Difference between revisions of "GIMP/C2/Selecting-Sections-Part-2/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:23 | Meet The GIMPକୁ ସ୍ୱାଗତ. |- |00:25 | ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର...")
 
 
Line 6: Line 6:
 
|00:23
 
|00:23
 
| Meet The GIMPକୁ ସ୍ୱାଗତ.  
 
| Meet The GIMPକୁ ସ୍ୱାଗତ.  
 +
 
|-
 
|-
 
|00:25
 
|00:25
 
| ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି  
 
| ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି  
 +
 
|-
 
|-
 
|00:31
 
|00:31
 
| ଆଜି ଆମେ Fuzzy Select Tool ବିଷୟରେ କଥା ହେବା   
 
| ଆଜି ଆମେ Fuzzy Select Tool ବିଷୟରେ କଥା ହେବା   
 +
 
|-
 
|-
 
|00:36
 
|00:36
 
| ଏହା, Select By Colour Tool ସହିତ ପାଖାପାଖି ସମାନ   
 
| ଏହା, Select By Colour Tool ସହିତ ପାଖାପାଖି ସମାନ   
 +
 
|-
 
|-
 
|00:40
 
|00:40
 
| କିନ୍ତୁ, Fuzzy Select Tool କେବଳ ନିକଟବର୍ତ୍ତୀ କ୍ଷେତ୍ର ସିଲେକ୍ଟ କରିଥିବାବେଳେ Colour Select Tool ସମାନ ରଙ୍ଗ ବିଶିଷ୍ଟ ସମସ୍ତ କ୍ଷେତ୍ର ଚୟନ କରିଥାଏ  
 
| କିନ୍ତୁ, Fuzzy Select Tool କେବଳ ନିକଟବର୍ତ୍ତୀ କ୍ଷେତ୍ର ସିଲେକ୍ଟ କରିଥିବାବେଳେ Colour Select Tool ସମାନ ରଙ୍ଗ ବିଶିଷ୍ଟ ସମସ୍ତ କ୍ଷେତ୍ର ଚୟନ କରିଥାଏ  
 +
 
|-
 
|-
 
|00:54
 
|00:54
 
| ଏଥିରେ କେତେକ ସମାନ ବିକଳ୍ପ ଅଛି, ଯେପରି Replace, Add, Subtract ଓ Intersect with the Current Selection. ମୁଁ ଏବେ Replace ଚୟନ କରିବି   
 
| ଏଥିରେ କେତେକ ସମାନ ବିକଳ୍ପ ଅଛି, ଯେପରି Replace, Add, Subtract ଓ Intersect with the Current Selection. ମୁଁ ଏବେ Replace ଚୟନ କରିବି   
 +
 
|-
 
|-
 
|01:08
 
|01:08
 
| ଏଠାରେ ଆପଣ ସେହି ବିକଳ୍ପ ଦେଖିପାରିବେ, Antialiasing
 
| ଏଠାରେ ଆପଣ ସେହି ବିକଳ୍ପ ଦେଖିପାରିବେ, Antialiasing
 +
 
|-
 
|-
 
|01:13
 
|01:13
 
| ଯଦି ଆମେ Antialiasing ଚୟନ କରୁଛେ, ତେବେ ଚୟନ କରାଯାଇଥିବା ବର୍ଡର୍ ଶାର୍ପ ହୁଏନାହିଁ ଓ ଆପଣ ସ୍ମୂଥ୍ କର୍ନର୍ସ ପାଇବେ   
 
| ଯଦି ଆମେ Antialiasing ଚୟନ କରୁଛେ, ତେବେ ଚୟନ କରାଯାଇଥିବା ବର୍ଡର୍ ଶାର୍ପ ହୁଏନାହିଁ ଓ ଆପଣ ସ୍ମୂଥ୍ କର୍ନର୍ସ ପାଇବେ   
 +
 
|-
 
|-
 
|01:23
 
|01:23
 
| ଆଉ ଯଦି ଏହାକୁ ଚୟନ କରାଯାଇନଥାଏ, ତେବେ ଆପଣ, ଚୟନିତ ଓ ଅଚୟନିତ ମଧ୍ୟରେ ପ୍ରକୃତରେ ଏକ ଶାର୍ପ ବର୍ଡର୍ ପାଇବେ   
 
| ଆଉ ଯଦି ଏହାକୁ ଚୟନ କରାଯାଇନଥାଏ, ତେବେ ଆପଣ, ଚୟନିତ ଓ ଅଚୟନିତ ମଧ୍ୟରେ ପ୍ରକୃତରେ ଏକ ଶାର୍ପ ବର୍ଡର୍ ପାଇବେ   
 +
 
|-
 
|-
 
|01:33
 
|01:33
 
| ପରବର୍ତ୍ତୀ ବିକଳ୍ପଗୁଡ଼ିକ ହେଉଛି Feather Edges ଓ Select Transparent Areas
 
| ପରବର୍ତ୍ତୀ ବିକଳ୍ପଗୁଡ଼ିକ ହେଉଛି Feather Edges ଓ Select Transparent Areas
 +
 
|-
 
|-
 
|01:41
 
|01:41
 
| ବୋଧହୁଏ, Mask Sensorର ବ୍ୟବହାର ସମୟରେ Select Transparent Areas ଉପଯୋଗୀ ଅଟେ   
 
| ବୋଧହୁଏ, Mask Sensorର ବ୍ୟବହାର ସମୟରେ Select Transparent Areas ଉପଯୋଗୀ ଅଟେ   
 +
 
|-
 
|-
 
|01:50
 
|01:50
 
| Sample Merged ଅନ୍ୟ ପରି ସମାନ ଓ ଏହା ସମସ୍ତ Visible Layers ଚୟନ କରିଥାଏ  
 
| Sample Merged ଅନ୍ୟ ପରି ସମାନ ଓ ଏହା ସମସ୍ତ Visible Layers ଚୟନ କରିଥାଏ  
 +
 
|-
 
|-
 
|01:58
 
|01:58
 
| ଯଦି ଚୟନିତ ନହୋଇଥାଏ, ତେବେ ଏହା ସାମ୍ପ୍ରତିକ ଲେୟର୍ ଉପରେ କାମ କରେ  
 
| ଯଦି ଚୟନିତ ନହୋଇଥାଏ, ତେବେ ଏହା ସାମ୍ପ୍ରତିକ ଲେୟର୍ ଉପରେ କାମ କରେ  
 +
 
|-
 
|-
 
|02:04
 
|02:04
 
| ଯଦି ଆପଣ, ଇମେଜର ସମୁଦାୟ ଆଉଟପୁଟ୍ ରୁ କିଛି ଚୟନ କରିବାକୁ ଚାହୁଁଛନ୍ତି, ତେବେ ଏହି ବିକଳ୍ପର ଚୟନ କରନ୍ତୁ   
 
| ଯଦି ଆପଣ, ଇମେଜର ସମୁଦାୟ ଆଉଟପୁଟ୍ ରୁ କିଛି ଚୟନ କରିବାକୁ ଚାହୁଁଛନ୍ତି, ତେବେ ଏହି ବିକଳ୍ପର ଚୟନ କରନ୍ତୁ   
 +
 
|-
 
|-
 
|02:11
 
|02:11
 
| ଏଠାରେ Threshold ଅଛି, ଯାହା କିଛି ଯଦି ସିଲେକ୍ସନ୍ ବାହାରକୁ ଚାଲିଯାଏ କିମ୍ୱା ସିଲେକ୍ସନ୍ ରେ ରଙ୍ଗଗୁଡ଼ିକ ମଧ୍ୟରେ କେତେ ପାର୍ଥକ୍ୟର ଅନୁମତି ଅଛି, ତାହା ପରିଭାଷିତ କରିଥାଏ   
 
| ଏଠାରେ Threshold ଅଛି, ଯାହା କିଛି ଯଦି ସିଲେକ୍ସନ୍ ବାହାରକୁ ଚାଲିଯାଏ କିମ୍ୱା ସିଲେକ୍ସନ୍ ରେ ରଙ୍ଗଗୁଡ଼ିକ ମଧ୍ୟରେ କେତେ ପାର୍ଥକ୍ୟର ଅନୁମତି ଅଛି, ତାହା ପରିଭାଷିତ କରିଥାଏ   
 +
 
|-
 
|-
 
|02:24
 
|02:24
 
| ଏହା, ସେହି ପିକ୍ସେଲ୍ସ ଚୟନ କରିବାରେ ସାହାଯ୍ୟ କରିଥାଏ, ଯେଉଁଥିରେ ଗୋଟିଏ ନିଶ୍ଚିତ ରଙ୍ଗ ଥାଏ   
 
| ଏହା, ସେହି ପିକ୍ସେଲ୍ସ ଚୟନ କରିବାରେ ସାହାଯ୍ୟ କରିଥାଏ, ଯେଉଁଥିରେ ଗୋଟିଏ ନିଶ୍ଚିତ ରଙ୍ଗ ଥାଏ   
 +
 
|-
 
|-
 
|02:30
 
|02:30
 
| ପରବର୍ତ୍ତୀ ମହତ୍ୱପୂର୍ଣ୍ଣ ସିଲେକ୍ସନ୍ ହେଉଛି, ସିଲେକ୍ସନ୍ ରେ ଆପଣ କେଉଁ ମୋଡ୍ ରଖିବାକୁ ଚାହୁଁଛନ୍ତି  
 
| ପରବର୍ତ୍ତୀ ମହତ୍ୱପୂର୍ଣ୍ଣ ସିଲେକ୍ସନ୍ ହେଉଛି, ସିଲେକ୍ସନ୍ ରେ ଆପଣ କେଉଁ ମୋଡ୍ ରଖିବାକୁ ଚାହୁଁଛନ୍ତି  
 +
 
|-
 
|-
 
|02:37
 
|02:37
 
| ଆଡ୍ ହୋଇଥିବା Red, Green ଓ Blue ଚାନେଲ୍ସର ଗ୍ରେ ଭାଲ୍ୟୁ ହେଉଛି Composite ମୋଡ୍  
 
| ଆଡ୍ ହୋଇଥିବା Red, Green ଓ Blue ଚାନେଲ୍ସର ଗ୍ରେ ଭାଲ୍ୟୁ ହେଉଛି Composite ମୋଡ୍  
 +
 
|-
 
|-
 
|02:44
 
|02:44
 
| ଆପଣଙ୍କର ସିଲେକ୍ସନ୍ ର ବେସ୍ ଭାବେ ଆପଣ Red, Green, Blue ଚାନେଲ୍ କିମ୍ୱା Hue, Saturation କିମ୍ୱା Value ଚାନେଲ୍ ର ଚୟନ କରିପାରିବେ  
 
| ଆପଣଙ୍କର ସିଲେକ୍ସନ୍ ର ବେସ୍ ଭାବେ ଆପଣ Red, Green, Blue ଚାନେଲ୍ କିମ୍ୱା Hue, Saturation କିମ୍ୱା Value ଚାନେଲ୍ ର ଚୟନ କରିପାରିବେ  
 +
 
|-
 
|-
 
|02:56
 
|02:56
 
| ଏବେ ଚାଲନ୍ତୁ Fuzzy Select Tool ଦେଖିବା   
 
| ଏବେ ଚାଲନ୍ତୁ Fuzzy Select Tool ଦେଖିବା   
 +
 
|-
 
|-
 
|03:01
 
|03:01
 
| ମୁଁ ଇମେଜ୍ ରେ କ୍ଲିକ୍ କରୁଛି, ଆଉ Threshold ହେଉଛି ଶୂନ୍. ଚାଲନ୍ତୁ ଦେଖିବା କ’ଣ ହେଉଛି  
 
| ମୁଁ ଇମେଜ୍ ରେ କ୍ଲିକ୍ କରୁଛି, ଆଉ Threshold ହେଉଛି ଶୂନ୍. ଚାଲନ୍ତୁ ଦେଖିବା କ’ଣ ହେଉଛି  
 +
 
|-
 
|-
 
|03:08
 
|03:08
 
| ମୁଁ ଏପରି ଏକ ସିଲେକ୍ସନ୍ କରିବି, ଯାହା ଆକାରରେ ୱନ୍ (1) ପିକ୍ସେଲ୍ ଅଟେ  
 
| ମୁଁ ଏପରି ଏକ ସିଲେକ୍ସନ୍ କରିବି, ଯାହା ଆକାରରେ ୱନ୍ (1) ପିକ୍ସେଲ୍ ଅଟେ  
 +
 
|-
 
|-
 
|03:13
 
|03:13
 
| ଏବେ ମୁଁ, Thresholdର ପରିମାଣକୁ ବଢାଇ ପ୍ରାୟ 30 କରିବି ତଥା ଇମେଜ୍ ରେ କ୍ଲିକ୍ କରି ଏଠାରେ ଥିବା Toggle Quick Mask ଉପରେ କ୍ଲିକ୍ କରିବି  
 
| ଏବେ ମୁଁ, Thresholdର ପରିମାଣକୁ ବଢାଇ ପ୍ରାୟ 30 କରିବି ତଥା ଇମେଜ୍ ରେ କ୍ଲିକ୍ କରି ଏଠାରେ ଥିବା Toggle Quick Mask ଉପରେ କ୍ଲିକ୍ କରିବି  
 +
 
|-
 
|-
 
|03:28
 
|03:28
 
| ସିଲେକ୍ଟ ହୋଇଥିବା ଏରିଆକୁ ଆପଣ ବର୍ତ୍ତମାନ ଦେଖିପାରିବେ   
 
| ସିଲେକ୍ଟ ହୋଇଥିବା ଏରିଆକୁ ଆପଣ ବର୍ତ୍ତମାନ ଦେଖିପାରିବେ   
 +
 
|-
 
|-
 
|03:37
 
|03:37
 
| ମୁଁ Quick Mask Toggleକୁ ଡି-ସିଲେକ୍ଟ କରିଦେଉଛି. ଟୂଲ୍ ବକ୍ସ ପାଇଁ Tab ଦାବନ୍ତୁ ଓ ସବୁକିଛି ଅନସିଲେକ୍ଟ କରିବା ପାଇଁ Shift+Ctrl+A ଦାବନ୍ତୁ  
 
| ମୁଁ Quick Mask Toggleକୁ ଡି-ସିଲେକ୍ଟ କରିଦେଉଛି. ଟୂଲ୍ ବକ୍ସ ପାଇଁ Tab ଦାବନ୍ତୁ ଓ ସବୁକିଛି ଅନସିଲେକ୍ଟ କରିବା ପାଇଁ Shift+Ctrl+A ଦାବନ୍ତୁ  
 +
 
|-
 
|-
 
|03:49
 
|03:49
 
| ଏହାକୁ ମୁଁ ଟିକେ ଅନ୍ୟ ପ୍ରକାରରେ କରିବି, ଆଉ ସେଥିପାଇଁ ମୁଁ, Threshold ଶୂନ୍ କୁ ହ୍ରାସ କରି ଇମେଜ ଉପରେ କ୍ଲିକ୍ କରିବି ଓ ଏବେ ମୁଁ ମାଉସ୍ କୁ ତଳ ଓ ଡାହାଣକୁ ଆଙ୍କୁଛି  
 
| ଏହାକୁ ମୁଁ ଟିକେ ଅନ୍ୟ ପ୍ରକାରରେ କରିବି, ଆଉ ସେଥିପାଇଁ ମୁଁ, Threshold ଶୂନ୍ କୁ ହ୍ରାସ କରି ଇମେଜ ଉପରେ କ୍ଲିକ୍ କରିବି ଓ ଏବେ ମୁଁ ମାଉସ୍ କୁ ତଳ ଓ ଡାହାଣକୁ ଆଙ୍କୁଛି  
 +
 
|-
 
|-
 
|04:03
 
|04:03
 
| Thresholdକୁ ବୃଦ୍ଧି କଲେ, ମୁଁ ଏହି ନୀଳ ଏରିଆକୁ ଯିବାର ଆପଣ ଦେଖିପାରନ୍ତି, କିନ୍ତୁ ତଥାପି ମୁଁ କାନ୍ଥରେ ଅଛି  
 
| Thresholdକୁ ବୃଦ୍ଧି କଲେ, ମୁଁ ଏହି ନୀଳ ଏରିଆକୁ ଯିବାର ଆପଣ ଦେଖିପାରନ୍ତି, କିନ୍ତୁ ତଥାପି ମୁଁ କାନ୍ଥରେ ଅଛି  
 +
 
|-
 
|-
 
|04:13
 
|04:13
 
| ମୁଁ ଭାବୁଛି, ଏହି ଟୂଲ୍ ଟି ଗ୍ରାଫିକ୍ ଡିଜାଇନର୍ ମାନଙ୍କ ପାଇଁ ଅଧିକ ଉପଯୋଗୀ, ଫୋଟୋଗ୍ରାଫର୍ ମାନଙ୍କ ପାଇଁ ନୁହେଁ   
 
| ମୁଁ ଭାବୁଛି, ଏହି ଟୂଲ୍ ଟି ଗ୍ରାଫିକ୍ ଡିଜାଇନର୍ ମାନଙ୍କ ପାଇଁ ଅଧିକ ଉପଯୋଗୀ, ଫୋଟୋଗ୍ରାଫର୍ ମାନଙ୍କ ପାଇଁ ନୁହେଁ   
 +
 
|-
 
|-
 
|04:22
 
|04:22
 
| କେବଳ ମାଉସ୍ କୁ ଟାଣି ଆପଣ Thresholdକୁ ବଦଳାଇପାରିବେ   
 
| କେବଳ ମାଉସ୍ କୁ ଟାଣି ଆପଣ Thresholdକୁ ବଦଳାଇପାରିବେ   
 +
 
|-
 
|-
 
|04:26
 
|04:26
 
| Colour Selection Toolରେ ମଧ୍ୟ ଏହା ସମାନ ଭାବରେ କାମ କରେ  
 
| Colour Selection Toolରେ ମଧ୍ୟ ଏହା ସମାନ ଭାବରେ କାମ କରେ  
 +
 
|-
 
|-
 
|04:32
 
|04:32
 
| Select Byକୁ ମୁଁ Compositeରୁ Hueକୁ ବଦଳାଇ ସେହି ସମାନ ପଏଣ୍ଟରେ କ୍ଲିକ୍ କଲି ଓ ତଳକୁ ଟାଣି ଆଣିଲି  
 
| Select Byକୁ ମୁଁ Compositeରୁ Hueକୁ ବଦଳାଇ ସେହି ସମାନ ପଏଣ୍ଟରେ କ୍ଲିକ୍ କଲି ଓ ତଳକୁ ଟାଣି ଆଣିଲି  
 +
 
|-
 
|-
 
|04:43
 
|04:43
 
| ଆପଣ ଦେଖିପାରିବେ ଯେ, ପୂର୍ବରୁ ଥିବା ତୁଳନାରେ କାନ୍ଥର ନୀଳ, ସବୁଜ ଭାଗର ସିଲେକ୍ସନ୍ ବହୁତ ବଢ଼ିଆ ଦେଖାଯାଉଛି
 
| ଆପଣ ଦେଖିପାରିବେ ଯେ, ପୂର୍ବରୁ ଥିବା ତୁଳନାରେ କାନ୍ଥର ନୀଳ, ସବୁଜ ଭାଗର ସିଲେକ୍ସନ୍ ବହୁତ ବଢ଼ିଆ ଦେଖାଯାଉଛି
 +
 
|-
 
|-
 
|04:54
 
|04:54
 
| ତେଣୁ, ରଙ୍ଗ ପରିଭାଷାର ସଠିକ୍ ପ୍ରଣାଳୀ ଚୟନ ଏହି ଟୂଲ୍ ସହିତ ଭଲ ପରିଣାମ ଦେଇଥାଏ   
 
| ତେଣୁ, ରଙ୍ଗ ପରିଭାଷାର ସଠିକ୍ ପ୍ରଣାଳୀ ଚୟନ ଏହି ଟୂଲ୍ ସହିତ ଭଲ ପରିଣାମ ଦେଇଥାଏ   
 +
 
|-
 
|-
 
|05:05
 
|05:05
 
| ମୁଁ Quick Maskରେ କ୍ଲିକ୍ କରିବି ଓ ଏଠାରେ ଆପଣ ଏହା ପାଖାପାଖି ସଠିକ୍ ହୋଇଯିବାର ଦେଖିପାରୁଥିବେ; କେବଳ କିଛି ଭାଗ ମରାମତି କରିବାର ଅଛି ଓ ତାହାକୁ ମୁଁ Quick Maskରେ ପେଣ୍ଟ କରିବି, ଏହି ସିଲେକ୍ସନ୍ ଟୂଲ୍ ଗୁଡ଼ିକରେ ନୁହେଁ   
 
| ମୁଁ Quick Maskରେ କ୍ଲିକ୍ କରିବି ଓ ଏଠାରେ ଆପଣ ଏହା ପାଖାପାଖି ସଠିକ୍ ହୋଇଯିବାର ଦେଖିପାରୁଥିବେ; କେବଳ କିଛି ଭାଗ ମରାମତି କରିବାର ଅଛି ଓ ତାହାକୁ ମୁଁ Quick Maskରେ ପେଣ୍ଟ କରିବି, ଏହି ସିଲେକ୍ସନ୍ ଟୂଲ୍ ଗୁଡ଼ିକରେ ନୁହେଁ   
 +
 
|-
 
|-
 
|05:25
 
|05:25
 
| ଯଦି ଆପଣ ମୋଡ୍ ଚୟନ କରିପାରୁନାହାଁନ୍ତି, ତେବେ ଆପଣ ନିଜ ଇମେଜକୁ Channels ମୋଡ୍ ରେ ଭିନ୍ନ ଚାନେଲ୍ ରେ ଦେଖିପାରିବେ   
 
| ଯଦି ଆପଣ ମୋଡ୍ ଚୟନ କରିପାରୁନାହାଁନ୍ତି, ତେବେ ଆପଣ ନିଜ ଇମେଜକୁ Channels ମୋଡ୍ ରେ ଭିନ୍ନ ଚାନେଲ୍ ରେ ଦେଖିପାରିବେ   
 +
 
|-
 
|-
 
|05:41
 
|05:41
 
| Blue ଚାନେଲ୍ ଚୟନ କରନ୍ତୁ ଏବଂ ଆପଣ ଦେଖିପାରିବେ ଯେ, ସବୁକିଛି, Blue Value ସହିତ ପାଖାପାଖି ସମାନ  
 
| Blue ଚାନେଲ୍ ଚୟନ କରନ୍ତୁ ଏବଂ ଆପଣ ଦେଖିପାରିବେ ଯେ, ସବୁକିଛି, Blue Value ସହିତ ପାଖାପାଖି ସମାନ  
 +
 
|-
 
|-
 
|05:50
 
|05:50
 
| Green ଚାନେଲ୍ ରେ କିଛି ପାର୍ଥକ୍ୟ ଅଛି
 
| Green ଚାନେଲ୍ ରେ କିଛି ପାର୍ଥକ୍ୟ ଅଛି
 +
 
|-
 
|-
 
|05:55
 
|05:55
 
| Red ଚାନେଲ୍ ରେ, ଏଠାରେ ପ୍ରାୟ ସମାନ  
 
| Red ଚାନେଲ୍ ରେ, ଏଠାରେ ପ୍ରାୟ ସମାନ  
 +
 
|-
 
|-
 
|05:59
 
|05:59
 
| ତେଣୁ ମୁଁ, ସିଲେକ୍ଟିଙ୍ଗ୍ କିମ୍ୱା ଏହି ମାମଲାରେ Hue ଚାନେଲ୍ ପାଇଁ Green ଚାନେଲ୍ ଚୟନ କରିବି   
 
| ତେଣୁ ମୁଁ, ସିଲେକ୍ଟିଙ୍ଗ୍ କିମ୍ୱା ଏହି ମାମଲାରେ Hue ଚାନେଲ୍ ପାଇଁ Green ଚାନେଲ୍ ଚୟନ କରିବି   
 +
 
|-
 
|-
 
|06:10
 
|06:10
 
| ଏଠାରେ ପରବର୍ତ୍ତୀ ଟୂଲ୍ ହେଉଛି Selecting Colour ଏବଂ ଏଥିରେ ସମାନ କାର୍ଯ୍ୟକାରିତା ଓ ବିକଳ୍ପ ଅଛି  
 
| ଏଠାରେ ପରବର୍ତ୍ତୀ ଟୂଲ୍ ହେଉଛି Selecting Colour ଏବଂ ଏଥିରେ ସମାନ କାର୍ଯ୍ୟକାରିତା ଓ ବିକଳ୍ପ ଅଛି  
 +
 
|-
 
|-
 
|06:19
 
|06:19
 
| ଏଥିରେ କେବଳ ଗୋଟିଏ ପାର୍ଥକ୍ୟ ଅଛି  
 
| ଏଥିରେ କେବଳ ଗୋଟିଏ ପାର୍ଥକ୍ୟ ଅଛି  
 +
 
|-
 
|-
 
|06:22
 
|06:22
 
| ଯଦି ଆପଣ ଏଠାରେ କ୍ଲିକ୍ କରିବେ, ଏହି ରଙ୍ଗ ସହିତ ଗୋଟିଏ କ୍ରମାଗତ ଏରିଆ ବଦଳରେ ସମସ୍ତ ଫିଲ୍ଡସ୍ ଚୟନ କରିବେ
 
| ଯଦି ଆପଣ ଏଠାରେ କ୍ଲିକ୍ କରିବେ, ଏହି ରଙ୍ଗ ସହିତ ଗୋଟିଏ କ୍ରମାଗତ ଏରିଆ ବଦଳରେ ସମସ୍ତ ଫିଲ୍ଡସ୍ ଚୟନ କରିବେ
 +
 
|-
 
|-
 
|06:32
 
|06:32
 
| Colour Selection ଟୂଲ୍, ସମାନ ରଙ୍ଗ ସହ ସମସ୍ତ କ୍ଷେତ୍ର ଚୟନ କରିଥାଏ   
 
| Colour Selection ଟୂଲ୍, ସମାନ ରଙ୍ଗ ସହ ସମସ୍ତ କ୍ଷେତ୍ର ଚୟନ କରିଥାଏ   
 +
 
|-
 
|-
 
|06:41
 
|06:41
 
| ପରବର୍ତ୍ତୀ ଟୂଲ୍ ର ନାମ ହେଉଛି Intelligent Scissors ବା Scissors Selection Tool  
 
| ପରବର୍ତ୍ତୀ ଟୂଲ୍ ର ନାମ ହେଉଛି Intelligent Scissors ବା Scissors Selection Tool  
 +
 
|-
 
|-
 
|06:48
 
|06:48
 
| ଏହି ଅଲଗୋରିଦମ୍ ଧାରକୁ ଖୋଜେ ଓ ସେଗୁଡ଼ିକୁ ସିଲେକ୍ସନ୍ ସହିତ ଅନୁସରଣ କରିବାକୁ ଚେଷ୍ଟା କରେ
 
| ଏହି ଅଲଗୋରିଦମ୍ ଧାରକୁ ଖୋଜେ ଓ ସେଗୁଡ଼ିକୁ ସିଲେକ୍ସନ୍ ସହିତ ଅନୁସରଣ କରିବାକୁ ଚେଷ୍ଟା କରେ
 +
 
|-
 
|-
 
|06:56
 
|06:56
 
| ଆଉ ମୁଁ ଏଠାରେ ଥିବା ଏହି ଲେଟର୍ ବକ୍ସଗୁଡ଼ିକୁ ଚୟନ କରିବାକୁ ଚାହୁଁଛି  
 
| ଆଉ ମୁଁ ଏଠାରେ ଥିବା ଏହି ଲେଟର୍ ବକ୍ସଗୁଡ଼ିକୁ ଚୟନ କରିବାକୁ ଚାହୁଁଛି  
 +
 
|-
 
|-
 
|07:10
 
|07:10
 
| ତେଣୁ, ମୁଁ Selection Toolକୁ ଆକ୍ଟିଭେଟ୍ କଲି ଓ ପଏଣ୍ଟକୁ ଏଠାକୁ ଟାଣି ଆଣିଲି. କର୍ସର୍ ପାଖରେ ମୋତେ ଗୋଟିଏ ପ୍ଲସ୍ ଚିହ୍ନ ମିଳିଲା ଓ ମୁଁ କେବଳ ପଏଣ୍ଟଗୁଡ଼ିକୁ ଚୟନ କରିନେଲି   
 
| ତେଣୁ, ମୁଁ Selection Toolକୁ ଆକ୍ଟିଭେଟ୍ କଲି ଓ ପଏଣ୍ଟକୁ ଏଠାକୁ ଟାଣି ଆଣିଲି. କର୍ସର୍ ପାଖରେ ମୋତେ ଗୋଟିଏ ପ୍ଲସ୍ ଚିହ୍ନ ମିଳିଲା ଓ ମୁଁ କେବଳ ପଏଣ୍ଟଗୁଡ଼ିକୁ ଚୟନ କରିନେଲି   
 +
 
|-
 
|-
 
|07:42
 
|07:42
 
| ଅଲଗୋରିଦମ୍, ବର୍ଡରଗୁଡ଼ିକୁ ଅନୁସରଣ କରିବା ଦରକାର, ଆଉ ଏଠାରେ ଆପଣ ଦେଖିପାରିବେ, ଏହା ଅନ୍ୟ ମାର୍ଗ ନିଏନି, ଏହା ଭିତର ମାର୍ଗ ନିଏ  
 
| ଅଲଗୋରିଦମ୍, ବର୍ଡରଗୁଡ଼ିକୁ ଅନୁସରଣ କରିବା ଦରକାର, ଆଉ ଏଠାରେ ଆପଣ ଦେଖିପାରିବେ, ଏହା ଅନ୍ୟ ମାର୍ଗ ନିଏନି, ଏହା ଭିତର ମାର୍ଗ ନିଏ  
 +
 
|-
 
|-
 
|07:56
 
|07:56
 
| ମୁଁ ଇମେଜକୁ ଯୂମ୍ କଲି, ଆଉ ଏବେ ମୁଁ ଏହି ପଏଣ୍ଟକୁ ଏଠାପର୍ଯ୍ୟନ୍ତ ଟାଣି ପାରିବି. ଏହି ପଏଣ୍ଟ ଚୟନ କରିବାରେ ଗୋଟିଏ ଭୁଲ୍ ହୋଇଗଲା   
 
| ମୁଁ ଇମେଜକୁ ଯୂମ୍ କଲି, ଆଉ ଏବେ ମୁଁ ଏହି ପଏଣ୍ଟକୁ ଏଠାପର୍ଯ୍ୟନ୍ତ ଟାଣି ପାରିବି. ଏହି ପଏଣ୍ଟ ଚୟନ କରିବାରେ ଗୋଟିଏ ଭୁଲ୍ ହୋଇଗଲା   
 +
 
|-
 
|-
 
|08:13
 
|08:13
 
| ତେଣୁ, ମୁଁ ଏହି ପଏଣ୍ଟଗୁଡ଼ିକୁ ଉପରକୁ ଟାଣିଦେଲି, ଯେଉଁଥିରୁ ଆପଣ ଅଲଗୋରିଦମ୍, ବର୍ଡର୍ କୁ ଅନୁସରଣ କରୁଥିବାର ଦେଖିପାରିବେ, ଯଦି ଆପଣ ଅନୁସରଣ କରିବାକୁ ପର୍ଯ୍ୟାପ୍ତ ସୂଚନା ଦେଇଥିବେ  
 
| ତେଣୁ, ମୁଁ ଏହି ପଏଣ୍ଟଗୁଡ଼ିକୁ ଉପରକୁ ଟାଣିଦେଲି, ଯେଉଁଥିରୁ ଆପଣ ଅଲଗୋରିଦମ୍, ବର୍ଡର୍ କୁ ଅନୁସରଣ କରୁଥିବାର ଦେଖିପାରିବେ, ଯଦି ଆପଣ ଅନୁସରଣ କରିବାକୁ ପର୍ଯ୍ୟାପ୍ତ ସୂଚନା ଦେଇଥିବେ  
 +
 
|-
 
|-
 
|08:30
 
|08:30
 
| ଏହା ବହୁତ ଭଲ ଦେଖାଯାଉଛି, କିନ୍ତୁ ମୁଁ ଏହାକୁ ସାଧାରଣତଃ ବ୍ୟବହାର କରେ ନାହିଁ, କାରଣ ଏହା କରିବାକୁ ଆହୁରି ଭଲ ରାସ୍ତା ଅଛି   
 
| ଏହା ବହୁତ ଭଲ ଦେଖାଯାଉଛି, କିନ୍ତୁ ମୁଁ ଏହାକୁ ସାଧାରଣତଃ ବ୍ୟବହାର କରେ ନାହିଁ, କାରଣ ଏହା କରିବାକୁ ଆହୁରି ଭଲ ରାସ୍ତା ଅଛି   
 +
 
|-
 
|-
 
|08:44
 
|08:44
 
| ମୁଁ, Colour Selection Tool ବ୍ୟବହାର କରିବାକୁ ଭାବୁଛି, କାରଣ ଏହା ସବୁବେଳେ ଭୁଲ୍ ରାସ୍ତା ନିଏ  
 
| ମୁଁ, Colour Selection Tool ବ୍ୟବହାର କରିବାକୁ ଭାବୁଛି, କାରଣ ଏହା ସବୁବେଳେ ଭୁଲ୍ ରାସ୍ତା ନିଏ  
|-
+
 
 +
|-
 
|08:56
 
|08:56
 
| ତେଣୁ ମୁଁ, Selection ସହିତ ସମାପ୍ତ କଲି  
 
| ତେଣୁ ମୁଁ, Selection ସହିତ ସମାପ୍ତ କଲି  
 +
 
|-
 
|-
 
|09:10
 
|09:10
 
| ମୁଁ, ଏଠାରେ ଥିବା ପ୍ରଥମ ପଏଣ୍ଟ ଉପରେ କ୍ଲିକ୍ କଲି ଓ କର୍ସର୍ ପ୍ଲସ୍ ରେ ବଦଳିଗଲା   
 
| ମୁଁ, ଏଠାରେ ଥିବା ପ୍ରଥମ ପଏଣ୍ଟ ଉପରେ କ୍ଲିକ୍ କଲି ଓ କର୍ସର୍ ପ୍ଲସ୍ ରେ ବଦଳିଗଲା   
 +
 
|-
 
|-
 
|09:17
 
|09:17
 
| ଏବେ, ପରବର୍ତ୍ତୀ ପଏଣ୍ଟ ରଖନ୍ତୁ. ମୋ ପାଖରେ ଏହି ଦୁଇଟି ଲୂପ୍ ବାହାର କରିବାକୁ ଦୁଇଟି ରିଙ୍ଗ୍ସ ଅଛି  
 
| ଏବେ, ପରବର୍ତ୍ତୀ ପଏଣ୍ଟ ରଖନ୍ତୁ. ମୋ ପାଖରେ ଏହି ଦୁଇଟି ଲୂପ୍ ବାହାର କରିବାକୁ ଦୁଇଟି ରିଙ୍ଗ୍ସ ଅଛି  
 +
 
|-
 
|-
 
|09:25
 
|09:25
 
| ମୁଁ ଏବେବି ଏହି ପଏଣ୍ଟକୁ ଏଠାରେ ଚାରିପଟେ ବୁଲାଇପାରିବି ଓ ସିଲେକ୍ସନ୍ କୁ ଉତ୍ତମ କରିପାରିବି   
 
| ମୁଁ ଏବେବି ଏହି ପଏଣ୍ଟକୁ ଏଠାରେ ଚାରିପଟେ ବୁଲାଇପାରିବି ଓ ସିଲେକ୍ସନ୍ କୁ ଉତ୍ତମ କରିପାରିବି   
 +
 
|-
 
|-
 
|09:33
 
|09:33
 
| ମୁଁ ଏବେ ଯେତେବେଳେ ସିଲେକ୍ସନ୍ ଉପରେ ଦ୍ୱିତୀୟଥର ପାଇଁ କ୍ଲିକ୍ କରେ, Selection ଚୟନ ହୁଏ  
 
| ମୁଁ ଏବେ ଯେତେବେଳେ ସିଲେକ୍ସନ୍ ଉପରେ ଦ୍ୱିତୀୟଥର ପାଇଁ କ୍ଲିକ୍ କରେ, Selection ଚୟନ ହୁଏ  
 +
 
|-
 
|-
 
|09:42
 
|09:42
 
| ଆଉ, କ୍ୱାଲିଟୀକୁ ଦେଖିବା ପାଇଁ, ମୁଁ Quick Mask ସକ୍ରିୟ କଲି ଓ ତା’ଉପରେ ଯୂମ୍ କଲି  
 
| ଆଉ, କ୍ୱାଲିଟୀକୁ ଦେଖିବା ପାଇଁ, ମୁଁ Quick Mask ସକ୍ରିୟ କଲି ଓ ତା’ଉପରେ ଯୂମ୍ କଲି  
 +
 
|-
 
|-
 
|09:57
 
|09:57
 
| ଏବେ ମୁଁ, ସିଲେକ୍ସନ୍ ଚାରିପଟେ ଦେଖୁଛି  
 
| ଏବେ ମୁଁ, ସିଲେକ୍ସନ୍ ଚାରିପଟେ ଦେଖୁଛି  
 +
 
|-
 
|-
 
|10:04
 
|10:04
 
| ଏହା ହେଉଛି ମୋର ଭୁଲ୍, ମୋର ଏଠାରେ କ୍ଲିକ୍ କରିବାର ଥିଲା  
 
| ଏହା ହେଉଛି ମୋର ଭୁଲ୍, ମୋର ଏଠାରେ କ୍ଲିକ୍ କରିବାର ଥିଲା  
 +
 
|-
 
|-
 
|10:10
 
|10:10
 
| ଏହା ହେଉଛି ବହୁତ ବୁଦ୍ଧିମାନ କଇଁଚି  
 
| ଏହା ହେଉଛି ବହୁତ ବୁଦ୍ଧିମାନ କଇଁଚି  
 +
 
|-
 
|-
 
|10:17
 
|10:17
 
| ଆଜି ମୁଁ କଭର୍ କରିବାକୁ ଥିବା ପରବର୍ତ୍ତୀ ଓ ଶେଷ ଟୂଲ୍ ହେଉଛି Foreground Selection Tool     
 
| ଆଜି ମୁଁ କଭର୍ କରିବାକୁ ଥିବା ପରବର୍ତ୍ତୀ ଓ ଶେଷ ଟୂଲ୍ ହେଉଛି Foreground Selection Tool     
 +
 
|-
 
|-
 
|10:24
 
|10:24
 
| କିଛି ସମୟ ପୂର୍ବରୁ ଯେତେବେଳେ ଅଲଗୋରିଦମ୍ ବାହାରକୁ ଆସିଥିଲା, ବହୁତ ଉତ୍ତେଜନାପୂର୍ଣ୍ଣ ଥିଲା, କିନ୍ତୁ GIMPରେ ଏହାର ବ୍ୟବହାର ଏତେ ଉତ୍ତେଜନାପୂର୍ଣ୍ଣ ନୁହେଁ  
 
| କିଛି ସମୟ ପୂର୍ବରୁ ଯେତେବେଳେ ଅଲଗୋରିଦମ୍ ବାହାରକୁ ଆସିଥିଲା, ବହୁତ ଉତ୍ତେଜନାପୂର୍ଣ୍ଣ ଥିଲା, କିନ୍ତୁ GIMPରେ ଏହାର ବ୍ୟବହାର ଏତେ ଉତ୍ତେଜନାପୂର୍ଣ୍ଣ ନୁହେଁ  
 +
 
|-
 
|-
 
|10:37
 
|10:37
 
| ତଥାପି, ଚାଲନ୍ତୁ ଏହାକୁ ଦେଖିବା   
 
| ତଥାପି, ଚାଲନ୍ତୁ ଏହାକୁ ଦେଖିବା   
 +
 
|-
 
|-
 
|10:41
 
|10:41
 
| ଏଠାରେ ସେହି ସମାନ ମୋଡ୍ସ ଅଛି ଓ Antialiasing ସକ୍ରିୟଯୋଗ୍ୟ ନୁହେଁ   
 
| ଏଠାରେ ସେହି ସମାନ ମୋଡ୍ସ ଅଛି ଓ Antialiasing ସକ୍ରିୟଯୋଗ୍ୟ ନୁହେଁ   
 +
 
|-
 
|-
 
|10:48
 
|10:48
 
| ଆଉ ଏଠାରେ, ମୁଁ ଗୋଟିଏ କ୍ଷେତ୍ର, କେବଳ ମୂର୍ତ୍ତିକୁ ଚୟନ କରିବାକୁ ଚାହୁଁଛି
 
| ଆଉ ଏଠାରେ, ମୁଁ ଗୋଟିଏ କ୍ଷେତ୍ର, କେବଳ ମୂର୍ତ୍ତିକୁ ଚୟନ କରିବାକୁ ଚାହୁଁଛି
 +
 
|-
 
|-
 
|10:57
 
|10:57
 
| ତେଣୁ, ଉତ୍ତମ ନିୟନ୍ତ୍ରଣ ପାଇବା ପାଇଁ ମୁଁ ପ୍ରଥମେ ଇମେଜ୍ ଉପରେ ଯୂମ୍ କରୁଛି   
 
| ତେଣୁ, ଉତ୍ତମ ନିୟନ୍ତ୍ରଣ ପାଇବା ପାଇଁ ମୁଁ ପ୍ରଥମେ ଇମେଜ୍ ଉପରେ ଯୂମ୍ କରୁଛି   
 +
 
|-
 
|-
 
|11:06
 
|11:06
 
| ଏବେ ମୁଁ, Selection Tool ଚୟନ କରିବି. ମୁଁ Contiguous Region କିମ୍ୱା ଭିନ୍ନ Region ଚୟନ କରିପାରିବି, କିନ୍ତୁ ମୁଁ Contiguous Region ଚୟନ କରିବି   
 
| ଏବେ ମୁଁ, Selection Tool ଚୟନ କରିବି. ମୁଁ Contiguous Region କିମ୍ୱା ଭିନ୍ନ Region ଚୟନ କରିପାରିବି, କିନ୍ତୁ ମୁଁ Contiguous Region ଚୟନ କରିବି   
 +
 
|-
 
|-
 
|11:21
 
|11:21
 
| ପ୍ରଥମେ ମୁଁ, Automatic Laser Tool ଦ୍ୱାରା ଏଠାରେ ଏକ ରଫ୍ ସିଲେକ୍ସନ୍ କରିବି.  ଆଉ ଏବେ ଆପଣ ଦେଖିପାରୁଥିବେ ଯେ, ଚୟନ ହୋଇନଥିବା କ୍ଷେତ୍ରଟି ନୀଳ ରଙ୍ଗରେ ଅଛି   
 
| ପ୍ରଥମେ ମୁଁ, Automatic Laser Tool ଦ୍ୱାରା ଏଠାରେ ଏକ ରଫ୍ ସିଲେକ୍ସନ୍ କରିବି.  ଆଉ ଏବେ ଆପଣ ଦେଖିପାରୁଥିବେ ଯେ, ଚୟନ ହୋଇନଥିବା କ୍ଷେତ୍ରଟି ନୀଳ ରଙ୍ଗରେ ଅଛି   
 +
 
|-
 
|-
 
|11:44
 
|11:44
 
| ମୁଁ ଏଠାରେ ଥିବା ବ୍ରଶ୍ କୁ ଚୟନ କରୁଛି ଓ ଏହି ସ୍ଲାଇଡର୍ ଦ୍ୱାରା ମୁଁ ବ୍ରଶ୍ ର ବ୍ୟାସାର୍ଦ୍ଧକୁ ନିୟନ୍ତ୍ରଣ କରିପାରିବି, ଆଉ ଯାହାକୁ ମୁଁ ଚୟନ କରିବାକୁ ଚାହୁଁଛି, ତାହାକୁ ଏହି ଜିନିଷ ମାଧ୍ୟମରେ ପେଣ୍ଟ କରିବି  
 
| ମୁଁ ଏଠାରେ ଥିବା ବ୍ରଶ୍ କୁ ଚୟନ କରୁଛି ଓ ଏହି ସ୍ଲାଇଡର୍ ଦ୍ୱାରା ମୁଁ ବ୍ରଶ୍ ର ବ୍ୟାସାର୍ଦ୍ଧକୁ ନିୟନ୍ତ୍ରଣ କରିପାରିବି, ଆଉ ଯାହାକୁ ମୁଁ ଚୟନ କରିବାକୁ ଚାହୁଁଛି, ତାହାକୁ ଏହି ଜିନିଷ ମାଧ୍ୟମରେ ପେଣ୍ଟ କରିବି  
 +
 
|-
 
|-
 
|11:59
 
|11:59
 
| ଇମେଜରେ ରଖିବାକୁ ଚାହୁଁନଥିବା ଜିନିଷକୁ ମୁଁ ଯେପରି ଚୟନ ନକରେ, ତାକୁ ଦେଖିବାକୁ ହେବ  
 
| ଇମେଜରେ ରଖିବାକୁ ଚାହୁଁନଥିବା ଜିନିଷକୁ ମୁଁ ଯେପରି ଚୟନ ନକରେ, ତାକୁ ଦେଖିବାକୁ ହେବ  
 +
 
|-
 
|-
 
|12:17
 
|12:17
 
| ମୁଁ ଯେତେବେଳେ ମାଉସ୍ ବଟନ୍ କୁ ଛାଡ଼େ, ଅଲଗୋରିଦମ୍ କାମ କରିବା ଆରମ୍ଭ କରେ ଏବଂ ଏଠାରେ ଥିବା କେତେକ କ୍ଷେତ୍ରଗୁଡ଼ିକୁ ଚୟନ କରିବାକୁ ହେବ   
 
| ମୁଁ ଯେତେବେଳେ ମାଉସ୍ ବଟନ୍ କୁ ଛାଡ଼େ, ଅଲଗୋରିଦମ୍ କାମ କରିବା ଆରମ୍ଭ କରେ ଏବଂ ଏଠାରେ ଥିବା କେତେକ କ୍ଷେତ୍ରଗୁଡ଼ିକୁ ଚୟନ କରିବାକୁ ହେବ   
 +
 
|-
 
|-
 
|12:27
 
|12:27
 
| ପ୍ରତ୍ୟେକ ଥର ସିଲେକ୍ସନ୍ ଅପଡେଟ୍ ହେଲେ, ମୁଁ ପେଣ୍ଟ କରିଥିବା ଜିନିଷ ସହିତ ସମାନ ଏରିଆ, ଚୟନିତ ହୁଏ   
 
| ପ୍ରତ୍ୟେକ ଥର ସିଲେକ୍ସନ୍ ଅପଡେଟ୍ ହେଲେ, ମୁଁ ପେଣ୍ଟ କରିଥିବା ଜିନିଷ ସହିତ ସମାନ ଏରିଆ, ଚୟନିତ ହୁଏ   
 +
 
|-
 
|-
 
|12:42
 
|12:42
 
| ଏବେ ମୁଁ, Mark Background ଉପରେ କ୍ଲିକ୍ କରିବି ଓ ବ୍ୟାକଗ୍ରାଉଣ୍ଡ ପେଣ୍ଟ କରିବା ଆରମ୍ଭ କରିବି, ଯାହାକୁ ମୁଁ ଇମେଜରେ ରଖିବାକୁ ଚାହୁଁନାହିଁ  
 
| ଏବେ ମୁଁ, Mark Background ଉପରେ କ୍ଲିକ୍ କରିବି ଓ ବ୍ୟାକଗ୍ରାଉଣ୍ଡ ପେଣ୍ଟ କରିବା ଆରମ୍ଭ କରିବି, ଯାହାକୁ ମୁଁ ଇମେଜରେ ରଖିବାକୁ ଚାହୁଁନାହିଁ  
 +
 
|-
 
|-
 
|12:54
 
|12:54
 
| ଚୟନିତ ହୋଇଥିବା ଓ ଚୟନିତ ହୋଇନଥିବା ଭାଗ ମଧ୍ୟରେ ଅଧିକ ପ୍ରଭେଦ ଥିଲେ ଏହି ଟୂଲ୍ ଭଲ ଭାବରେ କାମ କରେ ଓ ଏଠାରେ ପ୍ରଭେଦ ଅଧିକ ନାହିଁ   
 
| ଚୟନିତ ହୋଇଥିବା ଓ ଚୟନିତ ହୋଇନଥିବା ଭାଗ ମଧ୍ୟରେ ଅଧିକ ପ୍ରଭେଦ ଥିଲେ ଏହି ଟୂଲ୍ ଭଲ ଭାବରେ କାମ କରେ ଓ ଏଠାରେ ପ୍ରଭେଦ ଅଧିକ ନାହିଁ   
 +
 
|-
 
|-
 
|13:12
 
|13:12
 
| ସିଲେକ୍ସନ୍ ଆକ୍ସେପ୍ଟ କରିବାକୁ Enter ଦାବନ୍ତୁ  
 
| ସିଲେକ୍ସନ୍ ଆକ୍ସେପ୍ଟ କରିବାକୁ Enter ଦାବନ୍ତୁ  
 +
 
|-
 
|-
 
|13:17
 
|13:17
 
| ମୁଁ ଭାବୁଛି, ଏହି ଟୂଲ୍ କିପରି କାମ କରେ ତାହା ଉପରେ ଆପଣ କିଛି ଧାରଣା ପାଇଥିବେ  
 
| ମୁଁ ଭାବୁଛି, ଏହି ଟୂଲ୍ କିପରି କାମ କରେ ତାହା ଉପରେ ଆପଣ କିଛି ଧାରଣା ପାଇଥିବେ  
 +
 
|-
 
|-
 
|13:27
 
|13:27
 
| Paths ଟୂଲ୍ ମଧ୍ୟ ଏହି ଭାଗ ସହ ସମ୍ୱନ୍ଧିତ, କିନ୍ତୁ ପରେ କେତେବେଳେ ମୁଁ ତାକୁ କଭର୍ କରିବି  
 
| Paths ଟୂଲ୍ ମଧ୍ୟ ଏହି ଭାଗ ସହ ସମ୍ୱନ୍ଧିତ, କିନ୍ତୁ ପରେ କେତେବେଳେ ମୁଁ ତାକୁ କଭର୍ କରିବି  
 +
 
|-
 
|-
 
|13:36
 
|13:36
 
| Select ମେନୁରେ, Selections ସହିତ ଆପଣ ଆଉ କିଛି ଜିନିଷ କରିପାରିବେ. ତାକୁ ମଧ୍ୟ ମୁଁ ଅନ୍ୟ କେତେବେଳେ କଭର୍ କରିବି  
 
| Select ମେନୁରେ, Selections ସହିତ ଆପଣ ଆଉ କିଛି ଜିନିଷ କରିପାରିବେ. ତାକୁ ମଧ୍ୟ ମୁଁ ଅନ୍ୟ କେତେବେଳେ କଭର୍ କରିବି  
 +
 
|-
 
|-
 
|13:48
 
|13:48
 
| ତେଣୁ, ଏହି ଟ୍ୟୁଟୋରିଆଲ୍ ପାଇଁ ଏତିକି  
 
| ତେଣୁ, ଏହି ଟ୍ୟୁଟୋରିଆଲ୍ ପାଇଁ ଏତିକି  
 +
 
|-
 
|-
 
|13:52
 
|13:52
 
| ମୁଁ ଆପଣଙ୍କର ମତାମତ ଶୁଣିବାକୁ ଚାହୁଁଛି ଓ ଆପଣଙ୍କୁ କଥା ଦେଉଛି ଯେ, ଦର୍ଶକଙ୍କ ଦ୍ୱାରା ଜେନେରେଟ୍ ହୋଇଥିବା କଣ୍ଟେଣ୍ଟ ସହିତ ପରବର୍ତ୍ତୀ ଶୋ’ରେ ପୂରା ନୂଆ ଜିନିଷ ଥିବ   
 
| ମୁଁ ଆପଣଙ୍କର ମତାମତ ଶୁଣିବାକୁ ଚାହୁଁଛି ଓ ଆପଣଙ୍କୁ କଥା ଦେଉଛି ଯେ, ଦର୍ଶକଙ୍କ ଦ୍ୱାରା ଜେନେରେଟ୍ ହୋଇଥିବା କଣ୍ଟେଣ୍ଟ ସହିତ ପରବର୍ତ୍ତୀ ଶୋ’ରେ ପୂରା ନୂଆ ଜିନିଷ ଥିବ   
 +
 
|-
 
|-
 
|14:05
 
|14:05
 
| meetthegimp.orgରେ ଥିବା ଶୋ’ ନୋଟ୍ସରେ ଆପଣ ଏହି ଫାଇଲ୍ ପାଇଁ ଏକ ଲିଙ୍କ ପାଇବେ ଏବଂ ଯଦି ଆପଣ କିଛି ମତାମତ ଛାଡ଼ିବାକୁ ଚାହୁଁଛନ୍ତି, ତେବେ ଦୟାକରି ତାହା କରନ୍ତୁ   
 
| meetthegimp.orgରେ ଥିବା ଶୋ’ ନୋଟ୍ସରେ ଆପଣ ଏହି ଫାଇଲ୍ ପାଇଁ ଏକ ଲିଙ୍କ ପାଇବେ ଏବଂ ଯଦି ଆପଣ କିଛି ମତାମତ ଛାଡ଼ିବାକୁ ଚାହୁଁଛନ୍ତି, ତେବେ ଦୟାକରି ତାହା କରନ୍ତୁ   
 +
 
|-
 
|-
 
|14:19
 
|14:19
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
 +
|}

Latest revision as of 17:07, 6 April 2017

Time Narration
00:23 Meet The GIMPକୁ ସ୍ୱାଗତ.
00:25 ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି
00:31 ଆଜି ଆମେ Fuzzy Select Tool ବିଷୟରେ କଥା ହେବା
00:36 ଏହା, Select By Colour Tool ସହିତ ପାଖାପାଖି ସମାନ
00:40 କିନ୍ତୁ, Fuzzy Select Tool କେବଳ ନିକଟବର୍ତ୍ତୀ କ୍ଷେତ୍ର ସିଲେକ୍ଟ କରିଥିବାବେଳେ Colour Select Tool ସମାନ ରଙ୍ଗ ବିଶିଷ୍ଟ ସମସ୍ତ କ୍ଷେତ୍ର ଚୟନ କରିଥାଏ
00:54 ଏଥିରେ କେତେକ ସମାନ ବିକଳ୍ପ ଅଛି, ଯେପରି Replace, Add, Subtract ଓ Intersect with the Current Selection. ମୁଁ ଏବେ Replace ଚୟନ କରିବି
01:08 ଏଠାରେ ଆପଣ ସେହି ବିକଳ୍ପ ଦେଖିପାରିବେ, Antialiasing
01:13 ଯଦି ଆମେ Antialiasing ଚୟନ କରୁଛେ, ତେବେ ଚୟନ କରାଯାଇଥିବା ବର୍ଡର୍ ଶାର୍ପ ହୁଏନାହିଁ ଓ ଆପଣ ସ୍ମୂଥ୍ କର୍ନର୍ସ ପାଇବେ
01:23 ଆଉ ଯଦି ଏହାକୁ ଚୟନ କରାଯାଇନଥାଏ, ତେବେ ଆପଣ, ଚୟନିତ ଓ ଅଚୟନିତ ମଧ୍ୟରେ ପ୍ରକୃତରେ ଏକ ଶାର୍ପ ବର୍ଡର୍ ପାଇବେ
01:33 ପରବର୍ତ୍ତୀ ବିକଳ୍ପଗୁଡ଼ିକ ହେଉଛି Feather Edges ଓ Select Transparent Areas
01:41 ବୋଧହୁଏ, Mask Sensorର ବ୍ୟବହାର ସମୟରେ Select Transparent Areas ଉପଯୋଗୀ ଅଟେ
01:50 Sample Merged ଅନ୍ୟ ପରି ସମାନ ଓ ଏହା ସମସ୍ତ Visible Layers ଚୟନ କରିଥାଏ
01:58 ଯଦି ଚୟନିତ ନହୋଇଥାଏ, ତେବେ ଏହା ସାମ୍ପ୍ରତିକ ଲେୟର୍ ଉପରେ କାମ କରେ
02:04 ଯଦି ଆପଣ, ଇମେଜର ସମୁଦାୟ ଆଉଟପୁଟ୍ ରୁ କିଛି ଚୟନ କରିବାକୁ ଚାହୁଁଛନ୍ତି, ତେବେ ଏହି ବିକଳ୍ପର ଚୟନ କରନ୍ତୁ
02:11 ଏଠାରେ Threshold ଅଛି, ଯାହା କିଛି ଯଦି ସିଲେକ୍ସନ୍ ବାହାରକୁ ଚାଲିଯାଏ କିମ୍ୱା ସିଲେକ୍ସନ୍ ରେ ରଙ୍ଗଗୁଡ଼ିକ ମଧ୍ୟରେ କେତେ ପାର୍ଥକ୍ୟର ଅନୁମତି ଅଛି, ତାହା ପରିଭାଷିତ କରିଥାଏ
02:24 ଏହା, ସେହି ପିକ୍ସେଲ୍ସ ଚୟନ କରିବାରେ ସାହାଯ୍ୟ କରିଥାଏ, ଯେଉଁଥିରେ ଗୋଟିଏ ନିଶ୍ଚିତ ରଙ୍ଗ ଥାଏ
02:30 ପରବର୍ତ୍ତୀ ମହତ୍ୱପୂର୍ଣ୍ଣ ସିଲେକ୍ସନ୍ ହେଉଛି, ସିଲେକ୍ସନ୍ ରେ ଆପଣ କେଉଁ ମୋଡ୍ ରଖିବାକୁ ଚାହୁଁଛନ୍ତି
02:37 ଆଡ୍ ହୋଇଥିବା Red, Green ଓ Blue ଚାନେଲ୍ସର ଗ୍ରେ ଭାଲ୍ୟୁ ହେଉଛି Composite ମୋଡ୍
02:44 ଆପଣଙ୍କର ସିଲେକ୍ସନ୍ ର ବେସ୍ ଭାବେ ଆପଣ Red, Green, Blue ଚାନେଲ୍ କିମ୍ୱା Hue, Saturation କିମ୍ୱା Value ଚାନେଲ୍ ର ଚୟନ କରିପାରିବେ
02:56 ଏବେ ଚାଲନ୍ତୁ Fuzzy Select Tool ଦେଖିବା
03:01 ମୁଁ ଇମେଜ୍ ରେ କ୍ଲିକ୍ କରୁଛି, ଆଉ Threshold ହେଉଛି ଶୂନ୍. ଚାଲନ୍ତୁ ଦେଖିବା କ’ଣ ହେଉଛି
03:08 ମୁଁ ଏପରି ଏକ ସିଲେକ୍ସନ୍ କରିବି, ଯାହା ଆକାରରେ ୱନ୍ (1) ପିକ୍ସେଲ୍ ଅଟେ
03:13 ଏବେ ମୁଁ, Thresholdର ପରିମାଣକୁ ବଢାଇ ପ୍ରାୟ 30 କରିବି ତଥା ଇମେଜ୍ ରେ କ୍ଲିକ୍ କରି ଏଠାରେ ଥିବା Toggle Quick Mask ଉପରେ କ୍ଲିକ୍ କରିବି
03:28 ସିଲେକ୍ଟ ହୋଇଥିବା ଏରିଆକୁ ଆପଣ ବର୍ତ୍ତମାନ ଦେଖିପାରିବେ
03:37 ମୁଁ Quick Mask Toggleକୁ ଡି-ସିଲେକ୍ଟ କରିଦେଉଛି. ଟୂଲ୍ ବକ୍ସ ପାଇଁ Tab ଦାବନ୍ତୁ ଓ ସବୁକିଛି ଅନସିଲେକ୍ଟ କରିବା ପାଇଁ Shift+Ctrl+A ଦାବନ୍ତୁ
03:49 ଏହାକୁ ମୁଁ ଟିକେ ଅନ୍ୟ ପ୍ରକାରରେ କରିବି, ଆଉ ସେଥିପାଇଁ ମୁଁ, Threshold ଶୂନ୍ କୁ ହ୍ରାସ କରି ଇମେଜ ଉପରେ କ୍ଲିକ୍ କରିବି ଓ ଏବେ ମୁଁ ମାଉସ୍ କୁ ତଳ ଓ ଡାହାଣକୁ ଆଙ୍କୁଛି
04:03 Thresholdକୁ ବୃଦ୍ଧି କଲେ, ମୁଁ ଏହି ନୀଳ ଏରିଆକୁ ଯିବାର ଆପଣ ଦେଖିପାରନ୍ତି, କିନ୍ତୁ ତଥାପି ମୁଁ କାନ୍ଥରେ ଅଛି
04:13 ମୁଁ ଭାବୁଛି, ଏହି ଟୂଲ୍ ଟି ଗ୍ରାଫିକ୍ ଡିଜାଇନର୍ ମାନଙ୍କ ପାଇଁ ଅଧିକ ଉପଯୋଗୀ, ଫୋଟୋଗ୍ରାଫର୍ ମାନଙ୍କ ପାଇଁ ନୁହେଁ
04:22 କେବଳ ମାଉସ୍ କୁ ଟାଣି ଆପଣ Thresholdକୁ ବଦଳାଇପାରିବେ
04:26 Colour Selection Toolରେ ମଧ୍ୟ ଏହା ସମାନ ଭାବରେ କାମ କରେ
04:32 Select Byକୁ ମୁଁ Compositeରୁ Hueକୁ ବଦଳାଇ ସେହି ସମାନ ପଏଣ୍ଟରେ କ୍ଲିକ୍ କଲି ଓ ତଳକୁ ଟାଣି ଆଣିଲି
04:43 ଆପଣ ଦେଖିପାରିବେ ଯେ, ପୂର୍ବରୁ ଥିବା ତୁଳନାରେ କାନ୍ଥର ନୀଳ, ସବୁଜ ଭାଗର ସିଲେକ୍ସନ୍ ବହୁତ ବଢ଼ିଆ ଦେଖାଯାଉଛି
04:54 ତେଣୁ, ରଙ୍ଗ ପରିଭାଷାର ସଠିକ୍ ପ୍ରଣାଳୀ ଚୟନ ଏହି ଟୂଲ୍ ସହିତ ଭଲ ପରିଣାମ ଦେଇଥାଏ
05:05 ମୁଁ Quick Maskରେ କ୍ଲିକ୍ କରିବି ଓ ଏଠାରେ ଆପଣ ଏହା ପାଖାପାଖି ସଠିକ୍ ହୋଇଯିବାର ଦେଖିପାରୁଥିବେ; କେବଳ କିଛି ଭାଗ ମରାମତି କରିବାର ଅଛି ଓ ତାହାକୁ ମୁଁ Quick Maskରେ ପେଣ୍ଟ କରିବି, ଏହି ସିଲେକ୍ସନ୍ ଟୂଲ୍ ଗୁଡ଼ିକରେ ନୁହେଁ
05:25 ଯଦି ଆପଣ ମୋଡ୍ ଚୟନ କରିପାରୁନାହାଁନ୍ତି, ତେବେ ଆପଣ ନିଜ ଇମେଜକୁ Channels ମୋଡ୍ ରେ ଭିନ୍ନ ଚାନେଲ୍ ରେ ଦେଖିପାରିବେ
05:41 Blue ଚାନେଲ୍ ଚୟନ କରନ୍ତୁ ଏବଂ ଆପଣ ଦେଖିପାରିବେ ଯେ, ସବୁକିଛି, Blue Value ସହିତ ପାଖାପାଖି ସମାନ
05:50 Green ଚାନେଲ୍ ରେ କିଛି ପାର୍ଥକ୍ୟ ଅଛି
05:55 Red ଚାନେଲ୍ ରେ, ଏଠାରେ ପ୍ରାୟ ସମାନ
05:59 ତେଣୁ ମୁଁ, ସିଲେକ୍ଟିଙ୍ଗ୍ କିମ୍ୱା ଏହି ମାମଲାରେ Hue ଚାନେଲ୍ ପାଇଁ Green ଚାନେଲ୍ ଚୟନ କରିବି
06:10 ଏଠାରେ ପରବର୍ତ୍ତୀ ଟୂଲ୍ ହେଉଛି Selecting Colour ଏବଂ ଏଥିରେ ସମାନ କାର୍ଯ୍ୟକାରିତା ଓ ବିକଳ୍ପ ଅଛି
06:19 ଏଥିରେ କେବଳ ଗୋଟିଏ ପାର୍ଥକ୍ୟ ଅଛି
06:22 ଯଦି ଆପଣ ଏଠାରେ କ୍ଲିକ୍ କରିବେ, ଏହି ରଙ୍ଗ ସହିତ ଗୋଟିଏ କ୍ରମାଗତ ଏରିଆ ବଦଳରେ ସମସ୍ତ ଫିଲ୍ଡସ୍ ଚୟନ କରିବେ
06:32 Colour Selection ଟୂଲ୍, ସମାନ ରଙ୍ଗ ସହ ସମସ୍ତ କ୍ଷେତ୍ର ଚୟନ କରିଥାଏ
06:41 ପରବର୍ତ୍ତୀ ଟୂଲ୍ ର ନାମ ହେଉଛି Intelligent Scissors ବା Scissors Selection Tool
06:48 ଏହି ଅଲଗୋରିଦମ୍ ଧାରକୁ ଖୋଜେ ଓ ସେଗୁଡ଼ିକୁ ସିଲେକ୍ସନ୍ ସହିତ ଅନୁସରଣ କରିବାକୁ ଚେଷ୍ଟା କରେ
06:56 ଆଉ ମୁଁ ଏଠାରେ ଥିବା ଏହି ଲେଟର୍ ବକ୍ସଗୁଡ଼ିକୁ ଚୟନ କରିବାକୁ ଚାହୁଁଛି
07:10 ତେଣୁ, ମୁଁ Selection Toolକୁ ଆକ୍ଟିଭେଟ୍ କଲି ଓ ପଏଣ୍ଟକୁ ଏଠାକୁ ଟାଣି ଆଣିଲି. କର୍ସର୍ ପାଖରେ ମୋତେ ଗୋଟିଏ ପ୍ଲସ୍ ଚିହ୍ନ ମିଳିଲା ଓ ମୁଁ କେବଳ ପଏଣ୍ଟଗୁଡ଼ିକୁ ଚୟନ କରିନେଲି
07:42 ଅଲଗୋରିଦମ୍, ବର୍ଡରଗୁଡ଼ିକୁ ଅନୁସରଣ କରିବା ଦରକାର, ଆଉ ଏଠାରେ ଆପଣ ଦେଖିପାରିବେ, ଏହା ଅନ୍ୟ ମାର୍ଗ ନିଏନି, ଏହା ଭିତର ମାର୍ଗ ନିଏ
07:56 ମୁଁ ଇମେଜକୁ ଯୂମ୍ କଲି, ଆଉ ଏବେ ମୁଁ ଏହି ପଏଣ୍ଟକୁ ଏଠାପର୍ଯ୍ୟନ୍ତ ଟାଣି ପାରିବି. ଏହି ପଏଣ୍ଟ ଚୟନ କରିବାରେ ଗୋଟିଏ ଭୁଲ୍ ହୋଇଗଲା
08:13 ତେଣୁ, ମୁଁ ଏହି ପଏଣ୍ଟଗୁଡ଼ିକୁ ଉପରକୁ ଟାଣିଦେଲି, ଯେଉଁଥିରୁ ଆପଣ ଅଲଗୋରିଦମ୍, ବର୍ଡର୍ କୁ ଅନୁସରଣ କରୁଥିବାର ଦେଖିପାରିବେ, ଯଦି ଆପଣ ଅନୁସରଣ କରିବାକୁ ପର୍ଯ୍ୟାପ୍ତ ସୂଚନା ଦେଇଥିବେ
08:30 ଏହା ବହୁତ ଭଲ ଦେଖାଯାଉଛି, କିନ୍ତୁ ମୁଁ ଏହାକୁ ସାଧାରଣତଃ ବ୍ୟବହାର କରେ ନାହିଁ, କାରଣ ଏହା କରିବାକୁ ଆହୁରି ଭଲ ରାସ୍ତା ଅଛି
08:44 ମୁଁ, Colour Selection Tool ବ୍ୟବହାର କରିବାକୁ ଭାବୁଛି, କାରଣ ଏହା ସବୁବେଳେ ଭୁଲ୍ ରାସ୍ତା ନିଏ
08:56 ତେଣୁ ମୁଁ, Selection ସହିତ ସମାପ୍ତ କଲି
09:10 ମୁଁ, ଏଠାରେ ଥିବା ପ୍ରଥମ ପଏଣ୍ଟ ଉପରେ କ୍ଲିକ୍ କଲି ଓ କର୍ସର୍ ପ୍ଲସ୍ ରେ ବଦଳିଗଲା
09:17 ଏବେ, ପରବର୍ତ୍ତୀ ପଏଣ୍ଟ ରଖନ୍ତୁ. ମୋ ପାଖରେ ଏହି ଦୁଇଟି ଲୂପ୍ ବାହାର କରିବାକୁ ଦୁଇଟି ରିଙ୍ଗ୍ସ ଅଛି
09:25 ମୁଁ ଏବେବି ଏହି ପଏଣ୍ଟକୁ ଏଠାରେ ଚାରିପଟେ ବୁଲାଇପାରିବି ଓ ସିଲେକ୍ସନ୍ କୁ ଉତ୍ତମ କରିପାରିବି
09:33 ମୁଁ ଏବେ ଯେତେବେଳେ ସିଲେକ୍ସନ୍ ଉପରେ ଦ୍ୱିତୀୟଥର ପାଇଁ କ୍ଲିକ୍ କରେ, Selection ଚୟନ ହୁଏ
09:42 ଆଉ, କ୍ୱାଲିଟୀକୁ ଦେଖିବା ପାଇଁ, ମୁଁ Quick Mask ସକ୍ରିୟ କଲି ଓ ତା’ଉପରେ ଯୂମ୍ କଲି
09:57 ଏବେ ମୁଁ, ସିଲେକ୍ସନ୍ ଚାରିପଟେ ଦେଖୁଛି
10:04 ଏହା ହେଉଛି ମୋର ଭୁଲ୍, ମୋର ଏଠାରେ କ୍ଲିକ୍ କରିବାର ଥିଲା
10:10 ଏହା ହେଉଛି ବହୁତ ବୁଦ୍ଧିମାନ କଇଁଚି
10:17 ଆଜି ମୁଁ କଭର୍ କରିବାକୁ ଥିବା ପରବର୍ତ୍ତୀ ଓ ଶେଷ ଟୂଲ୍ ହେଉଛି Foreground Selection Tool
10:24 କିଛି ସମୟ ପୂର୍ବରୁ ଯେତେବେଳେ ଅଲଗୋରିଦମ୍ ବାହାରକୁ ଆସିଥିଲା, ବହୁତ ଉତ୍ତେଜନାପୂର୍ଣ୍ଣ ଥିଲା, କିନ୍ତୁ GIMPରେ ଏହାର ବ୍ୟବହାର ଏତେ ଉତ୍ତେଜନାପୂର୍ଣ୍ଣ ନୁହେଁ
10:37 ତଥାପି, ଚାଲନ୍ତୁ ଏହାକୁ ଦେଖିବା
10:41 ଏଠାରେ ସେହି ସମାନ ମୋଡ୍ସ ଅଛି ଓ Antialiasing ସକ୍ରିୟଯୋଗ୍ୟ ନୁହେଁ
10:48 ଆଉ ଏଠାରେ, ମୁଁ ଗୋଟିଏ କ୍ଷେତ୍ର, କେବଳ ମୂର୍ତ୍ତିକୁ ଚୟନ କରିବାକୁ ଚାହୁଁଛି
10:57 ତେଣୁ, ଉତ୍ତମ ନିୟନ୍ତ୍ରଣ ପାଇବା ପାଇଁ ମୁଁ ପ୍ରଥମେ ଇମେଜ୍ ଉପରେ ଯୂମ୍ କରୁଛି
11:06 ଏବେ ମୁଁ, Selection Tool ଚୟନ କରିବି. ମୁଁ Contiguous Region କିମ୍ୱା ଭିନ୍ନ Region ଚୟନ କରିପାରିବି, କିନ୍ତୁ ମୁଁ Contiguous Region ଚୟନ କରିବି
11:21 ପ୍ରଥମେ ମୁଁ, Automatic Laser Tool ଦ୍ୱାରା ଏଠାରେ ଏକ ରଫ୍ ସିଲେକ୍ସନ୍ କରିବି. ଆଉ ଏବେ ଆପଣ ଦେଖିପାରୁଥିବେ ଯେ, ଚୟନ ହୋଇନଥିବା କ୍ଷେତ୍ରଟି ନୀଳ ରଙ୍ଗରେ ଅଛି
11:44 ମୁଁ ଏଠାରେ ଥିବା ବ୍ରଶ୍ କୁ ଚୟନ କରୁଛି ଓ ଏହି ସ୍ଲାଇଡର୍ ଦ୍ୱାରା ମୁଁ ବ୍ରଶ୍ ର ବ୍ୟାସାର୍ଦ୍ଧକୁ ନିୟନ୍ତ୍ରଣ କରିପାରିବି, ଆଉ ଯାହାକୁ ମୁଁ ଚୟନ କରିବାକୁ ଚାହୁଁଛି, ତାହାକୁ ଏହି ଜିନିଷ ମାଧ୍ୟମରେ ପେଣ୍ଟ କରିବି
11:59 ଇମେଜରେ ରଖିବାକୁ ଚାହୁଁନଥିବା ଜିନିଷକୁ ମୁଁ ଯେପରି ଚୟନ ନକରେ, ତାକୁ ଦେଖିବାକୁ ହେବ
12:17 ମୁଁ ଯେତେବେଳେ ମାଉସ୍ ବଟନ୍ କୁ ଛାଡ଼େ, ଅଲଗୋରିଦମ୍ କାମ କରିବା ଆରମ୍ଭ କରେ ଏବଂ ଏଠାରେ ଥିବା କେତେକ କ୍ଷେତ୍ରଗୁଡ଼ିକୁ ଚୟନ କରିବାକୁ ହେବ
12:27 ପ୍ରତ୍ୟେକ ଥର ସିଲେକ୍ସନ୍ ଅପଡେଟ୍ ହେଲେ, ମୁଁ ପେଣ୍ଟ କରିଥିବା ଜିନିଷ ସହିତ ସମାନ ଏରିଆ, ଚୟନିତ ହୁଏ
12:42 ଏବେ ମୁଁ, Mark Background ଉପରେ କ୍ଲିକ୍ କରିବି ଓ ବ୍ୟାକଗ୍ରାଉଣ୍ଡ ପେଣ୍ଟ କରିବା ଆରମ୍ଭ କରିବି, ଯାହାକୁ ମୁଁ ଇମେଜରେ ରଖିବାକୁ ଚାହୁଁନାହିଁ
12:54 ଚୟନିତ ହୋଇଥିବା ଓ ଚୟନିତ ହୋଇନଥିବା ଭାଗ ମଧ୍ୟରେ ଅଧିକ ପ୍ରଭେଦ ଥିଲେ ଏହି ଟୂଲ୍ ଭଲ ଭାବରେ କାମ କରେ ଓ ଏଠାରେ ପ୍ରଭେଦ ଅଧିକ ନାହିଁ
13:12 ସିଲେକ୍ସନ୍ ଆକ୍ସେପ୍ଟ କରିବାକୁ Enter ଦାବନ୍ତୁ
13:17 ମୁଁ ଭାବୁଛି, ଏହି ଟୂଲ୍ କିପରି କାମ କରେ ତାହା ଉପରେ ଆପଣ କିଛି ଧାରଣା ପାଇଥିବେ
13:27 Paths ଟୂଲ୍ ମଧ୍ୟ ଏହି ଭାଗ ସହ ସମ୍ୱନ୍ଧିତ, କିନ୍ତୁ ପରେ କେତେବେଳେ ମୁଁ ତାକୁ କଭର୍ କରିବି
13:36 Select ମେନୁରେ, Selections ସହିତ ଆପଣ ଆଉ କିଛି ଜିନିଷ କରିପାରିବେ. ତାକୁ ମଧ୍ୟ ମୁଁ ଅନ୍ୟ କେତେବେଳେ କଭର୍ କରିବି
13:48 ତେଣୁ, ଏହି ଟ୍ୟୁଟୋରିଆଲ୍ ପାଇଁ ଏତିକି
13:52 ମୁଁ ଆପଣଙ୍କର ମତାମତ ଶୁଣିବାକୁ ଚାହୁଁଛି ଓ ଆପଣଙ୍କୁ କଥା ଦେଉଛି ଯେ, ଦର୍ଶକଙ୍କ ଦ୍ୱାରା ଜେନେରେଟ୍ ହୋଇଥିବା କଣ୍ଟେଣ୍ଟ ସହିତ ପରବର୍ତ୍ତୀ ଶୋ’ରେ ପୂରା ନୂଆ ଜିନିଷ ଥିବ
14:05 meetthegimp.orgରେ ଥିବା ଶୋ’ ନୋଟ୍ସରେ ଆପଣ ଏହି ଫାଇଲ୍ ପାଇଁ ଏକ ଲିଙ୍କ ପାଇବେ ଏବଂ ଯଦି ଆପଣ କିଛି ମତାମତ ଛାଡ଼ିବାକୁ ଚାହୁଁଛନ୍ତି, ତେବେ ଦୟାକରି ତାହା କରନ୍ତୁ
14:19 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

Contributors and Content Editors

PoojaMoolya, Pradeep