Difference between revisions of "Java/C2/Programming-features-Eclipse/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:02 | Programming Features of Eclipse ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |- |00:07 | ଏ...")
 
 
Line 2: Line 2:
 
|'''Time'''
 
|'''Time'''
 
|'''Narration'''
 
|'''Narration'''
 +
 
|-
 
|-
 
|00:02
 
|00:02
 
| Programming Features of Eclipse ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| Programming Features of Eclipse ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
|00:07
 
|00:07
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,  
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,  
 +
 
|-
 
|-
 
|00:10
 
|00:10
 
| Eclipseର ଯୁଜର୍ ଫ୍ରେଣ୍ଡଲୀ ପ୍ରୋଗ୍ରାମିଙ୍ଗ୍ ଫିଚର୍ସ
 
| Eclipseର ଯୁଜର୍ ଫ୍ରେଣ୍ଡଲୀ ପ୍ରୋଗ୍ରାମିଙ୍ଗ୍ ଫିଚର୍ସ
 +
 
|-
 
|-
 
|00:15
 
|00:15
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ, Ubuntu 11.0, JDK 1.6 ଓ Eclipse 3.7.0 ବ୍ୟବହାର କରୁଛୁ
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ, Ubuntu 11.0, JDK 1.6 ଓ Eclipse 3.7.0 ବ୍ୟବହାର କରୁଛୁ
 +
 
|-
 
|-
 
|00:23
 
|00:23
 
| ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣ ନିଶ୍ଚିତ ଭାବେ  
 
| ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣ ନିଶ୍ଚିତ ଭାବେ  
 +
 
|-
 
|-
 
|00:26   
 
|00:26   
 
| ନିଜ ସିଷ୍ଟମ୍ ରେ Eclipse ଇନଷ୍ଟଲ୍ କରିଥିବା ଦରକାର  
 
| ନିଜ ସିଷ୍ଟମ୍ ରେ Eclipse ଇନଷ୍ଟଲ୍ କରିଥିବା ଦରକାର  
 +
 
|-
 
|-
 
|00:28
 
|00:28
 
| Eclipseରେ ଏକ ସରଳ Java ପ୍ରୋଗ୍ରାମ୍ ଲେ୍ଖିବା ଜାଣିଥିବା ଆବଶ୍ୟକ
 
| Eclipseରେ ଏକ ସରଳ Java ପ୍ରୋଗ୍ରାମ୍ ଲେ୍ଖିବା ଜାଣିଥିବା ଆବଶ୍ୟକ
 +
 
|-
 
|-
 
|00:32
 
|00:32
 
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
 
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
 +
 
|-
 
|-
 
|00:40
 
|00:40
 
| Eclipse IDE ଅନେକ ଯୁଜର୍ ଫ୍ରେଣ୍ଡଲୀ ଫିଚର୍ସକୁ ସପୋର୍ଟ କରିଥାଏ, ଯେପରି:   
 
| Eclipse IDE ଅନେକ ଯୁଜର୍ ଫ୍ରେଣ୍ଡଲୀ ଫିଚର୍ସକୁ ସପୋର୍ଟ କରିଥାଏ, ଯେପରି:   
 +
 
|-
 
|-
 
|00:44
 
|00:44
| * ଅଟୋ କମ୍ପ୍ଲେଶନ୍
+
| ଅଟୋ କମ୍ପ୍ଲେଶନ୍ ,ସିଣ୍ଟାକ୍ସ ହାଇଲାଇଟିଙ୍ଗ୍   
|-
+
 
|00:45
+
| * ସିଣ୍ଟାକ୍ସ ହାଇଲାଇଟିଙ୍ଗ୍   
+
 
|-
 
|-
 
|00:46
 
|00:46
| * ଏରର୍ ଡାୟଲଗ୍ ବକ୍ସ ଓ  
+
| ଏରର୍ ଡାୟଲଗ୍ ବକ୍ସ ଓ  
 +
 
 
|-
 
|-
 
|00:48
 
|00:48
| * ଶର୍ଟକଟ୍ କୀଜ୍
+
| ଶର୍ଟକଟ୍ କୀଜ୍,ଏହିସବୁ ଫିଚର୍ସକୁ ଆମେ ସବିଶେଷ ଜାଣିବା
|-
+
 
|00:49
+
| ଏହିସବୁ ଫିଚର୍ସକୁ ଆମେ ସବିଶେଷ ଜାଣିବା
+
 
|-
 
|-
 
|00:59
 
|00:59
 
| Features ନାମରେ ମୁଁ ଏକ Class କ୍ରିଏଟ୍ କରି Main Method ଆଡ୍ କରିଛି
 
| Features ନାମରେ ମୁଁ ଏକ Class କ୍ରିଏଟ୍ କରି Main Method ଆଡ୍ କରିଛି
 +
 
|-
 
|-
 
|01:05
 
|01:05
 
| Eclipseରେ ଆମେ ପ୍ରଥମେ Auto Completion ଫିଚର୍ କୁ ଦେଖିବା
 
| Eclipseରେ ଆମେ ପ୍ରଥମେ Auto Completion ଫିଚର୍ କୁ ଦେଖିବା
 +
 
|-
 
|-
 
|01:10
 
|01:10
 
| Main Method ଭିତରେ, ଏକ ଖୋଲା ବ୍ରେସ୍ ଟାଇପ୍ କରି Enter ଦାବନ୍ତୁ
 
| Main Method ଭିତରେ, ଏକ ଖୋଲା ବ୍ରେସ୍ ଟାଇପ୍ କରି Enter ଦାବନ୍ତୁ
 +
 
|-
 
|-
 
|01:17  
 
|01:17  
 
| ଆମେ ଦେଖିପାରୁଛେ ଯେ, ଏହା ଅଟୋମେଟିକାଲୀ ପରବର୍ତ୍ତୀ ବନ୍ଦ ବ୍ରେସ୍ ସେଟ୍ କରେ ଏବଂ ଏକ ଇଣ୍ଡେନ୍ସନ୍ ସହିତ କର୍ସର୍ କୁ ରଖେ
 
| ଆମେ ଦେଖିପାରୁଛେ ଯେ, ଏହା ଅଟୋମେଟିକାଲୀ ପରବର୍ତ୍ତୀ ବନ୍ଦ ବ୍ରେସ୍ ସେଟ୍ କରେ ଏବଂ ଏକ ଇଣ୍ଡେନ୍ସନ୍ ସହିତ କର୍ସର୍ କୁ ରଖେ
 +
 
|-
 
|-
 
|01:25
 
|01:25
 
| ଏହା, ଯୋଡ଼ିରେ କାମ କରୁଥିବା ପ୍ରତ୍ୟେକ ଫିଚର୍ କୁ ମଧ୍ୟ ସମ୍ପୂର୍ଣ୍ଣ କରେ
 
| ଏହା, ଯୋଡ଼ିରେ କାମ କରୁଥିବା ପ୍ରତ୍ୟେକ ଫିଚର୍ କୁ ମଧ୍ୟ ସମ୍ପୂର୍ଣ୍ଣ କରେ
 +
 
|-
 
|-
 
|01:29
 
|01:29
 
| ଉଦାହରଣସ୍ୱରୂପ, ପାରେନ୍ଥେସିସ୍ ଖୋଲା ପାରେନ୍ଥେସିସ୍ ଟାଇପ୍ କରନ୍ତୁ
 
| ଉଦାହରଣସ୍ୱରୂପ, ପାରେନ୍ଥେସିସ୍ ଖୋଲା ପାରେନ୍ଥେସିସ୍ ଟାଇପ୍ କରନ୍ତୁ
 +
 
|-
 
|-
 
|01:35
 
|01:35
 
| ଆମକୁ କେବଳ ଖୋଲା ପାରେନ୍ଥେସିସ୍ ଟାଇପ୍ କରିବାକୁ ହେବ ଓ Eclipse ଅଟୋମେଟିକାଲୀ ବନ୍ଦ ପାରେନ୍ଥେସିସ୍ ଆଡ୍ କରିଦେବ
 
| ଆମକୁ କେବଳ ଖୋଲା ପାରେନ୍ଥେସିସ୍ ଟାଇପ୍ କରିବାକୁ ହେବ ଓ Eclipse ଅଟୋମେଟିକାଲୀ ବନ୍ଦ ପାରେନ୍ଥେସିସ୍ ଆଡ୍ କରିଦେବ
 +
 
|-
 
|-
 
|01:42
 
|01:42
 
| ଯଦି ଆମେ ବନ୍ଦ ପାରେନ୍ଥେସିସ୍ ଟାଇପ୍ କରିବାରେ ମଧ୍ୟ ଅଭ୍ୟସ୍ତ, ତାହା ଅତିରିକ୍ତ ବନ୍ଦ ପାରେନ୍ଥେସିସ୍ ଆଡ୍ ନକରିବାର ମଧ୍ୟ ଧ୍ୟାନରଖିଥାଏ
 
| ଯଦି ଆମେ ବନ୍ଦ ପାରେନ୍ଥେସିସ୍ ଟାଇପ୍ କରିବାରେ ମଧ୍ୟ ଅଭ୍ୟସ୍ତ, ତାହା ଅତିରିକ୍ତ ବନ୍ଦ ପାରେନ୍ଥେସିସ୍ ଆଡ୍ ନକରିବାର ମଧ୍ୟ ଧ୍ୟାନରଖିଥାଏ
 +
 
|-
 
|-
 
|01:52
 
|01:52
 
| ମୁଁ ଏବେ ବନ୍ଦ ପାରେନ୍ଥେସିସ୍ ଟାଇପ୍ କରୁଛି ଏବଂ ଦେଖନ୍ତୁ, କର୍ସର୍ କେବଳ ଡାହାଣକୁ ଘୁଞ୍ଚୁଛି ଓ ଅତିରିକ୍ତ ପାରେନ୍ଥେସିସ୍ ଆଡ୍ ହେଲାନାହିଁ
 
| ମୁଁ ଏବେ ବନ୍ଦ ପାରେନ୍ଥେସିସ୍ ଟାଇପ୍ କରୁଛି ଏବଂ ଦେଖନ୍ତୁ, କର୍ସର୍ କେବଳ ଡାହାଣକୁ ଘୁଞ୍ଚୁଛି ଓ ଅତିରିକ୍ତ ପାରେନ୍ଥେସିସ୍ ଆଡ୍ ହେଲାନାହିଁ
 +
 
|-
 
|-
 
|02:02
 
|02:02
 
| ଏହା, ସମାନ ଭାବରେ ଡବଲ୍ କ୍ୱୋଟ୍ସ ସହିତ ମଧ୍ୟ କାମ କରେ
 
| ଏହା, ସମାନ ଭାବରେ ଡବଲ୍ କ୍ୱୋଟ୍ସ ସହିତ ମଧ୍ୟ କାମ କରେ
 +
 
|-
 
|-
 
|02:06
 
|02:06
 
| ଖୋଲା କ୍ୱୋଟ୍ସ ଟାଇପ୍ କଲେ ଏହା ଅଟୋମେଟିକାଲୀ କ୍ୱୋଟ୍ସକୁ ବନ୍ଦ କରିଦେବ
 
| ଖୋଲା କ୍ୱୋଟ୍ସ ଟାଇପ୍ କଲେ ଏହା ଅଟୋମେଟିକାଲୀ କ୍ୱୋଟ୍ସକୁ ବନ୍ଦ କରିଦେବ
 +
 
|-
 
|-
 
|02:12  
 
|02:12  
 
| ଯଦି ଆମେ ବନ୍ଦ କ୍ୱୋଟ୍ସ ଟାଇପ୍ କରିବାରେ ମଧ୍ୟ ଅଭ୍ୟସ୍ତ, ତାହା ଅତିରିକ୍ତ ବନ୍ଦ କ୍ୱୋଟ୍ସ ଆଡ୍ ନକରିବାର ମଧ୍ୟ ଧ୍ୟାନରଖିଥାଏ  
 
| ଯଦି ଆମେ ବନ୍ଦ କ୍ୱୋଟ୍ସ ଟାଇପ୍ କରିବାରେ ମଧ୍ୟ ଅଭ୍ୟସ୍ତ, ତାହା ଅତିରିକ୍ତ ବନ୍ଦ କ୍ୱୋଟ୍ସ ଆଡ୍ ନକରିବାର ମଧ୍ୟ ଧ୍ୟାନରଖିଥାଏ  
 +
 
|-
 
|-
 
|02:19
 
|02:19
 
| ମୁଁ ଏବେ ବନ୍ଦ ପାରେନ୍ଥେସିସ୍ ଟାଇପ୍ କରୁଛି ଏବଂ ଦେଖନ୍ତୁ, କର୍ସର୍ କେବଳ ଡାହାଣକୁ ଘୁଞ୍ଚୁଛି ଓ ଅତିରିକ୍ତ ପାରେନ୍ଥେସିସ୍ ଆଡ୍ ହେଲାନାହିଁ
 
| ମୁଁ ଏବେ ବନ୍ଦ ପାରେନ୍ଥେସିସ୍ ଟାଇପ୍ କରୁଛି ଏବଂ ଦେଖନ୍ତୁ, କର୍ସର୍ କେବଳ ଡାହାଣକୁ ଘୁଞ୍ଚୁଛି ଓ ଅତିରିକ୍ତ ପାରେନ୍ଥେସିସ୍ ଆଡ୍ ହେଲାନାହିଁ
 +
 
|-
 
|-
 
|02:27
 
|02:27
 
| Auto Completion ହେଉଛି ଏକ ବହୁମୁଖୀ ଫିଚର୍ ଏବଂ କୋଡ୍  ର ଗଠନ ରକ୍ଷା କରିବାରେ ସାହାଯ୍ୟ କରିଥାଏ  
 
| Auto Completion ହେଉଛି ଏକ ବହୁମୁଖୀ ଫିଚର୍ ଏବଂ କୋଡ୍  ର ଗଠନ ରକ୍ଷା କରିବାରେ ସାହାଯ୍ୟ କରିଥାଏ  
 +
 
|-
 
|-
 
|02:32
 
|02:32
 
| ଆଉ ମଧ୍ୟ ଟାଇପିଙ୍ଗ୍ ଏରର୍ସ ପ୍ରତିରୋଧ କରିଥାଏ, ଯେପରି - ନଥିବା ବନ୍ଦ ବ୍ରେସେସ୍, ନଥିବା ବନ୍ଦ ପାରେନ୍ଥେସେସ୍ ଓ ନଥିବା ବନ୍ଦ କ୍ୱୋଟ୍ସ
 
| ଆଉ ମଧ୍ୟ ଟାଇପିଙ୍ଗ୍ ଏରର୍ସ ପ୍ରତିରୋଧ କରିଥାଏ, ଯେପରି - ନଥିବା ବନ୍ଦ ବ୍ରେସେସ୍, ନଥିବା ବନ୍ଦ ପାରେନ୍ଥେସେସ୍ ଓ ନଥିବା ବନ୍ଦ କ୍ୱୋଟ୍ସ
 +
 
|-
 
|-
 
|02:44
 
|02:44
 
| ପରବର୍ତ୍ତୀ ପ୍ରୋଗ୍ରାମିଙ୍ଗ୍ ଫିଚର୍ ହେଉଛି Suggestion
 
| ପରବର୍ତ୍ତୀ ପ୍ରୋଗ୍ରାମିଙ୍ଗ୍ ଫିଚର୍ ହେଉଛି Suggestion
 +
 
|-
 
|-
 
|02:48
 
|02:48
 
| ଆମେ ଟାଇପ୍ କରିଥିବା ସବୁକିଛି କାଢିଦିଅନ୍ତୁ
 
| ଆମେ ଟାଇପ୍ କରିଥିବା ସବୁକିଛି କାଢିଦିଅନ୍ତୁ
 +
 
|-
 
|-
 
|02:54
 
|02:54
 
| Hello ଶବ୍ଦ ପ୍ରିଣ୍ଟ କରିବାକୁ ଆମେ ଆଉଟପୁଟ୍ ଷ୍ଟେଟମେଣ୍ଟ ଟାଇପ୍ କରିବା.  System ଡଟ୍  
 
| Hello ଶବ୍ଦ ପ୍ରିଣ୍ଟ କରିବାକୁ ଆମେ ଆଉଟପୁଟ୍ ଷ୍ଟେଟମେଣ୍ଟ ଟାଇପ୍ କରିବା.  System ଡଟ୍  
 +
 
|-
 
|-
 
|03:07
 
|03:07
 
| ଦେଖନ୍ତୁ, Eclipse ଏକ ଡ୍ରପ୍ ଡାଉନ୍ ତାଲିକା ପ୍ରଦର୍ଶିତ କଲା
 
| ଦେଖନ୍ତୁ, Eclipse ଏକ ଡ୍ରପ୍ ଡାଉନ୍ ତାଲିକା ପ୍ରଦର୍ଶିତ କଲା
 +
 
|-
 
|-
 
|03:11
 
|03:11
 
| ତାଲିକାରେ ପରାମର୍ଶ ରହିଛି, ଯେପରି err, in, out, consol ଆଦି, ସମସ୍ତ ସମ୍ଭାବ୍ୟ ସମାପନ
 
| ତାଲିକାରେ ପରାମର୍ଶ ରହିଛି, ଯେପରି err, in, out, consol ଆଦି, ସମସ୍ତ ସମ୍ଭାବ୍ୟ ସମାପନ
 +
 
|-
 
|-
 
|03:19
 
|03:19
 
| Outକୁ ଯାଇ Enter ଦାବନ୍ତୁ.  ପୁଣିଥରେ ଡଟ୍ (.) ଟାଇପ୍ କରନ୍ତୁ  
 
| Outକୁ ଯାଇ Enter ଦାବନ୍ତୁ.  ପୁଣିଥରେ ଡଟ୍ (.) ଟାଇପ୍ କରନ୍ତୁ  
 +
 
|-
 
|-
 
|03:28
 
|03:28
 
| ଏବେ Eclipse, Out ମଡ୍ୟୁଲ୍ ରୁ ପରାମର୍ଶ ପ୍ରଦାନ କରିବ   
 
| ଏବେ Eclipse, Out ମଡ୍ୟୁଲ୍ ରୁ ପରାମର୍ଶ ପ୍ରଦାନ କରିବ   
 +
 
|-
 
|-
 
|03:33
 
|03:33
 
| Print()କୁ ଯାଇ Enter ଦାବନ୍ତୁ.  ପାରେନ୍ଥେସେସ୍ ଭିତରେ, କ୍ୱୋଟ୍ସରେ Hello ଟାଇପ୍ କରନ୍ତୁ
 
| Print()କୁ ଯାଇ Enter ଦାବନ୍ତୁ.  ପାରେନ୍ଥେସେସ୍ ଭିତରେ, କ୍ୱୋଟ୍ସରେ Hello ଟାଇପ୍ କରନ୍ତୁ
 +
 
|-
 
|-
 
|03:57
 
|03:57
 
| ଆମେ ଦେଖୁଥିବା ପରବର୍ତ୍ତୀ ଫିଚର୍ ହେଉଛି Syntax Highlighting ଫିଚର୍  
 
| ଆମେ ଦେଖୁଥିବା ପରବର୍ତ୍ତୀ ଫିଚର୍ ହେଉଛି Syntax Highlighting ଫିଚର୍  
 +
 
|-
 
|-
 
|04:02
 
|04:02
 
| ଧ୍ୟାନଦିଅନ୍ତୁ ଯେ, Public Class, Public Static Void କୀୱର୍ଡ୍ସ ଭିନ୍ନ ଭିନ୍ନ ରଙ୍ଗରେ ଅଛି   
 
| ଧ୍ୟାନଦିଅନ୍ତୁ ଯେ, Public Class, Public Static Void କୀୱର୍ଡ୍ସ ଭିନ୍ନ ଭିନ୍ନ ରଙ୍ଗରେ ଅଛି   
 +
 
|-
 
|-
 
|04:09
 
|04:09
 
| ଆହୁରି ମଧ୍ୟ ଧ୍ୟାନଦିଅନ୍ତୁ ଯେ, Hello ନୀଳ ରଙ୍ଗରେ ଥାଇ ସୂଚିତ କରୁଛି କୁ ଏହା ହେଉଛି ଏକ String  
 
| ଆହୁରି ମଧ୍ୟ ଧ୍ୟାନଦିଅନ୍ତୁ ଯେ, Hello ନୀଳ ରଙ୍ଗରେ ଥାଇ ସୂଚିତ କରୁଛି କୁ ଏହା ହେଉଛି ଏକ String  
 +
 
|-
 
|-
 
|04:16
 
|04:16
 
| ଏହି Syntax Highlighting ଫିଚର୍ ଆମକୁ, କୀୱର୍ଡ୍ସ ଓ କୋଡ୍ ର ବିଭିନ୍ନ ଭାଗକୁ ପ୍ରଭେଦ କରିବାରେ ସାହାଯ୍ୟ କରେ  
 
| ଏହି Syntax Highlighting ଫିଚର୍ ଆମକୁ, କୀୱର୍ଡ୍ସ ଓ କୋଡ୍ ର ବିଭିନ୍ନ ଭାଗକୁ ପ୍ରଭେଦ କରିବାରେ ସାହାଯ୍ୟ କରେ  
 +
 
|-
 
|-
 
|04:27
 
|04:27
 
| Errors ଖୋଜିବାରେ ମଧ୍ୟ Eclipse ପ୍ରୋଗ୍ରାମର୍ କୁ ସାହାଯ୍ୟ କରେ  
 
| Errors ଖୋଜିବାରେ ମଧ୍ୟ Eclipse ପ୍ରୋଗ୍ରାମର୍ କୁ ସାହାଯ୍ୟ କରେ  
 +
 
|-
 
|-
 
|04:31
 
|04:31
 
| ଗୋଟିଏ ପ୍ରୋଗ୍ରାମରେ, ଏକ ଏରର୍, ବାମ ମାର୍ଜିନରେ ନାଲି ଛକ ଚିହ୍ନ ଦ୍ୱାରା ଚିହ୍ନିତ ହୋଇଥାଏ  
 
| ଗୋଟିଏ ପ୍ରୋଗ୍ରାମରେ, ଏକ ଏରର୍, ବାମ ମାର୍ଜିନରେ ନାଲି ଛକ ଚିହ୍ନ ଦ୍ୱାରା ଚିହ୍ନିତ ହୋଇଥାଏ  
 +
 
|-
 
|-
 
|04:36
 
|04:36
 
| ଏହି ପ୍ରୋଗ୍ରାମରେ ଆମେ ଏକ ଏରର୍ ଦେଖୁଛେ, ଆଉ ସେହି ଏରର୍ ଉପରେ ମାଉସ୍ ଚଲାନ୍ତୁ
 
| ଏହି ପ୍ରୋଗ୍ରାମରେ ଆମେ ଏକ ଏରର୍ ଦେଖୁଛେ, ଆଉ ସେହି ଏରର୍ ଉପରେ ମାଉସ୍ ଚଲାନ୍ତୁ
 +
 
|-
 
|-
 
|04:46
 
|04:46
 
| ଆମେ ଦେଖୁଛେ ଯେ, ଏରର୍ କହୁଛି: ସେମିକଲନ୍ (;) ନାହିଁ ଏବଂ ଏହି ଏରର୍ ସମାଧାନ ମଧ୍ୟ ଜଣାଅଛି  
 
| ଆମେ ଦେଖୁଛେ ଯେ, ଏରର୍ କହୁଛି: ସେମିକଲନ୍ (;) ନାହିଁ ଏବଂ ଏହି ଏରର୍ ସମାଧାନ ମଧ୍ୟ ଜଣାଅଛି  
 +
 
|-
 
|-
 
|04:57
 
|04:57
 
| ଆମେ ଯଦି ଏରର୍ କୁ ଫିକ୍ସ ନକରି Run କରୁଛେ, ରାଇଟ୍ କ୍ଲିକ୍ କରି Run As > Java Application  ସିଲେକ୍ଟ କରନ୍ତୁ
 
| ଆମେ ଯଦି ଏରର୍ କୁ ଫିକ୍ସ ନକରି Run କରୁଛେ, ରାଇଟ୍ କ୍ଲିକ୍ କରି Run As > Java Application  ସିଲେକ୍ଟ କରନ୍ତୁ
 +
 
|-
 
|-
 
|05:12
 
|05:12
 
| ଆମେ ଏକ Error Dialog Box ପାଇଲେ, ଯାହା ଏଠାରେ ଏକ ଏରର୍ ଅଛି ବୋଲି ସୂଚିତ କରେ ଓ ପଚାରେ ଆମେ ଆଗକୁ ବଢିବା ଉଚିତ ନା ନାହିଁ
 
| ଆମେ ଏକ Error Dialog Box ପାଇଲେ, ଯାହା ଏଠାରେ ଏକ ଏରର୍ ଅଛି ବୋଲି ସୂଚିତ କରେ ଓ ପଚାରେ ଆମେ ଆଗକୁ ବଢିବା ଉଚିତ ନା ନାହିଁ
 +
 
|-
 
|-
 
|05:17
 
|05:17
 
| ଏବେପାଇଁ, ଚାଲନ୍ତୁ ଆଗକୁ ବଢିବା.  ଦେଖନ୍ତୁ, ଏକ ଆଉଟପୁଟ୍ ଆସିଛି, ଯାହା ସୂଚିତ କରେ କି ଏଠାରେ ଏକ ଏରର୍ ଅଛି ଏବଂ  
 
| ଏବେପାଇଁ, ଚାଲନ୍ତୁ ଆଗକୁ ବଢିବା.  ଦେଖନ୍ତୁ, ଏକ ଆଉଟପୁଟ୍ ଆସିଛି, ଯାହା ସୂଚିତ କରେ କି ଏଠାରେ ଏକ ଏରର୍ ଅଛି ଏବଂ  
 +
 
|-
 
|-
 
|05:35
 
|05:35
 
| ଆମେ ଯେତେବେଳେ ପ୍ରୋବ୍ଲେମ୍ କନାସୋଲ୍ କୁ ଯାଉ, ସମ୍ଭାବ୍ୟ ସମାଧାନ ସହ ସମସ୍ତ  ସମସ୍ୟା ତାଲିକାଭୁକ୍ତ ହୋଇଛି
 
| ଆମେ ଯେତେବେଳେ ପ୍ରୋବ୍ଲେମ୍ କନାସୋଲ୍ କୁ ଯାଉ, ସମ୍ଭାବ୍ୟ ସମାଧାନ ସହ ସମସ୍ତ  ସମସ୍ୟା ତାଲିକାଭୁକ୍ତ ହୋଇଛି
 +
 
|-
 
|-
 
|05:43
 
|05:43
 
| ତେବେ ଚାଲନ୍ତୁ, ସେମିକଲନ୍ ଆଡ୍ କରି ସମସ୍ୟାର ସମାଧାନ କରିବା.  ସେଭ୍ କରିବା ପାଇଁ Ctrl + S ଦାବନ୍ତୁ.
 
| ତେବେ ଚାଲନ୍ତୁ, ସେମିକଲନ୍ ଆଡ୍ କରି ସମସ୍ୟାର ସମାଧାନ କରିବା.  ସେଭ୍ କରିବା ପାଇଁ Ctrl + S ଦାବନ୍ତୁ.
 +
 
|-
 
|-
 
|05:53
 
|05:53
 
| Eclipseରେ ପରବର୍ତ୍ତୀ ପ୍ରୋଗ୍ରାମର୍ ଅନୁକୂଳ ଫିଚର୍ ହେଉଛି Shortcut Keys
 
| Eclipseରେ ପରବର୍ତ୍ତୀ ପ୍ରୋଗ୍ରାମର୍ ଅନୁକୂଳ ଫିଚର୍ ହେଉଛି Shortcut Keys
 +
 
|-
 
|-
 
|06:01
 
|06:01
 
| ଯେକୌଣସି ପ୍ରୋଗ୍ରାମରେ ସାଧାରଣ ଶର୍ଟକଟ୍ କୀଜ୍ ହେଉଛି Ctrl + S ସେଭ୍ କରିବା ପାଇଁ ତଥା Ctrl + O ଖୋଲିବା ପାଇଁ
 
| ଯେକୌଣସି ପ୍ରୋଗ୍ରାମରେ ସାଧାରଣ ଶର୍ଟକଟ୍ କୀଜ୍ ହେଉଛି Ctrl + S ସେଭ୍ କରିବା ପାଇଁ ତଥା Ctrl + O ଖୋଲିବା ପାଇଁ
 +
 
|-
 
|-
 
|06:07
 
|06:07
 
| ଅନେକ ଏହିପରି ସାଧାରଣ ବ୍ୟବହୃତ ଫଙ୍କସନ୍ ପାଇଁ Eclipseରେ ଶର୍ଟକଟ୍ କୀଜ୍ ଅଛି
 
| ଅନେକ ଏହିପରି ସାଧାରଣ ବ୍ୟବହୃତ ଫଙ୍କସନ୍ ପାଇଁ Eclipseରେ ଶର୍ଟକଟ୍ କୀଜ୍ ଅଛି
 +
 
|-
 
|-
 
|06:12
 
|06:12
 
| Ctrl + F11 ହେଉଛି କୋଡ୍ ରନ୍ କରିବାର ଶର୍ଟକଟ୍ କୀ  
 
| Ctrl + F11 ହେଉଛି କୋଡ୍ ରନ୍ କରିବାର ଶର୍ଟକଟ୍ କୀ  
 +
 
|-
 
|-
 
|06:16
 
|06:16
 
| ଚାଲନ୍ତୁ, ଏବେ ଏହାକୁ ଦେଖିବା.  Ctrlକୁ ଧରି F11 ଦାବନ୍ତୁ ଓ ଦେଖନ୍ତୁ, କୋଡ୍ ଚାଲିଲା ଏବଂ ଆଉଟପୁଟ୍ Hello ପ୍ରିଣ୍ଟ ହେଲା
 
| ଚାଲନ୍ତୁ, ଏବେ ଏହାକୁ ଦେଖିବା.  Ctrlକୁ ଧରି F11 ଦାବନ୍ତୁ ଓ ଦେଖନ୍ତୁ, କୋଡ୍ ଚାଲିଲା ଏବଂ ଆଉଟପୁଟ୍ Hello ପ୍ରିଣ୍ଟ ହେଲା
 +
 
|-
 
|-
 
|06:27
 
|06:27
 
| ଅନ୍ୟ ଅପ୍ସନ୍ସ ପାଇଁ ଶର୍ଟକଟ୍ କୀଗୁଡ଼ିକ ମେନୁ ଭିତରେ ମିଳିବ.  Run କ୍ଲିକ୍ କରନ୍ତୁ
 
| ଅନ୍ୟ ଅପ୍ସନ୍ସ ପାଇଁ ଶର୍ଟକଟ୍ କୀଗୁଡ଼ିକ ମେନୁ ଭିତରେ ମିଳିବ.  Run କ୍ଲିକ୍ କରନ୍ତୁ
 +
 
|-
 
|-
 
|06:33
 
|06:33
 
| ଆଉ ଦେଖନ୍ତୁ, ଅପ୍ସନ୍ ର ଡାହାଣପଟେ, ଗୋଟିଏ ଶର୍ଟକଟ୍ ଦିଆଯାଇଛି
 
| ଆଉ ଦେଖନ୍ତୁ, ଅପ୍ସନ୍ ର ଡାହାଣପଟେ, ଗୋଟିଏ ଶର୍ଟକଟ୍ ଦିଆଯାଇଛି
 +
 
|-
 
|-
 
|06:40
 
|06:40
 
| ତେଣୁ, Debug ପାଇଁ ଶର୍ଟକଟ୍ ହେଉଛି F11
 
| ତେଣୁ, Debug ପାଇଁ ଶର୍ଟକଟ୍ ହେଉଛି F11
 +
 
|-
 
|-
 
|06:45  
 
|06:45  
 
| Eclipseର ଏହା ହେଉଛି ଏକ ଛୋଟ କିନ୍ତୁ, ସାଧାରଣ ଭାବେ ବ୍ୟବହୃତ ପ୍ରୋଗ୍ରାମିଙ୍ଗ୍ ଫିଚର୍ ର ତାଲିକା.  ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଆମେ ଅଧିକ ଫିଚର୍ସ ଦେଖିବା
 
| Eclipseର ଏହା ହେଉଛି ଏକ ଛୋଟ କିନ୍ତୁ, ସାଧାରଣ ଭାବେ ବ୍ୟବହୃତ ପ୍ରୋଗ୍ରାମିଙ୍ଗ୍ ଫିଚର୍ ର ତାଲିକା.  ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଆମେ ଅଧିକ ଫିଚର୍ସ ଦେଖିବା
 +
 
|-
 
|-
 
|06:56
 
|06:56
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.  ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, Eclipseର ପ୍ରୋଗ୍ରାମିଙ୍ଗ୍ ଫିଚର୍ସକୁ କିପରି ବ୍ୟବହାର କରାଯାଏ, ଯେପରି:   
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.  ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, Eclipseର ପ୍ରୋଗ୍ରାମିଙ୍ଗ୍ ଫିଚର୍ସକୁ କିପରି ବ୍ୟବହାର କରାଯାଏ, ଯେପରି:   
 +
 
|-
 
|-
 
|07:04   
 
|07:04   
| * ଅଟୋ କମ୍ପ୍ଲେଶନ୍  
+
| ଅଟୋ କମ୍ପ୍ଲେଶନ୍ ସିଣ୍ଟାକ୍ସ ହାଇଲାଇଟିଙ୍ଗ୍  
|-
+
 
|07:05
+
| * ସିଣ୍ଟାକ୍ସ ହାଇଲାଇଟିଙ୍ଗ୍  
+
 
|-
 
|-
 
|07:06
 
|07:06
| * ଏରର୍ ଡାୟଲଗ୍ ବକ୍ସ ଓ
+
|ଏରର୍ ଡାୟଲଗ୍ ବକ୍ସ ଓ,ଶର୍ଟକଟ୍ କୀଜ୍
|-
+
 
|07:07
+
| * ଶର୍ଟକଟ୍ କୀଜ୍
+
 
|-
 
|-
 
|07:10
 
|07:10
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ-
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ-
 +
 
|-
 
|-
 
|07:12
 
|07:12
 
| Hello ପ୍ରିଣ୍ତ କରୁଥିବା ଏକ Class ସହିତ ଗୋଟିଏ ସରଳ ପ୍ରୋଗ୍ରାମ୍ ଲେଖନ୍ତୁ   
 
| Hello ପ୍ରିଣ୍ତ କରୁଥିବା ଏକ Class ସହିତ ଗୋଟିଏ ସରଳ ପ୍ରୋଗ୍ରାମ୍ ଲେଖନ୍ତୁ   
 +
 
|-
 
|-
 
|07:17
 
|07:17
 
| ଏହି ପ୍ରକ୍ରିୟାରେ, Eclipseର ସମସ୍ତ ପ୍ରୋଗ୍ରାମିଙ୍ଗ୍ ଫିଚର୍ସ ଲାଗୁକରନ୍ତୁ
 
| ଏହି ପ୍ରକ୍ରିୟାରେ, Eclipseର ସମସ୍ତ ପ୍ରୋଗ୍ରାମିଙ୍ଗ୍ ଫିଚର୍ସ ଲାଗୁକରନ୍ତୁ
 +
 
|-
 
|-
 
|07:22
 
|07:22
 
| କାର୍ଯ୍ୟଗୁଡ଼ିକୁ ଦେଖନ୍ତୁ
 
| କାର୍ଯ୍ୟଗୁଡ଼ିକୁ ଦେଖନ୍ତୁ
 +
 
|-
 
|-
 
|07:25
 
|07:25
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,  
 +
 
|-
 
|-
 
|07:28
 
|07:28
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ.  
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ.  
 +
 
|-
 
|-
 
|07:30
 
|07:30
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ  
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ  
 +
 
|-
 
|-
 
|07:33
 
|07:33
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 +
 
|-
 
|-
 
|07:37
 
|07:37
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
 +
 
|-
 
|-
 
|07:39
 
|07:39
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
|-
 
|-
 
|07:42
 
|07:42
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.  
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.  
 +
 
|-
 
|-
 
|07:45
 
|07:45
 
| ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
 
| ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
 +
 
|-
 
|-
 
|07:52
 
|07:52
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
|07:56
 
|07:56
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 +
 
|-
 
|-
 
|08:02
 
|08:02
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
 +
 
|-
 
|-
 
|08:07   
 
|08:07   
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 15:27, 7 April 2017

Time Narration
00:02 Programming Features of Eclipse ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:10 Eclipseର ଯୁଜର୍ ଫ୍ରେଣ୍ଡଲୀ ପ୍ରୋଗ୍ରାମିଙ୍ଗ୍ ଫିଚର୍ସ
00:15 ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ, Ubuntu 11.0, JDK 1.6 ଓ Eclipse 3.7.0 ବ୍ୟବହାର କରୁଛୁ
00:23 ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣ ନିଶ୍ଚିତ ଭାବେ
00:26 ନିଜ ସିଷ୍ଟମ୍ ରେ Eclipse ଇନଷ୍ଟଲ୍ କରିଥିବା ଦରକାର
00:28 Eclipseରେ ଏକ ସରଳ Java ପ୍ରୋଗ୍ରାମ୍ ଲେ୍ଖିବା ଜାଣିଥିବା ଆବଶ୍ୟକ
00:32 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:40 Eclipse IDE ଅନେକ ଯୁଜର୍ ଫ୍ରେଣ୍ଡଲୀ ଫିଚର୍ସକୁ ସପୋର୍ଟ କରିଥାଏ, ଯେପରି:
00:44 ଅଟୋ କମ୍ପ୍ଲେଶନ୍ ,ସିଣ୍ଟାକ୍ସ ହାଇଲାଇଟିଙ୍ଗ୍
00:46 ଏରର୍ ଡାୟଲଗ୍ ବକ୍ସ ଓ
00:48 ଶର୍ଟକଟ୍ କୀଜ୍,ଏହିସବୁ ଫିଚର୍ସକୁ ଆମେ ସବିଶେଷ ଜାଣିବା
00:59 Features ନାମରେ ମୁଁ ଏକ Class କ୍ରିଏଟ୍ କରି Main Method ଆଡ୍ କରିଛି
01:05 Eclipseରେ ଆମେ ପ୍ରଥମେ Auto Completion ଫିଚର୍ କୁ ଦେଖିବା
01:10 Main Method ଭିତରେ, ଏକ ଖୋଲା ବ୍ରେସ୍ ଟାଇପ୍ କରି Enter ଦାବନ୍ତୁ
01:17 ଆମେ ଦେଖିପାରୁଛେ ଯେ, ଏହା ଅଟୋମେଟିକାଲୀ ପରବର୍ତ୍ତୀ ବନ୍ଦ ବ୍ରେସ୍ ସେଟ୍ କରେ ଏବଂ ଏକ ଇଣ୍ଡେନ୍ସନ୍ ସହିତ କର୍ସର୍ କୁ ରଖେ
01:25 ଏହା, ଯୋଡ଼ିରେ କାମ କରୁଥିବା ପ୍ରତ୍ୟେକ ଫିଚର୍ କୁ ମଧ୍ୟ ସମ୍ପୂର୍ଣ୍ଣ କରେ
01:29 ଉଦାହରଣସ୍ୱରୂପ, ପାରେନ୍ଥେସିସ୍ ଖୋଲା ପାରେନ୍ଥେସିସ୍ ଟାଇପ୍ କରନ୍ତୁ
01:35 ଆମକୁ କେବଳ ଖୋଲା ପାରେନ୍ଥେସିସ୍ ଟାଇପ୍ କରିବାକୁ ହେବ ଓ Eclipse ଅଟୋମେଟିକାଲୀ ବନ୍ଦ ପାରେନ୍ଥେସିସ୍ ଆଡ୍ କରିଦେବ
01:42 ଯଦି ଆମେ ବନ୍ଦ ପାରେନ୍ଥେସିସ୍ ଟାଇପ୍ କରିବାରେ ମଧ୍ୟ ଅଭ୍ୟସ୍ତ, ତାହା ଅତିରିକ୍ତ ବନ୍ଦ ପାରେନ୍ଥେସିସ୍ ଆଡ୍ ନକରିବାର ମଧ୍ୟ ଧ୍ୟାନରଖିଥାଏ
01:52 ମୁଁ ଏବେ ବନ୍ଦ ପାରେନ୍ଥେସିସ୍ ଟାଇପ୍ କରୁଛି ଏବଂ ଦେଖନ୍ତୁ, କର୍ସର୍ କେବଳ ଡାହାଣକୁ ଘୁଞ୍ଚୁଛି ଓ ଅତିରିକ୍ତ ପାରେନ୍ଥେସିସ୍ ଆଡ୍ ହେଲାନାହିଁ
02:02 ଏହା, ସମାନ ଭାବରେ ଡବଲ୍ କ୍ୱୋଟ୍ସ ସହିତ ମଧ୍ୟ କାମ କରେ
02:06 ଖୋଲା କ୍ୱୋଟ୍ସ ଟାଇପ୍ କଲେ ଏହା ଅଟୋମେଟିକାଲୀ କ୍ୱୋଟ୍ସକୁ ବନ୍ଦ କରିଦେବ
02:12 ଯଦି ଆମେ ବନ୍ଦ କ୍ୱୋଟ୍ସ ଟାଇପ୍ କରିବାରେ ମଧ୍ୟ ଅଭ୍ୟସ୍ତ, ତାହା ଅତିରିକ୍ତ ବନ୍ଦ କ୍ୱୋଟ୍ସ ଆଡ୍ ନକରିବାର ମଧ୍ୟ ଧ୍ୟାନରଖିଥାଏ
02:19 ମୁଁ ଏବେ ବନ୍ଦ ପାରେନ୍ଥେସିସ୍ ଟାଇପ୍ କରୁଛି ଏବଂ ଦେଖନ୍ତୁ, କର୍ସର୍ କେବଳ ଡାହାଣକୁ ଘୁଞ୍ଚୁଛି ଓ ଅତିରିକ୍ତ ପାରେନ୍ଥେସିସ୍ ଆଡ୍ ହେଲାନାହିଁ
02:27 Auto Completion ହେଉଛି ଏକ ବହୁମୁଖୀ ଫିଚର୍ ଏବଂ କୋଡ୍ ର ଗଠନ ରକ୍ଷା କରିବାରେ ସାହାଯ୍ୟ କରିଥାଏ
02:32 ଆଉ ମଧ୍ୟ ଟାଇପିଙ୍ଗ୍ ଏରର୍ସ ପ୍ରତିରୋଧ କରିଥାଏ, ଯେପରି - ନଥିବା ବନ୍ଦ ବ୍ରେସେସ୍, ନଥିବା ବନ୍ଦ ପାରେନ୍ଥେସେସ୍ ଓ ନଥିବା ବନ୍ଦ କ୍ୱୋଟ୍ସ
02:44 ପରବର୍ତ୍ତୀ ପ୍ରୋଗ୍ରାମିଙ୍ଗ୍ ଫିଚର୍ ହେଉଛି Suggestion
02:48 ଆମେ ଟାଇପ୍ କରିଥିବା ସବୁକିଛି କାଢିଦିଅନ୍ତୁ
02:54 Hello ଶବ୍ଦ ପ୍ରିଣ୍ଟ କରିବାକୁ ଆମେ ଆଉଟପୁଟ୍ ଷ୍ଟେଟମେଣ୍ଟ ଟାଇପ୍ କରିବା. System ଡଟ୍
03:07 ଦେଖନ୍ତୁ, Eclipse ଏକ ଡ୍ରପ୍ ଡାଉନ୍ ତାଲିକା ପ୍ରଦର୍ଶିତ କଲା
03:11 ତାଲିକାରେ ପରାମର୍ଶ ରହିଛି, ଯେପରି err, in, out, consol ଆଦି, ସମସ୍ତ ସମ୍ଭାବ୍ୟ ସମାପନ
03:19 Outକୁ ଯାଇ Enter ଦାବନ୍ତୁ. ପୁଣିଥରେ ଡଟ୍ (.) ଟାଇପ୍ କରନ୍ତୁ
03:28 ଏବେ Eclipse, Out ମଡ୍ୟୁଲ୍ ରୁ ପରାମର୍ଶ ପ୍ରଦାନ କରିବ
03:33 Print()କୁ ଯାଇ Enter ଦାବନ୍ତୁ. ପାରେନ୍ଥେସେସ୍ ଭିତରେ, କ୍ୱୋଟ୍ସରେ Hello ଟାଇପ୍ କରନ୍ତୁ
03:57 ଆମେ ଦେଖୁଥିବା ପରବର୍ତ୍ତୀ ଫିଚର୍ ହେଉଛି Syntax Highlighting ଫିଚର୍
04:02 ଧ୍ୟାନଦିଅନ୍ତୁ ଯେ, Public Class, Public Static Void କୀୱର୍ଡ୍ସ ଭିନ୍ନ ଭିନ୍ନ ରଙ୍ଗରେ ଅଛି
04:09 ଆହୁରି ମଧ୍ୟ ଧ୍ୟାନଦିଅନ୍ତୁ ଯେ, Hello ନୀଳ ରଙ୍ଗରେ ଥାଇ ସୂଚିତ କରୁଛି କୁ ଏହା ହେଉଛି ଏକ String
04:16 ଏହି Syntax Highlighting ଫିଚର୍ ଆମକୁ, କୀୱର୍ଡ୍ସ ଓ କୋଡ୍ ର ବିଭିନ୍ନ ଭାଗକୁ ପ୍ରଭେଦ କରିବାରେ ସାହାଯ୍ୟ କରେ
04:27 Errors ଖୋଜିବାରେ ମଧ୍ୟ Eclipse ପ୍ରୋଗ୍ରାମର୍ କୁ ସାହାଯ୍ୟ କରେ
04:31 ଗୋଟିଏ ପ୍ରୋଗ୍ରାମରେ, ଏକ ଏରର୍, ବାମ ମାର୍ଜିନରେ ନାଲି ଛକ ଚିହ୍ନ ଦ୍ୱାରା ଚିହ୍ନିତ ହୋଇଥାଏ
04:36 ଏହି ପ୍ରୋଗ୍ରାମରେ ଆମେ ଏକ ଏରର୍ ଦେଖୁଛେ, ଆଉ ସେହି ଏରର୍ ଉପରେ ମାଉସ୍ ଚଲାନ୍ତୁ
04:46 ଆମେ ଦେଖୁଛେ ଯେ, ଏରର୍ କହୁଛି: ସେମିକଲନ୍ (;) ନାହିଁ ଏବଂ ଏହି ଏରର୍ ସମାଧାନ ମଧ୍ୟ ଜଣାଅଛି
04:57 ଆମେ ଯଦି ଏରର୍ କୁ ଫିକ୍ସ ନକରି Run କରୁଛେ, ରାଇଟ୍ କ୍ଲିକ୍ କରି Run As > Java Application ସିଲେକ୍ଟ କରନ୍ତୁ
05:12 ଆମେ ଏକ Error Dialog Box ପାଇଲେ, ଯାହା ଏଠାରେ ଏକ ଏରର୍ ଅଛି ବୋଲି ସୂଚିତ କରେ ଓ ପଚାରେ ଆମେ ଆଗକୁ ବଢିବା ଉଚିତ ନା ନାହିଁ
05:17 ଏବେପାଇଁ, ଚାଲନ୍ତୁ ଆଗକୁ ବଢିବା. ଦେଖନ୍ତୁ, ଏକ ଆଉଟପୁଟ୍ ଆସିଛି, ଯାହା ସୂଚିତ କରେ କି ଏଠାରେ ଏକ ଏରର୍ ଅଛି ଏବଂ
05:35 ଆମେ ଯେତେବେଳେ ପ୍ରୋବ୍ଲେମ୍ କନାସୋଲ୍ କୁ ଯାଉ, ସମ୍ଭାବ୍ୟ ସମାଧାନ ସହ ସମସ୍ତ ସମସ୍ୟା ତାଲିକାଭୁକ୍ତ ହୋଇଛି
05:43 ତେବେ ଚାଲନ୍ତୁ, ସେମିକଲନ୍ ଆଡ୍ କରି ସମସ୍ୟାର ସମାଧାନ କରିବା. ସେଭ୍ କରିବା ପାଇଁ Ctrl + S ଦାବନ୍ତୁ.
05:53 Eclipseରେ ପରବର୍ତ୍ତୀ ପ୍ରୋଗ୍ରାମର୍ ଅନୁକୂଳ ଫିଚର୍ ହେଉଛି Shortcut Keys
06:01 ଯେକୌଣସି ପ୍ରୋଗ୍ରାମରେ ସାଧାରଣ ଶର୍ଟକଟ୍ କୀଜ୍ ହେଉଛି Ctrl + S ସେଭ୍ କରିବା ପାଇଁ ତଥା Ctrl + O ଖୋଲିବା ପାଇଁ
06:07 ଅନେକ ଏହିପରି ସାଧାରଣ ବ୍ୟବହୃତ ଫଙ୍କସନ୍ ପାଇଁ Eclipseରେ ଶର୍ଟକଟ୍ କୀଜ୍ ଅଛି
06:12 Ctrl + F11 ହେଉଛି କୋଡ୍ ରନ୍ କରିବାର ଶର୍ଟକଟ୍ କୀ
06:16 ଚାଲନ୍ତୁ, ଏବେ ଏହାକୁ ଦେଖିବା. Ctrlକୁ ଧରି F11 ଦାବନ୍ତୁ ଓ ଦେଖନ୍ତୁ, କୋଡ୍ ଚାଲିଲା ଏବଂ ଆଉଟପୁଟ୍ Hello ପ୍ରିଣ୍ଟ ହେଲା
06:27 ଅନ୍ୟ ଅପ୍ସନ୍ସ ପାଇଁ ଶର୍ଟକଟ୍ କୀଗୁଡ଼ିକ ମେନୁ ଭିତରେ ମିଳିବ. Run କ୍ଲିକ୍ କରନ୍ତୁ
06:33 ଆଉ ଦେଖନ୍ତୁ, ଅପ୍ସନ୍ ର ଡାହାଣପଟେ, ଗୋଟିଏ ଶର୍ଟକଟ୍ ଦିଆଯାଇଛି
06:40 ତେଣୁ, Debug ପାଇଁ ଶର୍ଟକଟ୍ ହେଉଛି F11
06:45 Eclipseର ଏହା ହେଉଛି ଏକ ଛୋଟ କିନ୍ତୁ, ସାଧାରଣ ଭାବେ ବ୍ୟବହୃତ ପ୍ରୋଗ୍ରାମିଙ୍ଗ୍ ଫିଚର୍ ର ତାଲିକା. ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଆମେ ଅଧିକ ଫିଚର୍ସ ଦେଖିବା
06:56 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, Eclipseର ପ୍ରୋଗ୍ରାମିଙ୍ଗ୍ ଫିଚର୍ସକୁ କିପରି ବ୍ୟବହାର କରାଯାଏ, ଯେପରି:
07:04 ଅଟୋ କମ୍ପ୍ଲେଶନ୍ ସିଣ୍ଟାକ୍ସ ହାଇଲାଇଟିଙ୍ଗ୍
07:06 ଏରର୍ ଡାୟଲଗ୍ ବକ୍ସ ଓ,ଶର୍ଟକଟ୍ କୀଜ୍
07:10 ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ-
07:12 Hello ପ୍ରିଣ୍ତ କରୁଥିବା ଏକ Class ସହିତ ଗୋଟିଏ ସରଳ ପ୍ରୋଗ୍ରାମ୍ ଲେଖନ୍ତୁ
07:17 ଏହି ପ୍ରକ୍ରିୟାରେ, Eclipseର ସମସ୍ତ ପ୍ରୋଗ୍ରାମିଙ୍ଗ୍ ଫିଚର୍ସ ଲାଗୁକରନ୍ତୁ
07:22 କାର୍ଯ୍ୟଗୁଡ଼ିକୁ ଦେଖନ୍ତୁ
07:25 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,
07:28 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ.
07:30 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:33 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:37 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
07:39 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:42 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
07:45 ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
07:52 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:56 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:02 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
08:07 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep