Java/C2/Programming-features-Eclipse/Oriya

From Script | Spoken-Tutorial
Revision as of 15:27, 7 April 2017 by PoojaMoolya (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:02 Programming Features of Eclipse ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:10 Eclipseର ଯୁଜର୍ ଫ୍ରେଣ୍ଡଲୀ ପ୍ରୋଗ୍ରାମିଙ୍ଗ୍ ଫିଚର୍ସ
00:15 ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ, Ubuntu 11.0, JDK 1.6 ଓ Eclipse 3.7.0 ବ୍ୟବହାର କରୁଛୁ
00:23 ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣ ନିଶ୍ଚିତ ଭାବେ
00:26 ନିଜ ସିଷ୍ଟମ୍ ରେ Eclipse ଇନଷ୍ଟଲ୍ କରିଥିବା ଦରକାର
00:28 Eclipseରେ ଏକ ସରଳ Java ପ୍ରୋଗ୍ରାମ୍ ଲେ୍ଖିବା ଜାଣିଥିବା ଆବଶ୍ୟକ
00:32 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:40 Eclipse IDE ଅନେକ ଯୁଜର୍ ଫ୍ରେଣ୍ଡଲୀ ଫିଚର୍ସକୁ ସପୋର୍ଟ କରିଥାଏ, ଯେପରି:
00:44 ଅଟୋ କମ୍ପ୍ଲେଶନ୍ ,ସିଣ୍ଟାକ୍ସ ହାଇଲାଇଟିଙ୍ଗ୍
00:46 ଏରର୍ ଡାୟଲଗ୍ ବକ୍ସ ଓ
00:48 ଶର୍ଟକଟ୍ କୀଜ୍,ଏହିସବୁ ଫିଚର୍ସକୁ ଆମେ ସବିଶେଷ ଜାଣିବା
00:59 Features ନାମରେ ମୁଁ ଏକ Class କ୍ରିଏଟ୍ କରି Main Method ଆଡ୍ କରିଛି
01:05 Eclipseରେ ଆମେ ପ୍ରଥମେ Auto Completion ଫିଚର୍ କୁ ଦେଖିବା
01:10 Main Method ଭିତରେ, ଏକ ଖୋଲା ବ୍ରେସ୍ ଟାଇପ୍ କରି Enter ଦାବନ୍ତୁ
01:17 ଆମେ ଦେଖିପାରୁଛେ ଯେ, ଏହା ଅଟୋମେଟିକାଲୀ ପରବର୍ତ୍ତୀ ବନ୍ଦ ବ୍ରେସ୍ ସେଟ୍ କରେ ଏବଂ ଏକ ଇଣ୍ଡେନ୍ସନ୍ ସହିତ କର୍ସର୍ କୁ ରଖେ
01:25 ଏହା, ଯୋଡ଼ିରେ କାମ କରୁଥିବା ପ୍ରତ୍ୟେକ ଫିଚର୍ କୁ ମଧ୍ୟ ସମ୍ପୂର୍ଣ୍ଣ କରେ
01:29 ଉଦାହରଣସ୍ୱରୂପ, ପାରେନ୍ଥେସିସ୍ ଖୋଲା ପାରେନ୍ଥେସିସ୍ ଟାଇପ୍ କରନ୍ତୁ
01:35 ଆମକୁ କେବଳ ଖୋଲା ପାରେନ୍ଥେସିସ୍ ଟାଇପ୍ କରିବାକୁ ହେବ ଓ Eclipse ଅଟୋମେଟିକାଲୀ ବନ୍ଦ ପାରେନ୍ଥେସିସ୍ ଆଡ୍ କରିଦେବ
01:42 ଯଦି ଆମେ ବନ୍ଦ ପାରେନ୍ଥେସିସ୍ ଟାଇପ୍ କରିବାରେ ମଧ୍ୟ ଅଭ୍ୟସ୍ତ, ତାହା ଅତିରିକ୍ତ ବନ୍ଦ ପାରେନ୍ଥେସିସ୍ ଆଡ୍ ନକରିବାର ମଧ୍ୟ ଧ୍ୟାନରଖିଥାଏ
01:52 ମୁଁ ଏବେ ବନ୍ଦ ପାରେନ୍ଥେସିସ୍ ଟାଇପ୍ କରୁଛି ଏବଂ ଦେଖନ୍ତୁ, କର୍ସର୍ କେବଳ ଡାହାଣକୁ ଘୁଞ୍ଚୁଛି ଓ ଅତିରିକ୍ତ ପାରେନ୍ଥେସିସ୍ ଆଡ୍ ହେଲାନାହିଁ
02:02 ଏହା, ସମାନ ଭାବରେ ଡବଲ୍ କ୍ୱୋଟ୍ସ ସହିତ ମଧ୍ୟ କାମ କରେ
02:06 ଖୋଲା କ୍ୱୋଟ୍ସ ଟାଇପ୍ କଲେ ଏହା ଅଟୋମେଟିକାଲୀ କ୍ୱୋଟ୍ସକୁ ବନ୍ଦ କରିଦେବ
02:12 ଯଦି ଆମେ ବନ୍ଦ କ୍ୱୋଟ୍ସ ଟାଇପ୍ କରିବାରେ ମଧ୍ୟ ଅଭ୍ୟସ୍ତ, ତାହା ଅତିରିକ୍ତ ବନ୍ଦ କ୍ୱୋଟ୍ସ ଆଡ୍ ନକରିବାର ମଧ୍ୟ ଧ୍ୟାନରଖିଥାଏ
02:19 ମୁଁ ଏବେ ବନ୍ଦ ପାରେନ୍ଥେସିସ୍ ଟାଇପ୍ କରୁଛି ଏବଂ ଦେଖନ୍ତୁ, କର୍ସର୍ କେବଳ ଡାହାଣକୁ ଘୁଞ୍ଚୁଛି ଓ ଅତିରିକ୍ତ ପାରେନ୍ଥେସିସ୍ ଆଡ୍ ହେଲାନାହିଁ
02:27 Auto Completion ହେଉଛି ଏକ ବହୁମୁଖୀ ଫିଚର୍ ଏବଂ କୋଡ୍ ର ଗଠନ ରକ୍ଷା କରିବାରେ ସାହାଯ୍ୟ କରିଥାଏ
02:32 ଆଉ ମଧ୍ୟ ଟାଇପିଙ୍ଗ୍ ଏରର୍ସ ପ୍ରତିରୋଧ କରିଥାଏ, ଯେପରି - ନଥିବା ବନ୍ଦ ବ୍ରେସେସ୍, ନଥିବା ବନ୍ଦ ପାରେନ୍ଥେସେସ୍ ଓ ନଥିବା ବନ୍ଦ କ୍ୱୋଟ୍ସ
02:44 ପରବର୍ତ୍ତୀ ପ୍ରୋଗ୍ରାମିଙ୍ଗ୍ ଫିଚର୍ ହେଉଛି Suggestion
02:48 ଆମେ ଟାଇପ୍ କରିଥିବା ସବୁକିଛି କାଢିଦିଅନ୍ତୁ
02:54 Hello ଶବ୍ଦ ପ୍ରିଣ୍ଟ କରିବାକୁ ଆମେ ଆଉଟପୁଟ୍ ଷ୍ଟେଟମେଣ୍ଟ ଟାଇପ୍ କରିବା. System ଡଟ୍
03:07 ଦେଖନ୍ତୁ, Eclipse ଏକ ଡ୍ରପ୍ ଡାଉନ୍ ତାଲିକା ପ୍ରଦର୍ଶିତ କଲା
03:11 ତାଲିକାରେ ପରାମର୍ଶ ରହିଛି, ଯେପରି err, in, out, consol ଆଦି, ସମସ୍ତ ସମ୍ଭାବ୍ୟ ସମାପନ
03:19 Outକୁ ଯାଇ Enter ଦାବନ୍ତୁ. ପୁଣିଥରେ ଡଟ୍ (.) ଟାଇପ୍ କରନ୍ତୁ
03:28 ଏବେ Eclipse, Out ମଡ୍ୟୁଲ୍ ରୁ ପରାମର୍ଶ ପ୍ରଦାନ କରିବ
03:33 Print()କୁ ଯାଇ Enter ଦାବନ୍ତୁ. ପାରେନ୍ଥେସେସ୍ ଭିତରେ, କ୍ୱୋଟ୍ସରେ Hello ଟାଇପ୍ କରନ୍ତୁ
03:57 ଆମେ ଦେଖୁଥିବା ପରବର୍ତ୍ତୀ ଫିଚର୍ ହେଉଛି Syntax Highlighting ଫିଚର୍
04:02 ଧ୍ୟାନଦିଅନ୍ତୁ ଯେ, Public Class, Public Static Void କୀୱର୍ଡ୍ସ ଭିନ୍ନ ଭିନ୍ନ ରଙ୍ଗରେ ଅଛି
04:09 ଆହୁରି ମଧ୍ୟ ଧ୍ୟାନଦିଅନ୍ତୁ ଯେ, Hello ନୀଳ ରଙ୍ଗରେ ଥାଇ ସୂଚିତ କରୁଛି କୁ ଏହା ହେଉଛି ଏକ String
04:16 ଏହି Syntax Highlighting ଫିଚର୍ ଆମକୁ, କୀୱର୍ଡ୍ସ ଓ କୋଡ୍ ର ବିଭିନ୍ନ ଭାଗକୁ ପ୍ରଭେଦ କରିବାରେ ସାହାଯ୍ୟ କରେ
04:27 Errors ଖୋଜିବାରେ ମଧ୍ୟ Eclipse ପ୍ରୋଗ୍ରାମର୍ କୁ ସାହାଯ୍ୟ କରେ
04:31 ଗୋଟିଏ ପ୍ରୋଗ୍ରାମରେ, ଏକ ଏରର୍, ବାମ ମାର୍ଜିନରେ ନାଲି ଛକ ଚିହ୍ନ ଦ୍ୱାରା ଚିହ୍ନିତ ହୋଇଥାଏ
04:36 ଏହି ପ୍ରୋଗ୍ରାମରେ ଆମେ ଏକ ଏରର୍ ଦେଖୁଛେ, ଆଉ ସେହି ଏରର୍ ଉପରେ ମାଉସ୍ ଚଲାନ୍ତୁ
04:46 ଆମେ ଦେଖୁଛେ ଯେ, ଏରର୍ କହୁଛି: ସେମିକଲନ୍ (;) ନାହିଁ ଏବଂ ଏହି ଏରର୍ ସମାଧାନ ମଧ୍ୟ ଜଣାଅଛି
04:57 ଆମେ ଯଦି ଏରର୍ କୁ ଫିକ୍ସ ନକରି Run କରୁଛେ, ରାଇଟ୍ କ୍ଲିକ୍ କରି Run As > Java Application ସିଲେକ୍ଟ କରନ୍ତୁ
05:12 ଆମେ ଏକ Error Dialog Box ପାଇଲେ, ଯାହା ଏଠାରେ ଏକ ଏରର୍ ଅଛି ବୋଲି ସୂଚିତ କରେ ଓ ପଚାରେ ଆମେ ଆଗକୁ ବଢିବା ଉଚିତ ନା ନାହିଁ
05:17 ଏବେପାଇଁ, ଚାଲନ୍ତୁ ଆଗକୁ ବଢିବା. ଦେଖନ୍ତୁ, ଏକ ଆଉଟପୁଟ୍ ଆସିଛି, ଯାହା ସୂଚିତ କରେ କି ଏଠାରେ ଏକ ଏରର୍ ଅଛି ଏବଂ
05:35 ଆମେ ଯେତେବେଳେ ପ୍ରୋବ୍ଲେମ୍ କନାସୋଲ୍ କୁ ଯାଉ, ସମ୍ଭାବ୍ୟ ସମାଧାନ ସହ ସମସ୍ତ ସମସ୍ୟା ତାଲିକାଭୁକ୍ତ ହୋଇଛି
05:43 ତେବେ ଚାଲନ୍ତୁ, ସେମିକଲନ୍ ଆଡ୍ କରି ସମସ୍ୟାର ସମାଧାନ କରିବା. ସେଭ୍ କରିବା ପାଇଁ Ctrl + S ଦାବନ୍ତୁ.
05:53 Eclipseରେ ପରବର୍ତ୍ତୀ ପ୍ରୋଗ୍ରାମର୍ ଅନୁକୂଳ ଫିଚର୍ ହେଉଛି Shortcut Keys
06:01 ଯେକୌଣସି ପ୍ରୋଗ୍ରାମରେ ସାଧାରଣ ଶର୍ଟକଟ୍ କୀଜ୍ ହେଉଛି Ctrl + S ସେଭ୍ କରିବା ପାଇଁ ତଥା Ctrl + O ଖୋଲିବା ପାଇଁ
06:07 ଅନେକ ଏହିପରି ସାଧାରଣ ବ୍ୟବହୃତ ଫଙ୍କସନ୍ ପାଇଁ Eclipseରେ ଶର୍ଟକଟ୍ କୀଜ୍ ଅଛି
06:12 Ctrl + F11 ହେଉଛି କୋଡ୍ ରନ୍ କରିବାର ଶର୍ଟକଟ୍ କୀ
06:16 ଚାଲନ୍ତୁ, ଏବେ ଏହାକୁ ଦେଖିବା. Ctrlକୁ ଧରି F11 ଦାବନ୍ତୁ ଓ ଦେଖନ୍ତୁ, କୋଡ୍ ଚାଲିଲା ଏବଂ ଆଉଟପୁଟ୍ Hello ପ୍ରିଣ୍ଟ ହେଲା
06:27 ଅନ୍ୟ ଅପ୍ସନ୍ସ ପାଇଁ ଶର୍ଟକଟ୍ କୀଗୁଡ଼ିକ ମେନୁ ଭିତରେ ମିଳିବ. Run କ୍ଲିକ୍ କରନ୍ତୁ
06:33 ଆଉ ଦେଖନ୍ତୁ, ଅପ୍ସନ୍ ର ଡାହାଣପଟେ, ଗୋଟିଏ ଶର୍ଟକଟ୍ ଦିଆଯାଇଛି
06:40 ତେଣୁ, Debug ପାଇଁ ଶର୍ଟକଟ୍ ହେଉଛି F11
06:45 Eclipseର ଏହା ହେଉଛି ଏକ ଛୋଟ କିନ୍ତୁ, ସାଧାରଣ ଭାବେ ବ୍ୟବହୃତ ପ୍ରୋଗ୍ରାମିଙ୍ଗ୍ ଫିଚର୍ ର ତାଲିକା. ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଆମେ ଅଧିକ ଫିଚର୍ସ ଦେଖିବା
06:56 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, Eclipseର ପ୍ରୋଗ୍ରାମିଙ୍ଗ୍ ଫିଚର୍ସକୁ କିପରି ବ୍ୟବହାର କରାଯାଏ, ଯେପରି:
07:04 ଅଟୋ କମ୍ପ୍ଲେଶନ୍ ସିଣ୍ଟାକ୍ସ ହାଇଲାଇଟିଙ୍ଗ୍
07:06 ଏରର୍ ଡାୟଲଗ୍ ବକ୍ସ ଓ,ଶର୍ଟକଟ୍ କୀଜ୍
07:10 ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ-
07:12 Hello ପ୍ରିଣ୍ତ କରୁଥିବା ଏକ Class ସହିତ ଗୋଟିଏ ସରଳ ପ୍ରୋଗ୍ରାମ୍ ଲେଖନ୍ତୁ
07:17 ଏହି ପ୍ରକ୍ରିୟାରେ, Eclipseର ସମସ୍ତ ପ୍ରୋଗ୍ରାମିଙ୍ଗ୍ ଫିଚର୍ସ ଲାଗୁକରନ୍ତୁ
07:22 କାର୍ଯ୍ୟଗୁଡ଼ିକୁ ଦେଖନ୍ତୁ
07:25 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,
07:28 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ.
07:30 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:33 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:37 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
07:39 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:42 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
07:45 ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
07:52 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:56 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:02 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
08:07 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep