Java/C2/Strings/Oriya

From Script | Spoken-Tutorial
Revision as of 14:14, 29 August 2016 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Javaରେ Strings ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲ୍ ରେ ଆପଣ ଶିଖିବେ, କିପରି:
00:08 ଷ୍ଟ୍ରିଙ୍ଗ୍ କ୍ରିଏଟ୍ କରିବା, ଷ୍ଟ୍ରିଙ୍ଗ୍ସ ଆଡ୍ କରିବା ଏବଂ ଲୋୱର୍ କେସ୍ ଓ ଅପର୍ କେସ୍ କନଭର୍ଟ କରିବା ପରି ମୌଳିକ ଷ୍ଟ୍ରିଙ୍ଗ୍ ଅପରେଶନ୍ସ ପ୍ରଦର୍ଶନ କରିବା
00:18 ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ

Ubuntu 11.10, JDK 1.6 ଓ Eclipse 3.7

00:26 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଆପଣଙ୍କର, Javaରେ Data Typesର ଜ୍ଞାନ ଥିବା ଦରକାର
00:32 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:40 Javaରେ Strings ହେଉଛି Charactersର ଏକ ଶୃଙ୍ଖଳା
00:44 Strings ଆରମ୍ଭ କରିବା ପୂର୍ବରୁ ଆମେ, ପ୍ରଥମେ Character Data Type ଦେଖିବା
00:50 ଏବେ, Eclipseକୁ ଯାଆନ୍ତୁ
00:55 ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି
01:00 StringDemo ନାମରେ ମୁଁ ଏକ Class କ୍ରିଏଟ୍ କରି Main Method ଆଡ୍ କରିଛି
01:07 Main Method ଭିତରେ ଟାଇପ୍ କରନ୍ତୁ: char star equal to single quotesରେ asterisk.
01:19 ଏହି ଷ୍ଟେଟମେଣ୍ଟ, Star ନାମରେ ଓ Char ଟାଇପ୍ ର ଏକ ଭେରିଏବଲ୍ କ୍ରିଏଟ୍ କରେ
01:25 ଏହା ଗୋଟିଏ ହିଁ କ୍ୟାରେକ୍ଟର୍ ଷ୍ଟୋର୍ କରିପାରେ
01:28 କିଛି କ୍ୟାରେକ୍ଟର୍ସ ବ୍ୟବହାର କରି ଚାଲନ୍ତୁ ସେହି ଶବ୍ଦଟିକୁ ପ୍ରିଣ୍ଟ କରିବା
01:33 Char ଲାଇନ୍ କାଢ଼ି ଟାଇପ୍ କରନ୍ତୁ:
01:36 char c1 equal to single quotesରେ 'c';
01:43 char c2 equal to single quotesରେ 'a';
01:49 char c3 equal to single quotesରେ 'r';
01:55 ଆମେ, Car ଶବ୍ଦ ତିଆରି କରିବା ପାଇଁ ତିନୋଟି କ୍ୟାରେକ୍ଟର୍ସ କ୍ରିଏଟ୍ କରିଛେ
01:59 ଚାଲନ୍ତୁ, ଶବ୍ଦଟିକୁ ପ୍ରିଣ୍ଟ କରିବା ପାଇଁ ସେଗୁଡ଼ିକ ବ୍ୟବହାର କରିବା
02:02 ଟାଇପ୍ କରନ୍ତୁ:
02:04 System.out.print(c1);
02:12 System.out.print(c2);
02:22 System.out.print(c3);
02:31 ଦୟାକରି ଧ୍ୟାନଦିଅନ୍ତୁ ଯେ, ମୁଁ, println ବଦଳରେ print ବ୍ୟବହାର କରୁଛି, ଯେଉଁଥିରୁ ସମସ୍ତ କ୍ୟାରେକ୍ଟର୍ସ ସମାନ ଲାଇନ୍ ରେ ପ୍ରିଣ୍ଟ ହେବ
02:39 ଫାଇଲ୍ କୁ ସେଭ୍ କରି Run କରନ୍ତୁ
02:43 ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ
02:46 କିନ୍ତୁ ଏହି ମେଥଡ୍, କେବଳ ଶବ୍ଦକୁ ପ୍ରିଣ୍ଟ କରେ, କ୍ରିଏଟ୍ କରେ ନାହିଁ
02:50 ଗୋଟିଏ ଶବ୍ଦ କ୍ରିଏଟ୍ କରିବାକୁ ଆମେ, String Data Type ବ୍ୟବହାର କରିବା
02:54 ଚାଲନ୍ତୁ, ଏବେ ଏହାକୁ ଦେଖିବା.
02:57 Main Method ଭିତରେ ଥିବା ସବୁକିଛି କାଢ଼ିଦେଇ ଟାଇପ୍ କରନ୍ତୁ:
03:03 String greet equal to Hello Learner;
03:16 ଦେଖନ୍ତୁ, ଶବ୍ଦ Stgringରେ S ଅପର୍ କେସ୍ ରେ ଅଛି
03:19 ଆଉ ଆମେ, ଡେଲିମିଟର୍ ଭାବେ ସିଙ୍ଗଲ୍ କ୍ୱୋଟ୍ସ ବଦଳରେ ଡବଲ୍ କ୍ୱୋଟ୍ସ ବ୍ୟବହାର କରୁଛେ
03:25 ଏହି ଷ୍ଟେଟମେଣ୍ଟ, String ଟାଇପ୍ ର ଏକ ଭେରିଏବଲ୍ greet କ୍ରିଏଟ୍ କରେ
03:31 ଏବେ ଚାଲନ୍ତୁ, ମେସେଜ୍ ପ୍ରିଣ୍ଟ କରିବା
03:33 System.out.println(greet);
03:44 ଫାଇଲ୍ କୁ ସେଭ୍ କରି Run କରନ୍ତୁ
03:51 ଆମେ ଦେଖିପାରୁଛେ ଯେ, ମେସେଜ୍ ଟି ଭେରିଏବଲ୍ ରେ ଷ୍ଟୋର୍ ହେଲା ଓ ପ୍ରିଣ୍ଟ ହେଲା
03:57 Stringsକୁ Javaରେ ମଧ୍ୟ ଆଡ୍ କରିହେବ
04:00 ଏହା କିପରି କରାଯାଏ, ଚାଲନ୍ତୁ ଦେଖିବା
04:04 ମୁଁ ମେସେଜ୍ ରୁ Learner କାଢ଼ିଦେଉଛି
04:08 ଆମେ, ନାମକୁ ଭିନ୍ନ ଭେରିଏବଲ୍ ରେ ଷ୍ଟୋର୍ କରିବା
04:14 String name equal to “Java”;
04:22 ଏବେ ଆମେ, ଏକ ମେସେଜ୍ ତିଆରି କରିବାକୁ Strings ଆଡ୍ କରିବା
04:28 String msg equal to greet plus name;
04:42 ପ୍ରିଣ୍ଟ ଷ୍ଟେଟମେଣ୍ଟରେ messageକୁ greet ସହିତ ବଦଳାନ୍ତୁ ଏବଂ ଫାଇଲ୍ କୁ ସେଭ୍ କରି ରନ୍ କରନ୍ତୁ
04:56 ଦେଖନ୍ତୁ, ଆଉଟପୁଟ୍ greeting ଓ Name ପ୍ରଦର୍ଶିତ କରୁଛି
05:00 କିନ୍ତୁ, ସେଗୁଡ଼ିକୁ କୌଣସି Space ପୃଥକ୍ କରୁନାହିଁ
05:02 ତେଣୁ, ଏକ Space କ୍ୟାରେକ୍ଟର୍ କ୍ରିଏଟ୍ କରିବା
05:08 char SPACE equal to single quotesରେ ' '(space);
05:17 ଧ୍ୟାନଦିଅନ୍ତୁ ଯେ, ମୁଁ, ଭେରିଏବଲ୍ ନେମ୍ ରେ ସମସ୍ତ ଅପର୍ କେସ୍ ଲେଟର୍ସ ବ୍ୟବହାର କରିଛି, ସେଥିପାଇଁ ଏହା ସ୍ପଷ୍ଟ ଅଛି
05:23 ନିଜ ପସନ୍ଦ ଅନୁସାରେ ଆପଣ ଏହାକୁ ବଦଳାଇପାରିବେ
05:26 ଏବେ ଚାଲନ୍ତୁ, ମେସେଜ୍ ରେ SPACE ଆଡ୍ କରିବା
05:29 greet plus SPACE plus name;
05:36 ଫାଇଲ୍ କୁ ସେଭ୍ କରି Run କରନ୍ତୁ
05:40 ଆମେ ଆଶାନୁରୂପ ଓ ସ୍ପଷ୍ଟ ଆଉଟପୁଟ୍ ପାଇଲେ
05:45 ଚାଲନ୍ତୁ, କିଛି String Operations ଦେଖିବା
05:50 ମୁଁ, Hello ଶବ୍ଦର କିଛି କ୍ୟାରେକ୍ଟର୍ସ ଓ Java ଶବ୍ଦକୁ ଅପର୍ କେସ୍ ରେ ବଦଳାଉଛି
06:05 ଅଧିକାଂଶ ସମୟରେ, ଯେତେବେଳେ ଯୁଜର୍ସ ଇନପୁଟ୍ ଦିଅନ୍ତି, ଆମକୁ ଏହିଭଳି ଭାଲ୍ୟୁଜ୍ ମିଳେ, ମିଶାମିଶି କେସ୍ ରେ
06:11 ତେଣୁ, ପ୍ରୋଗ୍ରାମ୍ ରନ୍ କରି ଆଉଟପୁଟ୍ ଦେଖିବା
06:18 ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ ସ୍ପଷ୍ଟ ନାହିଁ
06:22 ଆଉଟପୁଟ୍ ସ୍ପଷ୍ଟ କରିବା ପାଇଁ ଚାଲନ୍ତୁ String Methods ବ୍ୟବହାର କରିବା
06:27 ଟାଇପ୍ କରନ୍ତୁ: greet equal to greet.toLowerCase();
06:41 ଏହି ଷ୍ଟେଟମେଣ୍ଟ, ଷ୍ଟ୍ରିଙ୍ଗ୍ greetର ପ୍ରତ୍ୟେକ କ୍ୟାରେକ୍ଟର୍ କୁ ଲୋୱର୍ କେସ୍ ରେ ବଦଳାଇଦେବ
06:47 name equal to name.toUpperCase();
06:58 ଏହି ଷ୍ଟେଟମେଣ୍ଟ, ଷ୍ଟ୍ରିଙ୍ଗ୍ nameର ପ୍ରତ୍ୟେକ କ୍ୟାରେକ୍ଟର୍ କୁ ଅପର୍ କେସ୍ ରେ ବଦଳାଇଦେବ
07:03 ଫାଇଲ୍ କୁ ସେଭ୍ କରି Run କରନ୍ତୁ
07:08 ଦେଖନ୍ତୁ, ଆମେ String Methods ବ୍ୟବହାର କରିବା ପରେ ଏବେ ଆଉଟପୁଟ୍ ସ୍ପଷ୍ଟ ଅଛି
07:13 ଏହିପରି ଭାବେ ଆମେ Strings କ୍ରିଏଟ୍ କରି String Operations କରିପାରିବା
07:18 ଆହୁରି ଅନେକ String Methods ଅଛି ଏବଂ
07:19 ଆମେ ସେଗୁଡ଼ିକର ଆଲୋଚନା, କଠିନ ବିଷୟ ଉପରେ କାମ କରିବା ସମୟରେ କରିବା
07:26 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
07:29 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିଲେ,
07:31 Strings କ୍ରିଏଟ୍ ଓ ଆଡ୍ କିପରି କରାଯାଏ
07:33 ଏବଂ ଲୋୱର୍ କେସ୍ ଓ ଅପର୍ କେସ୍ କନଭର୍ଟ କରିବା ପରି ମୌଳିକ ଷ୍ଟ୍ରିଙ୍ଗ୍ ଅପରେଶନ୍ସ ପ୍ରଦର୍ଶନ କଲେ
07:39 ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ-
07:41 Javaରେ Stringsର Concat Method ବିଷୟରେ ପଢ଼ନ୍ତୁ. Strings ଆଡ୍ କରିବାଠାରୁ ତାହା କିପରି ଭିନ୍ନ ଜାଣନ୍ତୁ
07:50 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ.
07:55 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:58 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
08:03 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
08:05 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:07 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
08:17 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:21 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:28 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ: spoken-tutorial.org/NMEICT-Intro
08:33 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep