Difference between revisions of "Geogebra/C2/Symmetrical-Transformation-in-Geogebra/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 !'''Time''' !'''Narration''' |- |00:00 | ନମସ୍କାର ବନ୍ଧୁଗଣ. ଜିଓଜେବ୍ରାରେ Symmetrical Transformationର ଏହି...")
 
Line 100: Line 100:
 
|-
 
|-
 
|01:53
 
|01:53
|ଟୁଲବାର୍ରୁ Regular Polygon ଟୁଲ୍ ସିଲେକ୍ଟ କରନ୍ତୁ
+
|ଟୁଲବାର୍ ରୁ Regular Polygon ଟୁଲ୍ ସିଲେକ୍ଟ କରନ୍ତୁ
 
|-
 
|-
 
|01:57
 
|01:57

Revision as of 08:59, 13 January 2016

Time Narration
00:00 ନମସ୍କାର ବନ୍ଧୁଗଣ. ଜିଓଜେବ୍ରାରେ Symmetrical Transformationର ଏହି ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ Symmetrical transformations ବିଷୟରେ ଶିଖିବା ଯେପରି:
00:11 * Line symmetry
00:12 * Rotation symmetry
00:13 * ଏବଂ ସ୍କେଲ୍ ଓ ପୋଜିଶନ୍ ସହିତ ଫିଗର ବୃଦ୍ଧି କରିବା ମଧ୍ୟ ଶିଖିବା
00:17 ଆପଣଙ୍କର ଜିଓଜେବ୍ରା ଉପରେ ମୌଳିକ କାର୍ଯ୍ୟ ଜ୍ଞାନ ଅଛି ବୋଲି ଆମେ ଭାବୁଛୁ
00:21 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ , ଆମ ୱେବସାଇଟ୍ ଦେଖନ୍ତୁ
00:26 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି Ubuntu Linux OS Version 11.10
00:31 Geogebra Version 3.2.47.0
00:35 ଆମେ ନିମ୍ନଲିଖିତ ଜିଓଜେବ୍ରା ଟୁଲ୍ସ ବ୍ୟବହାର କରିବା
00:37 * Reflect Object about Line
00:39 * Rotate Object around Point by Angle
00:42 * Dilate object from a Point by Factor
00:45 * Semicircle through Two points
00:47 * Regular Polygon ଓ
00:49 * Perpendicular bisector
00:51 Transformationର ପରିଭାଷା
00:53 ଏକ ଜ୍ୟାମିତିକ ଆକୃତିର Symmetrical transformation ହେଉଛି:
00:57 ଏକ coordinate plane ଉପରେ ଏହାର ପୋଜିସନ୍, ଆକାର କିମ୍ୱା ଆକୃତିରେ ଏକ ପରିବର୍ତ୍ତନ
01:02 ମୂଳ ଆକୃତିକୁ Object କୁହାଯାଏ
01:04 ଟ୍ରାନ୍ସଫର୍ମ ଆକୃତିକୁ Image କୁହାଯାଏ
01:07 Reflection symmetryକୁ:
01:09 * Line symmetry ମଧ୍ୟ କୁହାଯାଏ
01:11 * Symmetry ର ଏକ ପ୍ରକାର, ଯେଉଁଠାରେ ଗୋଟିଏ ଅଧା ଅନ୍ୟ ଅଧାର ପ୍ରତିଫଳନ ଅଟେ
01:15 * ଆପଣ ଇମେଜକୁ ଫୋଲ୍ଡ କରି ସମାନ ଭାବରେ ଉଭୟ ହାଲଭ୍ସକୁ ମ୍ୟାଚ୍ କରିପାରିବେ
01:20 * Line of Symmetry ହେଉଛି ସେହି ଲାଇନ୍, ଯାହା ଉପରେ ଆକୃତି ପ୍ରତିଫଳିତ ହୋଇଥାଏ
01:24 ଜିଓଜେବ୍ରା ୱିଣ୍ଡୋକୁ ଯାଆନ୍ତୁ
01:27 କ୍ଲିକ୍ କରନ୍ତୁ Dash home >> Media Apps >> , Type ତଳେ >> Education >> ଓ Geogebra ଚୟନ କରନ୍ତୁ
01:37 ଏହି ଟ୍ୟୁଟୋରିଆଲ୍ ପାଇଁ, ମୁଁ Algebric view ବନ୍ଦ କରୁଛି
01:40 Algebric view ର କ୍ଲୋଜ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
01:47 Line of symmetryରୁ ଚାଲନ୍ତୁ ଆରମ୍ଭ କରିବା
01:50 ପ୍ରଥମେ ଏକ ସମବାହୁ ତ୍ରିଭୁଜ ଗଠନ କରିବା
01:53 ଟୁଲବାର୍ ରୁ Regular Polygon ଟୁଲ୍ ସିଲେକ୍ଟ କରନ୍ତୁ
01:57 ଡ୍ରଇଙ୍ଗ୍ ପ୍ୟାଡ୍ ରେ ପଏଣ୍ଟ୍ A, B, କ୍ଲିକ୍ କରନ୍ତୁ ଏବଂ ବାହୁର ସଂଖ୍ୟା ପାଇଁ 3 ଏଣ୍ଟର୍ କରନ୍ତୁ
02:08 ଏକ ସମବାହୁ ତ୍ରିଭୁଜ ABC ଅଙ୍କା ହୋଇଗଲା
02:11 ତ୍ରିଭୁଜର ପାର୍ଶ୍ୱଗୁଡିକ ମଧ୍ୟରୁ ଗୋଟିଏ ଆଡକୁ ଏକ perpendicular bisector ଡ୍ର କରନ୍ତୁ
02:15 Perpendicular Bisector Tool ସିଲେକ୍ଟ କରି, ପାର୍ଶ୍ୱ AC ଉପରେ କ୍ଲିକ୍ କରନ୍ତୁ
02:26 Point ଟୁଲ୍ ସିଲେକ୍ଟ କରି, ତ୍ରିଭୁଜ ଭିତରେ ଏକ point କ୍ରିଏଟ୍ କରନ୍ତୁ
02:31 କୋଣଗୁଡିକ ମଧ୍ୟରୁ ଗୋଟିଏ ଆଡକୁ ପଏଣ୍ଟ୍ D ଘୁଞ୍ଚାନ୍ତୁ
02:38 ପଏଣ୍ଟ୍ D ଉପରେ ରାଇଟ୍ କ୍ଲିକ୍ କରି Trace On ସିଲେକ୍ଟ କରନ୍ତୁ
02:43 ଟୁଲ୍ବାର୍ରୁ Reflect Object about Line ଟୁଲ୍ ସିଲେକ୍ଟ କରନ୍ତୁ
02:48 ପଏଣ୍ଟ D ଉପରେ କ୍ଲିକ୍ କରନ୍ତୁ
02:49 ଏହା ପଏଣ୍ଟ D କୁ ହାଇଲାଇଟ୍ କରିବ
02:52 Perpendicular Bisector ଉପରେ କ୍ଲିକ୍ କରନ୍ତୁ
02:55 perpendicular bisector ର ଅପର ପାର୍ଶ୍ୱରେ ଏହା D’ image ପ୍ରତିଫଳିତ କରିବ
03:01 point D ର ପ୍ରତିଫଳନ ହେଉଛି D’
03:04 ପଏଣ୍ଟ୍ D ପାଇଁ Trace On ସେଟ୍ କରନ୍ତୁ
03:08 Move ଟୁଲ୍ ବ୍ୟବହାର କରି, ତ୍ରିଭୁଜ ସହିତ ପଏଣ୍ଟ୍ D ଚଲାନ୍ତୁ
03:11 ଟୁଲବାର୍ରୁ Move ଟୁଲ୍ ରେ ଥିବା ପ୍ରଥମ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
03:22 ମାଉସ୍ ଦ୍ୱାରା ଆକୃତି ଉପରେ କ୍ଲିକ୍ କରନ୍ତୁ
03:25 ତ୍ରିଭୁଜ ଖୋଜି ଏହାକୁ ଡ୍ରାଗ୍ କରନ୍ତୁ
03:28 ବର୍ତ୍ତମାନ, ମାଉସ୍ ବଟନ୍ କୁ ଛାଡି ଦିଅନ୍ତୁ
03:31 ଆପଣ କ’ଣ ଦେଖୁଛନ୍ତି?
03:32 ଏଠାରେ perpendicular bisector, symmetry ର ଲାଇନ୍ ଅଟେ
03:36 D ଅବ୍ଜେକ୍ଟ ଓ D’ ଇମେଜ୍ ଅଟେ
03:39 ଏକ ଲାଇନର ଅର୍ଦ୍ଧ ବୃତ୍ତ ପ୍ରତିଫଳିତ କରନ୍ତୁ
03:43 ଏକ ଅର୍ଦ୍ଧ ବୃତ୍ତ ଆଙ୍କନ୍ତୁ
03:44 Semicircle through Two points ଟୁଲ୍ ଉପରେ କ୍ଲିକ୍ କରନ୍ତୁ. ପଏଣ୍ଟ E ଓ ତା’ପରେ F ମାର୍କ କରନ୍ତୁ
03:56 segment between two points ଉପରେ କ୍ଲିକ୍ କରନ୍ତୁ
04:02 ପଏଣ୍ଟ୍ G ଓ H ମାର୍କ କରନ୍ତୁ. ଏକ ଲାଇନ୍ ଅଙ୍କା ହୋଇଗଲା
04:06 ଚାଲନ୍ତୁ ଲାଇନ୍ ର ପ୍ରପର୍ଟୀ ବଦଳାଇବା
04:08 ଲାଇନ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ, Object Properties. Style ଉପରେ କ୍ଲିକ୍ କରି, Style ବଦଳାନ୍ତୁ
04:21 ଟୁଲ୍ବାର୍ ରୁ Reflect Object about Line ଟୁଲ୍ ସିଲେକ୍ଟ କରନ୍ତୁ
04:27 ଅର୍ଦ୍ଧ ବୃତ୍ତ EF ଉପରେ କ୍ଲିକ୍ କରନ୍ତୁ
04:31 ଲାଇନ୍ GH ଉପରେ କ୍ଲିକ୍ କରନ୍ତୁ
04:34 GH ଲାଇନ୍ର ଅପରପାର୍ଶ୍ୱରେ ଏହା ପ୍ରତିଫଳିତ ଇମେଜ୍ E’F’ ଉତ୍ପାଦନ କରିବ . ଆକୃତିଟି ଏବେ କିପରି ଦେଖାଯାଉଛି? ଏହା ଏକ ବୃତ୍ତ ପରି ଦେଖାଯାଉଛି
04:45 ଏବେ ଏହି ଫାଇଲ୍କୁ ସେଭ୍ କରନ୍ତୁ
04:47 File > >Save As ରେ କ୍ଲିକ୍ କରନ୍ତୁ
04:50 ମୁଁ Line-symmetry ନାମ ଟାଇପ୍ କରି, ସେଭ୍ ରେ କ୍ଲିକ୍ କରିବି
05:05 ଏହାପରେ, ଚାଲନ୍ତୁ Rotate the Object around a Point by Angle କୁ ଜାଣିବା
05:12 ରୋଟେସନ୍ ର ସଜ୍ଞା
05:15 ରୋଟେସନ୍ ହେଉଛି ଏକ ପରିବର୍ତ୍ତନ ଯାହା ଆଙ୍ଗେଲ୍ ଦ୍ୱାରା ଏକ ସ୍ଥିର କେନ୍ଦ୍ର ଚାରିପଟେ ଏକ ଆକୃତିକୁ ବୁଲାଏ
05:21 ଯଦି ଆକୃତି ଅପରିବର୍ତ୍ତିତ ଦେଖାଯାଏ, ତା’ହାଲେ ଆକୃତିରେ rotation symmetry ରହିଛି
05:29 ଆପଣ ଯେକୌଣସି ପରିମାପ ଡିଗ୍ରୀରେ ଅବଜେକ୍ଟକୁ ରୋଟେଟ୍ କରିପାରିବେ. ରୋଟେସନ୍ କ୍ଲକୱାଇଜ୍ ଓ କାଉଣ୍ଟରକ୍ଲକୱାଇଜ୍ ମଧ୍ୟ ହୋଇପାରେ
05:39 ଏକ ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ
05:41 File >> New ରେ କ୍ଲିକ୍ କରନ୍ତୁ
05:47 ଏକ ବର୍ଗକ୍ଷେତ୍ର ତିଆରି କରିବା
05:49 ଟୁଲବାର୍ରୁ Regular Polygon ଟୁଲ୍ ରେ କ୍ଲିକ୍ କରନ୍ତୁ
05:55 ଡ୍ରଇଙ୍ଗ୍ ପ୍ୟାଡ୍ ରେ କ୍ଲିକ୍ କରନ୍ତୁ
05:57 ପଏଣ୍ଟ A ଓ B ମାର୍କ କରନ୍ତୁ
05:59 ଏକ ଡାୟଲଗ୍ ବକ୍ସ ଖୋଲିବ
06:01 OK ରେ କ୍ଲିକ୍ କରନ୍ତୁ
06:03 ବର୍ଗକ୍ଷେତ୍ର ABCD ଅଙ୍କା ହୋଇଗଲା
06:05 Rotate Object around a Point by Angle ଟୁଲ୍ ଉପରେ କ୍ଲିକ୍ କରନ୍ତୁ
06:13 ବର୍ଗକ୍ଷେତ୍ର ABCD ଉପରେ କ୍ଲିକ୍ କରନ୍ତୁ
06:16 ଏହା ବର୍ଗକ୍ଷେତ୍ରକୁ ହାଇଲାଇଟ୍ କରିବ
06:18 ଏହାପରେ ଯେକୌଣସି କୋଣରେ କ୍ଲିକ୍ କରନ୍ତୁ
06:20 ମୁଁ A ଉପରେ କ୍ଲିକ୍ କରିବି
06:23 ଏକ ଡାଇଲଗ୍ ବକ୍ସ ଖୋଲିଲା
06:25 ଆଙ୍ଗେଲ୍ ଫିଲ୍ଡ ଭିତରେ 60 ଟାଇପ୍ କରନ୍ତୁ
06:30 ପ୍ରଥମ ଡ୍ରପ୍ ଡାଉନ୍ ତାଲିକା ମଧ୍ୟରୁ ୦(ଡିଗ୍ରୀ) ସିଲେକ୍ଟ କରନ୍ତୁ
06:35 କ୍ଲକୱାଇଜ୍ ଅପ୍ସନ୍ ସିଲେକ୍ଟ କରି, OKରେ କ୍ଲିକ୍ କରନ୍ତୁ
06:40 60 ଡିଗ୍ରୀ ଆଙ୍ଗେଲ୍ ରେ ଏହା, ବର୍ଗକ୍ଷେତ୍ରକୁ ସିଲେକ୍ସନ୍ ପଏଣ୍ଟରୁ ରୋଟେଟ୍ କରିବ
06:44 ରୋଟେଟ୍ ହୋଇଥିବା ଇମେଜ୍ A’B’C’D’ ଗଠିତ ହେଲା
06:49 Move ଟୁଲ୍ ବ୍ୟବହାର କରି ଏହି ଆକୃତିକୁ ପାର୍ଶ୍ୱକୁ ଘୁଞ୍ଚାନ୍ତୁ
07:00 ଏହାପରେ, ଫ୍ୟାକ୍ଟର ଦ୍ୱାରା ପଏଣ୍ଟରୁ ଅବ୍ଜେକ୍ଟକୁ ଡାଇଲେଟ୍ ବା ବଡ଼ କରନ୍ତୁ
07:09 ଡାଇଲେଶନ୍:
07:11 ଡାଇଲେଶନ୍ କିମ୍ୱା ବଡ଼କରିବା ହେଉଛି ଏକ ପରିବର୍ତ୍ତନ
07:14 ଯେଉଁଥିରେ, ଏକ ସ୍କେଲ୍ ଫ୍ୟାକ୍ଟର ବ୍ୟବହାର କରି ଏକ ଆକୃତିକୁ ଏନଲାର୍ଜ କରାଯାଇଥାଏ
07:23 Polygon ଟୁଲ୍ ବ୍ୟବହାର କରି ଏକ ତ୍ରିଭୁଜ ଆଙ୍କନ୍ତୁ
07:28 E , F , G. ତ୍ରିଭୁଜ ସମ୍ପୂର୍ଣ୍ଣ କରିବାପାଇଁ ଆଉଥରେ E ଉପରେ କ୍ଲିକ୍ କରନ୍ତୁ
07:36 New Point ଟୁଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ
07:40 H ଭାବରେ ଏକ ପଏଣ୍ଟ୍ କୁ ମାର୍କ କରନ୍ତୁ
07:44 Dilate Object from Point by Factor ଟୁଲ୍ ଉପରେ କ୍ଲିକ୍ କରନ୍ତୁ
07:51 EFG ତ୍ରିଭୁଜ ଉପରେ କ୍ଲିକ୍ କରନ୍ତୁ
07:54 ଏହା ତ୍ରିଭୁଜକୁ ହାଇଲାଇଟ୍ କରିବ
07:55 ପଏଣ୍ଟ H ଉପରେ କ୍ଲିକ୍ କରନ୍ତୁ
07:57 ଏକ ଡାୟଲଗ୍ ବକ୍ସ ଖୋଲିଲା
08:00 ନମ୍ୱର ଫିଲ୍ଡରେ 2ର ଭାଲ୍ୟୁ ଟାଇପ୍ କରନ୍ତୁ
08:04 OK ରେ କ୍ଲିକ୍ କରନ୍ତୁ
08:09 ଏହା ଅବଜେକ୍ଟ୍ କୁ ଦୁଇଥର ଡାଇଲେଟ୍ କିମ୍ୱା ଏନ୍ଲାର୍ଜ କରିବ
08:16 segment between two Points ଉପରେ କ୍ଲିକ୍ କରି, H,E,E.’ ପଏଣ୍ଟ୍ଗୁଡିକୁ ଯୋଡନ୍ତୁ
08:33 H,G,G. ପଏଣ୍ଟଗୁଡିକୁ ଯୋଡନ୍ତୁ
09:01 H,F,E.’ ପଏଣ୍ଟଗୁଡିକୁ ଯୋଡନ୍ତୁ
09:15 ଏଠାରେ, ଆପଣ ଦେଖିପାରୁଛନ୍ତି ଯେ, H ହେଉଛି ଡାଇଲେସନର ପଏଣ୍ଟ୍
09:21 Factor ର ଭାଲ୍ୟୁ ଟାଇପ୍ କରି , ଆପଣ ଅବଜେକ୍ଟକୁ ନିଜ ଇଚ୍ଛା ମୁତାବକ ଏନଲାର୍ଜ କରିପାରିବେ
09:28 ଏବେ ଏହି ଫାଇଲ୍ କୁ ସେଭ୍ କରନ୍ତୁ
09:30 File >> Save As ଉପରେ କ୍ଲିକ୍ କରନ୍ତୁ
09:33 ମୁଁ ଫାଇଲ୍କୁ Dilate-triangle ନାମ ଦେବି
09:48 ସେଭ୍ ଉପରେ କ୍ଲିକ୍ କରନ୍ତୁ. ଏଥିସହିତ ଆମେ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆସିଲେ
09:55 ସଂକ୍ଷିପ୍ତରେ
09:58 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ:
10:00 * ଏକ ଲାଇନ୍ ର ପ୍ରତିବିମ୍ୱ
10:02 * ଗୋଟିଏ ପଏଣ୍ଟ୍ ରେ ଏକ ଅବଜେକ୍ଟର ରୋଟେସନ୍
10:05 * ସ୍କେଲ୍ ଫାକ୍ଟର୍ ଦ୍ୱାରା ଏକ ଅବଜେକ୍ଟର ଏନଲାର୍ଜମେଣ୍ଟ୍
10:09 ଏକ ଆସାଇନମେଣ୍ଟ୍ ଭାବରେ:
10:11 ଏକ ପେଣ୍ଟାଗନ୍ ଆଙ୍କନ୍ତୁ
10:12 ଆଙ୍କିବା ପାଇଁ Regular Polygon ଟୁଲ୍ ବ୍ୟବହାର କରନ୍ତୁ . (ସଙ୍କେତ : ସାଇଡ୍ସ=5)
10:17 Pentagon ର ପାର୍ଶ୍ୱଗୁଡିକ ମଧ୍ୟରୁ ଗୋଟିଏ ପାଇଁ perpendicular bisector ଆଙ୍କନ୍ତୁ
10:21 Pentagon ଭିତରେ ଏକ ପଏଣ୍ଟ ସୃଷ୍ଟି କରନ୍ତୁ
10:25 ପଏଣ୍ଟ୍ ପାଇଁ Trace On ସେଟ୍ କରନ୍ତୁ
10:27 perpendicular bisector ବିଷୟକ ପଏଣ୍ଟର ପ୍ରତିଫଳନ ପ୍ରାପ୍ତ କରନ୍ତୁ
10:31 ଇମେଜ୍ ପଏଣ୍ଟ୍ ପାଇଁ Trace On ସେଟ୍ କରନ୍ତୁ
10:34 Symmetry ର ସଠିକ୍ ଲାଇନ୍ ଚୟନ ହୋଇଛି କି ନାହିଁ ଜାଣିବା ପାଇଁ pentagon କୁ ଖୋଜନ୍ତୁ
10:44 ଗୋଟିଏ ପଏଣ୍ଟରେ ମୂଳ ପେଣ୍ଟାଗନ୍ କୁ 135° କାଉଣ୍ଟର କ୍ଲକୱାଇଜ୍ ରୋଟେଟ୍ କରନ୍ତୁ
10:49 3 ର ଫ୍ୟାକ୍ଟର ଦ୍ୱାରା ଗୋଟିଏ ପଏଣ୍ଟରେ ପେଣ୍ଟାଗନକୁ ଡାଇଲେଟ୍ କରନ୍ତୁ
10:56 ଆସାଇନମେଣ୍ଟ ଏହିଭଳି ଦେଖାଯିବା ଉଚିତ୍
11:03 ଏହି URL ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
11:06 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଶିଂତ କରେ
11:09 ଯଦି ଆପଣଙ୍କର ଭଲ ବ୍ୟାଣ୍ଡ୍ୱିଥ୍ ନାହିଁ, ଏହାକୁ ଡାଉନ୍ଲୋଡ୍ କରି ଦେଖିପାରିବେ
11:12 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ : ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
11:17 ଅନ୍ଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
11:20 ଅଧିକ ବିବରଣୀ ପାଇଁ, ଦୟାକରି ନିମ୍ନ ଇମେଲ୍କୁ ଲେଖନ୍ତୁ (contact@spoken-tutorial.org)
11:26 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
11:29 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
11:35 ଏହି ମିଶନ୍ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କ୍ରେ ଉପଲବ୍ଧ
11:39 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି

ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep