Jmol-Application/C4/Animation-using-Script-Commands/Oriya

From Script | Spoken-Tutorial
Revision as of 14:08, 22 September 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Animation using Script Commands ଉପରେ ଥିବା ଏହି ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ Jmol script commandଗୁଡିକୁ ବ୍ୟବହାର କରି animationକୁ ପ୍ରଦର୍ଶନ କରିବା ଶିଖିବା
00:12 ପ୍ରଦର୍ଶନ ପାଇଁ, ଉଦାହରଣ ଭାବେ ଆମେ ethane ଓ hemoglobinର ଆକାରକୁ ବ୍ୟବହାର କରିବା
00:19 animation ପାଇଁ Jmol script commandଗୁଡିକ ନିମ୍ନଲିଖିତ କୀୱର୍ଡଗୁଡିକ ସହିତ ବ୍ୟବହୃତ ହେବ
00:24 move, delay, slab, loop ଓ capture
00:30 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ, ଆପଣଙ୍କର ହାଇ ସ୍କୁଲ୍ କେମିଷ୍ଟ୍ରୀ ଉପରେ ଜ୍ଞାନ ଏବଂ Jmol windowର କାର୍ଯ୍ୟପ୍ରଣାଳି ସହିତ ପରିଚିତ ଥିବା ଆବଶ୍ୟକ
00:39 ଯଦି ନୁହେଁ ତେବେ ଆମ ୱେବସାଇଟରେ ଉପଲବ୍ଧ ଥିବା ସମ୍ପର୍କୀତ ଟ୍ୟୁଟୋରିଆଲଗୁଡିକୁ ଦେଖନ୍ତୁ
00:44 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି: Ubuntu ଅପରେଟିଙ୍ଗ ସିଷ୍ଟମ୍ ଭର୍ସନ୍ 14.10
00:51 Jmol ଭର୍ସନ୍ 14.1.11 ଓ Java ଭର୍ସନ୍ 7
00:58 ଏହି slide ପ୍ରତ୍ୟେକ animation commandର ଫଙ୍କଶନକୁ ସମ୍ପୂର୍ଣ୍ଣରୂପେ ପ୍ରଦର୍ଶନ କରିବ
01:03 ଗୋଟିଏ ନିର୍ଦ୍ଦିଷ୍ଟ ସମୟ ସୀମାରେ, move କମାଣ୍ଡ ଏକ ଆକାରକୁ rotate, zoom ଓ translate କରିବା ପାଇଁ ଅନୁମତି ଦେଇଥାଏ
01:11 କିଛି ସେକେଣ୍ଡ ପାଇଁ ଗୋଟିଏ scriptକୁ ପଜ୍ କରିବା ପାଇଁ delay କମାଣ୍ଡ ବ୍ୟବହୃତ ହୁଏ
01:17 ପ୍ୟାନେଲ୍ ଉପରେ ପ୍ରଦର୍ଶିତ ହେବାକୁ ଥିବା ପରମାଣୁର ପର୍ସେଣ୍ଟେଜକୁ slab କମାଣ୍ଡ ନିୟନ୍ତ୍ରଣ କରିଥାଏ
01:23 ସମୟ ବିଳମ୍ବର ବିକଳ୍ପ ସହିତ loop କମାଣ୍ଡ ସ୍କ୍ରିପ୍ଟକୁ ମୂଳରୁ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥାଏ
01:30 capture କମାଣ୍ଡ ଆନିମେଶନକୁ ଆନିମେଟେଡ୍ GIF ଫାଇଲ୍ ଭାବେ ଧାରଣ କରିଥାଏ
01:36 Jmol ସ୍କ୍ରିପ୍ଟ କମାଣ୍ଡ ଉପରେ ଅଧିକ ବିବରଣୀ ସକାଷେ, Jmol interactive script documentation ପାଇଁ ଥିବା ୱେବ ପେଜକୁ ଯା’ନ୍ତୁ
01:44 Jmol ୱିଣ୍ଡୋକୁ ଖୋଲିବା ସହିତ move କମାଣ୍ଡକୁ ବ୍ୟବହାର କରି ଗୋଟିଏ ଆନିମେଶନକୁ ପ୍ରଦର୍ଶନ କରନ୍ତୁ
01:50 ଗୋଟିଏ ଉଦାହରଣ ଭାବେ ଇଥେନକୁ ବ୍ୟବହାର କରି ଏକ ସରଳ move କମାଣ୍ଡ ସହିତ ଆରମ୍ଭ କରନ୍ତୁ
01:55 modelkit ମେନୁକୁ ବ୍ୟବହାର କରି ଗୋଟିଏ ethaneର ଆକାର ସୃଷ୍ଟି କରନ୍ତୁ
01:59 modelkit ଆଇକନ୍ ଉପରେ କ୍ଲିକ୍ କରନ୍ତୁ, screen ଉପରେ ଗୋଟିଏ methaneର ଆକାର ଦୃଶ୍ୟମାନ ହେବ
02:06 hydrogen ଉପରେ କ୍ଲିକ୍ କରନ୍ତୁ. ବର୍ତ୍ତମାନ ସ୍କ୍ରୀନ୍ ଉପରେ ethaneର ଗୋଟିଏ ଆକାର ଅଛି
02:13 File ମେନୁକୁ ବ୍ୟବହାର କରି consoleକୁ ଖୋଲନ୍ତୁ
02:17 ପ୍ରମ୍ପ୍ଟରେ, ନିମ୍ନଲିଖିତ କମାଣ୍ଡ ଟାଇପ୍ କରନ୍ତୁ
02:21 command line, ୱର୍ଡ move ସହିତ ଆରମ୍ଭ ହେବ
02:24 ପଛକୁ ସଂଖ୍ୟାଗୁଡିକ ଯାହା animation parameterଗୁଡିକର ଗୋଟିଏ ସେଟର ପରିମାଣକୁ ସୁନିଶ୍ଚିତ କରିଥାଏ
02:29 move କମାଣ୍ଡ ବିଷୟରେ କିଛି ଅଧିକ ତଥ୍ୟ: move କମାଣ୍ଡରେ ନ’ଟି ପାରାମିଟର୍ ଅଛି
02:36 ପ୍ରଥମ ତିନୋଟି ପାରାମିଟର୍ X, Y ଓ Z ଆକ୍ସିସ୍ ଚାରିପଟେ ରୋଟେଶନ୍ ପାଇଁ ଅଟେ. ଚତୁଃର୍ଥଟି zoom modifier ଅଟେ ଯାହା ପଜିଟିଭ୍ କିମ୍ବା ନେଗେଟିଭ୍ ସଂଖ୍ୟାରେ ପରିଭାଷିତ ହୋଇଥାଏ,
02:48 zoom in ପାଇଁ ପଜିଟିଭ୍ ଏବଂ zoom out ପାଇଁ ନେଗେଟିଭ୍
02:52 ପରବର୍ତ୍ତୀ ତିନୋଟି ପାରାମିଟର, ତିନୋଟି ଆକ୍ସିସରେ translation ସହିତ ସମ୍ପର୍କୀତ ଅଟେ
02:57 ଅଷ୍ଟମଟି slab ପାରାମିଟର୍ ଅଟେ. ସ୍ଲାବ୍ ପରମାଣୁକୁ slice କରିଥାଏ
03:03 ଗୋଟିଏ ନିର୍ଦ୍ଦିଷ୍ଟ ଗଭୀରତା ପର୍ଯ୍ୟନ୍ତ ଅଣୁକୁ ବାହାର କରିଥାଏ ଯାହାଦ୍ଵାରା ଅନ୍ତର୍ନିହିତ ଫିଚରଗୁଡିକୁ ସହଜରେ ଦେଖିପାରିବେ
03:10 ପାରାମିଟର୍ 9 ହେଉଛି ସମୟର ପରିମାଣ, ଯାହା move କମାଣ୍ଡ କାର୍ଯ୍ୟକାରୀ ହେବା ସମୟ, secondରେ ଗଣନା କରାଯାଏ
03:17 Jmol ପ୍ୟାନେଲକୁ ଫେରିଆସନ୍ତୁ
03:20 Enter ଦାବିବା ସହ ପ୍ୟାନେଲକୁ ଲକ୍ଷ୍ୟ କରନ୍ତୁ
03:25 ବିଦ୍ୟମାନ ଥିବା ଫାଇଲରେ ଅଧିକ କମାଣ୍ଡଗୁଡିକୁ ସଂଯୁକ୍ତ କରି ଅତି ସୁନ୍ଦର ଆନିମେଶନ୍ ସୃଷ୍ଟି କରାଯାଇପାରିବ
03:31 ପୂର୍ବ କମାଣ୍ଡକୁ ପ୍ରାପ୍ତ କରିବା ପାଇଁ କୀବୋର୍ଡ ଉପରେ ଅପ୍-ଆରୋ କୀକୁ ଦାବନ୍ତୁ
03:36 ଟାଇପ୍ କରନ୍ତୁ: ସେମିକୋଲନ୍ ପରେ delay space 2
03:41 ଏଠାରେ, ପରବର୍ତ୍ତୀ କମାଣ୍ଡ ନିଷ୍ପାଦନ ହେବା ପୂର୍ବରୁ delay କମାଣ୍ଡ ସ୍କ୍ରିପ୍ଟକୁ 2 ସେକେଣ୍ଡ ପାଇଁ ପଜ୍ କରିଦେଇଥାଏ
03:48 ତା’ପରେ ଏହି delay କମାଣ୍ଡ ପରେ ଅନ୍ୟ ଏକ move କମାଣ୍ଡକୁ ଟାଇପ୍ କରନ୍ତୁ
03:52 ପ୍ରତ୍ୟେକ କମାଣ୍ଡର keyword ପରେ ସେମିକୋଲନକୁ ସଂଜୁକ୍ତ କରିବା ପାଇଁ ଭୁଲନ୍ତୁ ନାହିଁ. Enter ଦାବିବା ସହ ପ୍ୟାନେଲକୁ ଲକ୍ଷ୍ୟ କରନ୍ତୁ
04:06 ଆନିମେଶନ୍ ସମୟରେ ଅଣୁଗୁଡିକର ରଙ୍ଗକୁ ମଧ୍ୟ ବଦଳାଯାଇପାରିବ
04:10 ପୁନର୍ବାର, ପୂର୍ବ କମାଣ୍ଡକୁ ପ୍ରାପ୍ତ କରିବା ପାଇଁ ଅପ୍-ଆରୋ କୀକୁ ଦାବନ୍ତୁ
04:15 ଏଠାରେ ପ୍ରଦର୍ଶିତ ହେବା ଭଳି କନସୋଲ୍ ଉପରେ କମାଣ୍ଡକୁ Edit କରନ୍ତୁ
04:19 ହାଇଡ୍ରୋଜେନ୍ ଓ ଅକ୍ସିଜେନର ରଙ୍ଗକୁ ପରିବର୍ତ୍ତନ କରିବା ପାଇଁ କୀୱର୍ଡ selectକୁ ବ୍ୟବହାର କରନ୍ତୁ. Enter ଦାବନ୍ତୁ
04:27 ପୁନର୍ବାର ପ୍ୟାନେଲକୁ ଲକ୍ଷ୍ୟ କରନ୍ତୁ
04:34 ପରମାଣୁର କିଛି ନିର୍ଦ୍ଦିଷ୍ଟ ଅଂଶ ଅଦୃଶ୍ୟ ଓ ଦୃଶ୍ୟମାନ ହେବା ପାଇଁ ଗୋଟିଏ slab କମାଣ୍ଡକୁ ସଂଯୁକ୍ତ କରନ୍ତୁ
04:41 ପୁନର୍ବାର ଅପ୍-ଆରୋ କୀକୁ ଦାବନ୍ତୁ ଏବଂ କନସୋଲ୍ ଉପରେ ପ୍ରଦର୍ଶିତ ହେବା ଭଳି ପୂର୍ବ କମାଣ୍ଡକୁ ଏଡିଟ୍ କରନ୍ତୁ
04:47 select କମାଣ୍ଡ ପରେ slab on ଟାଇପ୍ କରନ୍ତୁ
04:51 କମାଣ୍ଡର ଶେଷରେ slab off ଟାଇପ୍ କରନ୍ତୁ
04:55 Enterକୁ ଦାବିବା ସହିତ ପ୍ୟାନେଲକୁ ଲକ୍ଷ୍ୟ କରନ୍ତୁ
05:01 ପରମାଣୁର କିଛି ଅଂଶ ଅଦୃଶ୍ୟ ହେବା ଏବଂ ପୁନର୍ବାର ଦୃଶ୍ୟମାନ ହେବା ଆପଣ ଦେଖିପାରିବେ
05:06 କୀୱର୍ଡ captureକୁ ବ୍ୟବହାର କରି ଏହି ଆନିମେଶନକୁ ଗୋଟିଏ GIF ଭାବେ ସେଭ୍ କରିପାରିବେ
05:11 ପୂର୍ବ କମାଣ୍ଡକୁ ପ୍ରାପ୍ତ କରିବା ପାଇଁ ଅପ୍-ଆରୋ କୀକୁ ଦାବନ୍ତୁ
05:15 capture କମାଣ୍ଡକୁ ଟାଇପ୍ କରିବା ସହ କମାଣ୍ଡର ଆରମ୍ଭରୁ ଫାଇଲର ନାମ ଓ pathକୁ ନିର୍ଦ୍ଦିଷ୍ଟ କରନ୍ତୁ
05:21 GIF ଫାଇଲକୁ save କରିବା ପାଇଁ home ଫୋଲ୍ଡରର ନାମକୁ ଟାଇପ୍ କରିପାରିବେ
05:26 ମୁଁ ଡେସ୍କଟପ୍ ଉପରେ ଆନିମେଶନକୁ ଫାଇଲ୍ ନାମ sneha ଭାବେ ସେଭ୍ କରୁଛି. Enter ଦାବନ୍ତୁ
05:36 ବର୍ତ୍ତମାନ ଡେସ୍କଟପ୍ ଉପରେ ଆନିମେଶନଟି GIF ଫାଇଲ୍ ଭାବେ ସେଭ୍ ହୋଇଯିବ
05:41 GIF ଫାଇଲ୍ ଥିବା ସ୍ଥାନକୁ ନାଭିଗେଟ୍ କରନ୍ତୁ
05:44 ସେଭ୍ ହୋଇଥିବା GIF ଫାଇଲକୁ Image Viewer ସଫ୍ଟୱେର୍ ସହିତ ଖୋଲନ୍ତୁ
05:50 Jmol ପ୍ୟାନେଲକୁ ଫେରିଆସନ୍ତୁ
05:54 ସେହିପରି, ଯେକୌଣସି ମାକ୍ରୋମଲିକ୍ୟୁଲର ଗୋଟିଏ pdb ଫାଇଲକୁ ଖୋଲନ୍ତୁ; ଉଦାହରଣସ୍ଵରୂପ- ଗୋଟିଏ pdb କୋଡ୍, 2DN1 ସହିତ, oxygenated hemoglobin
06:06 File ମେନୁକୁ ବ୍ୟବହାର କରି pdb ଡେଟାବେସରୁ ସିଧାସଳଖ ଷ୍ଟ୍ରକଚରକୁ ଡାଉନଲୋଡ୍ କରନ୍ତୁ
06:11 ଟେକ୍ସଟ ବକ୍ସରେ pdb କୋଡ୍ 2DN1କୁ ଟାଇପ୍ କରିବା ସହ OK ଦାବନ୍ତୁ
06:19 ପ୍ୟାନେଲ୍ ଉପରେ hemoglobinର ଗୋଟିଏ ଆକାର ପ୍ରଦର୍ଶିତ ହୋଇଛି
06:23 Console ଉପରେ ନିମ୍ନଲିଖିତ କମାଣ୍ଡକୁ ଟାଇପ୍ କରନ୍ତୁ
06:26 ପ୍ରୋଟିନର ବିଭିନ୍ନ ୟୁନିଟଗୁଡିକର କଲରକୁ ପରିବର୍ତ୍ତନ କରିବା ପାଇଁ କୀୱର୍ଡ select ଥିବା କମାଣ୍ଡ ବ୍ୟବହୃତ ହୋଇଛି
06:32 move କମାଣ୍ଡ ମଧ୍ୟ ବ୍ୟବହୃତ ହୋଇଛି
06:35 ଏହି କମାଣ୍ଡ ପ୍ରୋଟିନକୁ ରେଡ୍ କାର୍ଟୂନରେ ପ୍ରଦର୍ଶିତ କରିବ
06:40 Haem ଅଂଶ yellow spacefill displayରେ ଏବଂ ପରମାଣୁର 50%କୁ ବାହାର କରିଦେବ
06:48 4 ସେକେଣ୍ଡରେ X-axis ଚାରିପଟେ 360º ରୋଟେଟ୍ କରିବା ସହ ସମସ୍ତ ଅଣୁଗୁଡିକୁ ପୁନରୁଦ୍ଧାର କରନ୍ତୁ
06:56 Enter ଦାବିବା ସହ ପ୍ୟାନେଲକୁ ଲକ୍ଷ୍ୟ କରନ୍ତୁ
07:07 ବର୍ତ୍ତମାନ ଉପରୋକ୍ତ ସମସ୍ତ ସୋପାନଗୁଡିକର ପୁନରାବୃତ୍ତି କରିବା ପାଇଁ loop କମାଣ୍ଡକୁ ବ୍ୟବହାର କରନ୍ତୁ
07:13 ସମାନ କମାଣ୍ଡ ପ୍ରାପ୍ତ କରିବା ପାଇଁ ଅପ୍-ଆରୋ କୀକୁ ଦାବନ୍ତୁ. କମାଣ୍ଡର ଶେଷରେ loop 2 ଟାଇପ୍ କରନ୍ତୁ
07:20 loop 2 ସୂଚିତ କରୁଛି ଯେ ପୂର୍ବ ସ୍କ୍ରିପ୍ଟ କମାଣ୍ଡଗୁଡିକ 2 ସେକେଣ୍ଡ ବିଳମ୍ବରେ ଆରମ୍ଭ ହେବ. Enter ଦାବନ୍ତୁ
07:34 ଆପଣ ସୃଜନଶୀଳ ହେବା ସହିତ ଆନିମେଟ୍ କରିବା ପାଇଁ ଏହି ଭଳି ଅନେକ କମାଣ୍ଡ ଟାଇପ୍ କରିପାରିବେ
07:39 ବର୍ତ୍ତମାନ ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ
07:44 move, delay ଭଳି ସ୍କ୍ରିପ୍ଟ କମାଣ୍ଡକୁ ବ୍ୟବହାର କରି ethane ଓ haemoglobinର ଆନିମେଶନ୍ ସୃଷ୍ଟି କରିବା
07:54 loop ଓ slab କମାଣ୍ଡଗୁଡିକୁ ମଧ୍ୟ ବ୍ୟବହାର କରି ଶିଖିଲେ
07:58 capture କମାଣ୍ଡ ବ୍ୟବହାର କରି ଆନିମଶନକୁ ଗୋଟିଏ GIF ଫାଇଲ୍ ଭାବେ କଲେ
08:03 ଆସାଇନମେଣ୍ଟ ପାଇଁ-ନିଜ ପସନ୍ଦର ଗୋଟିଏ ପରମାଣୁକୁ ନିଅନ୍ତୁ ଏବଂ move ଓ delay କମାଣ୍ଡକୁ ବ୍ୟବହାର କରି ଆନିମେଶନ୍ କରନ୍ତୁ
08:11 ଆନିମେଶନ୍ ସୃଷ୍ଟି କରିବା ପାଇଁ ବନ୍ଧଗୁଡିକର display, color ଓ sizeକୁ ପରିବର୍ତ୍ତନ କରନ୍ତୁ
08:17 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରିବା ସହ ଦେଖନ୍ତୁ
08:25 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
08:32 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
08:36 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ
08:43 ଏହି ମିଶନ୍ ଉପରେ ଅଧିକ ବିବରଣୀ ପ୍ରଦର୍ଶିତ ଲିଙ୍କରେ ଉପଲବ୍ଧ
08:48 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep