Difference between revisions of "GIMP/C2/Two-Minutes-Edit/Oriya"

From Script | Spoken-Tutorial
Jump to: navigation, search
 
Line 6: Line 6:
 
|00:23
 
|00:23
 
| Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ  
 
| Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ  
 +
 
|-
 
|-
 
|00:25
 
|00:25
 
| ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି  
 
| ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି  
 +
 
|-
 
|-
 
|00:31
 
|00:31
 
| ଏଠାରେ ଥିବା ଇମେଜରେ ସମସ୍ୟା କ’ଣ ଅଛି?  
 
| ଏଠାରେ ଥିବା ଇମେଜରେ ସମସ୍ୟା କ’ଣ ଅଛି?  
 +
 
|-
 
|-
 
|00:35
 
|00:35
 
| ଏହି ବୋର୍ଡରେ ଯାହାକିଛି ଅଛି, ତାହା ସଠିକ୍ ଭାବେ ଦେଖାଯାଉନାହିଁ
 
| ଏହି ବୋର୍ଡରେ ଯାହାକିଛି ଅଛି, ତାହା ସଠିକ୍ ଭାବେ ଦେଖାଯାଉନାହିଁ
 +
 
|-
 
|-
 
|00:39
 
|00:39
 
| ତେଣୁ, ମୁଁ ଏଠାରେ ଥିବା ଲେଖାକୁ ବାହାରକୁ କାଢ଼ିବାକୁ ଚାହୁଁଛି
 
| ତେଣୁ, ମୁଁ ଏଠାରେ ଥିବା ଲେଖାକୁ ବାହାରକୁ କାଢ଼ିବାକୁ ଚାହୁଁଛି
 +
 
|-
 
|-
 
|00:44
 
|00:44
 
| ମୁଁ, ଆକାଶକୁ ଅପରିବର୍ତ୍ତିତ ରଖିବାକୁ ଚାହୁଁଥିବାରୁ, ଏହି ଲେୟର୍ କୁ ଡବଲ୍ କରିବି ଓ Curves Tool ଚୟନ କରିବି  
 
| ମୁଁ, ଆକାଶକୁ ଅପରିବର୍ତ୍ତିତ ରଖିବାକୁ ଚାହୁଁଥିବାରୁ, ଏହି ଲେୟର୍ କୁ ଡବଲ୍ କରିବି ଓ Curves Tool ଚୟନ କରିବି  
 +
 
|-
 
|-
 
|00:56
 
|00:56
 
| ଆଉ ଇମେଜର ଏହି ଭାଗକୁ ଦେଖିବି  
 
| ଆଉ ଇମେଜର ଏହି ଭାଗକୁ ଦେଖିବି  
 +
 
|-
 
|-
 
|01:02
 
|01:02
 
| ଏହାକୁ ହାଲୁକା କରିବା ପାଇଁ କର୍ଭକୁ ଉପରକୁ ଟାଣିବି  
 
| ଏହାକୁ ହାଲୁକା କରିବା ପାଇଁ କର୍ଭକୁ ଉପରକୁ ଟାଣିବି  
 +
 
|-
 
|-
 
|01:10
 
|01:10
 
| ଏହା ବହୁତ ଭଲ ଦେଖାଯାଉଛି ଓ ଏବେ ମୁଁ ଏଠାରେ ଟିକିଏ ଗାଢ କରିବାକୁ ଏହି କଳା ପଏଣ୍ଟକୁ ଆହୁରି ଉପରକୁ ଟାଣୁଛି  
 
| ଏହା ବହୁତ ଭଲ ଦେଖାଯାଉଛି ଓ ଏବେ ମୁଁ ଏଠାରେ ଟିକିଏ ଗାଢ କରିବାକୁ ଏହି କଳା ପଏଣ୍ଟକୁ ଆହୁରି ଉପରକୁ ଟାଣୁଛି  
 +
 
|-
 
|-
 
|01:19
 
|01:19
 
| ମୁଁ ଭାବୁଛି ଏତିକି ହୋଇଯିବ  
 
| ମୁଁ ଭାବୁଛି ଏତିକି ହୋଇଯିବ  
 +
 
|-
 
|-
 
|01:25
 
|01:25
 
| ଏବେ, ସାଇନ୍ ବୋର୍ଡରେ ଥିବା ଲେଖାକୁ ମୁଁ ଇମେଜର ତଳକୁ ଆଣିବାକୁ ଚାହୁଁଛି  
 
| ଏବେ, ସାଇନ୍ ବୋର୍ଡରେ ଥିବା ଲେଖାକୁ ମୁଁ ଇମେଜର ତଳକୁ ଆଣିବାକୁ ଚାହୁଁଛି  
 +
 
|-
 
|-
 
|01:32
 
|01:32
 
| ତେଣୁ, ମୁଁ Layer Mask ଚୟନ କରି ତାକୁ  Blackରେ ପୂରଣ କରିବି  
 
| ତେଣୁ, ମୁଁ Layer Mask ଚୟନ କରି ତାକୁ  Blackରେ ପୂରଣ କରିବି  
 +
 
|-
 
|-
 
|01:43
 
|01:43
 
| ଏବେ, ମୋର ପୁରୁଣା ଇମେଜକୁ ଫେରିଯିବି ଓ Layer Mask ଉପରେ କାମ କରିବି, ଯେଉଁଥିରେ ଗୋଟିଏ ଧଳା ବର୍ଡର୍ ଅଛି  
 
| ଏବେ, ମୋର ପୁରୁଣା ଇମେଜକୁ ଫେରିଯିବି ଓ Layer Mask ଉପରେ କାମ କରିବି, ଯେଉଁଥିରେ ଗୋଟିଏ ଧଳା ବର୍ଡର୍ ଅଛି  
 +
 
|-
 
|-
 
|01:54
 
|01:54
 
| ଏଠାରେ ଥିବା Paint Tool ସିଲେକ୍ଟ କରନ୍ତୁ  
 
| ଏଠାରେ ଥିବା Paint Tool ସିଲେକ୍ଟ କରନ୍ତୁ  
 +
 
|-
 
|-
 
|02:00
 
|02:00
 
| ଓ Foreground Color ଭାବେ Whiteକୁ  
 
| ଓ Foreground Color ଭାବେ Whiteକୁ  
 +
 
|-
 
|-
 
|02:05
 
|02:05
 
| ମୁଁ ଗୋଟିଏ Brush ଚୟନ କରି ତାକୁ ବଡ଼ କରିବି  
 
| ମୁଁ ଗୋଟିଏ Brush ଚୟନ କରି ତାକୁ ବଡ଼ କରିବି  
 +
 
|-
 
|-
 
|02:12
 
|02:12
 
| ଆଉ ଏବେ, ମୁଁ ଲେୟର୍ ମାସ୍କ ଉପରେ ପେଣ୍ଟ କରୁଛି   
 
| ଆଉ ଏବେ, ମୁଁ ଲେୟର୍ ମାସ୍କ ଉପରେ ପେଣ୍ଟ କରୁଛି   
 +
 
|-
 
|-
 
|02:18
 
|02:18
 
| ବୋଧହୁଏ ଇମେଜକୁ ମୁଁ ଯୂମ୍ କରିବା ଉଚିତ  
 
| ବୋଧହୁଏ ଇମେଜକୁ ମୁଁ ଯୂମ୍ କରିବା ଉଚିତ  
 +
 
|-
 
|-
 
|02:25
 
|02:25
 
| ଏତିକି ଭଲ  
 
| ଏତିକି ଭଲ  
 +
 
|-
 
|-
 
|02:27
 
|02:27
 
| ବଢ଼ିଆ  
 
| ବଢ଼ିଆ  
 +
 
|-
 
|-
 
|02:31
 
|02:31
 
| ମୋର କୀ ଇଣ୍ଡିକେଟର୍ ରେ ଦାବି ହୋଇଥିବା କୀଗୁଡ଼ିକୁ ଆପଣ ଦେଖିପାରୁଥିବେ  
 
| ମୋର କୀ ଇଣ୍ଡିକେଟର୍ ରେ ଦାବି ହୋଇଥିବା କୀଗୁଡ଼ିକୁ ଆପଣ ଦେଖିପାରୁଥିବେ  
 +
 
|-
 
|-
 
|02:37
 
|02:37
 
| ଏହା ଏହିଭଳି ଭଲ ଦେଖାଯାଉଛି   
 
| ଏହା ଏହିଭଳି ଭଲ ଦେଖାଯାଉଛି   
 +
 
|-
 
|-
 
|02:40
 
|02:40
 
| ଏହି ଲେୟର୍ କୁ ମୁଁ ପୁଣି ଦୁଇଗୁଣ କରି Overlay Mode ଚୟନ କରୁଛି, ଆଉ ବ୍ୟାକଗ୍ରାଉଣ୍ଡ ଭିତରେ ଆଉ ଟିକିଏ ଅଧିକ ପପ୍ ପାଇବା ପାଇଁ Opacity ସହିତ ଟିକିଏ ତଳକୁ ଯାଉଛି   
 
| ଏହି ଲେୟର୍ କୁ ମୁଁ ପୁଣି ଦୁଇଗୁଣ କରି Overlay Mode ଚୟନ କରୁଛି, ଆଉ ବ୍ୟାକଗ୍ରାଉଣ୍ଡ ଭିତରେ ଆଉ ଟିକିଏ ଅଧିକ ପପ୍ ପାଇବା ପାଇଁ Opacity ସହିତ ଟିକିଏ ତଳକୁ ଯାଉଛି   
 +
 
|-
 
|-
 
|03:03
 
|03:03
 
| ମୁଁ ଭାବୁଛି, ଏବେ ଏହା ବହୁତ ବଢ଼ିଆ ଦେଖାଗଲା  
 
| ମୁଁ ଭାବୁଛି, ଏବେ ଏହା ବହୁତ ବଢ଼ିଆ ଦେଖାଗଲା  
 +
 
|-
 
|-
 
|03:07
 
|03:07
 
| ମୁଁ ଏବେ ଏହି ଇମେଜକୁ ସେଭ୍ କରିବା ପାଇଁ ପ୍ରସ୍ତୁତ   
 
| ମୁଁ ଏବେ ଏହି ଇମେଜକୁ ସେଭ୍ କରିବା ପାଇଁ ପ୍ରସ୍ତୁତ   
 +
 
|-
 
|-
 
|03:12
 
|03:12
 
| ମୁଁ ଏଠାରେ କପୀରେ କାମ କରୁଛି. ତେଣୁ, ମୁଁ Saveରେ କ୍ଲିକ୍ କରିପାରେ କିମ୍ୱା Ctrl+S ଦାବିପାରେ, ଆଉ ଅବଶ୍ୟ ମୁଁ ଏଠାରେ ଥିବା ସମସ୍ତ ଲେୟର୍ସକୁ ସେଭ୍ କରିବାକୁ ଚାହୁଁନି ଓ ଏହି ଇମେଜକୁ JPEG ଇମେଜ୍ ଭାବରେ ସେଭ୍ କରୁଛି
 
| ମୁଁ ଏଠାରେ କପୀରେ କାମ କରୁଛି. ତେଣୁ, ମୁଁ Saveରେ କ୍ଲିକ୍ କରିପାରେ କିମ୍ୱା Ctrl+S ଦାବିପାରେ, ଆଉ ଅବଶ୍ୟ ମୁଁ ଏଠାରେ ଥିବା ସମସ୍ତ ଲେୟର୍ସକୁ ସେଭ୍ କରିବାକୁ ଚାହୁଁନି ଓ ଏହି ଇମେଜକୁ JPEG ଇମେଜ୍ ଭାବରେ ସେଭ୍ କରୁଛି
 +
 
|-
 
|-
 
|03:32
 
|03:32
 
| ୱେବ୍ ରେ ଏହି ଇମେଜକୁ ଅପଲୋଡ୍ କରିବା ପାଇଁ ଏହାକୁ ରିସାଇଜ୍ କରିବାକୁ ହେବ.  ତେଣୁ, ମୁଁ Image, Scale Imageକୁ ଯାଇ ଏହାର Widthକୁ 600କୁ ହ୍ରାସ କରିବି  
 
| ୱେବ୍ ରେ ଏହି ଇମେଜକୁ ଅପଲୋଡ୍ କରିବା ପାଇଁ ଏହାକୁ ରିସାଇଜ୍ କରିବାକୁ ହେବ.  ତେଣୁ, ମୁଁ Image, Scale Imageକୁ ଯାଇ ଏହାର Widthକୁ 600କୁ ହ୍ରାସ କରିବି  
 +
 
|-
 
|-
 
|03:58
 
|03:58
 
| ଏବେ, ଏହାକୁ ଟିକିଏ ଶାର୍ପେନ୍ କରିବାକୁ ହେବ.  Filters >> Enhance >> Sharpenକୁ ଯାଆନ୍ତୁ  
 
| ଏବେ, ଏହାକୁ ଟିକିଏ ଶାର୍ପେନ୍ କରିବାକୁ ହେବ.  Filters >> Enhance >> Sharpenକୁ ଯାଆନ୍ତୁ  
 +
 
|-
 
|-
 
|04:20
 
|04:20
 
| ଇମେଜରେ ଥିବା ଆର୍ଟ ଇଫେକ୍ଟକୁ ମୁଁ ଯାଞ୍ଚ କରିବି ଓ ଏଠାରେ ଆପଣ କିଛି ଆଲୋକ ଦେଖିପାରିବେ   
 
| ଇମେଜରେ ଥିବା ଆର୍ଟ ଇଫେକ୍ଟକୁ ମୁଁ ଯାଞ୍ଚ କରିବି ଓ ଏଠାରେ ଆପଣ କିଛି ଆଲୋକ ଦେଖିପାରିବେ   
 +
 
|-
 
|-
 
|04:38
 
|04:38
 
| ଏବେ ମୁଁ ଏହାକୁ ଏକ କପୀ ଭାବରେ ସେଭ୍ କରୁଛି  
 
| ଏବେ ମୁଁ ଏହାକୁ ଏକ କପୀ ଭାବରେ ସେଭ୍ କରୁଛି  
 +
 
|-
 
|-
 
|04:44
 
|04:44
 
| ମୁଁ ଏହାର ନାମ Small ଦେଇ ସେଭ୍ କରିବି   
 
| ମୁଁ ଏହାର ନାମ Small ଦେଇ ସେଭ୍ କରିବି   
 +
 
|-
 
|-
 
|04:50
 
|04:50
 
| ଆଉ ଏହି ଇମେଜକୁ ମୁଁ ସାରିଦେଲି   
 
| ଆଉ ଏହି ଇମେଜକୁ ମୁଁ ସାରିଦେଲି   
 +
 
|-
 
|-
 
|04:53
 
|04:53
 
| ଏଡିଟିଙ୍ଗ୍ କରିବାବେଳେ ଆପଣଙ୍କୁ ଦୁଇଟି ଜିନିଷ ମନେରଖିବା ଉଚିତ
 
| ଏଡିଟିଙ୍ଗ୍ କରିବାବେଳେ ଆପଣଙ୍କୁ ଦୁଇଟି ଜିନିଷ ମନେରଖିବା ଉଚିତ
 +
 
|-
 
|-
 
|04:58
 
|04:58
 
| ପ୍ରଥମଟି ହେଉଛି, ଯଦି ଆପଣ ଇମେଜର ଗୋଟିଏ ଭାଗକୁ ବଦଳାଇ ଅନ୍ୟଗୁଡ଼ିକୁ ଅପରିବର୍ତ୍ତିତ ରଖିବାକୁ ଚାହାଁନ୍ତି, ତେବେ ସେହି ଲେୟର୍ ର ଏକ କପୀ ତିଆରି କରନ୍ତୁ ଓ ଆପଣଙ୍କର ପରିବର୍ତ୍ତନ କରନ୍ତୁ, ଆଉ ତା’ପରେ ଏକ Layer Mask ଦିଅନ୍ତୁ
 
| ପ୍ରଥମଟି ହେଉଛି, ଯଦି ଆପଣ ଇମେଜର ଗୋଟିଏ ଭାଗକୁ ବଦଳାଇ ଅନ୍ୟଗୁଡ଼ିକୁ ଅପରିବର୍ତ୍ତିତ ରଖିବାକୁ ଚାହାଁନ୍ତି, ତେବେ ସେହି ଲେୟର୍ ର ଏକ କପୀ ତିଆରି କରନ୍ତୁ ଓ ଆପଣଙ୍କର ପରିବର୍ତ୍ତନ କରନ୍ତୁ, ଆଉ ତା’ପରେ ଏକ Layer Mask ଦିଅନ୍ତୁ
 +
 
|-
 
|-
 
|05:15
 
|05:15
 
| କଳା, ଇମେଜକୁ ଲୁଚାଇଦିଏ ଓ ଧଳା ତା’ଭିତରେ ଥିବା ଜିନିଷଗୁଡ଼ିକୁ ପ୍ରକଟ କରେ   
 
| କଳା, ଇମେଜକୁ ଲୁଚାଇଦିଏ ଓ ଧଳା ତା’ଭିତରେ ଥିବା ଜିନିଷଗୁଡ଼ିକୁ ପ୍ରକଟ କରେ   
 +
 
|-
 
|-
 
|05:22
 
|05:22
 
| ଦ୍ୱିତୀୟଟି ହେଉଛି, ଯଦି ଆପଣ Overlay Modeରେ ତା’ଉପରେ ଦ୍ୱିତୀୟ ଲେୟର୍ ରଖନ୍ତି, ତେବେ ଇମେଜରେ ଭଲ କଣ୍ଟ୍ରାଷ୍ଟ ଓ କଲର୍ସ ଆସିବ   
 
| ଦ୍ୱିତୀୟଟି ହେଉଛି, ଯଦି ଆପଣ Overlay Modeରେ ତା’ଉପରେ ଦ୍ୱିତୀୟ ଲେୟର୍ ରଖନ୍ତି, ତେବେ ଇମେଜରେ ଭଲ କଣ୍ଟ୍ରାଷ୍ଟ ଓ କଲର୍ସ ଆସିବ   
 +
 
|-
 
|-
 
|05:33
 
|05:33
 
| ଶୀଘ୍ର ଏଡିଟ୍ କରିବା ପାଇଁ ଏହି ଦୁଇଟି ହେଉଛି ଟ୍ରିକ୍ସ   
 
| ଶୀଘ୍ର ଏଡିଟ୍ କରିବା ପାଇଁ ଏହି ଦୁଇଟି ହେଉଛି ଟ୍ରିକ୍ସ   
 +
 
|-
 
|-
 
|05:41
 
|05:41
 
|ଏହି ଇମେଜରେ, ଆପଣ ଅତିକମରେ ଦୁଇଟି ସମସ୍ୟା ଦେଖିପାରିବେ  
 
|ଏହି ଇମେଜରେ, ଆପଣ ଅତିକମରେ ଦୁଇଟି ସମସ୍ୟା ଦେଖିପାରିବେ  
 +
 
|-
 
|-
 
|05:46
 
|05:46
 
| ପ୍ରଥମେ, ମୁଁ ଏହି ଲୋକମାନଙ୍କର ଗୋଡ଼ କାଟି ଦେଇଛି, ଯାହା ସେଠି ଥିଲେ ଭଲ ଦେଖାଯାଇଥା’ନ୍ତା  
 
| ପ୍ରଥମେ, ମୁଁ ଏହି ଲୋକମାନଙ୍କର ଗୋଡ଼ କାଟି ଦେଇଛି, ଯାହା ସେଠି ଥିଲେ ଭଲ ଦେଖାଯାଇଥା’ନ୍ତା  
|-
+
 
 +
|-
 
|05:55
 
|05:55
 
| ଆଉ ଦ୍ୱିତୀୟ ସମସ୍ୟାଟି ହେଉଛି, ଏହି ବିଲ୍ଡିଙ୍ଗ୍ ଗୁଡ଼ିକ ଇମେଜ୍ ଭିତରକୁ ପଡ଼ୁଛି, କାରଣ ମୁଁ କ୍ୟାମେରାକୁ ଉପର ଆଡୁଆ ଧରିଛି  
 
| ଆଉ ଦ୍ୱିତୀୟ ସମସ୍ୟାଟି ହେଉଛି, ଏହି ବିଲ୍ଡିଙ୍ଗ୍ ଗୁଡ଼ିକ ଇମେଜ୍ ଭିତରକୁ ପଡ଼ୁଛି, କାରଣ ମୁଁ କ୍ୟାମେରାକୁ ଉପର ଆଡୁଆ ଧରିଛି  
 +
 
|-
 
|-
 
|06:08
 
|06:08
 
| ମୁଁ Perspective Tool ଚୟନ କରିବି   
 
| ମୁଁ Perspective Tool ଚୟନ କରିବି   
 +
 
|-
 
|-
 
|06:15
 
|06:15
 
| ତା’ପରେ Direction ଡାୟଲଗ୍ ରେ ଥିବା Corrective (Backward) ଚୟନ କରି Preview ଭାବରେ Grid ଚୟନ କରିବି
 
| ତା’ପରେ Direction ଡାୟଲଗ୍ ରେ ଥିବା Corrective (Backward) ଚୟନ କରି Preview ଭାବରେ Grid ଚୟନ କରିବି
 +
 
|-
 
|-
 
|06:23
 
|06:23
 
| ମୁଁ Outline କିମ୍ୱା Image ଚୟନ କରିପାରିବି, କିନ୍ତୁ Grid ଚୟନ କରିବି  
 
| ମୁଁ Outline କିମ୍ୱା Image ଚୟନ କରିପାରିବି, କିନ୍ତୁ Grid ଚୟନ କରିବି  
 +
 
|-
 
|-
 
|06:30
 
|06:30
 
| ଆଉ ମୁଁ ଯେତେବେଳେ ଇମେଜ ଉପରେ କ୍ଲିକ୍ କରେ, ବେଶୀ ସାହାଯ୍ୟକାରୀ ସୂଚନା ନଥିବା ଏହି Info Window ପାଏ
 
| ଆଉ ମୁଁ ଯେତେବେଳେ ଇମେଜ ଉପରେ କ୍ଲିକ୍ କରେ, ବେଶୀ ସାହାଯ୍ୟକାରୀ ସୂଚନା ନଥିବା ଏହି Info Window ପାଏ
 +
 
|-
 
|-
 
|06:38
 
|06:38
 
| ତେଣୁ, ମୁଁ ଏହାକୁ ରାସ୍ତାକୁ କାଢ଼ିଦେଉଛି, ଆଉ ଏବେ ଏଠାରେ ମୋ ପାଖରେ ଏହି ଗ୍ରିଡ୍ ଅଛି ଏବଂ ମୋତେ କେବଳ, ଇମେଜରେ ଥିବା ଏହି ଭର୍ଟିକଲ୍ସ ସହିତ ଏହି ଗ୍ରିଡ୍ ଲାଇନ୍ସକୁ ଆଲାଇନ୍ କରିବାକୁ ହେବ  
 
| ତେଣୁ, ମୁଁ ଏହାକୁ ରାସ୍ତାକୁ କାଢ଼ିଦେଉଛି, ଆଉ ଏବେ ଏଠାରେ ମୋ ପାଖରେ ଏହି ଗ୍ରିଡ୍ ଅଛି ଏବଂ ମୋତେ କେବଳ, ଇମେଜରେ ଥିବା ଏହି ଭର୍ଟିକଲ୍ସ ସହିତ ଏହି ଗ୍ରିଡ୍ ଲାଇନ୍ସକୁ ଆଲାଇନ୍ କରିବାକୁ ହେବ  
 +
 
|-
 
|-
 
|06:52
 
|06:52
 
| ଆଉଟପୁଟ୍ ଇମେଜରେ ଏହି ଗ୍ରିଡ୍ ଗୁଡ଼ିକ ଭର୍ଟିକଲ୍ ଭାବରେ ନହେଲେ ହୋରିଯୋଣ୍ଟାଲ୍ ଭାବରେ ଥାଇପାରେ ଏବଂ ଉପରେ ଥିବା ଏହି ରେଖା, ଇମେଜର ଉପରେ ରହିବ  
 
| ଆଉଟପୁଟ୍ ଇମେଜରେ ଏହି ଗ୍ରିଡ୍ ଗୁଡ଼ିକ ଭର୍ଟିକଲ୍ ଭାବରେ ନହେଲେ ହୋରିଯୋଣ୍ଟାଲ୍ ଭାବରେ ଥାଇପାରେ ଏବଂ ଉପରେ ଥିବା ଏହି ରେଖା, ଇମେଜର ଉପରେ ରହିବ  
 +
 
|-
 
|-
 
|07:02
 
|07:02
 
| ଆଉ ତେଣୁ, ମୁଁ ଏହାକୁ କେବଳ ଏଠାକୁ ଟାଣି ଆଣୁଛି   
 
| ଆଉ ତେଣୁ, ମୁଁ ଏହାକୁ କେବଳ ଏଠାକୁ ଟାଣି ଆଣୁଛି   
 +
 
|-
 
|-
 
|07:07
 
|07:07
 
| ମୁଁ ଏବେ ଇମେଜକୁ ଭଲ ଭାବରେ ଦେଖି ଭାବୁଛି ଯେ, ଏହା ଠିକ୍ ଠାକ୍ ଅଛି     
 
| ମୁଁ ଏବେ ଇମେଜକୁ ଭଲ ଭାବରେ ଦେଖି ଭାବୁଛି ଯେ, ଏହା ଠିକ୍ ଠାକ୍ ଅଛି     
 +
 
|-
 
|-
 
|07:41
 
|07:41
 
| ଓ ଏବେ ମୁଁ Transform ଦାବିବି  
 
| ଓ ଏବେ ମୁଁ Transform ଦାବିବି  
 +
 
|-
 
|-
 
|07:45
 
|07:45
 
| ଏହା ଟ୍ରାନ୍ସଫର୍ମ ହେବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ହେବ  
 
| ଏହା ଟ୍ରାନ୍ସଫର୍ମ ହେବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ହେବ  
 +
 
|-
 
|-
 
|07:51
 
|07:51
 
| ଆଉ, ଏହା ଆସିଗଲା  
 
| ଆଉ, ଏହା ଆସିଗଲା  
 +
 
|-
 
|-
 
|07:55
 
|07:55
 
| ଏବେ ଆପଣ, ଦ୍ୱିତୀୟ ସମସ୍ୟାଟିକୁ ଏଠାରେ ଦେଖିପାରିବେ   
 
| ଏବେ ଆପଣ, ଦ୍ୱିତୀୟ ସମସ୍ୟାଟିକୁ ଏଠାରେ ଦେଖିପାରିବେ   
 +
 
|-
 
|-
 
|08:00
 
|08:00
 
| ଏହି ଭୂମିଟି ଭଲ ନାହିଁ  
 
| ଏହି ଭୂମିଟି ଭଲ ନାହିଁ  
 +
 
|-
 
|-
 
|08:03
 
|08:03
 
| ତେଣୁ, ମୋତେ ଏହି ଇମେଜକୁ କ୍ରପ୍ କରିବାକୁ ହେବ  
 
| ତେଣୁ, ମୋତେ ଏହି ଇମେଜକୁ କ୍ରପ୍ କରିବାକୁ ହେବ  
 +
 
|-
 
|-
 
|08:16
 
|08:16
 
| ମୁଁ ମୋର Crop Toolକୁ ଯିବି   
 
| ମୁଁ ମୋର Crop Toolକୁ ଯିବି   
 +
 
|-
 
|-
 
|08:19
 
|08:19
 
| ଆଉ ମୁଁ ପାର୍ଶ୍ୱରେ ଥିବା ବିଲ୍ଡିଙ୍ଗ୍ କୁ କ୍ରପ୍ କରିବି ଓ କେବଳ ଏଠାରେ ଥିବାକୁ ଛାଡ଼ିଦେବି
 
| ଆଉ ମୁଁ ପାର୍ଶ୍ୱରେ ଥିବା ବିଲ୍ଡିଙ୍ଗ୍ କୁ କ୍ରପ୍ କରିବି ଓ କେବଳ ଏଠାରେ ଥିବାକୁ ଛାଡ଼ିଦେବି
 +
 
|-
 
|-
 
|08:28
 
|08:28
 
| ଏହା ଏକ ବର୍ଗ କ୍ଷେତ୍ର ଭଳି ଦେଖାଯାଉଛି.  ଆମେ Fixed Aspect Ratio ଉପରେ କ୍ଲିକ୍ କରି ଏହାକୁ 1 by 1 (1:1) ରଖିବା
 
| ଏହା ଏକ ବର୍ଗ କ୍ଷେତ୍ର ଭଳି ଦେଖାଯାଉଛି.  ଆମେ Fixed Aspect Ratio ଉପରେ କ୍ଲିକ୍ କରି ଏହାକୁ 1 by 1 (1:1) ରଖିବା
 +
 
|-
 
|-
 
|08:40
 
|08:40
 
| ଏବେ ମୋ ପାଖରେ ବର୍ଗ କ୍ଷେତ୍ର Crop ଅଛି   
 
| ଏବେ ମୋ ପାଖରେ ବର୍ଗ କ୍ଷେତ୍ର Crop ଅଛି   
 +
 
|-
 
|-
 
|08:45
 
|08:45
 
| ଇମେଜ୍ ଭିତରେ ଲୋକମାନଙ୍କୁ ରଖି  
 
| ଇମେଜ୍ ଭିତରେ ଲୋକମାନଙ୍କୁ ରଖି  
 +
 
|-
 
|-
 
|08:51
 
|08:51
 
| ମୁଁ ଭାବୁଛି ଏହି କ୍ରପ୍ କାମ କରିବା ଉଚିତ   
 
| ମୁଁ ଭାବୁଛି ଏହି କ୍ରପ୍ କାମ କରିବା ଉଚିତ   
 +
 
|-
 
|-
 
|08:56
 
|08:56
 
| ଏହା ଉପରେ କ୍ଲିକ୍ କରନ୍ତୁ, ଆଉ ଏହା ଦେଖାଦେଲା   
 
| ଏହା ଉପରେ କ୍ଲିକ୍ କରନ୍ତୁ, ଆଉ ଏହା ଦେଖାଦେଲା   
 +
 
|-
 
|-
 
|09:00
 
|09:00
 
| ଏବେ Curves Tool ସିଲେକ୍ଟ କରନ୍ତୁ  
 
| ଏବେ Curves Tool ସିଲେକ୍ଟ କରନ୍ତୁ  
 +
 
|-
 
|-
 
|09:04
 
|09:04
 
| ସେଥିରେ ଅଧିକ କଣ୍ଟ୍ରାଷ୍ଟ ପାଇଁ ହାଇ ଲାଇନ୍ସକୁ ଟିକିଏ ଉପରକୁ ନିଅନ୍ତୁ   
 
| ସେଥିରେ ଅଧିକ କଣ୍ଟ୍ରାଷ୍ଟ ପାଇଁ ହାଇ ଲାଇନ୍ସକୁ ଟିକିଏ ଉପରକୁ ନିଅନ୍ତୁ   
 +
 
|-
 
|-
 
|09:19
 
|09:19
 
| ଏବେ, ଏହି ଇମେଜ ମଧ୍ୟ ସରିଗଲା   
 
| ଏବେ, ଏହି ଇମେଜ ମଧ୍ୟ ସରିଗଲା   
 +
 
|-
 
|-
 
|09:24
 
|09:24
 
| ଏହା ହେଉଛି ପରବର୍ତ୍ତୀ ଇମେଜ୍   
 
| ଏହା ହେଉଛି ପରବର୍ତ୍ତୀ ଇମେଜ୍   
 +
 
|-
 
|-
 
|09:27
 
|09:27
 
| ଏହି ଇମେଜ୍ ସହିତ କ’ଣ କରିବା?  
 
| ଏହି ଇମେଜ୍ ସହିତ କ’ଣ କରିବା?  
 +
 
|-
 
|-
 
|09:37
 
|09:37
 
| ମୁଁ Rotate Tool ସିଲେକ୍ଟ କଲି ଓ 1 ଦାବି ଇମେଜକୁ ଯୂମ୍ କଲି   
 
| ମୁଁ Rotate Tool ସିଲେକ୍ଟ କଲି ଓ 1 ଦାବି ଇମେଜକୁ ଯୂମ୍ କଲି   
 +
 
|-
 
|-
 
|09:49
 
|09:49
 
| ଏଠାରେ, ଇମେଜ୍ ମଝିରେ ମୁଁ ଗୋଟିଏ ଭଲ ଭର୍ଟିକଲ୍ ସେକ୍ସନ୍ ଖୋଜୁଛି, ଆଉ Directionରେ, ମୁଁ Corrective (Backward) ରୋଟେଶନ୍ ସିଲେକ୍ଟ କରିବି  
 
| ଏଠାରେ, ଇମେଜ୍ ମଝିରେ ମୁଁ ଗୋଟିଏ ଭଲ ଭର୍ଟିକଲ୍ ସେକ୍ସନ୍ ଖୋଜୁଛି, ଆଉ Directionରେ, ମୁଁ Corrective (Backward) ରୋଟେଶନ୍ ସିଲେକ୍ଟ କରିବି  
 +
 
|-
 
|-
 
|10:04
 
|10:04
 
| Cubic Interpolation ସିଲେକ୍ଟ କରିବା ପରେ ମୁଁ Preview ଭାବରେ Grid ସିଲେକ୍ଟ କରିବି   
 
| Cubic Interpolation ସିଲେକ୍ଟ କରିବା ପରେ ମୁଁ Preview ଭାବରେ Grid ସିଲେକ୍ଟ କରିବି   
 +
 
|-
 
|-
 
|10:12
 
|10:12
 
| ଏବେ, ଗ୍ରିଡ୍ ଲାଇନ୍ସ ପାଇବା ପାଇଁ ମୁଁ ଇମେଜ୍ ଉପରେ କ୍ଲିକ୍ କରିବି ତଥା ଘରର ଭର୍ଟିକଲ୍ ନିର୍ମାଣ ସହିତ ଏହି ଲାଇନଗୁଡ଼ିକୁ ଆଲାଇନ୍ କରିବି   
 
| ଏବେ, ଗ୍ରିଡ୍ ଲାଇନ୍ସ ପାଇବା ପାଇଁ ମୁଁ ଇମେଜ୍ ଉପରେ କ୍ଲିକ୍ କରିବି ତଥା ଘରର ଭର୍ଟିକଲ୍ ନିର୍ମାଣ ସହିତ ଏହି ଲାଇନଗୁଡ଼ିକୁ ଆଲାଇନ୍ କରିବି   
 +
 
|-
 
|-
 
|10:24
 
|10:24
 
| ଆଉ ମୁଁ ଭାବୁଛି, ଏହା ବହୁତ ବଢ଼ିଆ ହେଲା  
 
| ଆଉ ମୁଁ ଭାବୁଛି, ଏହା ବହୁତ ବଢ଼ିଆ ହେଲା  
 +
 
|-
 
|-
 
|10:28
 
|10:28
 
| ଏଠାରେ ଗୋଟିଏ ଛୋଟ ୱିଣ୍ଡୋ ଅଛି, ଯାହା 2.90 ଡିଗ୍ରୀ ଦେଖାଉଛି ଏବଂ ମୁଁ Rotate ଉପରେ କ୍ଲିକ୍ କରି ଶେଷ ପରିଣାମ ପାଇଁ ଅପେକ୍ଷା କରିବି
 
| ଏଠାରେ ଗୋଟିଏ ଛୋଟ ୱିଣ୍ଡୋ ଅଛି, ଯାହା 2.90 ଡିଗ୍ରୀ ଦେଖାଉଛି ଏବଂ ମୁଁ Rotate ଉପରେ କ୍ଲିକ୍ କରି ଶେଷ ପରିଣାମ ପାଇଁ ଅପେକ୍ଷା କରିବି
 +
 
|-
 
|-
 
|10:40
 
|10:40
 
| ଏହା ଆସିଗଲା  
 
| ଏହା ଆସିଗଲା  
 +
 
|-
 
|-
 
|10:44
 
|10:44
 
| ଏହା ଭଲ ଦେଖାଯାଉଛି
 
| ଏହା ଭଲ ଦେଖାଯାଉଛି
 +
 
|-
 
|-
 
|10:48
 
|10:48
 
| ଆପଣ ଏଠାରେ ଦେଖିପାରିବେ ଯେ, ମୋ ପାଖରେ ବହୁତ ଡିଷ୍ଟୋର୍ଶନ୍ ଅଛି ଏବଂ ମୋତେ ତାହାର ସଂଶୋଧନ କରିବାକୁ ହେବ. ମୁଁ ଏବେ ଇମେଜକୁ କ୍ରପ୍ କରୁଛି  
 
| ଆପଣ ଏଠାରେ ଦେଖିପାରିବେ ଯେ, ମୋ ପାଖରେ ବହୁତ ଡିଷ୍ଟୋର୍ଶନ୍ ଅଛି ଏବଂ ମୋତେ ତାହାର ସଂଶୋଧନ କରିବାକୁ ହେବ. ମୁଁ ଏବେ ଇମେଜକୁ କ୍ରପ୍ କରୁଛି  
 +
 
|-
 
|-
 
|11:07
 
|11:07
 
| ମୁଁ ଭାବୁଛି, ଏହା ଠିକ୍ ଅଛି   
 
| ମୁଁ ଭାବୁଛି, ଏହା ଠିକ୍ ଅଛି   
 +
 
|-
 
|-
 
|11:13
 
|11:13
 
| ବୋଧହୁଏ ମୁଁ ଇମେଜକୁ ଠିକ୍ ଭାବେ ରୋଟେଟ୍ କରିନାହିଁ  
 
| ବୋଧହୁଏ ମୁଁ ଇମେଜକୁ ଠିକ୍ ଭାବେ ରୋଟେଟ୍ କରିନାହିଁ  
 +
 
|-
 
|-
 
|11:23
 
|11:23
 
| ତେବେ,  ମୁଁ ଯଥେଷ୍ଟ ରୋଟେଟ୍ କରିନାହିଁ ଓ ସଠିକ୍ ସ୍ଥାନ ଚୟନ କରିନାହିଁ  
 
| ତେବେ,  ମୁଁ ଯଥେଷ୍ଟ ରୋଟେଟ୍ କରିନାହିଁ ଓ ସଠିକ୍ ସ୍ଥାନ ଚୟନ କରିନାହିଁ  
 +
 
|-
 
|-
 
|11:34
 
|11:34
 
| ତେଣୁ, ଚାଲନ୍ତୁ ଏହାକୁ ପୁଣିଥରେ କରିବା.
 
| ତେଣୁ, ଚାଲନ୍ତୁ ଏହାକୁ ପୁଣିଥରେ କରିବା.
 +
 
|-
 
|-
 
|11:39
 
|11:39
 
| Ctrl+Z ଦାବି ପଦାଙ୍କଗୁଡ଼ିକୁ Undo କରନ୍ତୁ  
 
| Ctrl+Z ଦାବି ପଦାଙ୍କଗୁଡ଼ିକୁ Undo କରନ୍ତୁ  
 +
 
|-
 
|-
 
|12:00
 
|12:00
 
| ମୁଁ ପୁଣିଥରେ Rotate Tool ଚୟନ କରିବି  
 
| ମୁଁ ପୁଣିଥରେ Rotate Tool ଚୟନ କରିବି  
 +
 
|-
 
|-
 
|12:10
 
|12:10
 
| ପୂର୍ବରୁ ଚୟନ କରାଯାଇଥିବା ସେଟିଙ୍ଗଗୁଡ଼ିକୁ ମୁଁ ବଦଳାଇବି ନାହିଁ ଓ ଏବେ ମୁଁ, ଏଠାରେ ଥିବା TV ଟାୱର୍ ରେ ଇମେଜର କେନ୍ଦ୍ର ସେଟ୍ କରୁଛି  
 
| ପୂର୍ବରୁ ଚୟନ କରାଯାଇଥିବା ସେଟିଙ୍ଗଗୁଡ଼ିକୁ ମୁଁ ବଦଳାଇବି ନାହିଁ ଓ ଏବେ ମୁଁ, ଏଠାରେ ଥିବା TV ଟାୱର୍ ରେ ଇମେଜର କେନ୍ଦ୍ର ସେଟ୍ କରୁଛି  
 +
 
|-
 
|-
 
|12:34
 
|12:34
 
| ଆଉ ଏବେ କେବଳ ଏକ TV ଟାୱର୍ ସହିତ ଏହାକୁ ଆଲାଇନ୍ କରୁଛି   
 
| ଆଉ ଏବେ କେବଳ ଏକ TV ଟାୱର୍ ସହିତ ଏହାକୁ ଆଲାଇନ୍ କରୁଛି   
 +
 
|-
 
|-
 
|12:41
 
|12:41
 
| TV ଟାୱର୍ ହେଉଛି ଇମେଜର ପ୍ରଧାନ ଭାଗ ଏବଂ ତେଣୁ, ଯଦି ତାହା ସିଧା ନରୁହେ, ତେବେ ଇମେଜ ବଙ୍କା ଲାଗିବ  
 
| TV ଟାୱର୍ ହେଉଛି ଇମେଜର ପ୍ରଧାନ ଭାଗ ଏବଂ ତେଣୁ, ଯଦି ତାହା ସିଧା ନରୁହେ, ତେବେ ଇମେଜ ବଙ୍କା ଲାଗିବ  
 +
 
|-
 
|-
 
|12:59
 
|12:59
 
| ଏହା ଭଲ ଦେଖାଯାଉଛି  
 
| ଏହା ଭଲ ଦେଖାଯାଉଛି  
 +
 
|-
 
|-
 
|13:01
 
|13:01
 
| ଏବଂ ଏବେ ମୁଁ Crop Tool  ନେବି ଓ ସେଥିରେ ବିଶେଷ କିଛି ନେଗେଟିଭ୍ ସ୍ପେସ୍ ନରଖି ଏକ କ୍ରପ୍ ଚୟନ କରିବି  
 
| ଏବଂ ଏବେ ମୁଁ Crop Tool  ନେବି ଓ ସେଥିରେ ବିଶେଷ କିଛି ନେଗେଟିଭ୍ ସ୍ପେସ୍ ନରଖି ଏକ କ୍ରପ୍ ଚୟନ କରିବି  
 +
 
|-
 
|-
 
|13:26
 
|13:26
 
| ବର୍ତ୍ତମାନ ଏକ ଶେଷ ଜିନିଷ, ଇମେଜରେ ଅଳ୍ପ କଣ୍ଟ୍ରାଷ୍ଟ ଆଣିବା ପାଇଁ ବୋଧହୁଏ ଆଉ ଟିକିଏ Curves ଦରକାର  
 
| ବର୍ତ୍ତମାନ ଏକ ଶେଷ ଜିନିଷ, ଇମେଜରେ ଅଳ୍ପ କଣ୍ଟ୍ରାଷ୍ଟ ଆଣିବା ପାଇଁ ବୋଧହୁଏ ଆଉ ଟିକିଏ Curves ଦରକାର  
 +
 
|-
 
|-
 
|13:44
 
|13:44
 
| ଏତିକି ଠିକ୍ ଅଛି.  ଆଉ ଏହି ଇମେଜକୁ ମୁଁ ସାରିଦେଲି  
 
| ଏତିକି ଠିକ୍ ଅଛି.  ଆଉ ଏହି ଇମେଜକୁ ମୁଁ ସାରିଦେଲି  
 +
 
|-
 
|-
 
|13:50
 
|13:50
 
| ଏହି ଇମେଜ ପୋର୍ଟେଟ୍ ମୋଡ୍ ରେ ରହିବା ଉଚିତ.  ତେଣୁ, ମୋତେ ଏହାକୁ ଏଠାରେ ବଦଳାଇବାକୁ ହେବ  
 
| ଏହି ଇମେଜ ପୋର୍ଟେଟ୍ ମୋଡ୍ ରେ ରହିବା ଉଚିତ.  ତେଣୁ, ମୋତେ ଏହାକୁ ଏଠାରେ ବଦଳାଇବାକୁ ହେବ  
 +
 
|-
 
|-
 
|13:59
 
|13:59
 
| Image >> Transformକୁ ଯାଇ Rotate 90 Degree Anticlockwise କ୍ଲିକ୍ କରନ୍ତୁ  
 
| Image >> Transformକୁ ଯାଇ Rotate 90 Degree Anticlockwise କ୍ଲିକ୍ କରନ୍ତୁ  
 +
 
|-
 
|-
 
|14:08
 
|14:08
 
| ମୁଁ ମୋ ଇମେଜକୁ ବୁଲାଇଦେଲି  
 
| ମୁଁ ମୋ ଇମେଜକୁ ବୁଲାଇଦେଲି  
 +
 
|-
 
|-
 
|14:11
 
|14:11
 
| ଆମେ ଯେତେବେଳେ ଇମେଜକୁ 90 ଡିଗ୍ରୀ ବୁଲାଏ, ଏହା କ୍ୱାଲିଟୀରେ ହାନି ନକରି ହୁଏ, ଯାହା JPEG ଇମେଜଗୁଡ଼ିକରେ ବିଶେଷ ଜରୁରୀ ଅଟେ  
 
| ଆମେ ଯେତେବେଳେ ଇମେଜକୁ 90 ଡିଗ୍ରୀ ବୁଲାଏ, ଏହା କ୍ୱାଲିଟୀରେ ହାନି ନକରି ହୁଏ, ଯାହା JPEG ଇମେଜଗୁଡ଼ିକରେ ବିଶେଷ ଜରୁରୀ ଅଟେ  
 +
 
|-
 
|-
 
|14:28
 
|14:28
 
| ଏହି ଇମେଜକୁ ଏବେ ଆଉ ଟିକିଏ କଣ୍ଟ୍ରାଷ୍ଟ ଦେବା ଏବଂ ତାହା କରିବା ପାଇଁ ମଁ Curves Tool ବ୍ୟବହାର କରିବି   
 
| ଏହି ଇମେଜକୁ ଏବେ ଆଉ ଟିକିଏ କଣ୍ଟ୍ରାଷ୍ଟ ଦେବା ଏବଂ ତାହା କରିବା ପାଇଁ ମଁ Curves Tool ବ୍ୟବହାର କରିବି   
 +
 
|-
 
|-
 
|14:37
 
|14:37
 
| ଆପଣ Levels Tool କିମ୍ୱା ଅନ୍ୟ କିଛି ବ୍ୟବହାର କରିପାରିବେ, କିନ୍ତୁ ମୁଁ ଭାବୁଛି ମୋ ପାଇଁ Curves Tool  ହେଉଛି ବେଷ୍ଟ  
 
| ଆପଣ Levels Tool କିମ୍ୱା ଅନ୍ୟ କିଛି ବ୍ୟବହାର କରିପାରିବେ, କିନ୍ତୁ ମୁଁ ଭାବୁଛି ମୋ ପାଇଁ Curves Tool  ହେଉଛି ବେଷ୍ଟ  
 +
 
|-
 
|-
 
|14:44
 
|14:44
 
| ଏହା ଉପରେ କେବଳ ଗୋଟିଏ ହାଲୁକା S କର୍ଭ ଟାଣନ୍ତୁ ଓ ଏହା ହେଇଗଲା.  ଇମେଜକୁ Save କରନ୍ତୁ   
 
| ଏହା ଉପରେ କେବଳ ଗୋଟିଏ ହାଲୁକା S କର୍ଭ ଟାଣନ୍ତୁ ଓ ଏହା ହେଇଗଲା.  ଇମେଜକୁ Save କରନ୍ତୁ   
 +
 
|-
 
|-
 
|14:59
 
|14:59
 
| ଏବେ, ପରବର୍ତ୍ତୀ ଇମେଜ୍  
 
| ଏବେ, ପରବର୍ତ୍ତୀ ଇମେଜ୍  
 +
 
|-
 
|-
 
|15:01
 
|15:01
 
| ସବୁଯାକ ଗୋଟିଏ ଜାଗାରେ ରଖିବାକୁ, ଆପଣଙ୍କ ଇମେଜର ତ୍ୱରିତ ଏଡିଟିଙ୍ଗ୍ କରିବାକୁ, ଆପଣଙ୍କୁ କିଛି ବେସିକ୍ ଟୂଲ୍ସ ଦରକାର
 
| ସବୁଯାକ ଗୋଟିଏ ଜାଗାରେ ରଖିବାକୁ, ଆପଣଙ୍କ ଇମେଜର ତ୍ୱରିତ ଏଡିଟିଙ୍ଗ୍ କରିବାକୁ, ଆପଣଙ୍କୁ କିଛି ବେସିକ୍ ଟୂଲ୍ସ ଦରକାର
 +
 
|-
 
|-
 
|15:10
 
|15:10
 
| ପ୍ରଥମେ ହେଉଛି Rotate Tool   
 
| ପ୍ରଥମେ ହେଉଛି Rotate Tool   
 +
 
|-
 
|-
 
|15:13
 
|15:13
 
| Corrective Mode ବ୍ୟବହାର କରି Preview ଭାବରେ Grid ରଖନ୍ତୁ ଏବଂ ଭର୍ଟିକଲ୍ସ କିମ୍ୱା ହୋରିଯୋଣ୍ଟାଲ୍ସ ସହିତ ଗ୍ରିଡ୍ କୁ ଆଲାଇନ୍ କରନ୍ତୁ  
 
| Corrective Mode ବ୍ୟବହାର କରି Preview ଭାବରେ Grid ରଖନ୍ତୁ ଏବଂ ଭର୍ଟିକଲ୍ସ କିମ୍ୱା ହୋରିଯୋଣ୍ଟାଲ୍ସ ସହିତ ଗ୍ରିଡ୍ କୁ ଆଲାଇନ୍ କରନ୍ତୁ  
 +
 
|-
 
|-
 
|15:24
 
|15:24
 
| ତା’ପରେ ଟିଲଟିଙ୍ଗ୍ ଲାଇନ୍ସ ପାଇଁ, ଆପଣଙ୍କୁ Perspective Tool ଦରକାର  
 
| ତା’ପରେ ଟିଲଟିଙ୍ଗ୍ ଲାଇନ୍ସ ପାଇଁ, ଆପଣଙ୍କୁ Perspective Tool ଦରକାର  
 +
 
|-
 
|-
 
|15:31
 
|15:31
 
| ପୁଣିଥରେ Corrective Mode ବ୍ୟବହାର କରି Preview ଭାବରେ Grid ରଖନ୍ତୁ ଏବଂ ସେହି ଭର୍ଟିକଲ୍ସ କିମ୍ୱା ହୋରିଯୋଣ୍ଟାଲ୍ସ ସହିତ ଗ୍ରିଡ୍ କୁ ଆଲାଇନ୍ କରନ୍ତୁ  
 
| ପୁଣିଥରେ Corrective Mode ବ୍ୟବହାର କରି Preview ଭାବରେ Grid ରଖନ୍ତୁ ଏବଂ ସେହି ଭର୍ଟିକଲ୍ସ କିମ୍ୱା ହୋରିଯୋଣ୍ଟାଲ୍ସ ସହିତ ଗ୍ରିଡ୍ କୁ ଆଲାଇନ୍ କରନ୍ତୁ  
 +
 
|-
 
|-
 
|15:48
 
|15:48
| ଇମେଜର କଣ୍ଟ୍ରାଷ୍ଟ ଓ ଲାଇଟନେସ୍ ସଂଶୋଧନ ପାଇଁ Curves Tool ଚୟନ କରି S କର୍ଭ ଲାଗୁ କରନ୍ତୁ.  ଏହା ଅନେକ ସ୍ଥାନରେ ସାହାଯ୍ୟକାରୀ ଅଟେ.  କିମ୍ୱା କିଛି ମାମଲାରେ, ଯଦି ଆପଣ ଏକ ହାଲୁକା ଇମେଜ ଚାହାଁନ୍ତି, ତେବେ S କର୍ଭକୁ ଓଲଟାଇଦିଅନ୍ତୁ ଏବଂ ଆପଣ ଏଠାରେ ବାହାରେ ପ୍ରକୃତ କୁହୁଡ଼ି ଦେଖିପାରିବେ   
+
| ଇମେଜର କଣ୍ଟ୍ରାଷ୍ଟ ଓ ଲାଇଟନେସ୍ ସଂଶୋଧନ ପାଇଁ Curves Tool ଚୟନ କରି S କର୍ଭ ଲାଗୁ କରନ୍ତୁ.  ଏହା ଅନେକ ସ୍ଥାନରେ ସାହାଯ୍ୟକାରୀ ଅଟେ.  କିମ୍ୱା କିଛି ମାମଲାରେ, ଯଦି ଆପଣ ଏକ ହାଲୁକା ଇମେଜ ଚାହାଁନ୍ତି, ତେବେ S କର୍ଭକୁ ଓଲଟାଇଦିଅନ୍ତୁ  
 +
ଏବଂ ଆପଣ ଏଠାରେ ବାହାରେ ପ୍ରକୃତ କୁହୁଡ଼ି ଦେଖିପାରିବେ   
 +
 
 
|-
 
|-
 
|16:23
 
|16:23
 
| Image >> Transform ମେନୁକୁ ଯାଆନ୍ତୁ, ଯେଉଁଠାରେ ଆପଣ ଇମେଜକୁ Rotate କରିପାରିବେ ଏବଂ ଆଉଟପୁଟ୍ ଆକାରକୁ Scale କରିପାରିବେ  
 
| Image >> Transform ମେନୁକୁ ଯାଆନ୍ତୁ, ଯେଉଁଠାରେ ଆପଣ ଇମେଜକୁ Rotate କରିପାରିବେ ଏବଂ ଆଉଟପୁଟ୍ ଆକାରକୁ Scale କରିପାରିବେ  
 +
 
|-
 
|-
 
|16:37
 
|16:37
 
| ଶେଷରେ, ତ୍ୱରିତ ଏଡିଟିଙ୍ଗ୍ ପାଇଁ Filters ହେଉଛି ମହତ୍ୱପୂର୍ଣ୍ଣ
 
| ଶେଷରେ, ତ୍ୱରିତ ଏଡିଟିଙ୍ଗ୍ ପାଇଁ Filters ହେଉଛି ମହତ୍ୱପୂର୍ଣ୍ଣ
 +
 
|-
 
|-
 
|16:43
 
|16:43
 
| Enhance ଓ Sharpenକୁ ଯାଆନ୍ତୁ  
 
| Enhance ଓ Sharpenକୁ ଯାଆନ୍ତୁ  
 +
 
|-
 
|-
 
|16:47
 
|16:47
 
| ଅନେକ ଟୂଲ୍ସ ଲାଗୁ କରିବା ପରେ, ଉଦାହରଣସ୍ୱରୂପ Rotating କିମ୍ୱା Transformation Tool, Perspective Tool କିମ୍ୱା Reszing Tool, ଇମେଜଟି ହାଲୁକା ହୋଇଯାଏ  
 
| ଅନେକ ଟୂଲ୍ସ ଲାଗୁ କରିବା ପରେ, ଉଦାହରଣସ୍ୱରୂପ Rotating କିମ୍ୱା Transformation Tool, Perspective Tool କିମ୍ୱା Reszing Tool, ଇମେଜଟି ହାଲୁକା ହୋଇଯାଏ  
 +
 
|-
 
|-
 
|17:02
 
|17:02
 
| ଆଉ Sharpening ସହିତ ଆପଣ ତାହାକୁ Redo କରିପାରିବେ  
 
| ଆଉ Sharpening ସହିତ ଆପଣ ତାହାକୁ Redo କରିପାରିବେ  
 +
 
|-
 
|-
 
|17:08
 
|17:08
 
| ଆପଣଙ୍କୁ Layers ସହିତ ପରିଚିତ ହେବାକୁ ପଡ଼ିବ  
 
| ଆପଣଙ୍କୁ Layers ସହିତ ପରିଚିତ ହେବାକୁ ପଡ଼ିବ  
 +
 
|-
 
|-
 
|17:15
 
|17:15
 
| ପ୍ରଥମେ, ଲେୟର୍ କୁ ଦୁଇଗୁଣ କରନ୍ତୁ, ଉଦାହରଣ ପାଇଁ Overlay Mode କିମ୍ୱା ଅନ୍ୟ ମୋଡ୍ସରେ କ’ଣ ହେଉଛି ଦେଖନ୍ତୁ  
 
| ପ୍ରଥମେ, ଲେୟର୍ କୁ ଦୁଇଗୁଣ କରନ୍ତୁ, ଉଦାହରଣ ପାଇଁ Overlay Mode କିମ୍ୱା ଅନ୍ୟ ମୋଡ୍ସରେ କ’ଣ ହେଉଛି ଦେଖନ୍ତୁ  
 +
 
|-
 
|-
 
|17:26
 
|17:26
 
| ସେଥିରେ ଆହୁରି ବହୁତ କିଛି ଜାଣିବାର ଅଛି. ମୁଁ ସେଗୁଡ଼ିକୁ ଆଉ କେତେବେଳେ କଭର୍ କରିବି  
 
| ସେଥିରେ ଆହୁରି ବହୁତ କିଛି ଜାଣିବାର ଅଛି. ମୁଁ ସେଗୁଡ଼ିକୁ ଆଉ କେତେବେଳେ କଭର୍ କରିବି  
 +
 
|-
 
|-
 
|17:33
 
|17:33
 
| ଦେଖନ୍ତୁ, ପ୍ରତ୍ୟେକଥର ମୁଁ ଯେତେବେଳେ Layer Mode ବଦଳାଏ, ସଂପୂର୍ଣ୍ଣ ଭିନ୍ନ ଇମେଜ୍ ପାଏ  
 
| ଦେଖନ୍ତୁ, ପ୍ରତ୍ୟେକଥର ମୁଁ ଯେତେବେଳେ Layer Mode ବଦଳାଏ, ସଂପୂର୍ଣ୍ଣ ଭିନ୍ନ ଇମେଜ୍ ପାଏ  
 +
 
|-
 
|-
 
|17:41
 
|17:41
 
| ଆଉ ଯଦି ଆପଣ, ଇମେଜର କେବଳ ଗୋଟିଏ ଭାଗ ବଦଳାଇବାକୁ ଚାହାଁନ୍ତି, ତେବେ ଏକ Layer Mask ଆଡ୍ କରନ୍ତୁ ଏବଂ ଇମେଜରେ ଦେଖିବାକୁ ଚାହୁଁଥିବା ଜିନିଷକୁ ଧଳାରେ  
 
| ଆଉ ଯଦି ଆପଣ, ଇମେଜର କେବଳ ଗୋଟିଏ ଭାଗ ବଦଳାଇବାକୁ ଚାହାଁନ୍ତି, ତେବେ ଏକ Layer Mask ଆଡ୍ କରନ୍ତୁ ଏବଂ ଇମେଜରେ ଦେଖିବାକୁ ଚାହୁଁଥିବା ଜିନିଷକୁ ଧଳାରେ  
 +
 
|-
 
|-
 
|17:58
 
|17:58
 
| ତଥା ଯେଉଁଗୁଡ଼ିକୁ ଦେଖିବାକୁ ଚାହୁଁନାହାନ୍ତି, ସେଗୁଡ଼ିକୁ କଳାରେ ଫିଲ୍ କରନ୍ତୁ
 
| ତଥା ଯେଉଁଗୁଡ଼ିକୁ ଦେଖିବାକୁ ଚାହୁଁନାହାନ୍ତି, ସେଗୁଡ଼ିକୁ କଳାରେ ଫିଲ୍ କରନ୍ତୁ
 +
 
|-
 
|-
 
|18:05
 
|18:05
 
| ଗ୍ରେ ଆଂଶିକ ଦୃଶ୍ୟମାନ ହେବ ଓ ତାହା ପାରଦର୍ଶୀ ଅଟେ  
 
| ଗ୍ରେ ଆଂଶିକ ଦୃଶ୍ୟମାନ ହେବ ଓ ତାହା ପାରଦର୍ଶୀ ଅଟେ  
 +
 
|-
 
|-
 
|18:12
 
|18:12
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଏତିକି  
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଏତିକି  
 +
 
|-
 
|-
 
|18:17
 
|18:17
 
| ଆଉ, ଆଗାମୀ ଟ୍ୟୁଟୋରିଆଲ୍ ରେ ଆପଣଙ୍କ ସହ ଦେଖା ହେବ ବୋଲି ମୁଁ ଆଶା କରୁଛି.  ବିଦାୟ   
 
| ଆଉ, ଆଗାମୀ ଟ୍ୟୁଟୋରିଆଲ୍ ରେ ଆପଣଙ୍କ ସହ ଦେଖା ହେବ ବୋଲି ମୁଁ ଆଶା କରୁଛି.  ବିଦାୟ   
 +
 
|-
 
|-
 
|18:25
 
|18:25
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
 +
|}

Latest revision as of 17:23, 6 April 2017

Time Narration
00:23 Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:25 ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି
00:31 ଏଠାରେ ଥିବା ଇମେଜରେ ସମସ୍ୟା କ’ଣ ଅଛି?
00:35 ଏହି ବୋର୍ଡରେ ଯାହାକିଛି ଅଛି, ତାହା ସଠିକ୍ ଭାବେ ଦେଖାଯାଉନାହିଁ
00:39 ତେଣୁ, ମୁଁ ଏଠାରେ ଥିବା ଲେଖାକୁ ବାହାରକୁ କାଢ଼ିବାକୁ ଚାହୁଁଛି
00:44 ମୁଁ, ଆକାଶକୁ ଅପରିବର୍ତ୍ତିତ ରଖିବାକୁ ଚାହୁଁଥିବାରୁ, ଏହି ଲେୟର୍ କୁ ଡବଲ୍ କରିବି ଓ Curves Tool ଚୟନ କରିବି
00:56 ଆଉ ଇମେଜର ଏହି ଭାଗକୁ ଦେଖିବି
01:02 ଏହାକୁ ହାଲୁକା କରିବା ପାଇଁ କର୍ଭକୁ ଉପରକୁ ଟାଣିବି
01:10 ଏହା ବହୁତ ଭଲ ଦେଖାଯାଉଛି ଓ ଏବେ ମୁଁ ଏଠାରେ ଟିକିଏ ଗାଢ କରିବାକୁ ଏହି କଳା ପଏଣ୍ଟକୁ ଆହୁରି ଉପରକୁ ଟାଣୁଛି
01:19 ମୁଁ ଭାବୁଛି ଏତିକି ହୋଇଯିବ
01:25 ଏବେ, ସାଇନ୍ ବୋର୍ଡରେ ଥିବା ଲେଖାକୁ ମୁଁ ଇମେଜର ତଳକୁ ଆଣିବାକୁ ଚାହୁଁଛି
01:32 ତେଣୁ, ମୁଁ Layer Mask ଚୟନ କରି ତାକୁ Blackରେ ପୂରଣ କରିବି
01:43 ଏବେ, ମୋର ପୁରୁଣା ଇମେଜକୁ ଫେରିଯିବି ଓ Layer Mask ଉପରେ କାମ କରିବି, ଯେଉଁଥିରେ ଗୋଟିଏ ଧଳା ବର୍ଡର୍ ଅଛି
01:54 ଏଠାରେ ଥିବା Paint Tool ସିଲେକ୍ଟ କରନ୍ତୁ
02:00 ଓ Foreground Color ଭାବେ Whiteକୁ
02:05 ମୁଁ ଗୋଟିଏ Brush ଚୟନ କରି ତାକୁ ବଡ଼ କରିବି
02:12 ଆଉ ଏବେ, ମୁଁ ଲେୟର୍ ମାସ୍କ ଉପରେ ପେଣ୍ଟ କରୁଛି
02:18 ବୋଧହୁଏ ଇମେଜକୁ ମୁଁ ଯୂମ୍ କରିବା ଉଚିତ
02:25 ଏତିକି ଭଲ
02:27 ବଢ଼ିଆ
02:31 ମୋର କୀ ଇଣ୍ଡିକେଟର୍ ରେ ଦାବି ହୋଇଥିବା କୀଗୁଡ଼ିକୁ ଆପଣ ଦେଖିପାରୁଥିବେ
02:37 ଏହା ଏହିଭଳି ଭଲ ଦେଖାଯାଉଛି
02:40 ଏହି ଲେୟର୍ କୁ ମୁଁ ପୁଣି ଦୁଇଗୁଣ କରି Overlay Mode ଚୟନ କରୁଛି, ଆଉ ବ୍ୟାକଗ୍ରାଉଣ୍ଡ ଭିତରେ ଆଉ ଟିକିଏ ଅଧିକ ପପ୍ ପାଇବା ପାଇଁ Opacity ସହିତ ଟିକିଏ ତଳକୁ ଯାଉଛି
03:03 ମୁଁ ଭାବୁଛି, ଏବେ ଏହା ବହୁତ ବଢ଼ିଆ ଦେଖାଗଲା
03:07 ମୁଁ ଏବେ ଏହି ଇମେଜକୁ ସେଭ୍ କରିବା ପାଇଁ ପ୍ରସ୍ତୁତ
03:12 ମୁଁ ଏଠାରେ କପୀରେ କାମ କରୁଛି. ତେଣୁ, ମୁଁ Saveରେ କ୍ଲିକ୍ କରିପାରେ କିମ୍ୱା Ctrl+S ଦାବିପାରେ, ଆଉ ଅବଶ୍ୟ ମୁଁ ଏଠାରେ ଥିବା ସମସ୍ତ ଲେୟର୍ସକୁ ସେଭ୍ କରିବାକୁ ଚାହୁଁନି ଓ ଏହି ଇମେଜକୁ JPEG ଇମେଜ୍ ଭାବରେ ସେଭ୍ କରୁଛି
03:32 ୱେବ୍ ରେ ଏହି ଇମେଜକୁ ଅପଲୋଡ୍ କରିବା ପାଇଁ ଏହାକୁ ରିସାଇଜ୍ କରିବାକୁ ହେବ. ତେଣୁ, ମୁଁ Image, Scale Imageକୁ ଯାଇ ଏହାର Widthକୁ 600କୁ ହ୍ରାସ କରିବି
03:58 ଏବେ, ଏହାକୁ ଟିକିଏ ଶାର୍ପେନ୍ କରିବାକୁ ହେବ. Filters >> Enhance >> Sharpenକୁ ଯାଆନ୍ତୁ
04:20 ଇମେଜରେ ଥିବା ଆର୍ଟ ଇଫେକ୍ଟକୁ ମୁଁ ଯାଞ୍ଚ କରିବି ଓ ଏଠାରେ ଆପଣ କିଛି ଆଲୋକ ଦେଖିପାରିବେ
04:38 ଏବେ ମୁଁ ଏହାକୁ ଏକ କପୀ ଭାବରେ ସେଭ୍ କରୁଛି
04:44 ମୁଁ ଏହାର ନାମ Small ଦେଇ ସେଭ୍ କରିବି
04:50 ଆଉ ଏହି ଇମେଜକୁ ମୁଁ ସାରିଦେଲି
04:53 ଏଡିଟିଙ୍ଗ୍ କରିବାବେଳେ ଆପଣଙ୍କୁ ଦୁଇଟି ଜିନିଷ ମନେରଖିବା ଉଚିତ
04:58 ପ୍ରଥମଟି ହେଉଛି, ଯଦି ଆପଣ ଇମେଜର ଗୋଟିଏ ଭାଗକୁ ବଦଳାଇ ଅନ୍ୟଗୁଡ଼ିକୁ ଅପରିବର୍ତ୍ତିତ ରଖିବାକୁ ଚାହାଁନ୍ତି, ତେବେ ସେହି ଲେୟର୍ ର ଏକ କପୀ ତିଆରି କରନ୍ତୁ ଓ ଆପଣଙ୍କର ପରିବର୍ତ୍ତନ କରନ୍ତୁ, ଆଉ ତା’ପରେ ଏକ Layer Mask ଦିଅନ୍ତୁ
05:15 କଳା, ଇମେଜକୁ ଲୁଚାଇଦିଏ ଓ ଧଳା ତା’ଭିତରେ ଥିବା ଜିନିଷଗୁଡ଼ିକୁ ପ୍ରକଟ କରେ
05:22 ଦ୍ୱିତୀୟଟି ହେଉଛି, ଯଦି ଆପଣ Overlay Modeରେ ତା’ଉପରେ ଦ୍ୱିତୀୟ ଲେୟର୍ ରଖନ୍ତି, ତେବେ ଇମେଜରେ ଭଲ କଣ୍ଟ୍ରାଷ୍ଟ ଓ କଲର୍ସ ଆସିବ
05:33 ଶୀଘ୍ର ଏଡିଟ୍ କରିବା ପାଇଁ ଏହି ଦୁଇଟି ହେଉଛି ଟ୍ରିକ୍ସ
05:41 ଏହି ଇମେଜରେ, ଆପଣ ଅତିକମରେ ଦୁଇଟି ସମସ୍ୟା ଦେଖିପାରିବେ
05:46 ପ୍ରଥମେ, ମୁଁ ଏହି ଲୋକମାନଙ୍କର ଗୋଡ଼ କାଟି ଦେଇଛି, ଯାହା ସେଠି ଥିଲେ ଭଲ ଦେଖାଯାଇଥା’ନ୍ତା
05:55 ଆଉ ଦ୍ୱିତୀୟ ସମସ୍ୟାଟି ହେଉଛି, ଏହି ବିଲ୍ଡିଙ୍ଗ୍ ଗୁଡ଼ିକ ଇମେଜ୍ ଭିତରକୁ ପଡ଼ୁଛି, କାରଣ ମୁଁ କ୍ୟାମେରାକୁ ଉପର ଆଡୁଆ ଧରିଛି
06:08 ମୁଁ Perspective Tool ଚୟନ କରିବି
06:15 ତା’ପରେ Direction ଡାୟଲଗ୍ ରେ ଥିବା Corrective (Backward) ଚୟନ କରି Preview ଭାବରେ Grid ଚୟନ କରିବି
06:23 ମୁଁ Outline କିମ୍ୱା Image ଚୟନ କରିପାରିବି, କିନ୍ତୁ Grid ଚୟନ କରିବି
06:30 ଆଉ ମୁଁ ଯେତେବେଳେ ଇମେଜ ଉପରେ କ୍ଲିକ୍ କରେ, ବେଶୀ ସାହାଯ୍ୟକାରୀ ସୂଚନା ନଥିବା ଏହି Info Window ପାଏ
06:38 ତେଣୁ, ମୁଁ ଏହାକୁ ରାସ୍ତାକୁ କାଢ଼ିଦେଉଛି, ଆଉ ଏବେ ଏଠାରେ ମୋ ପାଖରେ ଏହି ଗ୍ରିଡ୍ ଅଛି ଏବଂ ମୋତେ କେବଳ, ଇମେଜରେ ଥିବା ଏହି ଭର୍ଟିକଲ୍ସ ସହିତ ଏହି ଗ୍ରିଡ୍ ଲାଇନ୍ସକୁ ଆଲାଇନ୍ କରିବାକୁ ହେବ
06:52 ଆଉଟପୁଟ୍ ଇମେଜରେ ଏହି ଗ୍ରିଡ୍ ଗୁଡ଼ିକ ଭର୍ଟିକଲ୍ ଭାବରେ ନହେଲେ ହୋରିଯୋଣ୍ଟାଲ୍ ଭାବରେ ଥାଇପାରେ ଏବଂ ଉପରେ ଥିବା ଏହି ରେଖା, ଇମେଜର ଉପରେ ରହିବ
07:02 ଆଉ ତେଣୁ, ମୁଁ ଏହାକୁ କେବଳ ଏଠାକୁ ଟାଣି ଆଣୁଛି
07:07 ମୁଁ ଏବେ ଇମେଜକୁ ଭଲ ଭାବରେ ଦେଖି ଭାବୁଛି ଯେ, ଏହା ଠିକ୍ ଠାକ୍ ଅଛି
07:41 ଓ ଏବେ ମୁଁ Transform ଦାବିବି
07:45 ଏହା ଟ୍ରାନ୍ସଫର୍ମ ହେବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ହେବ
07:51 ଆଉ, ଏହା ଆସିଗଲା
07:55 ଏବେ ଆପଣ, ଦ୍ୱିତୀୟ ସମସ୍ୟାଟିକୁ ଏଠାରେ ଦେଖିପାରିବେ
08:00 ଏହି ଭୂମିଟି ଭଲ ନାହିଁ
08:03 ତେଣୁ, ମୋତେ ଏହି ଇମେଜକୁ କ୍ରପ୍ କରିବାକୁ ହେବ
08:16 ମୁଁ ମୋର Crop Toolକୁ ଯିବି
08:19 ଆଉ ମୁଁ ପାର୍ଶ୍ୱରେ ଥିବା ବିଲ୍ଡିଙ୍ଗ୍ କୁ କ୍ରପ୍ କରିବି ଓ କେବଳ ଏଠାରେ ଥିବାକୁ ଛାଡ଼ିଦେବି
08:28 ଏହା ଏକ ବର୍ଗ କ୍ଷେତ୍ର ଭଳି ଦେଖାଯାଉଛି. ଆମେ Fixed Aspect Ratio ଉପରେ କ୍ଲିକ୍ କରି ଏହାକୁ 1 by 1 (1:1) ରଖିବା
08:40 ଏବେ ମୋ ପାଖରେ ବର୍ଗ କ୍ଷେତ୍ର Crop ଅଛି
08:45 ଇମେଜ୍ ଭିତରେ ଲୋକମାନଙ୍କୁ ରଖି
08:51 ମୁଁ ଭାବୁଛି ଏହି କ୍ରପ୍ କାମ କରିବା ଉଚିତ
08:56 ଏହା ଉପରେ କ୍ଲିକ୍ କରନ୍ତୁ, ଆଉ ଏହା ଦେଖାଦେଲା
09:00 ଏବେ Curves Tool ସିଲେକ୍ଟ କରନ୍ତୁ
09:04 ସେଥିରେ ଅଧିକ କଣ୍ଟ୍ରାଷ୍ଟ ପାଇଁ ହାଇ ଲାଇନ୍ସକୁ ଟିକିଏ ଉପରକୁ ନିଅନ୍ତୁ
09:19 ଏବେ, ଏହି ଇମେଜ ମଧ୍ୟ ସରିଗଲା
09:24 ଏହା ହେଉଛି ପରବର୍ତ୍ତୀ ଇମେଜ୍
09:27 ଏହି ଇମେଜ୍ ସହିତ କ’ଣ କରିବା?
09:37 ମୁଁ Rotate Tool ସିଲେକ୍ଟ କଲି ଓ 1 ଦାବି ଇମେଜକୁ ଯୂମ୍ କଲି
09:49 ଏଠାରେ, ଇମେଜ୍ ମଝିରେ ମୁଁ ଗୋଟିଏ ଭଲ ଭର୍ଟିକଲ୍ ସେକ୍ସନ୍ ଖୋଜୁଛି, ଆଉ Directionରେ, ମୁଁ Corrective (Backward) ରୋଟେଶନ୍ ସିଲେକ୍ଟ କରିବି
10:04 Cubic Interpolation ସିଲେକ୍ଟ କରିବା ପରେ ମୁଁ Preview ଭାବରେ Grid ସିଲେକ୍ଟ କରିବି
10:12 ଏବେ, ଗ୍ରିଡ୍ ଲାଇନ୍ସ ପାଇବା ପାଇଁ ମୁଁ ଇମେଜ୍ ଉପରେ କ୍ଲିକ୍ କରିବି ତଥା ଘରର ଭର୍ଟିକଲ୍ ନିର୍ମାଣ ସହିତ ଏହି ଲାଇନଗୁଡ଼ିକୁ ଆଲାଇନ୍ କରିବି
10:24 ଆଉ ମୁଁ ଭାବୁଛି, ଏହା ବହୁତ ବଢ଼ିଆ ହେଲା
10:28 ଏଠାରେ ଗୋଟିଏ ଛୋଟ ୱିଣ୍ଡୋ ଅଛି, ଯାହା 2.90 ଡିଗ୍ରୀ ଦେଖାଉଛି ଏବଂ ମୁଁ Rotate ଉପରେ କ୍ଲିକ୍ କରି ଶେଷ ପରିଣାମ ପାଇଁ ଅପେକ୍ଷା କରିବି
10:40 ଏହା ଆସିଗଲା
10:44 ଏହା ଭଲ ଦେଖାଯାଉଛି
10:48 ଆପଣ ଏଠାରେ ଦେଖିପାରିବେ ଯେ, ମୋ ପାଖରେ ବହୁତ ଡିଷ୍ଟୋର୍ଶନ୍ ଅଛି ଏବଂ ମୋତେ ତାହାର ସଂଶୋଧନ କରିବାକୁ ହେବ. ମୁଁ ଏବେ ଇମେଜକୁ କ୍ରପ୍ କରୁଛି
11:07 ମୁଁ ଭାବୁଛି, ଏହା ଠିକ୍ ଅଛି
11:13 ବୋଧହୁଏ ମୁଁ ଇମେଜକୁ ଠିକ୍ ଭାବେ ରୋଟେଟ୍ କରିନାହିଁ
11:23 ତେବେ, ମୁଁ ଯଥେଷ୍ଟ ରୋଟେଟ୍ କରିନାହିଁ ଓ ସଠିକ୍ ସ୍ଥାନ ଚୟନ କରିନାହିଁ
11:34 ତେଣୁ, ଚାଲନ୍ତୁ ଏହାକୁ ପୁଣିଥରେ କରିବା.
11:39 Ctrl+Z ଦାବି ପଦାଙ୍କଗୁଡ଼ିକୁ Undo କରନ୍ତୁ
12:00 ମୁଁ ପୁଣିଥରେ Rotate Tool ଚୟନ କରିବି
12:10 ପୂର୍ବରୁ ଚୟନ କରାଯାଇଥିବା ସେଟିଙ୍ଗଗୁଡ଼ିକୁ ମୁଁ ବଦଳାଇବି ନାହିଁ ଓ ଏବେ ମୁଁ, ଏଠାରେ ଥିବା TV ଟାୱର୍ ରେ ଇମେଜର କେନ୍ଦ୍ର ସେଟ୍ କରୁଛି
12:34 ଆଉ ଏବେ କେବଳ ଏକ TV ଟାୱର୍ ସହିତ ଏହାକୁ ଆଲାଇନ୍ କରୁଛି
12:41 TV ଟାୱର୍ ହେଉଛି ଇମେଜର ପ୍ରଧାନ ଭାଗ ଏବଂ ତେଣୁ, ଯଦି ତାହା ସିଧା ନରୁହେ, ତେବେ ଇମେଜ ବଙ୍କା ଲାଗିବ
12:59 ଏହା ଭଲ ଦେଖାଯାଉଛି
13:01 ଏବଂ ଏବେ ମୁଁ Crop Tool ନେବି ଓ ସେଥିରେ ବିଶେଷ କିଛି ନେଗେଟିଭ୍ ସ୍ପେସ୍ ନରଖି ଏକ କ୍ରପ୍ ଚୟନ କରିବି
13:26 ବର୍ତ୍ତମାନ ଏକ ଶେଷ ଜିନିଷ, ଇମେଜରେ ଅଳ୍ପ କଣ୍ଟ୍ରାଷ୍ଟ ଆଣିବା ପାଇଁ ବୋଧହୁଏ ଆଉ ଟିକିଏ Curves ଦରକାର
13:44 ଏତିକି ଠିକ୍ ଅଛି. ଆଉ ଏହି ଇମେଜକୁ ମୁଁ ସାରିଦେଲି
13:50 ଏହି ଇମେଜ ପୋର୍ଟେଟ୍ ମୋଡ୍ ରେ ରହିବା ଉଚିତ. ତେଣୁ, ମୋତେ ଏହାକୁ ଏଠାରେ ବଦଳାଇବାକୁ ହେବ
13:59 Image >> Transformକୁ ଯାଇ Rotate 90 Degree Anticlockwise କ୍ଲିକ୍ କରନ୍ତୁ
14:08 ମୁଁ ମୋ ଇମେଜକୁ ବୁଲାଇଦେଲି
14:11 ଆମେ ଯେତେବେଳେ ଇମେଜକୁ 90 ଡିଗ୍ରୀ ବୁଲାଏ, ଏହା କ୍ୱାଲିଟୀରେ ହାନି ନକରି ହୁଏ, ଯାହା JPEG ଇମେଜଗୁଡ଼ିକରେ ବିଶେଷ ଜରୁରୀ ଅଟେ
14:28 ଏହି ଇମେଜକୁ ଏବେ ଆଉ ଟିକିଏ କଣ୍ଟ୍ରାଷ୍ଟ ଦେବା ଏବଂ ତାହା କରିବା ପାଇଁ ମଁ Curves Tool ବ୍ୟବହାର କରିବି
14:37 ଆପଣ Levels Tool କିମ୍ୱା ଅନ୍ୟ କିଛି ବ୍ୟବହାର କରିପାରିବେ, କିନ୍ତୁ ମୁଁ ଭାବୁଛି ମୋ ପାଇଁ Curves Tool ହେଉଛି ବେଷ୍ଟ
14:44 ଏହା ଉପରେ କେବଳ ଗୋଟିଏ ହାଲୁକା S କର୍ଭ ଟାଣନ୍ତୁ ଓ ଏହା ହେଇଗଲା. ଇମେଜକୁ Save କରନ୍ତୁ
14:59 ଏବେ, ପରବର୍ତ୍ତୀ ଇମେଜ୍
15:01 ସବୁଯାକ ଗୋଟିଏ ଜାଗାରେ ରଖିବାକୁ, ଆପଣଙ୍କ ଇମେଜର ତ୍ୱରିତ ଏଡିଟିଙ୍ଗ୍ କରିବାକୁ, ଆପଣଙ୍କୁ କିଛି ବେସିକ୍ ଟୂଲ୍ସ ଦରକାର
15:10 ପ୍ରଥମେ ହେଉଛି Rotate Tool
15:13 Corrective Mode ବ୍ୟବହାର କରି Preview ଭାବରେ Grid ରଖନ୍ତୁ ଏବଂ ଭର୍ଟିକଲ୍ସ କିମ୍ୱା ହୋରିଯୋଣ୍ଟାଲ୍ସ ସହିତ ଗ୍ରିଡ୍ କୁ ଆଲାଇନ୍ କରନ୍ତୁ
15:24 ତା’ପରେ ଟିଲଟିଙ୍ଗ୍ ଲାଇନ୍ସ ପାଇଁ, ଆପଣଙ୍କୁ Perspective Tool ଦରକାର
15:31 ପୁଣିଥରେ Corrective Mode ବ୍ୟବହାର କରି Preview ଭାବରେ Grid ରଖନ୍ତୁ ଏବଂ ସେହି ଭର୍ଟିକଲ୍ସ କିମ୍ୱା ହୋରିଯୋଣ୍ଟାଲ୍ସ ସହିତ ଗ୍ରିଡ୍ କୁ ଆଲାଇନ୍ କରନ୍ତୁ
15:48 ଇମେଜର କଣ୍ଟ୍ରାଷ୍ଟ ଓ ଲାଇଟନେସ୍ ସଂଶୋଧନ ପାଇଁ Curves Tool ଚୟନ କରି S କର୍ଭ ଲାଗୁ କରନ୍ତୁ. ଏହା ଅନେକ ସ୍ଥାନରେ ସାହାଯ୍ୟକାରୀ ଅଟେ. କିମ୍ୱା କିଛି ମାମଲାରେ, ଯଦି ଆପଣ ଏକ ହାଲୁକା ଇମେଜ ଚାହାଁନ୍ତି, ତେବେ S କର୍ଭକୁ ଓଲଟାଇଦିଅନ୍ତୁ

ଏବଂ ଆପଣ ଏଠାରେ ବାହାରେ ପ୍ରକୃତ କୁହୁଡ଼ି ଦେଖିପାରିବେ

16:23 Image >> Transform ମେନୁକୁ ଯାଆନ୍ତୁ, ଯେଉଁଠାରେ ଆପଣ ଇମେଜକୁ Rotate କରିପାରିବେ ଏବଂ ଆଉଟପୁଟ୍ ଆକାରକୁ Scale କରିପାରିବେ
16:37 ଶେଷରେ, ତ୍ୱରିତ ଏଡିଟିଙ୍ଗ୍ ପାଇଁ Filters ହେଉଛି ମହତ୍ୱପୂର୍ଣ୍ଣ
16:43 Enhance ଓ Sharpenକୁ ଯାଆନ୍ତୁ
16:47 ଅନେକ ଟୂଲ୍ସ ଲାଗୁ କରିବା ପରେ, ଉଦାହରଣସ୍ୱରୂପ Rotating କିମ୍ୱା Transformation Tool, Perspective Tool କିମ୍ୱା Reszing Tool, ଇମେଜଟି ହାଲୁକା ହୋଇଯାଏ
17:02 ଆଉ Sharpening ସହିତ ଆପଣ ତାହାକୁ Redo କରିପାରିବେ
17:08 ଆପଣଙ୍କୁ Layers ସହିତ ପରିଚିତ ହେବାକୁ ପଡ଼ିବ
17:15 ପ୍ରଥମେ, ଲେୟର୍ କୁ ଦୁଇଗୁଣ କରନ୍ତୁ, ଉଦାହରଣ ପାଇଁ Overlay Mode କିମ୍ୱା ଅନ୍ୟ ମୋଡ୍ସରେ କ’ଣ ହେଉଛି ଦେଖନ୍ତୁ
17:26 ସେଥିରେ ଆହୁରି ବହୁତ କିଛି ଜାଣିବାର ଅଛି. ମୁଁ ସେଗୁଡ଼ିକୁ ଆଉ କେତେବେଳେ କଭର୍ କରିବି
17:33 ଦେଖନ୍ତୁ, ପ୍ରତ୍ୟେକଥର ମୁଁ ଯେତେବେଳେ Layer Mode ବଦଳାଏ, ସଂପୂର୍ଣ୍ଣ ଭିନ୍ନ ଇମେଜ୍ ପାଏ
17:41 ଆଉ ଯଦି ଆପଣ, ଇମେଜର କେବଳ ଗୋଟିଏ ଭାଗ ବଦଳାଇବାକୁ ଚାହାଁନ୍ତି, ତେବେ ଏକ Layer Mask ଆଡ୍ କରନ୍ତୁ ଏବଂ ଇମେଜରେ ଦେଖିବାକୁ ଚାହୁଁଥିବା ଜିନିଷକୁ ଧଳାରେ
17:58 ତଥା ଯେଉଁଗୁଡ଼ିକୁ ଦେଖିବାକୁ ଚାହୁଁନାହାନ୍ତି, ସେଗୁଡ଼ିକୁ କଳାରେ ଫିଲ୍ କରନ୍ତୁ
18:05 ଗ୍ରେ ଆଂଶିକ ଦୃଶ୍ୟମାନ ହେବ ଓ ତାହା ପାରଦର୍ଶୀ ଅଟେ
18:12 ଏହି ଟ୍ୟୁଟୋରିଆଲ୍ ପାଇଁ ଏତିକି
18:17 ଆଉ, ଆଗାମୀ ଟ୍ୟୁଟୋରିଆଲ୍ ରେ ଆପଣଙ୍କ ସହ ଦେଖା ହେବ ବୋଲି ମୁଁ ଆଶା କରୁଛି. ବିଦାୟ
18:25 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

Contributors and Content Editors

PoojaMoolya, Pradeep