Difference between revisions of "Inkscape/C2/Text-Manipulation/Oriya"

From Script | Spoken-Tutorial
Jump to: navigation, search
(Created page with "{| Border = 1 | <center>Time</center> | <center>Narration</center> |- |00:01 | Inkscape ବ୍ୟବହାର କରି Text Manipulation ଉପରେ ସ୍ପୋକ...")
 
Line 252: Line 252:
 
| 06:01
 
| 06:01
 
| ଉଭୟକୁ ସିଲେକ୍ଟ କରି, Path menu କୁ ଯାଆନ୍ତୁ ଓ  Difference ଚୟନ କରନ୍ତୁ
 
| ଉଭୟକୁ ସିଲେକ୍ଟ କରି, Path menu କୁ ଯାଆନ୍ତୁ ଓ  Difference ଚୟନ କରନ୍ତୁ
 
 
 
|-
 
|-
 
|06:08
 
|06:08
Line 302: Line 300:
 
| 06:51
 
| 06:51
 
| ଆପଣଙ୍କ ପାଇଁ ଆସାଇନମେଣ୍ଟ୍
 
| ଆପଣଙ୍କ ପାଇଁ ଆସାଇନମେଣ୍ଟ୍
 
 
 
|-
 
|-
 
|06:54
 
|06:54

Revision as of 12:06, 7 June 2016

Time
Narration
00:01 Inkscape ବ୍ୟବହାର କରି Text Manipulation ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା
00:09 ପାଥ୍ ଉପରେ ଟେକ୍ସଟ୍ ଲେଖିବା
00:11 ଶେପ୍ ଉପରେ ଟେକ୍ସଟ୍ ଲେଖିବା
00:13 ଟେକ୍ସଟ୍ ମଧ୍ୟରେ ଇମେଜ୍
00:15 ପର୍ସପେକ୍ଟଟିଭ୍ ରେ ଟେକ୍ଟ
00:17 କଟ୍- ଆଉଟ୍ ଟେକ୍ସଟ୍
00:19 ଏହି ଟ୍ୟୁଟୋରିଆଲ୍ କୁ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି
00:22 ଉବୁଣ୍ଟୁ ଲିନକ୍ସ 12.04 OS
00:25 Inkscape ଭର୍ସନ୍ 0.48.4
00:28 ଏବେ Inkscape ଖୋଲନ୍ତୁ
00:31 ପ୍ରଥମେ ଆମେ, ପାଥ୍ ଉପରେ ଟେକ୍ସଟ୍ ଲେଖିବା ବିଷୟରେ ଶିଖିବା. Text tool ଉପରେ କ୍ଲିକ୍ କରନ୍ତୁ
00:36 କାନଭାସ୍ ଉପରେ Spoken Tutorial is an Audio-Video tutorial ସେଣ୍ଟେନ୍ସ ଟାଇପ୍ କରନ୍ତୁ
00:43 ଫଣ୍ଟ୍ ସାଇଜ୍ କୁ 20 କରନ୍ତୁ
00:46 ମନେପକାନ୍ତୁ, ପୂର୍ବ ଟ୍ୟୁଟୋରିଆଲ୍ ରେ ଆମେ Bezier tool ବ୍ୟବହାର କରି ପାଥ୍ ତିଆରି କରିବା ଶିଖିଥିଲେ
00:51 ଏହା ଉପରେ କ୍ଲିକ୍ କରନ୍ତୁ
00:53 କାନଭାସ୍ ଉପରେ କ୍ଲିକ୍ କରି, ଟେକ୍ସଟ୍ ତଳେ ଏକ tilde ଆକୃତିର ପାଥ୍ ତିଆରି କରନ୍ତୁ
00:59 ଟେକ୍ସଟ୍ ଓ ପାଥ୍ ଉଭୟକୁ ଚୟନ କରନ୍ତୁ
01:03 Text menu କୁ ଯାଇ Put on Path ବିକଳ୍ପ ଉପରେ କ୍ଲିକ୍ କରନ୍ତୁ
01:08 ଦେଖନ୍ତୁ, ଆମର ଟେକ୍ସଟ୍ ପାଥ୍ ଉପରକୁ ଆସିଗଲା
01:12 ସବୁକୁ ଅଚୟନିତ କରିବା ପାଇଁ କାନଭାସ୍ ଉପରେ ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ
01:16 Text tool ଚୟନ କରି, ଟେକ୍ସଟ୍ ର ପ୍ରାରମ୍ଭିକ ସ୍ଥାନରେ କ୍ଲିକ୍ କରନ୍ତୁ
01:21 ପାଥ୍ ରେ ଟେକ୍ସଟ୍ କୁ ବ୍ୟବସ୍ଥିତ କରିବାପାଇଁ space bar ଦବାଇ କିଛି ସ୍ପେସ୍ ଦିଅନ୍ତୁ
01:28 ଏବେ ପାଥ୍ କୁ ଚୟନ କରି Node tool ରେ କ୍ଲିକ୍ କରନ୍ତୁ
01:35 Handles ବ୍ୟବହାର କରି ପାଥ୍ କୁ ରିସାଇଜ୍ କରନ୍ତୁ
01:39 ଦେଖନ୍ତୁ, ପାଥ୍ ର ରିସାଇଜିଙ୍ଗ୍ ଅନୁସାରେ ଟେକ୍ସଟ୍ ରୂପାନ୍ତରିତ ହେଉଛି
01:45 ପାଥ୍ ରୁ ଟେକ୍ସଟ୍ କୁ ହଟେଇବା ପାଇଁ ଟେକ୍ସଟ୍ କୁ ଚୟନ କରନ୍ତୁ
01:49 Text menu କୁ ଯାଆନ୍ତୁ
01:51 Remove from Path ରେ କ୍ଲିକ୍ କରନ୍ତୁ
01:54 ଦେଖନ୍ତୁ ପାଥ୍ ଏବେ ହଟିଗଲାଣି
01:57 ଏହି ପ୍ରକ୍ରିୟାକୁ ଅନ୍- ଡୁ କରିବାପାଇଁ Ctrl + Z ଦବାନ୍ତୁ
02:01 ଆକୃତିରେ ଟେକ୍ସଟ୍ ସମ୍ମିଳିତ କରିବା ବିଷୟରେ ଏହାପରେ ଆମେ ଶିଖିବା
02:05 Polygon tool ବ୍ୟବହାର କରି, ଷଡଭୁଜ ବନାନ୍ତୁ
02:09 ଏବେ ଆମେ ଷଡଭୁଜ ମଧ୍ୟରେ କିଛି ଟେକ୍ସଟ୍ ଆଡ୍ କରିବା
02:14 ମୁଁ ପୂର୍ବରୁ ସେଭ୍ କରିଥିବା LibreOffice Writer ଫାଇଲ୍ ରୁ କିଛି ଟେକ୍ସଟ୍ କପୀ କରିବି
02:19 ଟେକ୍ସଟ୍ କୁ ଚୟନ କରିବାପାଇଁ Ctrl + A ଏବଂ ତାହାକୁ କପୀ କରିବାପାଇଁ Ctrl + C ଦବାନ୍ତୁ
02:25 ଏବେ, Inkscape କୁ ଫେରିଆସନ୍ତୁ
02:27 Text tool ଉପରେ କ୍ଲିକ୍ କରନ୍ତୁ
02:30 ଷଡଭୁଜ ତଳେ ଟେକ୍ସଟ୍ କୁ ପେଷ୍ଟ୍ କରିବାପାଇଁ Ctrl + V ଦବାନ୍ତୁ
02:35 ଟେକ୍ସଟ୍ ଓ ଷଡଭୁଜ ଉଭୟକୁ ଚୟନ କରନ୍ତୁ
02:39 Text menu କୁ ଯାଆନ୍ତୁ
02:41 'Flow into Frame ରେ କ୍ଲିକ୍ କରନ୍ତୁ
02:45 ଏବେ ଆମ ଟେକ୍ସଟ୍ ଷଡଭୁଜରେ ଆଡ୍ ହୋଇଗଲା
02:49 ପୂରା ଟେକ୍ସଟ୍ କୁ ଦୃଶ୍ୟମାନ କରିବାପାଇଁ ଫଣ୍ଟ୍ ସାଇଜ୍ କୁ କମାଇ 10 କରନ୍ତୁ
02:54 Flow କୁ କାଢିବାପାଇଁ , Text menu କୁ ଯାଇ Unflow ରେ କ୍ଲିକ୍ କରନ୍ତୁ
03:00 ଦେଖନ୍ତୁ ଟେକ୍ସଟ୍ ଗାଏବ୍ ହୋଇଗଲା. ଏହି ଆକ୍ସନକୁ ଅନ୍-ଡୁ କରିବାପାଇଁ Ctrl + Z ଦବାନ୍ତୁ
03:07 ଏବେ ଆମେ ଇମେଜ୍ ଉପରେ ଟେକ୍ସଟ୍ ଲେଖାଯିବା ବିଷୟରେ ଶିଖିବା
03:11 ପ୍ରଥମେ File କୁ ଯାଇ, Import ରେ କ୍ଲିକ୍ କରି ଗୋଟିଏ ଇମେଜ୍ ଇମ୍ପୋର୍ଟ କରନ୍ତୁ
03:19 ମୁଁ Pictures ଫୋଲ୍ଡର୍ ରେ ଗୋଟିଏ ଇମେଜ୍ ସେଭ୍ କରିଛି
03:25 ସେହି ଇମେଜ୍ ଏବେ କାନଭାସ୍ ଉପରେ ଅଛି
03:29 ଏହାକୁ ଚୟନ କରି 'Object ମେନ୍ୟୁକୁ ଯଆନ୍ତୁ
03:33 Pattern' ଓ 'Object to Pattern ରେ କ୍ଲିକ୍ କରନ୍ତୁ
03:38 Text tool ପ୍ରୟୋଗ କରି, ଇମେଜ୍ ତଳେ 'SPOKEN TUTORIAL ଟାଇପ୍ କରନ୍ତୁ
03:44 ଟେକ୍ସଟ୍ କୁ ବୋଲ୍ଡ କରନ୍ତୁ
03:47 Object menu' କୁ ଯାଇ, Fill and Stroke ବିକଳ୍ପ ଉପରେ କ୍ଲିକ୍ କରନ୍ତୁ
03:52 Fill ଟ୍ୟାବ୍ ତଳେ ଥିବା Pattern ଉପରେ କ୍ଲିକ୍ କରନ୍ତୁ, ଏବେ ଟେକ୍ସଟ୍ ଉପରେ ଇମେଜ୍ ପ୍ରସ୍ତୁତ
04:01 ଇମେଜ୍ କୁ ବ୍ୟବସ୍ଥିତ କରିବାପାଇଁ, Node tool ରେ କ୍ଲିକ୍ କରନ୍ତୁ
04:04 ଆମେ ଇମେଜ୍ ଉପରେ ଏକ square handle' ଓ ଏକ 'circular handle' ଦେଖିପାରୁଛେ
04:08 ଟେକ୍ସଟ୍ ଉପରେ ଇମେଜ୍ କୁ ବୁଲାଇବାପାଇଁ circular handle ରେ କ୍ଲିକ୍ କରନ୍ତୁ
04:13 ଏହାକୁ ରିସାଇଜ୍ କରିବାପାଇଁ square handle ରେ କ୍ଲିକ୍ କରନ୍ତୁ
04:17 ଏହାପରେ ଆମେ, ପର୍ସପେକ୍ଟିଭ୍ ରେ ଟେକ୍ସଟ୍ ଲେଖିବା ବିଷୟରେ ଶିଖିବା
04:21 କାନଭାସ୍ ରେ SPOKEN ଟାଇପ୍ କରନ୍ତୁ
04:24 Path menu କୁ ଯାଇ, Object to Path ରେ କ୍ଲିକ୍ କରନ୍ତୁ
04:30 ଏହାପରେ Bezier curve ଚୟନ କରି ପାଥ୍ ତିଆରି କରିବା
04:34 ବାମପଟ ତଳୁ ପାଥ୍ ତିଆରି ଆରମ୍ଭ କରିବା
04:38 ବାମପଟେ ବଡ ସାଇଜ୍ ଓ ଡାହାଣପଟେ ଛୋଟ ସାଇଜ୍ ସହିତ ପର୍ସପେକ୍ଟଟିଭ୍ ରେ ଏକ ଆୟତ ତିଆରି କରିବା
04:46 ପ୍ରଥମେ ଟେକ୍ସଟ୍ ଓ ତା’ ପରେ ଆୟତାକାର ପାଥ୍ ଚୟନ କରନ୍ତୁ
04:50 Extensions କୁ ଯାଇ Modify Path' ଓ ତା’ପରେ 'Perspective ରେ କ୍ଲିକ୍ କରନ୍ତୁ
04:57 ଦେଖନ୍ତୁ, ଟେକ୍ସଟ୍ ଏବେ ପର୍ସପେକ୍ଟଟିଭ୍ ରେ ଦେଖାଯାଉଛି
05:01 ଧ୍ୟାନଦିଅନ୍ତୁ ଯେ, ଟେକ୍ସଟ୍, ପାଥ୍ ର ପ୍ରାରମ୍ଭିକ ପଏଣ୍ଟ ଓ ଦିଗ ନେଇଥାଏ
05:07 ଏହାପରେ, ଅନ୍ୟଏକ ପର୍ସପେକ୍ଟଟିଭ୍ ରେ ଟେକ୍ସଟ୍ ତିଆରି କରିବା
05:11 କାନଭାସ୍ ରେ TUTORIAL ଟାଇପ୍ କରନ୍ତୁ
05:15 Path menu' କୁ ଯାଇ 'Object to Path' ଉପରେ କ୍ଲିକ୍ କରନ୍ତୁ
05:19 Bezier tool ପ୍ରୟୋଗ କରି ସେହିପରି ଏକ ପର୍ସପେକ୍ଟଟିଭ୍ ଆୟତାକାର ପାଥ୍ ବନାନ୍ତୁ
05:24 ଏଥର ଉପର ବାମପଟ କୋଣରୁ ଆରମ୍ଭ କରି କ୍ଲକୱାଇଜ୍ ଦିଗରେ ବଢାଇବା
05:30 ପ୍ରଥମେ ଟେକ୍ସଟ୍ ଓ ପରେ ପାଥ୍ ଚୟନ କରନ୍ତୁ
05:34 Extensions', 'Modify Path' ଓ ତା’ ପରେ 'Perspective କୁ ଯାଆନ୍ତୁ
05:42 ଦେଖନ୍ତୁ, ଟେକ୍ସଟ୍ ଏବେ ଉପରୁ ତଳଆଡ଼କୁ ଦେଖାଦେଉଛି
05:46 ଏହାର କାରଣ ହେଉଛି, ପାଥ୍ ର ପ୍ରାରମ୍ଭିକ ପଏଣ୍ଟକୁ ଭିତ୍ତିକରି ଟେକ୍ସଟ୍ ଆଲାଇନ୍ କରାଯାଇଛି
05:51 ଶେଷରେ ଆମେ, cut-out text ବିଷୟରେ ଶିଖିବା
05:55 ଏକ ଆୟତ ବନାଇ, ତାହା ଉପରେ INKSCAPE ଟାଇପ୍ କରନ୍ତୁ
06:01 ଉଭୟକୁ ସିଲେକ୍ଟ କରି, Path menu କୁ ଯାଆନ୍ତୁ ଓ Difference ଚୟନ କରନ୍ତୁ
06:08 ଦେଖନ୍ତୁ କାନଭାସ୍ ଉପରେ କ’ଣ ହେଉଛି
06:11 ଆମେ cut-out text ବନାଇବାର ଅନ୍ୟଏକ ମେଥଡ୍ ଶିଖିବା
06:15 ପୂର୍ନବାର, INKSCAPE ଶଦ୍ଦ ଟାଇପ୍ କରନ୍ତୁ
06:17 Object menu କୁ ଯାଇ, Fill and Stroke' ରେ କ୍ଲିକ୍ କରନ୍ତୁ
06:21 Stroke paint ଟ୍ୟାବ୍ ଉପରେ କ୍ଲିକ୍ କରି, Flat color ରେ କ୍ଲିକ୍ କରନ୍ତୁ
06:25 Stroke style ଟ୍ୟାବ୍ କୁ ଯାଆନ୍ତୁ ଓ ୱିଡଥ୍ ପାରାମିଟରକୁ 2 କରନ୍ତୁ
06:30 Fill tab କୁ ଯାଇ, No paint ରେ କ୍ଲିକ୍ କରନ୍ତୁ
06:35 ଦେଖନ୍ତୁ, ଟେକ୍ସଟ୍ ଉପରେ ଏକ କଟ୍ ଆଉଟ୍ ଆକୃତି ବନି ଯାଇଛି
06:38 ଏବେ ସାରାଂଶିତ କରିବା
06:40 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ
06:42 ପାଥ୍ ଉପରେ ଟେକ୍ସଟ୍ ଲେଖିବା
06:44 ଆକୃତି ଉପରେ ଟେକ୍ସଟ୍ ଲେଖିବା
06:46 ଟେକ୍ସଟ୍ ଭିତରେ ଇମେଜ୍
06:48 ପର୍ସପେକ୍ଟଟିଭ୍ ରେ ଟେକ୍ସଟ୍
06:49 ଓ କଟ- ଆଉଟ ଟେକ୍ସଟ୍
06:51 ଆପଣଙ୍କ ପାଇଁ ଆସାଇନମେଣ୍ଟ୍
06:54 ୱେଭୀ ପାଥ୍ ଉପରେ ଟେକ୍ସଟ୍ Learn FOSS using Spoken Tutorial ଲେଖନ୍ତୁ
06:59 Bezier tool ପ୍ରୟୋଗ କରି ଏକ Trapezoid ବନାନ୍ତୁ
07:02 କୋଡ୍ ଫାଇଲ୍ ରୁ ଟେକ୍ସଟ୍ କୁ କପୀ କରି, Trapezoid ଭିତରେ ପେଷ୍ଟ୍ କରନ୍ତୁ
07:07 କଲରଫୁଲ୍ ଇମେଜ୍ ଉପରେ ଟେକ୍ସଟ୍ INKSCAPE କୁ ସମ୍ମିଳିତ କରନ୍ତୁ
07:10 ପର୍ସପେକ୍ଟଟିଭ୍ ରେ ଟେକ୍ସଟ୍ INKSCAPE ଲେଖନ୍ତୁ
07:13 SPOKEN TUTORIAL ପାଇଁ କଟ୍- ଆଉଟ୍ ଟେକ୍ସଟ୍ ବନାନ୍ତୁ
07:17 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ୍ ଏହିଭଳି ଦେଖାଯାଏ
07:21 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସାରାଶିଂତ କରେ. ଯଦି ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ.
07:27 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସର ବ୍ୟବହାର କରି କର୍ମଶାଳା ମଧ୍ୟ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
07:34 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ.
07:36 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
07:42 ଏହି ମିଶନ୍ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କରେ ଉପଲବ୍ଧ
07:47

ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep