Java/C2/Numerical-Datatypes/Oriya

From Script | Spoken-Tutorial
Revision as of 20:05, 28 September 2016 by Pradeep (Talk | contribs)

Jump to: navigation, search
Time Narration
00:01 Java ବ୍ୟବହାର କରି Numerical Data Types ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:10 * Javaରେ ଉପଲବ୍ଧ ବିଭିନ୍ନ Numerical Data Types ଏବଂ
00:13 * Numerical Data ଷ୍ଟୋର୍ କରିବା ପାଇଁ ସେଗୁଡ଼ିକ କିପରି ବ୍ୟବହାର କରିବେ
00:18 ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ
  • Ubuntu 11.10
  • JDK 1.6 ଓ
  • Eclipse 3.7
00:27 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଆପଣ, Eclipseରେ ଏକ ସରଳ Java ପ୍ରୋଗ୍ରାମ୍ ଲେ୍ଖିବା ଓ Run କରିବା ଜାଣିଥିବା ଆବଶ୍ୟକ
00:34 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:42 ଇଣ୍ଟେଜର୍ସକୁ ଷ୍ଟୋର୍ କରିବା ପାଇଁ ବ୍ୟବହୃତ ଡାଟା ଟାଇପ୍ କୁ int କୁହାଯାଏ
00:47 ଦଶମିକ ନମ୍ୱର୍ସକୁ ଷ୍ଟୋର୍ କରିବା ପାଇଁ ବ୍ୟବହୃତ ଡାଟା ଟାଇପ୍ କୁ Float କୁହାଯାଏ
00:52 ଚାଲନ୍ତୁ ପ୍ରଥମେ Integersକୁ ପରିଭାଷିତ ଓ ବ୍ୟବହାର କରିବା
01:02 ଏଠାରେ, ଆମ ପାଖରେ Eclipse IDE ଅଛି ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି
01:10 ଆମେ Numerical Dataର Class କ୍ରିଏଟ୍ କରି ସେଥିରେ Main Method ଆଡ୍ କରିଛେ
01:15 ଏବେ, ଚାଲନ୍ତୁ ଦେଖିବା ଗୋଟିଏ ନମ୍ୱର୍ କିପରି ଷ୍ଟୋର୍ କରାଯାଏ
01:20 int distance equal to 28
01:27 ଏହି ଷ୍ଟେଟମେଣ୍ଟ, Integer ଭାଲ୍ୟୁକୁ Distance ନାମରେ ଷ୍ଟୋର୍ କରେ
01:33 Distance ନାମକୁ Integer Variable କୁହାଯାଏ
01:37 ଏବେ ଆମେ, ଭେରିଏବଲ୍ Distanceର ବ୍ୟବହାର, ସେଥିରେ ଷ୍ଟୋର୍ ଥିବା ଭାଲ୍ୟୁ ପ୍ରିଣ୍ଟ ପାଇଁ କରିବା
01:47 System ଡଟ୍ Out ଡଟ୍ Println ପାରେନ୍ଥେସେସ୍ ରେ Distance;
02:01 ଏହି ଷ୍ଟେଟମେଣ୍ଟ, ଭେରିଏବଲ୍ Distanceର ଭାଲ୍ୟୁକୁ ପ୍ରିଣ୍ଟ କରେ
02:06 ଫାଇଲ୍ କୁ ସେଭ୍ କରି Run କରନ୍ତୁ
02:14 Distanceରେ ଭାଲ୍ୟୁ 28 ଷ୍ଟୋର୍ ହୋଇଥିବାର ଆମେ ଦେଖିପାରୁଛେ ଓ ତାହା ପ୍ରିଣ୍ଟ ହୋଇଛି
02:21 ଏବେ ଚାଲନ୍ତୁ, ଭେରିଏବଲ୍ ରେ ଷ୍ଟୋର୍ ହୋଇଥିବା ଭାଲ୍ୟୁକୁ ବଦଳାଇବା
02:25 28କୁ 24ରେ ବଦଳାନ୍ତୁ
02:29 Save କରି Run କରନ୍ତୁ
02:34 ତଦନୁସାରେ ଆଉଟପୁଟ୍ ବଦଳିଥିବାର ଆମେ ଦେଖିପାରୁଛେ
02:39 int. ନେଗେଟିଭ୍ ଭାଲ୍ୟୁ ମଧ୍ୟ ଷ୍ଟୋର୍ କରେ
02:42 24କୁ ମାଇନସ୍ 25 (-25)ରେ ବଦଳାନ୍ତୁ
02:48 Save କରି Run କରନ୍ତୁ
02:56 ଆମେ ଯେପରି ଦେଖିପାରୁଛେ, int ଟାଇପ୍ ର ଭେରିଏବଲ୍ ରେ ନେଗେଟିଭ୍ ଭାଲ୍ୟୁ ମଧ୍ୟ ଷ୍ଟୋର୍ ହୋଇପାରୁଛି
03:02 ଆମର ଅଧିକାଂଶ ପ୍ରୋଗ୍ରାମିଙ୍ଗ୍ ଆବଶ୍ୟକତା ପାଇଁ ଡାଟା ଟାଇପ୍ int ପର୍ଯ୍ୟାପ୍ତ
03:06 କିନ୍ତୁ, ଗୋଟିଏ ସୀମା ପର୍ଯ୍ୟନ୍ତ ହିଁ କେବଳ ଏହା ଭାଲ୍ୟୁ ଷ୍ଟୋର୍ କରିପାରେ
03:10 ଚାଲନ୍ତୁ ଏକ ବଡ଼ ଭାଲ୍ୟୁ ଷ୍ଟୋର୍ କରି ଦେଖିବା କ’ଣ ହେଉଛି
03:25 ଦେଖନ୍ତୁ, ନମ୍ୱର୍ ତଳେ ଏକ ନାଲି ଗାର ଅଛି, ଯାହା ଏକ Erorrକୁ ସୂଚିତ କରେ
03:34 Erorr ମେସେଜ୍ କୁହେ: the number is out of range for a variable of the type "int"
03:42 int, ମେମୋରୀର 32 bit ଗ୍ରହଣ କରେ ଏବଂକେବଳ -2 power 31ରୁ 2 power 31 ପର୍ଯ୍ୟନ୍ତ ଭାଲ୍ୟୁ ଷ୍ଟୋର୍ କରିପାରେ
03:49 ବଡ଼ ନମ୍ୱର୍ସ ଷ୍ଟୋର୍ କରିବା ପାଇଁ Java, long ଡାଟା ଟାଇପ୍ ପ୍ରଦାନ କରେ
03:54 ଏକ ବଡ଼ ଭାଲ୍ୟୁ ଷ୍ଟୋର୍ କରିବା ପାଇଁ ଚାଲନ୍ତୁ ଏହାକୁ ବ୍ୟବହାର କରିବା
03:59 intକୁ longରେ ବଦଳାନ୍ତୁ ଓ
04:04 ନମ୍ୱର୍ ର ଶେଷରେ ଏକ କ୍ୟାପିଟାଲ୍ L ଆଡ୍ କରନ୍ତୁ
04:11 Ctrl + S ଦାବି ଏହାକୁ ସେଭ୍ କରନ୍ତୁ
04:16 ଦେଖନ୍ତୁ, ଏବେ କୌଣସି ଏରର୍ ନାହିଁ
04:19 Ctrl + F11 ଦାବି ଏହାକୁ ରନ୍ କରନ୍ତୁ. ଭାଲ୍ୟୁ ପ୍ରିଣ୍ଟ ହେଲା
04:27 ଆମେ ଦେଖିପାରୁଛେ ଯେ, ବଡ଼ ନମ୍ୱର୍ସକୁ long ଭେରିଏବଲ୍ ରେ ଷ୍ଟୋର୍ କରିହେଉଛି
04:32 ଏବେ ଚାଲନ୍ତୁ, ଗୋଟିଏ ଦଶମିକ ନମ୍ୱର୍ କୁ int ଭେରିଏବଲ୍ ରେ ଷ୍ଟୋର୍ କରିବା
04:37 longକୁ intରେ ଓ ନମ୍ୱର୍ କୁ 23.5ରେ ବଦଳାନ୍ତୁ
04:50 ଦେଖନ୍ତୁ, ଏକ ଏରର୍ ଦେଖାଦେଉଛି. ତାହାର କାରଣ ହେଉଛି, int କେବଳ ଇଣ୍ଟେଜର୍ସ ଷ୍ଟୋର୍ କରିପାରେ
05:00 ଦଶମିକ ନମ୍ୱର୍ସ ଷ୍ଟୋର୍ କରିବା ପାଇଁ, ଆମକୁ float ବ୍ୟବହାର କରିବାକୁ ହେବ
05:05 ଡାଟା ଟାଇପ୍ floatକୁ ବଦଳାନ୍ତୁ
05:10 ଓ ଭାଲ୍ୟୁରେ ଶେଷରେ ଏକ f ଆଡ୍ କରନ୍ତୁ
05:17 ତାକୁ ସେଭ୍ କରନ୍ତୁ
05:19 ଦେଖନ୍ତୁ, ଏବେ କୌଣସି ଏରର୍ ନାହିଁ
05:22 Ctrl + F11 ଦାବି ଏହାକୁ ରନ୍ କରନ୍ତୁ
05:29 ଆମେ ଦେଖିପାରୁଛେ ଯେ, ଦଶମିକ ଭାଲ୍ୟୁ ଷ୍ଟୋର୍ ହେଲା ଓ ଭାଲ୍ୟୁ ପ୍ରିଣ୍ଟ ହେଲା
05:37 ଏବେ ଚାଲନ୍ତୁ, ଭେରିଏବଲ୍ Distance ରେ ଷ୍ଟୋର୍ ହୋଇଥିବା ଭାଲ୍ୟୁକୁ ବଦଳାଇବା
05:46 ପ୍ରଦର୍ଶିତ ଅନୁସାରେ, ଦଶମିକ ପରେ ଅନେକ ନମ୍ୱର୍ସ ଆଡ୍ କରନ୍ତୁ
05:53 ତାହାକୁ ସେଭ୍ କରି Run କରନ୍ତୁ
06:01 ଦେଖନ୍ତୁ, ଷ୍ଟୋର୍ ହୋଇଥିବାଠାରୁ ଆଉଟପୁଟ୍ ଅଳ୍ପ ଭିନ୍ନ ଅଟେ
06:06 ଏହାର କାରଣ ହେଉଛି, floating point ନମ୍ୱର୍ ର ସ୍ପଷ୍ଟତା ପାଇଁ ଏକ ସୀମା ଥାଏ
06:11 ଯଦି ଏହା ସଠିକ୍ ଭାବେ ଷ୍ଟୋର୍ ହୋଇନପାରେ, ତେବେ ଏହା ନିକଟତମ ସମ୍ଭବ ନମ୍ୱର୍ ସହିତ ସମାପ୍ତ କରେ
06:18 ଏବେ ଚାଲନ୍ତୁ, ଭେରିଏବଲ୍ ପାଇଁ ନେମିଙ୍ଗ୍ ରୂଲ୍ସ ଦେଖିବା
06:23 ନାମ ପୂର୍ବରୁ ସଂଖ୍ୟା 2 ଆଡ୍ କରନ୍ତୁ
06:30 ଏକ Sytax Erorr ଆମେ ଦେଖିପାରୁଛେ
06:34 ଏହାର କାରଣ ହେଉଛି, ଗୋଟିଏ ଭେରିଏବଲ୍ ର ନାମ କେବଳ ଏକ Alphabet କିମ୍ୱା ଏକ Underscoreରୁ ଆରମ୍ଭ ହେବା ଉଚିତ
06:40 ହେଲେ ସାଧାରଣତଃ, ଏକ ବେରିବଲ୍ ନାମ ଆରମ୍ଭ କରିବାକୁ Underscore ବ୍ୟବହାର କରାଯାଏନାହିଁ
06:45 ଏବେ ଚାଲନ୍ତୁ, ଭେରିଏବଲ୍ ନାମର ଶେଷରେ ନମ୍ୱର୍ ଆଡ୍ କରିବା
06:55 ଦେଖନ୍ତୁ, ଏଥିରେ କୌଣସି ଏରର୍ ନାହିଁ
06:59 ଗୋଟିଏ ଭେରିଏବଲ୍ ନାମରେ ଡିଜିଟ୍ ରହିପାରେ, କିନ୍ତୁ ଆରମ୍ଭରେ ନୁହେଁ
07:04 ଏବେ, ନାମ ମଝିରେ ଏକ Underscore ଆଡ୍ କରନ୍ତୁ,
07:15 ଦେଖନ୍ତୁ, ଏଥିରେ କୌଣସି ଏରର୍ ନାହିଁ
07:17 ଯାହାର ଅର୍ଥ, ଭେରିଏବଲ୍ ନାମରେ Underscoreର ଅନୁମତି ଅଛି
07:22 କିନ୍ତୁ, ଭେରିଏବଲ୍ ନାମରେ ଅନ୍ୟ କୌଣସି Punctuation, Syntax Error କିମ୍ୱା ଅନ୍ୟ ଏରର୍ସ ଦେଇପାରେ
07:28 ଏହିପରି ଆପଣ Javaରେ Numerical Data ଷ୍ଟୋର୍ କରନ୍ତି
07:35 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
07:38 ଏହି ଟ୍ୟୁଟୋରିଆଲ୍ ରେ ଆପଣ, Numerical Data Types
07:44 ଓ ନ୍ୟୁମେରିକଲ୍ ଡାଟା କିପରି ଷ୍ଟୋର୍ କରାଯାଏ, ସେହି ବିଷୟରେ ଶିଖିଲେ
07:46 ଆଉ ଆମେ, ଏକ ଭେରିଏବଲ୍ ର ନେମିଙ୍ଗ୍ ପାଇଁ ରୂଲ୍ସ ମଧ୍ୟ ଜାଣିଲେ
07:51 ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ-
07:53 ଅନ୍ୟ ନ୍ୟୁମେରିକଲ୍ ଡାଟା ଟାଇପ୍ସ ବିଷୟରେ ପଢ଼ନ୍ତୁ ଏବଂ
07:56 ଏବଂ ସେଗୁଡ଼ିକ କିପରି int ଓ floatଠାରୁ ଭିନ୍ନ, ଦେଖନ୍ତୁ
08:00 Java ଟ୍ୟୁଟୋରିଆଲ୍ ନିମ୍ନ ଲିଙ୍କରେ ଉପଲବ୍ଧ
08:05 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. http://spoken-tutorial.org/What_is_a_Spoken_Tutorial
08:11 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:14 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
08:20 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:24 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
08:35 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:39 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:45 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
08:51 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep