Difference between revisions of "GIMP/C2/Resolutions/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:23 | Meet The GIMPକୁ ସ୍ୱାଗତ. |- |00:25 | ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର...")
 
(One intermediate revision by the same user not shown)
Line 6: Line 6:
 
|00:23
 
|00:23
 
| Meet The GIMPକୁ ସ୍ୱାଗତ.  
 
| Meet The GIMPକୁ ସ୍ୱାଗତ.  
 +
 
|-
 
|-
 
|00:25
 
|00:25
 
| ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି  
 
| ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି  
 +
 
|-
 
|-
 
|00:30
 
|00:30
 
| Resolutions ପାଇଁ Image >> Image Propertiesକୁ ଯାଆନ୍ତୁ. ଏଠାରେ ଆପଣ ଦେଖିପାରିବେ ଯେ, ଏହି ଇମେଜରେ 508 ପିକ୍ସେଲ୍ Width ଓ 72 by 72 ppi ଅଛି  
 
| Resolutions ପାଇଁ Image >> Image Propertiesକୁ ଯାଆନ୍ତୁ. ଏଠାରେ ଆପଣ ଦେଖିପାରିବେ ଯେ, ଏହି ଇମେଜରେ 508 ପିକ୍ସେଲ୍ Width ଓ 72 by 72 ppi ଅଛି  
 +
 
|-
 
|-
 
|00:46
 
|00:46
 
| ppiର ଅର୍ଥ ହେଉଛି Pixels Per Inch  
 
| ppiର ଅର୍ଥ ହେଉଛି Pixels Per Inch  
 +
 
|-
 
|-
 
|00:50
 
|00:50
 
| ତେଣୁ, ସ୍କ୍ରୀନ୍ ର ଏକ ଇଞ୍ଚ ପାଇଁ ମୋ ସ୍କ୍ରୀନ୍ ଉପରେ ଏହା ହେଉଛି 72 ପିକ୍ସେଲ୍ସ  
 
| ତେଣୁ, ସ୍କ୍ରୀନ୍ ର ଏକ ଇଞ୍ଚ ପାଇଁ ମୋ ସ୍କ୍ରୀନ୍ ଉପରେ ଏହା ହେଉଛି 72 ପିକ୍ସେଲ୍ସ  
 +
 
|-
 
|-
 
|00:56
 
|00:56
 
| ppi ସାଧାରଣତଃ dpi, Dots Per Inch ସହ ସମାନ  
 
| ppi ସାଧାରଣତଃ dpi, Dots Per Inch ସହ ସମାନ  
 +
 
|-
 
|-
 
|01:03
 
|01:03
 
| ଆଉ, ପ୍ରିଣ୍ଟିଙ୍ଗ୍ ପାଇଁ ସଠିକ୍ ରିଜୋଲ୍ୟୁଶନ୍ ଜରୁରୀ ଅଟେ  
 
| ଆଉ, ପ୍ରିଣ୍ଟିଙ୍ଗ୍ ପାଇଁ ସଠିକ୍ ରିଜୋଲ୍ୟୁଶନ୍ ଜରୁରୀ ଅଟେ  
 +
 
|-
 
|-
 
|01:07
 
|01:07
 
| କାଗଜର ଗୋଟିଏ ଇଞ୍ଚରେ କାଳିର କେତୋଟି ବିନ୍ଦୁ ଆପଣ ରଖନ୍ତି, ସେହି ବିଷୟରେ ସେମାନେ କଥା ହୁଅନ୍ତି
 
| କାଗଜର ଗୋଟିଏ ଇଞ୍ଚରେ କାଳିର କେତୋଟି ବିନ୍ଦୁ ଆପଣ ରଖନ୍ତି, ସେହି ବିଷୟରେ ସେମାନେ କଥା ହୁଅନ୍ତି
 +
 
|-
 
|-
 
|01:14
 
|01:14
 
| ଏକ ଇଞ୍ଚ ବିଶିଷ୍ଟ ରେଖାରେ, ଇଞ୍ଚ ପିଛା ପ୍ରାୟ 300 ଡଟ୍ସ ଥାଏ ଏବଂ ଏତେ ପାଖାପାଖି ପ୍ରିଣ୍ଟ ହୋଇଥାଏ ଯେ, ଆପଣ ଏକ ରେଖା ଦେଖିପାରିବେ ବିନ୍ଦୁର ଏକ ରେଖା ନୁହେଁ  
 
| ଏକ ଇଞ୍ଚ ବିଶିଷ୍ଟ ରେଖାରେ, ଇଞ୍ଚ ପିଛା ପ୍ରାୟ 300 ଡଟ୍ସ ଥାଏ ଏବଂ ଏତେ ପାଖାପାଖି ପ୍ରିଣ୍ଟ ହୋଇଥାଏ ଯେ, ଆପଣ ଏକ ରେଖା ଦେଖିପାରିବେ ବିନ୍ଦୁର ଏକ ରେଖା ନୁହେଁ  
 +
 
|-
 
|-
 
|01:27
 
|01:27
 
| ଯଦି ଜଣେ ଏକ ଇମେଜ୍ ପ୍ରିଣ୍ଟ କରିବାକୁ ଚାହେଁ, ତେବେ ସେ 300 ppiରେ ଇମେଜ୍ ପାଇଁ କହିପାରେ କିମ୍ୱା ଏହି ଇମେଜକୁ 150 dpiରେ ଚାହିଁପାରେ କିମ୍ୱା କ୍ୱାଲିଟୀ ଯଥେଷ୍ଟ ଭଲ ନଥିବ  
 
| ଯଦି ଜଣେ ଏକ ଇମେଜ୍ ପ୍ରିଣ୍ଟ କରିବାକୁ ଚାହେଁ, ତେବେ ସେ 300 ppiରେ ଇମେଜ୍ ପାଇଁ କହିପାରେ କିମ୍ୱା ଏହି ଇମେଜକୁ 150 dpiରେ ଚାହିଁପାରେ କିମ୍ୱା କ୍ୱାଲିଟୀ ଯଥେଷ୍ଟ ଭଲ ନଥିବ  
 +
 
|-
 
|-
 
|01:46
 
|01:46
 
| ତେବେ, ଏଥିପାଇଁ ଆପଣ କ’ଣ କରିପାରିବେ?  
 
| ତେବେ, ଏଥିପାଇଁ ଆପଣ କ’ଣ କରିପାରିବେ?  
 +
 
|-
 
|-
 
|01:49
 
|01:49
 
| ଏହାକୁ ଆପଣ ବହୁତ ସହଜରେ ବଦଳାଇପାରିବେ  
 
| ଏହାକୁ ଆପଣ ବହୁତ ସହଜରେ ବଦଳାଇପାରିବେ  
 +
 
|-
 
|-
 
|01:53
 
|01:53
 
| Image >> Scale Imageକୁ ଯାଆନ୍ତୁ  
 
| Image >> Scale Imageକୁ ଯାଆନ୍ତୁ  
 +
 
|-
 
|-
 
|01:56
 
|01:56
 
| ଏହି ଡାୟଲଗ୍ ରେ ଆପଣ Widht, Height ଦେଖିପାରିବେ, ଯାହାକୁ ଆମେ ଅନେକ ଥର ବ୍ୟବହାର କରିଛେ  
 
| ଏହି ଡାୟଲଗ୍ ରେ ଆପଣ Widht, Height ଦେଖିପାରିବେ, ଯାହାକୁ ଆମେ ଅନେକ ଥର ବ୍ୟବହାର କରିଛେ  
 +
 
|-
 
|-
 
|02:04
 
|02:04
 
| ଏଠାରେ ଆପଣ, X ରିଜୋଲ୍ୟୁଶନ୍ ଓ Y ରିଜୋଲ୍ୟୁଶନ୍ ଏବଂ ଭାଲ୍ୟୁ 72 ପିକ୍ସେଲ୍ସ ପର୍ ଇଞ୍ଚ ଦେଖିପାରିବେ. ମୁଁ ଏହାକୁ Pixels Per Milimeter କିମ୍ୱା Pixels Point Picaକୁ ବଦଳାଇପାରିବି
 
| ଏଠାରେ ଆପଣ, X ରିଜୋଲ୍ୟୁଶନ୍ ଓ Y ରିଜୋଲ୍ୟୁଶନ୍ ଏବଂ ଭାଲ୍ୟୁ 72 ପିକ୍ସେଲ୍ସ ପର୍ ଇଞ୍ଚ ଦେଖିପାରିବେ. ମୁଁ ଏହାକୁ Pixels Per Milimeter କିମ୍ୱା Pixels Point Picaକୁ ବଦଳାଇପାରିବି
 +
 
|-
 
|-
 
|02:21
 
|02:21
 
| କିନ୍ତୁ, ଚାଲନ୍ତୁ ଏହାକୁ Pixels Per Inch ରଖିବା  
 
| କିନ୍ତୁ, ଚାଲନ୍ତୁ ଏହାକୁ Pixels Per Inch ରଖିବା  
 +
 
|-
 
|-
 
|02:26
 
|02:26
 
| X ରିଜୋଲ୍ୟୁଶନ୍ ଓ Y ରିଜୋଲ୍ୟୁଶନ୍ ରେ ଭାଲ୍ୟୁ ଭାବରେ 72 ppi ଅଛି ଓ ମୁଁ ଏହାକୁ 300 ppiକୁ ବଦଳାଉଛି  
 
| X ରିଜୋଲ୍ୟୁଶନ୍ ଓ Y ରିଜୋଲ୍ୟୁଶନ୍ ରେ ଭାଲ୍ୟୁ ଭାବରେ 72 ppi ଅଛି ଓ ମୁଁ ଏହାକୁ 300 ppiକୁ ବଦଳାଉଛି  
 +
 
|-
 
|-
 
|02:40
 
|02:40
 
| ‘ଆଉ ଏବେ ମୁଁ ଇମେଜକୁ Scale କରିବି ଏବଂ ଆପଣ ଏଠାରେ ଦେଖିପାରିବେ ଯେ, କିଛି ବଦଳି ନାହିଁ, ଯେପର୍ଯ୍ୟନ୍ତ ମୁଁ Image Propertiesକୁ ଯାଇନାହିଁ  
 
| ‘ଆଉ ଏବେ ମୁଁ ଇମେଜକୁ Scale କରିବି ଏବଂ ଆପଣ ଏଠାରେ ଦେଖିପାରିବେ ଯେ, କିଛି ବଦଳି ନାହିଁ, ଯେପର୍ଯ୍ୟନ୍ତ ମୁଁ Image Propertiesକୁ ଯାଇନାହିଁ  
 +
 
|-
 
|-
 
|02:49
 
|02:49
 
| ଏଠାରେ ଏବେ ଆପଣ ଦେଖିପାରିବେ ଯେ, Resolution, 300 by 300 dpiକୁ ଏବଂ Print Size, ତିନୋଟି ବଡ଼ ଷ୍ଟାମ୍ପ କିମ୍ୱା ସେହି ପାଖାପାଖିକୁ ବଦଳିଯାଇଛି  
 
| ଏଠାରେ ଏବେ ଆପଣ ଦେଖିପାରିବେ ଯେ, Resolution, 300 by 300 dpiକୁ ଏବଂ Print Size, ତିନୋଟି ବଡ଼ ଷ୍ଟାମ୍ପ କିମ୍ୱା ସେହି ପାଖାପାଖିକୁ ବଦଳିଯାଇଛି  
 +
 
|-
 
|-
 
|03:03
 
|03:03
 
| ତାହା ପ୍ରାୟ 4 by 3 cms  
 
| ତାହା ପ୍ରାୟ 4 by 3 cms  
 +
 
|-
 
|-
 
|03:07
 
|03:07
 
| ଏହା ହେଉଛି ଏକ ବଡ଼ ଷ୍ଟାମ୍ପ  
 
| ଏହା ହେଉଛି ଏକ ବଡ଼ ଷ୍ଟାମ୍ପ  
 +
 
|-
 
|-
 
|03:09
 
|03:09
 
| ତେବେ, ମୁଁ Resolution ବ୍ୟତୀତ ଇମେଜରେ କୌଣସି ପରିବର୍ତ୍ତନ କରିନାହିଁ  
 
| ତେବେ, ମୁଁ Resolution ବ୍ୟତୀତ ଇମେଜରେ କୌଣସି ପରିବର୍ତ୍ତନ କରିନାହିଁ  
 +
 
|-
 
|-
 
|03:17
 
|03:17
 
| ସ୍କ୍ରୀନ୍ ରେ କିଛି ବଦଳିନାହିଁ. ଏହା ଏପର୍ଯ୍ୟନ୍ତ ଇଞ୍ଚ ପିଛା 72 ପିକ୍ସେଲ୍ସ ଅଛି  
 
| ସ୍କ୍ରୀନ୍ ରେ କିଛି ବଦଳିନାହିଁ. ଏହା ଏପର୍ଯ୍ୟନ୍ତ ଇଞ୍ଚ ପିଛା 72 ପିକ୍ସେଲ୍ସ ଅଛି  
 +
 
|-
 
|-
 
|03:24
 
|03:24
 
| ଏହି ସଂଖ୍ୟା ସାଧାରଣତଃ ଅର୍ଥହୀନ  
 
| ଏହି ସଂଖ୍ୟା ସାଧାରଣତଃ ଅର୍ଥହୀନ  
 +
 
|-
 
|-
 
|03:27
 
|03:27
| ଏହାର ଅର୍ଥ ହେଉଛି, ଯଦି ଆପଣ ଜାଣିଥା’ନ୍ତି ଯେ, ଆପଣ 300 dots per inchର କ୍ୱାଲିଟୀରେ ଏକ ଇମେଜ୍ ପ୍ରିଣ୍ଟ କରିବାକୁ ଚାହୁଁଛନ୍ତି. ତାହା ପ୍ରକୃତରେ ଏକ ଭଲ ଭାଲ୍ୟୁ ଏବଂ ଧରନ୍ତୁ ଆପଣ ଏହାକୁ 10 by 15 ଇଞ୍ଚେସ୍ ରେ ରଖିବାକୁ ଚାହୁଁଛନ୍ତି, ତେବେ ଦେଖିବାକୁ ପାଇବେ ଯେ, ଏହି ପିକ୍ସେଲଗୁଡ଼ିକ ପର୍ଯ୍ୟାପ୍ତ ନୁହେଁ   
+
| ଏହାର ଅର୍ଥ ହେଉଛି, ଯଦି ଆପଣ ଜାଣିଥା’ନ୍ତି ଯେ, ଆପଣ 300 dots per inchର କ୍ୱାଲିଟୀରେ ଏକ ଇମେଜ୍ ପ୍ରିଣ୍ଟ କରିବାକୁ ଚାହୁଁଛନ୍ତି.ତାହା ପ୍ରକୃତରେ ଏକ ଭଲ ଭାଲ୍ୟୁ ଏବଂ ଧରନ୍ତୁ ଆପଣ ଏହାକୁ 10 by 15 ଇଞ୍ଚେସ୍ ରେ ରଖିବାକୁ ଚାହୁଁଛନ୍ତି,  
 +
ତେବେ ଦେଖିବାକୁ ପାଇବେ ଯେ, ଏହି ପିକ୍ସେଲଗୁଡ଼ିକ ପର୍ଯ୍ୟାପ୍ତ ନୁହେଁ   
 +
 
|-
 
|-
 
|03:51
 
|03:51
 
| ତେଣୁ, ଆପଣଙ୍କୁ ପିକ୍ସେଲ୍ସ ବୃଦ୍ଧି କରିବାକୁ ହେବ  
 
| ତେଣୁ, ଆପଣଙ୍କୁ ପିକ୍ସେଲ୍ସ ବୃଦ୍ଧି କରିବାକୁ ହେବ  
 +
 
|-
 
|-
 
|03:55
 
|03:55
 
| କିନ୍ତୁ, ଆକାର ଉପରେ ଆପଣ କେତେ ପିକ୍ସେଲ୍ସ ରଖିବାକୁ ଚାହୁଁଛନ୍ତି ଏବଂ କେତେ ଦୀର୍ଘ କିମ୍ୱା ବଡ଼ ଏରିଆରେ ତାହାକୁ ପ୍ରିଣ୍ଟ କରିବାକୁ ଚାହୁଁଛନ୍ତି, ତାହା ଉପରେ ପ୍ରିଣ୍ଟର୍ ପାଇଁ ଇମେଜର କ୍ୱାଲିଟୀ ନିର୍ଭର କରେ
 
| କିନ୍ତୁ, ଆକାର ଉପରେ ଆପଣ କେତେ ପିକ୍ସେଲ୍ସ ରଖିବାକୁ ଚାହୁଁଛନ୍ତି ଏବଂ କେତେ ଦୀର୍ଘ କିମ୍ୱା ବଡ଼ ଏରିଆରେ ତାହାକୁ ପ୍ରିଣ୍ଟ କରିବାକୁ ଚାହୁଁଛନ୍ତି, ତାହା ଉପରେ ପ୍ରିଣ୍ଟର୍ ପାଇଁ ଇମେଜର କ୍ୱାଲିଟୀ ନିର୍ଭର କରେ
 +
 
|-
 
|-
 
|04:10
 
|04:10
 
| ଏବଂ ସେହି ପ୍ରୋପର୍ଟୀ, ପ୍ରିଣ୍ଟର୍ ଦ୍ୱାରା ସେଟ୍ କରାଯାଇଥାଏ ଏବଂ ଇମେଜରେ ଆପଣ ହିଁ ତାହାକୁ ସେଟ୍ କରିବେ, ଏହା ଜରୁରୀ ନୁହେଁ  
 
| ଏବଂ ସେହି ପ୍ରୋପର୍ଟୀ, ପ୍ରିଣ୍ଟର୍ ଦ୍ୱାରା ସେଟ୍ କରାଯାଇଥାଏ ଏବଂ ଇମେଜରେ ଆପଣ ହିଁ ତାହାକୁ ସେଟ୍ କରିବେ, ଏହା ଜରୁରୀ ନୁହେଁ  
 +
 
|-
 
|-
 
|04:21
 
|04:21
 
| ମାତ୍ର, ଯଦି କେହି 200 by 300 dots per inch ଭାବେ ଇମେଜକୁ ସେଟ୍ କରିବାକୁ କୁହେ, ତେବେ ତାହା କରିଦିଅନ୍ତୁ, ଏହା ଆଲୋଚନା କରନ୍ତୁ ନାହିଁ   
 
| ମାତ୍ର, ଯଦି କେହି 200 by 300 dots per inch ଭାବେ ଇମେଜକୁ ସେଟ୍ କରିବାକୁ କୁହେ, ତେବେ ତାହା କରିଦିଅନ୍ତୁ, ଏହା ଆଲୋଚନା କରନ୍ତୁ ନାହିଁ   
 +
 
|-
 
|-
 
|04:32
 
|04:32
 
| ଶୋ’ ନୋଟ୍ସରେ ଏହି ବିଷୟକ କିଛି ଅର୍ଥପୂର୍ଣ୍ଣ ଆଲୋଚନା ପାଇଁ ଲିଙ୍କ୍ସ ମୁଁ ରଖିବି; ଆପଣ ସେଠାରେ ଦେଖିପାରିବେ
 
| ଶୋ’ ନୋଟ୍ସରେ ଏହି ବିଷୟକ କିଛି ଅର୍ଥପୂର୍ଣ୍ଣ ଆଲୋଚନା ପାଇଁ ଲିଙ୍କ୍ସ ମୁଁ ରଖିବି; ଆପଣ ସେଠାରେ ଦେଖିପାରିବେ
 +
 
|-
 
|-
 
|04:39
 
|04:39
 
| ବିଲ୍ ବୋର୍ଡ୍ସ ପାଇଁ ଯଦି ମୁଁ ଏହି ଇମେଜ୍ ଚାହେଁ, ତେବେ ମୋତେ ଇମେଜକୁ Scale କରିବାକୁ ହେବ  
 
| ବିଲ୍ ବୋର୍ଡ୍ସ ପାଇଁ ଯଦି ମୁଁ ଏହି ଇମେଜ୍ ଚାହେଁ, ତେବେ ମୋତେ ଇମେଜକୁ Scale କରିବାକୁ ହେବ  
 +
 
|-
 
|-
 
|04:44
 
|04:44
 
| ମୁଁ ଭାବୁଛି, ବିଲ୍ ବୋର୍ଡ୍ସ ପାଇଁ 5 dots per inch ଭଲ ଭାଲ୍ୟୁ ହେବ  
 
| ମୁଁ ଭାବୁଛି, ବିଲ୍ ବୋର୍ଡ୍ସ ପାଇଁ 5 dots per inch ଭଲ ଭାଲ୍ୟୁ ହେବ  
 +
 
|-
 
|-
 
|04:51
 
|04:51
 
| ଇମେଜକୁ Scale କରନ୍ତୁ ଏବଂ ଆପଣ କିଛି ପରିବର୍ତ୍ତିତ ହୋଇଥିବାର ଦେଖିପାରିବେ ନାହିଁ, କିନ୍ତୁ ଏବେ, Image Propertiesରେ, Print Size ହେଉଛି 100 by 76 inches, ଅର୍ଥାତ୍ 2 m 50, ଯାହା ଏହି ଇମେଜ୍ ସହିତ ବଢ଼ିଆ ପୋଷ୍ଟର୍ ହୋଇପାରେ  
 
|05:10
 
|05:10
 
| ଏଠାରେ ଆମ ପାଇଁ ଥିବା ଏହି ରିଜୋଲ୍ୟୁଶନ୍ ସାଧାରଣତଃ ଅର୍ଥହୀନ ଅଟେ, ଯେପର୍ଯ୍ୟନ୍ତ ଆପଣ ନିଜେ ଏହାକୁ ପ୍ରିଣ୍ଟ କରିନାହାଁନ୍ତି  
 
| ଏଠାରେ ଆମ ପାଇଁ ଥିବା ଏହି ରିଜୋଲ୍ୟୁଶନ୍ ସାଧାରଣତଃ ଅର୍ଥହୀନ ଅଟେ, ଯେପର୍ଯ୍ୟନ୍ତ ଆପଣ ନିଜେ ଏହାକୁ ପ୍ରିଣ୍ଟ କରିନାହାଁନ୍ତି  
 +
 
|-
 
|-
 
|05:18
 
|05:18
 
| ଅଧିକ ବିବରଣୀ ପାଇଁ http://meetthegimp.orgକୁ ଯାଆନ୍ତୁ ଏବଂ ଯଦି ଆପଣ କିଛି ମତାମତ ପଠାଇବାକୁ ଚାହାନ୍ତି, ତେବେ ଦୟାକରି info@meetthegimp.orgକୁ ଲେଖନ୍ତୁ.
 
| ଅଧିକ ବିବରଣୀ ପାଇଁ http://meetthegimp.orgକୁ ଯାଆନ୍ତୁ ଏବଂ ଯଦି ଆପଣ କିଛି ମତାମତ ପଠାଇବାକୁ ଚାହାନ୍ତି, ତେବେ ଦୟାକରି info@meetthegimp.orgକୁ ଲେଖନ୍ତୁ.
 +
 
|-
 
|-
 
|05:30
 
|05:30
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
 +
|}

Latest revision as of 17:29, 6 April 2017

Time Narration
00:23 Meet The GIMPକୁ ସ୍ୱାଗତ.
00:25 ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି
00:30 Resolutions ପାଇଁ Image >> Image Propertiesକୁ ଯାଆନ୍ତୁ. ଏଠାରେ ଆପଣ ଦେଖିପାରିବେ ଯେ, ଏହି ଇମେଜରେ 508 ପିକ୍ସେଲ୍ Width ଓ 72 by 72 ppi ଅଛି
00:46 ppiର ଅର୍ଥ ହେଉଛି Pixels Per Inch
00:50 ତେଣୁ, ସ୍କ୍ରୀନ୍ ର ଏକ ଇଞ୍ଚ ପାଇଁ ମୋ ସ୍କ୍ରୀନ୍ ଉପରେ ଏହା ହେଉଛି 72 ପିକ୍ସେଲ୍ସ
00:56 ppi ସାଧାରଣତଃ dpi, Dots Per Inch ସହ ସମାନ
01:03 ଆଉ, ପ୍ରିଣ୍ଟିଙ୍ଗ୍ ପାଇଁ ସଠିକ୍ ରିଜୋଲ୍ୟୁଶନ୍ ଜରୁରୀ ଅଟେ
01:07 କାଗଜର ଗୋଟିଏ ଇଞ୍ଚରେ କାଳିର କେତୋଟି ବିନ୍ଦୁ ଆପଣ ରଖନ୍ତି, ସେହି ବିଷୟରେ ସେମାନେ କଥା ହୁଅନ୍ତି
01:14 ଏକ ଇଞ୍ଚ ବିଶିଷ୍ଟ ରେଖାରେ, ଇଞ୍ଚ ପିଛା ପ୍ରାୟ 300 ଡଟ୍ସ ଥାଏ ଏବଂ ଏତେ ପାଖାପାଖି ପ୍ରିଣ୍ଟ ହୋଇଥାଏ ଯେ, ଆପଣ ଏକ ରେଖା ଦେଖିପାରିବେ ବିନ୍ଦୁର ଏକ ରେଖା ନୁହେଁ
01:27 ଯଦି ଜଣେ ଏକ ଇମେଜ୍ ପ୍ରିଣ୍ଟ କରିବାକୁ ଚାହେଁ, ତେବେ ସେ 300 ppiରେ ଇମେଜ୍ ପାଇଁ କହିପାରେ କିମ୍ୱା ଏହି ଇମେଜକୁ 150 dpiରେ ଚାହିଁପାରେ କିମ୍ୱା କ୍ୱାଲିଟୀ ଯଥେଷ୍ଟ ଭଲ ନଥିବ
01:46 ତେବେ, ଏଥିପାଇଁ ଆପଣ କ’ଣ କରିପାରିବେ?
01:49 ଏହାକୁ ଆପଣ ବହୁତ ସହଜରେ ବଦଳାଇପାରିବେ
01:53 Image >> Scale Imageକୁ ଯାଆନ୍ତୁ
01:56 ଏହି ଡାୟଲଗ୍ ରେ ଆପଣ Widht, Height ଦେଖିପାରିବେ, ଯାହାକୁ ଆମେ ଅନେକ ଥର ବ୍ୟବହାର କରିଛେ
02:04 ଏଠାରେ ଆପଣ, X ରିଜୋଲ୍ୟୁଶନ୍ ଓ Y ରିଜୋଲ୍ୟୁଶନ୍ ଏବଂ ଭାଲ୍ୟୁ 72 ପିକ୍ସେଲ୍ସ ପର୍ ଇଞ୍ଚ ଦେଖିପାରିବେ. ମୁଁ ଏହାକୁ Pixels Per Milimeter କିମ୍ୱା Pixels Point Picaକୁ ବଦଳାଇପାରିବି
02:21 କିନ୍ତୁ, ଚାଲନ୍ତୁ ଏହାକୁ Pixels Per Inch ରଖିବା
02:26 X ରିଜୋଲ୍ୟୁଶନ୍ ଓ Y ରିଜୋଲ୍ୟୁଶନ୍ ରେ ଭାଲ୍ୟୁ ଭାବରେ 72 ppi ଅଛି ଓ ମୁଁ ଏହାକୁ 300 ppiକୁ ବଦଳାଉଛି
02:40 ‘ଆଉ ଏବେ ମୁଁ ଇମେଜକୁ Scale କରିବି ଏବଂ ଆପଣ ଏଠାରେ ଦେଖିପାରିବେ ଯେ, କିଛି ବଦଳି ନାହିଁ, ଯେପର୍ଯ୍ୟନ୍ତ ମୁଁ Image Propertiesକୁ ଯାଇନାହିଁ
02:49 ଏଠାରେ ଏବେ ଆପଣ ଦେଖିପାରିବେ ଯେ, Resolution, 300 by 300 dpiକୁ ଏବଂ Print Size, ତିନୋଟି ବଡ଼ ଷ୍ଟାମ୍ପ କିମ୍ୱା ସେହି ପାଖାପାଖିକୁ ବଦଳିଯାଇଛି
03:03 ତାହା ପ୍ରାୟ 4 by 3 cms
03:07 ଏହା ହେଉଛି ଏକ ବଡ଼ ଷ୍ଟାମ୍ପ
03:09 ତେବେ, ମୁଁ Resolution ବ୍ୟତୀତ ଇମେଜରେ କୌଣସି ପରିବର୍ତ୍ତନ କରିନାହିଁ
03:17 ସ୍କ୍ରୀନ୍ ରେ କିଛି ବଦଳିନାହିଁ. ଏହା ଏପର୍ଯ୍ୟନ୍ତ ଇଞ୍ଚ ପିଛା 72 ପିକ୍ସେଲ୍ସ ଅଛି
03:24 ଏହି ସଂଖ୍ୟା ସାଧାରଣତଃ ଅର୍ଥହୀନ
03:27 ଏହାର ଅର୍ଥ ହେଉଛି, ଯଦି ଆପଣ ଜାଣିଥା’ନ୍ତି ଯେ, ଆପଣ 300 dots per inchର କ୍ୱାଲିଟୀରେ ଏକ ଇମେଜ୍ ପ୍ରିଣ୍ଟ କରିବାକୁ ଚାହୁଁଛନ୍ତି.ତାହା ପ୍ରକୃତରେ ଏକ ଭଲ ଭାଲ୍ୟୁ ଏବଂ ଧରନ୍ତୁ ଆପଣ ଏହାକୁ 10 by 15 ଇଞ୍ଚେସ୍ ରେ ରଖିବାକୁ ଚାହୁଁଛନ୍ତି,

ତେବେ ଦେଖିବାକୁ ପାଇବେ ଯେ, ଏହି ପିକ୍ସେଲଗୁଡ଼ିକ ପର୍ଯ୍ୟାପ୍ତ ନୁହେଁ

03:51 ତେଣୁ, ଆପଣଙ୍କୁ ପିକ୍ସେଲ୍ସ ବୃଦ୍ଧି କରିବାକୁ ହେବ
03:55 କିନ୍ତୁ, ଆକାର ଉପରେ ଆପଣ କେତେ ପିକ୍ସେଲ୍ସ ରଖିବାକୁ ଚାହୁଁଛନ୍ତି ଏବଂ କେତେ ଦୀର୍ଘ କିମ୍ୱା ବଡ଼ ଏରିଆରେ ତାହାକୁ ପ୍ରିଣ୍ଟ କରିବାକୁ ଚାହୁଁଛନ୍ତି, ତାହା ଉପରେ ପ୍ରିଣ୍ଟର୍ ପାଇଁ ଇମେଜର କ୍ୱାଲିଟୀ ନିର୍ଭର କରେ
04:10 ଏବଂ ସେହି ପ୍ରୋପର୍ଟୀ, ପ୍ରିଣ୍ଟର୍ ଦ୍ୱାରା ସେଟ୍ କରାଯାଇଥାଏ ଏବଂ ଇମେଜରେ ଆପଣ ହିଁ ତାହାକୁ ସେଟ୍ କରିବେ, ଏହା ଜରୁରୀ ନୁହେଁ
04:21 ମାତ୍ର, ଯଦି କେହି 200 by 300 dots per inch ଭାବେ ଇମେଜକୁ ସେଟ୍ କରିବାକୁ କୁହେ, ତେବେ ତାହା କରିଦିଅନ୍ତୁ, ଏହା ଆଲୋଚନା କରନ୍ତୁ ନାହିଁ
04:32 ଶୋ’ ନୋଟ୍ସରେ ଏହି ବିଷୟକ କିଛି ଅର୍ଥପୂର୍ଣ୍ଣ ଆଲୋଚନା ପାଇଁ ଲିଙ୍କ୍ସ ମୁଁ ରଖିବି; ଆପଣ ସେଠାରେ ଦେଖିପାରିବେ
04:39 ବିଲ୍ ବୋର୍ଡ୍ସ ପାଇଁ ଯଦି ମୁଁ ଏହି ଇମେଜ୍ ଚାହେଁ, ତେବେ ମୋତେ ଇମେଜକୁ Scale କରିବାକୁ ହେବ
04:44 ମୁଁ ଭାବୁଛି, ବିଲ୍ ବୋର୍ଡ୍ସ ପାଇଁ 5 dots per inch ଭଲ ଭାଲ୍ୟୁ ହେବ
04:51 ଇମେଜକୁ Scale କରନ୍ତୁ ଏବଂ ଆପଣ କିଛି ପରିବର୍ତ୍ତିତ ହୋଇଥିବାର ଦେଖିପାରିବେ ନାହିଁ, କିନ୍ତୁ ଏବେ, Image Propertiesରେ, Print Size ହେଉଛି 100 by 76 inches, ଅର୍ଥାତ୍ 2 m 50, ଯାହା ଏହି ଇମେଜ୍ ସହିତ ବଢ଼ିଆ ପୋଷ୍ଟର୍ ହୋଇପାରେ
05:10 ଏଠାରେ ଆମ ପାଇଁ ଥିବା ଏହି ରିଜୋଲ୍ୟୁଶନ୍ ସାଧାରଣତଃ ଅର୍ଥହୀନ ଅଟେ, ଯେପର୍ଯ୍ୟନ୍ତ ଆପଣ ନିଜେ ଏହାକୁ ପ୍ରିଣ୍ଟ କରିନାହାଁନ୍ତି
05:18 ଅଧିକ ବିବରଣୀ ପାଇଁ http://meetthegimp.orgକୁ ଯାଆନ୍ତୁ ଏବଂ ଯଦି ଆପଣ କିଛି ମତାମତ ପଠାଇବାକୁ ଚାହାନ୍ତି, ତେବେ ଦୟାକରି info@meetthegimp.orgକୁ ଲେଖନ୍ତୁ.
05:30 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

Contributors and Content Editors

PoojaMoolya, Pradeep