ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
08:46 ଏବେ ଏହି କୋଡ୍ କୁ Run କରନ୍ତୁ
08:49 ଟର୍ଟଲ୍, ଭାଲ୍ୟୁ 4 ଓ 5କୁ ତୁଳନା କଲା
08:53 ଏବଂ କାନଭାସ୍ ଉପରେ 6ଠାରୁ 4 ସାନ ବୋଲି ପରିଣାମ ପ୍ରଦର୍ଶିତ କଲା
09:00 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
09:05 ସଂକ୍ଷେପରେ
09:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
09:11 ଟର୍ଟଲ୍ ସ୍କ୍ରିପ୍ଟର ବ୍ୟାକରଣ ଏବଂ
09:14 if-else କଣ୍ଡିଶନ୍
09:17 ଏକ ଆସାନମେଣ୍ଟ ଭାବେ
09:19 ନିମ୍ନଲିଖିତ ବ୍ୟବହାର କରି ଏକ ଇକ୍ୱେଶନ୍ ସମାଧାନ କରନ୍ତୁ
09:22 If-Else କଣ୍ଡିଶନ୍
09:24 ମ୍ୟାଥମେଟିକାଲ୍‍ ଓ କମ୍ପାରିଜନ୍‍ ଅପରେଟର୍ସ
09:27 Print ଓ Go କମାଣ୍ଡ ବ୍ୟବହାର କରି ପରିଣାମ ପ୍ରଦର୍ଶନ କରନ୍ତୁ
09:33 ଆସାଇନମେଣ୍ଟ ସମାଧାନ କରିବାକୁ
09:35 ଯେକୌଣସି ଚାରୋଟି ସଂଖ୍ୟା ଚୟନ କରନ୍ତୁ
09:38 ଦୁଇଟି ସଂଖ୍ୟା ସେଟ୍ କୁ ଗୁଣନ୍ତୁ
09:42 ତୁଳନାତ୍ମକ ଅପରେଟର୍ସ ବ୍ୟବହାର କରି ପରିଣାମ ତୁଳନା କରନ୍ତୁ
09:46 ଉଭୟ ପରିଣାମ ପ୍ରଦର୍ଶନ କରନ୍ତୁ
09:49 କାନଭାସ୍ ର ମଝିରେ ଏକ ବଡ଼ ପରିଣାମ ପ୍ରଦର୍ଶନ କରନ୍ତୁ
09:54 ଆପଣ ନିଜ ଇଚ୍ଛାନୁସାରେ ଯକୌଣସି ଇକ୍ୱେଶନ୍ ଚୟନ କରିପାରିବେ
09:59 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ http://spoken-tutorial.org/What is a Spoken Tutorial
10:03 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:06 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
10:12 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
10:14 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
10:18 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
10:22 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
10:30 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:35 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:43 ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ
10:48 ଆଇଆଇଟିଓ ବମ୍ୱେ ତରଫରୁ
10:52 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep