Difference between revisions of "Java/C2/Nested-if/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:02 | Javaରେ Nested If ଓ Ternary Operator ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ...")
 
Line 15: Line 15:
 
* Ubuntu 11.10
 
* Ubuntu 11.10
 
* JDK 1.6 ଓ
 
* JDK 1.6 ଓ
EclipseIDE 3.7.0
+
* EclipseIDE 3.7.0
 
|-
 
|-
 
|00:27
 
|00:27
Line 31: Line 31:
 
|00:41
 
|00:41
 
| Nested If ଷ୍ଟେଟମେଣ୍ଟ: ଗୋଟିଏ If ଷ୍ଟେଟମେଣ୍ଟ ଭିତରେ ଆଉ ଗୋଟିଏ If ଷ୍ଟେଟମେଣ୍ଟକୁ Nested If ଷ୍ଟେଟମେଣ୍ଟ କୁହାଯାଏ
 
| Nested If ଷ୍ଟେଟମେଣ୍ଟ: ଗୋଟିଏ If ଷ୍ଟେଟମେଣ୍ଟ ଭିତରେ ଆଉ ଗୋଟିଏ If ଷ୍ଟେଟମେଣ୍ଟକୁ Nested If ଷ୍ଟେଟମେଣ୍ଟ କୁହାଯାଏ
 
 
|-
 
|-
 
|00:49
 
|00:49
Line 74: Line 73:
 
|01:49
 
|01:49
 
| int n = minus 5;
 
| int n = minus 5;
 
 
 
|-  
 
|-  
 
|01:54
 
|01:54
Line 119: Line 116:
 
|02:52
 
|02:52
 
| ଟାଇପ୍ କରନ୍ତୁ:  
 
| ଟାଇପ୍ କରନ୍ତୁ:  
 
 
|-
 
|-
 
|02:53
 
|02:53
Line 162: Line 158:
 
|04:12
 
|04:12
 
| ଦେଖନ୍ତୁ, ଆଶା କରାଯାଉଥିବା ଅନୁସାରେ ଆଉଟପୁଟ୍ ହେଉଛି "ସମ ସଂଖ୍ୟା".
 
| ଦେଖନ୍ତୁ, ଆଶା କରାଯାଉଥିବା ଅନୁସାରେ ଆଉଟପୁଟ୍ ହେଉଛି "ସମ ସଂଖ୍ୟା".
 
 
 
|-
 
|-
 
|04:17
 
|04:17
Line 206: Line 200:
 
|05:08  
 
|05:08  
 
| ଆମେ, ସଂଖ୍ୟାକୁ nରେ ଓ ଅଧା ସଂଖ୍ୟାକୁ nHalfରେ ଷ୍ଟୋର୍ କରିବା  
 
| ଆମେ, ସଂଖ୍ୟାକୁ nରେ ଓ ଅଧା ସଂଖ୍ୟାକୁ nHalfରେ ଷ୍ଟୋର୍ କରିବା  
 
 
 
|-
 
|-
 
|05:13
 
|05:13
Line 250: Line 242:
 
|06:40
 
|06:40
 
| ଏହା, ଛୋଟ ସିଣ୍ଟାକ୍ସ ପ୍ରଦାନ କରିବା ସହ ଏକ ପ୍ରଶ୍ନବାଚକ ଚିହ୍ନ ଦ୍ୱାରା ଚିହ୍ନଟ ହୋଇଥାଏ  
 
| ଏହା, ଛୋଟ ସିଣ୍ଟାକ୍ସ ପ୍ରଦାନ କରିବା ସହ ଏକ ପ୍ରଶ୍ନବାଚକ ଚିହ୍ନ ଦ୍ୱାରା ଚିହ୍ନଟ ହୋଇଥାଏ  
 
 
 
|-
 
|-
 
|06:45
 
|06:45
Line 294: Line 284:
 
|08:02
 
|08:02
 
| ଏହିଭଳି, Ternary Operator କୋଡ୍ ରେ କ୍ଲଟର୍ ହ୍ରାସ କରେ ଓ ପଠନୀୟତା ଉନ୍ନତ କରେ
 
| ଏହିଭଳି, Ternary Operator କୋଡ୍ ରେ କ୍ଲଟର୍ ହ୍ରାସ କରେ ଓ ପଠନୀୟତା ଉନ୍ନତ କରେ
 
 
|-
 
|-
 
|08:09
 
|08:09
Line 345: Line 334:
 
|-
 
|-
 
|09:26  
 
|09:26  
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
| ଆଇଆଇଟି ବମ୍ୱେ ତରଫରୁ   ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Revision as of 21:31, 3 October 2016

Time Narration
00:02 Javaରେ Nested If ଓ Ternary Operator ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ର ଶେଷରେ ଆପଣ ସକ୍ଷମ ହେବା ଉଚିତ:
  • Nested If ଷ୍ଟେଟମେଣ୍ଟ ଓ Ternary Operators ବର୍ଣ୍ଣନା କରିବାକୁ ଓ
  • ଏକ Java ପ୍ରୋଗ୍ରାମରେ ସେଗୁଡ଼ିକ ବ୍ୟବହାର କରିବାକୁ
00:17 ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ:
  • Ubuntu 11.10
  • JDK 1.6 ଓ
  • EclipseIDE 3.7.0
00:27 ଏହି ଟ୍ୟୁଟୋରିଆଲ ପାଇଁ ଆପଣ ଜାଣିଥିବା ଉଚିତ
00:29 Rational ଓ Logical Operators
00:33 ଏବଂ If...Else କଣ୍ଟ୍ରୋଲ୍ ଫ୍ଲୋ ଷ୍ଟେଟମେଣ୍ଟର ବ୍ୟବହାର ବିଷୟରେ
00:36 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org
00:41 Nested If ଷ୍ଟେଟମେଣ୍ଟ: ଗୋଟିଏ If ଷ୍ଟେଟମେଣ୍ଟ ଭିତରେ ଆଉ ଗୋଟିଏ If ଷ୍ଟେଟମେଣ୍ଟକୁ Nested If ଷ୍ଟେଟମେଣ୍ଟ କୁହାଯାଏ
00:49 ଏବେ ଚାଲନ୍ତୁ, Nested If ଷ୍ଟେଟମେଣ୍ଟ ଲେଖିବା ପାଇଁ ସିଣ୍ଟାକ୍ସ ଦେଖିବା
00:53 ଏହି ମାମଲାରେ, ଯଦି Condition1 True ହୋଇଥାଏ, ତେବେ ପ୍ରୋଗ୍ରାମ୍ Condition2କୁ ଖୋଜିବ
00:59 ଅନ୍ୟ ଏକ If ଷ୍ଟେଟମେଣ୍ଟ ବ୍ୟବହାର କରି Condition2 ଦିଆଯାଏ
01:03 ଯଦି Condition2 True ହୋଇଥାଏ, ତେବେ ପ୍ରୋଗ୍ରାମ୍ Statement ବା Block 1 ନିଷ୍ପାଦିତ କରେ
01:09 ଅନ୍ୟଥା, ଏହା ଷ୍ଟେଟମେଣ୍ଟ ବା Block 2କୁ ନିଷ୍ପାଦିତ କରେ
01:13 ଯଦି Condition1 False ହୁଏ, ତେବେ ପ୍ରୋଗ୍ରାମ୍ Condition2କୁ ଖୋଜିବ ନାହିଁ
01:18 ତା’ବଦଳରେ ଏହା ସିଧା ନିଜର Else ଷ୍ଟେଟମେଣ୍ଟକୁ ଚାଲିଯିବ, ଯାହା ହେଉଛି Block 3
01:24 ତାହାକୁ ଭଲ ଭାବରେ ବୁଝିବା ପାଇଁ ଏବେ ଚାଲନ୍ତୁ ଗୋଟିଏ ଉଦାହରଣ ଦେଖିବା
01:28 ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି
01:32 ଆମେ NestedIfDemo କ୍ରିଏଟ୍ କରି ସେଥିରେ Main Method ଆଡ୍ କରିଛେ
01:37 ଆମକୁ ଦେଖିବାକୁ ପଡ଼ିବ ଯେ, ପ୍ରଦତ୍ତ ସଂଖ୍ୟା ଗୋଟିଏ ସମ ସଂଖ୍ୟା ନା ବିଷମ ସଂଖ୍ୟା
01:42 Nested Ifର ବ୍ୟବହାର କରି ଆମେ ଋଣାତ୍ମକ ନମ୍ୱରଗୁଡ଼ିକୁ ମଧ୍ୟ ହ୍ୟାଣ୍ଡଲ୍ କରିପାରିବା
01:46 ତେଣୁ, Main Method ଭିତରେ ଟାଇପ୍ କରନ୍ତୁ:
01:49 int n = minus 5;
01:54 ଋଣାତ୍ମକ ନମ୍ୱର୍ ଷ୍ଟୋର୍ କରିବା ପାଇଁ ଆମେ ଭେରିଏବଲ୍ N କ୍ରିଏଟ୍ କରିଛେ
01:58 ଏବେ ଆମେ, If କଣ୍ଡିଶନ୍ ଲେଖିବା
02:01 ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:
02:02 if (n < 0)
02:07 Curly ବ୍ରାକେଟ୍ ଖୋଲନ୍ତୁ. ଏଣ୍ଟର୍ ଦାବନ୍ତୁ
02:10 System.out.println ବ୍ରାକେଟ୍ ଓ ଡବଲ୍ କ୍ୱୋଟ୍ସ ଭିତରେ Negative number;
02:22 ସଂଖ୍ୟାଟି ଋଣାତ୍ମକ ନମ୍ୱର୍ କି ନୁହେଁ ପ୍ରଥମେ ଦେଖିବା
02:25 ଯଦି ହଁ, ତେବେ ଆମେ ସମ ଓ ବିଷମ ପାଇଁ ଯାଞ୍ଚ କରିବା ନାହିଁ
02:29 ଯଦି ସଂଖ୍ୟାଟି ଋଣାତ୍ମକ ହୋଇନଥିବ, ତେବେ ଆମେ ସମ ଓ ବିଷମ ଖୋଜିବା
02:34 ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:

Else କର୍ଲୀ ବ୍ରାକେଟ୍ ଖୋଲନ୍ତୁ. . ଏଣ୍ଟର୍ ଦାବନ୍ତୁ

02:42 ଏବେ, ଯଦି ନିଷ୍ପାଦନ Else ଭାଗକୁ ଆସିଯାଏ, ତେବେ
02:45 ଏହାର ଅର୍ଥ ହେଉଛି, ସଂଖ୍ୟାଟି ଅଣ-ଋଣାତ୍ମକ ଅଟେ
02:48 ତେଣୁ, ଆମେ ଏହି Else ଭାଗ ଭିତରେ ସମ କିମ୍ୱା ବିଷମ ପାଇଁ ଯାଞ୍ଚ କରିବା
02:52 ଟାଇପ୍ କରନ୍ତୁ:
02:53 if ବ୍ରାକେଟ୍ ମଧ୍ୟରେ n modulus 2 ଡବଲ୍ ଇକ୍ୱାଲ୍ ଟୁ 0 ଖୋଲା କର୍ଲୀ ବ୍ରାକେଟ୍ ଏଣ୍ଟର୍ ଦାବନ୍ତୁ
03:03 System.out.println ବ୍ରାକେଟ୍ ଓ ଡବଲ୍ କ୍ୱୋଟ୍ସ ଭିତରେ Even number;
03:13 ତା’ପରେ Else ଭାଗ ଟାଇପ୍ କରନ୍ତୁ. Else ଖୋଲା କର୍ଲୀ ବ୍ରାକେଟ୍, ଏଣ୍ଟର୍ ଦାବନ୍ତୁ
03:18 ଟାଇପ୍ କରନ୍ତୁ: System.out.println ବ୍ରାକେଟ୍ ଓ ଡବଲ୍ କ୍ୱୋଟ୍ସ ଭିତରେ Odd number (;) ସେମିକଲନ୍
03:29 ତେଣୁ, ଆମେ ସୁନିଶ୍ଚିତ କରିବା ଯେ, ସମ କିମ୍ୱା ବିଷମ ଯାଞ୍ଚ ପାଇଁ ଋଣାତ୍ମକ ନମ୍ୱର୍ସ ବିଚାର କରାଯିବ ନାହିଁ
03:34 ଏବେ, କୋଡ୍ କୁ କାର୍ଯ୍ୟରେ ଦେଖିବା
03:37 ଫାଇଲ୍ କୁ ସେଭ୍ କରି Run କରନ୍ତୁ. ଦେଖନ୍ତୁ, ଆମେ ଋଣାତ୍ମକ ସଂଖ୍ୟା ଭାବେ ଆଉଟପୁଟ୍ ପାଇଲେ.
03:43 ଏବେ ଚାଲନ୍ତୁ, ଗୋଟିଏ ଘନାତ୍ମକ ସଂଖ୍ୟା ନେବା.
03:46 n = -5 କୁ n = 5ରେ ବଦଳାନ୍ତୁ
03:53 ଫାଇଲ୍ କୁ ସେଭ୍ କରି Run କରନ୍ତୁ
03:57 ଦେଖନ୍ତୁ, ଆଶା କରାଯାଉଥିବା ଅନୁସାରେ ଆଉଟପୁଟ୍ ହେଉଛି "ବିଷମ ସଂଖ୍ୟା". ଆମେ ଏକ ସମ ସଂଖ୍ୟା ନେବା
04:04 n = 5 କୁ n = 10ରେ ବଦଳାନ୍ତୁ
04:09 ଫାଇଲ୍ କୁ ସେଭ୍ କରି Run କରନ୍ତୁ
04:12 ଦେଖନ୍ତୁ, ଆଶା କରାଯାଉଥିବା ଅନୁସାରେ ଆଉଟପୁଟ୍ ହେଉଛି "ସମ ସଂଖ୍ୟା".
04:17 ଗୋଟିଏ ଭିତରେ ଆଉ ଗୋଟିଏ If Statement ମିଶାଇବାର ପ୍ରକ୍ରିୟାକୁ Nested If କୁହାଯାଏ
04:22 Nestingର ପରିମାଣ ପାଇଁ କୌଣସି ସୀମା ନାହିଁ
04:25 କିନ୍ତୁ, Nestingର 3ଟି ସ୍ତରରୁ ଅଧିକ ନକରିବା ଏକ ଭଲ ଅଭ୍ୟାସ
04:31 ଆମେ ଏବେ, Ternary Operator ଉପରେ ନଜର ପକାଇବା
04:33 ପ୍ରଥମେ, Main Methodକୁ ହଟାଇ ଦିଅନ୍ତୁ
04:37 ଆମେ ଏପରି ଏକ ପ୍ରୋଗ୍ରାମ୍ ଲେଖିବା, ଯାହା ଗୋଟିଏ ସଂଖ୍ୟାକୁ 2 ଦ୍ୱାରା ବିଭାଜିତ କରୁଥିବ
04:40 ଏହା ଏକ ବହୁତ ଛୋଟ ପ୍ରୋଗ୍ରାମ୍, ହେଲେ ସମସ୍ୟା, ବିଷମ ସଂଖ୍ୟା ବିଭାଜିତ କରିବାରେ ଆସିଥାଏ
04:45 ଯେତେବେଳେ 7, 2 ଦ୍ୱାରା ବିଭାଜିତ ହୋଇଥାଏ, ଆମେ 3 ପାଉ
04:48 କିନ୍ତୁ, ଆମେ ଯଦି ପରିଣାମକୁ ରାଉଣ୍ଡ ଅଫ୍ କରିବାକୁ ଚାହୁଁ, ତେବେ କ’ଣ ହେବ?
04:50 ଯାହାର ଅର୍ଥ, ଯେତେବେଳେ 7, 2 ଦ୍ୱାରା ବିଭାଜିତ ହୁଏ, ଆମେ 4 ପାଇବା, 3 ନୁହେଁ
04:56 ସରଳ ଶବ୍ଦରେ, ଆମେ ପରବର୍ତ୍ତୀ ସଂଖ୍ୟା ଚାହୁଁ
04:59 ଚାଲନ୍ତୁ ଦେଖିବା, ଏହିପରି ପ୍ରୋଗ୍ରାମ୍ କିପରି ଲେଖାଯାଏ
05:01 ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: int n, nHalf ସେମିକଲନ୍
05:08 ଆମେ, ସଂଖ୍ୟାକୁ nରେ ଓ ଅଧା ସଂଖ୍ୟାକୁ nHalfରେ ଷ୍ଟୋର୍ କରିବା
05:13 ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: n = 5 ସେମିକଲନ୍
05:18 ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: if ବ୍ରାକେଟ୍ ଭିତରେ n ମଡ୍ୟୁlasf 2 == 0 ଖୋଲା କର୍ଲୀ ବ୍ରାକେଟ୍. ଏଣ୍ଟର୍ ଦାବନ୍ତୁ
05:28 ଟାଇପ୍ କରନ୍ତୁ: nHalf = n/2 ସେମିକଲନ୍
05:34 Else ଭାଗରେ, ଟାଇପ୍ କରନ୍ତୁ: କର୍ଲୀ ବ୍ରାକେଟ୍ସ ମଧ୍ୟରେ nHalf ଇକ୍ୱାଲ୍ ଟୁ ବ୍ରାକେଟ୍ସ ମଧ୍ୟରେ n+1 ବାଏ 2 ସେମିକଲନ୍
05:50 ସଂଖ୍ୟାଟି ସମ ନା ବିଷମ ଆମେ ଦେଖିବା ଓ ସେହି ଅନୁସାରେ ବିଭାଜନ କରିବା
05:55 ଏବେ, ପ୍ରୋଗ୍ରାମକୁ କାର୍ଯ୍ୟରେ ଦେଖିବା ପାଇଁ ଗୋଟିଏ ପ୍ରିଣ୍ଟ ଷ୍ଟେଟମେଣ୍ଟ ଯୋଡ଼ନ୍ତୁ
05:59 ଟାଇପ୍ କରନ୍ତୁ System.out.println ବ୍ରାକେଟ୍ସ ମଧ୍ୟରେ nHalf ସେମିକଲନ୍
06:11 ଫାଇଲ୍ କୁ ସେଭ୍ କରି Run କରନ୍ତୁ
06:14 ଆମେ ଦେଖିପାରୁଛେ ଯେ, ଆମର ଉଦ୍ଦେଶ୍ୟ ପୂରଣ ହେଲା. ଆମେ, ଆଉଟପୁଟ୍ 3 ପାଇଲେ, 2 ନୁହେଁ
06:21 ହେଲେ, ଯଦି ଆମେ ଦେଖିବା, ତେବେ ଆମେ କେବଳ ଗୋଟିଏ କଣ୍ଡିଶନ୍ ଉପରେ ଭିତ୍ତିକରି ଏକ ଭେରିଏବଲ୍ ର ଭାଲ୍ୟୁ ସେଟ୍ କରୁଛେ
06:27 ଆମ ପ୍ରୋଗ୍ରାମରେ Logic ଅପେକ୍ଷା ଅଧିକ ସିଣ୍ଟାକ୍ସ ଅଛି
06:31 ଏତିକିବେଳେ Ternary Operator, କୋଡ୍ କୁ ସରଳ କରିଥାଏ
06:35 Ternary Operator ହେଉଛି ଏକ Conditional Operator, ଯାହା Nested If ପରି ସମାନ ପରିଣାମ ପ୍ରଦାନ କରିଥାଏ
06:40 ଏହା, ଛୋଟ ସିଣ୍ଟାକ୍ସ ପ୍ରଦାନ କରିବା ସହ ଏକ ପ୍ରଶ୍ନବାଚକ ଚିହ୍ନ ଦ୍ୱାରା ଚିହ୍ନଟ ହୋଇଥାଏ
06:45 ଏହା, ଏକାସହିତ ତିନୋଟି Operands ନେଇଥାଏ
06:48 ଚାଲନ୍ତୁ ଏବେ, Ternary Operatorର ସିଣ୍ଟାକ୍ସ ବିଷୟରେ ଶିଖିବା
06:53 Expression ହେଉଛି କଣ୍ଡିଶନ୍, ଯାହା ଚେକ୍ ହେବା ଦରକାର
06:56 Operand 1 ହେଉଛି ଭେରିଏବଲ୍ ର ଭାଲ୍ୟୁ. Result, ଯଦି କଣ୍ଡିଶନ୍ True ହୋଇଥିବ
07:03 Operand 2 ହେଉଛି ସେହି ଭାଲ୍ୟୁ, ଯଦି କଣ୍ଡିଶନ୍ False ହୋଇଥିବ
07:09 ଏବେ, ଏହାକୁ ଆମ ପ୍ରୋଗ୍ରାମରେ ବ୍ୟବହାର କରିବା
07:12 ପ୍ରଥମେ If...Else ଷ୍ଟେଟମେଣ୍ଟ କାଢ଼ିଦିଅନ୍ତୁ
07:17 ଟାଇପ୍ କରନ୍ତୁ: nHalf ଇକ୍ୱାଲ୍ ଟୁ n ମଡ୍ୟୁଲସ୍ 2 ଡବଲ୍ ଇକ୍ୱାଲ୍ ଟୁ 0 ପ୍ରଶ୍ନବାଚକ ଚିହ୍ନ n / 2 କଲନ୍ ବ୍ରାକେଟ୍ସ ମଧ୍ୟରେ n + 1 ବାଏ 2 ସେମିକଲନ୍
07:41 ଏହି ଷ୍ଟେଟମେଣ୍ଟ ପଢ଼େ:
07:43 ଯଦି n ସମ ଅଟେ, ତେବେ nHalf ହେଉଛି n by 2, ଅନ୍ୟଥା ଏହା, n plus 1 by 2
07:50 ଏବେ, ଏହାକୁ କାର୍ଯ୍ୟରେ ଦେଖିବା
07:52 ଫାଇଲ୍ କୁ ସେଭ୍ କରି Run କରନ୍ତୁ. Ctrl S ଓ Ctrl F11 କୀଜ୍ ଦାବନ୍ତୁ
07:59 ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ
08:02 ଏହିଭଳି, Ternary Operator କୋଡ୍ ରେ କ୍ଲଟର୍ ହ୍ରାସ କରେ ଓ ପଠନୀୟତା ଉନ୍ନତ କରେ
08:09 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
08:11 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
08:13 * Nested If ଷ୍ଟେଟମେଣ୍ଟ ଓ Ternary Operators ବିଷୟରେ
08:15 * Java ପ୍ରୋଗ୍ରାମରେ Nested If ଷ୍ଟେଟମେଣ୍ଟ ଓ Ternary Operatorର ବ୍ୟବହାର
08:22 ଏକ ଆସାଇନମେଣ୍ଟ ଭାବେ
08:23 Nested If ଓ Ternary Operator. ନିମ୍ନଲିଖିତ ପାଇଁ Java ପ୍ରୋଗ୍ରାମ୍ ଲେଖନ୍ତୁ
08:28 * Nested If ବ୍ୟବହାର କରି ଗୋଟିଏ ସଂଖ୍ୟା ସମ କି ନୁହେଁ ଓ 11ର ବହୁବିଧ ମଧ୍ୟ ଯାଞ୍ଚ କରନ୍ତୁ
08:34 * Ternary Operator ବ୍ୟବହାର କରି ପ୍ରଦତ୍ତ ଦୁଇଟି ସଂଖ୍ୟା ମଧ୍ୟରୁ ସବୁଠାରୁ ବଡ଼କୁ ଚିହ୍ନଟ କରନ୍ତୁ
08:40 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ.
08:45 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
08:52 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
08:54 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:57 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
09:07 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:11 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:17 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
09:26 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep