Java/C2/Logical-Operations/Oriya

From Script | Spoken-Tutorial
Revision as of 18:30, 29 September 2016 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:02 Javaରେ Logical Operators ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ, ବିଭିନ୍ନ Logical Operators ବିଷୟରେ
00:11 Logical Operators ବ୍ୟବହାର କରି କିପରି ବହୁବିଧ expressions ଯାଞ୍ଚ କରାଯାଏ ଏବଂ ପାରାନ୍ଥେସେସ୍ ବ୍ୟବହାର କରି Precedence Override କରାଯାଏ, ଶିଖିବା
00:20 ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ:
  • Ubuntu 11.10
  • JDK 1.6 ଓ

Eclipse 3.7

00:30 ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର, Javaରେ Relational Operators ଉପରେ ଜ୍ଞାନ ଥିବା ଦରକାର
00:35 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍‍ ଦେଖନ୍ତୁ
00:42 Multiple Conditions ଯାଞ୍ଚ କରିବା ପାଇଁ ଲଜିକଲ୍ ଅପରେଟର୍ସ ବ୍ୟବହାର କରାଯାଏ
00:48 ଏହା ହେଉଛି, ଉପଲବ୍ଧ "ଲଜିକଲ୍ ଅପରେଟର୍ସ"ର ଏକ ତାଲିକା
00:54 and, or, not. ଆମେ ପ୍ରତ୍ୟେକକୁ ସବିଶେଷ ଭାବେ ଦେଖିବା. Eclipseକୁ ଯାଆନ୍ତୁ
01:04 ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି
01:10 LogicalOperators ନାମରେ ମୁଁ ଏକ Class କ୍ରିଏଟ୍ କରି Main Method ଆଡ୍ କରିଛି
01:15 ଏବେ କିଛି ଭେରିଏବଲ୍ କ୍ରିଏଟ୍ କରନ୍ତୁ
01:20 boolean b ;
01:23 ଆମେ, ଆମ କଣ୍ଡିଶନ୍ ର ପରିଣାମକୁ b;ରେ ଷ୍ଟୋର୍ କରିବା
01:29 int age equal to 11
01:35 int weight equal to 42
01:42 ଆମ ପାଖରେ, ଜଣେ ବ୍ୟକ୍ତିଙ୍କର ବୟସ ଓ ଓଜନ ଅଛି
01:46 ଆମେ ଦେଖିବା ଯେ, ବ୍ୟକ୍ତି ଜଣକ 18 ବର୍ଷରୁ କମ୍ ଓ ଅତିକମରେ 40 କେଜିର କି ନୁହେଁ
01:52 ଏହା କିପରି କରାଯାଏ, ଚାଲନ୍ତୁ ଦେଖିବା
01:57 b is equal to age less than 18 ଆମ୍ପରସେଣ୍ଡ ଆମ୍ପରସେଣ୍ଡ weight greater than equal to 40 ;
02:19 ଏହି ଷ୍ଟେଟମେଣ୍ଟରେ ଦୁଇଟି expressions ଏବଂ ମଝିରେ ଡବଲ୍ ଆମ୍ପରସେଣ୍ଡ ଅଛି
02:24 ଏହା, ବୟସ 18ରୁ କମ୍ କି ନୁହେଁ ଏବଂ ଓଜନ 40 ଠାରୁ ଅଧିକ କିମ୍ୱା ସମାନ୍, ତାହା ଯାଞ୍ଚ କରେ
02:31 ଏହି କାର୍ଯ୍ୟକୁ and operation କୁହାଯାଏ
02:35 ଏବେ ଚାଲନ୍ତୁ, bର ଭାଲ୍ୟୁକୁ ପ୍ରିଣ୍ଟ କରିବା
02:40 System ଡଟ୍ Out ଡଟ୍ Println(b);
02:48 Save କରି Run କରନ୍ତୁ
02:56 ଦେଖନ୍ତୁ, ଆଉଟପୁଟ୍ ହେଉଛି True, କାରଣ ଉଭୟ କଣ୍ଡିଶନ୍ସ ସାଟିସଫାଏ ହୋଇଛି
03:02 ଏବେ ଚାଲନ୍ତୁ, weight ବଦଳାଇବା, ଯେଉଁଥିରୁ ଗୋଟିଏ କଣ୍ଡିଶନ୍ ସାଟିସଫାଏ ହେବନାହିଁ ଏବଂ କୋଡ୍ ରି-ରନ୍ କରିବା
03:08 42କୁ 32ରେ ବଦଳାନ୍ତୁ
03:14 Save କରି Run କରନ୍ତୁ
03:21 ଏବେ ଆଉଟପୁଟ ହେଉଛି False
03:24 ଏହାର କାରଣ ହେଉଛି, କଣ୍ଡିଶନ୍ age less than 18 ସାଟିସଫାଏ ହୋଇଛି
03:29 କିନ୍ତୁ, କଣ୍ଡିଶନ୍ weight greater than or equal to 40 ସାଟିସଫାଏ ହୋଇନାହିଁ
03:34 True ପରିଣାମ ପାଇଁ ଉଭୟ କଣ୍ଡିଶନ୍ସ True ହୋଇଥିବାର And Operation ଆବଶ୍ୟକ କରେ
03:39 ସେଥିପାଇଁ ଆମେ ଆଉଟପୁଟ୍ ଭାବରେ False ପାଇଲେ
03:43 ଏହିଭଳି, ଡବଲ୍ ଆମ୍ପରସେଣ୍ଡ ଚିହ୍ନ ବ୍ୟବହାର କରି ଆମେ And Operation କରିପାରିବା
03:53 ଧରନ୍ତୁ, ଆମ ପାଖରେ age ଓ weight ଅଛି ଏବଂ ସେଥିରୁ କେବଳ ଗୋଟିଏ କଣ୍ଡିଶନ୍ ସାଟିସଫାଏ ହେଲେ ଯଥେଷ୍ଟ
03:59 ଅନ୍ୟ ଶବ୍ଦରେ, ପ୍ରଥମ କିମ୍ୱା ଦ୍ୱିତୀୟ କଣ୍ଡିଶନ୍ ଟି True କି ନୁହେଁ ଆମକୁ ଦେଖିବାକୁ ହେବ
04:05 ଏହାକୁ Or Operation ବ୍ୟବହାର କରାଯାଏ
04:09 ପ୍ରଥମେ ପୂର୍ବ କଣ୍ଡିଶନ୍ କାଢ଼ିଦିଅନ୍ତୁ
04:15 ଓ ଟାଇପ୍ କରନ୍ତୁ
04:17 age less than equal to 15 ପାଇପ୍ ପାଇପ୍ weight less than equal to 30
04:35 ସେଥିରେ ଦୁଇଟି କଣ୍ଡିଶନ୍ସ ଏବଂ ମଝିରେ ଗୋଟିଏ ଡବଲ୍ ପାଇପ୍ ଚିହ୍ନ ଅଛି
04:40 ପ୍ରଦତ୍ତ ଦୁଇଟି କଣ୍ଡିଶନ୍ସ ମଧ୍ୟରୁ ଅତିକମରେ ଗୋଟିଏ ସାଟିସଫାଏ ହେଲା କି ନାହିଁ ଏହି ଷ୍ଟେଟମେଣ୍ଟ ଦେଖେ
04:46 ଚାଲନ୍ତୁ, କୋଡ୍ ରନ୍ କରି ଆଉଟପୁଟ୍ ଦେଖିବା. Save କରି Run କରନ୍ତୁ
04:54 ଦେଖନ୍ତୁ, ଆଉଟପୁଟ୍ ହେଉଛି True
04:57 ଏହାର କାରଣ ହେଉଛି, And Operation ଭଳି Or Operation, ଉଭୟ କଣ୍ଡିଶନ୍ସ True ହେବାର ଆବଶ୍ୟକ କରେନାହିଁ
05:03 ଏହା, ଅତିକମରେ ଗୋଟିଏ କଣ୍ଡିଶନ୍ True ହେବାର ଆବଶ୍ୟକ କରେ
05:06 ଯଦିଓ, weight ପାଇଁ କଣ୍ଡିଶନ୍ ସାଟିସଫାଏ ହେଲାନାହିଁ, ଯେହେତୁ age କଣ୍ଡିଶନ୍ ସାଟିସଫାଏ ହେଲା,
05:13 ଆମେ, True ଭାବରେ ଆଉଟପୁଟ୍ ପାଇଲେ
05:18 ଏବେ ଚାଲନ୍ତୁ, ageକୁ ଏପରି ବଦଳାଇବା, ଯେଉଁଥିରୁ ଉଭୟ କଣ୍ଡିଶନ୍ସ False ହେବ ଓ ପରିଣାମ ଦେଖିବା
05:25 11କୁ 17ରେ ବଦଳାନ୍ତୁ
05:30 Save କରି Run କରନ୍ତୁ
05:36 ଏବେ, ଆଉଟପୁଟ୍ ହେଉଛି False, କାରଣ ଉଭୟ କଣ୍ଡିଶନ୍ସ ସାଟିସଫାଏ ହେଲାନାହିଁ
05:41 ଏହିପରି, ଏକ Or Operation କରିବା ପାଇଁ ଆମେ ଗୋଟିଏ ଡବଲ୍ Pipe ଚିହ୍ନ ବ୍ୟବହାର କରେ
05:50 ଏବେ ଧରନ୍ତୁ, ଆମକୁ 15 ବର୍ଷରୁ ବଡ଼ ଓ 30 କିଲୋରୁ ଅଧିକ ଲୋକମାନଙ୍କ ପାଇଁ ଯାଞ୍ଚ କରିବାର ଦରକାର ଅଛି
05:57 ଅନ୍ୟ ଶବ୍ଦରେ, ଆମେ ଟିକେ ପୂର୍ବରୁ କରିଥିବା କଣ୍ଡିଶନ୍ ର ଠିକ୍ ବିପରୀତ କରିବାକୁ ଅଛି
06:03 ଏହିପରି ‍ସ୍ଥିତିରେ, ଆମେ Not Operation ବ୍ୟବହାର କରୁ
06:07 ପ୍ରଥମେ, ପାରେନ୍ଥେସେସ୍ ରେ କଣ୍ଡିଶନ୍ କୁ ବନ୍ଦ କରନ୍ତୁ
06:17 ଏବଂ କଣ୍ଡିଶନ୍ ପୂର୍ବରୁ ଏକ ଆଶ୍ଚର୍ଯ୍ୟଜନକ ଚିହ୍ନ ଆଡ କରନ୍ତୁ
06:25 ଆଶ୍ଚର୍ଯ୍ୟସୂଚକ ଚିହ୍ନ ବ୍ୟବହାର ଦ୍ୱାରା ଆମେ, ପାରେନ୍ଥେସେସ୍ ଭିତରେ ଥିବା କଣ୍ଡିଶନ୍ ର ଠିକ୍ ବିପରୀତ ଯାଞ୍ଚ କରିପାରିବା
06:32 ଯେହେତୁ ପୂର୍ବ ଆଉଟପୁଟ୍ False ଥିଲା, ଏବେ ଏହା ନିଶ୍ଚିତ ଭାବେ True ହେବ. ଚାଲନ୍ତୁ ଦେଖିବା
06:38 Save କରି Run କରନ୍ତୁ
06:44 ଦେଖନ୍ତୁ, ଆଉଟପୁଟ୍ ହେଉଛି ପୂର୍ବ ଗୋଟିକର ବିପରୀତ
06:48 ସମାନ ଭାବରେ, ଆଶ୍ଚର୍ଯ୍ୟସୂଚକ ବ୍ୟବହାର କରି ଆମେ Not Operation ପ୍ରଦର୍ଶନ କରିବା. ଏବେ ଧରନ୍ତୁ ଆମକୁ, 15 ବର୍ଷରୁ କମ୍
06:58 କିମ୍ୱା 18 ବର୍ଷରୁ କମ୍ ଓ 40 କିଲୋରୁ ହାଲୁକା ଲୋକ ଚାହୁଁଛେ
07:04 ଚାଲନ୍ତୁ ଦେଖିବା, ଆମେ ଏହି କଣ୍ଡିଶନ୍ କୁ କିପରି କରିପାରିବା
07:07 ପୂର୍ବ କଣ୍ଡିଶନ୍ କୁ କାଢ଼ି ଟାଇପ୍ କରନ୍ତୁ:
07:12 age less than 15
07:15 OR age less than 18
07:24 AND weight less than 40 ;
07:33 ଆମେ ଦେଖିପାରୁଛେ ଯେ, କଣ୍ଡିଶନ୍ ନିଜେ ବିଭ୍ରାନ୍ତ ହୋଇଯାଇଛି
07:36 ଅଧିକନ୍ତୁ, ଆମେ ଜାଣିନେ ଯେ, Or Operation ପ୍ରଥମେ କାମ କରିବ ନା And Operation
07:42 Operatorsର ପ୍ରଧାନତା ଉପରେ ଏହା ନିର୍ଭର କରିଥାଏ
07:46 ଏହିପରି ‍ସ୍ଥିତିରେ ଆମେ, ପ୍ରଧାନତାକୁ Override କରିବାକୁ ପାରେନ୍ଥେସେସ୍ ବ୍ୟବହାର କରୁ ଓ କଣ୍ଡିଶନ୍ କୁ କ୍ଲିଅର୍ କରିବାକୁ ମଧ୍ୟ
07:53 ତେଣୁ, ଏକ ପାରେନ୍ଥେସେସ୍ ଆଡ୍ କରନ୍ତୁ
08:06 କୋଡ୍ Run କରନ୍ତୁ, Save, Run
08:13 ଏବେ, ପ୍ରଥମ କଣ୍ଡିଶନ୍, ଯାହା ହେଉଛି age less than 15 ସାଟିସଫାଏ ହେଲାନାହିଁ,
08:20 ଦ୍ୱିତୀୟ କଣ୍ଡିଶନ୍, ଯାହା ହେଉଛି
08:22 age less than 18 ଓ weight less than 40 ସାଟିସଫାଏ ହେଲା
08:27 ସେଥିପାଇଁ ଆଉଟପୁଟ୍ True ହେଲା
08:30 ନିୟମ ଅନୁସାରେ, ଅସ୍ପଷ୍ଟତା ଏଡ଼ାଇବା ପାଇଁ ଓ expressions ସ୍ପଷ୍ଟ କରିବା ପାଇଁ ପାରେନ୍ଥେସେସ୍ ବ୍ୟବହାର କରନ୍ତୁ
08:36 ଆଉ ଏହିପରି ଭାବେ ଆମେ, ବହୁବିଧ କଣ୍ଡିଶନ୍ସ ଯାଞ୍ଚ କରିବା ପାଇଁ Logical Operators ବ୍ୟବହାର କରୁ
08:44 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
08:47 ଆମେ, Logical Operators ବିଷୟରେ ଓ ତାହାକୁ ବ୍ୟବହାର କରି କିପରି ବହୁବିଧ expressions ଯାଞ୍ଚ କରାଯାଏ ଏବଂ
08:54 ପାରେନ୍ଥେସେସ୍ ବ୍ୟବହାର କରି ପ୍ରଧାନତା କିପରି Override କରାଯାଏ, ଶିଖିଲେ
09:00 ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ-
09:02 ପ୍ରଦର୍ଶିତ ଦୁଇଟି expressions ସମାନ କି ନୁହେଁ ଜାଣନ୍ତୁ
09:10 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
09:18 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
09:23 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
09:30 ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
09:36 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:40 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:46 ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧା: spoken-tutorial.org/NMEICT-Intro
09:52 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep