Difference between revisions of "Java/C2/Constructor-overloading/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:03 | Javaରେ Constructor Overloadiong ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱ...")
 
Line 22: Line 22:
 
|00:16
 
|00:16
 
| ଏଠାରେ ଆମେ ବ୍ୟବହାର କରୁଛୁ:  
 
| ଏଠାରେ ଆମେ ବ୍ୟବହାର କରୁଛୁ:  
* ଉବୁଣ୍ଟୁ ଲିନକ୍ସ 11.10 OS
+
ଉବୁଣ୍ଟୁ ଲିନକ୍ସ 11.10 OS
* Java Development kit 1.6 ଓ
+
Java Development kit 1.6 ଓ
* Eclipse 3.7.0   
+
Eclipse 3.7.0   
  
 
|-
 
|-
Line 36: Line 36:
 
|-
 
|-
 
|00:34
 
|00:34
| ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
+
| ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://www.spoken-tutorial.org
http://www.spoken-tutorial.org
+
  
 
|-
 
|-
Line 331: Line 330:
 
|-
 
|-
 
|08:42
 
|08:42
|* Construction Overloading ବିଷୟରେ
+
|Construction Overloading ବିଷୟରେ
 
   
 
   
 
|-
 
|-
 
|08:45
 
|08:45
|* Construction Overload କରିବା ଓ Construction Overloadingର ବ୍ୟବହାର
+
|Construction Overload କରିବା ଓ Construction Overloadingର ବ୍ୟବହାର
  
 
|-
 
|-
Line 382: Line 381:
 
|-
 
|-
 
|09:35
 
|09:35
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ   
+
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ  http://spoken-tutorial.org/NMEICT-Intro
http://spoken-tutorial.org/NMEICT-Intro
+
  
 
|-
 
|-

Revision as of 16:00, 21 February 2017

Time Narration
00:03 Javaରେ Constructor Overloadiong ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
00:10 Constructor Overloading କ’ଣ?
00:13 ଓ Constructorକୁ Overload କରିବା
00:16 ଏଠାରେ ଆମେ ବ୍ୟବହାର କରୁଛୁ:

ଉବୁଣ୍ଟୁ ଲିନକ୍ସ 11.10 OS Java Development kit 1.6 ଓ Eclipse 3.7.0

00:27 ଏହି ଟ୍ୟୁଟୋରିଆଲ ପାଇଁ ଆପଣ ନିଶ୍ଚିତ ଭାବେ ଜାଣିଥିବା ଦରକାର
00:30 Eclipse ବ୍ୟବହାର କରି Javaରେ କିପରି Constructors କ୍ରିଏଟ୍ କରାଯାଏ
00:34 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://www.spoken-tutorial.org
00:40 Constructor Overloading କ’ଣ?
00:43 ଗୋଟିଏ Class ପାଇଁ ମଲ୍ଟିପଲ୍ Construction ପରିଭାଷିତ କରନ୍ତୁ
00:46 ସେଗୁଡ଼ିକ ନିଶ୍ଚିତ ଭାବେ ପାରାମିଟରର ସଂଖ୍ୟା କିମ୍ୱା ପ୍ରକାରରୁ ଭିନ୍ନ ହେବେ
00:50 Constructorକୁ କିପରି ଓଭରଲୋଡ୍ କରାଯାଏ, ଏବେ ଚାଲନ୍ତୁ ଦେଖିବା
00:54 Eclipseରେ, ଦୁଇଟି ଭେରିଏବଲ୍ସ ଓ ଗୋଟିଏ ମେଥଡ୍ ସହିତ ମୋ ପାଖରେ Class Student ଅଛି
01:03 ଏବେ ଚାଲନ୍ତୁ, ପ୍ରଥମେ ଗୋଟିଏ Parameterized Constructor କ୍ରିଏଟ୍ କରିବା
01:07 ଟାଇପ୍ କରନ୍ତୁ: Student ପାରେନ୍ଥେସେସ୍ ମଧ୍ୟରେ int number କମା String the_name
01:26 କର୍ଲୀ ବ୍ରାକେଟ୍ସ ମଧ୍ୟରେ ଟାଇପ୍ କରନ୍ତୁ: roll_number is equal to number
01:38 ଆଉ name is equal to the_name
01:46 ତେଣୁ, ଆମ ପାଖରେ ଦୁଇଟି ପାରାମିଟର୍ ସହିତ ଗୋଟିଏ Constructor ଅଛି
01:51 ଏବେ, ଏହି Constructorକୁ କଲ୍ କରିବା
01:53 ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: new Student ପାରେନ୍ଥେସେସ୍ ସେମିକୋଲନ୍
02:03 ଆମେ ଏକ ଏରର୍ ଦେଖୁ, ଯାହା କୁହେ Constructor Student is undefined
02:10 ଏହାର କାରଣ ହେଉଛି, ଆମେ ଦୁଇଟି ପାରାମିଟର୍ ସହିତ ଏକ Constructor ପରିଭାଷିତ କରିଛେ
02:16 ଆଉ ଆମେ, କୌଣସି ପାରାମିଟର୍ ବିନା ଏକ Constructor କଲ୍ କରୁଛେ
02:22 ତେଣୁ, ଆମକୁ Arguments ପାସ୍ କରିବାକୁ ହେବ
02:25 ପାରେନ୍ଥେସେସ୍ ଭିତରେ ଟାଇପ୍ କରନ୍ତୁ: 22 କମା ଡବଲ୍ କ୍ୱୋଟ୍ସରେ Ram
02:33 ଦେଖନ୍ତୁ, ତ୍ରୁଟି ସମାଧାନ ହୋଇଗଲା
02:36 ଏବେ, Method କଲ୍ କରିବା
02:38 ତେଣୁ, new ପୂର୍ବରୁ ଟାଇପ୍ କରନ୍ତୁ: Student s is equal to new student
02:45 ଅବଜେକ୍ଟ s ବ୍ୟବହାର କରି ଆମେ ଏବେ studentDetail() ମେଥଡ୍ କଲ୍ କରିବା
02:53 ପ୍ରୋଗ୍ରାମକୁ ସେଭ୍ କରି ରନ୍ କରନ୍ତୁ
02:58 ଆମେ, ଆଉଟପୁଟ୍ ଦେଖୁ: 22 ଓ Ram
03:03 ଏବେ, କୌଣସି ପାରାମିଟର୍ ବିନା ଏକ Constructor ପରିଭାଷିତ କରିବା
03:07 ଟାଇପ୍ କରନ୍ତୁ: Student ପାରେନ୍ଥେସେସ୍
03:12 କର୍ଲୀ ବ୍ରାକେଟ୍ସ ଭିତରେ roll_number is equal to num
03:21 ଆଉ name ଇଜ୍ ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସରେ ହାଇଫେନ୍ that is no name
03:30 ଏବେ ଆମେ, କୌଣସି ପାରାମିଟର୍ ବିନା ଏକ Constructor କ୍ରିଏଟ୍ କରିପାରିବା
03:35 ଟାଇପ୍ କରନ୍ତୁ: Student s1 ଇଜ୍ ଇକ୍ୱାଲ୍ ଟୁ new Student ପାରେନ୍ଥେସେସ୍ ସେମିକୋଲନ୍
03:47 ଏଥରକ ଆମେ କୌଣସି ଏରର୍ ଦେଖୁନେ, ଯେହେତୁ ଆମେ କୌଣସି ପାରାମିଟର୍ ବିନା ଏକ Constructor ପରିଭାଷିତ କରିଛେ
03:55 ତା’ପରେ s1 ଡଟ୍ studentDetail();
04:01 ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ.
04:04 ଆଉଟପୁଟରେ ଆମେ ଦେଖୁଛେ, Zero ଓ Dash, ଯେତେବେଳେ ଡିଫଲ୍ଟ Constructor କଲ୍ କରାଗଲା
04:11 ଏହା ହେଉଛି Constructor Overloading
04:13 ଆମ ପାଖରେ ଭିନ୍ନ ପାରାମିଟର୍ସ ସହିତ ଦୁଇଟି Constructors ଅଛି
04:17 ଉଭୟ Constructors ନାମ ସମାନ
04:20 ତେଣୁ, ପାରାମିଟର୍ସର ପ୍ରକାର ଓ ସଂଖ୍ୟା ଉପରେ ଭିତ୍ତିକରି Constructorକୁ କଲ୍ କରାଯାଏ
04:26 ଏବେ ଆମେ Constructor Overloadingର ଲାଭ ଦେଖିବା
04:30 ମନେକରନ୍ତୁ, ଏବେ ଆମେ ଦୁଇଟି ପାରାମିଟର୍ସ ସହିତ ଗୋଟିଏ Constructor କଲ୍ କଲେ
04:35 ଟାଇପ୍ କରନ୍ତୁ: Student s3= new Student();
04:51 ଏବେ ପାରେନ୍ଥେସେସ୍ ଭିତରେ, ମନେକରନ୍ତୁ ମୁଁ ପ୍ରଥମେ name ଆର୍ଗୁମେଣ୍ଟ ଓ ତା’ପରେ roll_number ଦେଲି
04:58 କ’ଣ ହେଉଛି ଦେଖିବା
04:59 ଡବଲ୍ କ୍ୱୋଟ୍ସରେ Raju କମା 45
05:08 ଆମେ ଏକ ଏରର୍ ଦେଖୁ, ଯାହା କୁହେ The constructor Student with the parameter String comma int is undefined
05:18 ତେଣୁ, ପ୍ରଥମେ Constructorକୁ ପରିଭାଷିତ କରିବା
05:22 ଟାଇପ୍ କରନ୍ତୁ: Student ପାରେନ୍ଥେସେସ୍ ମଧ୍ୟରେ String the_name କମା int r_no
05:42 ଏଠାରେ, ପ୍ରଥମ ପାରାମିଟର୍ ହେଉଛି string ଓ ଦ୍ୱିତୀୟ ପାରାମିଟର୍ ହେଉଛି int
05:52 ତା’ପରେ କର୍ଲୀ ବ୍ରାକେଟ୍ସ ଭିତରେ roll_number is equal to r_no;
06:05 ଆଉ name is equal to the_name
06:15 ପ୍ରୋଗ୍ରାମ୍ କୁ ସେଭ୍ କରନ୍ତୁ
06:18 ଦେଖନ୍ତୁ, ତ୍ରୁଟି ସମାଧାନ ହୋଇଗଲା
06:22 ଏବେ, Method କଲ୍ କରିବା
06:24 s3 ଡଟ୍ studentDetail();
06:29 ପ୍ରୋଗ୍ରାମକୁ ସେଭ୍ କରି ରନ୍ କରନ୍ତୁ
06:35 ତେଣୁ, ଆଉଟପୁଟ୍ ଭାବେ ଆମେ 45 ଓ Raju ପାଇଲେ
06:40 ଏଠାର ଆମେ ଦେଖିପାରୁଛେ ଯେ, ଆମେ ଯେତେବେଳେ Constructor କଲ୍ କରୁ
06:43 ତେବେ, ପାରାମିଟର୍ସ ପାସ୍ କରିବା ସମୟରେ ଆମକୁ ଚିନ୍ତା କରିବାର ନାହିଁ
06:47 ଏହାର କାରଣ ହେଉଛି, ଆମେ ବିଭିନ୍ନ ପାରାମିଟର୍ ସହିତ ମଲ୍ଟିପଲ୍ Constructors ପରିଭାଷିତ କରିଛେ
06:54 ତେଣୁ, ଉପଯୁକ୍ତ Constructor Overloaded ହେଲା
06:57 ଆମେ ସେଥିପାଇଁ ଏବେ ଏକ Constructor ପରିଭାଷିତ କରିପାରିବା, ଯାହା କେବେଳ ଗୋଟିଏ ପାରାମିଟର୍ ନିଏ
07:02 ତାହା ହେଉଛି roll number
07:05 ଟାଇପ୍ କରନ୍ତୁ: Student ପାରେନ୍ଥେସେସ୍ ମଧ୍ୟରେ int num
07:16 କର୍ଲୀ ବ୍ରାକେଟ୍ସ ଭିତରେ roll_number is equal to num
07:25 ଆଉ name is equal to no name
07:33 ଏବେ, ଏହି Constructorକୁ କଲ୍ କରିବା
07:43 ଟାଇପ୍ କରନ୍ତୁ: Student s4 is equal to new student. ଏଥରକ ଆମେ ଏକ ସିଙ୍ଗଲ୍ ଆର୍ଗୁମେଣ୍ଟ ପାସ୍ କରିବା. ଚାଲନ୍ତୁ, 61 ପାସ୍ କରିବା
08:04 ତା’ପରେ S4 ଡଟ୍ studentDetail();
08:10 ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ.
08:14 ଆମେ ଆଉଟପୁଟ୍ ରେ ଦେଖୁ roll number ଭାବେ 61 ଓ name ଭାବେ no name
08:21 ଆମେ ଯେପରି ଦେଖିପାରୁଛେ, ଉପଯୁକ୍ତ ଓଭରଲୋଡେଡ୍ Constructor ସେତେବେଳେ କଲ୍ କରାଗଲା, ଯେତେବେଳେ new ନିଷ୍ପାଦିତ ହେଲା
08:27 ନିର୍ଦ୍ଦିଷ୍ଟ ହୋଇଥିବା ପାରାମିଟର୍ସ ଉପରେ ଭିତ୍ତିକରି, ଉପଯୁକ୍ତ Constructor ଓଭରଲୋଡ୍ ହୁଏ
08:33 ଏହିପରି ଭାବେ Constructor Overloading କରାଯାଏ
08:40 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ:
08:42 Construction Overloading ବିଷୟରେ
08:45 Construction Overload କରିବା ଓ Construction Overloadingର ବ୍ୟବହାର
08:50 ସ୍ୱ-ମୂଲ୍ୟାଙ୍କନ ପାଇଁ, Employee Class ପାଇଁ ମଲ୍ଟିପଲ୍ Constructors କ୍ରିଏଟ୍ କରନ୍ତୁ ଓ ତାକୁ Overload କରନ୍ତୁ
08:58 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,
09:00 ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial.
09:06 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:09 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
09:12 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
09:15 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,
09:17 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
09:20 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
09:26 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:30 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:35 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro
09:43 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
09:46 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
09:47 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଜୟ ହିନ୍ଦ

Contributors and Content Editors

PoojaMoolya, Pradeep