Difference between revisions of "Java/C3/Static-Variables/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |<center>'''Time'''</center> |<center>'''Narration'''</center> |- |00:01 | Static Variables ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକ...")
 
 
Line 18: Line 18:
 
|00:17
 
|00:17
 
| ଏଠାରେ ଆମେ ବ୍ୟବହାର କରୁଛୁ:  
 
| ଏଠାରେ ଆମେ ବ୍ୟବହାର କରୁଛୁ:  
* ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
+
ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
* JDK 1.7
+
 
* Eclipse 4.3.1
+
JDK 1.7
 +
 
 +
Eclipse 4.3.1
  
 
|-
 
|-
Line 341: Line 343:
 
|08:32
 
|08:32
 
| ଏହି class, ନିମ୍ନଲିଖିତ ବିବରଣୀକୁ ଉପସ୍ଥାପନ କରିବା ପାଇଁ ନିଶ୍ଚିତରୂପେ ଭେରିଏବଲଗୁଡିକୁ ଧାରଣ କରିବ:
 
| ଏହି class, ନିମ୍ନଲିଖିତ ବିବରଣୀକୁ ଉପସ୍ଥାପନ କରିବା ପାଇଁ ନିଶ୍ଚିତରୂପେ ଭେରିଏବଲଗୁଡିକୁ ଧାରଣ କରିବ:
* ସର୍ଭିସ ଷ୍ଟେସନ୍ Name,
+
 
 +
ସର୍ଭିସ ଷ୍ଟେସନ୍ Name,
  
 
|-
 
|-
Line 386: Line 389:
 
|09:32
 
|09:32
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:  
* ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ  
+
 
* ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
+
ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ  
 +
 
 +
ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
  
 
|-
 
|-

Latest revision as of 12:20, 19 February 2018

Time
Narration
00:01 Static Variables ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲ୍ ରେ ଆମେ, * static variableଗୁଡିକ କ’ଣ
00:10 * static variableଗୁଡିକୁ ସୃଷ୍ଟି କରିବା ତଥା static variableଗୁଡିକୁ କିପରି ବ୍ୟବହାର କରାଯାଏ ଶିଖିବା
00:17 ଏଠାରେ ଆମେ ବ୍ୟବହାର କରୁଛୁ:

ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04

JDK 1.7

Eclipse 4.3.1

00:27 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Java ଓ Eclipse IDE ଉପରେ ମୌଳିକ ଜ୍ଞାନ ଥିବା ଦରକାର
00:35 ଆପଣଙ୍କର ନିଶ୍ଚିତରୂପେ ଜାଭାରେ ଥିବା classes, objects ଓ instance ଭେରିଏବଲଗୁଡିକ ଉପରେ ଜ୍ଞାନ ଥିବା ଆବଶ୍ୟକ
00:42 ଯଦି ନାହିଁ, ତେବେ ସମ୍ପର୍କିତ Java ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:49 static variable, ଗୋଟିଏ ଭେରିଏବଲ୍ ଅଟେ ଯାହାର ସମଗ୍ର class ସହିତ ସହଯୋଗିତା ଥାଏ
00:55 ଏହାକୁ ଗୋଟିଏ class variable ମଧ୍ୟ କୁହାଯାଏ
00:58 ଏହାକୁ କୀୱର୍ଡ static ବ୍ୟବହାର କରି ଘୋଷଣା କରାଯାଇଥାଏ
01:02 ପୂର୍ବ ଟ୍ୟୁଟୋରିଆଲରେ ଆମେ static variable ଉପରେ ସଂକ୍ଷିପ୍ତରେ ଜାଣିଛେ
01:08 ଏହି ଟ୍ୟୁଟୋରିଆଲରେ ଆମେ ଏହାକୁ ସମ୍ପୂର୍ଣ୍ଣରୂପେ ଶିଖିବା
01:11 ବର୍ତ୍ତମାନ Eclipseକୁ ଫେରିଆସିବା ସହିତ StaticVariableDemo ନାମକ ଗୋଟିଏ ନୂତନ project ସୃଷ୍ଟି କରନ୍ତୁ
01:18 ଏହି project ମଧ୍ୟରେ, Static variableଗୁଡିକର ବ୍ୟବହାରକୁ ପ୍ରଦର୍ଶନ କରିବା ପାଇଁ ଦରକାରୀ କ୍ଲାସଗୁଡିକୁ ସୃଷ୍ଟି କରନ୍ତୁ
01:26 ତେଣୁ src ଫୋଲ୍ଡର୍ ଉପରେ ରାଇଟ୍ କ୍ଲିକ୍ କରିବା ସହିତ New > Classରେ କ୍ଲିକ୍ କରନ୍ତୁ ଏବଂ କ୍ଲାସର ନାମ StudentEnroll ଭାବେ ଟାଇପ୍ କରିବା ସହିତ Enter ଦାବନ୍ତୁ
01:37 ଗୋଟିଏ ଉଦାହରଣ ସହିତ static variableଗୁଡିକର ବ୍ୟବହାରକୁ ବର୍ଣ୍ଣନା କରନ୍ତୁ
01:42 ଗୋଟିଏ ସଂସ୍ଥାରେ ନାମାଙ୍କନ କରିଥିବା ଷ୍ଟୁଡେଣ୍ଟମାନଙ୍କୁ ଉପସ୍ଥାପିତ କରୁଥିବା ଗୋଟିଏ class ସୃଷ୍ଟି ହୋଇଥିବା ମେନେକରନ୍ତୁ
01:49 ଏହି କ୍ଲାସ୍ ନାମାଙ୍କିତ ଷ୍ଟୁଡେଣ୍ଟମାନଙ୍କର Name, Id , Branch ଓ Total Countକୁ ଧାରଣ କରିଥାଏ
01:56 ବର୍ତ୍ତମାନ ଯେତେବେଳେ ଷ୍ଟୁଡେଣ୍ଟମାନଙ୍କର ନାମାଙ୍କନ ସମ୍ପୂର୍ଣ୍ଣ ହେବା ଦ୍ଵାରା କ’ଣ ହେବ କଳ୍ପନା କରନ୍ତୁ
02:02 ଡିଫଲ୍ଟ ଭାବେ Total Count, 0 ଅଟେ. ପ୍ରଥମ ଷ୍ଟୁଡେଣ୍ଟର Name, ADIL ଅଟେ
02:09 Id, IT101, Branch, IT ଅଟେ
02:14 ବର୍ତ୍ତମାନ Total Count, 1 ଭାବେ ଅଦ୍ୟତନ ହୋଇଛି
02:18 ସେହିପରି ଯେତେବେଳେ ଦ୍ଵିତୀୟ ଷ୍ଟୁଡେଣ୍ଟ AMAL ର ନାମ ନାମାଙ୍କନ ହେବ ସେତେବେଳେ Total Count, 2କୁ ଅଦ୍ୟତନ ହୋଇଯିବ
02:25 ଯେତେବେଳେ ତୃତୀୟ ଷ୍ଟୁଡେଣ୍ଟ CAROL ର ନାମାଙ୍କନ ହେବ ସେତେବେଳେ Total Count, 3କୁ ଅଦ୍ୟତନ ହୋଇଯିବ
02:32 ବର୍ତ୍ତମାନ ଆମେ ଜାଣିପାରିଲେ ଯେ ଭେରିଏବଲ୍ Total Count ସମସ୍ତ objectଗୁଡିକ ପାଇଁ ସାଧାରଣ ଅଟେ ଏବଂ ଏହାର ଗୋଟିଏ ସିଙ୍ଗଲ୍ ଭେଲ୍ୟୁ ଅଛି
02:40 ତେଣୁ ଭେରିଏବଲ୍ Total Countକୁ ଗୋଟିଏ static variable ଭାବେ ଉପସ୍ଥାପିତ କରାଯାଇପାରିବ
02:45 ଆମେ ଏହା ମଧ୍ୟ ଦେଖିପାରିବା ଯେ Name, Id ଓ Branch ଭେରିଏବଲଗୁଡିକର ପ୍ରତ୍ୟେକ object ପାଇଁ ନିଜର ନକଲ ଅଛି
02:54 ପ୍ରତ୍ୟେକ object ପାଇଁ ସେମାନଙ୍କର ନିର୍ଦ୍ଦିଷ୍ଟ ଭେଲ୍ୟୁ ମଧ୍ୟ ଅଛି
02:59 ତେଣୁ ଏହି ଭେରିଏବଲଗୁଡିକୁ instance variables ଭାବେ ଗଣନା କରାଯାଇପାରିବ
03:04 ବର୍ତ୍ତମାନ ଚାଲନ୍ତୁ student enrollment classକୁ ଉପସ୍ଥାପିତ କରୁଥିବା କୋଡକୁ ଦେଖିବା
03:09 instance variableଗୁଡିକ id, name ଓ branch ଭାବେ ଘୋଷଣା କରାଯାଇଛି
03:16 ଭେରିଏବଲ୍ countକୁ static ଭାବେ ଘୋଷିତ କରାଯାଇଛି ଯେହେତୁ ଏହା ସମଗ୍ର class ପାଇଁ ସାଧାରଣ ଅଟେ
03:22 ଯେତେବେଳେ ଗୋଟିଏ class ଲୋଡ୍ ହୋଇଥାଏ, ଗୋଟିଏ static variable ଏକ ସିଙ୍ଗଲ୍ ସ୍ଥାୟି ମେମୋରୀ ସ୍ଥାନକୁ ଅକ୍ତିୟାର କରିଥାଏ
03:28 ଯେତେବେଳେ କି ପ୍ରତ୍ୟେକ objectର Instance variableଗୁଡିକ ଅଲଗା ମେମୋରୀ ସ୍ଥାନକୁ ଅକ୍ତିୟାର କରିଥା’ନ୍ତି
03:35 ବର୍ତ୍ତମାନ Sourceରେ କ୍ଲିକ୍ କରିବା ସହିତ > Generate Constructor using Fieldsକୁ ଚୟନ କରନ୍ତୁ
03:41 ସୃଷ୍ଟି ହୋଇଥିବା କୋଡରୁ କୀୱର୍ଡ superକୁ ଡିଲିଟ୍ କରନ୍ତୁ
03:45 ଏହି constructor, id, name ଓ branchର ଭେଲ୍ୟୁଗୁଡିକୁ ଇନିଶିଆଲାଇଜ୍ କରିପାରିବ
03:51 ପ୍ରତ୍ୟେକ ଥର ଗୋଟିଏ object ସୃଷ୍ଟି ହେବା ସମୟରେ ଆମକୁ ଭେରିଏବଲ୍ countର ଭେଲ୍ୟୁକୁ ଗୋଟିଏ କରି ବୃଦ୍ଧି କରିବା ମଧ୍ୟ ଆବଶ୍ୟକ
03:59 ତେଣୁ constructor ମଧ୍ୟରେ ଟାଇପ୍ କରନ୍ତୁ: count ++ ସେମିକୋଲନ୍
04:05 ବର୍ତ୍ତମାନ ସମସ୍ତ ଭେରିଏବଲଗୁଡିକର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରିବା ପାଇଁ ଏହି classରେ ଗୋଟିଏ ମେଥଡ୍ showData( )କୁ ସଂଯୁକ୍ତ କରନ୍ତୁ
04:13 ତେଣୁ public void showData( ) ଟାଇପ୍ କରନ୍ତୁ, id, name, branch, ଓ ନାମାଙ୍କନ କରିଥିବା ଷ୍ଟୁଡେଣ୍ଟମାନଙ୍କର ମୋଟ ସଂଖ୍ୟାର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରିବା ପାଇଁ ବ୍ରାକେଟ୍ ମଧ୍ୟରେ ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ
04:27 ବର୍ତ୍ତମାନ default package ଉପରେ ରାଇଟ୍ କ୍ଲିକ୍ କରିବା ସହିତ New > Classରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ନାମକୁ Demo ଭାବେ ଟାଇପ୍ କରନ୍ତୁ
04:36 ଏହି କ୍ଲାସ୍ ମଧ୍ୟରେ ଆମର main ମେଥଡ୍ ଅଛି
04:39 ତେଣୁ main ଟାଇପ୍ କରନ୍ତୁ ଏବଂ ତା’ପରେ mainକୁ ସୃଷ୍ଟି କରିବା ପାଇଁ ctrl+space ଦାବନ୍ତୁ
04:46 ବର୍ତ୍ତମାନ ଆମକୁ Student Enrollment dataକୁ ପ୍ରିଣ୍ଟ କରିବା ଆବଶ୍ୟକ
04:50 ଷ୍ଟୁଡେଣ୍ଟମାନଙ୍କର ନାମାଙ୍କନକୁ ଉପସ୍ଥାପିତ କରିବା ପାଇଁ ଆମକୁ StudentEnroll classର କିଛି ଅବଜେକ୍ଟଗୁଡିକୁ ସୃଷ୍ଟି କରିବାକୁ ହେବ
04:57 ତେଣୁ ନିମ୍ନଲିଖିତ କୋଡ୍, StudentEnroll s1 equals new StudentEnrollକୁ ଟାଇପ୍ କରନ୍ତୁ
05:04 ବର୍ତ୍ତମାନ ଆମେ ବିଭିନ୍ନ argumentଗୁଡିକର ଭେଲ୍ୟୁଗୁଡିକୁ ପାସ୍ କରିପାରିବା
05:08 ବ୍ରାକେଟ୍ ମଧ୍ୟରେ, IT101କୁ id ଭାବେ, ADILକୁ name ଭାବେ ଏବଂ ITକୁ branch ଭାବେ ଟାଇପ୍ କରନ୍ତୁ
05:17 ବର୍ତ୍ତମାନ ନାମାଙ୍କନର ବିବରଣୀକୁ ପ୍ରିଣ୍ଟ କରିବା ପାଇଁ ମେଥଡ୍ showDataକୁ ପ୍ରୟୋଗ କରନ୍ତୁ
05:22 ତେଣୁ s1.showData( ) ଟାଇପ୍ କରନ୍ତୁ. ବର୍ତ୍ତମାନ Demo ପ୍ରୋଗ୍ରାମକୁ run କରନ୍ତୁ
05:29 s1ର ଅନୁରୂପ ଇନଷ୍ଟାନ୍ସ ଭେରିଏବଲଗୁଡିକର ଭେଲ୍ୟୁଗୁଡିକ ପ୍ରିଣ୍ଟ ହେବାକୁ ଆପଣ ଦେଖିପାରିବେ
05:36 ଏହା ମଧ୍ୟ ଲକ୍ଷ୍ୟ କରନ୍ତୁ ଯେ ଷ୍ଟୁଡେଣ୍ଟ ନାମାଙ୍କନ ସଂଖ୍ୟାର ଭେଲ୍ୟୁ 1 ଅଟେ
05:42 ଏହାର କାରଣ ହେଉଛି ଆମେ କେବଳ ଗୋଟିଏ object ସୃଷ୍ଟି କରିଛନ୍ତି
05:47 ବର୍ତ୍ତମାନ ଆଉ ଏକ object s2 ସୃଷ୍ଟି କରିବା ପାଇଁ ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ
05:52 s2କୁ ବ୍ୟବହାର କରି ମେଥଡ୍ showDataକୁ ପୁନର୍ବାର କଲ୍ କରାଯାଇପାରିବ
05:56 ପୁନର୍ବାର Demo ପ୍ରୋଗ୍ରାମକୁ run କରନ୍ତୁ
05:59 ଆମେ ଦେଖିପାରିବା ଯେ s2ର ଅନୁରୂପ ଇନଷ୍ଟାନ୍ସ ଭେରିଏବଲଗୁଡିକର ଭେଲ୍ୟୁଗୁଡିକ ପ୍ରିଣ୍ଟ ହୋଇଯାଇଛି
06:06 ଏହା ମଧ୍ୟ ଲକ୍ଷ୍ୟ କରନ୍ତୁ ଯେ ଷ୍ଟୁଡେଣ୍ଟ ନାମାଙ୍କନ ସଂଖ୍ୟାର ଭେଲ୍ୟୁ ଉଭୟ s1 ଓ s2 ପାଇଁ 2କୁ ଅଦ୍ୟତନ ହୋଇଯାଇଛି
06:14 ବର୍ତ୍ତମାନ ଆଉ ଏକ object s3 ସୃଷ୍ଟି କରନ୍ତୁ
06:18 ବର୍ତ୍ତମାନ s3କୁ ବ୍ୟବହାର କରି ପୁନର୍ବାର ମେଥଡ୍ showDataକୁ ପ୍ରୟୋଗ କରନ୍ତୁ
06:23 ପୁନର୍ବାର Demo ପ୍ରୋଗ୍ରାମକୁ run କରନ୍ତୁ
06:26 s3ର ଅନୁରୂପ ଇନଷ୍ଟାନ୍ସ ଭେରିଏବଲଗୁଡିକର ଭେଲ୍ୟୁଗୁଡିକ ପ୍ରିଣ୍ଟ ହେବା ଆପଣ ଦେଖିପାରିବେ
06:32 ଏହା ମଧ୍ୟ ଲକ୍ଷ୍ୟ କରନ୍ତୁ ଯେ ବର୍ତ୍ତମାନ ନାମାଙ୍କନ ହୋଇଥିବା ଷ୍ଟୁଡେଣ୍ଟମାନଙ୍କର ସଂଖ୍ୟାର ଭେଲ୍ୟୁ 3କୁ ଅଦ୍ୟତନ ହୋଇଯାଇଛି
06:41 ବର୍ତ୍ତମାନ ଏହା ବୁଝାଯାଉଛି ଯେ ନାମାଙ୍କନ ହୋଇଥିବା ଷ୍ଟୁଡେଣ୍ଟମାନଙ୍କର ସଂଖ୍ୟାର ଭେଲ୍ୟୁ ସମସ୍ତ objectଗୁଡିକ ପାଇଁ ସମାନ ଅଟେ
06:48 slideକୁ ଫେରିଆସନ୍ତୁ
06:51 static modifier ମଧ୍ୟ final modifier ସହିତ ବ୍ୟବହୃତ ହେଉଛି
06:56 ଏହା ଗୋଟିଏ constantକୁ ପରିଭାଷିତ କରିବା ପାଇଁ ସମ୍ପନ୍ନ କରାଯାଇଛି ଯାହା ସମଗ୍ର class ପାଇଁ ସାଧାରଣ ଅଟେ
07:01 ପ୍ରଥାନୁସାରେ ଏପରି constant variableଗୁଡିକର ନାମ ସର୍ବଦା ଅପରକ୍ଲାସ ଅକ୍ଷରଗୁଡିକରେ ଉଚ୍ଚାରିତ ହୋଇଥାଏ
07:08 ବର୍ତ୍ତମାନ eclipseକୁ ଫେରିଆସନ୍ତୁ
07:11 StudentEnroll classକୁ ଖୋଲିବା ସହିତ variable declarationକୁ public static final String ORG_NAME = “IITB”; ଭାବେ ଟାଇପ୍ କରନ୍ତୁ
07:23 ଉଦାହରଣସ୍ଵରୂପ ଯଦି ସମସ୍ତ ଷ୍ଟୁଡେଣ୍ଟ ସମାନ ସଂସ୍ଥାରେ ନାମାଙ୍କନ କରନ୍ତି, ଧରିନିଅନ୍ତୁ IITB
07:31 ଏହାକୁ ଗୋଟିଏ constant static variableକୁ ବ୍ୟବହାର କରି ଉପସ୍ଥାପନ କରାଯାଇପାରିବ ଯେପରି ORG_NAME
07:38 ଯଦି ନାମଟି ଏକରୁ ଅଧିକ ଶବ୍ଦ ଦ୍ଵାରା ଗଠିତ ହୋଇଥାଏ ତେବେ ଶବ୍ଦଗୁଡିକ ଗୋଟିଏ underscore ଦ୍ଵାରା ଅଲଗାହୁଅନ୍ତି
07:44 ସାଧାରଣତଃ ଏପରି constantଗୁଡିକ ଗୋଟିଏ public ଭିଜିବିଲିଟୀ ଦ୍ଵାରା ଘୋଷିତ ହୁଅନ୍ତି
07:49 ବର୍ତ୍ତମାନ Demo classକୁ ଯିବା ସହିତ ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ
07:55 ଏଠାରେ ORG_NAME, ଏହାର class ନେମ୍ StudentEnrollକୁ ବ୍ୟବହାର କରି ଆକ୍ସେସ୍ ହେଉଥିବା ଲକ୍ଷ୍ୟ କରନ୍ତୁ
08:03 ବର୍ତ୍ତମାନ ପୁନର୍ବାର Demo ପ୍ରୋଗ୍ରାମକୁ run କରନ୍ତୁ
08:06 ଆପଣ ଦେଖିପାରିବେ ଯେ ORGANISATIONର ନାମ IITB ଭାବେ ପ୍ରିଣ୍ଟ ହୋଇଛି
08:11 ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
08:17 * ଗୋଟିଏ static variable କ’ଣ ଏବଂ ଏହା କେଉଁଠାରେ ବ୍ୟବହୃତ ହୁଏ
08:21 *static variableଗୁଡିକୁ କିପରି ସୃଷ୍ଟି ଓ ପ୍ରୟୋଗ କରିବା
08:25 ଗୋଟିଏ ଆସାଇନମେଣ୍ଟ ଭାବେ, ଏକ କାର୍ ସର୍ଭିସ ଷ୍ଟେସନକୁ ଉପସ୍ଥାପିତ କରିବା ପାଇଁ ଗୋଟିଏ class CarServiceକୁ ସୃଷ୍ଟି କରନ୍ତୁ
08:32 ଏହି class, ନିମ୍ନଲିଖିତ ବିବରଣୀକୁ ଉପସ୍ଥାପନ କରିବା ପାଇଁ ନିଶ୍ଚିତରୂପେ ଭେରିଏବଲଗୁଡିକୁ ଧାରଣ କରିବ:

ସର୍ଭିସ ଷ୍ଟେସନ୍ Name,

08:39 * କାରର, make, model ଏବଂ register number ଯାହା ସର୍ଭିସ୍ ପାଇଁ ଅଛି
08:44 * ସର୍ଭିସ୍ ପାଇଁ ଥିବା No. of Cars in
08:47 instance variables ଓ static variableଗୁଡିକୁ ଚିହ୍ନଟ କରନ୍ତୁ
08:51 ଉପଯୁକ୍ତ କୀୱର୍ଡଗୁଡିକୁ ବ୍ୟବହାର କରି ସେଗୁଡିକୁ ଘୋଷଣା କରନ୍ତୁ
08:55 କାରର make, model ଓ register number ପାଇଁ ଭେଲ୍ୟୁଗୁଡିକୁ ଇନିଶିଆଲାଇଜ୍ କରିବା ପାଇଁ ଗୋଟିଏ constructorକୁ ପରିଭାଷିତ କରନ୍ତୁ
09:01 ସମସ୍ତ ଭେରିଏବଲଗୁଡିକର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରିବା ପାଇଁ ଗୋଟିଏ ମେଥଡ୍ show( )କୁ ପରିଭାଷିତ କରନ୍ତୁ
09:07 ପରିଣାମଗୁଡିକୁ ଯାଞ୍ଚ କରିବା ପାଇଁ main ମେଥଡ୍ ମଧ୍ୟରେ ଗୋଟିଏ Demo class ମଧ୍ୟ ସୃଷ୍ଟି କରନ୍ତୁ ଯେପରି CarServiceର କିଛି objectକୁ ସୃଷ୍ଟି କରନ୍ତୁ
09:16 ଏହି objectଗୁଡିକୁ ବ୍ୟବହାର କରି ମେଥଡ୍ show( )କୁ ପ୍ରୟୋଗ କରନ୍ତୁ
09:20 class ନେମକୁ ବ୍ୟବହାର କରି static variableଗୁଡିକୁ ମଧ୍ୟ ସିଧାସଳଖ ଆକ୍ସେସ୍ କରନ୍ତୁ
09:25 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରିବା ସହିତ ଦେଖନ୍ତୁ
09:32 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:

ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ

ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି

09:41 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
09:45 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ
09:51 ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ
09:56 ଏହି ସ୍କ୍ରିପ୍ଟ Department of Information Technology, Amal Jyothi College of Engineering ଦ୍ଵାରା ପ୍ରଦାନ କରାଯାଇଛି
10:03 ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep