Java/C3/Calling-methods-of-the-superclass/Oriya

From Script | Spoken-Tutorial
Revision as of 13:00, 19 December 2017 by Pradeep (Talk | contribs)

Jump to: navigation, search
Time
Narration
00:01 Calling Methods of the Super Class ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, * Super Keywordକୁ କେତେବେଳେ ବ୍ୟବହାର କରାଯାଏ
00:13 * Superclassର ମେଥଡ୍ସକୁ କିପରି କଲ୍ କରାଯାଏ
00:17 * Superclassର କନଷ୍ଟ୍ରକ୍ଟରକୁ କିପରି ଆହ୍ୱାନ କରାଯାଏ
00:22 ଏଠାରେ ଆମେ ବ୍ୟବହାର କରୁଛୁ:
  • ଉବୁଣ୍ଟୁ ଭର୍ସନ୍ 12.04
  • JDK 1.7
  • Eclipse 4.3.1
00:32 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Java ଓ Eclipse IDE ଉପରେ ମୌଳିକ ଜ୍ଞାନ ଥିବା ଦରକାର
00:39 ଆପଣଙ୍କର, Javaରେ Method Overriding ଓ Subclassingର ଜ୍ଞାନ ମଧ୍ୟ ଥିବା ଆବଶ୍ୟକ
00:45 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍‍ ଦେଖନ୍ତୁ
00:51 ଏକ Subclass, Super କୀୱର୍ଡ ବ୍ୟବହାର କରି ଗୋଟିଏ Superclass Data କିମ୍ୱା Method ବ୍ୟବହାର କରିପାରେ


00:58 Super କୀୱର୍ଡ:
  • Parent Classର Instance Variableକୁ ସନ୍ଦର୍ଭିତ କରେ
  • Parent Class Constructorକୁ ଆହ୍ୱାନ କରିବା ପାଇଁ ବ୍ୟବହୃତ ହୁଏ
  • Parent Class Methodକୁ ଆହ୍ୱାନ କରିବା ପାଇଁ ବ୍ୟବହୃତ ହୁଏ
01:13 ବର୍ତ୍ତମାନ ଚାଲନ୍ତୁ, ଆମେ ପୂର୍ବରୁ ତିଆରି କରିଥିବା IDE ଓ Projectକୁ ଯିବା
01:19 Manager Classକୁ ଆସନ୍ତୁ.
01:22 ଏବେ, getDetails() ମେଥଡ୍ କୁ ଫେରିଆସନ୍ତୁ
01:26 Return ଷ୍ଟେଟମେଣ୍ଟରେ, Name ଓ Emailକୁ କାଢିଦିଅନ୍ତୁ
01:32 ଏବେ, Employee Classକୁ ଫେରିଆସନ୍ତୁ
01:36 ଏହା ହେଉଛି Parent Class ବା Super Class
01:41 ଆମ ପାଖରେ ପୂର୍ବରୁ ଏଠାରେ getDetails() ମେଥଡ୍ ଅଛି
01:46 ଏହି ମେଥଡ୍ Name ଓ Email ରିଟର୍ନ କରେ
01:51 ତେଣୁ, ଆମେ Manager Classରେ ଏହି getDetails() ମେଥଡ୍ ବ୍ୟବହାର କରିପାରିବା
01:57 Manager Class ଭିତରେ, Employee Classରୁ ଆମେ getDetails() ମେଥଡ୍ କଲ୍ କରିବା
02:04 Manager Classରେ ଥିବା getDetails() ମେଥଡ୍ କୁ ଆସନ୍ତୁ
02:10 Return ଷ୍ଟେଟମେଣ୍ଟ ଭିତରେ ଟାଇପ୍ କରନ୍ତୁ: super ଡଟ୍ getDetails() ପ୍ଲସ୍ ସ୍ଲାଶ୍ n Manager of getDepartment()
02:22 ମୁଁ ଏବେ ପ୍ରୋଗ୍ରାମ୍ ରନ୍ କରିବି
02:25 ଦେଖନ୍ତୁ, ଆମେ Manager ବିବରଣୀ ପାଇଲେ. ଏହିପରି ଆମେ, Subclass ଭିତରେ Superclassର ମେଥଡ୍ କୁ କଲ୍ କରିପାରିବା
02:36 ଏବେ, Employee Classକୁ ଫେରିଆସନ୍ତୁ
02:41 ଏଠାରେ ଗୋଟିଏ Constructor ମିଶାଇବା
02:44 ତେଣୁ, Employee Class ଭିତରେ ଟାଇପ୍ କରନ୍ତୁ: public ସ୍ପେସ୍ Employee ବ୍ରାକେଟ୍ସ ମଧ୍ୟରେ String name, String email_address
02:59 କର୍ଲୀ ବ୍ରାକେଟ୍ସ ମଧ୍ୟରେ ଟାଇପ୍ କରନ୍ତୁ:

this dot name is equal to name semicolon this dot email_address is equal to email_address

03:17 ଏବେ ଚାଲନ୍ତୁ, Setter ଓ Getter ମେଥଡ୍ କୁ କମେଣ୍ଟ କରିବା
03:23 getDetails() ମେଥଡ୍ ଭିତରେ -

getName ବଦଳରେ, ଟାଇପ୍ କରନ୍ତୁ Name getEmail ବଦଳରେ, ଟାଇପ୍ କରନ୍ତୁ email_address

03:37 ଗୋଟିଏ Parent Classରୁ ଏକ Subclass, ସମସ୍ତ ମେଥଡ୍ସ ଓ ଭେରିଏବଲ୍ସ ଗ୍ରହଣ କରିଥାଏ
03:44 ଧ୍ୟାନଦିଅନ୍ତୁ ଯେ, ଏହା Constructors ଗ୍ରହଣ କରେନାହିଁ
03:49 କିନ୍ତୁ Constructor, ନିଜ Superclassର Non-Private Constructorsକୁ କଲ୍ କରିପାରିବ
03:55 ଆମେ ଏହାକୁ, Child Class Constructorରୁ Super କୀୱର୍ଡ ବ୍ୟବହାର କରି କରିପାରିବା
04:01 ତାହାକୁ ଆମେ ଏବେ ଦେଖିବା
04:04 ସେଥିପାଇଁ, Manager Classକୁ ଫେରିଆସନ୍ତୁ. ଏଠାରେ ଆମେ ଗୋଟିଏ Constructor ମିଶାଇବା
04:10 ତେଣୁ, ଟାଇପ୍ କରନ୍ତୁ: public ସ୍ପେସ୍ Manager ବ୍ରାକେଟ୍ସ ମଧ୍ୟରେ String ସ୍ପେସ୍ name comma String ସ୍ପେସ୍ email ଅଣ୍ଡରସ୍କୋର୍ address କମା String ସ୍ପେସ୍ dept
04:30 ତା’ପରେ, କର୍ଲୀ ବ୍ରାକେଟ୍ସ ମଧ୍ୟରେ ଟାଇପ୍ କରନ୍ତୁ: super ବ୍ରାକେଟ୍ସ ମଧ୍ୟରେ name, email ଅଣ୍ଡରସ୍କୋର୍ address ସେମିକୋଲନ୍
04:44 ତା’ପରେ ଟାଇପ୍ କରନ୍ତୁ: department ଇଜ୍ ଇକ୍ୱାଲ୍ ଟୁ dept ସେମିକୋଲନ୍
04:51 ଏଠାରେ ଆମେ, Setter ଓ Getter ମେଥଡ୍ କୁ କମେଣ୍ଟ କରିବା
04:56 ତା’ପରେ, getDetails() ମେଥଡ୍ ରେ ଟାଇପ୍ କରନ୍ତୁ: getdepartment ବଦଳରେ department
05:05 ଏବେ, TestEmployee Classକୁ ଫେରିଆସନ୍ତୁ
05:09 Setter ମେଥଡ୍ ପାଇଁ ଥିବା କଲ୍ କୁ କମେଣ୍ଟ କରନ୍ତୁ
05:15 ବର୍ତ୍ତମାନ, Manager Constructor ପାଇଁ ଥିବା କଲ୍ ଭିତରେ ଟାଇପ୍ କରନ୍ତୁ: କ୍ୱୋଟ୍ସ ମଧ୍ୟରେ Nikkita Dinesh, abc@gmail.com, Accounts
05:32 ଏବେ ପ୍ରୋଗ୍ରାମ୍ ରନ୍ କରନ୍ତୁ
05:35 ଆମେ ନିମ୍ନ ଆଉପୁଟ୍ ପାଇଲେ ଆମେ Manager ବିବରଣୀ ପାଇଲେ
05:40 ଏହିପରି ଭାବେ ଆମେ, Superclassର Constructorକୁ କଲ୍ କରିପାରିବା
05:45 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ନିମ୍ନ ବିଷୟରେ ଶିଖିଲେ,
  • Super କୀୱର୍ଡ
  • Super Classର କଲିଙ୍ଗ୍ ମେଥଡ୍ ଏବଂ
  • Superclassର Constructorକୁ ଆହ୍ୱାନ କରିବା
05:56 ଏକ ଆସାନମେଣ୍ଟ ଭାବେ -

ପୂର୍ବବର୍ତ୍ତୀ ଆସାଇନମେଣ୍ଟ ଖୋଲନ୍ତୁ Bike Classରେ Vehicle Class Run Methodକୁ କଲ୍ କରନ୍ତୁ

06:04 ଆଉଟପୁଟ୍ ନିମ୍ନ ଭାବେ ହେବା ଉଚିତ:

The Vehicle is running The Bike is running safely

06:10 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ.
06:17 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
06:26 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
  • ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
  • ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି "କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial,org)କୁ ଲେଖନ୍ତୁ

06:42 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
06:46 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
06:54 ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

http://spoken-tutorial.org/NMEICT- Intro

07:05 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep