Difference between revisions of "Java/C2/Array-Operations/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:02 | Javaରେ Array Operations ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗ...")
 
Line 227: Line 227:
 
|-
 
|-
 
|09:07
 
|09:07
(0, 4), ଇଣ୍ଡେକ୍ସ 0ରୁ 3 ପର୍ଯ୍ୟନ୍ତ ସୂଚିତ କରିଥାଏ
+
| (0, 4), ଇଣ୍ଡେକ୍ସ 0ରୁ 3 ପର୍ଯ୍ୟନ୍ତ ସୂଚିତ କରିଥାଏ
 
|-
 
|-
 
|09:12
 
|09:12

Revision as of 08:12, 6 October 2016

Time Narration
00:02 Javaରେ Array Operations ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆପଣ ଶିଖିବେ, କିପରି:
00:09 Class Arrayକୁ କିପରି Import କରିବେ ଓ
00:12 * Arrayରେ ମୌଳିକ ଅପରେସନ୍ସ ପ୍ରଦର୍ଶନ କରିବେ
00:15 ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ
  • Ubuntu 11.10
  • JDK 1.6 ଓ
  • Eclipse 3.7
00:25 ଏହି ଟ୍ୟୁଟୋରିଆଲ୍ ପାଇଁ Javaରେ ଆପଣଙ୍କର Arrays ଉପରେ ଜ୍ଞାନ ଥିବା ଉଚିତ
00:30 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org http://spoken-tutorial.org
00:35 Arrays ନାମକ Classରେ Array ଅପରେସନ୍ସ ପାଇଁ ମେଥଡ୍ସ ଉପଲବ୍ଧ ଅଛି
00:40 ସେଗୁଡ଼ିକ ଆକ୍ସେସ୍ କରିବା ପାଇଁ, ଆପଣଙ୍କୁ ସେହି Class import କରିବାକୁ ପଡ଼ିବ
00:43 ଏହାକୁ import java.util.Arrays ସେମିକଲନ୍ ଷ୍ଟେଟମେଣ୍ଟ ଦ୍ୱାରା କରିହେବ
00:50 ଆମେ, Classରୁ Method ଆକ୍ସେସ୍ କରିପାରିବା
00:52 ଆମେ, ଗୋଟିଏ dot ଓ Method ନାମ ଯୋଡ଼ି କରିପାରିବା
00:56 ତେଣୁ, Arrays ଡଟ୍ toStringର ଅର୍ଥ ହେଉଛି Arrays Classରୁ toString ମେଥଡ୍
01:05 Eclipseକୁ ଯାଆନ୍ତୁ
01:08 ଆମେ ଗୋଟିଏ Class, ArraysDemo କ୍ରିଏଟ୍ କରିସାରିଛେ
01:13 ଏବେ ଚାଲନ୍ତୁ, Class Arraysକୁ Import କରିବା
01:16 Class ପରିଭାଷା ପୂର୍ବରୁ Import ଷ୍ଟେଟମେଣ୍ଟ ଲେଖାଯାଇଛି
01:22 ତେଣୁ, Public Class ପୂର୍ବରୁ ଟାଇପ୍ କରନ୍ତୁ:
01:26 import java.util.Arrays ସେମିକଲନ୍
01:46 ଏହି ଷ୍ଟେଟମେଣ୍ଟ କୁହେ ଯେ, Javaରେ Util ନାମକ ଏକ ପ୍ୟାକେଜ୍ ଅଛି, ଯେଉଁଥିରେ Class Arrays ଅଛି ଓ ତାକୁ Import କରାଯିବ
01:59 ଏବେ ଏକ Array ଯୋଡ଼ିବା
02:01 Main Function ଭିତରେ ଟାଇପ୍ କରନ୍ତୁ:
02:03 int marks ଖୋଲା ଓ ବନ୍ଦ ସ୍କ୍ୱୟାର୍ ବାକେଟ୍ସ ଇକ୍ୱାଲ୍ ଟୁ କର୍ଲୀ ବ୍ରାକେଟ୍ ମଧ୍ୟରେ 2, 7, 5, 4, 8
02:20 Arrayର ପ୍ରତିନିଧିତ୍ୱ କରୁଥିବା String ପ୍ରାପ୍ତ କରିବା ପାଇଁ ଏବେ ଆମେ Class Arraysରେ ଥିବା ଏକ ମେଥଡ୍ ବ୍ୟବହାର କରି ତାକୁ ପ୍ରିଣ୍ଟ କରିବା
02:28 ତେଣୁ, ଟାଇପ୍ କରନ୍ତୁ: String mStr ଇକ୍ୱାଲ୍ ଟୁ Arrays ଡଟ୍ toString ପାରେନ୍ଥେସେସ୍, ପାରେନ୍ଥେସେସ୍ ଭିତରେ Arrayର ନାମ ଦେବା, ଯାହା ହେଉଛି Marks
02:50 ଏବେ, ଏହି toString ମେଥଡ୍, Arrayର ପ୍ରତିନିଧିତ୍ୱ କରୁଥିବା String ଦେବ
02:56 ଆମେ Marks ପ୍ରିଣ୍ଟ କରିବା
02:58 ତେଣୁ, ଟାଇପ୍ କରନ୍ତୁ System ଡଟ୍ out ଡଟ୍ println ପାରେନ୍ଥେସେସ୍ ଭିତରେ ଟାଇପ୍ କରନ୍ତୁ mStr;
03:12 ଚାଲନ୍ତୁ, ଆଉଟପୁଟ୍ କୁ ଦେଖିବା. ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ
03:18 ଆମେ, ଆଉଟପୁଟ୍ ରେ ଦେଖିପାରୁଛେ ଯେ, toString ମେଥଡ୍ Arrayର ପ୍ରତିନିଧିତ୍ୱ କରୁଥିବା ଏକ String ଦେଇଛି
03:26 ଏବେ, Arrayର ଏଲେମେଣ୍ଟସ୍ ସର୍ଟିଙ୍ଗ୍ ଦେଖିବା
03:31 ତେଣୁ, Arrays ଡଟ୍ toString ପୂର୍ବରୁ ଟାଇପ୍ କରନ୍ତୁ: Arrays ଡଟ୍ sort ପାରେନ୍ଥେସେସ୍ ଭିତରେ Arrayର ନାମ, ଯାହା ହେଉଛି marks
03:46 Arrays Classରେ ଥିବା sort method, ସେଥିକୁ ପାସ୍ ହେଉଥିବା Arrayର ଏଲେମେଣ୍ଟଗୁଡ଼ିକୁ ସର୍ଟ କରିଥାଏ
03:53 ଏବେ ଆମେ, Array "Marks"ର ଏଲେମେଣ୍ଟସ୍ ସର୍ଟ କରୁଛେ ଓ ତା’ପରେ ଏହାର String ଫର୍ମକୁ ପ୍ରିଣ୍ଟ କରିବା
04:04 ଚାଲନ୍ତୁ, ଆଉଟପୁଟ୍ କୁ ଦେଖିବା. Save କରି Run କରନ୍ତୁ.
04:11 ଆମେ, ଆଉଟପୁଟ୍ ରେ ଦେଖିପାରୁଛେ ଯେ, Sort Method, Arrayକୁ ବର୍ଦ୍ଧିତ କ୍ରମରେ ସର୍ଟ କରିଦେଇଛି
04:19 ଧ୍ୟାନଦିଅନ୍ତୁ କି, Sort Method, Arrayକୁ ହିଁ ବଦଳାଇଦେଇଛି
04:22 ଏହି ପ୍ରକାର ସର୍ଟିଙ୍ଗ୍ କୁ Inplace Sorting କୁହାଯାଏ
04:26 ଏହା ଅର୍ଥ, ସର୍ଟିଙ୍ଗ୍ ର ପରିଣାମ ଭାବରେ Arrayରେ ଥିବା ଏଲେମେଣ୍ଟସ୍ ବଦଳିଯାଇଛି
04:33 ଆମେ ଦେଖିବାକୁ ଯାଉଥିବା ପରବର୍ତ୍ତୀ ମେଥଡ୍ ହେଉଛି Fill
04:38 Fill ମେଥଡ୍, ଦୁଇଟି Arguments ନିଏ
04:43 Sorting ଲାଇନ୍ କାଢ଼ିଦିଅନ୍ତୁ ଓ
04:50 ଟାଇପ୍ କରନ୍ତୁ: Arrays ଡଟ୍ fill ବ୍ରାକେଟ୍ସ ମଧ୍ୟରେ Arrayର ନାମ, ଯାହା ହେଉଛି marks;
05:05 ଏହା ହେଉଛି ଆମର ପ୍ରଥମ Argument ଏବଂ ଦ୍ୱିତୀୟ ହେଉଛି ଭାଲ୍ୟୁ, ଯାହା Arrayରେ ଭରି ହେବା ଦରକାର, ଆମେ ତାକୁ 6 ଓ ସେମିକଲନ୍ ଦେବା. Save କରି Run କରନ୍ତୁ
05:24 ଆମେ ଦେଖିପାରୁଛେ ଯେ, ନାମ ଅନୁସାରେ Fill ମେଥଡ୍, ପ୍ରଦତ୍ତ Argumentରେ, ଯାହା ହେଉଛି 6, Arrayକୁ ଭରିଥାଏ
05:32 ଆମେ ଦେଖିବାକୁ ଯାଉଥିବା ପରବର୍ତ୍ତୀ ମେଥଡ୍ ହେଉଛି CopyOf
05:37 ଆମେ, Array Marksର ସମସ୍ତ ଏଲେମେଣ୍ଟସ୍ କୁ Array marksCopyକୁ କପୀ କରିବା
05:44 arrays dot fillକୁ କାଢ଼ିଦିଅନ୍ତୁ
05:48 ଓ ଟାଇପ୍ କରନ୍ତୁ int marksCopy[];
05:59 ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: marksCopy = Arrays.copyOf(marks, 5);
06:25 ଏହି ମେଥଡ୍, ଦୁଇଟି Arguments ନେଇଥାଏ
06:29 ପ୍ରଥମ Argument ହେଉଛି Arrayର ନାମ, ଯେଉଁଥିରୁ ଆପଣ Marks ଏଲେମେଣ୍ଟ କପୀ କରିବାକୁ ଚାହୁଁଛନ୍ତି
06:39 ଦ୍ୱିତୀୟଟି ହେଉଛି କପୀ ହେବାକୁ ଥିବା ଏଲେମେଣ୍ଟର ସଂଖ୍ୟା, ଆମେ ଏଠାରୁ 5 କପୀ କରିବା
06:47 ତା’ପରେ, Arrays ଡଟ୍ toStringରେ, marks କୁ ବଦଳାଇ marksCopy କରନ୍ତୁ
06:55 ଏବେ, ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ
07:01 ଦେଖନ୍ତୁ, Array marksର ଏଲେମେଣ୍ଟଗୁଡ଼ିକ, Array marksCopyକୁ କପୀ ହୋଇଗଲା
07:10 କପୀ ହେବାକୁ ଥିବା ଏଲେମେଣ୍ଟଗୁଡ଼ିକର ସଂଖ୍ୟାକୁ ବଦଳାଇଲେ କ’ଣ ହୁଏ, ଚାଲନ୍ତୁ ଦେଖିବା
07:15 5କୁ 3ରେ ବଦଳାନ୍ତୁ
07:19 Save କରି Run କରନ୍ତୁ
07:24 ଆମେ ଦେଖିପାରୁଛେ ଯେ, କେବଳ ପ୍ରଥମ ତିନୋଟି ଏଲେମେଣ୍ଟସ୍ କପୀ ହୋଇଛି
07:31 କପୀ ହେବାକୁ ଥିବା ଏଲେମେଣ୍ଟଗୁଡ଼ିକର ସଂଖ୍ୟା, Arrayରେ ଥିବା ସମୁଦାୟ ଏଲେମେଣ୍ଟଗୁଡ଼ିକର ସଂଖ୍ୟାଠାରୁ ଯଦି ଅଧିକ ଥାଏ, ତେବେ କ’ଣ ହୁଏ, ଚାଲନ୍ତୁ ଦେଖିବା
07:39 3କୁ 8ରେ ବଦଳାନ୍ତୁ
07:44 ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ.
07:48 ଆମେ ଦେଖିପାରୁଛେ ଯେ, ଅତିରିକ୍ତ ଏଲେମେଣ୍ଟଗୁଡ଼ିକ ଡିଫଲ୍ଟ ଭାଲ୍ୟୁ ସହିତ ସେଟ୍ ହୋଇଯାଇଛି, ଯାହା ହେଉଛି 0
07:54 ଏହାପରେ ଆମେ, ଭାଲ୍ୟୁଗୁଡ଼ିକର ବର୍ଗ କିପରି କପୀ କରାଯାଏ, ଦେଖିବା
07:58 ତେଣୁ, copyOfକୁ ବଦଳାଇ copyOfRange ଓ 8କୁ ବଦଳାଇ 1, 4 କରନ୍ତୁ
08:15 ଏହି ମେଥଡ୍, ଇଣ୍ଡେକ୍ସ 1ରୁ ସବୁ ଏଲେମେଣ୍ଟସ୍ କପୀ କରିବା ଆରମ୍ଭ କରେ ଓ ଇଣ୍ଡେକ୍ସ 3ରେ ବନ୍ଦ କରେ
08:27 Save କରି Run କରନ୍ତୁ.
08:31 ଦେଖନ୍ତୁ, 1ରୁ 3 ପର୍ଯ୍ୟନ୍ତ ଏଲେମେଣ୍ଟସ୍ କପୀ ହୋଇଗଲା
08:39 ଧ୍ୟାନଦିଅନ୍ତୁ, ଆମର Arguments ଭାବରେ ଆଂଅକୁ 1, 4 ଦିଆଯାଇଛି
08:47 କିନ୍ତୁ, ତାହାସତ୍ତ୍ୱେ ଇଣ୍ଡେକ୍ସ 4ରେ ଥିବା ଏଲେମେଣ୍ଟ କପୀ ହୋଇନାହିଁ
08:50 କେବଳ ଏଲେମେଣ୍ଟ 3 ପର୍ଯ୍ୟନ୍ତ କପୀ ହୋଇଛି. ପ୍ରଦତ୍ତ ବର୍ଗର ଗୋଟିଏ ଇଣ୍ଡେକ୍ସ ପୂର୍ବରୁ ଏହା ବନ୍ଦ ହୋଇଯାଏ
09:01 ତେଣୁ, ଏହି ବ୍ୟବହାର ସୁନିଶ୍ଚିତ କରେ କି, ବର୍ଗଗୁଡ଼ିକର ନିରନ୍ତରତା ବଜାୟ ରହିଛି
09:07 (0, 4), ଇଣ୍ଡେକ୍ସ 0ରୁ 3 ପର୍ଯ୍ୟନ୍ତ ସୂଚିତ କରିଥାଏ
09:12 (4, 6), ଇଣ୍ଡେକ୍ସ 4ରୁ 5 ପର୍ଯ୍ୟନ୍ତ ସୂଚିତ କରିବ
09:17 ତେଣୁ, ଏହା ଏପରି ବ୍ୟବହାର କରେ, ଯେପରି (0, 4) + (4, 6) = (0, 5)
09:26 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
09:31 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
09:33 * Class Arraysକୁ କିପରି Import କରାଯାଏ
09:36 * toString, Sort, Copy, Fill ପରି Array ଅପରେସନ୍ସ ପ୍ରଦର୍ଶନ
09:44 ଆସାଇନମେଣ୍ଟ ଭାବେ
09:46 Array.Equals ମେଥଡ୍ ବିଷୟରେ ପଢ଼ନ୍ତୁ ଓ ତାହା କ’ଣ କରେ ଜାଣନ୍ତୁ
09:53 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,
09:55 ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial.
10:02 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:05 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
10:09 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
10:10 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
10:16 ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
10:22 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଓ ଏହା ଭାରତ ସରକାରଙ୍କ MHRD, ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:31 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
10:39 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
10:43 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଜୟ ହିନ୍ଦ

Contributors and Content Editors

PoojaMoolya, Pradeep