Geogebra/C3/Radian-Measure/Oriya

From Script | Spoken-Tutorial
Revision as of 12:30, 22 January 2016 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search

|- ||00:01 ||ନମସ୍କାର ବନ୍ଧୁଗଣ…ଏହି ଟ୍ୟୁଟୋରିଆଲ୍ ରେ, ଆମେ ‘‘ଜିଓଜେବ୍ରା’’ ବ୍ୟବହାର କରି ‘ରେଡିଆନ୍ସ’’ ଏବଂ ‘‘ସେକ୍ଟର୍ସ’’ ଉପରେ କାମ କରିବା

|-

||00:07 ||ଏହି ଟ୍ୟୁଟୋରିଆଲ୍ ର ଲକ୍ଷ୍ୟ ହେଉଛି, ରେଡିଆନ୍ ଉପରେ ଏକ ପାଠ ମାଧ୍ୟମରେ, ଜିଓଜେବ୍ରା ‘‘ଇନପୁଟ୍ ବାର୍’’ ଏବଂ ‘‘କମାଣ୍ଡ’’ ଗୁଡ଼ିକର ବ୍ୟବହାର ସହ ପରିଚିତ କରିବା |- ||00:15 ||ଜିଓଜେବ୍ରା ପ୍ରଥମ କରି ପଢୁଥିବା ପାଠକମାନେ, spoken-tutorial.org ୱେବ୍ ସାଇଟ୍ ରେ ‘‘ଇଣ୍ଟ୍ରୋଡକସନ୍ ଟୁ ଜିଓଜେବ୍ରା’’ ଏବଂ ‘‘ଆଙ୍ଗଲ୍ସ ଏବଂ ଟ୍ରାଇଆଙ୍ଗଲ୍ସ ବେସିକ୍ସ’’ ଦେଖନ୍ତୁ |- ||00:25 || ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି ‘‘Ubuntu Version 10.04 LTS ଓ Geogebra Version 3.2.40 |- ||00:35 ||ଏହି ପାଠରେ: ଆମେ ‘‘ରେଡିଆନ୍ ’’ କ’ଣ ବୁଝିବା, ‘‘ରେଡିଆନ୍’’ କିପରି ଅଙ୍କାଯାଏ ଶିଖିବା |- ||00:39 ||ଏକ ଆର୍କ ର ଦୈର୍ଘ୍ୟ ଏବଂ ଏହା ଅଙ୍କନ କରୁଥିବା କୋଣ ମଧ୍ୟରେ ଥିବା ସମ୍ପର୍କ ବୁଝିବା |- ||00:44 ||ଏବଂ ଏକ ସେକ୍ଟରର କ୍ଷେତ୍ରଫଳ ହିସାବ କରି ଏକ ଆସାଇନମେଣ୍ଟ ପୂରା କରିବା |- ||00:49 ||ଜିଓଜେବ୍ରାରେ ଆମେ Circle with Center and Radius, Circular Arc with Centre between Two Points ଏବଂ Segment between Two Points ଟୁଲ୍ସ ବ୍ୟବହାର କରିବା |- ||01:00 ||ଡ୍ରଇଂ କମାଣ୍ଡଗୁଡ଼ିକ ଇନପୁଟ୍ ବାର୍ ରେ କମାଣ୍ଡ ଟାଇପ କରି ମଧ୍ୟ ବ୍ୟବହାର କରାଯାଇପାରେ |- ||01:11 ||ଜିଓଜେବ୍ରା ୱିଣ୍ଡୋରେ, ବର୍ତ୍ତମାନ ଆମେ 'Circle with Centre and Radius ବ୍ୟବହାର କରି 5 ୟୁନିଟ୍ସ ରେଡିୟସ୍ ଥିବା ଏକ ସର୍କଲ୍ ଆଙ୍କିବା |- ||01:18 ||ମୁଁ 'Circle with Center and Radiusଉପରେ କ୍ଲିକ୍ କରୁଛି, ଅରିଜିନ୍ ଠାରେ ସେଣ୍ଟର ରହିବ ଏବଂ ରେଡିୟସ୍ ହେବ 5 ୟୁନିଟ୍ସ |- ||01:28 ||ମୁଁ ବର୍ତ୍ତମାନ ସର୍କଲ୍ ଉପରେ ଦୁଇଟି ପଏଣ୍ଟ B ଏବଂ C ଚିହ୍ନଟ କରିବି |- ||01:36 ||ଆମେ ଏହି ଦୁଇଟି ପଏଣ୍ଟ ମଧ୍ୟରେ ଏକ ଆର୍କ ସମ୍ପୂର୍ଣ୍ଣ ଭାବରେ ଅଙ୍କନ କରିବା, ମୁଁ ଆର୍କ କରିବା ପାଇଁ Circular Arc with Centre between Two Points' ଉପରେ କ୍ଲିକ୍ କରିବି |- ||01:47 ||ମୁଁ ସେଣ୍ଟର 'A, B ଏବଂ C ଉପରେ କ୍ଲିକ୍ କରିବି . ଏହା ଏକ ଚାପକୁ ପୂରା କରୁଛି . ଦେଖନ୍ତୁ ଯେ ଚାପର ଦୈର୍ଘ୍ୟ ହେଉଛି d=5.83 ୟୁନିଟ୍ . |- ||02:00 ||ବର୍ତ୍ତମାନ ଏହି ଚାପକୁ ଡିଲିଟ୍ କରିଦେବା ଏବଂ ଏହାକୁ ଅନ୍ୟ ଏକ ଉପାୟରେ ଅଙ୍କନ କରିବା . ଚାପ ଇନପୁଟ୍ ବାର୍ ରେ କମାଣ୍ଡ ଏଣ୍ଟର କରି ମଧ୍ୟ ଅଙ୍କନ କରାଯାଇପାରିବ . |- ||02:10 ||ଏହି ରେକ୍ଟାଙ୍ଗୁଲାର୍ ବକ୍ସ ହେଉଛି ‘‘ଇନପୁଟ୍’’ ବାର୍ . ଇନପୁଟ୍ ବାର୍ ପାଖରେ 3ଟି ଡ୍ରପ୍ ଡାଉନ୍ ବକ୍ସ ରହିଛି . ଏଠାରେ ଆପଣ କେତେକ ଫଙ୍କସନ୍ ପ୍ରବେଶ କରିପାରିବେ, କେତେକ ପାରାମିଟର ଡିଫାଇନ୍ କରିପାରିବେ ଏବଂ ଏହା ହେଉଛି ‘‘କମାଣ୍ଡ’’ କୀ ଯେଉଁଥିରେ ଆପଣ ଜିଓଜେବ୍ରା ୱିଣ୍ଡୋରେ, ଏଠାରେ ଡ୍ରଇଂ କରିପାରିବେ . . |- ||02:30 ||ମୁଁ ଏଠାରେ ‘‘ଆର୍କ’’ ଟାଇପ୍ କରିବି, ଆପଣ ଦେଖିପାରିବେ ଯେ ଏହା ମୋ ପାଇଁ କମାଣ୍ଡ ପୂରଣ କରିଛି . ମୁଁ ଏହି କମାଣ୍ଡ, ଏଠାରେ ଡ୍ରପ୍ ଡାଉନ୍ ବକ୍ସରୁ ମଧ୍ୟ ଖୋଜି ପାରିବି . |- ||02:41 ||ଆର୍କ ଉପରେ କ୍ଲିକ୍ କରିବି, ଆପଣ ଦେଖିପାରିବେ କମାଣ୍ଡ ଏଠାରେ ସ୍କୋୟାର୍ ବ୍ରାକେଟ୍ ରେ ଦେଖାଯିବ . ଯଦି ମୁଁ ସ୍କୋୟାର ବ୍ରାକେଟଗୁଡ଼ିକର ମଝିରେ କ୍ଲିକ୍ କରିବି ଏବଂ ‘‘ଏଣ୍ଟର’’ ଦାବିବି, କମାଣ୍ଡ ପାଇଁ ସିଣ୍ଟାକ୍ସ ଏଠାରେ ଦେଖାଯିବ . |- ||02:57 ||ଆମେ ଆର୍କ ପାଇଁ ଯେଉଁ ସିନଟାକ୍ସ ବ୍ୟବହାର କରିବା, ତାହା ସର୍କଲ୍ ଏବଂ ଦୁଇଟି ପଏଣ୍ଟ ଡିଫାଇନ୍ କରିବା ପାଇଁ . |- ||03:04 || ସର୍କଲର ନାଁ ଏବଂ ଯେଉଁ ଦୁଇଟି ପଏଣ୍ଟ ମଧ୍ୟରେ ଆମେ ଚାପ ଚାହୁଁଛୁ, ତାହା ଡିଫାଇନ୍ କରିବାକୁ ପଡ଼ିବ . |- ||03:10 ||‘‘ଆଲଜେବ୍ରା ଭ୍ୟୁ’’ ରୁ ଆମେ ଦେଖିପାରୁଛୁ ଯେ ସର୍କଲ୍ କହିଲେ ଲୋୟର କେସ୍ ରେ c, ଏବଂ ଯେଉଁ ପଏଣ୍ଟଗୁଡ଼ିକ ମଧ୍ୟରେ ଆମେ ‘‘ଆର୍କ (B,C) ଡ୍ର କରିବାକୁ ଚାହୁଁଛୁ, ଉଭୟ ଅପର କେସ୍ ରେ ଦର୍ଶାଯାଏ . |- ||03:24 ||ତେଣୁ ଆମେ କମାଣ୍ଡ 'Arc[c,B,C] ଟାଇପ୍ କରିବା ଏବଂ ଏଣ୍ଟର ପ୍ରେସ୍ କରିବା . ଜିଓଜେବ୍ରା କେସ୍ ସେନ୍ସିଟିଭ୍ ଅଟେ. |- ||03:37 ||ବର୍ତ୍ତମାନ ଆମେ ଏଠାରେ ଅବଜେକ୍ଟ ପ୍ରପର୍ଟିଜ୍ ରୁ ଜଏଣ୍ଟ କରିଥିବା ଆର୍କର ରଙ୍ଗ ଏବଂ ମୋଟେଇ ବଦଳାଇବା . |- ||03:46 ||ଆମେ କଲରକୁ ଯିବା, ଏହାକୁ ରେଡ୍ ନିରୂପଣ କରିବା . ଷ୍ଟାଇଲ୍ ରୁ ଆମେ ମୋଟେଇ ବଢ଼ାଇବା . |- ||04:05 ||ଦେଖନ୍ତୁ ଆର୍କ ବର୍ତ୍ତମାନ ଗାଢ଼, ଲାଲ୍, ମୋଟା ଦେଖାଯାଉଛି . |- ||04:11 ||ଆମେ ଦୁଇଟି ଲାଇନ୍ ସେଗମେଣ୍ଟ AB ଏବଂ AC ଡ୍ର କରିବା . ଏହାକୁ ପୁଣି ଥରେ ଦୁଇଟି ଉପାୟରେ କରିବା . |- ||04:17 || Segments between Two Points' ଟୁଲ୍ ଉପରେ କ୍ଲିକ୍ କରିବା ଏବଂ AB ଉପରେ କ୍ଲିକ୍ କରିବା . ଏହା ସେଗମେଣ୍ଟ 'AB' କୁ ସମ୍ପୂର୍ଣ୍ଣ କରୁଛି . |- ||04:28 ||ଇନପୁଟ୍ ବାର୍ ରୁ ଗୋଟିଏ କମାଣ୍ଡ ଏଣ୍ଟର କରିପାରିବା . ସେଗମେଣ୍ଟ AC' ପୂରା କରିବା ପାଇଁ Segment[A,C] ଟାଇପ କରିବା . |- ||04:40 ||ବର୍ତ୍ତମାନ arc BC ପୂରା ହୋଇଛି, ସେଗମେଣ୍ଟ AB ଏବଂ ACଏବଂ ସେକ୍ଟର BAC ଡ୍ର ହୋଇଛି . |- ||04:47 ||ଆର୍କ BC’ ଦ୍ୱାରା A' ଠାରେ ଅଙ୍କିତ ହୋଇଥିବା କୋଣ ବର୍ତ୍ତମାନ ଡିଫାଇନ୍ କରିବା . ଏହି କୋଣକୁ α(ଆଲ୍ଫା)କହିବା . ଡ୍ରପ୍ ଡାଉନ୍ ବକ୍ସରୁ ଏହାକୁ ଚୟନ କରିବା . |- ||04:58 ||ଆଙ୍ଗଲ୍ କମାଣ୍ଡ ହେଉଛି angle[B,A,C]. |- ||05:10 ||ଜିଓଜେବ୍ରାରେ ମଧ୍ୟ ଆମେ କୋଣ ନାମକରଣର ଷ୍ଟାଣ୍ଡାର୍ଡ ନିୟମ ଅନୁସରଣ କରିବା . |- ||05:18 ||ଏଠାରେ କେନ୍ଦ୍ରରେ ଅଙ୍କିତ ହୋଇଥିବା କୋଣ αର ମୂଲ୍ୟ ହେଉଛି 66.78 ଡିଗ୍ରୀ . |- ||05:30 || ଏକ ରେଡିୟାନ୍ ହେଉଛି କେନ୍ଦ୍ରରେ ଅଙ୍କିତ କୋଣ, ଯେତେବେଳେ ସେହି କୋଣ ଅଙ୍କନ କରିଥିବା ଚାପର ଦୈର୍ଘ୍ୟ ସର୍କଲର ରେଡିୟସ୍ ସହ ସମାନ ହୋଇଥାଏ . |- ||05:40 ||ଯଦି ଆମେ ‘‘ଅପସନ୍ସ’’କୁ ଯାଇ ‘‘ଆଙ୍ଗଲ୍ ୟୁନିଟ୍’’କୁ ରେଡିଆନ୍ ରେ ଡିଫାଇନ୍ କରୁ . |- ||05:49 ||ଦେଖିବା ଯେ α ର ଭାଲ୍ୟୁ 1.17 ରେଡିଆନ୍ସ ରହିଛି. ଏହାକୁ 1 ରାଡ୍ ର ନିକଟବର୍ତ୍ତୀ କରିବା ପାଇଁ ଆମେ ‘‘ଆର୍କ’’ର ଦୈର୍ଘ୍ୟ ବଦଳାଇବା . |- ||06:04 ||ଦେଖନ୍ତୁ ଯେ, ‘‘ଆର୍କ’’ର ଦୈର୍ଘ୍ୟ d=5 ୟୁନିଟ୍ସ ଏବଂ କେନ୍ଦ୍ରରେ ଅଙ୍କିତ କୋଣ 'α'ର ଭାଲ୍ୟୁ ହେଉଛି 1 ରେଡିଆନ୍ . |- ||06:17 ||ଆମେ 1 ରାଡ୍ ଡିଫାଇନ୍ କରି, ଦେଖିଲେ ରେଡିୟସ୍ ସହ ଆର୍କର ଦୈର୍ଘ୍ୟ ସମାନ ହେଲେ ଏହି କୋଣ ଅଙ୍କିତ ହେଉଛି . |- ||06:29 ||ଡିଗ୍ରୀରେ 1 ରାଡ୍ ର ଭାଲ୍ୟୁ କେତେ? ମୁଁ ଏହାକୁ ଅଳ୍ପ ଜୁମ୍ କଲି . |- ||06:41 ||ଏହି ଆର୍କର ଦୈର୍ଘ୍ୟ ଏକ ସେମି ସର୍କଲର ଦୈର୍ଘ୍ୟ ସହ ସମାନ କରିବା . ଆର୍କର ଦୈର୍ଘ୍ୟ [π a] ଯେଉଁଠି ‘'a' ହେଉଛି ସର୍କଲ୍ ର ରେଡିୟସ୍ . |- ||06:53 ||ତା ପୂର୍ବରୁ, ମୁଁ ପୁଣି ଥରେ ଆଙ୍ଗଲ୍ ୟୁନିଟ୍ ‘‘ଡିଗ୍ରୀ’’ ବୋଲି ଡିଫାଇନ୍ କରିବି କାରଣ ଆମେ 1 ରାଡ୍ ର ଭାଲ୍ୟୁ ଡିଗ୍ରୀରେ ଚାହୁଁ . |- ||07:03 ||ଆମେ ଦେଖିଲେ ଯେ, ଆର୍କର ଦୈର୍ଘ୍ୟ ଯେତେବେଳେ [π a] ଯାହା କି ଗୋଟିଏ ସେମି ସର୍କଲ୍, α ର ଭାଲ୍ୟୁ ହେଉଛି 180.21 ଡିଗ୍ରୀ . |- ||07:13 ||ଯଦି ମୁଁ ଏହି ସର୍କଲ୍ ପୂରା କରୁଛି, ଦେଖନ୍ତୁ, α କୋଣ ପ୍ରାୟ 360 ଡିଗ୍ରୀ ହେବ . |- ||07:27 ||ତେଣୁ ଆମେ ଏହି ଦୁଇଟିରୁ ଦେଖିଲେ, 1 ରାଡ୍ ର ମୂଲ୍ୟ 57.32 ଡିଗ୍ରୀ ହେବ . |- ||07:35 ||ଆମେ ‘‘ଆର୍କ’’ ଦୈର୍ଘ୍ୟ, ରେଡିୟସ୍ ଏବଂ ଅଙ୍କିତ କୋଣ ମଧ୍ୟରେ ସମ୍ପର୍କ ବୁଝିବା . ସେଥିପାଇଁ, ଆମେ α/57.32 ଦ୍ୱାରା ବିଭକ୍ତ କରି ଅନ୍ୟ ଏକ କୋଣ 'θ(ଥିଟା)ର ମୂଲ୍ୟ ରେଡିଆନ୍ ରେ ନିରୂପଣ କରିବା . |- ||08:03 ||ଦେଖନ୍ତୁ ଯେ θର ମୂଲ୍ୟ ପ୍ରକୃତରେ ରେଡିଆନରେ କୋଣର ମୂଲ୍ୟ . ତେବେ, ଏଠାରେ ଫର୍ମାଟିଂ ସମସ୍ୟା ପାଇଁ ଏହା ଏକ ଡିଗ୍ରୀ ସିମ୍ବଲ୍ ସହ ଦେଖାଯାଉଛି . |- ||08:15 ||ଆମେ θକୁ ଏହିଭଳି ବ୍ୟବହାର କରିବା ଏବଂ ରେଡିଆନ୍ ରେ ଆଙ୍ଗଲ୍ ୟୁନିଟ୍ ବଦଳାଇବା ନାହିଁ, କାରଣ ଆମେ ଫର୍ମୁଲା ଆର୍କର ଦୈର୍ଘ୍ୟ ଏବଂ ଅଙ୍କିତ କୋଣ ବ୍ୟବହାର କରି ଏକ ଫର୍ମୁଲା ଦର୍ଶାଇବା ପାଇଁ ଚାହୁଁଛୁ .

|-

||08:29 ||ଫର୍ମାଟିଂ ସମସ୍ୟା ପାଇଁ ଏହି ଫର୍ମୁଲା କେବଳ ଏହିଭଳି ଭାବରେ ବୁଝାଯାଇ ପାରିବ . |- ||08:36 ||ବର୍ତ୍ତମାନ, ଫର୍ମୁଲା ଇଣ୍ଟ୍ରୋଡ୍ୟୁସ୍ କରିବା ପାଇଁ ଜିଓଜେବ୍ରା ୱିଣ୍ଡୋରେ ଟେକ୍ସଟ ଇନସର୍ଟ କରନ୍ତୁ ଏହି ଫର୍ମୁଲା ଆର୍କର ଦୈର୍ଘ୍ୟ ସହ ଅଙ୍କିତ କୋଣର ସମ୍ପର୍କ ସ୍ଥାପନ କରୁଛି . |- ||08:52 ||ଟେକ୍ସଟ କିପରି ଲେଖିବେ, ତାହାର ପରିଚୟ ପାଇଁ Angles and Triangles Basics ଟ୍ୟୁଟୋରିଆଲ୍ ଦେଖନ୍ତୁ. |- ||09:34 ||ବର୍ତ୍ତମାନ, ଦେଖନ୍ତୁ ଯେ, ଯେତେବେଳେ ମୁଁ ଆର୍କର ଦୈର୍ଘ୍ୟ ବଦଳାଉଛି, θର ମୂଲ୍ୟ ବଦଳୁଛି ଏବଂ ଆର୍କର ଦୈର୍ଘ୍ୟ ଏବଂ ଅଙ୍କିତ କୋଣ ମଧ୍ୟରେ ସମ୍ପର୍କ d=r.θ ହେଉଛି, ଯେଉଁଠାରେ d ଆର୍କର ଦୈର୍ଘ୍ୟ, r ସର୍କଲ୍ ର ରେଡିୟସ୍ ଏବଂ θ ହେଉଛି କେନ୍ଦ୍ରରେ ଅଙ୍କିତ କୋଣ ଏବଂ ଏହା ରେଡିଆନ୍ ରେ ପ୍ରକାଶ କରାଯାଇଛି .

|-

||09:58 ||ଆମେ ଯାହା ଶିଖିଲେ, ତାହା ପୁଣି ଥରେ ବୁଝିବା ପାଇଁ ଏକ ଆସାଇନମେଣ୍ଟ ଉପରେ ନଜର ପକାଇବା . |- ||10:10 || ଯାହା ଶିଖିଛନ୍ତି ତାହା ବ୍ୟବହାର କରି, ଦେଖାନ୍ତୁ ଯେ କିପରି ଏକ ସେକ୍ଟରର କ୍ଷେତ୍ରଫଳ Area = ½ a^2 θ ହେବ . |- ||10:18 ||ଯେଉଁଠାରେ a' ରେଡିୟସ୍, θ ରେଡିଆନ୍ ରେ, କେନ୍ଦ୍ରରେ ଅଙ୍କିତ କୋଣ ଏବଂ ଫର୍ମୁଲା ହେଉଛି Area = ½ a^2 θ . |- ||10:30 ||ଏହି ଆସାଇନମେଣ୍ଟ ସାରିବା ପାଇଁ ଏକ ଛୋଟ ସୂଚନା ହେଉଛି ଚତୁର୍ଭୁଜ ସହ ସେକ୍ଟରର କ୍ଷେତ୍ରଫଳ ତୁଳନା କରିବା . |- ||10:40 ||ଡ୍ର କରାଯିବା ପରେ ଆସାଇନମେଣ୍ଟ ଏହିଭଳି ଦେଖାଯିବ . ଆମେ ଚତୁର୍ଭୁଜ ସହ ତୁଳନା କରି ସେକ୍ଟରର କ୍ଷେତ୍ରଫଳ ଗଣନା କରିବାକୁ ଚାହୁଁଛୁ . |- ||10:55 ||ମୁଁ ସ୍ପୋକନ୍ ଟ୍ୟୁଟୋରିଆଲର ଆଭାର ବ୍ୟକ୍ତ କରିବାକୁ ଚାହୁଁଛି, ଯାହା ହେଉଛି ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଏବଂ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |- ||11:06 || ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro). ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |-

|}

Contributors and Content Editors

PoojaMoolya, Pradeep